KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ମୁଁ ଦେଖିଛି…. ‘ବାବା କାଫେରେ ଝିଅଙ୍କ ସହ ଟଙ୍କା ଉଡାନ୍ତି’ || Khandagiri Baikuntha Dham Ashram || OR
7:31
Kuni Baba controversy | Baikuntha Dham Sava Ashram | Special Discussion | PrameyaNews7
34:46
Человек паук уже не тот
00:32
Real Man relocate to Remote Controlled Car 👨🏻➡️🚙🕹️ #builderc
00:24
The Singing Challenge #joker #Harriet Quinn
00:35
За кого болели?😂
00:18
୧୦୦ ଦିନରେ ଲକ୍ଷେ ପକ୍କାଘର | Pradhan Mantri Awas Yojana | Argus News
Рет қаралды 93,893
Facebook
Twitter
Жүктеу
1
Жазылу 1,4 МЛН
Argus News
Күн бұрын
Пікірлер: 196
@hiranyakumar5772
Ай бұрын
କାମରେ କରି ଦେଖେଇ ଦିଅ,ଘର ଦିଅ,ସାରା ଜୀବନ ଫୁଲ ରେ ଭୋଟ ଦେବି
@JharanaBagh-ul2zt
Ай бұрын
Right 👍
@SR_Santali_Creation
19 күн бұрын
ସରକାରଙ୍କୁ ଏତିକି ଅନୁରୋଧ କି...ସବୁ ଗାଁ ରେ ଗୋଟେ ଗୋଟେ ବାତ୍ୟା ଗୃହ ବନା ଯାଉ ଯାହା ଫଳରେ ଲୋକମାନେ ନିର୍ଭୟ ରେ ରହିପାରିବେ...🙏
@AbhimanyuPattayat
Ай бұрын
ବିଜେପି ସମର୍ଥକ ବୋଲି ଏ ଯାଏ pm ଆବାସ ପାଇବାରୁ ବଂଚିତ ଅଛି, ସେଥିପାଇଁ ମୋହନ ସାରଙ୍କୁ ନିବେଦନ 🙏
@rajeshmohanta3080
Ай бұрын
Right
@SR_Santali_Creation
19 күн бұрын
ଘର ବନେଇବା ପାଇଁ ସରକାର ବହୁତ କମ ଟଙ୍କା ଦେଉଛନ୍ତି ୨ ଲକ୍ଷ ରୁ ଅଧିକ ଟଙ୍କା ଦେଲେ ହିଁ ଜଣେ ଭଲ ଘରଟିଏ ବନେଇ ପାରିବେ
@SahoobhaiEntertainment
Ай бұрын
ମୋର ଵି ଘର ନାହିଁ ଦୟାକରି ମୋତେ ଗୋଟିଏ ଘର ଦେଲେ ମୁଁ ଚିର ଉପକୃତ ହେବି |
@ODCNews24
Ай бұрын
ଭାଇ apply କର ମିଳିବା
@SahoobhaiEntertainment
Ай бұрын
ଏବେ କ'ଣ Apply କଲେ ହେବ କି ଭାଇ |
@LifeofRajeshodia
Ай бұрын
ଆମର ବିଜେପି ବୋଲି ଏଯାଏ ଆମକୁ ଘର ମିଳୁ ନି ଏଯାଏ.. ଆମ ଘର ପାଖରେ ଗୋଟେ family ରେ 8 ଜଣ ଙ୍କୁ ଆବାସ ଯୋଜନା ରେ 8ଟି ଘର ମିଳିଲା... ଏଯାଏ ଆମକୁ ଗୋଟେ ବି ଘର ମିଳିନି... 4 ଥର apply କରିଲି ଆଉ ଲାଞ୍ଚ ମଧ୍ୟ 6k ଦେଲି ଏଯାଏ ଘର ନ ଲିଷ୍ଟ ରେ name ବି ଆସିଲା ନାହିଁ...
