୧୦ ବର୍ଷ ପୂରଣ ହେଲା ଆମ ବାହାଘର 💘 l Marriage anniversary l Gouranga Nayak Odia Vlogs

  Рет қаралды 38,958

Gouranga Nayak Odia Vlogs

Gouranga Nayak Odia Vlogs

10 күн бұрын

ଆଜି ୧୦ ବର୍ଷ ପୂରଣ ହେଲା ଆମ ବାହାଘର l Marriage anniversary l Gouranga Nayak Odia Vlogs
#gouranganayakodiavlogs
#ruralodisha
#marriage
#odishavlogs
#ruralindia
#villagevlogs
#villagelife
#gouranganayakvlogs
#Odiabahaghara
#odiafoodvlogs

Пікірлер: 788
@rajeshmohantyindia
@rajeshmohantyindia 8 күн бұрын
ଅନେକ ଅନେକ ଶୁଭେଚ୍ଛା ଓ ସଦିଚ୍ଛା.... 10ବର୍ଷ କଣ ଏପରି ଜାଣି ପାରିବେନି କେବେ 25 ହେଇଯିବ ତାପରେ 35 ହେଇଯିବ... ଆଉ ଦିନ ଆସିବ ଆପଣ ବୁଢା ବୁଢ଼ୀ ହେଇଯାଇଥିବେ ପିଲାମାନେ ବାହା ହୋଇ ନିଜ ସଂସାର କରି ସୁଖରେ ଥିବେ ଆଉ ଆପଣ ବିବାହ କଥା ମନେ ପକାଇ ବିବାହ ଫଟୋ, ଭିଡ଼ିଓ ଦେଖି ହସୁଥିବେ
@Vinood900
@Vinood900 8 күн бұрын
ଭାଇ ଆପଣ ବହୁତ୍ lucky ଯେ ଆପଣ ମାମା ଭାଉଜ ଙ୍କ ଭଳି ଜଣେ ସଂସ୍କାରୀ ସର୍ବଗୁଣ ସମ୍ପର୍ଣା ସ୍ତ୍ରୀ ପାଇଛନ୍ତି। ପୁଣି ଥରେ ବହୁତ୍ ବହୁତ ଅଭିନନ୍ଦନ ❤🎉
@babajicharanswain9352
@babajicharanswain9352 8 күн бұрын
ବିବାହ ର ୧୦ବର୍ଷର ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା।
@MnuBiswajit
@MnuBiswajit 8 күн бұрын
Apanka paribara dekhile bahut khusi lage❤❤ Bhagvan sabubele apnka paribaraku bhalare rakhantu ❤❤
@P.-Malay
@P.-Malay 8 күн бұрын
ବିବାହର ଦଶମ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🌹ଭାଇ ଆପଣ ବହୁତ ଲକି ସୁଲକ୍ଷଣୀ ମାମା ସହ ଯାଆଁଳା ପୁଅ ଝିଅ ଭାଇ ଭାଉଜ ଟିକି ଜୁବୁଲି ଏବଂ ମା କୁ ନେଇ ଖୁସି ପରିବାର. ଜୟ ଜଗନ୍ନାଥ 🙏
@slipu5597
@slipu5597 8 күн бұрын
Jay jagannath sir happy marriage unniversary god bless you tike late heigala sir bahut bhala bhala drusya dekhauchanti very nice
@SamBunty
@SamBunty 8 күн бұрын
ଶୁଭ ଅଭିନନ୍ଦନ ଗୌରାଙ୍ଗ ବାବୁ ,ମାମା ଭାଉଜ। ଖୁସି ରେ ରୁହନ୍ତୁ । ଶାନ୍ତି , ଶକ୍ତି, ସାହସ ରେ ଆପଣ ଆଗକୁ ବଢନ୍ତୁ। ଜୟ ଜଗନ୍ନାଥ।
@biswaranjan87jena
@biswaranjan87jena 8 күн бұрын
ଶୁଭ ବିବାହ ବାର୍ଷିକ ଭାଇ ଏବଂ ଭାଉଜ( 10years)🌹❤
@manojkumarsi1483
@manojkumarsi1483 7 күн бұрын
୧୦ ବର୍ଷର ବୈବାହିକ ଜୀବନ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଗୌରାଙ୍ଗ ଭାଇ ।
@jnanaranjanmohapatra29
@jnanaranjanmohapatra29 7 күн бұрын
