Пікірлер
@Vlogger_Milon_Tudu
@Vlogger_Milon_Tudu Сағат бұрын
Bhai Santali jatra party re ticket 120 / 100/80 tanka jemiti ki sabu loka mane aramse dekhi paribe
@kartikeswarSahu-m9g
@kartikeswarSahu-m9g 2 сағат бұрын
Very good jatra news
@kartikeswarSahu-m9g
@kartikeswarSahu-m9g 2 сағат бұрын
Ret down karantu
@MylifeTapan
@MylifeTapan 3 сағат бұрын
Sethi Charampa kali Puja...kichi jatra Ashu nahanti...
@SwadhinPradhan-vc9qk
@SwadhinPradhan-vc9qk 4 сағат бұрын
ଆଗାମୀ ବର୍ଷ ରେ ଯଦି ଯାତ୍ରା ମାଲିକ ମାନେ ଆଉଥରେ rate ବଢ଼େଇବେ, ତେବେ କୋଉ କମିଟି ଆଉ ଯାତ୍ରା କରିବେନି , କୌମାନେ ମୋ କଥାରେ ଏକମତ ଲାଇକ କର ❤❤
@SwadhinPradhan-vc9qk
@SwadhinPradhan-vc9qk 4 сағат бұрын
ଏବେ ଯୋଉ ରେଟ ନଉଛନ୍ତି ଯାତ୍ରା ମାଲିକ ମାନେ ସେଇଟା ଆଦୌ ଭଲ ନୁହଁ , ଯାତ୍ରା ରେ ଅର୍ଟିଷ୍ଟ ମାନଙ୍କ ଦରମା କମେଇ ଦେଲେ ,ଯାତ୍ରା ଠିକ୍ ଠାକ୍ ଚାଲିବ , କାରଣ ଅର୍ଟିଷ୍ଟ ମାନଙ୍କ ଡିମାଣ୍ଡ ବଢିବାରୁ ଯାତ୍ରା ମାଲିକ ମନଇଚ୍ଛା ରେଟ କରୁଛନ୍ତି, ପ୍ରତିବର୍ଷ ୫୦ ହଜାର extra , ତା ସହ ତାଙ୍କ ,ରହିବା ,ଖାଇବା , କାଠ ଯୋଗାଇବା , ଆରେ। ସିରିଏଲ୍ ରେ ତ ଯାତ୍ରା ଅର୍ଟିଷ୍ଟ୍ ମାନଙ୍କଠୁ କମ୍ ଦରମା, ସେମାନେ କେମିତି ଚାଲିଛନ୍ତି , ଯଦି ଯାତ୍ରା ପାର୍ଟି ରେ ଲାଇଟ୍ ସାଉଣ୍ଡ ର ଡିମାଣ୍ଡ ବଢୁଛି ,ଯୋଉ କମିଟି ଅଧିକ ଲାଇଟ୍ ଡିମାଣ୍ଡ କରୁଛି , ସେ କମିଟି ଠୁ extra ଟଙ୍କା ନେଇ ଯାତ୍ରା ମାଲିକ ମାନେ ତାଙ୍କ ପାଇଁ extra system କରନ୍ତୁ😅😅
@ranjanpanda5547
@ranjanpanda5547 5 сағат бұрын
ମୁଁ keonjhar ରୁ ଆମ ଜିଲ୍ଲା ରୁ ସବୁ ଯାତ୍ରା କମିଟି କୁ ନେଇ ମଧ୍ୟ ଗୋଟେ କମିଟି କରା ଯାଉ
@ranjanpanda5547
@ranjanpanda5547 5 сағат бұрын
ଭାଇ ଆମେ ସବୁ ଛୋଟ ଯାତ୍ରା କମିଟି ଆମେ କିମିତି ମହସଂଘ୍ ରେ ଯୋଡ଼ି ହବୁ
@samalBibhuti
@samalBibhuti 5 сағат бұрын
TEKAT 50 100
@happynayak5535
@happynayak5535 6 сағат бұрын
Thik thik ,, e jatra bala bahuta lutuchanti
@KunuSahoo-cm7wq
@KunuSahoo-cm7wq 6 сағат бұрын
