‘25 ବର୍ଷର ସରକାର 25 ଦିନର ସରକାରକୁ ପ୍ରଶ୍ନ କରୁଛି’ |Price Rise In Odisha | BJP Govt |BJD |Odisha Reporter

  Рет қаралды 33,016

Odisha Reporter

Odisha Reporter

Күн бұрын

'25 ବର୍ଷ ସରକାରରେ ଥିଲା ବିଜେଡି, ଓଡ଼ିଶାରେ ବିଜେପିର ସରକାର 25ଦିନ ବି ହୋଇନି । ଆଶ୍ଚର୍ଯ୍ୟ ଲାଗୁଛି 25 ବର୍ଷର ସରକାର ନିଜର ବିଫଳତାକୁ ହଠାତ ଭୁଲିଯାଇ 25 ଦିନ ହୋଇନଥିବା ସରକାରକୁ ପ୍ରଶ୍ନ କରୁଛି ।' ଏପରି କିଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
xOdisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #AnilBiswal #BJP #BJD #OdishaPolitics #PriseRise #VegetablePriceHike

Пікірлер: 344
@baikunthamajhi3416
@baikunthamajhi3416 3 ай бұрын
BJD ବାଲାଙ୍କୁ ଖାଳି ରେଟ୍ ବାଧୁଛି , କାହିଁ ବିଜେଡି ବାଲା ସମୟରେ ରେଟ୍ ବଢିନଥିଲା
@Satyasaibhakti
@Satyasaibhakti 3 ай бұрын
Tamara kana Paisa kautu mariki anuchaki. Gariba lukanka Katha bhaba.
@bidyadharraut55
@bidyadharraut55 3 ай бұрын
Bjd samayare heithila
@Satyasaibhakti
@Satyasaibhakti 3 ай бұрын
@@bidyadharraut55 kana heithila recharge kia badheichi,Dali,tela,caula kia badhauchi thare akhi khuliki dekha
@adityamallick7881
@adityamallick7881 3 ай бұрын
​ହଇରେ ମାଗଣା ଖିଆ ଯଦି ଦର୍ ଦାମ୍ ଏତେ ଖରାପ ଲାଗୁଛି ...... ୭ମ ବେତନ ମନା କରିଦେ ଆଉ ୨୦୦ ଟଙ୍କା ମଜୁରୀ ନେ ସବୁ ଶସ୍ତା ରେ ମିଳିବ@@Satyasaibhakti
@adityamallick7881
@adityamallick7881 3 ай бұрын
​​@@Satyasaibhakti ତୁ ମୁଣ୍ଡ ବିକା ଅର୍ଦ୍ଧ ଶିକ୍ଷିତ.. ଟିକେ ପଢା ପଢି କର ... ଗଣ୍ଡ ମୁର୍ଖ ଙ୍କ ପରି ତୁଚ୍ଛା ଭାଷଣ ଦେଲେ କଣ ହେବ ... ଦର ଦାମ୍ ୨୫ ଦିନ ର ସରକାର ବଢେଇଛି ଆଛା... ତାହା ହେଲେ ବାକି ରାଜ୍ୟ ରେ କିଏ ବଢ଼େଇଛି ???
@bajunath3828
@bajunath3828 3 ай бұрын
ବିଜେଡି ନେତା ପାଗଳ ହୋଇଯାଇଛନ୍ତି କାରଣ ନିଜର ହାତରୁ ଖମତା ନାହିତ ଏବେ ମାଟି ଚାଟୁଛନ୍ତି ଛିଛିଛିରେ ବିଜେଡି ନେତା
@DamruDamru-ch5ec
@DamruDamru-ch5ec 3 ай бұрын
Right answer bro.