@jenabiswa6218
Ай бұрын
Bhai thik kahicha Amara bi sei absta
@BijayinPradhan
Ай бұрын
ସହରାଞ୍ଚଳ ବସ୍ତି ବସିନ୍ଦକୁ କେବେ ମିଳିବ
@ODCNews24
Ай бұрын
ସମସ୍ତଙ୍କୁ କଲୋନୀ ମିଳିବ ଭାଇ @@BijayinPradhan
@basudevmallick598
Ай бұрын
Tame bjp boli tamaku ghara delenahi, tamara sethikar birodhi sarpanch kimba corporetar ku pachara pradhanmantri abash ta kahara
@motoggaming8484
Ай бұрын
Au vote dina BJD ku. Murkha loka ebe bhe Naveen au BJD Gita gauchanti
@samparkmusicchannel
Ай бұрын
ଠିକ୍ ହିତାଧିକରୀ ଚିହ୍ନଟ କରି ଦିଆଯାଉ
@radhakantbhera9454
Ай бұрын
ମୋର ମାଟିଘର ମତେ ପକାଘର କେବେ ମିଳିବ ସରପଞ୍ଚ ମାନେ ନିଜ ଲୋକଙ୍କୁ ଦେଉଛନ
@SiluDehuri-l2o
Ай бұрын
ସାର ଆମର ବିଜେପି ସେଥିପାଇଁ ଆମେ ଘର ପାଇନାହୁଁ. ଆମେ ଯୋଗ୍ୟ ହିତାଧିକାରୀ ଆମୋ ଗ୍ରାମ. ବେଲଦା. ଶିର ମଣି ଦେହୁରୀ
@pradeepkumarsabar3910
Ай бұрын
ଯାଉ ବିଜେପି ଯାହା କହେ ତାହା କରେ ବୁଲି ହେବେହିଁ ବିଶ୍ୱାସ ହେଲା,ଆଉ ଚାକିରୀ କଥା ଟିକେ ଚିନ୍ତା କରନ୍ତେ ତାହା ହେଲେ ଓଡିଶା ବାସୀଙ୍କ ମନରେ କେବଳ ସାରା ଜୀବନ ପର୍ଯ୍ୟନ୍ତ ପଦ୍ମ ହିଁ ପୁଟିତାନ୍ତ ❤
@ramaojha1074
Ай бұрын
ପୂର୍ବ ସରକାର ଙ୍କ ପରି ପ୍ରିୟା ପ୍ରତି ନକରି, ଆବାସ ଯୋଜନା ଦିଆଯାଉ ଯାହା ଦ୍ଵାରା ନୂତନ ସରକାର ସାଧାରଣ ଲୋକ ଆସ୍ଥା ଭାଜନ ହୋଇପାରିବ
@PratapNayak-q8o
23 күн бұрын
BJP ଯୋଉ ମାନେ। vote ଦେଇଛନ୍ତି ମିଳିବନି
@kumarnayak2641
Ай бұрын
ଚବିଶ ବର୍ଷ ହେଲା ଆମେ ବିଜେପି ବୋଲି ବିଜେଡି ସରକାର ଘର ଦେଇନାହାନ୍ତି
@ambikacreativity6039
Ай бұрын
ସବୁ ଭଲ କରୁଛନ୍ତି ହେଲେ ଲୋକ ମାନଙ୍କ ଘର ଗୁଡ଼ିକୁ ଭାଙ୍ଗି ଦେଉଥିବାରୁ ବିରକ୍ତ ଲାଗୁଚି
@Jyotidailyvlog121
Ай бұрын
Aam ଗାଁ ପଞ୍ଚାୟତ ରେ ଜେ pjd ନାହିଁ pjp ନାହିଁ କଂଗ୍ରେସ୍ ନାହିଁ ସମସ୍ତଙ୍କୁ ପ୍ରଧାନ ମନ୍ତ୍ରୀ ଘର ମିଳୁଛି ଆଉ ଧୋନି ଜାଗା ଜମି ଚାକିରି ଲୋକଙ୍କୁ v ମିଳୁଛି କୋଉ କୋଉ ଗାଁ ରେ ଜେ କେମିତି ସରପଞ୍ଚ ଗୁଡା କିଛି ସୁଭିଦା ଦେଉ ନାହାନ୍ତି।
