୨୦ ବର୍ଷ ହେଲା ମଟନ୍ ରାନ୍ଧୁଛି ଦିନେବି ରଙ୍ଗ ମିଶେଇନି : କିଶୋର ଭାଇନା। Bhubaneswar Kishore mutton hotel

  Рет қаралды 593,276

Pratidin TV

Pratidin TV

Күн бұрын

Пікірлер: 683
@jayhind6187
@jayhind6187 2 жыл бұрын
ଅତ୍ୟନ୍ତ ଦୁଭାର୍ଗ୍ୟଜନକ ଘଟଣା । ଚଢ଼ଉ କରି ସଂଗେ ସଂଗେ ଭାଙ୍ଗିବା । ରାଜଧାନୀ ନେତା ଅଫିସର ଅମଲାମାନଙ୍କ ବାପା ସମ୍ପତ୍ତି ନୁହେଁ । ନିଜ ଇଚ୍ଛାରେ ଭାଙ୍ଗିବେ ନିଜ ଇଛାରେ ଗଢିବେ । ସମୟ ଦେବା ଦରକାର ତାଗିଦ କରିବା ଦରକାର ଥିଲା । ସେ ଜାଗାକୁ କେଉଁ ନେତା ଅଫିସର ଲିଜ୍‌ କେବେଠାରୁ ନେଇ ସାରିଲାଣି । ଆରେ ଭାଇ କହିଲେ କଣ ହେବ ।
@sudhansusahu2939
@sudhansusahu2939 2 жыл бұрын
ସନ୍ଧ୍ୟାରେ ସିଲ୍ ରାତିରେ ଡ଼ିଲ୍ ପୁଣି ସକାଳୁ ମଟନ ମିଲ୍ #BMC_ତୁମେ_ବି_ନା
@somanathmahapatra413
@somanathmahapatra413 2 жыл бұрын
ଭାଇନା ତମ ହୋଟେଲ ର ବେବ୍ୟହାର କେମିତି ଭଲ ସେ ଜଣା ଆଉ ମଟନ ଠୁ ଫାଲତୁ କିଛି ନାହିଁ
@rinkyadhikari3585
@rinkyadhikari3585 2 жыл бұрын
Yes
@Rajib_vlogs
@Rajib_vlogs 2 жыл бұрын
Right katha bhai
@Odiajatrasong1976
@Odiajatrasong1976 2 жыл бұрын
ସିଏ ସରକାରୀ ଜାଗାରେ ବସି ମାଗଣାରେ ଫାଇଦା ଉଠାଇ ଏତେ ଏତେ ମଟନ ବିକ୍ରିକରି ମାସକୁ କୋଟିଏ ଟଙ୍କାରୁ ଅଧିକ ବେପାର କରୁଛି l କେତେଟଙ୍କା ସେଲ୍ ଟ୍ୟାକ୍ସ ଆଉ ଇନକମ୍ ଟ୍ୟାକ୍ସ ଦେଉଛି ତା ଉପରେ ହାଇଲାଇଟ୍ସ କରନ୍ତୁ ଆଜ୍ଞା l ସେଇ ଗୋଟିଏ କଥା ଉପରେ କାହିଁକି ସମସ୍ତେ ଦେଖେଇ ଚାଲିଛ ? ଯୋଉକଥା ଦେଖିବା ପାଇଁ ଦର୍ଶକ ଆଶାୟୀ ସେକଥାକୁ ଦେଖାନ୍ତୁନା ଆଜ୍ଞା ! ଆଉ ଗୋଟେ ବି କଥାହେଲା ତୁମେ ପରା ସବୁ ମିଡିଆଵାଲା ଯାକ ସେଇଠି ଖାଅ l ଆଜିଯାଏଁ ତୁମ ନ୍ୟୁଜ କୁଆଡ଼େ ଯାଇଥିଲା ? ଓହୋ.... ତୁମେମାନେ ସମସ୍ତେ ସେଠି ମିଡିଆଵାଲା ବୋଲି ମାଗଣା ଖାଉଥିଲ ବୋଲି ପରା ? kzbin.info/www/bejne/i3uupaGcjLqEd68 See & SUBSCRIBE this Channel
@rajkishoresethy1713
@rajkishoresethy1713 2 жыл бұрын
ଟ୍ୟାକ୍ସ କୋଉ ମାନେ ଦିଅନ୍ତି ଟିକେ ଆମକୁ ବୁଝେଇବେ କି?
@Odiajatrasong1976
@Odiajatrasong1976 2 жыл бұрын
@@rajkishoresethy1713 ପୁରୁଷ ଲୋକମାନଙ୍କ କ୍ଷେତ୍ରରେ ବର୍ଷକୁ ପାଞ୍ଚଲକ୍ଷରୁ ଅଧିକ ଏବଂ ମହିଳାଙ୍କର ସାତଲକ୍ଷ ଟଙ୍କାରୁ ଅଧିକ ଆୟ ଥିଲେ ସେ ଟ୍ୟାକ୍ସ ଦେବାକୁ ଇନକମ ଟ୍ୟାକ୍ସ ରିର୍ଟନ୍ ଫାଇଲ ଦାଖଲ କରିବାକୁ ବାଧ୍ୟ l ବାକି ସମସ୍ତ ବ୍ୟବସାୟୀ ତ ବିକ୍ରିକର ଦେବାକୁ ବାଧ୍ୟ l
@rajkishoresethy1713
@rajkishoresethy1713 2 жыл бұрын
ତା ମାନେ ଜଣକର ଲାଭ ହଉ କି ନ ହଉ ସେ ଇନକମ ଟ୍ୟାକ୍ସ ଦେବା କୁ ବାଧ୍ୟ ,,,,
@Odiajatrasong1976
@Odiajatrasong1976 2 жыл бұрын
@@rajkishoresethy1713 ହଁ... ସେ ପରା ଦିନକୁ 200 କେଜି ମଟନ ବିକୁଛି l ଆଉ କେତେ ବିକିଲେ ଲାଭ ହଉଚି ବୋଲି ଜାଣିବେ ଆପଣ ?