@Arohi348
@Arohi348 3 ай бұрын
Right
@samarendramohanty5973
@samarendramohanty5973 3 ай бұрын
ଠିକ କଥା ପାଗେଲା ହେଇ ଗଲେଣି
@bijayakumarsahoo4623
@bijayakumarsahoo4623 3 ай бұрын
ଅତି ସୁନ୍ଦର ମତାମତ BJD ଶିକ୍ଷା ପାଇବେ 25ବର୍ଷରେ କିଛି କରିପାରିଲନି 25 ଦିନ ହୋଇନି ଯୁକ୍ତି କରୁଛ।ଦେଖ ଆଗକୁ କଣ ହେଉଛି।
@bisoipubliccreation8873
@bisoipubliccreation8873 3 ай бұрын
Bjd ସରକାର ଟମାଟୋ 200ରେ ବିକୁଥିଲା,
@sanjaybiswal9242
@sanjaybiswal9242 3 ай бұрын
ନବୀନ ପଟ୍ଟନାୟକ ମଦୁଆ କରିଦେଲେ
@UpendraBehera-o1z
@UpendraBehera-o1z 3 ай бұрын
ବିଜେଡ଼ି ଲୋକମାନେ ପାଗଳ ହୋଇ ଯାଇ ଛନ୍ତି। ପାଞ୍ଚ ବର୍ଷ ଅପେକ୍ଷା କଲେ ଜଣା ପଡ଼ିବ ।କିଏ ଭଲ ।
@amitakar948
@amitakar948 3 ай бұрын
ସେଇଟା ଆମ ପାଇଁ ଦୁଃଖ ବିଜେଡି ତା କଥା ଭୁଲି ଯାଉଛି
@Official_B.kanhar
@Official_B.kanhar 3 ай бұрын
Right
@manojdikshit1308
@manojdikshit1308 3 ай бұрын
ବିଜେଦି ଙ୍କୁ କୁହ ସିବିଆଇ ଅଫିସର ଆସୁଛନ୍ତି
@BiswanataBarik
@BiswanataBarik 3 ай бұрын
ଆପଣ ଜାହାକହୁଛନ୍ତି ପୁରା ଠିକ୍ ଏଥୀପାଇ BJD ଦାଈ😂😂😂😂😂😂😂
@anilkumarbehera8151
@anilkumarbehera8151 3 ай бұрын
ବହୁତ ଭଲ ଲାଗିଲା ଅଭିଭାଷଣ
@PurandharSagria-wy1dt
@PurandharSagria-wy1dt 3 ай бұрын
ବିଜେଡି ସରକାର ଥିଲା ବେଲେ ବି ତୋ ପିଆଜ ରେଟ ୧୦୦ ଟଙ୍କା ଥିଲା ସେଟାକେ ଭୁଲି ଗଲେ କି ବିଜେଡି ବାଲେ
@TECHRDS-ow6ct
@TECHRDS-ow6ct 3 ай бұрын
ଭାଇ ଗତବର୍ଷ ଟମାଟର 200 ଟଙ୍କା ଥିଲା
@AnilMishra-ii8rc
@AnilMishra-ii8rc 3 ай бұрын
Right 👍
@sissis8654
@sissis8654 3 ай бұрын
ବିଜେଡି ବାଲାଆଉ,ଠକି,ପାରୁ, ନାହାନ୍ତ,,ତୁମର, କଥାଟିକୁ,ମନେପକା
@ranjitabiswal4860
@ranjitabiswal4860 3 ай бұрын
Ekdam right katha e katha kichhi loko bujhi paru nahanti
@avinnasahoo5014
@avinnasahoo5014 3 ай бұрын
ସେଥିପାଇଁ ପରା ଲେଖାଶ୍ରୀ ବିଜେପି ରୁ ତଡ଼ା ଖାଇ ମାଇ କୁତି ପରି ୫ବର୍ଷ ହେବ ନବ ବଲେ ବଲେ ଖୁନ୍ଦା ଖାଇବା ଥୟ
@rohitameher84meher41
@rohitameher84meher41 3 ай бұрын
ଲୁଚିଛି ନା ଗୋଡ ଦିଟା ଦିଶୁଚି 😂😂😂😂
@RabindraPuhan-ui4pm
@RabindraPuhan-ui4pm 3 ай бұрын
ବିଜେଡି ଚାହିଁଥିଲେ ବହୁତ କିଛି କରିପାରିଥାନ୍ତେ
@ashatutorial6176
@ashatutorial6176 3 ай бұрын
Bohut karichhi....1999 odisha...2024 odisha bhitare bohut farak achhi
@adityamallick7881
@adityamallick7881 3 ай бұрын
​@@ashatutorial6176 ନା ତୁମେ କଣ କହୁଛ... ଖାଲି ଖଟିଆ ସେବା ନେଇ ଗାଦି ମାଡ଼ି ବସିଥାନ୍ତା BJD ... ଯେକୌଣସି ସରକାର ହେଉ ଯେଉଁ ପଦବୀ ହେଉ ସେ ଅଳ୍ପ ବହୁତ୍ କିଛି କାମ କରେ ... ହେଲେ ଏଠି ୨୫ ବର୍ଷ ତୁଳନା ରେ କିଛି ହୋଇ ନାହିଁ ବୋଲି କୁହା ହେଉଛି ସରକାର ବଦଳି ଯାଇଛି ...