@tapanswain1812
Ай бұрын
ଯେଉଁ ମାନେ ଟୋଟାଲ ଘର ପାଇନାହାନ୍ତି. କିନ୍ତୁ କୋଠା ଅଛି ସେମାନେ ପାଇବେ. କି ନାହିଁ ଟିକେ କୁହନ୍ତୁ
@SangramBehera-n7s
Ай бұрын
ଆମ ର ବିଜେପି ଦଳ ବୋଲି ମଧ୍ୟ ଭାବିକି ଘର ଦେଲେନି
@laxmanbadra2678
Ай бұрын
35000ହଜାର ଟଙ୍କାର ଆଲ୍ ବେସ୍ ଟର୍ ଘର ପାଇଥିବା ଲୋକ ସେମାନେ ପକ୍କାଘର ପାଇବେ କି ନାହିଁ
@radheshyamsarkar2496
Ай бұрын
ଭୂମି ହିନ ତାଲିକାରେ କନ ଆଦିବାସୀ,ଓଡ଼ିଆ,ବଙ୍ଗାଳୀ। ଇତ୍ୟାଦି ଭାଗ ଭାଗ ଅଛି ନା କି ସମସ୍ତେ ପାଇବ
@BabuBabu-pu7qg
29 күн бұрын
ଆମେ ଗିରବ ବିଜେଡି ପାଖକୁ ଦୁଇତିଦଉଡି ଚପଲ ପରି ଗଲା ହେଲେ ଘର ଖଣ୍ଡେ ମିଳିଳା ନାହିଁ ଅପେକ୍ଷାରେ ନୂଆଁ ସରକାରକୁ
@KalandiBehera-ft4ph
Ай бұрын
ଜୟ ଜଗନ୍ନାଥ ଜୟ ମାଧବ 🙏🙏🙏 ଓଡ଼ିଶା 🇮🇳ନାମ କାଳନ୍ଦୀ ବେହେରା ମୋର ସ୍ତ୍ରୀ ନାମ ଶୀଲା ବେହେରା ପୁଅ ନାମ ଅନିରୁଦ୍ଧ ବେହେରା ସାନ ପୁଅ ମୁତୁଞ୍ଜୟ ବେହେରା ଭିନ୍ନକ୍ଷମ ଗ୍ରାମ ଭେଙ୍କଟରାୟ ପୁର ଦେଉଳିଧର ପୁର ବାଲିପାଟଣା ଖୋର୍ଦ୍ଧା ଜାତି ହରିଜନ ମାନନୀୟ ଓଡିଶା ସରକାର ମୋର ବିନତୀ ଅନୁରୋଧ ନାଁ କାଳିଆ ଯୋଜନା ନାଁ ପିୟମେ କିସାନ ନାଁ ସୁଭଦ୍ରା ନାଁ ପିଏମ୍ ଆବାସ ଯୋଜନା ସତରେ କଣ ସରକାର ଜାଣିନାହାନ୍ତି ଗରିବ କେତେ ଧନୀ କେତେ ଜୟ ହିନ୍ଦ୍ ଜୟ ଭାରତ 🇮🇳🇮🇳🇮🇳👍
@pankajbarik8531
15 күн бұрын
ମୁଁ ବିଜେପି ଅଛି ବୋଲି 11ବର୍ଷ ହେଲା ମୋର ରାସନ କାର୍ଡ ନାହିଁ କି ଘର ନାହିଁ କି ସୁଭଦ୍ରା ପଇସା ନାହିଁ
@DillipBehera-op6xh
29 күн бұрын
ପ୍ରତି ଗାଁ ରେ ବୁଲି ପ୍ରତି ଜିଲ୍ଲା ରେ ସବୁ ଗାଁ ରେ ଦିଅ
@jagabandhugiri6980
Ай бұрын
Good morning sir odisha Jay Jagannath 🙏🙏🙏🙏🙏🙏 Happy New year 2024
@prakashkumarjena.babusan.n3760
Ай бұрын
ଜୟ ଜଗନ୍ନାଥ ଜୟ ବିଜେପି ❤️❤️❤️❤️
@rajhanscreation4631
Ай бұрын
Thanks Argus news
@basantapadhan399
Ай бұрын
ଏବେ ଆଶା ଅଛି ଘର ମିଳିବ
@Papukamarpapukamar
