Пікірлер
@Radhe156
@Radhe156 15 сағат бұрын
ବହୁତ ଭଲ ଲାଗିଲା ❤❤❤❤
@kiranfoundation-rt1kl
@kiranfoundation-rt1kl Күн бұрын
🎉😢😅😅
@AswiniBhoi-b3w
@AswiniBhoi-b3w 2 күн бұрын
Chona konsa dete ho bhai
@debanjanagardening3636
@debanjanagardening3636 Күн бұрын
Koi bhi chuna chalega
@apnanaresh
@apnanaresh 2 күн бұрын
Video ଟି ଭଲ ଲାଗିଲା ହେଲେ ମୋର ଦୁଇଟି ପ୍ରଶ୍ନ 1-ପାଣି ଆଉ ଦେବା କି ନାହିଁ 2-ଥରେ ଚାଷ କଲେ କେତେ ଦିନ ପର୍ଯ୍ୟନ୍ତ ଛତୁ ଫୁଟିବ
@debanjanagardening3636
@debanjanagardening3636 2 сағат бұрын
ସାତ ଦିନ ପରେ ଯଦି କୁଟା ଶୁଖିଲା ଜଣା ପଡ଼େ ତା ହେଲେ ଅଳ୍ପ ପାଣି ସ୍ପ୍ରେ କରିପାରିବେ ସ୍ପ୍ରେ ମେସିନ୍ ଦ୍ବାରା ଏବଂ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଛତୁ ଅମଳ ହେବ
@anilswain9960
@anilswain9960 2 күн бұрын
15 ଦିନ ପରେ ବେଡ୍ କୁ ଅନ୍ଧାର ରୁ ଆଲୋକ କୁ ଆଣିବା କି ସେମିତି ଅନ୍ଧାର ଜାଗା ରେ ରହିଥିବ ?
@debanjanagardening3636
@debanjanagardening3636 2 күн бұрын
ଅନ୍ଧାରରେ ରହିବ
@nainayadav1343
@nainayadav1343 3 күн бұрын
Bed ku puni use Kari heba ki
@debanjanagardening3636
@debanjanagardening3636 2 күн бұрын
ସାତ ଦିନ ପରେ ଯଦି କୁଟା ଶୁଖିଲା ଜଣା ପଡ଼େ ତା ହେଲେ ଅଳ୍ପ ପାଣି ସ୍ପ୍ରେ କରିପାରିବେ ସ୍ପ୍ରେ ମେସିନ୍ ଦ୍ବାରା
@JogendraSahoo-ql4rp
@JogendraSahoo-ql4rp 4 күн бұрын
Good❤❤❤❤❤
@BiranjanNayak-g7h
@BiranjanNayak-g7h 4 күн бұрын
Joy jaganathha
@debanjanagardening3636
@debanjanagardening3636 4 күн бұрын
ଜୟ ଜଗନ୍ନାଥ 🙏
@UrmilaSodi-u6f
@UrmilaSodi-u6f 4 күн бұрын
Good information sir
@BasudebaPradhan-p9k
@BasudebaPradhan-p9k 5 күн бұрын
❤❤❤❤❤
@sampurna480
@sampurna480 5 күн бұрын
Baleshwar re kauti miluchi
@debanjanagardening3636
@debanjanagardening3636 4 күн бұрын
7008384489 ବେଶି ମଞ୍ଜି ଦରକାର ହେଲେ ଏହି ନମ୍ବର ରେ ଯୋଗା ଯୋଗ କରନ୍ତୁ
@subratanayak
@subratanayak 5 күн бұрын
Bhi black ru white baigana kemiti hela je 😂😂😂😂😂😂
@debanjanagardening3636
@debanjanagardening3636 5 күн бұрын
ତିନି ପ୍ରକାର ବାଇଗଣ ଗଛ ଲାଗିଛି ସେଇଥି ପାଇଁ ଅଲଗା ଅଲଗା ଭେରାଇଟି ଗଛରେ ଅଲଗା ଅଲଗା ରଙ୍ଗର ବାଇଗଣ ଧରିଛି। ଭିଡିଓ ପୁରା ଦେଖନ୍ତୁ ଜାଣି ପାରିବେ। ଗୋଟିଏ ସବୁଜ, ଗୋଟିଏ ଧଳା ଓ ଗୋଟିଏ କଳା ରଙ୍ଗର ବାଇଗଣ ଚାରା ଲାଗିଛି
@subratanayak
@subratanayak 5 күн бұрын
Bhi black ru white baigana kemiti hela je 😂😂😂😂😂😂
@debanjanagardening3636
@debanjanagardening3636 5 күн бұрын
ପୁରା ନ ଦେଖିଲେ ଜାଣି ପାରିବେ ନାହିଁ
@subratanayak
@subratanayak 5 күн бұрын
@debanjanagardening3636 3 time dekhili bhi
