1st time - Interview of Gajapati Maharaja Sri Sri Dibyasingha Deba by Smt.Namita Agrawal !!!

  Рет қаралды 371,908

Namita Agrawal

Namita Agrawal

Күн бұрын

Пікірлер: 449
@kabudas8617
@kabudas8617 2 жыл бұрын
ଜୟ ଜଗନ୍ନାଥ🙏🏿🙏🏿 ଲକ୍ଷେ ରାଜାଙ୍କ ମଉଡ଼ମଣୀ ତୁମେ ଆଦ୍ଯ ସେବକ ହେ ଗଜପତି...🙏🏿
@sunandarout4242
@sunandarout4242 Жыл бұрын
Jay shree Jagannath Swami 👏👏👏👏👏
@raghumaninayak9593
@raghumaninayak9593 2 жыл бұрын
ଚଳନ୍ତି ଠାକୁର ଆଦ୍ୟ ପୂଜକ ପୂଜ୍ୟ ଦିବ୍ୟ ସିଂହ ଦେବ ଓ ସ୍ବର sebikaa ନମିତା ଅଗ୍ରୱାଲ ମାମଙ୍କ ସହ ସାକ୍ଷାତକାର ଓ ଆଲୋଚନା ବହୁତ ବଢ଼ିଆ ଲାଗିଲା।ସେଥିପାଇଁ ସିଦ୍ଧାର୍ଥ ଟିଭି chanel କୁ ଧନ୍ୟବାଦ୍ ।ଜୟ ଜଗନ୍ନାଥ,ଜୟ ମାଆ ତାରିଣୀ, କେନ୍ଦୁଝର ଚମ୍ପୁଆ।
@prabhavathiswain6185
@prabhavathiswain6185 Жыл бұрын
Jayajarnath
@diptiranjanpatra4373
@diptiranjanpatra4373 Жыл бұрын
Lllaaàlllaaàaaaaaaaaaààaaàaaàaaaaaaaaaaaaaaaa
@pradipatsahu
@pradipatsahu Жыл бұрын
😊😊😊😊😊😊😊
@SmilingAurora-qn7hb
@SmilingAurora-qn7hb 4 ай бұрын
😢😢😢😢😢🎉😊😊🎉🎉🎉🎉
@jayhind6187
@jayhind6187 2 жыл бұрын
ଶ୍ରୀ ଶ୍ରୀ ଶ୍ରୀ ବିରାଧୀ ବୀରବର ନବ କୋଟି କର୍ଣ୍ଣାଟ କଳବର୍ଗେଶ୍ଵର ଦିବ୍ୟ ସିଂହ ଦେବ ବିଜେ🙏 ଜୟ ଜଗନ୍ନାଥ ସ୍ଵାମୀ🙏
@ashiskumargochhayat7764
@ashiskumargochhayat7764 2 жыл бұрын
Jay jagannath 🙏🙏🥰
@VoyageDays
@VoyageDays 4 ай бұрын
Gajapati garudeswar naba koti karnat kalabargeswar biradhi birabara sri sri sri Dibyasingh Dev.
@amarcreationjagatsinghpur441
@amarcreationjagatsinghpur441 2 жыл бұрын
ନମିତା ଅପା ଆପଣଙ୍କ ର କି ଭାଗ୍ୟ ଗଜପତି ମହାରାଜା ଙ୍କ ସହିତ ସାକ୍ଷାତକାର 🙏🏻🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻
@ashiskumargochhayat7764
@ashiskumargochhayat7764 2 жыл бұрын
Jay jagannath 🙏
@amarcreationjagatsinghpur441
@amarcreationjagatsinghpur441 2 жыл бұрын
@SidharthTV Official ଜୟ ଜଗନ୍ନାଥ ଟିଭି ଚ୍ୟାନେଲ ସିଦ୍ଧାର୍ଥ ଟିଭି ର ସମସ୍ତ ଙ୍କୁ ମୋର ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । ସିତାରାମ ସାର୍ ଏବଂ ନମିତା ଅପା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🏻🙏🏻🙏🏻💐💐💐ଜୟ ଜଗନ୍ନାଥ 🙏🏻🙏🏻
@gandhijisahu446