@SoumyaRMohanty2003
@SoumyaRMohanty2003 2 жыл бұрын
@@Odiajatrasong1976 hipocrasy
@jio.6793
@jio.6793 2 жыл бұрын
ମାଗିଆ ଗାଈ ଗୋରୁ ଭଳି ଗିଳି ଦେଉଛନ୍ତି ,,, ଆଗପଛ କିଛି ଦେଖିବାକୁ ନାହିଁ,,,ଆମେ ଭାରତୀୟ କେଉଁଠି ଟିକେ ଶସ୍ତା ରେ ମିଳୁଛି ଜାଣିଦେଲେ ଜାଗା ଛାଡିବାକୁ ନାରାଜ୍ ସଜାଗ ରୁହ ଭାଇମାନେ ଏ ଭଳି ପରିବେଶ ଏବଂ ଏଭଳି ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ 😁😁😁😁ନ ହେଲେ ଡାକ୍ତରଖାନା ଯିବାକୁ ସଜାଗ ରହିବାକୁ ପଡିବ😁
@chandandash9259
@chandandash9259 2 жыл бұрын
ଏହିଭଳି କିଛି ମୁଁ ଲେଖିଥିଲି ୟାର history channel review ରେ। ଗୋଟେ ଶୋଧା ତଳେ ପକେଇଲେନି ଅନ୍ଧ ଭକ୍ତ
@SoumyaRMohanty2003
@SoumyaRMohanty2003 2 жыл бұрын
@@chandandash9259 andhabhakt >>>>
@satyajitmohanty6588
@satyajitmohanty6588 2 жыл бұрын
Thik thik sasta re milithila boli bhal laguthila samastanku 🤣😂🤣😂
@tariniprasad1289
@tariniprasad1289 2 жыл бұрын
କିଶୋର ଭାଇନା ମଟନ ଫେମସ୍ ବୋଲି ଲୋକେ କଥା ହେଉଥିଲେ କିନ୍ତୁ ମଟନ ଏତେ ବି ଟେଷ୍ଟ ନାହିଁ ତାଙ୍କର ଆଉ ପରିଷ୍କାର ପରିଚ୍ଛନ୍ନ ପ୍ରତି ବି ଧ୍ୟାନ ଦେବା ଆବଶ୍ୟକ
@Devcrickettalk18
@Devcrickettalk18 2 жыл бұрын
Bhai odia boli kahucha nijaku kharap laguni Sethi bi alaga state ru loka asiki khauchanti bengoli,muslim or kerali bi Sabubele odia tumaku g maridele
@tariniprasad1289
@tariniprasad1289 2 жыл бұрын
@@Devcrickettalk18 ଆଜି ନ୍ୟୁଜ୍ ଦେଖ କିଶୋର ଭାଇନା ହୋଟେଲ ଭାଙ୍ଗିଲା BMC
@satyajitmohanty6588
@satyajitmohanty6588 2 жыл бұрын
100 tanka re tu ac re basiki khaibu bodhe
@jagdishjena9058
@jagdishjena9058 2 жыл бұрын
He should make this hotel neat and clean and put some tiles and decorate it beautifully
@nickreynold
@nickreynold 2 жыл бұрын
ସେଇଥିପାଇଁ ଯୋଉ ଜାଗାକୁ ଲୋକ ବେଶୀ ପ୍ରଶଂସା କରନ୍ତି,ମୁଁ ସେଠିକି ଯାଏଁ ନାହିଁ.କାରଣ ବହୁ ସମୟରେ ସେ ଜାଗା କେବଳ ନାଁ ପ୍ରବଳ,ଜିନିଷ ଦୁର୍ବଳ.ବହୁଥର ଏମିତି ମୋର ଅଭିଜ୍ଞତା ଅଛି-ଛୋଟ ବ୍ୟବସାୟ ଥିଲା ବେଳେ ଲୋକ ଗୁଣମାନ ଠିକ ରଖନ୍ତି. ବ୍ୟବସାୟ ହଠାତ ବଢିଗଲେ କିମ୍ବା ବେଶୀ ବେପାର ହେଲେ ଲୋଭ ପଶେ,ଅପମିଶ୍ରଣ ଆରମ୍ଭ ହୁଏ,ଗୁଣମାନ କମିଯାଏ କାରଣ ଲାଭର ଲୋଭ ଘାରେ. ମୁଁ ଆଜିଯାଏଁ ଏମିତି ବହୁ ଜାଗାକୁ ଯାଇଛି,ଦୀର୍ଘ ୨୭ ବର୍ଷ ହେଲା ଯାଉଛି,ଗୁଣମାନ ଆଉ ନାହିଁ କାରଣ ବ୍ୟବସାୟ ବଢ଼ିଗଲାଣି. ଏବେ ରାଜଧାନୀର ଆଉ ଗୋଟେ ହୋଟେଲକୁ ଯାଇଥିଲି, ପ୍ରଥମଥର. ଓଡ଼ିଆ ଥାଳି ଆଉ ମଟନ ପାଇଁ ପ୍ରସିଦ୍ଧ.ମୋ ସାନ ଭାଇ ବିଦେଶରେ ରହୁଛି,ସେ ଆସିଲେ ୧-୨ ଥର ସେଠିକି ଯାଇଥିଲା. ଏଥର ଆମେ ୨ ଜଣ ଗଲୁ. ମୋର ସ୍ପେସିଆଲ ଥାଳି ୩୫୦ରେ କେବଳ ସାଧା ଘାଣ୍ଟ ହିଁ ଠିକ ଥିଲା ବାକି ସବୁ ବେକାର. ସାନ ଭାଇ ମଟନ ଖାଇକି କହିଲା-ବେକାର,ଜମାରୁ ଟେଷ୍ଟ ନାହିଁ. ଏଇ ହୋଟେଲକୁ ରାଜ୍ୟ ଭିତର ଆଉ ବାହାରୁ ବିଭିନ୍ନ ଫୂଡ଼ ଚାନେଲ ଆସିକି ବହୁ ପ୍ରଶଂସା କରିଛନ୍ତି ଖାସ କରି ମଟନ ପାଇଁ. ଖାସ କରି ଯେବେ ମାଳମାଳ ଫୂଡ଼ ଚାନେଲ ଖୋଲିଗଲା,ଯିଏ ନାହିଁ ସିଏ ଯାଇକି ଭିଡ଼ିଓ ବନେଇକି ପକେଇଲା. ଜଣେ ମେଣ୍ଢା ଭଳିଆ ଯୋଉଠିକି ଗଲା,ସମସ୍ତେ ସେଠିକି ପଶିଲେ. ବହୁତ କମ ଲୋକ ଛୋଟ ଛୋଟ ଅନାମଧେୟ ଜାଗାକୁ ଯାଇକି ଭିଡ଼ିଓ ବନେଇ ଲୋକଙ୍କୁ ଜଣାଉଛନ୍ତି. ଏମିତି କିଛି ଲୋକଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜଣେ ତେଣୁ ମୁଁ ତାଙ୍କ କଥାରେ ବିଶ୍ୱାସ କରେ,ସେ ଜାଗାକୁ ବି ଯାଇଛି,ଭଲ ମନ୍ଦ ଅଭିଜ୍ଞତା ଅଛି.ଏପରିକି ବିଦେଶରେ ମୁଁ ଯାଇଛି ଆଉ ସେ ହୋଟେଲରେ ଖାଇଛି ମୋ ସାନ ଭାଇ ଘର ପାଖରେ, ଓଡ଼ିଆ ରୋଷେଇୟା,ଦୁଇ ଭାଇ,ଜଗତସିଂପୁରରୁ. ଭଲ ରୋଷେଇ କରନ୍ତି,ବିରିୟାନୀ ଏତେ ଭଲ ଯେ ଥରେ ସେଠି ଭେଟେରାନ ସିରିଜ ହେଉଥିଲା,ବିରିୟାନୀ ଖାଇବାକୁ ରଣତୁନଂଗା ଏବଂ ଜୟସୂରିଆ ଆସିଥିଲେ. ଏମିତି କିଛି ବଡ ହୋଟେଲ ନୁହେଁ ପୁରା ସାଧାରଣ କିନ୍ତୁ ସଫାସୁତୁରା.