@biju2045
@biju2045 3 ай бұрын
Kichi daya karinahanti
@bichitrakumarpatra3707
@bichitrakumarpatra3707 3 ай бұрын
ଏମାନଙ୍କ ମୁହଁକୁ ଲାଜ ନାହିଁ 😂
@pintubehera6057
@pintubehera6057 3 ай бұрын
BJD ସରକାର ରେ ଥିଲା ବେଳେ ଟମାଟ ରେଟ୍ 200 ଯାଇଥିଲା କାଇଁ ସେତେବେଳେ ତ ତମେ ଓଡ଼ିଶା ବାସୀ ଙ୍କୁ କେବେ ଶସ୍ତା ରେ ଟମାଟ ଦେଈ ନଥିଲା ଏବେ କାହିଁ ବେଶୀ badhuchi
@AnilMishra-ii8rc
@AnilMishra-ii8rc 3 ай бұрын
Right 👍
@SatyajitDas-m8o
@SatyajitDas-m8o 3 ай бұрын
Right katha kahila bhai 👍
@samireshmisra4562
@samireshmisra4562 3 ай бұрын
Absolutely right.
@abanipradhan
@abanipradhan 3 ай бұрын
BJD ବଧ ପାଗଳ 😂😂😂😂😂😂😂
@bidyadharraut55
@bidyadharraut55 3 ай бұрын
100 % R8
@DiptiMohapatra-vb2dl
@DiptiMohapatra-vb2dl 3 ай бұрын
Right
@aktutorial1179
@aktutorial1179 3 ай бұрын
ସଠିକ ଉତ୍ତର 👍🏻
@biswanathswain4574
@biswanathswain4574 3 ай бұрын
ବିଜେଡି ଅତି କମ ରେ 15 ବର୍ଷ ଅପେକ୍ଷା କରିବା ଉଚିତ ତା ପରେ ବିଜେପି କୁ ପ୍ରଶ୍ନ କରିବା ଉଚିତ
@shivasankarSamal-e6p
@shivasankarSamal-e6p 3 ай бұрын
Pura thik Katha 😊
@ashatutorial6176
@ashatutorial6176 3 ай бұрын
Pagal....
@adityamallick7881
@adityamallick7881 3 ай бұрын
​​@@ashatutorial6176 ତୁମେ ତ .... ସେଇଟା ଆମେ ଜାଣିଛୁ
@NrusinghaCharanRatha
@NrusinghaCharanRatha 3 ай бұрын
"ଗୋଦରୀ ଲୋ ତୋ ଗୋଡ଼କୁ ଟିକେ ଅନା ।" ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@kathaaurkahani9335
@kathaaurkahani9335 3 ай бұрын
25 yr ଭିତରେ ଗୋଟେ ବନ୍ଧ କରି ପାରିଲେନି ରାଜ୍ୟରେ। ସବୁ ବର୍ଷ ବର୍ଷାଦିନେ ଆଉ ଖରାଦିନେ ପାଣି ଅସୁବିଧା । ଦୋଷ ଦେବେ ଆନ୍ଧ୍ର ଆଉ ଛତିଶଗଡ କୁ । ହୀରାକୁଦ ଡ଼୍ୟାମ ବୋଧେ ଅମର ଲଡୁ ଖାଇଛି, ସେଇଟା କେବେ ଭଙ୍ଗିବନି ।
@bikashnaik7625
@bikashnaik7625 3 ай бұрын
Right
@theommeducation5164
@theommeducation5164 3 ай бұрын
ଆଉ ପେଟ୍ରୋଲ,LPG, ଡିଜେଲ, ଟିକିଏ କହିଲେନି।।।
@SaratBehera-mt3uu
@SaratBehera-mt3uu 3 ай бұрын
ଚାଉଳ rate କାହିଁକି ବଢ଼ିଛି,ଆଉ ମୁଢ଼ିରେ GST ସବୁ ଖାଇବା ଜିନିଷରେ GST ସେ ବିଷୟରେ ଟିକେ କୁହ
@babulakanhar062
@babulakanhar062 3 ай бұрын
Bjd bala ନାରୀ ନିର୍ୟା ତନା କଥା tk chinta karu ବେକାର କାମ ନା କରୁ
@KarishmaGouda-w2f
@KarishmaGouda-w2f 3 ай бұрын
Really right Sir
@ayushjena3206
@ayushjena3206 3 ай бұрын
