Пікірлер
@asitrout7659
@asitrout7659 2 минут бұрын
🙏🙏🌹ଜୟଶ୍ରୀସତ୍ୟନାରାୟଣସ୍ୱାମୀଙ୍କରଜୟ
@debarajpanda7990
@debarajpanda7990 Сағат бұрын
ଓଡିଶା ପାଲା ପରିବାର ର ଜଣେ ଯୋଗ୍ଯ ସନ୍ତାନ ଆପଣ। ଆପଣ ଙ୍କ ସାଧନା ଅତି ଭଲ। ଭଲ ବାୟକ ଆପଣ। 🎉🎉🎉
@pramodsahoo5820
@pramodsahoo5820 10 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏 ଅତି ସୁନ୍ଦର ପାଲା,
@sachitradas6257
@sachitradas6257 11 сағат бұрын
So proud ❤
@narayannahak8782
@narayannahak8782 Күн бұрын
Namaste agyan Jaya jagannath
@ManoranjanManoranhan
@ManoranjanManoranhan Күн бұрын
ଭାଇ ଆମ ଗୋପ୍ତିରା ଗାଁକୁ ଆସି ଥିଲ
@bonoshsahoo7894
@bonoshsahoo7894 Күн бұрын
ଆଜ୍ଞା ......ରାମାୟଣ କୁ ଗଙ୍ଗା ଏବଂ ମହାଭାରତ କୁ ସମୁଦ୍ର କାହିଁକି କରାଗଲା ?????ଟିକେ ଅବୁଝା ରହିଲା ।।।
@parikhitamohapatra8714
@parikhitamohapatra8714 Күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
@laxmankumarnayak3270
@laxmankumarnayak3270 Күн бұрын
ପ୍ରଣାମ ଭାଇନା 💐🙏💐ଆପଣଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା 💐💐💐ଜୟ ଜଗନ୍ନାଥ
@nonanona5624
@nonanona5624 Күн бұрын
କୋଟି କୋଟି ପ୍ରଣାମ
@rameshchandrapanda3644
@rameshchandrapanda3644 Күн бұрын
ବହୁତ ଭଲ ଲାଗିଲା । ଅଶେଷ ଅଶେଷ ସାଧୁବାଦ ଜଣାଉଛି ।
@soven4u1
@soven4u1 Күн бұрын
So Beautiful 😍
@ashokpatra3654
@ashokpatra3654 Күн бұрын
ଭାଇ ମୋର ବହୁତ୍ ଭଲ ବୟକ୍
@BichitrakumarBichitrakum-rf5zb
@BichitrakumarBichitrakum-rf5zb Күн бұрын
🙏🙏🙏🙏🙏👍
@narayannahak8782
@narayannahak8782 2 күн бұрын
Namaste agyan excellent melodious voice
@Prabin745
@Prabin745 2 күн бұрын
Bhoi sir bohut sundar heichi
@narayannahak8782
@narayannahak8782 2 күн бұрын
Agyan sorry for this comment for darshak bwe have to upbring our young ones about our culture values and our tradition
@narayannahak8782
@narayannahak8782 2 күн бұрын
Pranam agyan badhia thank you all for carrying the culture of Odisha ahead
@KrushnaChandraSahoo-r7s
@KrushnaChandraSahoo-r7s 2 күн бұрын
Thank you bhai
@basantipanda7986
@basantipanda7986 2 күн бұрын
ପାଢ଼ୀ ବାବୁ, ଆପଣ ଙ୍କ ପାଲରେ ତ କୌଣସି ତ୍ରୁଟି ପରିଲକ୍ଷିତ ହେବାର ନାହିଁ! ଆପଣ ଙ୍କ ପାଲା ଅତ୍ୟନ୍ତ ପରିମାରିଜିତ! ଡ୍ରେସ ଉପରେ କହିବି! ପାଳିଆ ଭାଇମାନେ ଲାଲ ନ ପିନ୍ଧି ଅନ୍ୟ ଯେ କୌଣସି ରଙ୍ଗ, ଆପଣ ଏ ହଳଦିଆ ବା କମଳା ରଙ୍ଗ ନ ପିନ୍ଧି battol ଗ୍ରୀନ, ନେବି ବ୍ଲୁ, ବୋଉଲେଟ ଇତାଡି କଲର ପିନ୍ଧିଲେ ଖୁବ ମାନିବ! ଇମେସେଜ ମଧ୍ୟ ବଢିବ! କଣ କି ଆପଣ ଙ୍କ badi କଲର ହଳଦିଆ "🌹❤️🌹👍
@swain_parivaar
@swain_parivaar 2 күн бұрын
Thank you for your clear hearted talk of different great Pala Gayak s of Odisha. Good character.
