Пікірлер
@ThinkIce-k1v
@ThinkIce-k1v 22 күн бұрын
EC SUBREGISTRAR OFFICE RE ONLINE BAHARIBA
@Mriconboyprasantasahu
@Mriconboyprasantasahu Ай бұрын
Angya Amar purba purusa jami gottiye jaga re au chaka plot re patta achhi au gottiye jaga rey .. amku online naksha alaga jaga re dekhauchhi, tikey rasta dekheibey ki
@smarteducationindia
@smarteducationindia 3 ай бұрын
sir 2 khata gote khata ku convert heipariba??? pakhapakhi lagithiba plot
@PradipkumarShaoo
@PradipkumarShaoo 3 ай бұрын
Sir 🙏
@ଘନଶ୍ଯାମ
@ଘନଶ୍ଯାମ 4 ай бұрын
ଏକ ଘରିକିଆ ଆଇନାଟା କେଉଁ ସମ୍ବିଧାନରେ ଲେଖା ହୋଇଛି?ଲେଖିଲାରୁ ଆପଣଙ୍କ ଆଗମନ ହୋଇଛି ଅର୍ଥାତ୍ କେହି କଥା ଫାଙ୍କୁଛି,ସାରୁ ମାଗିଲେ କନ୍ଦମୂଳ ଦଉଛି।2024 ମସିହା ହେଲାଣି ମଣିଷ କେଉଁଠି ପହଞ୍ଚିଲାଣି ତଥାପି ଏକ ଘରିକିଆ ନିଶାଟା ଛାଡିପାରୁନି।କଣ ନା ମୋ ଦେଶ ଉନ୍ନତି କରୁଛି।
@sudarsanbehera8512
@sudarsanbehera8512 4 ай бұрын
Sar aapanka sahita Katha heipari ki
@nirupamaprusty6774
@nirupamaprusty6774 5 ай бұрын
Abhi jagah hai
@apknowledgeodia
@apknowledgeodia 5 ай бұрын
No
@SasmitaVarietyEating
@SasmitaVarietyEating 6 ай бұрын
କଟ ବିବାହ ବିଷୟ ରେ ଭିଡିଓ ବନାଅ
@khageswarnayak1728
@khageswarnayak1728 6 ай бұрын
A video about correction of map Ror<map area
@khageswarnayak1728
@khageswarnayak1728 6 ай бұрын
Ror>map area
@chandanpradhan7853
@chandanpradhan7853 6 ай бұрын
Sir,power cut off kn ଜମି ରେ......
@pranatipatra23
@pranatipatra23 7 ай бұрын
ଭଉଣୀ ର ଦୁଃଖ ଦୂର ହେଉ। ପୋଲିସ ଆଉ ପ୍ରଶାସନ ଏହାର ପ୍ରତିକାର ନିମନ୍ତେ ପଦକ୍ଷେପ ନିଅନ୍ତୁ। ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ଏ ଦିଗରେ ସାହାଯ୍ୟ କରିପାରେ।
@jitensahu2027
@jitensahu2027 7 ай бұрын
Sir, as for knowledge if any land in Puri , please give information
@jitensahu2027
@jitensahu2027 7 ай бұрын
Thanks for your information
@SrinivasTadingi
@SrinivasTadingi 8 ай бұрын
Land r supreme heuchanti tahasil,
@lijupadhan1508
@lijupadhan1508 8 ай бұрын
Chakbandi jameen uthigala very good 👍
@mithunabehera294
@mithunabehera294 8 ай бұрын
Sir Namaskar 🙏 apnaka no plz
@mithunabehera294
@mithunabehera294 8 ай бұрын
Sir Namaskar 🙏
@PintuNayak-kl3mg
@PintuNayak-kl3mg 9 ай бұрын
collector nku dekha kale nischita samadhan heijiba. Collector nka power agare emane kichhi nuha.
