Пікірлер
@cfxxmaxxy1876
@cfxxmaxxy1876 7 сағат бұрын
Thank you
@purnapanaka
@purnapanaka 7 сағат бұрын
ଆମେ ପ୍ରଭୁ ଯୀଶୁଙ୍କର ସନ୍ତାନ ଭାଇ
@BikashJain-o7w
@BikashJain-o7w 8 сағат бұрын
Bro very nice singing ❤ blessing to your family Jesus ❤
@JMJAGADISH
@JMJAGADISH 9 сағат бұрын
Nice Raja Bhai 😅😅😅
@RajaExpressVlogs
@RajaExpressVlogs 7 сағат бұрын
Thanks 😅😅😅
@DibakarGanta
@DibakarGanta 9 сағат бұрын
Bhae mu Bibel debi tume jagannatha santan nuhanti Tumar, srusti karta jesus
@mrmantujena2124
@mrmantujena2124 10 сағат бұрын
ମୁଁ କ୍ରିଷ୍ଟିଆନ ଲୋକ ମୋତେ ହିନ୍ଦୁ ଧର୍ମ ରେ ବିଶ୍ୱାସ ଆସିଲା ମୁଁ ଧର୍ମ ପରିବର୍ତନ କରିଛି
@odiatechiegirl
@odiatechiegirl 12 сағат бұрын
O Lord🙏🙏🙏🙏🙏🙏🙏😢😢😢😢😢😢😢😢😢❤❤❤❤❤❤save your children😢😢❤❤❤❤
@surajkumanayakrr19old
@surajkumanayakrr19old 14 сағат бұрын
ଭାଇ ଆପଣଙ୍କ ଭଳି ବହୁତ କମ୍ ଲୋକଙ୍କୁ ଦେଖିବାକୁ ମିଳିଥାଏ
@kingjondigal1032
@kingjondigal1032 15 сағат бұрын
God bless you jisu baba tamara paribar tamaku bahulo bhabare asirbad karantu
@lingarajmallick2259
@lingarajmallick2259 16 сағат бұрын
❤❤❤❤❤❤❤❤
@lingarajmallick2259
@lingarajmallick2259 16 сағат бұрын
😮😮😮😮😮😮😮😮😮😮😮❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@lingarajmallick2259
@lingarajmallick2259 16 сағат бұрын
😂😂😂😂😂😂😂😂😂
@suredra1350
@suredra1350 17 сағат бұрын
Thanks Bhai good information
@DinabandhGageranga1992
@DinabandhGageranga1992 18 сағат бұрын
good songs✝️👍👍👍
@TitasRaita-s1x
@TitasRaita-s1x 18 сағат бұрын
Raj. Are you christian
@JuneshParichha-f1l
@JuneshParichha-f1l 18 сағат бұрын
ନ ଜାଣି କାହାକୁ ହଇରାଣ କରନ୍ତୁ ନାହିଁ
@LajarMalick-x6y
@LajarMalick-x6y 19 сағат бұрын
Mu Odia movie kebe madya pasando kareni ki Dekheni kintu Sanatoni Nischaya Dekhibi.Moro Hindu Bhai .mane tome Rama ku Bhagaban boli Kahucho na Rama madya Sesha agamano Dinore Moro Jishu crishto Somukhare Thia Heiki Swargare Bicharito Hebe
@EMMANUELKUVIVIDEOSONGS
@EMMANUELKUVIVIDEOSONGS 20 сағат бұрын
Nice 👍 evry think hard thatch .
@unusasrambutika4617
@unusasrambutika4617 20 сағат бұрын
God bless you sir
@Gobinda-xo7sm
@Gobinda-xo7sm 21 сағат бұрын
Grace of jesus
@BDstudentstudy
@BDstudentstudy 21 сағат бұрын
Nice
@RajaExpressVlogs
@RajaExpressVlogs 7 сағат бұрын
Very nice
@nehemiahgroupchannel2122
@nehemiahgroupchannel2122 21 сағат бұрын
May God bless you
@nehemiahgroupchannel2122
@nehemiahgroupchannel2122 21 сағат бұрын
Thank you brother you are great, i am proud of you
@RajaExpressVlogs
@RajaExpressVlogs 7 сағат бұрын
Thanks 🙏❤️
@jaludutadingi462
@jaludutadingi462 21 сағат бұрын
Momn nachere
@pabitrasahadevmusicchannel4358
@pabitrasahadevmusicchannel4358 21 сағат бұрын
Bahut badhiya vhai dhanyvad ❤❤❤🎉🎉🎉🎉🎉
@JOHANBAGHA-cf1sw
@JOHANBAGHA-cf1sw 21 сағат бұрын
God bless you Jesus loves you ❤
@Laxmidhar-v6d
@Laxmidhar-v6d 21 сағат бұрын
Jay shree ram 🚩🚩🚩🚩
@RajaExpressVlogs
@RajaExpressVlogs 21 сағат бұрын
ଜୟ ଶ୍ରୀ ରାମ 🙏🙏🙏
@dauddeshmajhi3848
@dauddeshmajhi3848 22 сағат бұрын
ଆପଣଙ୍କର ବହୁତ ବଡ଼ ହୃଦୟ ଭାଇ । ଆପଣ ସବୁ ଧର୍ମ,ଜାତି, ବର୍ଣ୍ଣ ,ଉଚ୍ଚ ନିଚ଼ ଭୂଲି ସମସ୍ତକୁ ଓ ସବୁ ଧର୍ମକୁ ସମ୍ମାନ କରୁଥିବାରୁ ବହୁତ ବହୁତ ଧନ୍ୟବାଦ । ମନ ନାଚେ ରେ ଗୀତ ବହୁତ ଭଲ ହୋଇଛି, GOD bless you.
