ନମସ୍କାର ,🙏
ଦର୍ଶକ ବନ୍ଧୁ ଆମ ଏହି Utkal Story Zone ଚ୍ୟାନେଲ ତରଫରୁ ସମସ୍ତ ଛୁଟ ବଡ଼ ଭାଇ ଭଉଣୀ, ଛାତ୍ର ଛାତ୍ରୀ ଏବଂ ମୋର ପ୍ରିୟ ଗୁରୁ ଜନ ମାନଙ୍କୁ ହୃଦୟ ସହିତ ପ୍ରଣାମ ।
ଆମ ଏହି ଚ୍ୟାନେଲ ରେ ଓଡ଼ିଆ ଗଳ୍ପ, ଅନୁଚିନ୍ତା,ସାଧୁବାଣି, ଜୀବନ କାଳରେ ଘଟିଥିବା ଜୀବନ୍ତ କାହାଣୀ, ଘରୋଇ ଉପଚାର, ଶରୀର କିପରି ଯତ୍ନବାନ ନେବେ ଏବଂ ଛୋଟ ଶିଶୁମାନଙ୍କ ପାଇଁ ଗଳ୍ପ/ କାହାଣୀ ଇତ୍ୟାଦି ଜାଣିପାରିବେ।
ଯେଉଁ ମାନେ ଏହି ସବୁ ଜାଣିବା ପାଇଁ ଇଛୁକ, ଦୟାକରି ଆମର ଏହି (utkal story zone) ଚ୍ୟାନେଲ କୁ Subscribe କରି ରଖନ୍ତୁ ।
ସ୍ନେହର ସହିତ ଧନ୍ୟବାଦ
ଜୟ ଜଗନ୍ନାଥ ♥️
utkal story zone
For business purpose
[email protected]