@gayatridalabehera9709
@gayatridalabehera9709 2 жыл бұрын
Ekdum thik kahile. Aji kali loka hele sarba gila..jouthu jaha paile gilile. Ta quality kan,environment kemiti kichi dekhu nahanti. Tara ba bhul kan. Loka ta sabu dekhiki sethi jauchanti. Sie kahinki ete dhyana deba
@nickreynold
@nickreynold 2 жыл бұрын
@@gayatridalabehera9709 Bahut dhanyabad.Nije thik rahiba katha aga. Jiye mada dokan kholuchi,se kan kahuchi ba dakuchi lokanku asiki mo dokanru mada kina pia. Se kholiki basila,loka nisha payin sethiki gale. tara bhul kan, loka nagale bepara ape ape close heijiba
@rahulagrawal6851
@rahulagrawal6851 2 жыл бұрын
BMC ବାଲାଙ୍କୁ ରାତିରେ ଡାକିକି ଭଲ mutton feast ଗୋଟେ ଦେଇ ଦେଇଚି ବୋଧେ 😝
@faltuengineertoka1987
@faltuengineertoka1987 2 жыл бұрын
Au full size b 😁😁😃😁😜😁😜😁😜😁
@dashingdebasish3312
@dashingdebasish3312 2 жыл бұрын
😄😄😄
@SoumyaRMohanty2003
@SoumyaRMohanty2003 2 жыл бұрын
ୟାର ମାସିକ କେତେ ଟଙ୍କା ରୋଜଗାର ହେଉଥିବ ? Any prediction. .
@faltuengineertoka1987
@faltuengineertoka1987 2 жыл бұрын
@@SoumyaRMohanty2003 monthly 40-45lakh guarantee 🙏🙏🙏 overall income au invest 20-25 lakh guarantee 🙏🙏
@SoumyaRMohanty2003
@SoumyaRMohanty2003 2 жыл бұрын
@@faltuengineertoka1987 may be,auu sethire kahuchi gote ଘର ୫୦୦୦୦ ଦେଇ ଭଡ଼ା ନେଇପରିବନି ,#JokeOfTheYear #ରେଡ୍_ଟେ_ହେଉ
@dsmbharat9668
@dsmbharat9668 2 жыл бұрын
ମଟନ ଉପରେ ପେଳ ପାଟି ଗୁଟଖା ଖାଇବା ଲୋକ ଧନ୍ୟ 🤣😂😆😜
@subhampanda3589
@subhampanda3589 2 жыл бұрын
Epic 🤣😂🤣😂🤣😂🤣🤣🤣🤣🤣🤣🤣🤣🤣🤣🤣
@pratimadas001
@pratimadas001 2 жыл бұрын
କିଶୋର ହୋଟେଲର ନାମରେ ଯେଉଁ ଅଭିଯୋଗ ଆସିଛି ଏହା ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କୁ ବଦଲାମ୍ କରିବା ପାଇଁ ଏହି ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ଜଣେ ସଚୋଟ୍ , ପରିଶ୍ରମୀ ଓ ଦୟାଳୁ ଲୋକ। ତାଙ୍କ ନାମରେ ଯେଉଁ ଲୋକମାନେ ମିଥ୍ୟା ଅଭିଯୋଗ ଆଣିଛନ୍ତି ସେମାନଙ୍କୁ ଭଗବାନ କେବେ କ୍ଷମା ଦେବେ ନାହିଁ।
@logensahu9001
@logensahu9001 2 жыл бұрын
ଆଛା ଭାଇନା କହିଲ ମଟନ ଉପରେ କେମିତି ଗୁଟକା ଖାଉଛି ଯଦି କିଛି ପଡିଗଲା ତା ଉପରେ ତ 😂
@SoumyaRMohanty2003
@SoumyaRMohanty2003 2 жыл бұрын
Open ur mind .
@AnilKumar-1761
@AnilKumar-1761 2 жыл бұрын
Pratima tu gote nonsense
@pratimadas001
@pratimadas001 2 жыл бұрын
@@logensahu9001 hn tame thik katha kahile next time tabku gutuka khaibaku mana Kariba au
@pratimadas001
@pratimadas001 2 жыл бұрын
@@SoumyaRMohanty2003 yah
@prakashforyou
@prakashforyou 2 жыл бұрын
କିଛି ନହେଲେ ବି , ଆପଣଙ୍କୁ mask,apron, ଆଦି ର ବ୍ୟବହାର ନିଜେ ଓ ନିଜ କର୍ମଚାରୀଙ୍କ ଦ୍ଵାରା ହେବା ଅତ୍ୟନ୍ତ ଜରୁରୀ,,, ଆଉ ବାଢ଼ିବା ସମୟରେ ସଫଲ, ପାନ ଆଦିର ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷେଧ ହେବା ମଧ୍ୟ ଜରୁରୀ।
@rkghosh4145
@rkghosh4145 2 жыл бұрын
Seita para special masala
@razababuofficial3108
@razababuofficial3108 2 жыл бұрын
Kishore bhai tame kebe bi har mana nahin ..god bless u..🙏🙏🙏🙏
@subhankarmishra4765
@subhankarmishra4765 2 жыл бұрын
ବାସି ଟମାଟ ସକ୍ସ 😂😂😂😂 ୱାଓ... ଲେଜେଣ୍ଡରି ମିଡ଼ିଆ ଭାଇ ତମେ😂😂
@punammishra8396
@punammishra8396 2 жыл бұрын
😀
@prahaladsahu5406
@prahaladsahu5406 2 жыл бұрын
ରୋଷାଇ ଓ ଖାଦ୍ୟ ଜିନିଷ ପରଷିବା ସମୟରେ ମଁହ ରେ ମାକ୍ସ କିମ୍ବା କପଡା ବାନ୍ଧିବା ନିହାତି ଜରୁରୀ ସେଥିପାଇଁ BMC ଏବଂ ସରକାର ଧ୍ୟାନ ଦେବା ଆବଶ୍ୟକ .
