Пікірлер
@RajatPradhan866
@RajatPradhan866 2 күн бұрын
ଆପଣଙ୍କ ଜିଜ୍ଞାସା ଆଗରେ ମୁଁ ନତମସ୍ତକ । ଆପଣଙ୍କ ପ୍ରତ୍ୟକ୍ଷ ଛାତ୍ର ହେବାର ସୁଯୋଗ ଦେଇଥିବାରୁ କୋଟି କୋଟି ପ୍ରଣାମ....🙏 କେମିତି ଅଛନ୍ତି ପଚାରିବାର ଦୁଃସାହସ ମୋର ନାହିଁ ଜ୍ଞାନ ପିପାସା ଉଜ୍ଜ୍ବଳରୁ ଉଜ୍ଜ୍ୱଳତର କରେ ବୋଲି ମୋର ସ୍ଥୂଳ ଧାରଣା....🙏🙏🙏
@pritamsamalcreator6971
@pritamsamalcreator6971 5 күн бұрын
ଜନ୍ମ ସ୍ଥାନ ଢେଙ୍କାନାଳ କି
@AndOdiaLiterature
@AndOdiaLiterature 3 күн бұрын
ଖୋର୍ଦ୍ଧା
@pritamsamalcreator6971
@pritamsamalcreator6971 5 күн бұрын
ଧନ୍ୟବାଦ୍
@laxmidehuri7601
@laxmidehuri7601 Ай бұрын
ସାର୍ 🙏 ଫନି ମହାନ୍ତି ଙ୍କ ର ଅଳକା ସାନ୍ୟାଲ ଆଲୋଚନା କରନ୍ତୁ ଦୟାକରି🙏🙏🙏🙏🙏
@prangyaparamitamishra5030
@prangyaparamitamishra5030 Ай бұрын
ସୌରେନ୍ଦ୍ର ବାରିକ୍ ଙ୍କ "ଦ୍ରୌପଦୀର ଜହ୍ନ" କବିତା sir tike share karibe
@ranjitahati4080
@ranjitahati4080 Ай бұрын
Thankyou sir ❤🙏
@muktameher3392
@muktameher3392 2 ай бұрын
Sir can i get a script
@nilesh_dash
@nilesh_dash 2 ай бұрын
Great explanation 🙌🏻
@DronaPatra-k8y
@DronaPatra-k8y 2 ай бұрын
Jay Bheem namo buddhay ,,,sir,,,☸️🇪🇺🇪🇺🙏🙏
@bisweswarmahapatro530
@bisweswarmahapatro530 2 ай бұрын
ଧନ୍ୟବାଦ୍,ଅତ୍ୟୁତ୍ତମ ସୁନ୍ଦର ଉପସ୍ଥାପନ ଯାହକି ଛାତ୍ରଛାତ୍ରୀଙ୍କ ନିମନ୍ତେଗୁରୁତ୍ତ୍ବପୂର୍ଣ ରହିଅଛି।ଏହାର ଦ୍ବିତୀୟଭାଗ ପ୍ରେରୀତ କରାଇବେ ବୋଲି ଆଶାପ୍ରକାଶ କରେ।🙏🙏ଜୟ ଜଗନ୍ନାଥ ସ୍ବାମୀ🙏🙏👌👌
@AndOdiaLiterature
@AndOdiaLiterature 2 ай бұрын
ଭାଷା ଓ ଜାତୀୟତା: kzbin.info/aero/PLQDZonCtP5A561XKh1dx6CVgtITpkkAj5
@aparajitapriyadarsini2007
@aparajitapriyadarsini2007 3 ай бұрын
Thankyou sir
@sujatasahoo8884
@sujatasahoo8884 3 ай бұрын
Sir natha sahitya gorakhnath Geeta upare kichhi book
@AndOdiaLiterature
@AndOdiaLiterature 3 ай бұрын
ବଂଶୀଧର ମହାନ୍ତିଙ୍କ ଆଲୋଚନା ପୁସ୍ତକ ଭଲ ହେବ
@sujatasahoo8884
@sujatasahoo8884 3 ай бұрын
Sir se book miluni
@sujatasahoo8884
@sujatasahoo8884 3 ай бұрын
Apana nka pakhare kichhi material achhi ki
@spl5435
@spl5435 3 ай бұрын
ଏ ଭଳି ଆଲୋଚନା ଅନ୍ୟ ବିଷୟ ଗୁଡ଼ିକୁ ମଧ୍ୟ କରିବେ ସାର୍
@nibeditaamanta802
@nibeditaamanta802 3 ай бұрын
Bhut sundr lagila sir apanakna bujheiba ra saili
@bighnanag740
@bighnanag740 3 ай бұрын
ଚମତ୍କାର ବର୍ଣ୍ଣନା 🙏
@bighnanag740
@bighnanag740 3 ай бұрын
Helpfull for UPSC optional ❤
@bighnanag740
@bighnanag740 3 ай бұрын
Highly appreciated......👍🙏
@BibhisanNag-c2y
@BibhisanNag-c2y 3 ай бұрын
Classes r highly commendable and appreciated. How to contact u sir ? any medium?
@Subha.711
@Subha.711 4 ай бұрын
ଖୁବ୍ ସୁନ୍ଦର ଉପସ୍ଥାପନା ସମଗ୍ର ଭାଗ ଗୁଡିକ ର 👍👍
@manjunathsharma1638
@manjunathsharma1638 4 ай бұрын
Thank U Sir.