ବହୁତ ସୁନ୍ଦର କଥା ସବୁକମିଟି ମେବର୍ ମାନେ ଷ୍ଟଙ୍ଗହେଲେ ସବୁସମସ୍ୟରସମାଧନ ହୋଇପାରିବ ଜୟ ଯାତ୍ରକମିଟି
@deepaknicesahoosongs9726
@deepaknicesahoosongs9726 6 сағат бұрын
update dia
@deepaknicesahoosongs9726
@deepaknicesahoosongs9726 6 сағат бұрын
bhai bhaga jatin aau parbati kana hela... kichi kahuna
@AbhiramSing-bb6oj
@AbhiramSing-bb6oj 6 сағат бұрын
ଲଅଙ୍ଗଲା ନାଚ କଲେ ଦର୍ଶକ ଆସିବେନି
@desipilabikram497
@desipilabikram497 6 сағат бұрын
kzbin.info/www/bejne/noCmc5enhd5ppdksi=IjwpptbUScf40fd-
@niharranjanparida644
@niharranjanparida644 6 сағат бұрын
Santosh Babu moo Sarbamangala Jatra comeet Jayapur,Delanga,Puri President my name add
@niharranjanparida644
@niharranjanparida644 6 сағат бұрын
Jayracomeet banchile Jatra anusthan banchib
@o-seditor
@o-seditor 7 сағат бұрын
କମିଟି ଭାଇମାନେ ବଡ଼ ବଡ଼ ପାଟି ଦେଖିକି ଆଣିବ ଯେ କମ୍ ଟଙ୍କା ଖର୍ଚ୍ଚ ହେବ ।
@ମାନବପ୍ରେମୀହିମାଂଶୁ
@ମାନବପ୍ରେମୀହିମାଂଶୁ 8 сағат бұрын
ବହୁତ ଭଲ କଥା 🙏
@rameshmohanty663
@rameshmohanty663 8 сағат бұрын
2025 June ରୁ କେନ୍ଦ୍ରାପଡା ଜିଲ୍ଲା କୁ ଯାତ୍ରା ମନା ହେଇ ସାରିଛି। ଏବେ ସାରା ଓଡିଶା ରେ ଏଇକଥା ଚାଲିଛି। ଯାତ୍ରା ମହାସଂଘ ଜିନ୍ଦାବାଦ। ରାତିକୁ 2 ଲକ୍ଷ ରୁ କମ ଟଙ୍କା ଦିଅନ୍ତୁ. ଯାତ୍ରା ମାଲିକ କଣ ବାଳ ଛିଣ୍ଡେଇବେ ଦେଖିବା।
@rameshmohanty663
@rameshmohanty663 9 сағат бұрын
ଏ ଶଳା ମାଲିକ ମାନଙ୍କ ଗାଣ୍ଡି ରେ ପାଣି ବେଶୀ ହେଇଯାଇଛି। ଜଣେ IAS IPS ଅଫିସର ଅଢେଇଲକ୍ଷ ଟଙ୍କା ଦରମା ନେବେ.। ଏ ବାଳ ଖଳନାୟକ ମାନଙ୍କୁ ଏ ଭାଡୁଆ ମାଲିକ ମାସକୁ ଦେବେ ତିନି ଲକ୍ଷ.। ଯାହାଫଳରେ ରାତିକୁ ମାଲିକ 3 ଲକ୍ଷ ନେଉଛନ୍ତି। ଟିକେଟ ମୂଲ୍ୟ ଅଧିକ ହେବାରୁ ଗରିବ ଦର୍ଶକ ଯାତ୍ରା ଦେଖି ପାରୁ ନାହାନ୍ତି।
@pravatchandranayak5552
@pravatchandranayak5552 9 сағат бұрын
Very good Action
@kamalakantanayak6032
@kamalakantanayak6032 10 сағат бұрын
Ekdum thik katha
@subash_1990