@sukantibehera5680
@sukantibehera5680 22 сағат бұрын
Good bless you
@sukantibehera5680
@sukantibehera5680 22 сағат бұрын
Good
@RajaExpressVlogs
@RajaExpressVlogs 7 сағат бұрын
Keep supporting ❤️
@jibonbenya3746
@jibonbenya3746 22 сағат бұрын
Brother very nice singing
@rajabadara1694
@rajabadara1694 22 сағат бұрын
ଭଲ ଗାଇଲ ଭାଇ ତୁମକୁ ପ୍ରଭୁଯୀଶୁ ଆଶ୍ରିବାଦ କରନ୍ତୁ ❤❤
@RahulNayak-ob3yb
@RahulNayak-ob3yb 22 сағат бұрын
ଧର୍ମ ନିରେପକ୍ଷ ରାଷ୍ଟ୍ରରେ ଧର୍ମ ନିରପେକ୍ଷ ଚିନ୍ତା ଥିବାରୁ ହୃଦୟରୁ ଧନ୍ୟବାଦ୍❤ କିନ୍ତୁ ଜଗ ନାଥ ତୁମ ପାଇଁ ଅଲ୍ଲା ମୁସଲ୍ ମାନ ପାଇଁ ଓ ଯୀଶୁ ଖ୍ରୀଷ୍ଟିଆନ ପାଇଁ ତେଣୁ ସମସ୍ତେ ଜଗନ୍ନାଥ ସନ୍ତାନ କିପରି କହୁଛ ସମସ୍ତେ ଭାରତର ସନ୍ତାନ ମାନବ ସନ୍ତାନ ତେଣୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ମଣିଷ ବୋଲି ସମ୍ବୋଧନ କରି ପ୍ରତ୍ୟେକ ମଣିଷ ମନରୁ ଦଳ ମତ ଚିନ୍ତା ଧାରା ଦୂର କଲେ ଭଲ ହେଇଥାନ୍ତା ଭାଇ ଜୟ ଭୀମ ଜୟ ସମ୍ବିଧାନ
@DulanaNaik-qd2ir
@DulanaNaik-qd2ir 23 сағат бұрын
Badhia gaicha bhai
@purnimapradhan9634
@purnimapradhan9634 23 сағат бұрын
God bless you brother Jisu tumaku bata dekhantu
@RameshTadingi-ze9kx
@RameshTadingi-ze9kx Күн бұрын
ଭାଇ ଗୀତଟି ବହୁତ ଭଲ ହେଇଛି Thank you brother mr.Rayagada
@SuryakantNayak-i7y
@SuryakantNayak-i7y Күн бұрын
Bhai bhala gita gailo.
@Manasa-g8s
@Manasa-g8s Күн бұрын
God bless you bro
@ramsabar-y1j
@ramsabar-y1j Күн бұрын
ଜୟ ଜଗନ୍ନାଥ ଭାଇକୁ ଆଶୀର୍ବୀଦ କରିଵ 🚩🚩🚩🕉️🕉️🕉️🙏🙏🙏🙏
@TusharRath-c3n
@TusharRath-c3n Күн бұрын
Bhai tanka name kana
@BidyaPriyaBelieve
@BidyaPriyaBelieve Күн бұрын
Jisu nkar Gita gaile jisu aahuri adhika Prabhu jisu anugraha karibe se anugraha Kari atanti .