@anshusarts6405
@anshusarts6405 4 ай бұрын
ବହୁତ ବହୁତ ଧନ୍ୟବାଦ ସାର୍ 🙏🙏🙏😊😊
@Pure-Paryatak
@Pure-Paryatak 5 ай бұрын
Dana pani ra soft copy ki PDF achhi ki sir.... Telegram re achhanti ki apana?
@sarbeswarbehera9609
@sarbeswarbehera9609 5 ай бұрын
ମହିମା ଧର୍ମ କୌଣସି ଇଶ୍ୱରଙ୍କୁ ସ୍ୱୀକାର କରେନାହିଁ କେବଳ ଶୂନ୍ୟଙ୍କୁ ହିଁ ମାନନ୍ତି lଏଣେ ଈଶ୍ୱର ଏବଂ ଶୂନ୍ୟ ଏକ ନୁହନ୍ତି l
@sarbeswarbehera9609
@sarbeswarbehera9609 5 ай бұрын
ମହିମା ଧର୍ମ ଉପରେ ଭୀମଭୋଇଙ୍କର ସରଳ ଲେଖା ଭଳି ଆପଣଙ୍କ ଆଲୋଚନା ସରଳ ହୋଇଥିଲେ ଅଧିକ ପ୍ରଭାବଶାଳୀ ହୋଇଥାନ୍ତା lପୁଣି ମହିମା ଧର୍ମ ଯାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ ଆପଣ ସେ ବିଷୟରେ ସିଧା କହିବାକୁ ସାହସ କରିପାରି ନ ଥିବା ଜଣାଯାଏ l
@manjunathsharma1638
@manjunathsharma1638 7 ай бұрын
Sir 🙏 Please bharatiya bhasa paribara send karantu.
@SoumyakantaJena-ec1yk
@SoumyakantaJena-ec1yk 7 ай бұрын
Sir anama upanyasa alochana karantu
@rekharani217
@rekharani217 7 ай бұрын
Relax hei kuhantu ate gambhirjya serious hei kain kahuchanti
@harapriyarout6882
@harapriyarout6882 7 ай бұрын
ଅଶେଷ ଅଶେଷ ଧନ୍ୟବାଦ ସାର ❤
@suvashreebehera5453
@suvashreebehera5453 7 ай бұрын
Sir pdf kemiti paiba
@manjunathsharma1638
@manjunathsharma1638 7 ай бұрын
🙏👍👍👍👍
@odishakhabar6164
@odishakhabar6164 7 ай бұрын
କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି 🙏🙏
@susmitasahu3479
@susmitasahu3479 7 ай бұрын
Bhai daya kari opsc syllabus ta pura cover kara odia optional paen. Bhari kasta hauchi material collect karibaku .
@deepakbehera2999
@deepakbehera2999 7 ай бұрын
Very nice
@surama9431
@surama9431 7 ай бұрын
Sir important questions upare vedio banantu sir
@herambabishoyi177
@herambabishoyi177 8 ай бұрын
Please sir apanakar class Bhala laguchi daily contain siriyal class diantu
@herambabishoyi177
@herambabishoyi177 8 ай бұрын
Daily class karantu please sir 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@BlackyRinkey
@BlackyRinkey 8 ай бұрын
Sir Murugan Stuti pathantu please 🙏
@kalpanatoppo6689
@kalpanatoppo6689 8 ай бұрын
Thànk you sir
@kalpanatoppo6689
@kalpanatoppo6689 8 ай бұрын
ବହୁତ ସୁନ୍ଦର ଆଲୋଚନା sir🙏🙏🙏
@herambabishoyi177
@herambabishoyi177 8 ай бұрын
Daily class karantu please sir
@susmitaDas-ms3or
@susmitaDas-ms3or 8 ай бұрын
Sir aei video ra pdf mili paribo ki
@herambabishoyi177
@herambabishoyi177 8 ай бұрын
Full silibous cover karantu 🙏🙏🙏
@herambabishoyi177
@herambabishoyi177 8 ай бұрын
Daily class karantu 🙏🙏🙏
@herambabishoyi177
@herambabishoyi177 8 ай бұрын
Frist view sir
@SahityaCharcha-f9h
@SahityaCharcha-f9h 8 ай бұрын
Bahut sundara sir
@chaturbhujarana9748
@chaturbhujarana9748 9 ай бұрын
ଏମିତି video ସବୁ ଦେଉଥାନ୍ତୁ
@puspanjalimandal5358
@puspanjalimandal5358 9 ай бұрын
ବହୁତ ସୁନ୍ଦର ଭାବରେ ଆପଣ ଏହାକୁ ଉପସ୍ଥାପନ କରିଛନ୍ତି 🙏 l ବହୁତ ବହୁତ ଧନ୍ୟବାଦ୍ sir 😊 ଆଶା କରୁଛି ସାରଳା ସାହିତ୍ୟର ଭାଷା ଉପରେ କିଛି ଆଲୋଚନା କରନ୍ତୁ l
@Rojika-i4n
@Rojika-i4n 9 ай бұрын
🙏🙏 ଧନ୍ୟବାଦ୍ ସାର୍ 🙏🙏
@skpodiavlog
@skpodiavlog 9 ай бұрын
ଆପଣଙ୍କ ପ୍ରୟାସ ସମସ୍ତଙ୍କୁ ଲାଭ ଦାୟକ