@KhantiAnguliaa
@KhantiAnguliaa 2 жыл бұрын
But ତମ ଈଗୋ ମିଶୁଛି ତମ ମଟନ ରେ ଏଟା ସତ 😷😷
@chinueating
@chinueating 2 жыл бұрын
ସଫଳ ଜାକି ଛି ଶଳା ଛେପ ପଡୁଥିବ ମଟନ ରେ ତତେ ସବୁଜଣା ଲାଇସେନ୍ସ କରୁନୁ ଗାଲୁଆ ଟା ଶଳା
@7xoff777
@7xoff777 2 жыл бұрын
To Banda pakauthiba
@jagyandattakar3658
@jagyandattakar3658 2 жыл бұрын
Ragana....bhai..
@principalff1788
@principalff1788 2 жыл бұрын
Bhai re tu sure tanka gaon loka nahale pakha akha loka sala Tora Kain jalu6i 😂
@binodtech7556
@binodtech7556 2 жыл бұрын
Ta baniyan re padichi chehpa .. dekha white baniyan re 🤣
@Madarshachap_maa_chudai_center
@Madarshachap_maa_chudai_center 2 жыл бұрын
ତୋ ବୋପା ଦିଅକରେ କିଏ ଖାଇଥିଲା ନା mutton.... ମାଘୀଆ ତୋର ତ ଔକାତ ନାହିଁ mutton ଖାଇବାରେ ତୁ ସଳା କଣ ଗପିବୁ....
@ommprasadmahala1699
@ommprasadmahala1699 2 жыл бұрын
Kishor babunka paii like heijau ❤️❤️❤️❤️😀
@artistmantupadhi2367
@artistmantupadhi2367 2 жыл бұрын
We support kishor bhaina ❤️
@basudevpaital6775
@basudevpaital6775 2 жыл бұрын
Vai ama ra 1 no loka Jagatsinghpur toka 👍👍👍👍
@batrangivlogs
@batrangivlogs 2 жыл бұрын
Bhaina tume kari chal ❤️ Jay Jagannath 🙏🏻 Bhai Mane Ready ta 🥰
@binayakpatra9001
@binayakpatra9001 2 жыл бұрын
ଗାଲୁଆ ଟା...... ଆଜି କାଲି ଟେଷ୍ଟ ଲାଗିଲେ.... ଲୋକ ଘୁଅ ବି ଖାଇଦେବେ..... ତମେ ତୋ କିଛି ଜାଣିନ....ଟା ବୋଲି କଣ ଲୋକଙ୍କୁ ଘୁଅ ବି ଦେଇଦେବ..... ପାଟିରୁ ତୋ ଛେପ ପକେଇଦେଉଛୋ face to face.... ଆଉ କଣ କାହାଣୀ କହୁଛୋ
@y-mer6744
@y-mer6744 2 жыл бұрын
Tume khaicha bodhe
@binayakpatra9001
@binayakpatra9001 2 жыл бұрын
@@y-mer6744 କିଶୋର ଦୋକାନରେ ଚାଟୁଥିଲୋ ବୋଧେ ତମେ
@laxmidharapanda6086
@laxmidharapanda6086 2 жыл бұрын
ଆଗକୁ ପୂଜା ଆସୁଛି, ତେଣୁ ସେମାନଙ୍କୁ ବଟି ଦରକାର ବିଶେଷକରି ସୁଲୋଚନର ଭଲ ଦାମୀ ଶାଢ଼ୀ ଦରକାର ! ଟିକେ ବ୍ୟବସ୍ତା କରିଦିଅ........
@Bibekkumar622
@Bibekkumar622 2 жыл бұрын
😂
@pikukumar5210
@pikukumar5210 2 жыл бұрын
Hohiray magia toha bhali kan sia bhikari
@laxmidharapanda6086
@laxmidharapanda6086 2 жыл бұрын
@@pikukumar5210 ଖାଲି ଭିକାରୀ ନୁହେଁ ଚୋର ଟାଉଟର ହତ୍ୟାକାରୀ ଦଳର ଅଂଶୀଦାର ! ସ୍ୱାର୍ଥପାଇଁ ଆଜି ୟା ଗୋଡ଼ ତ କାଲି ଆଉ କାହା ଗୋଡ଼ ଧରିବାଵାଲା ! ଆଉ କଣ ଶୁଣିବୁ ଯଦି କହରେ ଚାମଚା ?
@Rahul-vl5zn
@Rahul-vl5zn 2 жыл бұрын
Love you ❤❤❤❤ bro
@urbilkumar4540
@urbilkumar4540 2 жыл бұрын
Way of conversation: Op 👍☝️👌
@deepakmishra1311
@deepakmishra1311 2 жыл бұрын
Kishore Babu next CM candidate for AAP..
@dosomegoodwork5286
@dosomegoodwork5286 2 жыл бұрын
ଗୁଜବ ପ୍ରଚାର ଚାଲିଛି ।colour ମିଶେନି ମଟନ ଦେଖିଲେ ଆମେ ଖାଇଛୁ ଜାଣିଛୁ । ସମସ୍ତେ ଜାଣିଛନ୍ତି । BMC କୁ ମୋଟା ପଇସା ଦରକାର । Tax collector ପଇସା demand କରିଛି ଆଉ କିଛି ନୁହେଁ ।
@sajanhota72
@sajanhota72 2 жыл бұрын
2 quintal mutton...1 kg re 24 pis...4 pis ra plate 130 na 150.....130 half Hele 1 kg re 6 plate..130×6=780.. 200 kg re...780×200=156000...gote Dina ra bikri...hotel line 30..40% ta rahiba katha....sethire puni katha chuli..gas nahi..hotel room rent nahi..ecomdetion nahi..chala hotel na...staff kharchacha..haou haou sabu Kati ki 20% margin dhariba..156000 ra 20%=31200..haou chada..10%.. 15600...Dina ku....Hele masaku...15600×30=468000........aou jadi 20% nele 31200×30=936000....achha aou kichi na Hele bhi Dara dam dekhi ki..5% ta balu thib...kete heba mate jna nahi nije nije hisab karineba...baki rahila...hasi majak re kahideli...bekar time thila lekhideli...ame ta gariba loka....dehaku nebeni
@SoumyaRMohanty2003
@SoumyaRMohanty2003 2 жыл бұрын
Seita lokanku dekhajauni . BMC should check his bank balance and the tax he give to govt.