@subash_1990 10 сағат бұрын
ଏଠି ଯାତ୍ରା ମାଲିକ ମାନେ ଏଇ କଳାକାର ଙ୍କୁ ନେଲେ ଆମ ଯାତ୍ରା ଭଲ ଚାଲିବ ବୋଲି ଭାବି କଳାକାର ଙ୍କୁ ଅଧିକା ରେଟ୍ ଦେଇକି ଅଲଗା ପାର୍ଟି ରୁ ଆଣୁଛନ୍ତି ଯାହା ଦର୍ଶକ ଉପରେ ପ୍ରଭାବ ପଡୁଛି ଏଵଂ ଟିକେଟ ର ରେଟ୍ ବଢି ବଢି ଯାଉଛି ଏଵଂ ଆଉ ଗୋଟିଏ କଥା ହେଲା କମିଟି ମାନେ ଭାବୁଛନ୍ତି କି ବେପାର ହେବ କି ନାହିଁ ବୋଲି ଆଇଟମ ଗାର୍ଲ୍ ମଗାଉଛନ୍ତି ଯାହା ଫଳରେ ପାର୍ଟି ବି ବଦନାମ୍ ହେଉଛି ଏଵଂ ଜଉ ଦର୍ଶକମାନେ ନିଜ ଫେମିଲି କୁ ନେଇ ଯାଉଛନ୍ତି ସେଠି ପେଣ୍ଡାଲ ଉପରେ ଡ୍ୟାନସ୍ ଦେଖି ସେଇ ମାନେ ପରବର୍ତ୍ତୀ ସମୟରେ ଯାତ୍ରା ଦେଖି ଯିବା ପାଇଁ ମନ ବଳଉନାହାନ୍ତି. ଓଡିଶା ରେ ଯେଉଁଠି ବି ଯାତ୍ରା ପଡୁଛି ସେଠି କମିଟି ଏଵଂ ଯାତ୍ରା ର ମାଲିକ+ମ୍ୟାନେଜର ମାନେ ଦେଖିବା ଦରକାର୍ କି ଯାତ୍ରା ପଡ଼ିଥିବା ଜାଗା ଠାରୁ 10/15 କିଲୋମିଟର ଭିତରେ କଉ କଉ ଶ୍ରେଣୀର ଲୋକ ମାନେ ବସ ବାସ କରୁଛନ୍ତି ସେଇ ହିସାବରେ ରେଟ୍ କଲେ ଗୋଟେ ପରିବାରରୁ ସମସ୍ତେ ଯାତ୍ରା ଦେଖି ପାରିବେ. ଯଦି ଟିକେଟ ର ରେଟ୍ ଅଧିକା କରୁଛନ୍ତି ତାହା ହେଲେ ଗୋଟେ ଗରିବ ଶ୍ରେଣୀର ଲୋକଟେ ଯାତ୍ରା ଦେଖି ଯିବା ପାଇଁ ଭାବିଲା ବେଳକୁ ତାର ଇଚ୍ଛା ପ୍ରକାଶ ହଉ ନାହିଁ କି ଯାତ୍ରା ଦେଖି ଯିବା ପାଇଁ.
@10rDinesh
@10rDinesh 10 сағат бұрын
Right 💯💯💯
@sanjayrout1690
@sanjayrout1690 12 сағат бұрын
ଟିକେଟ ର ମୂଲ୍ୟ କମ୍ କର ନଚେତ୍ ଓଡ଼ିଆ ସିନେମା ପରି ଦଶା ଭୋଗୀ ବ
@gyanaranjankhuntia415
@gyanaranjankhuntia415 12 сағат бұрын
Ae meeting ama jagatsinghpur gote Hau jagatsinghpur Ra Sabu jatra committee Ra president secretary gote date rakhantu
@absfabricationkisan9957
@absfabricationkisan9957 12 сағат бұрын
All odisha jatra committee ra president kia
@satyapriyabehera2878
@satyapriyabehera2878 13 сағат бұрын
Jatra malika au kalakara bahut paisa neuchanti.joutaki agami jatra ra bhabisyta andhakarama hebaku jauchi.mora request ticket dara 150 ,200 karantu au jatra party malik gote rati pain 1.80 ru 2 Lakya paisa niantu.