@oneodisha95
@oneodisha95 9 ай бұрын
We want to meet you sir and file a case against this types of case
@maminaparida8333
@maminaparida8333 9 ай бұрын
Apnaka contact number tike paiparibu ki dele apnaka sahita dekha kariparithantu
@maminaparida8333
@maminaparida8333 9 ай бұрын
Sir pranam
@Pabitrasahoo167
@Pabitrasahoo167 9 ай бұрын
Right sir ame bi bohut asubidha re achu apanku bhagaban bhala re rakhantu
@subhampanda7565
@subhampanda7565 10 ай бұрын
Apaana Video ree Comments Kana Paain Baand Raakhichaanti
@Milankumar101
@Milankumar101 11 ай бұрын
କମିଶନର case file କେମିତି ହେବ, ଆପଣ କରିବେ କି
@kalyanmeher9495
@kalyanmeher9495 11 ай бұрын
Sir mo katha tike bujhantu mora comment vidio diantu
@rajkishoretripathy7325
@rajkishoretripathy7325 11 ай бұрын
Sir, you file a complaint case in the court if the police does not help. Police is complicit with the accused.
@AamoVlogs
@AamoVlogs 11 ай бұрын
Sir Make A Video For ST land sell details video...
@kalyanmeher9495
@kalyanmeher9495 Жыл бұрын
Sir govement land sahita kemiti nija land exchange heba tara vedio banantu please i request for you sir
@MrSachidananda1
@MrSachidananda1 Жыл бұрын
ଯଦି କୌଣସି ସରକାରୀ ଅଧିକାରୀ କୌଣସି ଜାଲିଆତି କରିଛନ୍ତି ତେବେ ତାଙ୍କ ବିରୁଦ୍ଧରେ ପ୍ରମାଣ ସହିତ ଆପଣ ଲୋକାୟୁକ୍ତ ରେ Case କରିପାରିବେ ।ଏଥିପାଇଁ ଓକିଲ ଦରକାର ନାହିଁ ଆପଣ ନିଜେ Case ଲଢ଼ିବେ ।ଜାଲିଆତି ର ସବୁ କାଗଜ ର certified କପି ବାହାର କରି ସାରିବା ପରେ case କରିବେ ।୨ ଜଣ judge ଶୁଣାଣି କରିବେ ତେଣୁ Case ଫାଇଲେ କରିବା ଆଗରୁ ୨ ଟା ସେଟ କରଥିବେ । case ଫାଇଲ ହେବା ର ମାସେ ଭିତରେ ସରକାରୀ ଅଧିକାରୀ ଙ୍କୁ ନୋଟିସ ପଳେଇବ ।ତାପରେ ଆପଣ ଙ୍କ ତାରିଖ ଆସିବ ।ଆପଣଙ୍କୁ ନିଜେ Prove କରିବାକୁ ପଡିବ ଯେ ଅଧିକାରୀ କେମିତି ଜାଲିଆତି କରିଛି ।ଯଦି କୋର୍ଟ ସନ୍ତୁଷ୍ଟ ହେଲା ତାହାଲେ ସରକାର କୁ ନୋଟିସ ଜାରିକରି ଜବାବ ମାଗିବ ।ଲୋକଯୁକ୍ତ ର ଅର୍ଡର ଉପରେ ସରକାର ସରକାରୀ ଅଧିକାରୀ ଉପରେ ଆକ୍ସନ ନେଇଯିବ।ମୁଁ ୨ ଜଣ ସୁବ ରେଜିଷ୍ଟାର ଓ ଜଣେ R.I ବିରୁଦ୍ଧରେ case କରିଛି ।ଜଣେ ବିଲଡର କେମିତି ତହସିଲ କୁ ପଇସା ଦେଇ ଜାଲିଆତି କରିଛି ଏହି ବିଷୟରେ case ହୋଇଛି ।ଲୋକାୟୁକ୍ତ ରେ Case ଜଲ୍ଦି ଫଇସଲା ହୁଏ ବେଶୀ ଦିନ ଲାଗେନି କିନ୍ତୁ ବହୁତ ଫଳପ୍ରଦ ।ଯୋଉ ଯୋଉ ଅଧିକାରୀ ଜାଲିଆତି କରିଛନ୍ତି ତାଙ୍କ ନାଁ ଲେଖିବାକୁ ପଡିବ ଓ କଣ କଣ କରିଛନ୍ତି ସବୁ ଦେବାକୁ ପଡିବ ନଚେତ ଲୋକାୟୁକ୍ତ case ନବନି ।ଯଦି କୌଣସି ପ୍ରାଇଭେଟ ଲୋକ ସରକାରୀ ଅଧିକାରୀଙ୍କୁ ପଇସା ଦେଇ ଜାଲିଆତି କରିଛି ତେବେ ତାର ପ୍ରମାଣ ଦେଲେ ,ସେ ପ୍ରାଇଭେଟ ଲୋକ ବି ପଡିଯିବ ।ଓଡିଶା ଲୋକାୟୁକ୍ତ ୱେବ୍ସାଇଟ ରେ form ମିଳୁଛି ।ଭୁବନେଶ୍ୱର ସତ୍ୟନଗର ତୋଷାଳୀ ପ୍ଳାଜ଼ା ରେ ଅଫିସ ଅଛି ।