@trailokyanandinidas8141
@trailokyanandinidas8141 2 жыл бұрын
ବନ୍ଧୁମାନେ, ଲାଗୁଚି ଆପଣ ମାନେ କେବେ ବି ଅନୁଗୁଳ ଜିଲ୍ଲା କୁ ଆସି ନାହାନ୍ତି....ଯଦି ଆପଣ ମାନେ କେବେ ବି ଥରେ ଅନୁଗୁଳ ଆସିବେ ତା ପର ଦିନ ଏ କିଶୋର ଭାଇ ମଟନ କୁ ଭୁଲି କି daily ଅନୁଗୁଳ ଖାଇବା ପାଇଁ ଆସିବେ....total ଓଡ଼ିଶା ରେ ଯଦି ଖାଇବା ଉପରେ ଦେଖା ଯାଏ ତାହେଲେ ଅନୁଗୋଳ ଜିଲ୍ଲା ତଳେ ସବୁ ରହିବେ...... ଯେଉଁଠି କିଛି ଭଲ ନମିଳେ ସେଇଠି କିଶୋର ଭାଇ ମଟନ ଦିଏ but angul dist ରେ ପ୍ରତ୍ୟେକ ଗଳି କନ୍ଦି ରେ ଖାଇବା no.1 ...କେବେ ବି ଥରେ ଖାଇକି ଦେଖନ୍ତୁ....କିଶୋର ଭାଇ କୁ ପୁରା ଭୁଲିଯିବେ
@sian1164
@sian1164 2 жыл бұрын
Our Angul is always best 😘
@binayanayak9420
@binayanayak9420 2 жыл бұрын
Kishor Bhai jindabad 🤣🤣
@pranabpanda1016
@pranabpanda1016 2 жыл бұрын
Tomato Socks 🧦 nuhe re bhai..sauce....kebe bujhiba
@savethanature
@savethanature 2 жыл бұрын
ମାଗଣା ଖାଇବା ନପିଇବାରୁ ଏ ସବୁ ଡ୍ରାମା ବୋଧେ 🤔🤔🤔🤔🤔🤔
@prakashforyou
@prakashforyou 2 жыл бұрын
ଆପଣଙ୍କ ଖାଦ୍ୟର ତୁଳନା କରି ହେବ ନାହିଁ, ସାରା ଭାରତରେ ଏହା ଚର୍ଚ୍ଚିତ,, କିନ୍ତୁ ହୋଟେଲ କୁ ପରିଷ୍କାର ପରିଚ୍ଛନ୍ନ କରିବା ଆପଣଙ୍କ ନିତିଦିନିଆ ଦାୟୀତ୍ବ ହେବା ନିହାତି ଜରୁରୀ।।। ନହେଲେ ଆଜିର ଆଧୁନିକ ଯୁଗରେ ଏଭଳି ବିଜନେସ କୁ ଟାର୍ଗେଟ କରିବା ପାଇଁ ଏହି ସୋସିଆଲ ମିଡିଆ ରେ ଟ୍ରେଣ୍ଡ ଚଳାଇବା ସହଜ ହୋଇ ଗଲାଣି ।।
@umeshchandramohanty7390
@umeshchandramohanty7390 2 жыл бұрын
ପ୍ରକୃତରେ ରଙ୍ଗ ଓ ଚିନି ବହୁଳ ମାତ୍ରା ମୂଁ ଖାଇଛି, ଦୟାକରି ରଙ୍ଗ କି ଚିନି ମିଶାନ୍ତୁ ନାହଁ ବେପାର ଭଲ ଚାଲିବ
@nisidhkumarnayak6542
@nisidhkumarnayak6542 2 жыл бұрын
Mee too
@tapasbarik9571
@tapasbarik9571 2 жыл бұрын
Bmc ru kete maal milichi
@friendsfoodandfun619
@friendsfoodandfun619 2 жыл бұрын
@@tapasbarik9571 jtk tamaku milichi ta thu kam🤣
@hardworkneverdies5679
@hardworkneverdies5679 2 жыл бұрын
Humble person...Food quality is very good but yes environment could be more better
@AbhijitAVI
@AbhijitAVI 2 жыл бұрын
Khaicha Ebe Kebe jaiki na... Puruna test nahin ki quality bi nahin... Au Humble behavior khali TV re... Mu nije sethi khaichi bahut thara... Agaru badhia behave karuthila... Ebe Bhala chali ba pare Se khatir na kala bhali behave kare...
@lipsita_nag65
@lipsita_nag65 2 жыл бұрын
@@AbhijitAVI thk thk
@odiacommentarmy142
@odiacommentarmy142 2 жыл бұрын
Food quality is buddhi chelli, luna kinuni au jhala jindabaad. Narula ice cream khai loka mutton pochauchnti au
@girijamishra2318
@girijamishra2318 2 жыл бұрын
Neither he is an humble person nor poor. He is one of richest person in odisha
@ashutoshmahakud161
@ashutoshmahakud161 2 жыл бұрын
Third class food quality
@villageloverlalu4983
@villageloverlalu4983 2 жыл бұрын
Perfect answer re bhai
@mayurbhanjsnakesaver327
@mayurbhanjsnakesaver327 2 жыл бұрын
Pratidin Tv News ku mor Bahut bahut Dhanyawad Hala Gota Katha B M C Bala nku kahi daba Cuttack Hospital Side re thiba Sabu Hotel Ku Thara Buli Ki Asntu Tapare Kishar Bahi Katha Bujhibe
@Sakunimama9
@Sakunimama9 2 жыл бұрын
ଆଉ କାଖ ଝୋଳ ମିଶୁଛି। ସେତିକି ତୁମ ଗ୍ରାହକ ଙ୍କୁ ମିଳି ଗଲେ ବି ସେମାନେ ପାଦୁକ ପରି ଚାଖି ଦେବେ 😳🤣🤣
@mahendrabehera8980
@mahendrabehera8980 2 жыл бұрын
Environmental conditions may be bad but quality of food is very tasty.I think BMC or any media has demanded any money for which action is taken.