Right
@sujitpradhan994
@sujitpradhan994 3 ай бұрын
Bhuta bhala lagila sir 🙏🏾
@Mr24811
@Mr24811 3 ай бұрын
ତୁମେ କ'ଣ ଭାବୁଛ ୫ ବର୍ଷ ଅପେକ୍ଷା କରିବେ, ଭାଇ ସେତେବେଳେ ବିଜେଡି ଦୟା ରେ ବିଜେପି ବିଲ୍ ପାସ୍ କରିଥିଲେ ଏବେ ତୁମର ରଂଗ ବାହାର କରି ଦେବ, ତୁମେ କ'ଣ ବସ୍ ରଂଗ ଵଦଳାଇବ ରହ ପୁଅ ପଡିଛୁ ହାଵୁଡେ ଏ ଥର ?????
@kalucharanpaikray7238
@kalucharanpaikray7238 3 ай бұрын
ସେମାନେ ଅପାରଗ ବୋଲି ତାଙ୍କୁ ସରକାର ରୁ ହଟାଇଦିଆଗଲା.. ଏବେ ଜନତାଙ୍କ ପ୍ରଶ୍ନକୁ ପ୍ରତିହତ କରିବାପାଇଁ ଡିପ୍ଲୋମାଟିକ ଅପଚେଷ୍ଟା କରନ୍ତୁ ନାହିଁ.
@pn5100
@pn5100 3 ай бұрын
ଠିକ୍ କଥା ଭାଇ
@manojbehera5551
@manojbehera5551 3 ай бұрын
ଭାଇ ପୁରା ଠିକ୍ କଥା କହି ଛ
@ajaymurmu5981
@ajaymurmu5981 3 ай бұрын
BjDଅମଳରେ120ବିଲାତିଏବେତ60/ରୁ80
@KalyaniPuhan-ks9ep
@KalyaniPuhan-ks9ep 3 ай бұрын
Right 👍
@sudhakarsahu333
@sudhakarsahu333 3 ай бұрын
Right statement.
@sudhirkumarsethy4261
@sudhirkumarsethy4261 3 ай бұрын
Very good Bro
@judhisthirapradhan3274
@judhisthirapradhan3274 3 ай бұрын
Right
@sanjulatagiri8117
@sanjulatagiri8117 3 ай бұрын
Right
@rahulbadset
@rahulbadset 3 ай бұрын
BjD ଟିକ କହୁଛି
@ajayadas4994
@ajayadas4994 3 ай бұрын
Proper analysis
@bs5503
@bs5503 3 ай бұрын
ତମେ ଦେଶରେ ଦଶ ବର୍ଷ ଶାସନ କଲ ତୃତୀୟ ବାର ଶାସନ କୁ ଆସୁ ଆସୁ ମୋବାଇଲ ତାରିଫରେଟ 25%ବଢ଼ିଗଲା bsnl କୁ ଖାଇଦେଲେ ମୋଦି ତମେ ସବୁ ବିକ୍ରି କରି ଦେଲ
@baishakhimahanta6681
@baishakhimahanta6681 3 ай бұрын
Right
@MrRanjankumarsahoo
@MrRanjankumarsahoo 3 ай бұрын
ଠିକ କଥା
@debabratabehera6423
@debabratabehera6423 3 ай бұрын
ଶଳା ଚୋରଙ୍କର ମୁହଁ ଟାଣ
@pradeepkumarjena4162
@pradeepkumarjena4162 3 ай бұрын
ବିଜେଡି ହାରିଯିବପରେ ରାଗରେ ତାଟିଆ କାମୁଛନି ବିଧାୟକ ବିଧାୟିକା ମାନେ ବସିପଡୁଛନି
@manojkumarmaharana6629
@manojkumarmaharana6629 3 ай бұрын
Absolutely right
@sadanandmohanty3537
@sadanandmohanty3537 3 ай бұрын
Very nice reply sir 😀😀😀😀😀❤❤❤❤❤❤
@ganeshPohi-zz5xd
@ganeshPohi-zz5xd 3 ай бұрын
Jay bjd
@sambhunathjena7178
@sambhunathjena7178 3 ай бұрын
Bjd ଵାଲା ପାଗଳ ହେଇଗଲେଣି 😄
@soubhagyasahoo3218
@soubhagyasahoo3218 3 ай бұрын
Sata katha bhai, bjd khymata chaligala boli kanduchi
@MitaliMadhusmitaSwain-i8z