ବିବାହ ବାର୍ଷିକ ପାଇଁ ଅଶେଷ ସୁଭେଛା । ❤❤ ଅପଣଙ୍କ ହସଖୁସି ର ସଂସାର ଚାଲିଥାଉ ❣️
@rahulk934
@rahulk934 8 күн бұрын
Happy anniversary to both.. from Bargarh jay maa samlei
@Coderdev02
@Coderdev02 8 күн бұрын
ସତରେ ଏମିତି ଦି ସ୍ବାମୀ ସ୍ତ୍ରୀ ଆଉ ଭାଇ ଭାଇ ଆଉ ଯା ମାନଙ୍କ ଭିତରେ ସମ୍ପର୍କ ବହୁତ୍ ବିରଳ ଦେଖିବାକୁ ମିଳୁଛି,ଆପଣ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ।
@suryakantidora9225
@suryakantidora9225 8 күн бұрын
Odisa ra best swami heuchanti gauranga bhai...aau samastakar best bhauja mama bhauja..aapan ku HAPPY ANNIVERSARY
@dibyajyotimohanty3801
@dibyajyotimohanty3801 8 күн бұрын
Bhagaban apanka pari bara ku sabu bele khusi re rakhantu ❤❤❤
@pradipkumarswain6590
@pradipkumarswain6590 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤🙏,
@antonysingh1194
@antonysingh1194 8 күн бұрын
ବିବାହ ବାର୍ଷିକ ର ବହୁତ ବହୁତ ଅଭିନନ୍ଦନ ଶୁଭେଚ୍ଛା।🎉
@odiafoodie2918
@odiafoodie2918 8 күн бұрын
ଯେଉଁ ମାନେ , ଗୌରାଙ୍ଗ ଭାଇ - ମାମା madam nka ଯୋଡ଼ି କୁ ଭଲ ପାଆନ୍ତି , Like Kara 🩷😀 Happy Marriage anniversary Sir 🎉
@JayPrakash-hn7ep
@JayPrakash-hn7ep 7 күн бұрын
ଜୟ jagananth 🙏🏻ଯାହା ହଉ ଆପଣ ୟୁଟ୍ୟୁବ ପରିବାରଙ୍କ ପାଇଁ aniversery ପାଳିଲେ ବହୁତ ଖୁସି ଲାଗିଲା ଅନେକ ଆଶ୍ରୀ ବାଦ au ଭଲପାଇବାଭାରୀ ଖୁସିଲାଗିଲା ❤
@prativabiswal326
@prativabiswal326 7 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏❤♥️🎂🎊🎊🎉💐💐
@bapinamahali5940
@bapinamahali5940 8 күн бұрын
ବିବାହ ର 10 ବର୍ଷ ପୂର୍ତ୍ତ ଅବସରର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ନନା 💐💐💐💐
@310satya
@310satya 8 күн бұрын
10 barsa purti re anek anek subechha.. emiti jiban ta khusii re katijau
@aamy00
@aamy00 8 күн бұрын
ବିବାହର ଦଶ ବର୍ଷ ପୂରଣ ଅବସରରେ ଆପଣଙ୍କୁ ଏବଂ ଭାଉଜ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଙ୍କ କୃପା ରୁ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ।🙏
@Gouranganayakodiavlogs
@Gouranganayakodiavlogs 8 күн бұрын
Thank you
@gobindabehera5887
@gobindabehera5887 8 күн бұрын
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁ ବେଳେ ଏମିତୀ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ
@nikunjasamantaray7303
@nikunjasamantaray7303 8 күн бұрын