@gandhijisahu446 Жыл бұрын
​@@ashiskumargochhayat7764 vfcvf😅
@ramachandrapanipani7424
@ramachandrapanipani7424 4 ай бұрын
ସନାତନ ଧର୍ମର ପ୍ରସାରରେ ଯେଉଁମାନେ ବ୍ରତୀ ସେମାନଙ୍କ କାର୍ଯ୍ଯ ଅଭିନନ୍ଦନୀୟ ।
@ramachandrapanipani7424
@ramachandrapanipani7424 4 ай бұрын
ଆପଣଙ୍କ ପ୍ରସାରଣ ଆମର ଶାସ୍ତ୍ର ଓ ଶୁଦ୍ଧ ପରମ୍ପରା ଆଧାରିତ ହେଉ । ସତ୍ ମାର୍ଗ, ସତ୍ ଜ୍ଞାନ ଆପଣଙ୍କ ଚ୍ୟାନେଲରେ ପ୍ରସାର କରିବା ଗୁରୁତ୍ୱପୂର୍ଣ୍ଣ ।
@ramachandrapanipani7424
@ramachandrapanipani7424 4 ай бұрын
ଓଡ଼ିଶା ପୁରୀର ଗଜପତି ମହାରାଜା ଆଦ୍ୟ ସେବକ ଶ୍ରୀ ଦିବ୍ୟସିଂହ ଦେବଙ୍କ ସହ ସ୍ବର ସେବିକା ନମିତା ଅଗ୍ରୱାଲଙ୍କ ସହ ସାକ୍ଷାତକାର ହୃଦୟସ୍ପର୍ଶୀ । ଉଭୟଙ୍କୁ ଆମର ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ।
@santoshofficial1001
@santoshofficial1001 2 жыл бұрын
ଜୟ ଜଗନ୍ନାଥ 🚩🙏 ଏକ ସୁନ୍ଦର ଭକ୍ତି ଭାରତ ଓ ଦିବ୍ୟ ଆଲୋଚନା ଆମ ପିଢିଙ୍କୁ ଆମେ କିଛି ଜଣାଇ ପାରିବୁ...ଧନ୍ୟବାଦ ନମିତା ମା ଙ୍କୁ 💐🙏
@asishpanda2546
@asishpanda2546 2 жыл бұрын
T .
@ganeshmaharana7902
@ganeshmaharana7902 2 жыл бұрын
ନମିତା ଅପା ଆପଣ ଙ୍କୁ ଧନ୍ୟବାଦ, କାହିଁକି ନା ଗଜପତି ମହାରାଜ ଙ୍କୁ ଟିଭି ସାମ୍ନା କୁ ଆଣିବା ପାଇଁ ! 🙏🙏🙏🙏🙏🙏🙏🙏🙏
@puspangalinahak1028
@puspangalinahak1028 2 жыл бұрын
ନମିତା ଅପା ଆପଣବି କିଛି କମ୍ ନୁହେଁ 🙏🙏 ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ଭେଟିଲେ 🙏🙏 ଜଗନ୍ନାଥ ମୋତେ ଟିକେ ଦୟାକରିଲେ ମୁଁ କେବେ ଆପଣଙ୍କର ସହିତ ଭେଟିବି🙏🙏 🙏 ମୋର ବେସିଆଶା ଅଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ 🙏🙏🙏🙏🙏
@krupasindhumishra3135
@krupasindhumishra3135 2 жыл бұрын
Mahapravu ଶ୍ରୀଜଗନ୍ନାଥ ଶ୍ରୀ ଚରଣେ ଶରଣ ।ଜୟ ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ।
@ramachandrapanipani7424
@ramachandrapanipani7424 4 ай бұрын
ଆମେ ଇନ୍ଦ୍ରିୟ ତୃପ୍ତି ଓ ବସ୍ତୁ ସଂଗ୍ରହରେ ବ୍ୟସ୍ତ । ବସ୍ତୁବାଦୀ, ଭୌତିକବାଦୀ ବ୍ୟକ୍ତିଗଣଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିବା ଆବଶ୍ୟକ । -- ଠାକୁର ରାଜା ଶ୍ରୀ ଦିବ୍ୟସିଂହ ଦେବ । କେଡ଼େ ଉଚ୍ଚ ଚେତନା !
@rajkapurbahadur539
@rajkapurbahadur539 2 жыл бұрын
Very nice ...NAMESTE prabhu shree Jagañnatha Etiki Anghya hue mo tundru baharu tomari naam minima JAY JAGANNATHA...