@MitaliMadhusmitaSwain-i8z 3 ай бұрын
25 dina??? Ame ba 10 year hela dekhuchu center re kn ta neutaucha😂😂😂
@dallydhala4796
@dallydhala4796 3 ай бұрын
BJD 25 ବର୍ଷ ଭିତରେ ମେଣ୍ଟ ସରକାର ଥିଲା 9 ବର୍ଷ ଆଜ୍ଞା ତେଣୁ ଭୁଲି ଯାଉଛ କେମିତି ସବୁ କଥା ଆଉ ଯେଉଁ ବାକି ବର୍ଷ ରହିଲା ସେଥିରେ କେନ୍ଦ୍ର ସରକାର ଙ୍କୁ 100% ଭୋଟ ଦେଲା BJP ପାଇଁ ତେଣୁ କେନ୍ଦ୍ର, ରାଜ୍ୟ ଠିକ୍ ସମର୍ଥନ ରେ କାମ ହେଇଛି ଆଉ କଣ 25 ବର୍ଷ କହି ଲୋକ ଙ୍କୁ ପାଗଳ କରୁଛ
@biruamamalaxmi541
@biruamamalaxmi541 3 ай бұрын
Pandu chamcha 😂😂
@Lion0091
@Lion0091 3 ай бұрын
silent is the opposite of violence ଜାଣିନି ବିଜେଡି, ଆଉ କଂଗ୍ରେସ
@BikashRanjanNayak-i1m
@BikashRanjanNayak-i1m 3 ай бұрын
bjd adha bhangigalani au alap tike achi bhangijibaku sethi paein emiti rampidi rumpidi hauchi.
@BijuPalaka-y3z
@BijuPalaka-y3z 3 ай бұрын
Bjp jindabad
@subrat5150
@subrat5150 3 ай бұрын
Sathik katha manaku paila
@skswain4you66
@skswain4you66 3 ай бұрын
Krushi khetra bahut unati heichi kia kahuchi heini
@sadanandmohanty3537
@sadanandmohanty3537 3 ай бұрын
Jay sriram Jay Odia 🙏🙏🙏🙏🙏
@satyajitsahu9488
@satyajitsahu9488 3 ай бұрын
24 year sarkar Kama karichhi boli ta pacharuchhi, abe kete ta andha bhakta galuami karibe, jemiti se kounasi subidha painathile, bujhiba bela asuchhi byasta huani 😮😮😮😮😮😮
@satyajitsahu9488
@satyajitsahu9488 3 ай бұрын
A bjp bala kede dhi galua kire, nije kahithile double engine boli, election pare 😮😮😮🤔🤔🤔🤧🤧🤧🤧🤫🤫🤫
@Tuludas-d6b
@Tuludas-d6b 3 ай бұрын
ଅଯୋଗ୍ୟ ନବୀନ କୁ ଜେଲ ପଠାଇବା ଦରକାର
@akashkumarrout674
@akashkumarrout674 3 ай бұрын
Right
@LaxmikantaDhal-gw6yx
@LaxmikantaDhal-gw6yx 3 ай бұрын
Dubal engine sarkar..kahuchho ..
@swagatikamohanty8943
@swagatikamohanty8943 3 ай бұрын
Bjp bjd ment thila kete year bjd ku kn kahuchhanti 25 year sasan karuthile boli
@ajayakumarb957
@ajayakumarb957 3 ай бұрын
Thank you bro
@BikashRanjanNayak-i1m
@BikashRanjanNayak-i1m 3 ай бұрын
lekha shri Samanta Singhara ketebele ethi ketebele sethi sie nije ta thik kariparunahin se kariba kan.sie ta Khali tar tala dyash samasthanku bantila sie kariba kan.