ଆପଣଙ୍କ ବିବାହ ବାର୍ଷିକୀରେ ସମ୍ପୂର୍ଣ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ ପ୍ରେମ ଓ ବାଣ୍ଛନା ଯାହାରେ ବର୍ଷଗାଁଁଠାରୁ ସ୍ଥିର ରହିଛି।"
@moharanasaroj6671
@moharanasaroj6671 8 күн бұрын
ଆଜିର ଅଧ୍ୟାୟଃ ବହୁତ ସୁନ୍ଦର 🎉, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଆପଣଙ୍କର 🙏🥰 ଜୟ ଜଗନ୍ନାଥ
@pratiksahani6810
@pratiksahani6810 8 күн бұрын
Vivah ra 10 barsa purti abasarare bht bht Abhinandan ❤🙏🏼
@pany167
@pany167 8 күн бұрын
17:42 ନୂଆ ବିବାହ କଥା ଶୁଣି ଧନ ର interest ବଢ଼ିଗଲା 😂😂
@moharanasaroj6671
@moharanasaroj6671 8 күн бұрын
ବିବାହ ବାର୍ଷିକ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଭାଇ 🎉🥰
@sandeepbaral2592
@sandeepbaral2592 8 күн бұрын
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ତୁମକୁ ଭଲରେ ରଖନ୍ତୁ ତୁମ ପରିବାର କୁ ଭଲରେ ରଖନ୍ତୁ
@tusararout284
@tusararout284 8 күн бұрын
Mahaprabhu Sri Jagannath apanka family sadabele kushi Santi susta rakhantu ...
@krishnamishra2046
@krishnamishra2046 8 күн бұрын
ବିବାହ ବାର୍ଷିକ ଉପଲକ୍ଷ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐
@amitamareshjena4393
@amitamareshjena4393 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ ଓ ଭାଉଜଙ୍କୁ ମୋ ତରଫରୁ ❤
@meenakshimohanty4975
@meenakshimohanty4975 8 күн бұрын
Bada Bhauja is very sweet lady. Happy anniversary Gouranga and Mama🎉
@basantanayak8390
@basantanayak8390 8 күн бұрын
ବିବାହ ବାର୍ଷିକ ପାଈଁ ଶୁଭେଚ୍ଛା ଓ ଅଭିନନ୍ଦନ. 💐 ପ୍ରଭୂ ଶ୍ରୀ ଜଗନ୍ନାଥ ଆପଣ ମାନଙ୍କୁ ଭଲରେ ରଖନ୍ତୁ ଏଇଆ କାମନା 🙏
@girishkumarrana8287
@girishkumarrana8287 8 күн бұрын
ବିବାହ ବାର୍ଷିକ ର ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା.ଭଗବାନ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ଭଲରେ ରଖନ୍ତୁ.ଜୟ ଜଗନ୍ନାଥ
@sonusamal4872
@sonusamal4872 8 күн бұрын
Maa samlei apankar paribar ku khusi re rakhantu
@swapnabaral3008
@swapnabaral3008 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଭାଇ 💐🥳🤗🍰👩‍❤️‍👨👌ଜୟ ଜଗନ୍ନାଥ 🙏
@harichandanrath7320
@harichandanrath7320 8 күн бұрын
୧୦ତମ ବିଭାହ ବାର୍ଷିକ ଉପଲକ୍ଷେ ଆପଣ ଏବଂ ଭାଉଜଙ୍କୁ ମୋ ତରଫରୁ ଶୁଭେଚ୍ଛା ଓ ଶୁଭକାମନା
@debaduttamohanty3481
@debaduttamohanty3481 8 күн бұрын
