KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Жазылу
Pattanayak Goat Farm
Hello 🙏🏻
I am Mr. K.K.pattanayak
I am goat 🐐farmer
I am also a fabricater ⛩️
.
.
.thanks for visiting my KZbin channel 🙏🏻💜
5:41
ସମସ୍ୟା ବର୍ଷା ଓ ଶୀତ ଦିନରେ ଅଧିକ//ଯିଏ ସାବଧାନ ରହିବେ ସିଏ ଲାଭ ବାନ୍ ହେବେ#goatfarming
3 ай бұрын
10:06
pattanayak goat farm, ଏବେ ଏକ ନୂଆ ରଙ୍ଗରେ ନୂଆ ରଙ୍ଗରେ🙏🏻🙏🏻🙏🏻🙏🏻♥️♥️
3 ай бұрын
3:32
🙏 ମୁଁ ଏବେ ବିକ୍ରୀ କରୁଛି କିନ୍ତୁ ସମୟ ଆସିଲେ ପୁଣି ଆରମ୍ଭ କରିବି 🐐 farm 🙏
10 ай бұрын
7:45
ଏ ସମସ୍ୟା ବର୍ଷା ଆରମ୍ଭ ଓ ଶେଷ ଶୀତ ଆରମ୍ଭ ଓ ଶେଷ ରେ ଅଧିକ ଦେଖିବାକୁ ମିଳିବ #goatfarm
10 ай бұрын
6:44
ଛେଳି ମାନଙ୍କୁ ରଖି ବଡ଼ କରିବା ଯେତିକି କଷ୍ଟ ,ବିକ୍ରୀ କରି ଲାଭ କରିବା ସେତିକି କଷ୍ଟ,କାହାକୁ ବିକ୍ରୀ କରିବେ #goat
10 ай бұрын
7:17
finally ଆମ ବ୍ରିଡର୍ cross start କଲା//pattanayakgoatfarm
11 ай бұрын
6:42
ଛେଳି ଚାଷରେ ସମସ୍ୟା ସବୁବେଳେ ଅଛି ସମାଧାନ ଆପଣଙ୍କ ପାଖରେ//ଛେଳି ଚାଷରେ ଜ୍ଞାନ ଆଉ ପରିଶ୍ରମ ବହୁତ୍ ଜରୁରୀ#goatfarm
Жыл бұрын
6:10
ନୁଆ ବର୍ଷରେ କିଛି ନୁଆ କଥା #pattanayakgoatfarm
Жыл бұрын
7:34
ଶୀତ ଯେତେ ବଢିବ ଚାଷୀ ଭାଇଙ୍କ ଦୁଖ ବଢିବ,ଶୀତ ଦିନରେ ଆପଣ ଛେଳି ମାନଙ୍କର ଯତ୍ନ କିପରି ନେଉଛନ୍ତି#pattanyakgoatfarm
Жыл бұрын
6:16
goat farm ସାଙ୍ଗରେ ଆଉ କିଛି କରିବାକୁ ଚେଷ୍ଟା,ଅତି କମ୍ ଖର୍ଚ୍ଚ ରେ ଛେଳି ଚାଷ//pattanayak goat farm#goatfarm
Жыл бұрын
8:38
ଛୋଟ ଛୋଟ କାମ ଯଦି କରୁଥିବେ ଆପଣ ବଡ଼ ବିପଦ ରୁ ରକ୍ଷା ପାଇଯିବେ//ଛେଳି ରୋଗରେ ପଡ଼ିବେନି#pattanayakgoatfarm
Жыл бұрын
8:50
କେତେ ବେଳେ କାହା ସାଙ୍ଗରେ ଏ ପରିସ୍ଥିତି ଘଟି ପାରେ//goatfarming bakripalan blackbengal goat#goatfarmbusines
Жыл бұрын
11:30
ଛେଳି ଫାର୍ମ ଷ୍ଟାର୍ଟ କରିବା ପୂର୍ବରୁ ସବୁ ଚାଷୀ ଭାଇ ଏ କଥା ଜାଣି ରଖିବା ଆବଶ୍ୟକ#pattanayakgoatfarm
Жыл бұрын
5:12
ଏଇ ସବୁ କାରଣରୁ ଛୁଆ ମାନେ ମାରନ୍ତି ଛୋଟ ଛୋଟ କାରଣ କୁ ଜଗନ୍ତୁ ଗୋଟେ ବି ଛୁଆ ମାରିବେନୀ//#pattanayakgoatfarm
Жыл бұрын
10:27