@JaniPrabhat-qh9jr
@JaniPrabhat-qh9jr 6 күн бұрын
ମଞ୍ଜୀ କୋଉଠି ମିଳିବ ବହୁତ୍ ଭଲ ଚାଷ ଟିଏ 👍👍👌👌
@debanjanagardening3636
@debanjanagardening3636 5 күн бұрын
ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ନଚେତ୍ ଅନଲାଇନ୍ ରେ ବି ମିଳୁଚି (oyester mushroom spawn) ଲେଖି ସର୍ଚ୍ଚ କରନ୍ତୁ
@BasudebTudu-w4b
@BasudebTudu-w4b 6 күн бұрын
ଷିତ ଦିିନିଆ ଛ ତୂୁ ପାଇଁ କେେ ମି ତି
@debanjanagardening3636
@debanjanagardening3636 6 күн бұрын
ଶୀତ ଦିନେ ଧିଙ୍ଗିରି ଛତୁ ଓ ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପାଳ ଛତୁ ଚାଷ କରାଯାଏ
@JagdishPatra-rv1qr
@JagdishPatra-rv1qr 7 күн бұрын
Bhai chatu manji kouthi milibo
@debanjanagardening3636
@debanjanagardening3636 6 күн бұрын
ମାର୍ଚ୍ଚ ମାସକୁ ଯୋଗା ଯୋଗ କରନ୍ତୁ
@JagdishPatra-rv1qr
@JagdishPatra-rv1qr 6 күн бұрын
Number ta dio
@SidhantaNaik-we4oq
@SidhantaNaik-we4oq 7 күн бұрын
Mam mu Kalahandi ru kahuchi,chatu chasa kariba ku iccha kari chi hele pala chatu manji milu ni , Kalahandi re kou thi miliba mam pala chatu manji please tik kahi diantu 🙏
@debanjanagardening3636
@debanjanagardening3636 6 күн бұрын
ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ଠିକଣା ପାଇ ପାରିବେ ନଚେତ୍ ଅନଲାଇନ୍ ରେ ବି ମିଳୁଚି (Paddy straw mushroom spawn) ଲେଖି ସର୍ଚ୍ଚ କରନ୍ତୁ
@GuruCharanRout-lu7ch
@GuruCharanRout-lu7ch 7 күн бұрын
Good
@bikrammishra8519
@bikrammishra8519 9 күн бұрын
Climate what type is required
@debanjanagardening3636
@debanjanagardening3636 8 күн бұрын
Temparature 30° plus
@RamasorenRamasoren-xo3xd
@RamasorenRamasoren-xo3xd 9 күн бұрын
ଵ ହୁ ତ ଭଲ ଭାଇ
@kshitishmajhi1707
@kshitishmajhi1707 10 күн бұрын
ଭାଇ ଗରମ ଦିନରବି ଚାଷ କରିହବ
@debanjanagardening3636
@debanjanagardening3636 10 күн бұрын
March ru October paryanta chasa kara Jaye
@SunilkumarMurmu-dw4wf
@SunilkumarMurmu-dw4wf 10 күн бұрын
Bahut bhalo heichi
@RanjitKhadia-bw7bd
@RanjitKhadia-bw7bd 11 күн бұрын
ପାଳ ଛତୁ ମନ୍ଜୀ ନା ଅଳଗା ମନ୍ଜୀ ଏଟା
@debanjanagardening3636
@debanjanagardening3636 9 күн бұрын
ଧିଙ୍ଗିରି ଛତୁ ମଞ୍ଜି
@nibeditapatra3559
@nibeditapatra3559 11 күн бұрын
Vaii bihan ta Ame kemiti pai paribu
@debanjanagardening3636
@debanjanagardening3636 8 күн бұрын
ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି କେନ୍ଦ୍ରରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ ନଚେତ୍ online ରେ ବି ମିଳୁଚି (oyester mushroom spawn) ଲେଖି ସର୍ଚ୍ଚ କରନ୍ତୁ