ବିବାହ ବାର୍ଷିକୀ ର ପ୍ରଥମ ଦଶନ୍ଧି ର ପୂର୍ତ୍ତି ଉପଲକ୍ଷେ, ଶୁଭେଚ୍ଛା ଓ ଆଗାମୀ ଦିନ ମାନଙ୍କ ପାଇଁ ଶୁଭକାମନା। ଜୟ ଜଗନ୍ନାଥ।
@nirmalmallick5314
@nirmalmallick5314 7 күн бұрын
ଅଭିନନ୍ଦନ ଏବଂ ଶୁଭେଚ୍ଛା । ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣଙ୍କ ପାରିବାରିକ ଜୀବନ ଖୁସିରେ କଟୁ ।
@rajalaxmisahu5607
@rajalaxmisahu5607 8 күн бұрын
ସାର ବିବାହ ବାର୍ଷିକୀରେ ଅନେକ ଶୁଭେତ୍ସା ଓ ଶୁଭ କାମନା ... ଜୟ ଜଗନ୍ନାଥ
@parthasarathibaral8255
@parthasarathibaral8255 8 күн бұрын
ଭାଇ ବିବାହ ବର୍ଷ ର ଅନେକ ଅନେକ ଅଭିନନ୍ଦନ 2 ଜଣକୁ 💐💐
@ShreeramParida
@ShreeramParida 8 күн бұрын
Happy anniversary mamu main 🎉❤❤💞
@linkangarnaik4519
@linkangarnaik4519 8 күн бұрын
ବିବାହ ବାର୍ଷିକ ଶୁଭେଚ୍ଛା ଜ୍ଞାପନ ଓ ଶୁଭକାମନା ଜଣାଉଛି ସାର ଭଗବାନ ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ ❤❤❤ଜୟ ଜଗନ୍ନାଥ ସାର୍
@user-wk3kk8lj1b
@user-wk3kk8lj1b 8 күн бұрын
ବିବାହ ବାର୍ଷିକ ଉତ୍ସବ ପାଳନ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
@Mini-gi9cg
@Mini-gi9cg 8 күн бұрын
ସାର୍ ଖୁସି ରେ ରୁହନ୍ତୁ ଆଗକୁ ଭଲ ଭଲ ଜାଣିବା ପାଇଁ ଭିଡିଓ ଦିଅନ୍ତୁ ଧନ୍ୟବାଦ 🎉🎉🎉
@meheswarpati
@meheswarpati 8 күн бұрын
Thanks Nayak Babu 😅😅😅😅😅
@sidharthasamartha2464
@sidharthasamartha2464 8 күн бұрын
ଅଭିନନ୍ଦନ ଭାଇ ମହାପ୍ରଭୁ ତୁମ ପରିବାର କୁ ଭଲରେ ରଖନ୍ତୁ
@pratapnayak2036
@pratapnayak2036 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଜଗତରନାଥ ଜଗନ୍ନାଥ ଆପଣଙ୍କ ପରିବାର ଉପରେ ଏମିତି ସବୁବେଳେ ସୁଖ ସମୃଦ୍ଧିର ବର୍ଷା କରନ୍ତୁ.. ଜୟ ଜଗନ୍ନାଥ 🙏
@bhagirathimohapatra3604
@bhagirathimohapatra3604 8 күн бұрын
ଭାଇ ଓ ଭାଉଜଙ୍କୁ ବିବାହ ବାର୍ଷିକର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା 🎂🎂🎂
@Vinood900
@Vinood900 8 күн бұрын
ଭାଇ ଆଉ ଭାଉଜ ଙ୍କୁ ବିବାହ ବାର୍ଷିକ ର ଅନେକ ଅଭିନନ୍ଦନ ଆଉ ଶୁଭେଚ୍ଛା ❤🎉
@BalramPadi
@BalramPadi 8 күн бұрын
Happy marriage aniversary gaurang Bhai and bhauja 2014 re heithila marriage best wishes for bright future
@shantununayak8246
@shantununayak8246 8 күн бұрын
ଭାଉଜ ବହୁତ ସୁନ୍ଦର ଦେଖିବା ପାଈଁ ଏବଂ ବ୍ୟବହାରବି ଖୁବ ମାର୍ଜିତ ❤
@dambarunail-ch4bg
@dambarunail-ch4bg 8 күн бұрын
Happy anniversary sir and Madam ,..sabu bele hasa khusi re thantu ..thakura aapnaku ghanto ghodeyi rakhi thantu ❤❤❤