@chandanrath5823
@chandanrath5823 2 күн бұрын
Bahuta.badia.upasthapana..prayatatma.rath
@Dillip5331
@Dillip5331 2 күн бұрын
Sir Pranam 🙏 Apan susth au Dirghayu huantu ❤🙏🙏
@SushantSahoo243
@SushantSahoo243 2 күн бұрын
Voice ନାହିଁ
@radhakantajena7474
@radhakantajena7474 2 күн бұрын
Jayajaganath
@BanamalimahantaBani
@BanamalimahantaBani 2 күн бұрын
Jay Jagannath
@BikramBehera-v3d
@BikramBehera-v3d 2 күн бұрын
ଆମ କୁରାଳ ଜାତିର ଗର୍ବ। ଜୟ ଜଗନ୍ନାଥ
@samarendrajena4996
@samarendrajena4996 2 күн бұрын
🚩🙏 जय श्रीराम 🙏🚩
@pramodbiswal-db2wk
@pramodbiswal-db2wk 2 күн бұрын
Bahut sundar gaila
@pramodbiswal-db2wk
@pramodbiswal-db2wk 2 күн бұрын
Oh ki gita
@sasadharamishra5139
@sasadharamishra5139 2 күн бұрын
ପାଳିଆ ହୋ ହା ଭଲ ଲାଗୁ ନାହିଁ
@golekhamalllik8863
@golekhamalllik8863 2 күн бұрын
Jay Guru 🙏🙏🙏
@Dinabandhu_Paltasingh
@Dinabandhu_Paltasingh 2 күн бұрын
Apananka paribeshana ati uchha kotira. Dumduma manchare apana “Badhila Jani Khyama “ chhanda ti sabu bele mane rahiba.
@prakashmahapatra9136
@prakashmahapatra9136 2 күн бұрын
Sir. Apna. Druba. Charana. Mahapatra. Kn Katha. Kahilenita
@satyamsivamsundaram7039
@satyamsivamsundaram7039 2 күн бұрын
Sir ନମସ୍ତେ।।। ଭଲ ହିତୋପଦେଶ ସୁନ୍ଦର
@manasranjanlenka5764
@manasranjanlenka5764 2 күн бұрын
Please upload the full song
@sureshnayak3000
@sureshnayak3000 2 күн бұрын
Nice❤
@biswaranjanbaral2809
@biswaranjanbaral2809 2 күн бұрын
ପାଲା ଜଗତର ଅପ୍ରତିଦ୍ଵନ୍ଦୀ ଅମ୍ଳାନ ଧ୍ରୁବ ତାରା 🙏🙏🙏🙏
@premanandabehera9778
@premanandabehera9778 3 күн бұрын
ମହୋଦୟ ଗୋଟିଏ କଥା ଥିଲା କି ଆଜି ପର୍ଯ୍ୟନ୍ତ ବଡ଼ ବଡ଼ ଗାୟକ ଙ୍କର ପାଲା କେଉଁଠି କେଉଁ ଦିନ ହେଉଛି ଜାଣିବାର ଅବକାଶ ମିଳୁନାହିଁ । ନହେଲେ କେଉଁ ଦିନ କେଉଁ ଯାତ୍ରା ପାର୍ଟି କେଉଁଠି କି ଯାତ୍ରା ପରିବେଷଣ କରୁଛି ସେମିତି କେଉଁ ଗାୟକ ଙ୍କର ପାଲା କେଉଁଠି ଅଛି ଜାଣିଲେ ବହୁତ ଲୋକ ପାଲା ଦେଖିବାକୁ ଯାଇ ପାରନ୍ତେ । ଏହାକୁ ଟିକେ ଧ୍ୟାନ ଦେବେ ବୋଲି ଆଶା ।
@OdishaArtandArtists
@OdishaArtandArtists 2 күн бұрын
ଏଥିପାଇଁ ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ website ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ତା'ର misuse କରାଗଲା ।
@premanandabehera9778
@premanandabehera9778 2 күн бұрын
@@OdishaArtandArtists ଏବେ କେମିତି ଭୁବନେଶ୍ୱର ରେ ହେଉଥିବା ପାଲା ଗୁଡ଼ିକ ସମ୍ବନ୍ଧରେ ଜାଣି ହେବ ଦୟାକରି ଜଣାଇବେ ।
@OdishaArtandArtists
@OdishaArtandArtists 2 күн бұрын
ନିଶ୍ଚୟ ​@@premanandabehera9778
@shrutiranjandas8188
@shrutiranjandas8188 3 күн бұрын
ଏ ଗୀତ ସଂଗୀତରେ ମାଧୁର୍ଯ୍ୟ ଅଛି । ଚମତ୍କାର ପରିବେଷଣ।
@subashnayak3642
@subashnayak3642 3 күн бұрын
Kou jaga a full pala tike chhad
@BRAJAMOHANMISHRA-pt1gv
@BRAJAMOHANMISHRA-pt1gv 3 күн бұрын
Odia sahitya ra prachanda prativa nku sata koti pranam
@BRAJAMOHANMISHRA-pt1gv
@BRAJAMOHANMISHRA-pt1gv 3 күн бұрын
Odia sahitya ra garba Namaskar madam
@asitrout7659
@asitrout7659 3 күн бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@SureshkumarSwain-hu7wm
@SureshkumarSwain-hu7wm 3 күн бұрын
ନାରାୟଣ କରନ୍ତୁ ଆପଣଙ୍କ ରଥ ଚାଲୁଥାଉ
@laxmankumarnayak3270
@laxmankumarnayak3270 3 күн бұрын
ପ୍ରକୃତ କଳାର ପୂଜାରୀ 💐🙏💐
@bibhuchoudhury9704
@bibhuchoudhury9704 3 күн бұрын
Kouthi paiba odia nijaku !! Bodhe aei katha bhitare