@azubizu2534
@azubizu2534 3 ай бұрын
ନିଜ ନାକରେ ଏତେ ଗୁହ ଅଛି, ବସୁନି???? ପର ଗାଣ୍ଡି ଶୁଙ୍ଘିବାର ଅଭ୍ୟାସ ଛାଡ଼ୁନି????
@jyotithakur6462
@jyotithakur6462 3 ай бұрын
Tomato kg 400 ...bjd bodhe bhuli galy ni
@kamallochannayak9660
@kamallochannayak9660 3 ай бұрын
Dhik BJD,
@dillipcreations2010
@dillipcreations2010 3 ай бұрын
ଓଡ଼ିଆଙ୍କୁ ୨୫ ବର୍ଷ କାଳ ଲୁଟିଲ ... ଏବେ ସରକାର ଚାଲିଗଲା ପରେ ଦରଦାମ ବୃଦ୍ଧି କଥା ମନେ ପଡ଼ିଲା ।
@SujitKumarBarisal
@SujitKumarBarisal 3 ай бұрын
25 Dina Bhitare Tame Kn kala Congress Bhavan Bhita raku teka pathha ra mari la .
@jiki.polad8642
@jiki.polad8642 3 ай бұрын
Hau bhai tame kahila bjd ghua khaila ta artha BJP ebe ghua kahibi kahuchi khau khau kichi asubidha nahi au tike tubi khaija tike bhala heba.
@SurprisedCrosswordPuzzle-pc5bt
@SurprisedCrosswordPuzzle-pc5bt 3 ай бұрын
ବହୁତ ବହୁତ ଧନ୍ୟବାଦ
@debashishswain486
@debashishswain486 3 ай бұрын
୨୦୧୪ ରୁ ଜନତା ଯୁମଲା ର ଚଟଣୀ ଚାଖୁଛନ୍ତି ଓଡ଼ିଶା କୁ ଆସିନଥିଲା ଏବେ ସବୁ ମହଙ୍ଗା ଓଡ଼ିଶା ବାସୀ ଏବେ ଯୁମଲା ଚଟଣୀ ର ମଜା ନେବାପାଇଁ ପୁରା ରେଡ଼ି।
@bijayakumarsahoo4623
@bijayakumarsahoo4623 3 ай бұрын
ପାଣ୍ଡିଆ ବାବୁ କୁଆଡେ ଗଲେ ଆଉ ଦେଖା ଯାଉନାହାନ୍ତି। ସିଏ ଥିବା ବେଳେ କୋଉ ବିଧାୟକ ଆଗକୁ ବାହାରୁ ନଥିଲେ ସିଏ ଗଲାପରେ ବହାରୁଛନ୍ତି।
@kalucharanpaikray7238
@kalucharanpaikray7238 3 ай бұрын
ଆପଣ BJP ର ଏଜେଣ୍ଟ କି ?? କରିକି ଦେଖାନ୍ତୁ.. ପ୍ରଶ୍ନ ପାଇଁ ବ୍ୟସ୍ତ କାହିଁକି..?? ଯଦି ଆପଣଙ୍କର ଏଭଳି vision (ସୁନ୍ଦର )ଅଛି.. କିମ୍ବା ସ୍ବପ୍ନ ଅଛି ତେବେ କାହା ପ୍ରଶ୍ନକୁ ପ୍ରତିହତ କରିବାର ଅପଚେଷ୍ଟା ନକରି ଉନ୍ନତି କରିବାପାଇଁ ଚେଷ୍ଟା କରନ୍ତୁ ସମୟ ନଷ୍ଟ କରନ୍ତୁ ନାହିଁ.. Media କୁ ଆସି ba😂ଆବଶ୍ୟକ କଣ ?? ଆମେ ସମସ୍ତେ ନୂଆ ସରକାରଙ୍କ ସହ ଅଛୁ... ସାଢ଼େ ଚାରିକୋଟି ଓଡ଼ିଆ ଙ୍କ ମୁଖ୍ୟ ଆମ ମୁଖ୍ୟମନ୍ତ୍ରୀ...