@purnachandrapattnayak9978
@purnachandrapattnayak9978 2 жыл бұрын
ଚଳନ୍ତି ପ୍ରତିମା ଙ୍କ ସହିତ ସାକ୍ଷାତକାର ବହୁତ ଭଲଲାଗିଲା। ଜୟ ଜଗନ୍ନାଥ ଟିଭିର ଉତ୍ତରୋତ୍ତର କାମନା କରୁଛି। ଜୟ ଜଗନ୍ନାଥ।
@sarbeswor
@sarbeswor 2 жыл бұрын
ଫ୍ରି ଚ।ନେଲରେ ଦିଆଯ।ଉ ଵ୍ୟବସ।ୟିକ ମତ୍ତରେ ନୁହେଁ
@rabinarayandehury5644
@rabinarayandehury5644 2 жыл бұрын
ठाकुर राजा श्री श्री दिव्य सिंघ देव जी को मेरी तरफ से प्रणाम, नमिता अग्रवाल जी की सार्थक चैनल, सिद्धार्थ भक्ति चैनल, सिद्धार्थ गोल्ड चैनल और जगन्नाथ चैनल बहत सुन्दर और महत्वपूर्ण जानकारियां भक्त जनोको दे रही है इसीलिए आपको अनेक अनेक सुभकमनाएं । नमिता माम की ठाकुर राजा के साथ सख्यातकर बहत सुन्दर और उचकोटिर राहा था, धन्यवाद, जय जगन्नाथ
@kanhapooja2203
@kanhapooja2203 Жыл бұрын
ଜୟ ଜଗନ୍ନାଥ ଅତ୍ୟନ୍ତ ହୃଦୟସ୍ପର୍ଶୀ ଜଗନ୍ନାଥଙ୍କ ଲୀଳା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଉଭୟ ନମିତା ମାମ ଏବଂ ରାଜଧିରାଜ ମହାରାଜା ଶ୍ରୀ ଦିବ୍ୟସିଂହ ଦେବ 🙏
@ramachandrapanipani7424
@ramachandrapanipani7424 4 ай бұрын
ସମାଜର ଅଗ୍ରଗତି ଭୌତିକ ଓ ଆଧ୍ୟାତ୍ମିକ ଉଭୟ ପ୍ରଗତି ଦ୍ୱାରା ହୁଏ । -- ମହାରାଜା ଶ୍ରୀ ଦିବ୍ୟସିଂହ ଦେବ
@lambodarhota2715
@lambodarhota2715 2 жыл бұрын
A very happy peaceful, and cordialmeeting, of, Gajapati, Maharaj Ji,with, Namita,md,haspurified, Jaya theheart's,of,the, listeners
@GhasiramSa
@GhasiramSa 4 ай бұрын
ଜୟ ଜଗନ୍ନାଥ 😊😊😊❤
@ramachandrapanipani7424
@ramachandrapanipani7424 4 ай бұрын
ମହାପ୍ରଭୁଙ୍କର ଜୟ ହେଉ । ମଣିମାଙ୍କର ଜୟ ହେଉ । ଜୟ ଜଗନ୍ନାଥ ଟିଭିର ଜୟ ହେଉ । ଜୟ ଜଗନ୍ନାଥ !
@limitlesstraveldiaries
@limitlesstraveldiaries 2 жыл бұрын
Namita madam was so humble during interview❤️❤️❤️
@AkshayBehera-eg1vq
@AkshayBehera-eg1vq Жыл бұрын
Thankyoutipes. Namitamam.jaijagannath
@ramachandrapanipani7424
@ramachandrapanipani7424 4 ай бұрын
ଜୟ ଜଗନ୍ନାଥ ସାଟେଲିଟ ଟିଭି ଚ୍ୟାନେଲର କାର୍ଯ୍ଯ ଅଭିନନ୍ଦନୀୟ ।
@s.prasad
@s.prasad 2 жыл бұрын
Jai Jagannath 🙏🙏🙏 Very nice and Devine conversation...🙏🙏🙏 Manima nka jaya heu🙏 Sidharth tv network lead on 👑
@nabinbeura3225
@nabinbeura3225 2 жыл бұрын
ଗଜପତି କାର୍ଯ୍ୟସମ୍ପାଦନ ଦୃଷ୍ଟିରୁ ପ୍ରଥମ ସେବକ। ଯେପର ିଭାରତର ରାଷ୍ତ୍ରପତି ପ୍ରଥମ ନାଗରିକ । ସେବା, ଭକ୍ତି, ଜ୍ଞାନ ଇତ୍ୟାଦି ସ୍ବତନ୍ତ୍ର।
@theconcert7600
@theconcert7600 4 ай бұрын
Manima 🙏 🙏 🙏 🙏 there is no language to explain you because you are the second incarnation of lord jagannath so please receive my bowing pranam from the deepest core of my heart 🙏🙏 manima
@suravimahapatra6960
@suravimahapatra6960 2 жыл бұрын
jai jai Rajadiraja purusatama maharaja dibaya ssimha debonko sri charanare pranipata karuchi...aadya sebokonku koti koti pranam
@akashayajena2692
@akashayajena2692 Жыл бұрын
ଜୟ ଜଗନ୍ନାଥ, ଠାକୁର ରାଜା ଶ୍ରୀ ଶ୍ରୀ ଶ୍ରୀ 108 ଶ୍ରୀ ଗଜପତି ମହାରାଜାଙ୍କୁ ମୋର ହାର୍ଦ୍ଦିକ କୋଟି ପ୍ରଣାମ। 🙏🙏🙏🙏🙏🙏🙏🙏🙏🙏🙏🌹🌹🌹🙏🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹
@bichitrajena8770
@bichitrajena8770 2 жыл бұрын
ଏଭଳି ଦିବ୍ୟ ଅନୁଭୂତି ଶୁଣିବାକୁ ପାଇବାରୁ ମୋ ଜୀବନ ଧନ୍ୟ 🙏🙏🙏
@OP-Mithun
@OP-Mithun 4 ай бұрын
❤🎉🎉❤ Jay Jagannath Swami Ram Katha Swami Jay Shri Ram Jay Shri Krishna Radhe Radhe Jay Mata pita namo namah❤❤
@coolmuna143
@coolmuna143 2 жыл бұрын
Life time my favourite singer namita agrawal maa 🙏🏼🙏🏼👍
@dinabandhupadhi9079
@dinabandhupadhi9079 2 жыл бұрын
ଧନ୍ଯ ମହାପ୍ରଭୁଙ୍କ ସୁଧନ୍ଯ ତାଙ୍କର ଲୀଳା ଖେଳା🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭🥰🥰🥰🥰🥰🥰🥰🥰🚩🚩🚩🚩🚩🚩🚩🚩🚩🚩🚩🚩🚩🚩
@pramodkumardas-bu8ln
@pramodkumardas-bu8ln 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏
@debangi_nayak
@debangi_nayak 2 жыл бұрын
The most beautiful interaction ever🙏❤️ Jai Jagannath 🙏 Jai Gajapati Maharaj 🙏
@nrusinghacharandash2524
@nrusinghacharandash2524 2 жыл бұрын
Jay.jagannath
@sukumarkar6797
@sukumarkar6797 4 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ
@rinaranipradhan4093
@rinaranipradhan4093 2 жыл бұрын
Jay Jagannath Aama thakura mahan Aama Raja mahan Aame odia boli garbita 🙏🙏🙏🙏 Thanks Namita madam aapan nkara ete sundar program 🙏 Mu sadabele chintan kare aamara thakura Raja achanti.. tenu kichi bi asubidha kebe bi habani. Kalia saanta aau thakur Raja, sukhare palanti sabu paraja..... 🙏
@rudrapratapbhuyan5723
@rudrapratapbhuyan5723 2 жыл бұрын
Love you Namita mam... Special Love from Cuttack 🙏 🙏 🙏
@shrikhetrabhumi5526
@shrikhetrabhumi5526 2 жыл бұрын
Namita maaaa aapaanku pranam 🙏 manimanku koti koti pranam 🙏 Jay jagannath mahaprabhu krupalu kaliaa saanta aapnka saha sabubele rahiasuchhanti abon agaku rahibe madhya.... Bahut sundar lagila aapank katha suniki
@mitabhoi6273
@mitabhoi6273 2 жыл бұрын
Bahut sundar bartalapa..bahut khusi lagila dekhi thank you maharaja 🙏🙏and thank you Namita mam... 🙏
@MeChandanMyloveMamaTaRani
@MeChandanMyloveMamaTaRani Жыл бұрын
श्रीमन नारायण विष्णु वासुदेवाय नमो।....🙏🙏🙏🙏🙏🙏🙏🙏🙏
@vedicscienceasitisharivija3575
@vedicscienceasitisharivija3575 2 жыл бұрын
ଦଣ୍ଡବତ ମହାରାଜା, ଆପଣ ଦୟାକରି ଶ୍ରୀମତୀ ନମିତା ଅଗ୍ରୱାଲ ଙ୍କୁ କୁହନ୍ତୁ, ସେ ଯେଉଁ ସାଇବାବା ଗୀତ ଗାଉଛନ୍ତି,ସେ ସବୁ ବୈଦିକ ଶାସ୍ତ୍ରରେ ଲେଖା ନାହିଁ, ସାଇବାବା ଭଗବାନ, ଏ ସଭି କାପ୍ଳନିକ ବିଚାର, ପାଖଣ୍ଡ ଧର୍ମ, ବୈଦିକ ସନାତନ ଧର୍ମ ଶାସ୍ତ୍ର ପ୍ରମାଣ ହେବା ଦରକାର।
@user-Abhilashjenamani
@user-Abhilashjenamani 2 жыл бұрын
ଆପଣଙ୍କ ମତ ସହ ଏକମତ।
@batakrushnapatra4600
@batakrushnapatra4600 2 жыл бұрын
ସତରେ ଏ ହେଉଛନ୍ତି ପ୍ରକୃତ ଭଗବାନ ଙ୍କ ସ୍ଵତିକ ଭକ୍ତ ।। Great personality ଧନ୍ୟ ଆମେ ଆପଣଙ୍କର ସଂସ୍କାରକ କଥା ଶୁଣିଲୁ ।। କେତେ ଧୀର କେତେ ଶାନ୍ତ ହୋଇ ଆପଣ କଥା ଦେଉଛନ୍ତି ।। ଜୟ ଜଗନ୍ନାଥ 🙏
@padminisethi7870
@padminisethi7870 2 жыл бұрын