@abhisekhdas5093
@abhisekhdas5093 2 жыл бұрын
Bhai tame kebe khaicha tanka pakhare
@zsk5937
@zsk5937 2 жыл бұрын
Tastelesss.....
@Shubhamx5626
@Shubhamx5626 2 жыл бұрын
Laguchi , Bhai mutton khai nahanti.......... ( Kishore Bhai ) pakhare kimba mutton khai nahanti.
@suryakantsahu4154
@suryakantsahu4154 2 жыл бұрын
Nua bbsr jaicha bodhe ....bahut jinsa basi ta pakahre
@mahendrabehera8980
@mahendrabehera8980 2 жыл бұрын
Na mu khaini tanka pakhare jaha mu KZbin re sunichhi and mo sanga manank tharu
@prahaladkadraka5914
@prahaladkadraka5914 2 жыл бұрын
Super video
@tarsemsingh2253
@tarsemsingh2253 2 жыл бұрын
Very good stop
@ashutoshbehura9635
@ashutoshbehura9635 2 жыл бұрын
Thanks to pratidina TV for this news
@snayak7837
@snayak7837 2 жыл бұрын
ସତ କଥା ,କିଶୋର ଭାଇନା ଙ୍କ ମଟ୍ ନ ରେ ରଙ୍ଗ ଦିଆ ଯାଏ ନାହି,ସମସ୍ତ ଙ୍କ ସାମ୍ନା , ରେ ତିଆରି କରନ୍ତି,,ଲୋକ ମାନ ଙ୍କ ଭଲ ପାଇବା,ଅଛି , ସେଥି ପାଇଁ ,ଠିକ୍ ଚାଲିଛି, ରଙ୍ଗ ଦେଲେ ସ୍ଵାଦ ଏମିତି ରହିବ ନାହିଁ
@daku7689
@daku7689 2 жыл бұрын
Bala Te achhi khai ja tu mutton
@ashrumochanbarik7238
@ashrumochanbarik7238 2 жыл бұрын
Nice reporting 👍
@bibhutibhusanjena4499
@bibhutibhusanjena4499 2 жыл бұрын
Humble person..
@subhransusekhar840
@subhransusekhar840 2 жыл бұрын
Bhala hoichi....
@mahabirprasadpatra2278
@mahabirprasadpatra2278 2 жыл бұрын
Rajiya Prasidha😀😀😀😀😀😀
@Sushantpaleiofficial
@Sushantpaleiofficial 2 жыл бұрын
ଏ ସବୁ ଷଡ଼ଯନ୍ତ୍ର କିଶୋର ଭାଇ ମଟନ ଫେମଶ ବୋଲି ତା ପିଛାରେ ଲାଗିଛନ୍ତି ଏ ସବୁ ଅନ୍ୟ ହୋଟେଲ ମାନେ ବିଶେଷ କରି ଆଖ ପାଖ ହୋଟେଲ ସେମାନେ ଷଡ଼ଯନ୍ତ୍ର କରି କିଶୋର ଭାଇଙ୍କୁ ଫସେଇ ଛନ୍ତି ତା ହେଲେ ଶଳାମାନେ ଆଗରୁ କୁଆଡେ ଯାଇଥିଲେ ଏ କାମ ଆଗରୁ କରିପାରିଥାନ୍ତେ ସେ ପ୍ରସିଦ୍ଧ ବୋଲି ତା ପିଛାରେ ଲାଗିଛ ଶଳା ନିଜେ ତ କିଛି କରିପାରିବେନି ଅନ୍ୟ ମାନଙ୍କୁ କିଛି କରିବାକୁ ଦେବେ ନାହିଁ
@gunababu4335
@gunababu4335 2 жыл бұрын
ବାଳ ନା କିଶୋର ମଟନ ବାଳ
@dwarikanath1958
@dwarikanath1958 2 жыл бұрын
Please create video in good quality preparation foods , that is food preparation without color, cleanness maintaining hotels so that outsider as well as local peoples get a healthy food in this adulatory odisha.
@nickreynold
@nickreynold 2 жыл бұрын
ସବୁ ବିଷ. ଲୋକତ ମେଣ୍ଢା ଭଳିଆ ଲାଇନ ଲଗେଇଲେ ଆଉ ଘୁଷୁରୀ ଭଳିଆ ଗିଳିଗଲେ.ସେ କାହିଁକି ମନା କରିବା? ଯାହା ଅଛି ଠେଲି ଦେବ. ମୋର ଜଣେ ଜଣାଶୁଣା ପିଲା ଗାଁରୁ ନୂଆ କରିକି ରାଜଧାନୀ ଆସିଥିଲା. ମୋ ସହ ଗୋଟେ ଦୋକାନକୁ ଗଲା,ପ୍ରଥମ ଥର ଚିକେନ ପେଟିସ ଖାଇଲା(ମୁଁ ନିରାମିଷ ଵାଲା) ଆଉ ମୋ ଦେଖା ଦେଖି କୋଲା ଏବଂ ଫାଣ୍ଟା ମିକ୍ସ କରିକି ପିଇଗଲା. ଏମିତି ନିଶା ଧରିଲା ଯେ ଭଉଣୀ ଘଡିରୁ ପଇସା ଚୋରିକରି ସବୁଦିନ ଚିକେନ ପେଟିସ ଆଉ ମିକ୍ସ କୋଲଡ ଡ୍ରିଂକ୍ସ ଗିଳିଗଲା. ଦିନେ ଦେହ ଖରାପ ହେଇକି ଡାକ୍ତରଖାନାରେ ଝାଡା ବାନ୍ତି ହେଇକି ପଡିଲା. ମୁଁ ଦେଖିବାକୁ ଗଲି,ମୋତେ କହିଲା-ସେ ମୋତେ ସଢା ଚିକେନ ପେଟିସ ଦେଇଦେଲା. ମୁଁ କହିଲି-ତୁ ଘୁଷୁରୀ ଭଳିଆ ଗିଳିବାକୁ ଯିବୁ ସବୁଦିନ,ସେ ବି ଦେଖିଲା ପେଣ୍ଡିଆ ଗରାଖ,କାହିଁକି ମନା କରିବି,ଠେଲି ଦେଲା ଯୋଉଟା ଫୋପାଡ଼ିଦେଇଥାନ୍ତା.