@SureshNegi-oe2yy
@SureshNegi-oe2yy 11 күн бұрын
Suresh
@deepakjena6989
@deepakjena6989 11 күн бұрын
ଆଜ୍ଞା ଆପଣଙ୍କ ର କେତେ ଲାଭ ହୋଇଛି ଟିକେ କହିବେ
@debanjanagardening3636
@debanjanagardening3636 3 күн бұрын
ପ୍ରତି କିଲ ପିଛା ଖର୍ଚ୍ଚ ଖୁବ୍ ବେଶିରେ 80/100ଟଙ୍କା। ପ୍ରତି କିଲ ପିଛା ଲାଭ ଅତି କମରେ 80/100ଟଙ୍କା
@basantanayak9575
@basantanayak9575 11 күн бұрын
ତଳ ସ୍ତରରେ ଦିଆଯାଇ ଥିବା ମଞ୍ଜି ଗୁଡିକ କେବେ ଛତୁ ହେବ।
@debanjanagardening3636
@debanjanagardening3636 3 күн бұрын
ଛତୁ କେବଳ ଉପରେ ହିଁ ହେବ କାରଣ ମଞ୍ଜି ହେଉଛି ଏକ ପ୍ରକାର ଫିମ୍ପି। ଯେତେବେଳେ ଫିମ୍ପି ଉପରକୁ ମାଡ଼ି ଆସିବ ସେତେ ବେଳେ ଛତୁ ଉପରେ ହିଁ ହେବ
@kulamanidas7066
@kulamanidas7066 11 күн бұрын
Chhatu manji kaithi mill iba tike share karbaku onurodh
@debanjanagardening3636
@debanjanagardening3636 3 күн бұрын
ପାଖ ଅଂଚଳରେ ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ଠିକଣା ପାଇ ପାରିବେ ନଚେତ୍ online ରେ ବି ମିଳୁଚି (paddy straw mushroom spawn) ଲେଖି ସର୍ଚ୍ଚ କରନ୍ତୁ। କିନ୍ତୁ ଏହି ଛତୁ ଚାଷ କରିବାର ସମୟ ହେଉଛି ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ। ତେଣୁ ମାର୍ଚ୍ଚ ମାସକୁ ସଠିକ୍ ମଞ୍ଜି ପାଇ ପାରିବେ ଏବେ ନୁହ
@deepakjena6989
@deepakjena6989 11 күн бұрын
ଆଜ୍ଞା ଏ ଚାଷ ରେ ଭଲ ଲାଭ ହେବକି ନାହିଁ ଆପଣଙ୍କ ମତ ଜଣାଇ ବେ
@debanjanagardening3636
@debanjanagardening3636 2 күн бұрын
ବ୍ୟବସାୟ ପାଇଁ ଚାଷରେ ବହୁତ୍ ଭଲ ଲାଭ ଅଛି। ଏଥି ପାଇଁ ସରକାରୀ ଅନୁଦାନ ରାଶି ମିଳେ
@parasuramswain7295
@parasuramswain7295 12 күн бұрын
Every nice grifting system😊❤
@binodkisku4906
@binodkisku4906 13 күн бұрын
Monji keuthare milibo
@debanjanagardening3636
@debanjanagardening3636 11 күн бұрын
ମାର୍ଚ୍ଚ ମାସକୁ ଯୋଗା ଯୋଗ କରନ୍ତୁ
@newcreactions3367
@newcreactions3367 13 күн бұрын
Kutta kauti miliba bhubaneswar location re
@desigym680
@desigym680 13 күн бұрын
Ok
@KajalKajal-c1d3x
@KajalKajal-c1d3x 13 күн бұрын
Kou matire vala haba plz reply mora gote gachha lageibaku ichha
@debanjanagardening3636
@debanjanagardening3636 11 күн бұрын
ବିଲ ମାଟି ତା ସହ ବାଲି ଓ କୋକୋପିଟ, କିଛି ପୁରୁଣା ଗୋବର ଖତ ମିଶେଇ ମାଟି ତିଆରି କରିବାକୁ ହେବ
@prasannakamdev7195
@prasannakamdev7195 13 күн бұрын
ବିନା ମଞ୍ଜି ରେ କେମିତି ହେବ ଆଜ୍ଞା? ଆମେ ଲୁଣପାଣି ପୁଆଳରେ ଛିଣ୍ଟି ଛତୁ ଫୁଟୁଥିବା ଦେଖିଛୁ
@gaganbiharikar914
@gaganbiharikar914 13 күн бұрын
youtube.com/@farmergagan1?si=2bWu5lO0Q9HY20W3