Jay Gajapati maharaja🙇🙇❤❤ Namita maam was so lucky intreview sri sri ....❤❤🙇🙇
@ramachandrapanipani7424
@ramachandrapanipani7424 4 ай бұрын
ଲକ୍ଷ୍ମୀ ନାରାୟଣ ଭେଟରେ ଭାଷା ପ୍ରୟୋଗ ହୁଏ ନାହିଁ, ରୀତି ଅନୁସାରେ ସବୁକିଛି କରାଯାଏ । ପ୍ରାର୍ଥନା ଅନ୍ତରର । ଠାକୁର ରାଜା ଏକ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ । ତାଙ୍କୁ ଆମର ପ୍ରଣାମ ।
@prabhakarbarik6000
@prabhakarbarik6000 2 жыл бұрын
ଚଳନ୍ତି ବିଷ୍ଣୁ ଶ୍ରୀଶ୍ରୀ ଗଜପତି ମହାରାଜଙ୍କୁ କୋଟି କୋଟି ପ୍ରଣାମ । ନମିତା ଅପା ଆପଣଙ୍କ ପ୍ରତି ମହାପ୍ରଭୁଙ୍କର ଅଶେଷ କୃପା ଅଛି। ତେଣୁ, ଆପଣମହାରାଜାଙ୍କର ଦର୍ଶନ ସହିତ ମାର୍ଗଦର୍ଶନ ମଧ୍ଯ ପାଇଗଲେ । ଆପଣ ଧନ୍ୟ; ଜୟ ଜଗନ୍ନାଥ ।
@Hemantpradhan88
@Hemantpradhan88 2 жыл бұрын
ATI Sundar...au namita didinka sradha aau krutagnyata manaku chhunin gala...god bless her...jay Prabhu Shree Jagannath...jay shree Dibya sngh Dev...🚩🚩🚩🙏...akhya rahu punya jagate,,, Dharma ra heu jaya....🙏🙏
@asitrout7659
@asitrout7659 Жыл бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@sonalimishra8283
@sonalimishra8283 2 жыл бұрын
Ur so gentle gesture really impressed me Namita maam 🙏🙏
@gyandaspattanaik5160
@gyandaspattanaik5160 2 жыл бұрын
Namita is a dedicated singer of Jagannath cult .She has taken Jagannath culture to a new height .
@susamabalakamila7163
@susamabalakamila7163 2 жыл бұрын
P0
@sumitrarana8601
@sumitrarana8601 2 жыл бұрын
@@susamabalakamila7163 queries
@girijapattnaik3533
@girijapattnaik3533 Жыл бұрын
Bahut bhala.lagila.Jay.jagannath.🙏🙏🙏🙏🙏
@satyasing6873
@satyasing6873 2 жыл бұрын
ଦିଦି ଧନ୍ୟ ବାଦ ଏ channel କରିଥିବାରୁ
@gkamarajureddy2869
@gkamarajureddy2869 2 жыл бұрын
Manima Sri Gajapati Maharaj Sri Divya Singh deo nku Moro ei dasa ra dandabatha pranam.jai jagannath
@binodbiharisahu7825
@binodbiharisahu7825 Жыл бұрын
A happiest moment to interact with Ganpat Maharaj
@puspanjalipradhan2888
@puspanjalipradhan2888 2 жыл бұрын
ଜୟ ଜଗନ୍ନାଥ କ ଆଶିର୍ବାଦ ଅଛି namita mam ଆପଣଙ୍କ ଉପରେ
@nalinimohanty5435
@nalinimohanty5435 2 жыл бұрын
ଆଚରଣ ତତ୍ପର ସାଧକଟିଏ ଆଧ୍ୟାତ୍ମିକ ବିଚାର ରଖି ପାରିବେ।କିନ୍ତୁ ସେ ସମ୍ନାକୁ ଆସିବାକୁ କେତେ ସହମତ ହେବେ ବିଚାରଣୀୟ।ସାଧୁ ଉଦ୍ୟମ ସଫଳ ହେଉ।ଜୟ ଜଗନ୍ନାଥ।ମଣିମାଙ୍କର ଜୟ ହେଉ।
@rhythmwithhimansu9354
@rhythmwithhimansu9354 Жыл бұрын
ସେତ ଆମର ଗର୍ବ ନବକୋଟି କର୍ଣାତ ଉତ୍କଳ କଳବର୍ଗେଶ୍ୱର ମହାରାଜା ମହାପ୍ରଭୁ ଙ୍କ ସେବକ ସ୍ଵୟଂ ଆଦ୍ୟ ସେବକ ।।। ହେଲେ ଆପଣ ଯଦି ଆଧୁନିକ ଗୀତ ବୋଲିବା ଛାଡ଼ିଦିଆନ୍ତି ତାହାଲେ ନିଶ୍ଚିତ ସ୍ୱର ସେବିକା ହୋଇ ପାରିବେ।।। ଏହା ଆପଣକଂ ଜଣେ ପ୍ରଶଂସକ ହିସାବରେ ଅନୁରୋଧ
@theconcert7600
@theconcert7600 4 ай бұрын
Mo gajapati ohhh speechless 🙏🙏🙏🙏
@hypergaming8527
@hypergaming8527 2 жыл бұрын
धन्यवाद सिद्धार्थ TV
@george-xh8rj
@george-xh8rj 2 жыл бұрын
Thanks namita mam ku je aama manku kichi dharima nka ktha dekhi fely vey good and being devoitional.