@simirsen3317
@simirsen3317 2 жыл бұрын
Berhampur ପିଢା hotel kebe seal ହେବ ସେଇଟି ଭି hiyigine maintaine ହେଉନି and ବହୁତ ଗନ୍ଧିଆ ପରିବେଶ ଏବଂ ମାଂସ କୁ ଟିକି ଟିକି ଖଣ୍ଡ କରିକି ପୁରା ଅଳ୍ପ ଦେଉଛି and ଲୋକଙ୍କଠାରୁ ଠକାମୀ କରି ବେସି ପଇସା ନେଉଛି,ମୋର ସବୁ ଭାଇ ଭଉଣୀ ମାନଙ୍କୁ request ki ଏପ୍ରକାର ଚର ଟାଉଟର ହୋଟେଲ କୁ ଭି ଭାଙ୍ଗି ଦିଅ
@dibya63
@dibya63 2 жыл бұрын
Humble person kishore bhai
@kumarsatyajit91
@kumarsatyajit91 2 жыл бұрын
Babu nka gold chain dekhii Jana paduchii rata rati niyama badali jaithiba...😊😊
@gopalsahoo5566
@gopalsahoo5566 2 жыл бұрын
Color aasila kouthi
@sairamstudio361
@sairamstudio361 2 жыл бұрын
Thanks bmc
@girijamishra2318
@girijamishra2318 2 жыл бұрын
Bhai kete thakibu.
@Nickey_45-22
@Nickey_45-22 2 жыл бұрын
Ghare baneile b amti color asuchi. Ta ame color masauchu. Are tomato sauce kia use karuchi mutton re
@himanshupatel2194
@himanshupatel2194 2 жыл бұрын
Mg kishor
@kamleshrai6177
@kamleshrai6177 2 жыл бұрын
#Overbridge #Barpali #Jago #HallaBol पशु भी अपने अधिकार के लिए संघर्ष करते हैं! हाथियों को ही देख लें! जब उनके रास्ते में गांव, शहर, सड़क, फार्म हाउस आदि बनाये जाते हैं, तो वे लड़ते हैं! वे गुस्से में खेत, गांव आदि उजाड़ डालते हैं! उनके पास महात्मा बुद्ध, ईसा मसीह, महात्मा गाँधी नहीं थे, न हैं; इसीलिए उनके पास एकमात्र हिंसक रास्ता है! यहीं पर पशु और इंसान में बुनियादी फर्क नजर आता है! लेकिन हम तो इंसान हैं! और हमारे पास अपने अधिकारों की रक्षा के लिए शांतिपूर्ण रास्ता भी है! हम महान प्राणी हैं! लेकिन कई बार हम उन पशुओं से भी निम्न श्रेणी के प्राणी साबित होते रहे हैं; जब हम अपने अधिकारों को लुटते-छिनते हुए चुपचाप देखते रहते हैं!! तब लगता है कि ऐसे मानवों से बहुत बेहतर प्राणी वो हाथी, जो अपने अधिकारों के लिए प्राण तक देने को तैयार!! शहरों में रहने भर से कोई नागरिक नहीं बन जाता! कार, बाइक में चलने; बिल्डिंगों में रहने, कीमती कपड़े पहनने, बड़ेबड़े भोज करने भर से कोई नागरिक नहीं हो जाता!! नागरिक होने के लिए सबसे पहले जागरूक, विवेकवान, सामाजिक होना जरूरी है! जो अपने अधिकार और कर्तव्य के बारे में अच्छे से समझता है और अपने कर्तव्यों को पूरा करते हुए अपने अधिकारों के लिए संघर्ष करता है; वही सही मायने में "नागरिक" है!! वरना कुत्ते, बिल्ली, सुअर, गाय, बैल, भैंस, बकरी भी खाना खाते हैं; जीवन गुजारते हैं और मर जाते हैं!! हम उन #बेजुबान जानवरों से बेहतर हैं, तो हमें अपने अधिकारों की रक्षा के लिए लड़ना होगा!! लड़ने के कई स्तर और कई तरीके हैं!! कमसेकम #गिलहरी से तो कुछ सीखें हमलोग!! बरपाली अंचल सहित पूरे देश-दुनिया के इंसानों जागो!! जागो जागो जागो ... ... #Overbridge #Barpali #Jago #HallaBol
@padmalochanmata5184
@padmalochanmata5184 2 жыл бұрын
Good
@CHITRASENASAHOO
@CHITRASENASAHOO 2 жыл бұрын
୧୦୦% ମିଛୁଆ ବେପାରି
@pintusabat9693
@pintusabat9693 2 жыл бұрын
ଦୋକାନ ଭିତର କିଛି ସଫା ସୁତୁରା ନାହିଁ। ପରିଷ୍କାର ପରିଚ୍ଛନ୍ନ ବି ନାହିଁ।। ଲୋକ ମାନେ ନିଜ ସୁରକ୍ଷା ନିଜେ ଚିନ୍ତା କରି ଏପରି ଜାଗାରୁ ମଟନ ଖାଇବା ଉଚିତ୍ ନୁହଁ।
@bikashkumardalei843
@bikashkumardalei843 2 жыл бұрын
Hele ebe au ete khas laguni kishore bhaina mutton... Ama Puri sakhigopal jaya dhaba mutton best😋
@SHANTI_ODIYA
@SHANTI_ODIYA 2 жыл бұрын
2kg Chaina salt use karuchhanti
@principalff1788
@principalff1788 2 жыл бұрын
Tame asi deki jaithila na kn 😒
@SHANTI_ODIYA
@SHANTI_ODIYA 2 жыл бұрын
@@principalff1788 yes jaiki dekha janiba
@sankarpardhan2920
@sankarpardhan2920 2 жыл бұрын
Bhai ok ok
@spnayak8713
@spnayak8713 2 жыл бұрын
Market re food colour , plastic carry bag, bikri hebaku Sarkar permission dauchi.. au taku use kale fine bi nauchi.. Wahhhh.... Ki Rajaniti maaa 😀 BMC balanka pura Rajo... 😀 😀
@SoumyaRMohanty2003
@SoumyaRMohanty2003 2 жыл бұрын
#stopPlasticUse #ShameOnGovernment #DramebaazBMC 😂🤣
@suvashchandraswain391
@suvashchandraswain391 2 жыл бұрын
Hygeine 1st , reputation is lossed , please take care , customer are happy,tasty food. Food industry checking is required always
@sumantakumarpanda2560
@sumantakumarpanda2560 2 жыл бұрын
Nonsense such unhygienic surrounding and rotten food is served . Thanks to BMC.Arrest him
@odiadhun482
@odiadhun482 2 жыл бұрын
Ranga miseinu ta kan aape aape red hauchi 😂🤣🤣
@muralimarbletiles5414
@muralimarbletiles5414 2 жыл бұрын
ବିଏମଷି କୁ ଦେଖା ଜାଉନି ସଡ଼କ ସାଇଟିରେ ଦୋକାନ ଅଛି କେତେଗୁଡ଼ିଏ ସବୁ ଦୋକାନ ରେ କଲର ମିସା ବିଷ ତାକୁ ଚଢ଼ାଉ କରି ପାରିବେ କରିଦେଖା
@RohitTailoring
@RohitTailoring 2 жыл бұрын
କିଶୋର ଭାଇନା ତମାଖୁ ଖାଇକି ମଟନ ରାନ୍ଧିବା ଫେମସ୍
@binayansr1841
@binayansr1841 2 жыл бұрын
Open ରନ୍ଧା ହେଉ ଥିଲା କାହାକୁ କେମିତି କିଛି ଦିଶିଲା ନାହିଁ ଏହା ଅହଙ୍କାର ର ଖେଳ
@osamaobama1574
@osamaobama1574 2 жыл бұрын
Bhala hela
@dilshanbudding9788
@dilshanbudding9788 2 жыл бұрын
Cool man
@143Bikram
@143Bikram 2 жыл бұрын
Super chalakh loka 🤔🤔🤔
@pitambarbehera6758
@pitambarbehera6758 2 жыл бұрын
Thank,you,you,are,taking,care,of,meal,of,people,for,cleanness,in,Bhubaneswar,city.
