Пікірлер
@cbal1659
@cbal1659 19 сағат бұрын
Jay jagannath guruswami charamnath pranam
@bhagabataprasadmohapatra265
@bhagabataprasadmohapatra265 Күн бұрын
ସେ ସାଧୁଟିଏ ହେଉ ଅଥବା ସନ୍ଥଟିଏ ଅର୍ଥାତ୍ ଯୋଗୀ, ମୁନି, ଋଷି, ସାଧୁ, ସନ୍ଥ, ସନ୍ୟାସୀ ଓ ତପସ୍ୱୀ ଗୁଣଧାରୀ ଆମ ମହୀମଣ୍ଡଳର ପ୍ରତିଟି ମନୁଷ୍ୟର ପ୍ରଥମ ସ୍ବପ୍ନ ହିଁ ହୋଇଥାଏ -- " ଶାନ୍ତିପୂର୍ଣ୍ଣ ଗୋଟିଏ ସୁନ୍ଦର ସଂସାର "। ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ସୁଖ(ମଙ୍ଗଳ)ସହିତ ସାରା ସଂସାରର ସମସ୍ତ ପ୍ରାଣୀ ଓ ଉଦ୍ଭିଦ ମାନଙ୍କର ମଙ୍ଗଳ କାମନା ପୂର୍ବକ ଉଭୟ ମାନସିକ ଓ ଶାରିରୀକ କର୍ମ(କର୍ତ୍ତବ୍ୟ) କରିବାର ପ୍ରଥମ ପ୍ରୟାସକୁ ହିଁ " ମାନବିକତା " କୁହାଯାଇଥାଏ ଅର୍ଥାତ୍ ନିଜେ ବଞ୍ଚିବା ସହିତ ଅନ୍ୟ ଅନ୍ୟାନ୍ୟ ପ୍ରାଣୀ ଓ ଉଦ୍ଭିଦ ମାନଙ୍କର ବଞ୍ଚିବା ନିମିତ୍ତ ଯଥା ସମ୍ଭବ ଯତ୍ନବାନ ହୋଇବା ଯାହା ଆମ ଧରାଧାମରେ ମନୁଷ୍ୟମାନଙ୍କର ଧାରଣଯୋଗ୍ୟ ଏକମାତ୍ର " ଧର୍ମ " ହିଁ ହୋଇଥାଏ । ଜୟ ଜଗତରନାଥ ହେତୁ ଜଗତଗୁରୁ ଶ୍ରୀଜଗନ୍ନାଥ । Connect your NATURE with the BALANCE NATURE of our UNIVERSE ❤
@bijayakumarluha3638
@bijayakumarluha3638 Күн бұрын
Guruswamicharamanath ki jay
@bapisahoo2357
@bapisahoo2357 Күн бұрын
😢😂ଅତି ସୁନ୍ଦର ଉପସ୍ଥାପନା
@Debendradas-z9h
@Debendradas-z9h 2 күн бұрын
Jay jagannath
@satyadas6272
@satyadas6272 2 күн бұрын
Jay jagannath
@madhusmitadash7727
@madhusmitadash7727 2 күн бұрын
Prabrudha Chaitanya brammmmhachari gurugi nka brataopanayana nama guru nnnkrara Jay ho
@nimaladas410
@nimaladas410 2 күн бұрын
ନମସ୍କାର ଆପଣଙ୍କ ମୋବାଇଲ ନମ୍ବର ଦରକାର
@malikaamruta
@malikaamruta 2 күн бұрын
7854827207
@ramchandradey4059
@ramchandradey4059 4 күн бұрын
As i personally understand Sri Aurobindo has already declared and it is only a matter to understand and interprete such a complex issue
@ramchandradey4059
@ramchandradey4059 5 күн бұрын
Geeta says " Naham prakasam sarbatra yogamaya samavrutam Mudhayam nabhi jananti lokamam ajam avyayam ," Name bidu suraganah Prabhabam cha maharsaya Yasmat aham adih hi devanam maharsinam cha sarbasha .