@sumitrapradhan642
@sumitrapradhan642 2 жыл бұрын
Jay jaganath Jay Odisha 🙏🙏. Thank you mam Prabhu nka bisayare kichhi alochana karithibaru
@gschandsudhabarata3007
@gschandsudhabarata3007 2 жыл бұрын
ସର୍ବ ପ୍ରଥମେ ଶ୍ରୀ ନୀଳାଚଳ ଧାମ ରେ ଭାଇ ଭଉଣୀ ଙ୍କୁ ସାଥିରେ ନେଇ ବିଜେ ହୋଇ ଥିବା କୋଟି ଲାବଣ୍ୟ ନିଧି କଳା ଠାକୁର ଙ୍କୁ ଆଭୂମ ପ୍ରଣାମ ନିବେଦନ କରୁଛି। ଓଁ ଗୁରୁ ଦେବାୟୋ ନମଃ। ଦୟାଳୁ ଦିଅଁ ଙ୍କ ୧ମ ସେବକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଙ୍କୁ ପ୍ରଣାମ ଜଣାଉଛି । ତତ୍ ପରେ ସ୍ବର ସେବିକା ଶ୍ରୀମତୀ ନମିତା ଅଗ୍ରୱାଲ ଙ୍କୁ ମଧ୍ୟ ଅଭିବାଦନ ସହିତ ଅଶେଷ ଧନ୍ୟବାଦ ଜଣାଉଛି। ଆଜି ତାଙ୍କରି ପ୍ରଚେଷ୍ଟାରେ ଆମେ କିଛି ଗୋପନ ତଥ୍ୟ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍କରେ ଜାଣିବାକୁ ପାଇଲୁ।ସୁନ୍ଦର ଭାବରେ ବାର୍ତ୍ତାଳାପ ମାଧ୍ୟମରେ ଯେଉଁ ଜିଜ୍ଞାସା ଗୁଡିକ ର ସମାଧାନ ସେ ଆଣିଛନ୍ତି, ତାହା ବାସ୍ତବରେ ପ୍ରଶଂସନୀୟ କାର୍ଯ୍ୟ। ଏଥିପାଇଁ ମୁଁ ତାଙ୍କୁ ମୋ ତରଫରୁ ଏକ କଣ୍ଠ ଶିଳ୍ପୀ ଭାବରେ ଅଭିନନ୍ଦନ ଜଣାଉଛି। ଜୟ ଜଗନ୍ନାଥ।
@rashmiranjan5680
@rashmiranjan5680 2 жыл бұрын
SPIRITUALISED WISDOM IS PAR-EFFECTIVE AND PAREXCELLENT..
@baimukhi3660
@baimukhi3660 2 жыл бұрын
ମୁଁ ଡ‌‌‌ ବୈଷ୍ଣବ ଚରଣ ମୁଖୀ ମହାବିଦ୍ୟାଳୟ ରେ ଅଧ୍ୟାପକ ଅଛି ସାକ୍ଷାତକାର ବହୁତ ଭଲ ଲାଗିଲା ଜଗନ୍ନାଥ ଙ୍କ ସେବାରେ ଜଗନ୍ନାଥଙ୍କ କାର୍ଯ୍ୟ କ୍ରମରେ ଯୋଗଦାନ୍ ପାଇଁ ଟିକିଏ ସୁଯୋଗ ଚାହେଁ ମୁଁ ହିନ୍ଦୀ ବିଷୟରେ ଶିକ୍ଷା ଦାନ କରେ ହିନ୍ଦୀ ଲେଖା ହିନ୍ଦୀ scripts କିମ୍ବା ଅନ୍ୟ କୌଣସି କାମ ପାଇଁ ନିୟୋଜିତ ହେବା ପାଇଁ ଇଛୁକ ଜୟ ଜଗନ୍ନାଥ
@baimukhi3660
@baimukhi3660 2 жыл бұрын
ଖାଣ୍ଟି ଓଡିଆ କହିଲେ ମୁଁ ଖାଣ୍ଟି ଓଡ଼ିଆ। ଜନ୍ମ ଭୁବନେଶ୍ୱର ରେ ରହିଛି ଭୁବନେଶ୍ୱର ରେ ଧନ୍ୟବାଦ ମୋ ଓଡ଼ିଆ ଭାଇଙ୍କୁ ଆଜି ଉତ୍କଳୀୟ ସଂସ୍କୃତି ସୀମିତ ହୋଇ ରହିଯାଇଛି ସୀମିତ ରୁ ବ୍ୟାପକ ହେବା ପାଇଁ ଅନ୍ୟାନ୍ୟ ଭାଷା ର ଆବଶ୍ୟକତା ରହିଛି ମୋ କଥା କୁ ଖରାପ ଭାବିବେ ନାହିଁ
@malayadas4486
@malayadas4486 2 жыл бұрын
Mdm bahut bhal lagila jay jagannath
@rashmiranjan5680
@rashmiranjan5680 2 жыл бұрын
MY SWEET EMOTIONS AND FINER SENSIBILITIES FOR MY BELOVED MAHARAJA AND MY LOTS OF LOVE FOR DEVOTED SINGER.