@pravashsahoo691
@pravashsahoo691 8 күн бұрын
ବିବାହ ବାର୍ଷିକ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗନ୍ନାଥ ତୁମ ପରିବାର କୁ ଖୁସିରେ ରଖନ୍ତୁ। ଜୟ ଜଗନ୍ନାଥ 🎉❤
@user-hi5ff5ph9h
@user-hi5ff5ph9h 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ👍👍
@Apostle00
@Apostle00 8 күн бұрын
All credit goes to ସ୍ବର୍ଗତ ମଧ୍ୟସ୍ଥି ବାଜିଆ ବାବୁ
@user-wm6df6ks5e
@user-wm6df6ks5e 8 күн бұрын
🎉🎉🎉🎉❤❤❤ଭାଇ ବିବାହ ବାର୍ଷିକ ର ହାର୍ଦିକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ
@dibyanshunayak-4a-167
@dibyanshunayak-4a-167 8 күн бұрын
ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ 🙏
@sandipkumarpanigrahi-ex4hx
@sandipkumarpanigrahi-ex4hx 8 күн бұрын
ବିବାହ ବାର୍ଷିକୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉🎂🎊
@meheswarpati
@meheswarpati 8 күн бұрын
Happy Wedding anniversary Nayak.Babu God bless Both of you 🙂
@santoshkumardakua75
@santoshkumardakua75 8 күн бұрын
ଜୟ ଜଗନ୍ନାଥ ବିବାହ ବାର୍ଷିକ ର ହାର୍ଦିକ ଶୁଭେଛା ଓ ଶୁଭକାମନା
@anirudhaghadai2171
@anirudhaghadai2171 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉💐💐💐🎂🎂🎂
@chaitanyanaik9653
@chaitanyanaik9653 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା 🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹ଜୟ ଜଗନ୍ନାଥ 🙏🙏🙏
@biswabhusanmohapatra3223
@biswabhusanmohapatra3223 8 күн бұрын
ବିବାହ ବାର୍ଷିକ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ
@Guliashortvideo
@Guliashortvideo 8 күн бұрын
ହରେ କୃଷ୍ଣ ହରି ବୋଲ ଭାଇନା ବିବାହ ବାର୍ଷିକ ର ହାର୍ଦିକ ଅଭିନନ୍ଦନ ଭାଇନା & ଭାଉଜ ଈଶ୍ଵର ମଙ୍ଗଳ କରନ୍ତୁ।
@theanimal3153
@theanimal3153 8 күн бұрын
ବିବାହବାର୍ଷିକ ର ଶୁଭେଚ୍ଛା ଓ ଶୁଭକାମନା ❤️❤️❤️❤️❤️❤️❤️❤️❤️
@alokkumarkhatua9163
@alokkumarkhatua9163 8 күн бұрын
ବିବାହ ବାର୍ଷିକ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମ ଚଲାପଥ କୁସମିତ କରିବା ସହିତ ପରିବାର ହସ, ଖୁସି ରେ ରହୁ🙏❤❤
@munnanayak4199
@munnanayak4199 8 күн бұрын
ବିବାହ ବାର୍ଷିକର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଗୌରାଙ୍ଗ ବାବୁ ଏବଂ ସାନ ଭଉଣୀ ମାମା ଉଭୟଙ୍କୁ. 💐🎊
@user-mb7ee6cw2j
@user-mb7ee6cw2j 8 күн бұрын