@ramchandradey4059
@ramchandradey4059 5 күн бұрын
There maybe four types of manifestations of Kalki like Nara ,Narayana ,Norottama and Naradhipa . In every Age such four types are there
@biswajitparida6369
@biswajitparida6369 6 күн бұрын
ଜୟ ଶ୍ରୀଗୁରୁ 💕🙏💕
@AntaramAntaram-i6g
@AntaramAntaram-i6g 6 күн бұрын
Anta,,ram
@ramchandradey4059
@ramchandradey4059 7 күн бұрын
Man shall not know till its hour Belief shall be not till the work is done ( Savitri )
@ashokparida9992
@ashokparida9992 9 күн бұрын
ମତ୍ୟ ମନୁଷ୍ୟ ଦେହଧରି । କେ‌କୃଷ୍ଣ ଭାଵପରିହରି ।।
@bapisahoo2357
@bapisahoo2357 11 күн бұрын
ଵହୁତ ଭଲ ଭାବରେ ଉପସ୍ଥାପନା ଉଚକୋଟି ର ଧନ୍ଯବାଦ
@DebendrakumarMallick-v3v
@DebendrakumarMallick-v3v 11 күн бұрын
Bahuta bhala upastapana,
@ramchandradey4059
@ramchandradey4059 11 күн бұрын
Kalki is a paradoxical paradigm to understand the problem and prospect of humanity. In traditional sense it is already a past phenomena lost in the depth of history but in a progressive sense it is the most complex conceptualization to conceive the highest destiny of humanity hidden in our myth ,culture and civilization particularly both in Upanishadas and folkore
@bhagabataprasadmohapatra265
@bhagabataprasadmohapatra265 11 күн бұрын
ସ୍ୱଚ୍ଛ ମଇଳାମୁକ୍ତ ପାଣି ଯେଉଁପରି ପ୍ରତିବିମ୍ବ ପ୍ରଦାନ କରିବା ପାଇଁ ପ୍ରକୃତ ଯୋଗ୍ୟ ହୋଇଥାଏ , ଯୋଗୀରାଜ ଭଗବାନ ବିଷ୍ଣୁଙ୍କ ପ୍ରକୃତିରୁ ପ୍ରାପ୍ତ ହେତୁ ମହିମଣ୍ଡଳର ମନୁଷ୍ୟମାନଙ୍କ ଧାରଣ ନିମିତ୍ତ ଯୋଗ୍ୟ ଏକମାତ୍ର ଧର୍ମ ମାନବିକତା ଗୁଣ ଗ୍ରହଣ ପୂର୍ବକ ଅଣଆୟତ ହୋଇନଥିବା ପାର୍ଥିବ ଲୋଭ , ମୋହ, ମାୟା ଇତ୍ୟାଦିକୁ ପାଖରେ ପାଳି ମଧ୍ୟ ସଚ୍ଚିଦାନନ୍ଦ ପ୍ରକୃତିଯୁକ୍ତ ଜଣେ ସାଂସାରିକର " ଚେତନମନ " (ବା) ଅଜର, ଅମର, ଅବିନାଶୀ, " ଆତ୍ମା " ଠିକ୍ ସେହିପରି ପୂର୍ଣ୍ଣ, ପୁଣ୍ୟ, ପବିତ୍ର ଏଣୁ ପରମାତ୍ମାରେ ପ୍ରବେଶ କରିବା ପାଇଁ ସଦାସର୍ବଦା (ବା) ଯୁଗେ ଯୁଗେ ପ୍ରସ୍ତୁତ ହୋଇ ହିଁ ରହିଥାଏ । ଧନ୍ୟବାଦ । ଜୟ ଯୋଗୀରାଜ ହେତୁ ଜଗତଗୁରୁ ଶ୍ରୀଜଗନ୍ନାଥ । ଜୟ ଯୋଗେଶ୍ୱର ହେତୁ ମୁକ୍ତିଦାତା ମହେଶ୍ୱର ଶ୍ରୀବଳଭଦ୍ର । Connect your NATURE with the BALANCE NATURE of our UNIVERSE ।
@dasarathimahalik441
@dasarathimahalik441 11 күн бұрын
Hariomtatsat ❤
@santoshswain8044
@santoshswain8044 14 күн бұрын
ହଁ
@P4pintuPradhan.
