ଓମ୍ ନମଃ ଶିବାୟ 🙏.. ମୁଁ କୁନମୁନ୍ ଆପଣ ସମସ୍ତଙ୍କୁ ମୋ channel ମୁଁ ଗୃହିଣୀ କୁ ବହୁତ ବହୁତ ସ୍ଵାଗତ। ଏହି channel ଟି ମୋର ସବୁ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଶେଷ କରି ଯେଉଁମାନେ ପୂଜା ଏବଂ ରୋଷେଇ କରିବାରେ ନୁଆ ଏବଂ ରୁଚି ରଖନ୍ତି। ଠାକୁର ଙ୍କ ସେବା କରିବାକୁ ମତେ ବହୁତ୍ ଭଲ ଲାଗେ। ରୋଷେଇ କରିବା ମୋର hobby ଓ ତା ସହିତ ନିଜେ ରାନ୍ଧି ଅନ୍ୟକୁ ଖୁଆଇବା ରେ ମତେ ବହୁତ୍ ଖୁସି ମିଳେ। ମୋର ଚେଷ୍ଟା ଏବଂ ବିଶ୍ଵାସ ମୁଁ ମୋର ବଡ଼ ମାନଙ୍କଠାରୁ ଯାହା ଶିଖିଛି ବା ଜାଣିଛି ତାକୁ ଆପଣ ସମସ୍ତଙ୍କ ପାଖରେ ଅତି ସହଜରେ ଉପସ୍ଥାପନା କରିପାରିବି। ଧନ୍ୟବାଦ 🙏
business quiry
[email protected]