Happy anniversary jagannath apari khushire rakhantu God bless both of you
@seogaruitsolutions369
@seogaruitsolutions369 8 күн бұрын
ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ
@JB.635
@JB.635 8 күн бұрын
Congratulations Sir 🎉 Prabhu Jagannath nka kruparu Emiti hasakhusi re aagaku madhya jeebana atibahita karantu
@gourangasa6027
@gourangasa6027 8 күн бұрын
ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜୟ ଜଗନ୍ନାଥ।
@abhijitmohanty8284
@abhijitmohanty8284 5 күн бұрын
Sir aji apana pura handsome laguchanti,denim jeans ku white tshirt,wahhh sir aji pura smart,Khali gote bullet darkar😂😂
@Gouranganayakodiavlogs
@Gouranganayakodiavlogs 4 күн бұрын
🤣
@manasranjankandi1470
@manasranjankandi1470 8 күн бұрын
Truely... Gem of a person.. U r gouranga sir.. Wish you both a happy anniversary🎉❤ Bhai and bhauja❤
@satyaranjankar5050
@satyaranjankar5050 8 күн бұрын
Congratulations Gouranga bhai& Bhauja God bless your family life
@PrasantaKumarGiri-cx7dm
@PrasantaKumarGiri-cx7dm 8 күн бұрын
ଗଉରାଙ୍ଗ ଭାଇ ଓ ଭାଉଜ ଆପଣଙ୍କ ଚଲା ପଥ ଜୟ ଜଗନ୍ନାଥ ସ୍ବାମୀ କୁଶୁମିତ କରନ୍ତୁ, ଜୟ ଶ୍ରୀ ରାମ
@kalyaniswain1941
@kalyaniswain1941 8 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏 ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା 🎉🎉🎉🎉
@ShaktikantaSahoo-ms8kr
@ShaktikantaSahoo-ms8kr 8 күн бұрын
Apna gotia katha bahut bhla lagila mu।mo standard re baha hebakat।
@jbrabinikumar2861
@jbrabinikumar2861 8 күн бұрын
Wish u a very lovely marriage anniversary Bhai & bhabi.stay blessed with ur family.god bless u .go ahead
@jbrabinikumar2861
@jbrabinikumar2861 7 күн бұрын
Thanks bro for reply
@BiswanathSethfilms1972
@BiswanathSethfilms1972 8 күн бұрын
ଅଭିନନ୍ଦନ.. ଶୁଭେଚ୍ଛା.. 🎉🍿🍟
@user-dq4qz9qz6p
@user-dq4qz9qz6p 8 күн бұрын
Happy anniversary both of you Gouranga babu / Mama Bhauja 🎉
@saratsahu7756
@saratsahu7756 8 күн бұрын
Happy Marriage Anniversary to Gouranga Babu and Madam.May God bless both of you in leading a very beautiful conjugal life.Jay Jagannath.