@P4pintuPradhan. 16 күн бұрын
କଣ ସତ୍ୟ କଣ ମିଛ 2025 ରେ ଜାଣି ପାରିବେ ।
@prasadmajhi5559
@prasadmajhi5559 16 күн бұрын
🪴🗽🏵️🏵️🪔🪔🕉️🕉️🕉️🪔🪔🏵️🏵️🗽🪴
@Debendradas-z9h
@Debendradas-z9h 16 күн бұрын
Jay Jagannath
@bijaykumarpadly5448
@bijaykumarpadly5448 17 күн бұрын
PRABHU NKA JANMA BISAY RE KICHHI JANAILE BHALA HEBO
@bijayakumarluha3638
@bijayakumarluha3638 17 күн бұрын
Guruswamicharamanath ki jay
@AlokkumarNayak-l9z
@AlokkumarNayak-l9z 17 күн бұрын
A bhaktanku koti koti pranam 🙏
@AlokkumarNayak-l9z
@AlokkumarNayak-l9z 17 күн бұрын
A bhaktanku koti koti pranam 🙏
@Si_pu310
@Si_pu310 17 күн бұрын
ଵାସ୍ତଵ କଥା ଭଗବତ୍ ଆଶ୍ରୀତ ଗୁରୁ ନ଼ହେଲେ ମାଳିକାର ଵାସ୍ତଵ ତତ୍ତ୍ଵ କୁ ଵୁଝିପାରିଵେ ଏଵଂ ଜନସମାଜକୁ ଵୁଝାଇ ପାରିଵେ । ବାକିସବୁ ମିଛ କହି ଜନସାଧାରଣଙ୍କୁ ଭ୍ରମିତ କରାଇଵେ ଏହା ନିରାଟ ସତ୍ୟ । ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ । ଜୟ ଗୁରୁଦେବ 🙏 🙏 🙏। ଜୟ ପଞ୍ଚସଖା 🙏 🙏 🙏 ।
@bapisahoo2357
@bapisahoo2357 17 күн бұрын
Bahut badhia
@hrushisingh9820
@hrushisingh9820 17 күн бұрын
ଶାସ୍ତ୍ର ପଢି ଜ୍ଞାନୀ ଅହଂକାର ରେ ଭକ୍ତି ନ ରହଇ ତାର ହୃଦରେ ସେ କାହୁଁ ପାଇବ ପ୍ରଭୁ ପୟର || ବ୍ରହ୍ମା ଶଙ୍କର ହେଲେ ବଣା ମଣିଷ କାହୁଁ ପାଇବେ ଠିକଣା || ଯଦି ପାଇଛ ପ୍ରଭୁ କଳକୀଙ୍କୁ ଦେଖା ପ୍ରଭୁ କଳକୀ ଙ୍କ କେତେ ଭାରିଜା କେତେ କଲେ ବରଣ କେତେ କଲେ ହରଣ କେତେ କଲେ ସ୍ୱୟଂମ୍ବର କହି ଦିଅ ଆପଣ?? 🙏🙏ଜୟ ପ୍ରଭୁ କଳକୀ ରାମ 🙏🙏
@Debendradas-z9h
@Debendradas-z9h 17 күн бұрын
Jay Jagannath
@prasadmajhi5559
@prasadmajhi5559 17 күн бұрын
🪴🏵️🗽ସୁନ୍ଦର ଅତି ସୁନ୍ଦର 🗽🏵️🪴
@prasadmajhi5559
@prasadmajhi5559 17 күн бұрын
🪴🏵️🏵️🗽🙏🪔🕉️🕉️🕉️🪔🙏🗽🏵️🏵️🪴
@ramchandradey4059
@ramchandradey4059 17 күн бұрын
Everyman is a potential NaraNarayana . Hence very very difficult and wellneigh impossible . There lies the secret purpose of universalizing the most comprehensive principle of The incarnate Kalki ,the last of tenth spiritual upsurge in Nature and Humanity
@DurgaMunda-lo1uo
@DurgaMunda-lo1uo 17 күн бұрын
Joi kolki avatar hua he Jagannath balvodor subodara tosbir he soko cokor goda Podmo he ohe kolki he