@lidiyapradhan9453
@lidiyapradhan9453 Күн бұрын
Jesus bless you Brother
@RudraprasadDas-r6c
@RudraprasadDas-r6c Күн бұрын
Tu sala ti kiea bey
@BBWTrendNews
@BBWTrendNews Күн бұрын
Praise the god
@AnilXalxo-lh5uj
@AnilXalxo-lh5uj Күн бұрын
🎉🎉🎉 Jesus 🙏🙏 ka song gate rahiye. Thank u dhanyvad
@RajaExpressVlogs
@RajaExpressVlogs Күн бұрын
ନମସ୍କାର ଜୟ ଜଗନ୍ନାଥ, ସର୍ବ ପ୍ରଥମେ ମୁଁ ଜଣେ ହିନ୍ଦୁ, ଆଉ ପ୍ରଭୁ ଜଗନ୍ନାଥଙ୍କ ସନ୍ତାନ, ଜଗନ୍ନାଥ ଙ୍କ ଦେଶ ର ପିଲା ମୁଁ , ଆପଣ ମାନେ ଯାହା ବି Comment କରିଛନ୍ତି ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛୁ, ମୁଁ ଆପଣ ମାନଙ୍କ ରାଜା ଭାଇ, ମୁଁ ଯେଉଁ ଯୀଶୁ ଙ୍କ ଗୀତ ଗାଇଛି, କେବଳ ମୁଁ ଖ୍ରୀଷ୍ଟିଆନ ଗୀତ ଗାଇନି ଭାଇ ଭଉଣୀ ମାନେ , ସାରା ଓଡ଼ିଶାର ସବୁ Singer ମାନେ ବି ଖ୍ରୀଷ୍ଟିଆନ ଗୀତ ଗାଇଛନ୍ତି, ମୁଁ ହ୍ୟୁମାନ ଭାଇଙ୍କ ବହୁତ୍ ବଡ fan ସେଥିପାଇଁ ଭଲ ଲାଗିଲା, ମତେ ମନ ନାଚେ ରେ ଗୀତ ଟି, ଦୟାକରି କୌଣସି ଅନ୍ୟଥା କଥା ମନରେ ଭାବନ୍ତୁ ନାହିଁ !! ଜୟ ଜଗନ୍ନାଥ ⭕‼️⭕ 🙏🙏🙏 ସମସ୍ତଙ୍କୁ ପ୍ରଭୁ ଜଗନ୍ନାଥ ଘଣ୍ଟ ଘୋଡେଇ ରଖନ୍ତୁ, ଜୟ ଜଗନ୍ନାଥ
@RahulNayak-ob3yb
@RahulNayak-ob3yb 21 сағат бұрын
କେହିଜଣେ ବେଦ ପଢ଼ିଦେଲେ ସେ ବ୍ରାହ୍ମଣ ହେଇ ଯାଏ ନାହିଁ ଠିକ୍ ସେହିପରି ଭାରତ ମାଟିରେ ଯେତେ ସାରା ଲୋକ ଜନ୍ମ ନେଇଛନ୍ତି ସମସ୍ତେ ହିନ୍ଦୁ କିନ୍ତୁ ଭାରତରେ କିଏ କେଉଁ ଧର୍ମ ବିଶ୍ଵାସରେ ଅଛନ୍ତି ଆଉ ଭାରତ କେବଳ ହିନ୍ଦୁ ଓ ଜଗନ୍ନାଥ ର ଦେଶ ନୁହେଁ କିନ୍ତୁ ଧର୍ମ ନିରେପକ୍ଷ ଦେଶ ଏଠାରେ ଜାତି ଧର୍ମ ନିର୍ବି ଶେଷରେ ସମସ୍ତଙ୍କ ଅଧିକାର ରହିଛି ତେଣୁ ଜାତି ଧର୍ମ ନାଁରେ ଲୋକଙ୍କ ମନରେ ବିଭାଜନ ସୃଷ୍ଟି କରିବା ଠିକ୍ ହୋଇନପାରେ ଜୟ ଭାରତ ଜୟ ସମ୍ବିଧାନ
@babulusingh4869
@babulusingh4869 Күн бұрын
God bless you 🙏✝️🤞
@akashdigal9445
@akashdigal9445 Күн бұрын
May God bless you ❤️
@sumitofficeall
@sumitofficeall Күн бұрын
କିନ୍ତୁ ଭାଇ ଆମ ଓଡ଼ିଶା ରେ ଜଣେ ଗାମୁଛା ବଏ ଆମ ଖ୍ରୀଷ୍ଟିମାସ୍ ବିରୁଦ୍ଧରେ କହିଛନ୍ତି ଦୟାକରି ତାଙ୍କୁ ଟିକେ ବାଟ ଦେଖାଅ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ତୋମ କଣ୍ଠ ❤ ସୂନ୍ଦର ଅଛି ❤❤❤❤❤❤❤❤❤❤❤❤ ଲବ୍ ୟୁ ଭାଇ ❤❤❤❤❤❤❤❤❤❤❤❤