@PapuKumar-wf6ux
@PapuKumar-wf6ux 13 сағат бұрын
କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ କମିଟି ବୈଠକ ହେଉ
@rameshmohanty663
@rameshmohanty663 9 сағат бұрын
ଆପଣଙ୍କର ନିଦ ଏବେ ଭାଙ୍ଗିଲା।
@PapuKumar-wf6ux
@PapuKumar-wf6ux 8 сағат бұрын
@@rameshmohanty663 ଯାତ୍ରା ଦେଖି ରାତ୍ରି ଅନିଦ୍ରା ଥିଲି
@swapnajitswain7377
@swapnajitswain7377 18 сағат бұрын
ହାଇଦର
@satyenkumarmohanty8984
@satyenkumarmohanty8984 19 сағат бұрын
@asishsenapati7140
@asishsenapati7140 20 сағат бұрын
Good.
@vaibhavpaital3093
@vaibhavpaital3093 21 сағат бұрын
@Santosh Babu mu gote committee ra mukhya mote Daya Kari ethite add karntu
@kshitishbehera3319
@kshitishbehera3319 21 сағат бұрын
Very good decession all jatra commitee.
@gopalchandramohapatra6741
@gopalchandramohapatra6741 21 сағат бұрын
ମାଲିକ ମାନେ ଯଦି ଯାତ୍ରା କମିଟି ସହିତ ସହଯୋଗ ନ କରନ୍ତି balasore ଜିଲ୍ଲାରେ ଆମେ କୌଣସି ପାର୍ଟି କୁ ଯାତ୍ରା କରେଇ ଦେବୁନାହିଁ।ସାବଧାନ ଯାତ୍ରା ମାଲିକ
@jyotimohapatra-uv1ed
@jyotimohapatra-uv1ed 21 сағат бұрын
Artist mananka darama kamiba darkar
@dibasmohakud4672
@dibasmohakud4672 22 сағат бұрын
Jatra party jadi rate karuchanti. Tahele durga puja, laxmi puja, kali puja, karantu. Best hebo
@dillipkumarsahoo1133
@dillipkumarsahoo1133 22 сағат бұрын
ଯାତ୍ରା କମିଟି ମେମ୍ବର ମାନେ, ନିଜ ଗାଁ କୁ ଯାତ୍ରା ଆଣି ଗୋତି ଖଟିଲା ଭଳି 5/10ଦିନ କାମ ଧନ୍ଦା ଛାଡି ଯଦି ଦୁଇ ପଇସା ମିଳିଲା ନାହିଁ ତେବେ ତମେ ମାନେ ଯାତ୍ରା ପାର୍ଟି କୁ ପୋଷିବ କାହିଁକି 👎😭 ମାଲିକ ମାନଙ୍କୁ କମିଟି ମେମ୍ବର ଵାଲେ 🙏 ମୁଁ ଅନୁରୋଧ କରୁଛି ଅଗ୍ରୀମ ପଇସା ଦେଇ ବୁକିଂ କରନ୍ତୁ ନାହିଁ 🙏 ଦେଖିବା କୋଉ ମାଲିକର କେତେ ବାଳ ଅଛି କଳାକାର ପୋଷିବେ, ଅଗ୍ରୀମ ପଇସା ଏମାନେ ରୋଟ୍ସନ କରୁ ଛନ୍ତି, କଳାକାର ବୁକିଙ୍ଗ କରି, ପ୍ଲିଜ ଆଡ଼ଭାନସ୍ ଦିଅନ୍ତୁ ନାହିଁ 🙏🙏 5ବର୍ଷ ବନ୍ଦ କରନ୍ତୁ 🙏 ଦେଖିବା କିଏ କେତେ ପାଣି ରେ ଅଛି 👎😭🤪🤣😂 ଥରଟେ କରି ଦେଖନ୍ତୁ 🙏
@tirnathbhoi1694
@tirnathbhoi1694 22 сағат бұрын
Bhal bhai
@dillipkumarsahoo1133
@dillipkumarsahoo1133 22 сағат бұрын