@trinathatandi6269
@trinathatandi6269 Жыл бұрын
ମୋ ସରକାର କରିଛନ୍ତି ନବୀନ ବାବୁ ଏବଂ vk pandian 5t ଅଧକ୍ଷ ଅଛନ୍ତି ଆପଣ ଜଣେ ଓକିଲ ସାର ଆପଣଙ୍କ ର ଓକିଲାତି ବୁଧି ବଳ ରେ ରାଜ୍ୟପାଳ ମହାଶୟ ଙ୍କୁ ଜଣାନ୍ତୁ ସାର ଭଗବାନ ଆପଣଙ୍କର ମଙ୍ଗଳ କରିବେ 🙏🙏🙏
@BUDHARMAJHI-i5x
@BUDHARMAJHI-i5x Жыл бұрын
ସାର୍ ନମସ୍କାର ମର ଗୋଟେ ସିବିଳ କରିବା ର ଆଛି
@renubalasamal792
@renubalasamal792 Жыл бұрын
Tahasildar sir o IIC sir nka sahayata re jhia tiku nyaaya milipariba
@renubalasamal792
@renubalasamal792 Жыл бұрын
Tahasildar sir and iic sir chahile jhia ti banchi jai pariba
@sadhudas2758
@sadhudas2758 Жыл бұрын
You Advocate file a case in the court
@durgacharanabehera
@durgacharanabehera Жыл бұрын
BHOUT DIA ANDHAR RARE RUHA
@sabitajena1271
@sabitajena1271 Жыл бұрын
Sarakar piditamanku thaithn kariba uchit
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Police aau Tahasildar chora
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Police aau Tahasildar chora
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Police aau Tahasildar chora
@PramilanayakPramilanayak-w6z
@PramilanayakPramilanayak-w6z Жыл бұрын
Ethi police aau Tahasildar chora
@R.B02013
@R.B02013 Жыл бұрын
Very good sir🙏
@Gamer234Boy
@Gamer234Boy Жыл бұрын
Police ethi chora ku help karuchhi tanka khaichhi
@kmnbhr1169
@kmnbhr1169 Жыл бұрын
😢
@archananayak7599
@archananayak7599 Жыл бұрын
Give her justice police aau tahasildar misiki Paisa khaichhanti bodhe
@kalyanmeher9495
@kalyanmeher9495 Жыл бұрын
Sir govement land saha nijajami exchange vedio banantu
@JogeshwarMahanta-ut3fe
@JogeshwarMahanta-ut3fe Жыл бұрын
Please sir help sister
@ashishkumarjena2345
@ashishkumarjena2345 Жыл бұрын
#vkpandian Justice karantu
@Surubali...
@Surubali... Жыл бұрын
ବ୍ରିଟିଶ ବନେଇ ଥିବା ଆଇନ ଦ୍ବାରା କୌଣସି ଭାରତୀୟ ଉପକୃତ ହେଇ ପାରିବେ ନାହିଁ।
@kalyanmeher9495
@kalyanmeher9495 Жыл бұрын
ଭଗବାନ ତମକୁ ସାହାଯ୍ୟ କରିବେ ମା ସାର ଆପଣଙ୍କୁ ମୋର ଅନୁରୋଧ ଆପଣ ପୋଲିସ୍ ନେଇ କି ସେ ଜାଗା କବଜା ଦିଅନ୍ତୁ ସାର
@radhagobindasahu7515
@radhagobindasahu7515 Жыл бұрын
Mu dukhita apanka a/c deithiba no re money pathai parunahi . but. madam ku kuhantu se tanka dukha katha collecter ku kuhantu🙏