@bhagabanpradhan4787
@bhagabanpradhan4787 Жыл бұрын
Jai shree Ram
@jagadishchandrabarik8679
@jagadishchandrabarik8679 2 жыл бұрын
Jay Jagannath Namita Mam O Gajapati Maharaj Nka Sakhatkar Ti Bahut Bhala O Sikshyaniya Hoyechi
@sarbeswor
@sarbeswor 2 жыл бұрын
ନାମିତ। ମ। ମ ଆପଣଙ୍କ ମତାମତ ଉପସ୍ଥାପନ କରିଛନ୍ତି ତାହା ବୃହତ ଉଚ୍ଚତର ।
@subratrath8756
@subratrath8756 2 жыл бұрын
Being associated wd Puri nd electronics media...u r most lucky to hv a spiritual conversation.Srijiu nka chalanti pratima ku koti pranam . Jay Jagannath
@spendcuber1199
@spendcuber1199 2 жыл бұрын
Khub valo laglo, vasata sampurno na bujhleo kichhu kichhu bujhte parlam. Most respectable Maharaja aap meri pranam swikar kijiye 🙏🙏🙏. Jai Jagannath 🪔
@wowcrochet4322
@wowcrochet4322 2 жыл бұрын
A very polite king jai gajapati
@anantasamal5654
@anantasamal5654 2 жыл бұрын
Namita Didi absolutely you are a super spiritual from lord jaggnath mahabahu
@ratiranjanroutrq
@ratiranjanroutrq 2 жыл бұрын
ଅନୁଭୁତିରେ ଜଗନ୍ନାଥ ,🙏🙏🙏🙏
@bibhutisaha4648
@bibhutisaha4648 Жыл бұрын
Manima aapana hasile jane hasibe mu puni aasuthibi Namita maa nka saangarei ..aapanka charanare mor Ali ardali sahita koti juhara 🙏🙏🙏🙏🙏🙏❤️❤️❤️
@pradiptajena1737
@pradiptajena1737 Жыл бұрын
Puri Gajapati Maharajanku Koti koti Parnam
@abhaybehera8496
@abhaybehera8496 2 жыл бұрын
Jai jagannath. Bahut sundaro katha suniki dhanya heli 🙏🙏🌻
@yajnaseniacharya5968
@yajnaseniacharya5968 2 жыл бұрын
Best of Namita Agarwal mam ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ଜୟ ଜଗନ୍ନାଥ 🙏🏻 My All time Favourite singer Namita Agarwal mam love you maa
@lingarajdas211
@lingarajdas211 Жыл бұрын
Shree Shree Gajapati Maharaja Divyasingha Dev ki Jay.
@sabitasahoo7750
@sabitasahoo7750 Жыл бұрын
Glory of Odia race Gajapati Maharaja.Nice Namita Agrawala.
@kaliamahartha5207
@kaliamahartha5207 Жыл бұрын
S*R*T*M*N*U*K√
@rabinarayan651
@rabinarayan651 4 ай бұрын
ଜୟ ଜଗନ୍ନାଥ 🙏ମଣୀମାଙ୍କର ଜୟହେଉ 🙏🙏🙏🙏🙏
@draupadibanchhor2855
@draupadibanchhor2855 2 жыл бұрын
ବହୁତ ବହୁତ ଭଲ ଲାଗିଲା
@santilatagouda7680
@santilatagouda7680 2 жыл бұрын
Gajapati maharaj nkara jay heu manima pranam .au namita didi nkara ki soubhagya maharaj nak saha sakhyatakara ki sundara kathabarta .amara ki bhagya apana mananku dekhi jay Jagannath puni anurodha apana nku atti sighra Jagannath chanel t .v re swo karantu
@uniquebazarlinku5251
@uniquebazarlinku5251 2 жыл бұрын
namita mam b jane vala upasthapika🙏🏻👍
@ramakantdehury845
@ramakantdehury845 2 жыл бұрын
Jay jagannth 🙏 Jay Maha Prabhu Puri Gajapati Raja and Namita mom🙏🌻🌼👏🤲👍👨‍👨‍👧🌻
@saradamaharana8302
@saradamaharana8302 2 жыл бұрын
Lakha , Lakha, Bhakta Nko Maha Raja Nku Mor Prnam.
@bholanathmallick5168
@bholanathmallick5168 2 жыл бұрын
bahuta bhl prayasa namita mam..jay jagannath
@subrajitbehera4357
@subrajitbehera4357 2 жыл бұрын
Namita agrawal ma'am is so humble and down to earth. Sitaram Agrawal sir is extremely lucky. Namita agrawal ma'am is equivalent to lata mangeshkar ma'am
@deepakdehury8827
@deepakdehury8827 2 жыл бұрын
Absolutely Right
@imjyotipanda5262
@imjyotipanda5262 2 жыл бұрын
ବହୁତ୍ ସୁନ୍ଦର୍ ଲାଗିଲା ଭିଡିଓ 🙏
@sarojinijena4751
@sarojinijena4751 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଭଉଣୀ ନମିତା ଙ୍କ ସହ ଗଜପତି ଙ୍କ ଦର୍ଶନ ର ସୁଯୋଗ କେମିତି କାଳିଆ ଯୁଟାଇଦେ ଲେ ତାହା ଭାବି ପାରୁନି ତଥାପି ଗୋଟିଏ ସୁନ୍ଦର କଥାଟିଏ ଜଗନ୍ନାଥଙ୍କ ନିର୍ଦ୍ଦେଶିତ କର୍ମ କରି ଚାଲୁଛି ଭାବୁଥିଲି କେଉଁଥିରେ ତାହା ପ୍ରକାଶ କରିବି ଯାହାହେଉ ସେହି କର୍ମ ଟିହେଲା ଚାରି ଯୁଗର ଭକ୍ତଙ୍କୁ ବାଛିବା ପ୍ରଥମେ ଇନ୍ଦ୍ରଦ୍ୟୁମ୍ନ ଙ୍କ ପରିଚୟ ଦେବି ପୂର୍ବଜ ପଦ୍ମାବତୀ ସହ ରହୁଛି ଧନ୍ୟବାଦ୍ 🙏
@debasmitasvlog3751
@debasmitasvlog3751 2 жыл бұрын
Namita mam apana bahut sarala
@dhaneswarmallik8150
@dhaneswarmallik8150 2 жыл бұрын
ଜୟ ଜଗନ୍ନାଥ 🙏🌻🌻🌻🌻🌻🌻🌻🌻🌻🌻🌻🌻🌻🌻🙏🌹🌺🌹🙏🌹🌹🌹🌹🌹🌹🌹🌹🌹🙏🙏🙏🙏
@bibekaknayak4205
@bibekaknayak4205 2 жыл бұрын
Jai jagannath swami nayana pathagami bhaba tume Namita mam and prabhu gajapati maharajanku more koti koti namana 🙏🙏🙏🙏
@satyashivaroul9971
@satyashivaroul9971 2 жыл бұрын
Jay Jagannath 🙏🙏🙏 Manimankara Jay heu pranam abng namita maa ajira ai subha muhurta anandamaya
@freefire-kx2fg
@freefire-kx2fg 2 жыл бұрын
Bahut dundar aalochana
@deepakbehera4390
@deepakbehera4390 2 жыл бұрын
ଯାର ପାଦେ କୋଟି ବ୍ରହ୍ମାଣ୍ଡ, ତାଙ୍କରି ଆଦ୍ୟ ସେବକଙ୍କୁ ଆଣିଥିବାରୁ, ଅନେକ ଅନେକ ଧନ୍ୟବାଦ
@parakhitarana2055
@parakhitarana2055 Жыл бұрын
Jai jagannath Jai jagannath Jai jagannath 🙏🙏🙏
@snehalatanayak9580
@snehalatanayak9580 2 жыл бұрын
Jay Jagannath 🙏, my good luck to watch this program
@debasmitakar6082
@debasmitakar6082 2 жыл бұрын
Katea inocent namita mam....aethi pain all time favourite... singer
@priyadash6091
@priyadash6091 2 жыл бұрын
ଅତି ସୁନ୍ଦର ଅତି ସୁନ୍ଦର ୱା 🙏
@durgacharan4938
@durgacharan4938 2 жыл бұрын
Madam so nice interview with Raj dhi Raj karnata kalbar ge swar Divya sighya dev jee.
@benudharabastia8838
@benudharabastia8838 2 жыл бұрын
Maharaj knu koti koti pranam 🙏🙏🙏🙏🙏Jay jagannath
Real Man relocate to Remote Controlled Car 👨🏻➡️🚙🕹️ #builderc
00:24
When Cucumbers Meet PVC Pipe The Results Are Wild! 🤭
00:44
Crafty Buddy
Рет қаралды 59 МЛН
Real Man relocate to Remote Controlled Car 👨🏻➡️🚙🕹️ #builderc
00:24