@pradeeppradhankeshpur2830
@pradeeppradhankeshpur2830 3 ай бұрын
Chura channel 😂❤
@ranajitjena4668
@ranajitjena4668 3 ай бұрын
ଆରେ ଗୁଜୁରାଟି ଗୋଲାମ କ୍ରୀତଦାସ ଗୋଟେ ସରକାରର ଆଭିମୁଖ୍ୟ ପ୍ରଥମ ଦିନରୁ ଜଣା ପଡ଼ିଯାଏ. ସରକାର ହେବା ଦିନଠୁ କୋଉ ଜନହିତକର ଯୋଜନା ପାଇଁ ଖସଡ଼ା ପ୍ରସ୍ତୁତ କରିଛ ନିଜେ ନିଜକୁ ପଚାର ଆଉ ବୁଝ ଖାଲି ଗଣମାଧ୍ୟମ ଆଗକୁ ଆସି ବାହାଦୁରି ଗପିଲେ ଓଡିଶା ଜନସାଧାରଣଙ୍କ ବିଶ୍ୱାସ ଆଗାମୀ ଦିନରେ ହରାଇ ବସିବ
@theommeducation5164
@theommeducation5164 3 ай бұрын
25 yr ରେ ଆଳୁ ୨୫ଟଙ୍କା ଥିଲା କିନ୍ତୁ 25ଦିନରେ ମାତ୍ର ୩୫ଟଙ୍କା
@hatakishoresahoo1984
@hatakishoresahoo1984 3 ай бұрын
ନାଇମ ତମ ମନଇଚ୍ଛା ଜାହାଚାହିଁବ କରିବନା କଣ।
@banaushodhisoren5095
@banaushodhisoren5095 3 ай бұрын
କୌଣସି କଥା ନଜାଣି ଓଡ଼ିଶାବାସୀ ଭୁକୀ ଚାଲନ୍ତି ବିଜେଡି ଚେଲାମାନେ
@Manoranjan78668
@Manoranjan78668 3 ай бұрын
ଯେଉଁମାନେ BJD ର ଗାଣ୍ଡୀ ଚାଟୁଚ ଦେଖରେ ଏହି ଭିଡିଓ ଟା
@sudhirkumarsethy4261
@sudhirkumarsethy4261 3 ай бұрын
BJD sarkar hauchi faltu Sarakr
@god__x_gaming7987
@god__x_gaming7987 3 ай бұрын
Good
@manoranjansahu5577
@manoranjansahu5577 3 ай бұрын
Bjd hari gala boli pagal hai gala na
@Rana-c1k
@Rana-c1k 3 ай бұрын
Bjd ଦଳ ଗୁଟେ ପାଗଳ ଦଳ ସେ ବୋଧେ ହରି ଯାଇଛି ସେଠି ପାଇଁ ଭକୁଛି 😂😂
@abhimanyubarik2099
@abhimanyubarik2099 3 ай бұрын
Right answer
@Worldweber77
@Worldweber77 3 ай бұрын
Bjd ku laja nahi😂
@PuriToka91
@PuriToka91 2 ай бұрын
10 ବର୍ଷ ହେଲା ସବୁ ଜିନିଷ ଦରଦାମ ବଢ଼ିକି ଅଛି ସେ କଥା କହୁନୁ।
@rammurmu6108-j4z
@rammurmu6108-j4z 3 ай бұрын
SaLa BJD LaJa Nhi tk B.,😂😂😂 Sete BeLe Gunda Raj Chali ThhiLa Abey Asiki Kn Kahu chhanti.....Tk Laja LagiBa kathha
@biranchi2229
@biranchi2229 3 ай бұрын
2023 bjd ଥିଲା ଟମାଟୋ ର କେତେ ଥିଲା 200ଟଙ୍କା ଥିଲା ଆଜି 50 ଟଙ୍କା
@KshirodBhokta
@KshirodBhokta 3 ай бұрын
ଠିକ୍ କଥା ସାର
@ratikantajenarn2209
@ratikantajenarn2209 3 ай бұрын
Odisha only bjp 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@birbalbagh7624
@birbalbagh7624 3 ай бұрын
ଏ ଶଳା କାନ୍ଦି ବାକୁ ଦ
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 107 МЛН
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 11 МЛН