@srabankumarsethy2661
@srabankumarsethy2661 8 күн бұрын
ଜୟ ଜଗନ୍ନାଥ sir congratulations happy marriage anniversary 🤎🙏🤎
@user-gd1rn5sq4s
@user-gd1rn5sq4s 8 күн бұрын
Happy Anniversary Gaouranga sir aapanka dina ti aaji mangala maya hau jay jagannath
@kitcheniconodia5708
@kitcheniconodia5708 8 күн бұрын
ବିବାହ ବାର୍ଷିକ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ସାର୍ ଏବଂ ଭାଉଜ 🎉❤, ମହାପ୍ରଭୁ ଙ୍କ କୃପାରୁ ଆପଣଙ୍କ ଚଲାପଥ କୁସୁମିତ ହେଉ, ଜୟ ଜଗନ୍ନାଥ 🙏
@Gouranganayakodiavlogs
@Gouranganayakodiavlogs 8 күн бұрын
Thank you
@nilanchalpanda858
@nilanchalpanda858 8 күн бұрын
Wish you A very very very happy 10th anniversary Shri jagannath prabhu ji aapke family ko khushi aur samriddhi hamesha de
@nilanchalpanda858
@nilanchalpanda858 8 күн бұрын
🎉🎉🎉🎉🎉 HAPPY 10th anniversary
@RuHj-fb5xt
@RuHj-fb5xt 8 күн бұрын
Happy anniversary
@user-li4ew3mg7r
@user-li4ew3mg7r 8 күн бұрын
Happy anniversary
@hariharpanda6412
@hariharpanda6412 8 күн бұрын
ଭଗବାନ କରନ୍ତୁ ସବୁବେଳେ ଖୁସି ରେ ଥାଓ ❤️❤️❤️
@manasisahu7279
@manasisahu7279 8 күн бұрын
Happy Anniversary to both of you.Maa Samlei Blessings always with you.
@rocksiba6427
@rocksiba6427 8 күн бұрын
Jay jaganath gouranga Bhai happy anniversary Bhai and bhaujo
@TheDebiprasadbehera
@TheDebiprasadbehera 7 күн бұрын
10 years completed... Happy anniversary bhai aau bhauja... 🙏🙏🙏
@shrabanalifeevents
@shrabanalifeevents 8 күн бұрын
ବିବାହ ବାର୍ଷିକ ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ସାର
@basantiswain1458
@basantiswain1458 8 күн бұрын
Happy marriage anniversary gouranga bhai and bhauja 🎉🎉🎉🎉🎉
@Mpatra1038
@Mpatra1038 6 күн бұрын
Jay jagannath Bhai 🙏... apona family members sabu bele Khushi re ruhantu❤
@bibekrout5973
@bibekrout5973 7 күн бұрын
Jay jagannath sir bhauja apanku bhagaban emiti bhalare rakhithantu sara jiban
@chinmayacool
@chinmayacool 8 күн бұрын
Happy Wedding Anniversary Sir❤madam, Specially 10th years of togetherness and many more to come happily Stay Blessed with Happiness n Full Energy ❤
@Mrutyunjaypanda-_.
@Mrutyunjaypanda-_. 8 күн бұрын
Happy anniversary sir & mam always be happy ❤❤❤ jagannath nka asirbad sada sarbada apna 2 jana nka upare tatha sara parivaar upare rahu ❤❤❤❤
@arunsahoo9932
@arunsahoo9932 8 күн бұрын
Happy anniversary both of you...Bhai🎉Bhauja❤🎉❤
@karunadyutimallick1719
@karunadyutimallick1719 8 күн бұрын
Happy Anniversary Gouranga sir and Mama Bhauja 🎉🎉
@ranjanpradhan3446
@ranjanpradhan3446 8 күн бұрын
ଖୁସି ର ବିବାହ ବାର୍ଷିକୀ ଅଭିନନ୍ଦନ ସାର 🙏🙏🙏🙏❤❤❤❤
@umeshmahapatra4510
@umeshmahapatra4510 8 күн бұрын
Congratulations gouranga Bhai stay blessed always and happy both Er u c mahapatra Berhampur Ganjam
KINDNESS ALWAYS COME BACK
00:59
dednahype
Рет қаралды 144 МЛН
Дарю Самокат Скейтеру !
00:42
Vlad Samokatchik
Рет қаралды 6 МЛН
你们会选择哪一辆呢#short #angel #clown
00:20
Super Beauty team
Рет қаралды 57 МЛН
Duniya Ke Sabse Patle Log Ghar Aagye 😱 | Bharti Singh | Haarsh Limbachiyaa | Golla
13:36
LOL (Life of Limbachiyaa’s)
Рет қаралды 1,1 МЛН
KINDNESS ALWAYS COME BACK
00:59
dednahype
Рет қаралды 144 МЛН