@jogendrameher3254
@jogendrameher3254 14 күн бұрын
Buttton mushrooms
@jogendrameher3254
@jogendrameher3254 14 күн бұрын
Bhai Button mushrooms experiment video kara
@debanjanagardening3636
@debanjanagardening3636 11 күн бұрын
ନିଶ୍ଚୟ
@RudraThapa-mp7ps
@RudraThapa-mp7ps 14 күн бұрын
Nice video bhai
@lukeswarkachharia5208
@lukeswarkachharia5208 15 күн бұрын
Sita dine chhatu chasa heba na nahi
@debanjanagardening3636
@debanjanagardening3636 14 күн бұрын
March ru October paryanta chasa Kara Jaye ebang sita dinare dhingiri chhatu chasa Kara Jaye
@usharanidigal440
@usharanidigal440 15 күн бұрын
Badhiaa
@KedarBarik-b3b
@KedarBarik-b3b 15 күн бұрын
ମୁଖିସିମୋରହହୁନି
@rashmiranjannayak3251
@rashmiranjannayak3251 15 күн бұрын
Bhala achhe, dhanyawad
@bhagabanmaharana145
@bhagabanmaharana145 15 күн бұрын
Chatu Bihan Kemiti Banaibar Kuha
@debanjanagardening3636
@debanjanagardening3636 15 күн бұрын
ଛତୁ ର ମଞ୍ଜି ଲେବ୍ ରେ ପ୍ରସ୍ତୁତ ହୁଏ
@SuryamaniMalik
@SuryamaniMalik 16 күн бұрын
Bhala oupaya🤩🤩👯👯
@SantoshKulesika-e4p
@SantoshKulesika-e4p 16 күн бұрын
Chatu manji kouti miliba kuhantu
@debanjanagardening3636
@debanjanagardening3636 15 күн бұрын
March masaku joga jog karantu. Online re bi miluchi (paddy straw mushroom spawn) lekhi search karantu
@pujarout8694
@pujarout8694 16 күн бұрын
Winter season re pala chhatu vl se phutiba na nahi au nua kuta hele problem kn heba plz answer
@debanjanagardening3636
@debanjanagardening3636 15 күн бұрын
ତିନି ରୁ ଚାରି ମାସ ପୁରୁଣା କୁଟା ଦରକାର ହୁଏ। ପାଳ ଛତୁ ଚାଷ ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କରାଯାଏ
@gaganbiharikar914
@gaganbiharikar914 13 күн бұрын
youtube.com/@farmergagan1?si=2bWu5lO0Q9HY20W3
@pujarout8694
@pujarout8694 16 күн бұрын
Winter season re chhatu vl se phutiba plz answer me
@debanjanagardening3636
@debanjanagardening3636 14 күн бұрын
Winter season re dhingiri chhatu chasa karajaye
@pujarout8694
@pujarout8694 16 күн бұрын
Winter season re kn chhatu ei vali heba ame karibu plz answer me
@SAROJVAAI5980
@SAROJVAAI5980 16 күн бұрын
Siye salaraa chara nuhe Kalaraa chaaraa
@uttkal32778
@uttkal32778 16 күн бұрын
Beautiful video ❤❤❤❤❤
@debanjanagardening3636
@debanjanagardening3636 15 күн бұрын
ଧନ୍ୟବାଦ 🙏