@kumaromanu3137
@kumaromanu3137 2 жыл бұрын
Hii
@hawaiiadda1615
@hawaiiadda1615 2 жыл бұрын
ଲାଞ୍ଚ ଦେଲା ପରେ ସବୁ ଠିକି ଚଳିବ ଭାଇ ।
@omkarpanigrahy9363
@omkarpanigrahy9363 2 жыл бұрын
ମିଡ଼ିଆ ବାଲା ତ ସବୁ ହାଇଲେଟ୍ କରିଚନ୍ତି କିଛି ଦିନ ମନ କୁ silet haijibo sabu
@srimantapanigrahi2765
@srimantapanigrahi2765 2 жыл бұрын
ପୁରା ଖରାପ ଖାଦ୍ୟ Chaina salt ମିଳୁଛି Food inspector money Naichanti
@srimantapanigrahi2765
@srimantapanigrahi2765 2 жыл бұрын
So He doesn't action to kishor bhaina That is true
@niranjanpatra84
@niranjanpatra84 2 жыл бұрын
Kishore bhai mutton taste jaha heu but hygienic upare tikye najar diantu...Kishore bhai bhari chalu achhi income adhika kariba license renewal karibani 😂😂
@soumyamohapatra1280
@soumyamohapatra1280 2 жыл бұрын
କିଶୋର ଭାଇନା ଫାଇନ ଦେଇ ନାହାନ୍ତି ବଟୀ ଦେଇଛନ୍ତି ସେଥିପାଇଁ ତ ସେ ଖୋଲମ୍ ଖୁଲା ବିକୁଛନ୍ତି...
@somnathmohanty3557
@somnathmohanty3557 2 жыл бұрын
Vijaya sir buli buli dekhibe Bhubaneswar sabu dokan se chaa dokan hau ki hotel
@top10lessons
@top10lessons 2 жыл бұрын
Hmm Bhai tame tike neatand clean rakha please
@ranjan542
@ranjan542 2 жыл бұрын
Tomato socks nunhe re ba tomato sauce..
@u_bro_creation2547
@u_bro_creation2547 2 жыл бұрын
20ବର୍ଷ ହେଲା BMC କଣ କଣ କରୁଥିଲା ।
@trueman7249
@trueman7249 2 жыл бұрын
Food quality is good but cleaningness heba darkar
@jyotiprakashmohapatra1950
@jyotiprakashmohapatra1950 2 жыл бұрын
ଆଗରୁ କେହି ଚଢ଼ାଉ କରୁ ନଥିଲେ you tube ରେ viral ହେଲା ପରେ ଆସି ........ ହଉଛନ୍ତି ।
@sujanpatra8930
@sujanpatra8930 2 жыл бұрын
Bhai pana rassa ta mutton jhola re padile pura bobal 👍👍, aji kali loka chinta dhara HeLa khayeba aau medicine khayeba..Madichala☺☺☺ And the food colour and saucege are used in fast food which was recently opened by him.
@pujaranimallick305
@pujaranimallick305 2 жыл бұрын
Kete badhia personality ☺️
@sureshkumarjena5719
@sureshkumarjena5719 2 жыл бұрын
Jadi sata ta hele jaldi bandh kara dia jaau good decetion
@subaskumarsahoo6887
@subaskumarsahoo6887 2 жыл бұрын
kisor matan Jay
@mr_das47
@mr_das47 2 жыл бұрын
Many friends of mine are staying in Germany and America. Whenever they visit Bhubaneswar, they use to go this place for Mutton curry. Though I am vegetarian, I support this Kishore. I would suggest to Govt. take some tax and allow him to do the business.
@rajztzimi0230
@rajztzimi0230 2 жыл бұрын
May b ur friends dont bother about cleaniness...
@AbhijitAVI
@AbhijitAVI 2 жыл бұрын
Nali Kankada Au Nali Chungudi tike dekheila camera re.. ranga use karuna kahucha...
@sarbeswardash2
@sarbeswardash2 2 жыл бұрын
ଟିକେ ମଟନ ଖାଇବାକୁ ଇଛ୍ଛା ଥିଲା ଅଫିସରଙ୍କ ର
@sarangirsatya
@sarangirsatya 2 жыл бұрын
Denga munda re thenga.. dont worry bhaina..kiye asu na asu .mu sabu bele tama mutton fan..
@barunabhijeet4880
@barunabhijeet4880 2 жыл бұрын
Wow kishore bhai amara sati sabitri pura khira re gadhau chanti
@bijaysamantrayjatra
@bijaysamantrayjatra 2 жыл бұрын
ସବୁଠାରୁ ବେକାର ମଟନ
@uttamjena3727
@uttamjena3727 2 жыл бұрын
Bmc କୁ ପଇସା ମିଳିନାହିଁ ସେଇଥିପାଇଁ
@WorldIsMother
@WorldIsMother 2 жыл бұрын
KIshore bhaina move your facility to a nice dhabba . leave that place and maintain hygiene .
99.9% IMPOSSIBLE
00:24
STORROR
Рет қаралды 31 МЛН
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН