Пікірлер
@UpendraNayak2
@UpendraNayak2 2 сағат бұрын
Kuti bhalijatra
@halchal66
@halchal66 Сағат бұрын
@@UpendraNayak2 ଡଙ୍ଗର ଭେଜା
@sureshandharua7891
@sureshandharua7891 2 сағат бұрын
କମିଟି କୁ ଅନୁରୋଧ ୭ ବର୍ଷ ରେ ଶିକ୍ଷକ ନିଯୁକ୍ତି ସରକାର କରୁଛନ୍ତି।୨୦୦୦୦ ଶିକ୍ଷକ ଖାଳି। ରାଜନୀତି ପାଇଁ ପ୍ରତି ବର୍ଷ ଶିକ୍ଷକ ନିଯୁକ୍ତି ସରକାର ନ ଦେଇ ଅବହେଳା କରୁଥିବା ଗଣଶିକ୍ଷା ମନ୍ତ୍ରୀ ଓ ଅଧିକାରୀ କୁ,,,,,,,,, ନୋବେଲ ପୁରସ୍କାର ଦିଅ ।😅
@halchal66
@halchal66 2 сағат бұрын
Yes
@ramarandhari8903
@ramarandhari8903 2 сағат бұрын
Thanks sir
@halchal66
@halchal66 2 сағат бұрын
@@ramarandhari8903 ଧନ୍ୟବାଦ
@chinmaykumarpati9430
@chinmaykumarpati9430 2 сағат бұрын
Gote pila jadi bahi padhi paruni tebe chinta karantu kanhiki padhi paruni ? Kou sreni re pila odia akhyara, phala , matra o bahi padha shikhiba katha se katha bi tike chinta karantu tebe samadhana bahariba . Aau class re pasi chhatra chhatri nka samukha re shikhaka shikyatri nku bada pati kari ,showcause notice Kari , suspend Kari jadi bhabuchhanti odisha ra bahi npadhi paruthiba chhatra/chhatri bahi padhi paribe tebe nischinta showcause karantu , suspend bi karantu.
@halchal66
@halchal66 2 сағат бұрын
Yes sir
@mlalit1982
@mlalit1982 2 сағат бұрын
Undivided koraput district school gudikore patho bholo podhajauni pura dhila odisha government eha proti guruto deba abosyoko ochhi kintu funds bohut asuchhi
@halchal66
@halchal66 2 сағат бұрын
@@mlalit1982 ହଁ
@KalishBhatra-ot3bg
@KalishBhatra-ot3bg 2 сағат бұрын
rondari sir 🙏🙏🙏🙏🙏
@halchal66
@halchal66 2 сағат бұрын
ଧନ୍ୟବାଦ ଜଣାଉଛି
@PrasantKumarmajhi-t8g
@PrasantKumarmajhi-t8g 3 сағат бұрын
ଦଣ୍ଡ ମୁକ୍ତ ଅଞ୍ଚଳ କୁ କାଟନ୍ତୁ ସାର୍ ପ୍ରଥମେ ସରକାରଙ୍କୁ ଜଣାନ୍ତୁ ଦଣ୍ଡ ମୁକ୍ତ ବିଷୟରେ ମୁଁ ଜଣେ ଗୁଟେ ଛାତ୍ର ର ବାପା କମେଣ୍ଡ କରୀଚି ସାଧାରଣ ବିଆକ୍ତି ମୋର ଭୁଲ୍ ଥୀଳେଖେମା ଦିଅନ୍ତୁ ଜୟ ଜଗନ୍ନାଥ
@halchal66
@halchal66 2 сағат бұрын
Yes
@MuralidharPujari750
@MuralidharPujari750 3 сағат бұрын
କେବଳ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୋଷ ଦେଲେ ହେବ ନାହିଁ,ବିଦ୍ୟାଳୟ ରୁ ଘରକୁ ଗଲା ପରେ ପଢ଼ା ଯାଇଥିବା ବିଷୟ ବସ୍ତୁ କୁ ମଧ୍ୟ ପଢ଼ିବାର ଅଛି। ଅଧିକାଂଶ ଛାତ୍ର ଛାତ୍ରୀ ମାନେ ଘର କୁ ଗଲା ପରେ ମୋବାଇଲ,ଟିଭି ଦେଖା ରେ ବ୍ୟସ୍ତ ରହୁଛନ୍ତି ।।
@halchal66
@halchal66 2 сағат бұрын
Yes
@Subratkumar-c8e
@Subratkumar-c8e 3 сағат бұрын
ଖଣ୍ଡଗିରି ମେଳାକୁ ପଳା ସେଠି କେତେ ଲୋକ ବହି ପଢି ପାରୁଛନ୍ତି ପଚାରିବ ।
@halchal66
@halchal66 2 сағат бұрын
ହା ହା ହା ହା ହା ହା ହା ହା ହା
@patnaikmanoj8507
@patnaikmanoj8507 3 сағат бұрын
0.1 ନମ୍ବର ପାଇ ଚାକିରୀ ପାଇଛନ୍ତି ପାଠ ସେମିତିକି ହବ..
@halchal66
@halchal66 2 сағат бұрын
ହା ହା ହା ହା ହା ହା ହା
@sitamanimajhi9264
@sitamanimajhi9264 3 сағат бұрын
amiti pilanko pakhru reading nele nihati podhiparibe chhua.kintu kounasi schoolre patho podha heunahi.
@halchal66
@halchal66 2 сағат бұрын
Yes
@Subratkumar-c8e
@Subratkumar-c8e 3 сағат бұрын
ଷ୍ଟାଣ୍ଡିଂ କମିଟିକୁ ଗୋଟିଏ ମାସ ଦିଆଯାଉ କେତେ ପାଠ ପଢେଇବେ ଦେଖବା। ଚାକିରି ନଦେଲେ ତମ ଦରମା ବନ୍ଦ କରାଯିବ। ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେଲେ। ଭୋଟରେ ଜିତିଲେ ସ୍କୁଲରେ ପାଦ ପଡିଲା ହାରିଲେ ଆଉ ଆସିବନି।
@arjunbhatra7159
@arjunbhatra7159 4 сағат бұрын
ଜିଲ୍ଲା ଭିତ୍ତିକ ନିଯୁକ୍ତି କରନ୍ତୁ ବାହାର ଜିଲ୍ଲା ଗୁଡ଼ିକରୁ ଶିକ୍ଷକ ନିଯୁକ୍ତି ଯୋଗୁଁ ପିଲାମାନେ ଭାଷା ବୁଝି ପାରୁ ନାହାଁନ୍ତି ଜିଲ୍ଲା ଭିତ୍ତିକ ନିଯୁକ୍ତି କରାଯାଉ
@halchal66
@halchal66 4 сағат бұрын
Yes
@susantsahu400
@susantsahu400 4 сағат бұрын
🙏ଅତି ଶାନ୍ତି ଶୃଙ୍ଖଳା ର ସହିତ ବାଲିଯାତ୍ରା ସମ୍ପନ୍ନ ହେଉ 🙏
@halchal66
@halchal66 4 сағат бұрын
ଧନ୍ୟବାଦ ଜଣାଉଛି
@Ramachandra-x4q
@Ramachandra-x4q 4 сағат бұрын
ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଟିକେ ଭିସିଟି କରନ୍ତୁ
@halchal66
@halchal66 4 сағат бұрын
ହଁ
@halchal66
@halchal66 2 сағат бұрын
@chinmaykumarpati9430 yes sir
@dinabandhupradhan3707
@dinabandhupradhan3707 4 сағат бұрын
Very good visit to every school sir
@halchal66
@halchal66 4 сағат бұрын
ଧନ୍ୟବାଦ
@niranjanpanigrahy740
@niranjanpanigrahy740 4 сағат бұрын
Sir. School. Kujaisikhyakamananku. Parikhyakarantu. Jeun. Sikhyaka. Patha. Padhaiparunahanti. Semananku. Baharakarantu
@halchal66
@halchal66 3 сағат бұрын
ଧନ୍ୟବାଦ
@arjungusa5233
@arjungusa5233 4 сағат бұрын
ଧନ୍ୟ ବିଜେଡ଼ିର ଶିକ୍ଷା ବ୍ୟବସ୍ଥା, ଓଡ଼ିଆ ବହି ପଢ଼ି ପାରୁନାହାନ୍ତି
@halchal66
@halchal66 3 сағат бұрын
ହା ହା ହା ହା
@sitamanimajhi9264
@sitamanimajhi9264 3 сағат бұрын
online re podha heuchhi pora.H m ra darma besi hele amiti sabu schoolra absta
@KarunaElectronics
@KarunaElectronics 4 сағат бұрын
ପ୍ରଥମ ଥର ଶିକ୍ଷାର ଉନ୍ନତି ବିଷୟରେ ବହୁତ୍ ସମୟ ଡିଷ୍କସନ୍ କରିଥିବାରୁ ରନ୍ଧାରୀ ସାର୍ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
@halchal66
@halchal66 3 сағат бұрын
ଧନ୍ୟବାଦ
@kamallochanbhatra8823
@kamallochanbhatra8823 4 сағат бұрын
Primary school ago strong kara
@halchal66
@halchal66 3 сағат бұрын
Yes
@positivevibes8986
@positivevibes8986 4 сағат бұрын
All are corrupted..In each step high level corruption...The school & college is just a food & lodging places for students. There is no strict rules. Students cannot be blamed less staff, guest faculty not given salary on time, permanent teacher are clerk no cca no night watchman, no counseling to parents.. I hope action will be taken & verbal words are not enough. It's need implementation.
@halchal66
@halchal66 3 сағат бұрын
ଧନ୍ୟବାଦ sir
@surendrapujari9002
@surendrapujari9002 5 сағат бұрын
ପାପଡାହାଣ୍ଡି ବ୍ଲକ ଡଙ୍ଗରା ସ୍କୁଲ ରେ ତରେ ଆସି ଚେକ୍ କରନ୍ତୁ
@halchal66
@halchal66 3 сағат бұрын
ହଁ
@KalishBhatra-ot3bg
@KalishBhatra-ot3bg 2 сағат бұрын
very good bro
@GhanshyamPujari-ug2ym
@GhanshyamPujari-ug2ym 5 сағат бұрын
Umerkote bakiligudare bi didi mobail re byeta pilaku podha nahi
@halchal66
@halchal66 3 сағат бұрын
ନିଶ୍ଚିତ ଭାବରେ
@khusikhusi5581
@khusikhusi5581 5 сағат бұрын
ସବୁ ସ୍କୁଲରେ ଏମିତି ହୋଉଛି ବିଅ ଡିଓ ବି ଦାଇ, ମାଷ୍ଟର ଆସିବେ ମୋବାଇଲ ଦେଖିବେ 4ଟା ହେ ଲେ ପଳା ଇ ବେ ପୁରା ଏମିତି ହୋଉ ଯୋଉ ସ୍କୁଲରେ ପିଲା କିଛି କହି ପାରିବେ ନି ସେଇ ସ୍କୁଲରେ ଦରମା ଵନ୍ଦ କୋରା ଯାଉ
@halchal66
@halchal66 3 сағат бұрын
ହଁ
@Kasinathbhatr
@Kasinathbhatr 5 сағат бұрын
ଦଣ୍ଡ ମୁକ୍ତ ଅଞ୍ଚଳ ସ୍କୁଲ ନଗଲେ ପାସ୍ ବହି ପଢ଼ିବେ କେତେ ବେଳେ ଛାଡ଼ନ୍ତୁ ସାର ଏକ୍ସନ ନିଅନ୍ତୁ ନି ବିଚରାର ପିଲା ଛୁଆ ଅଛନ୍ତି
@halchal66
@halchal66 3 сағат бұрын
ଧନ୍ୟବାଦ
@khusikhusi5581
@khusikhusi5581 5 сағат бұрын
ସିରିଶି ପଞ୍ଚାୟତ ରେ ବି ଏମିତି ହୋଉଛି ସାର ମାଷ୍ଟର ମାନେ ପୋଡାଉ ନାହାନ୍ତି ସବୁ ଆଡ ଏମିତି ଦରମା ନେ ବ ପାଠ ନାହିଁ
@halchal66
@halchal66 3 сағат бұрын
ହଁ
@sbschannelsahu3275
@sbschannelsahu3275 6 сағат бұрын
Good job sir
@halchal66
@halchal66 3 сағат бұрын
ଧନ୍ୟବାଦ
@Abasistans
@Abasistans 6 сағат бұрын
ଜୟ ମା କାଲି ସୁନ୍ଦରୀ , ଜୟ ମା ଲିଟି ଲିଟିଆଣୀ , ଜୟ ମା ସାତ ଭଉଣୀ , ଜୟ ଭାରଦାନୀ , ଜୟ ମା ଭଣ୍ଡାର ଘରଣୀ , ଜୟ ବଡ଼ ଦେବତା , ଜୟ ମା ଘାଟ ଘାସିଆଣି ,
@halchal66
@halchal66 3 сағат бұрын
ଧନ୍ୟବାଦ
@debasmitaparida2072
@debasmitaparida2072 6 сағат бұрын
Bhala padhiba kichhi darkar nahin.Jie bhala patha padhiba ta pain chakiri nahin.Baram gadha hei rahile tuma bhali neta mantri nka pachhare godei dine neta mantri heijiba au sikhita lokanka upare raaj kariba.Jemiti tu gote apaganda gadha asi raaj karuchu thik semiti neta hei stage upare samastanka agare bada patire bhul bhal padhi garba anubhab kariba au sikhita loka ichha nathile bi tale basi tali bajeibe.
@halchal66
@halchal66 3 сағат бұрын
ଆଜ୍ଞା
@chinmaykumarpati9430
@chinmaykumarpati9430 2 сағат бұрын
True line
@SubashGarada
@SubashGarada 7 сағат бұрын
Emiti sabu school re bulantu
@halchal66
@halchal66 6 сағат бұрын
Yes
@sobasabar
@sobasabar 7 сағат бұрын
ପ୍ରଥମେ ଶିକ୍ଷକ ମାନଙ୍କୁ କିରାଣୀ, ହୋଟେଲ କାମ, ତହସିଲ କାମ, ଡାକ୍ତର କାମ ରୁ ନିବୃତ୍ତ କର ଆଉ ବର୍ଷ କୁ 30 ଥର ଟ୍ରେନିଙ୍ଗ ଦେବା ବି ବନ୍ଦ୍ କର।ଏତି ପାଇଁ ସରକାର ହିଁ ଦିୟୀ କାହିଁକି ନା ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରକାର ଡାଟା ଦେବାପାଇଁ ବାଧ୍ୟ କରୁଛନ୍ତି।
@halchal66
@halchal66 6 сағат бұрын
ନିତାନ୍ତ ଜରୁରୀ
@chandanpanaka649
@chandanpanaka649 7 сағат бұрын
Good decision
@halchal66
@halchal66 6 сағат бұрын
Yes sir
@ChaitanyaMuduli-hv5ke
@ChaitanyaMuduli-hv5ke 8 сағат бұрын
Sir mane ghore besi time shool re kom
@halchal66
@halchal66 6 сағат бұрын
Yes
@bunusentertainment3992
@bunusentertainment3992 8 сағат бұрын
ଏତି ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଭୁଲ୍। ସ୍ଥାନୀୟ ଲୋକଙ୍କ କଥା ଆପଣ କେବେ ଶୁଣିଛନ୍ତି କି? ଯେ ପର୍ଯ୍ୟନ୍ତ ପିଲା ଓ ଶିକ୍ଷକ ମାନଙ୍କ ମଧ୍ୟରେ ଯୋଗାଯୋଗ ହେବ ନାହିଁ ସେତେବେଳେ ପର୍ଯ୍ୟନ୍ତ ଶିକ୍ଷା ର ମାନ ବଢ଼ିବ ନାହିଁ। ଆଉ ମୁଖ୍ୟ ସମସ୍ୟା ହେଲା ସ୍ଥାନୀୟ ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ରେ ସୁଯୋଗ ଦେବେ ନାହିଁ ସେତେବେଳେ ଯାଏଁ ଶିକ୍ଷା ର ମାନ ବଢ଼ିବ ନାହିଁ। ସରକାର କହିଥିଲା ବାହାର ଜିଲ୍ଲା ର ଶିକ୍ଷକ ରହିଲେ ଶିକ୍ଷା ର ମାନ ବଢ଼ିବ ବୋଲି ହେଲେ କଣ ହେଲା। ଗୋଟିଏ କଥା ମନେ ରଖିବା ଉଚିତ୍ ଯେ ନିଜ ବାପା ହିଁ ନିଜ ପୁଅ ପାଇଁ ଚିନ୍ତା କରେ,ଅନ୍ୟ ବନ୍ଧୁ ବାନ୍ଧବ କିଏ ବୁଝିବେ ନାହିଁ ଠିକ୍ ସେହିପରି ନିଜ ଜିଲ୍ଲା ର ଲୋକ ହିଁ ତାର ଭାଷା, ଲୋକ ଙ୍କ ଅସୁବିଧା ବୁଝେ ଅନ୍ୟ ମାନେ ବୁଝି ପାରନ୍ତି ନାହିଁ। ଯଦି ପିଲା ଭାଷା ବୁଝି ପାରିଲା ନାହିଁ ତାହା ହେଲେ କେବେ ବି ପିଲା ଶିଖି ପାରିବ ନାହିଁ। ସରକାର ଏତି ପ୍ରତି ବହୁତ୍ ଧ୍ୟାନ ଦେବାକୁ ପଡ଼ିବ।
@sobasabar
@sobasabar 7 сағат бұрын
ଏକ ଦମ୍ ଠିକ୍ କଥା
@halchal66
@halchal66 6 сағат бұрын
Great theem
@halchal66
@halchal66 6 сағат бұрын
ଧନ୍ୟବାଦ
@suravibesan7443
@suravibesan7443 40 минут бұрын
Right
@PritamJena-q5s
@PritamJena-q5s 9 сағат бұрын
ସେ ଛାତ୍ରଛାତ୍ରୀ ନେତା ମାନଙ୍କୁ ଦେଖି ଆତ୍ମ ବିଶ୍ବାସ ହରେଇଚନ୍ତି ଭାରତ ର ଶିକ୍ଷା ପଦ୍ଧତି କେବଳ ମାର୍କ ପାଇ ପରିଣାମ ତ ଏହାହିଁ ଆସିବ ଶିକ୍ଷା ବହୁତ୍ ଜରୁରୀ
@halchal66
@halchal66 6 сағат бұрын
Yes
@ArjunDalei-b3g
@ArjunDalei-b3g 9 сағат бұрын
ଯେବେ ଠାରୁ ଦଣ୍ଡ ମୁକ୍ତ ଅଞ୍ଚଳ ହେଇଗଲା ସେହିଦିନ ଠାରୁ ପିଲା ମାନଙ୍କୁ ବହି ପଡିବା ତ ଦୂରର କଥା ସ୍ଵରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ କହି ପାରିବେ ନାହିଁ। ଏହା ନିରାଟ ସତ୍ୟକଥା ଆଜ୍ଞା 🙏🙏🙏🙏ରହିଲି ମୋର ଲେଖା ଭୂଲ୍ ଥିଲେ କ୍ଷମା କରି ଦେବେ। ଜୟ ଶ୍ରୀରାମ
@halchal66
@halchal66 6 сағат бұрын
ନାଇ ଆପଣ ଠିକ କହିଲେ ଆଜ୍ଞା
@KalishBhatra-ot3bg
@KalishBhatra-ot3bg 3 сағат бұрын
sir tik koicho
@halchal66
@halchal66 2 сағат бұрын
@KalishBhatra-ot3bg ଧନ୍ୟବାଦ
@taratasingh946
@taratasingh946 51 минут бұрын
Hi
@taratasingh946
@taratasingh946 50 минут бұрын
Arjun
@MRN.K
@MRN.K 9 сағат бұрын
ଆଜ୍ଞା ଆମର ବକଡ଼ା ବେଡାରେ ଆସନ୍ତୁ
@halchal66
@halchal66 6 сағат бұрын
ହଁ
@GopalHarijan-tu2fu
@GopalHarijan-tu2fu 10 сағат бұрын
ମନହର ରନ୍ଧାରି କୁ ଇଡ଼ି ଯାଞ୍ଜ କରା ଯାଉ
@halchal66
@halchal66 6 сағат бұрын
ହେଁ 😆😆
@susilmallick7789
@susilmallick7789 11 сағат бұрын
Jenhu sir mane comment deichanti kichi janinahanti.
@halchal66
@halchal66 10 сағат бұрын
ହୋଇ
@rabindra9556
@rabindra9556 11 сағат бұрын
Annesha hostel manku jpari darshan korajau sir please
@halchal66
@halchal66 10 сағат бұрын
ନିଶ୍ଚିତ ଭାବେ
@KunjaGouda
@KunjaGouda 13 сағат бұрын
ନବରଙ୍ଗପୁର ରେ ଅଧିବାସୀମାନଙ୍କୁ M.A.L କରି ଆଜି ନବରଙ୍ଗପୁର ବାସୀ ଏହି ଦୁଃଖ ଭୋଗିବାକୁ ପଡୁଛି
@halchal66
@halchal66 10 сағат бұрын
ହେଁ
@chandanpanaka649
@chandanpanaka649 7 сағат бұрын
Sethipain 80 barsa re budhi puriba kahibe
@sitdesiavlogs5579
@sitdesiavlogs5579 13 сағат бұрын
DEO BEO ବି ଦାୟୀ
@halchal66
@halchal66 10 сағат бұрын
ହୋଇ
@sitdesiavlogs5579
@sitdesiavlogs5579 13 сағат бұрын
ମାଷ୍ଟର ଦାୟୀ ସାର୍
@halchal66
@halchal66 10 сағат бұрын
ହ ଇ
@chandrapanda7222
@chandrapanda7222 14 сағат бұрын
ଅବିଭକ୍ତ କୋ😂ରାପୁଟ ଜିଲ୍ଲାରେ ପ୍ରତ୍ୟେକ ପରିବାରଙ୍କୁ ଘର ଢିଅ ପଟ୍ଟା ଓ ଜଙ୍ଗଲ ଜମି ପଟ୍ଟା କେବେ ଦିଆଯିବ, ତାହା ସମୀକ୍ଷା ହେବ କି?
@halchal66
@halchal66 10 сағат бұрын
ହେବ
@pradeepkumarsabar3910
@pradeepkumarsabar3910 16 сағат бұрын
mla sir ur correct
@halchal66
@halchal66 15 сағат бұрын
@@pradeepkumarsabar3910 ନିଶ୍ଚିତ ଭାବରେ
@Loveyouall-o6c
@Loveyouall-o6c 17 сағат бұрын
ଆଜ୍ଞା ମାନେ +3 କଲେବି ଜବ ନାଇଁ ITI କଲେଜ କଲେ ବଳ ହୁଅନ୍ତା
@halchal66
@halchal66 17 сағат бұрын
ନିତାନ୍ତ ଆବଶ୍ୟକ
@Loveyouall-o6c
@Loveyouall-o6c 17 сағат бұрын
ଆଜ୍ଞା ମାନେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ITI କଲେଜ ପାଇଁ ଟିକେ ବୈଠକ କରନ୍ତୁ ତା ଏଲେ ଆମେ ଜାଣିବୁ ଜେ ଆପଣ ମାନେ ଆମ ନିମନ୍ତେ ଉନ୍ନତି ମୂଳକ ଚିନ୍ତା କରୁଅଛୁ ବୋଲି
@halchal66
@halchal66 17 сағат бұрын
Great
@aaimapedi2362
@aaimapedi2362 17 сағат бұрын
Jts salary 11 hajara.... contractual..... Ete kam Salary re teacher padheiba pain intrest debeni.......sidha katha full salary full intrest debu na hele ame intrest debuni padha re
@halchal66
@halchal66 17 сағат бұрын
Wooo
@jogeswargond6379
@jogeswargond6379 18 сағат бұрын
ଆମ ନବରଙ୍ଗପୁର ର ରାଇଘର ବ୍ଲକ ରେ ଅସ ଆଉ ପ୍ରତେକ ସ୍କୁଲରେ check କର ଏହା ଟୁ double କିଛି ଜାଣିନାହାନ୍ତି ସ୍କୁଲରେ cuttakia bhubaneswaria ମାନେ ଅଛନ୍ତି କିନ୍ତୁ abc ki123 v ଜାଣି ନାହାନ୍ତି
@halchal66
@halchal66 17 сағат бұрын
ନିତାନ୍ତ ଜରୁରୀ କାମ
@DebendraDev-h2u
@DebendraDev-h2u Күн бұрын
Very good sir
@halchal66
@halchal66 15 сағат бұрын
@@DebendraDev-h2u ଧନ୍ୟବାଦ