@@tirnathbhoi1694 ଧନ୍ୟ ବାଦ ଭାଈ 👍👌🫶👏
@kanhupanda9836
@kanhupanda9836 22 сағат бұрын
Contact number
@raghuguru8584
@raghuguru8584 22 сағат бұрын
ଓଡ଼ିଶା ରେ ଯେତେ ଯାତ୍ରା କମିଟି ଅଛି ସମସ୍ତ ଙ୍କୁ ଅନୁରୋଧ ଅଧିକ ଟଙ୍କା ଦେଇ ଯାତ୍ରା ପାଟି ଆଣନ୍ତୁ ନାହିଁ ଟିକେଟ ର ମୂଲ୍ୟ ୧୦୦ରୁ ୧୫୦ କରାଗଲେ ଲୋକେ ନାଟକ ଦେଖିବାକୁ ଯିବେ
@kartiknayak9015
@kartiknayak9015 22 сағат бұрын
ଭଲ ପଦକ୍ଷେପ
@panchananpanda3793
@panchananpanda3793 22 сағат бұрын
Jatra party booking karanahi
@panchananpanda3793
@panchananpanda3793 22 сағат бұрын
Os officeer ru adhika kalakara adhika.maguchanti loka 300/400 dei dekhiparibeki
@dillipkumarsahoo1133
@dillipkumarsahoo1133 23 сағат бұрын
ଯାତ୍ରା ମାଲିକ ଓ କଳାକାର ମାନଙ୍କ ଅହେତୁକ ଅର୍ଥ ରୋଜ ଗାର ର ପ୍ରେସର୍ କମିଟି ମାନେ କଣ ପାଇଁ ସମ୍ଭାଳି ବେ,👎😭 ଯଦି ନିଜକୁ ଏତେ ଶକ୍ତିଶାଳୀ ଭାବୁ ଛନ୍ତି, ଏମାନେ 😭👎 ନିଜେ ଗୋଟିଏ ବର୍ଷ ବିନା କମିଟି ମେମ୍ବର ଙ୍କୁ ସାହାଯ୍ୟ ନମାଗି ଯାତ୍ରା ପାର୍ଟି ଚଳାଇ କି ଦେଖନୁ ତ୍ 😭😭🤪
@santoshprasadmishra4977
@santoshprasadmishra4977 23 сағат бұрын
Ehi meeting ra kichhi value nahin. Karana Odisha ra jatra committee manankara ekata nahin.
@santoshprasadmishra4977
@santoshprasadmishra4977 23 сағат бұрын
Sada bele percentage re jatra kara jau. Artist jadi kam darama nebe, tebe rate khasiba. Kintu Artist mane next year ku ahuri adhika darama nebe. India ra samastankar darama badhuchhi, Artist mane kahinki kam darama nebe ?
@santoshprasadmishra4977
@santoshprasadmishra4977 23 сағат бұрын
5000 seat pain tent karajau. Adjust heba.
@santoshprasadmishra4977
@santoshprasadmishra4977 23 сағат бұрын
Jatra malika ra loss heuchhi. Se kana hataru kalakara nku paisa deba ?
@santoshprasadmishra4977
@santoshprasadmishra4977 23 сағат бұрын
Paisa dei pariba ni jadi A Grade Jatra Party book kara nahin. B grade Party book kara.
@JatindranathPatra-d8i
@JatindranathPatra-d8i 23 сағат бұрын
@jatindra nath 1985 Right decision