Рет қаралды 138,421
୧୫ କ ପଣିକିଆ ରେ କନ୍ୟା ରତ୍ନ TABLE 15th PRITI SHRUTI KANYA RATNA Stop Female fetus killing 24Th January
_____________
ଛନ୍ଦ ରଚନା - ଡ. ସନାତନ ପଣ୍ଡା
-କଣ୍ଠ
ପ୍ରୀତି ସୁଲଗ୍ନା, ଶ୍ରୁତି ସୁଲଗ୍ନା ଓ ସାଙ୍ଗ ସୁଲଗ୍ନା
ନିର୍ଦ୍ଦେଶନା- କୁରେଶ ଚନ୍ଦ୍ର ସାହୁ
-ବିଶେଷ କୃତଜ୍ଞତା
ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ବଳରାମ ପୁର, ରଣପୁର, ନୟାଗଡ଼
ରାମକୃଷ୍ଣ ପଣ୍ଡା ( ସଙ୍ଗୀତ ଶିକ୍ଷକ )
ଶ୍ରୀୟାଶ୍ରୀ ଆର୍ଯ୍ୟସ୍ମିତା
ତପସ୍ଵିନୀ ପ୍ରିୟଦର୍ଶିନୀ
ଶ୍ରୀମୟୀ ମହାପାତ୍ର
ତନ୍ମୟୀ ଦେବୀ
ପ୍ରତୀକ୍ଷା ମିଶ୍ର
ଏସ. ସିମ୍ରନ
ଏବଂ
ହିଲ୍ ସାଇଟ୍ ପାର୍କ, କୋଟପାଡ଼, ନୟାଗଡ଼
___________
ସ୍ବାଧୀନତାର ଏତେ ବର୍ଷ ପରେ ବି ଥମିନି କନ୍ୟାଭ୍ରୂଣ ହତ୍ୟା। ଲୋକ ଆଧୁନିକତା ଆଡ଼କୁ ଗତି କରୁଥିବାବେଳେ ଆଜି ବି ଝିଅ ଓ ପୁଅଙ୍କ କ୍ଷେତ୍ରରେ ପ୍ରଭେଦ ଘଟଣାମାନ ନଜର ଆସୁଛି। ବର୍ତ୍ତମାନ ସମୟରେ ପୁଅମାନଙ୍କ ତୁଳନାରେ ଝିଅମାନେ କିଛି କମ୍ ନୁହଁନ୍ତି । ତଥାପି ସମାଜରେ ଝିଅଟିଏ ଅଣଦେଖା ଓ ଅଲୋଡ଼ା ହୋଇ ରହିଛି । ପୁଅଟିଏ ଜନ୍ମ ହେଲେ ରୋଜଗାରକ୍ଷମ ହେବ, ପରିବାର ଚଳାଇବ, ବୃଦ୍ଧାବସ୍ଥାରେ ବାପା ମା’ଙ୍କ ଯତ୍ନ ନେବ। ସବୁଠୁ ବଡ଼ କଥା ହେଉଛି ବଂଶ ରକ୍ଷା କରିବ। ଅପର ପକ୍ଷରେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ପରଘରକୁ ଚାଲିଯିବ ଓ ଯୌତୁକ ପାଇଁ ଅଭିଭାବକଙ୍କ ଉପରେ ବୋଝ ସାଜିବ। ଏଭଳି ରୁଗ୍ଣ ମାନସିକତା ଆଜି ବି ଆମ ସମାଜରେ ରହିଛି।
ସରକାରଙ୍କର ବେଟି ବଚାଓ, ବେଟି ପଢାଓ, ସେଭ ଦି ଗାର୍ଲ ପରି ଅନେକ ଅଭିଯାନ ସତ୍ତ୍ବେ ସମାଜରେ କନ୍ୟାସନ୍ତାନ ଅଲୋଡ଼ା ଅଖୋଜା ହୋଇରହିଛନ୍ତି। କନ୍ୟା ସନ୍ତାନର ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୪ ତାରିଖକୁ ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଏ। କନ୍ୟା ସନ୍ତାନମାନଙ୍କ ସାମାଜିକ ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଓ ସେମାନେ ଏକ ସମ୍ମାନଜନକ ଜୀବନ ଜିଇଁବା ଦିଗରେ ଗୃହ, ଗୋଷ୍ଠୀ ଏବଂ ଅନୁଷ୍ଠାନମାନଙ୍କରେ ଅନୁକୂଳ ବାତାବରଣ ନିର୍ମାଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟସ୍ତରରେ ଏବଂ ବିଭିନ୍ନ ଜିଲ୍ଲାଗୁଡ଼ିକରେ ଏହି ଦିବସ ପାଳନ କରାଯାଏ। ଜାତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଜାତୀୟ କନ୍ୟା ଦିବସ ପାଳନ ପାଇଁ ପଦକ୍ଷେପ ନିଆଯାଇଥିଲା। ଶୋଷିତ, ନିର୍ଯାତିତ ଶିଶୁକନ୍ୟାମାନଙ୍କୁ ଉଦ୍ଧାର କରି ସମାଜରେ ସଚେତନତା ସୃଷ୍ଟି କରାଇ ଶିକ୍ଷା, ସ୍ବାସ୍ଥ୍ୟ, ସୁବିଧା ସୁଯୋଗ ଯୋଗାଇଦେବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।
ଆସନ୍ତୁ ଶପଥ ନେବା, ଝିଅଙ୍କୁ ବଞ୍ଚାଇବା, ଝିଅଙ୍କୁ ପଢ଼ାଇବା ।
🙇♂️🌹🙇♂️
*ଭିଡ଼ିଓ ଭଲ ଲାଗିଲେ, ଲାଇକ୍, ସବସ୍କ୍ରାଇବ୍ ସେୟାର ଓ କମେଣ୍ଟ ନିଶ୍ଚୟ କରିବେ*🙏🌹🙏
କଣ କଲେ ଭିଡିଓ ଗୁଡିକ ଅହୁରି ଭଲ ଲାଗିବ ? କମେଣ୍ଟ ବକ୍ସ ରେ ନିଜର ମତାମତ ଦିଅନ୍ତୁ ।
ନିଜ ମୋବାଇଲ୍ ରେ ସବୁ ଭିଡିଓ ପାଇବା ପାଇଁ ଆମକୁ କେବଳ what's App କରନ୍ତୁ 9124040466
---------------
୧୩ କ ପଣିକିଆ ରେ, ସାଇବର ସଚେତନତା👇
• ୧୩ କ ପଣିକିଆ ରେ, ସାଇବର ...
---------------
୧୨ କ ପଣିକିଆ ରେ ନିଶା ମୁକ୍ତ ଓଡ଼ିଶା 👇
• ୧୨ କ ପଣିକିଆ ରେ ନିଶା ମୁ...
---------------
୧୧ କ ପଣିକିଆ ରେ ଭୋଟର ସଚେତନତା 👇
• ୧୧ କ ପଣିକିଆ ରେ ଭୋଟର ସଚ...
---------------
୧୦ କ ପଣିକିଆ ରେ || ମିଲେଟ ର ଉପାଦେୟତା 👇
• ୧୦ କ ପଣିକିଆ ରେ || ମିଲେ...
--------------
୯ କ ପଣିକିଆ ରେ ସଡ଼କ ସୁରକ୍ଷା ଜୀବନ ରକ୍ଷା 👇
• ୯ କ ପଣିକିଆ ରେ ସଡ଼କ ସୁର...
---------------
*ROAD SAFETY LIFE SAFETY (Hindi)*👇
• ROAD SAFETY LIFE SAFET...
---------------
ଆଇଲାରେ ମାଲ୍ୟବନ୍ତ-୨୦୨୩👇
• ଆଇଲାରେ ମାଲ୍ୟବନ୍ତ-୨୦୨୩ ...
_________
Award Receved SGRUTI From C.M Odisha
• ମୁଖ୍ୟମନ୍ତ୍ରୀ ଙ୍କ ହାତରୁ...
--------------
*HELMET (Hindi)*👇
• HELMET || SHORT FILM |...
------------
*ହେଲମେଟ (ଓଡ଼ିଆ)*👇
• HELMET || SHORT FILM |...
---------
*ଅଂଶୁଘାତ*👇
• ANSHUGHATA || ଅଂଶୁଘାତ-...
--------------ଆମ ଘର 👇🏠
• AMA GHARA || ପ୍ରୀତି ସୁ...
-----------
୭ କ ପଣିକିଆ*👇
• ୭ କ ପଣିକିଆ ରେ || ଓଡ଼ିଆ...
_________
୬ କ ପଣିକିଆ*👇
• ପ୍ରୀତି ର ୬ କ ପଣିକିଆ ଶ୍...
_________
୫ କ ପଣିକିଆ*👇
• TABLE FIVE || PANCHA K...
---------------
*୪କ ପଣିକିଆ*👇
• CHARIKA PANIKIA || ପ୍ର...
----------
*୩କ ପଣିକିଆ*👇
• TINIKA PANIKIA || ପ୍ରୀ...
------------
*୨କ ପଣିକିଆ*👇
• DUIKA PANIKIA || ପ୍ରୀତ...
#priti,#shruti,#amanayagarh,#panikiagirl,#oavs,#odishaadarshavidyalayakangurukonda,#viralshrutipritisongs,#15thtable,#kanyaratna,#pritisulagna,#shrutisulagna,#osepa,#cmo,#suramapadhi,#nityanandagond,#nayagarh,#oavranapur,#daspalla,#youtubeviral,#odia odia odia gita,#sahaja panikia sikhya,#2 ko ponikia,#prathama sreni patha,#odia pato,#dwitiya shreni prashn uttar,#nayagarh nataka ramayana,#odia pani kya,#panikhia daka,#ak due,#do ko padho,#sme odisha,#Droupadi Murmu