@Kalkipralayachalila
@Kalkipralayachalila 17 күн бұрын
ଶାସ୍ତ୍ର ଜ୍ଞାନ ତ ଅଛି, ହେଲେ ସତ୍ୟର ଜ୍ଞାନ ନାହିଁ
@BanamaliBaba
@BanamaliBaba 17 күн бұрын
ସତ କଥା ❤😂😂
@prajnajena2663
@prajnajena2663 21 күн бұрын
ଆପଣ ଭଲ ବୁଝାଉଛନ୍ତୁ , ମାଲିକ କୁ ନେଇକି ସେଥି ଲାଗି ଆପଣ ନୂଆ ନୂଆ ଭିଡିଓ ସବୁ ବେଳେ ଏମିତି ପୋଷ୍ଟ କରନ୍ତୁ 🙏
@KailashBiswal-j1b
@KailashBiswal-j1b 23 күн бұрын
jay jagannath
@saratabehera1795
@saratabehera1795 23 күн бұрын
କଳ୍କୀ ଲୀଳା ପାଇଁ କେହି ଚିନ୍ତିତ ହେବା ଆବଶ୍ୟକ ନାହିଁ କେବଳ ସୁକର୍ମ କରି ଚାଲିବା ଭବିଷ୍ୟତ ସ୍ବଂୟ କ୍ରିୟ ଭାବେ ଠିକ୍ ହୋଇ ଯାଇଥିବ । ବିଧିର ବିଧାନ ବିରୁଦ୍ଧେ ଏ ପ୍ରାଣ ହୋଇଗଲା ଯେବେ ଠାରୁ ସମୟର ଚକ ଓଲଟା ଘୁରାଇ ଦେଇଛନ୍ତି ମହାମେରୁ ।। ଆପଣା ହସ୍ତରେ ନିଜ ଜିଭ ଛେଦି ଆନକୁ କାହିଁକି କହ ନିଜେ ବଦଳିଲେ ସଂସାର ବଦଳେ ଏ କଥା ହେଉ ଉଦୟ ।। ॐ ପରଂବ୍ରହ୍ମେ ଶରଣଃ
@abhisekpratihari7055
@abhisekpratihari7055 24 күн бұрын
ଦାରୁ ପାଷାଣ ବୋଲି ସେ ନିଜେ ଦାରୁ ବିଗ୍ରହ କରିଥିବେ।।। ସେ ଦାରୁ ମାହାପ୍ରଭୁ ହିଁ କଳ୍କୀ ।।
@abhisekpratihari7055
@abhisekpratihari7055 24 күн бұрын
ଗୁରୁ କୃପା ହିଁ କେଵଳମ ଗୁରୁ ଙ୍କ କୃପା ବିନା ଏ ସବୁ ଜାଣିବା ଅସମ୍ଭବ
@abhisekpratihari7055
@abhisekpratihari7055 24 күн бұрын
ଗୋପାଳ କାହାକୁ କୁହାଯାଏ ।। ମହାପୁରୁଷ ଙ୍କ ଠାର ବହୁତ କଷ୍ଟ ସେଥିପାଇଁ ଗୋପାଳ ବୋଲି ବ୍ରହ୍ମ ଗୋପାଳ ।। ସାଧୁ ଙ୍କୁ ବି ବ୍ରହ୍ମ ଗୋପାଳ କୁହଯାଏ ।। ଆଉ 4 ବର୍ଣ୍ଣ ରେ ପ୍ରଭୁ ଥିବେ ।। କର୍ମ କୁ ନେଇ ବର୍ଣ୍ଣ ବର୍ଣ୍ଣନା କରିଛନ୍ତି
@sambhubehera8303
@sambhubehera8303 24 күн бұрын
🙏🙏🙏
@bijayakumarluha3638
@bijayakumarluha3638 24 күн бұрын
Guruswamicharamanath ki jay
@Santosh-rf6qs
@Santosh-rf6qs 24 күн бұрын
Kete loka tuma malikaku Biswas karu achhanti ? Biswas karu chhanti boli malikaku tume udaharana dia
@bapisahoo2357
@bapisahoo2357 24 күн бұрын
ଆପଣଙ୍କ ଉପସ୍ଥାପନା ସପୂର୍ଣ୍ଣ ଭିନ୍ନ ପ୍ରକାରର କେଉଁ ଠାରୁଗଭୀର ଞ୍ାନ ପାଉଛନ୍ତି ପୋଥି ଅଛି କି
@bapisahoo2357
@bapisahoo2357 24 күн бұрын
ଚମତ୍କାର ବିସୟ
@Debendradas-z9h
@Debendradas-z9h 24 күн бұрын
Jay Jagannath
@dashing_darshan8410
@dashing_darshan8410 24 күн бұрын
Jai Jagannath 🙏🏻🙏🏻 Jai Jagannath 🙏🏻 Mahaprabhu