ଶୀତ ଦିନରେ low temperature ଛେଳି ମାନଙ୍କର ହବ ତ ଆଗରୁ କରନ୍ତୁ ଏ କାମ ହେଲା ପରେ ବହୁତ୍ ଅସୁବିଧା ହେବ#goatfarm
Жыл бұрын
5:59
ସବୁ ବେଳେ ଛୁଆ ହେବେ ସବୁ ବେଳେ ଅସୁବିଧା ଆସିବ//କଷ୍ଟ ଆମକୁ କରିବାକୁ ପଡ଼ିବ ସମାଧାନ ଆମକୁ କରିବାକୁ ପଡ଼ିବ#goatfarm
Жыл бұрын
6:20
ଜର, ତା ପରେ ଗ୍ୟାସ୍ କଣ କରିବା ବହୁତ୍ ସହଜ ରୋଗ ଚିହ୍ନିବା ଦରକାର୍#goatfarm #pattanayakgoatfarm
Жыл бұрын
5:32
ଶୀତ ଦିନ ଆଗରୁ ଏ କାମ କରନ୍ତୁ ଛେଳି ମାନେ save ରହିବେ//goatfarming#pattanayakgoatfarm
Жыл бұрын
5:59
ଆମ ଫାର୍ମ ରେ ପ୍ରଥମ ଥର ପାଇଁ 135 ଦିନରେ ଛେଳି ଜନ୍ମ କଲା//ସବୁ ଚାଷୀ ଭାଇ ଛୁଆଙ୍କ ଦେହରେ ଏ ଔଷଧ ଲଗାନ୍ତୁ#goatfarm
Жыл бұрын
8:39
ଛେଳି ଛୁଆଙ୍କୁ ମୋଟା,ଲମ୍ବା କରିବାର ସହଜ ଓ ସରଳ ଉପାୟ//ଛୁଆ ବଞ୍ଚିଲେ ଫାର୍ମ ର ଗ୍ରୋଥ୍ ହେବ ଚାଷୀ ଭାଇ ଲାଭ ବାନ୍ ହେବେ
Жыл бұрын
11:19
ଏ ସମସ୍ୟା ସବୁ ଫାର୍ମ ରେ ହଉଥିବ କିନ୍ତୁ ସମାଧାନ ବହୁତ୍ ଛୋଟ//ଚାଷୀ ଭାଇ ଜାଣିବା ଦରକାର୍ ସମାଧାନ କରିବା ଦରକାର୍#goat
Жыл бұрын
9:36
total,3 ଟା ମା,7ଟା ଛୁଆ ସବୁ ଛେଳି 2ଟା 3ଟା ଛୁଆ କରିବେ//ଫାର୍ମ ର growth ଏମିତି ବଢ଼ି ଚାଲିବ#goatfarming
Жыл бұрын
7:18
ବାରମ୍ବାର ଛେଳି ଝାଡ଼ା ହେବା ଆଜି ଭଲ କାଲି ପୁଣି ଝାଡ଼ା //ତ ମୂଳରୁ ଭଲ କରନ୍ତୁ#pattanayakgoatfarm
Жыл бұрын
6:08
ଏହି 5 ଟି କାମ କରନ୍ତୁ ଗୋଟେ ଛୁଆ ବି ମରିବେନି//ଛୁଆ ବଞ୍ଚିଲେ ହିଁ ଲାଭ ବାନ୍ ହେବେ ଛୁଆ ମଲେ ଫାର୍ମ ବନ୍ଦ୍ ହେବ#goat
Жыл бұрын
10:52
ଛେଳି ଯେତେ ଅଧିକ ହେବେ ଚିନ୍ତା ସେତେ ବଢିବ//ଛେଳି ଚାଷ ରେ କଷ୍ଟ ଅଛି,କିନ୍ତୁ ଲାଭ ବି ଅଛି#pattanayakgoatfarm
Жыл бұрын
3:41
ଛୋଟ ଛୋଟ ଜିନିଷ ଉପରେ ଲକ୍ଷ୍ୟ ରଖିଲେ ଛେଳି ଜନ୍ମ କଲାବେଳେ କୌଣସି ଅସୁବିଧା ହେବନି //successful delivery #goat
Жыл бұрын
7:50
ବର୍ଷା ଦିନରେ ଛେଳି ମାନଙ୍କର ଗୋଡ ରେ ଯନ୍ତ୍ରଣା//ଗୋଡ ତଳେ ନ ଲଗେଇବା ସମାଧାନ କଣ କିପରି କରିବା ରୋଗ ନ ହେବା#goatfarm
Жыл бұрын
6:16
ଗର୍ଭ ବତି ଛେଳିଙ୍କ last ମାସ ରେ ଛେଳିଙ୍କୁ କଣ ଖାଇବାକୁ ଦେବେ କଣ ଖାଇବାକୁ ଦେବେନୀ //ଛୁଆ ସୁସ୍ଥ କିପରି ହେବେ#goat
Жыл бұрын
4:46
ବର୍ଷା ଦିନରେ ଛେଳି ମାନଙ୍କର ଯତ୍ନ କିପରି ନେବା//ଛେଳି ମାନଙ୍କୁ ପାଣି ଦେଲା ବେଳେ ପାଣିରେ କଣ କଣ ଦେବା ଦରକାର୍#goat
Жыл бұрын
Пікірлер