Ай бұрын
Very good morning ❤❤❤❤❤
@jayantipattnayak8066
Ай бұрын
Thank you
@jagabandhugiri6980
Ай бұрын
Jay Hind 🇮🇳🇮🇳🙏🙏🙏🙏🙏🙏
@subhenduMishra-ex1u
Ай бұрын
ଏଠାରେ ଗାଁ ଲୋକଙ୍କ ଦୟା ର ରହିଛୁ, ଗାଁକୁ ଗଲେ ବଡ଼ ଭାଇର ଦୟାରେ ରହୁଛୁ,କାହିଁ ଆମକୁ କୋଉ ସରକାର ପଚାରୁଛି
@subhenduMishra-ex1u
Ай бұрын
ସରପଞ୍ଚ କୋହୁଛନ୍ତି ଆମେ କଣ କରିବୁ,ଆମ ହାତରେ କଣ ଅଛି,କେବେ ଆବେଦନ ହେଉଛି ଆମେ ଜାଣିପାରୁ ନାହୁ,
@subhenduMishra-ex1u
Ай бұрын
ନା ନିଜର ଶକ୍ତି ଅଛି ଘର କରିବାକୁ,ନା କାହାକୁ କହିହଉଚି,ସରକାର ଆମ କଥା କେମିତି ଶୁଣିବେ,ତେଲିଆ ମୁଣ୍ଡରେ ତେଲ,,, ତ ପରେ ମଧ୍ୟ ମୁଁ rheumatoid arthytiec patient,kouthi line re stand hoi rahi paribi nahin, କଣ କରାଯାଇପାରିବ,,,,,
@arantechnical4547
Ай бұрын
ଆମର ଲିଷ୍ଟ ଥିଲା ହେଲେ ଆମ ନାମ କାଟିଦେଲେ । ଆମେ ଘର ଛାତ ପକେଇଦେଲୁ । ତାପରେ କହୁଛନ୍ତି ଛାତ ପକେଇଦେଲ ଆଉ ମିଳିବନି । ଏ କି ପ୍ରକାର କଥା
@NagamaniShinde
Ай бұрын
Nice sir keep it
@nilanchaldas9063
Ай бұрын
ଏ ମାଗିଆ argsha news ମିଛ ପ୍ରଚାର କରୁଛି
@odiatech3897
Ай бұрын
Tame satakahucha ki
@jenabiswa6218
Ай бұрын
Telia mundare tela tu kahana thare gote village buliki dekhe 2 tala pain abasa miluchi kintu chala chhara re rahuthiba loka nku abasa miluni
@ODCNews24
Ай бұрын
ଏ ମାଗିହା bjd ଵାଲା ତୋ ମା ଗେହିଁବୁ
@Mcreation773
Ай бұрын
ମୁଁ BJP ର ବୋଲି ଘର ମିଳିନାହିଁ ଏ ଯାଏ ଏଥର ଘର ପାଇବା ପାଇଁ ଆଶା କରୁଛି
@GautamRout-tl4ob
Ай бұрын
Bhai Tama bjp lidar Ku dakha karantu
@mjgame6588
Ай бұрын
Right bro
@brahmanadabehera2396
Ай бұрын
ସତ କଥା
@dushadusha2402
Ай бұрын
ଭାଇ ଭୋଟ BJP କୁ ଦେଇଚତ 100% ମିଳିବ
@dushadusha2402
Ай бұрын
ବଡ ଦୁଃଖର ଖବର ରାଜ୍ୟରେ ଟଙ୍କା ନାହିଁ କିନ୍ତୁ ଏମାନେ ଲକ୍ଷ୍ୟ ଲକ୍ଷ୍ୟ ଆବାସ ଘର ଦେବେ
@anilbehera4927
Ай бұрын
Bhai mane jaldi diare loko mane bahutu hairan hauchhanti
@SubanMajhi-s7x
Ай бұрын
କେବେ ଘର ଦେବ ସରକାର ଖାଲି ଘର ଘର କହୁଛ
@Pinkipianomusic
Ай бұрын
Bhagaban Apananka Mangala Karonti 🙏🙏🙏🙏🙏🙏🙏
@Pinkipianomusic
Ай бұрын
Bhagwan Amokubi Choto Jaga Tia Diannte mehont Kari ghara karibu ?🙏🙏🙏
@Satyajit-w3x
Ай бұрын
ଏ BJP chennal ସମସ୍ତଙ୍କ ଦେବୁ, ସଳା ବାଳ କଥାବେସି କାମ କମ୍,
@kulamanimajhi1366
Ай бұрын
Very nice
@UpendraSamal-ym5yu
Ай бұрын
ମୁଁ ବାପା ଠାରୁ ଅଲଗା ମୁଁ ପାଇବିତ
@subhenduMishra-ex1u
Ай бұрын
ମନ୍ଦିର ପୂଜା ରେ ଗାଁ କମିଟି ଘର ଦେଲା ରହିଛୁ,, ଖାଲି ପେଟ ପାଇଁ ଚଳୁଛୁ,kn ba କରି ପାରିବୁ,ଆମେ ତ ବ୍ରାହ୍ମଣ ନା,ଗରିବ ହେଲେ କିଏ ବୁଝୁଛି,,ବଡ଼ଭାଇ ର ଘର ଦେଖିକି ଗାଁରେ। ଆମକୁ ମିଳୁନାହିଁ,
@jagabandhugiri6980
Ай бұрын
Jay Hind India 🇮🇳🙏🙏🙏🙏🙏 Happy New year 2024
@itssurya7358
Ай бұрын
Right 🎉
@JemaMaharana-ee6fd
Ай бұрын
Right sir
@KarunaKar-i5p
Ай бұрын
Good ❤
@JayJagannathSwami-q5h
Ай бұрын
Kemiti apply heba
@MrNanuvlog
Ай бұрын
Kebe deba ghara jaldi diatu Ghar online apply heai pariba semiti portal karantu sir
@jagabandhugiri6980
Ай бұрын
Jay Hind Modi Jay Hind 🇮🇳🇮🇳🙏🙏🙏 Happy New year 2024
@LikunPati-p6m
Ай бұрын
Kie kie BJP ra Membership karicha Like 👍 kara
@RabiAsandhari
Ай бұрын
Very good Jay Mohan sarkar Jay❤❤❤
@jadumanikarjee8826
Ай бұрын
Jaya Bharata mata.
@SATA421
Ай бұрын
This is the correct thing BJP jindabad Narendra Modi jindabad
@GurutarKhabar
Ай бұрын
Bjjp ରେକର୍ଡ କଲାଣି ଠକ ସରକାର ବୋଲି
@anilkumarjena7590
Ай бұрын
Helpline ରଖନ୍ତୁ......
@pabitranayak4405
Ай бұрын
Right 👍
@RabiRabi-x4c
Ай бұрын
Right 🙏🙏
@keshabbhera780
Ай бұрын
Ame 2 thara abasa yojona apply bkarichu but 2 thara cancel karidauchanti...gariba loko ku chadi not eligible loko ku dauchanti
@samirbaral6369
Ай бұрын
Good
@snarayana5779
Ай бұрын
Jay Shree Ram 🇮🇳
@Duryodhan2021
Ай бұрын
ପ୍ରଥମେ ବାପାକୁ ତ ଦିଅ
@RaimanGamango-e1d
Ай бұрын
ମିଛ
@HrishikeshJena
Ай бұрын
ବିଜେପି ନେତାମାନେ ତମକୁ ଗେଇଦେଇଛ
@krushnachandragejo5311
Ай бұрын
No 1cm mohan majhi
@SureshChandraNaik-k7c
Ай бұрын
Please officers come to ground zero and select beneficiary
@jagannapradhan4263
Ай бұрын
Kabe miliba
@RameshkidoKido
Ай бұрын
Abas yajna online apply kebe heba
@biswaprakashsahu1118
Ай бұрын
Sir amara 2 bakhara adjust ghara achhi amara heba ki
@Katibabu-qg1ug
Ай бұрын
ମର ବି ଘର ନାହିଁ
@ChandrasenHantal
Ай бұрын
ଜିଲ୍ଲା ମାଲକାନଗିରିର ଗାଁ ପିଲା କୁସୁମିଘରନାହ୍ହି
@janakinayak6576
Ай бұрын
👍👍👍👍🙏🙏🙏🙏❤️
@Akshyabania
27 күн бұрын
Akshyabania❤😂🎉
@mightypilu9640
Ай бұрын
sir moro be ghari nahi ki ki jami nahi mota ghara dala mu bahut khuse habi
@subhenduMishra-ex1u
Ай бұрын
Amra ta monthly2000income,kintu ghar kemiti miliba,jane bahare rahiba,kete kharcha kari ganku jiba,,ganre ghara nahin,se chaliba kemiti,,
@Chandu_sadsong
18 күн бұрын
Rasan card re mention korajau ghoro milichi kahaku kahaku nhi tanko family ru gote fingerprint nio au block koro jia. Ghoro paichi jia paini tanku Dio
@manohargadabaofficial
Ай бұрын
ଆମ ଗାଁ ର ଆମ ପରିବାର ମଧ୍ୟ BJP ର ସେଥି ପାଈଁ ମୋ ମାଆ ର ବୟସ 65 ହେଲାଣି ହେଲେ ମଧ୍ୟ ଘର ମିଳି ନାହିଁ
@ammaamma8576
27 күн бұрын
New listi kari new lok nku diajau khali kathare gyarenti dele haba nahi
@sandhyaraniparida9808
26 күн бұрын
Sarakara nku request thiki loka nku pathantu checking pai.......je paibara uchita semananku milu
@telipilamamubhanjasat8407
Ай бұрын
List re nama achhi kebedebe PMAY sarbe bi sarisarichhi sir
@Single_king_nikhil
Ай бұрын
Aji amara 40.000 asila bahut din pare 😢
@khusikhusi2458
Ай бұрын
Sir mo swami janea din majuria 2 years heanini mo ghra jojana apply kalaenii apjhantya kichi bi nahi, kichi karantu
@KrushnaMallick-w9z
Ай бұрын
Mu bi sir 100 dinaru adika dina heba sir hele mote? O? Mot ghar mili nahinahi sir
@SoniBehera-jl1ps
Ай бұрын
Love, you,b,j,p
@ajaymallik9214
Ай бұрын
Kemiti kouthi apple Kariba csc na msk
@ranjitabiswal4860
Ай бұрын
Ame ghara paichu
@loknathdalai3376
Ай бұрын
More bi ghoro gote deonthu sir 🙏
@JemamaniPatra-m5m
Ай бұрын
Right ❤❤❤😂😂😂
@yudhistirdanga7993
Ай бұрын
Jay B j p
@Anantadas-wz1dj
Ай бұрын
🙏🌹🌹🙏👍💪👍💪
@tapankumarsahu8392
Ай бұрын
Jahar kichi nanhi
@KabitaNayak-cn9sq
Ай бұрын
Aau kichhi kuhani jaldi alaga hebe bapa pua ruha
@SidheswaraGouda
Ай бұрын
Khali kahuchanti aji ghara pauna ame
@sureshsahu4121
Ай бұрын
Jami nahin semane kemiti karibe, nirasra
@nutanprasadbeherarabi9767
Ай бұрын
Berhampur re kebe mileba rajib Abasha ghara Daya Kari turanta Diya Jau 2019 re Kari thiba list
@jaypadhan7407
Ай бұрын
Bjp ଉପରକୁ ଲୋକଙ୍କୁ ବିଶ୍ୱାସ ନାହିଁ😂
@Satyajit-w3x
Ай бұрын
ବାଳ ଇଏ କ'ଣ ମନ୍ତ୍ରୀ ଇଏ ଗୋଟିଏ ଚୋର,
@RabindraBehera-kc8is
Ай бұрын
Good kama kara mora bi ghara nahi
@BickyBariha
Ай бұрын
Lekin amke ate din helana kichi ne miliba
@PujabeheraPujabehera-u4q
Ай бұрын
Mu mo paribara ru alaga achi mate gute ghara ଦିଆଯାଉ
@TutuSingh-xj2ow
Ай бұрын
BJP sarkar jindabad
@sandhyaraniparida9808
26 күн бұрын
Amara ta newspaper re bi bahariki deinahanti,,,, block re special re pakeichhanti.... Dekha jau kipari kajyakari heuchi
@jenabiswa6218
Ай бұрын
Mantri thik kahile jie eligible sir painahanti Jane Jane 3ta paichhanti
7:31
ମୁଁ ଦେଖିଛି…. ‘ବାବା କାଫେରେ ଝିଅଙ୍କ ସହ ଟଙ୍କା ଉଡାନ୍ତି’ || Khandagiri Baikuntha Dham Ashram || OR
Odisha Reporter
Рет қаралды 10 М.
34:46
Kuni Baba controversy | Baikuntha Dham Sava Ashram | Special Discussion | PrameyaNews7
Prameya News7
Рет қаралды 43 М.
00:32
Человек паук уже не тот
Miracle
Рет қаралды 4,3 МЛН
00:24
Real Man relocate to Remote Controlled Car 👨🏻➡️🚙🕹️ #builderc
Construction Site
Рет қаралды 26 МЛН
00:35
The Singing Challenge #joker #Harriet Quinn
佐助与鸣人
Рет қаралды 38 МЛН
00:18
За кого болели?😂
МЯТНАЯ ФАНТА
Рет қаралды 2,6 МЛН
15:48
Baba Kashinath Mishra In Kanak News | Keeps Clarfication On Ongoing Kalki Avatar Controversy
Kanak News
Рет қаралды 64 М.
12:20
Breaking News | ବାବାଙ୍କ ବଡ଼ ଖୁଲାସା କଲେ ଯୁବତୀ | Fake Baba In Bhubaneswar | Khandagiri Kuni Baba
News18 Odia
Рет қаралды 4,3 М.
3:26
ବାବାଙ୍କ ସାର୍ ଖୋଲିଦେଲେ ପୋଲ୍ || Khandagiri Baikuntha Dham Ashram Incident || Odisha Reporter
Odisha Reporter
Рет қаралды 7 М.
21:41
क्या टाइम आ गया है भिखारियो के साथ सोना पड़ रहा है - Vijay Raaz Comedy | Run Movie | Feel Good Movies
Feel Good Movies
Рет қаралды 17 МЛН
5:17
Beneficiaries To Receive 1st Installment Of PM Awas Scheme In Odisha
Kanak News
Рет қаралды 158 М.
10:55
Khandagiri Kuni Baba : ଆଶ୍ରମରେ ଚାଲିଥିଲା 'ପଲଙ୍କ ସେବା' ! | Fake Baba In Bhubaneswar | Khandagiri Kuni
News18 Odia
Рет қаралды 1,1 М.
24:27
🔵 Exclusive | In Conversation With BJD Leader Debasis Nayak | Kanak News
Kanak News
Рет қаралды 36 М.
16:17
today's morning news odisha/18 november 2024/subhadra yojana online registration/odisha news today
odia shakti tv
Рет қаралды 235 М.
5:25
PM Awas Yojana Assistance Boosted To ₹1.8 Lakh: Rabi Narayan Naik's Key Announcement
Kanak News
Рет қаралды 99 М.
8:26
ଆଲିସାନ କୋଠା, ସେନ୍ସର ଗେଟ୍ || Vigilance Raid Exposes IDCO Managers' Lifestyle || Odisha Reporter
Odisha Reporter
Рет қаралды 133 М.
00:32
Человек паук уже не тот
Miracle
Рет қаралды 4,3 МЛН