୨୮ ବର୍ଷରେ ବିଜେଡି।। BJD in its 28th year ।। The Samata ।। Kedar Mishra

  Рет қаралды 15,576

Raag Kedar - ରାଗ କେଦାର

Raag Kedar - ରାଗ କେଦାର

Күн бұрын

Пікірлер: 139
@Deepak_officials0
@Deepak_officials0 18 күн бұрын
ଠିକ୍ କହିଛନ୍ତି ଆପଣ ଓଡ଼ିଶା ରେ regional party ରହିବା ନିହାତି ଆବଶ୍ୟକ । ଆପଣଙ୍କ ବାର୍ତ୍ତା ବହୁତ୍ ସୁନ୍ଦର୍ ଭାବରେ ପରିବେଷଣ କରୁଛନ୍ତି ।
@RaniMajhi-kl8zk
@RaniMajhi-kl8zk 18 күн бұрын
ଧନ୍ୟବାଦ୍, ସାର୍ 🙏🙏🙏🙏🙏🙏🙏🙏🙏🙏🙏
@RamanaSisa333
@RamanaSisa333 18 күн бұрын
BJD ଦଳର ନେତା ମାନଙ୍କୁ ସଚେତନ କରିଥିବାରୁ ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ଧନ୍ୟବାଦ୍ ଆଜ୍ଞା l
@brajasundarsahoo1590
@brajasundarsahoo1590 18 күн бұрын
ରାଜ୍ୟର ସ୍ବାର୍ଥ ପାଇଁ ରାଜ୍ୟରେ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ରହିବା ନିତାନ୍ତ ଆବଶ୍ୟକ । ଯାହା ବିଜେଡି ପୂରଣ କରିପାରିବ । କାରଣ ବିଜେଡିରେ ଦୀର୍ଘଦିନର ଅନୁଭୁତି ଅଭିଜ୍ଞତା ସମ୍ପନ୍ନ ଅନେକ ନେତା ଅଛନ୍ତି । ଯଦି ସେମାନେ ଦୃଢ଼ ଭାବରେ ସଂଗଠିତ ହୋଇ ରହିବେ ନବୀନ ବାବୁଙ୍କ ଅନ୍ତେ ମଧ୍ଯ ଓଡ଼ିଶାବାସୀଙ୍କ ସମର୍ଥନ ଲାଭ କରିବେ ।
@jasminebehera4256
@jasminebehera4256 18 күн бұрын
Thik katha kahichanti.💯 Vartaman sabu BJD members sangathita (United) hei BJP against re fight Kariba ku padiba.....Aama Odisha ku bancheiba paii..... Jai BJD. Jai Sambhidhan. Vande Utkal Janani 🙏🙏🙏 Jai Naveen Patnaik Sir 🙏
@BasantaBehera-gl3li
@BasantaBehera-gl3li 18 күн бұрын
ବହୁତ୍ ସୁନ୍ଦର ଉପସ୍ଥାପନ କଲେ ସାର୍ ଆପଣଙ୍କ ଉପସ୍ଥାପନl ସ୍ବାଗତ ଯୋଗ୍ୟ 🙏🙏
@aniketmishra5600
@aniketmishra5600 18 күн бұрын
ଓଡ଼ିଶା ର ସୁଦୃଢ ହୀତରେ ସୁନ୍ଦର ତତ୍ତ୍ୱ ଓ ତଥ୍ୟ ପ୍ରଦାନ କରି ଛନ୍ତି ସାର୍ ବିନମ୍ର ପ୍ରଣାମ 🙏🏻
@SukmarMishra
@SukmarMishra 18 күн бұрын
Manyany thanks 🙏🙏🙏
@maanandakisworicreation
@maanandakisworicreation 18 күн бұрын
ନବୀନ ବାବୁ ଶତାୟୁ ହେବେ 🙏🙏
@rameshdas9755
@rameshdas9755 18 күн бұрын
ଅଭିନନ୍ଦନ ବିଜେଡି କୁ ତାର ଜନ୍ମ ଦିନର ଶୁଭେଚ୍ଛା ଓଡ଼ିଶା ବାସୀମାନେ ଅପେକ୍ଷା କରିଛନ୍ତି
@BasantaBehera-gl3li
@BasantaBehera-gl3li 18 күн бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ଆପଣଙ୍କୁ 🙏🙏
@sidheswarpattnaik7209
@sidheswarpattnaik7209 18 күн бұрын
ବିଜୁ ଜନତା ଦଳର ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ବିଜେଡି, ରହିଲେ ହିଁ ଓଡିଶା ର ବିକାଶ ହେବ। ଏଣୁ ଏକଜୁଟ ହୁଏ ଦଳକୁ ଆଗକୁ ମଜଭୁତ କର, ଆଜିର ଦିନରେ ଏତିକି କାମନା।
@BasantaBehera-gl3li
@BasantaBehera-gl3li 18 күн бұрын
Love you Naveen sir 💚💚💚🙏🙏💚💚💚
@sadanandasahoo3707
@sadanandasahoo3707 18 күн бұрын
ଜାତୀୟ ଦଳ କେବେ ବି ଓଡ଼ିଶାର ସ୍ବାର୍ଥ କୁ ନଜର କରିନାହାନ୍ତି କି କରିବେ ନାହିଁ। ଉତ୍ତର ପ୍ରଦେଶ ,ବିହାର, ମହାରାଷ୍ଟ୍ର ପରି ବଡ଼ ବଡ଼ ରାଜ୍ୟକୁ ହାତରେ ରଖିଲେ, ସରକାର କରିପାରିବେ। ଜାତୀୟ ଦଳ ମାନେ କେବଳ ନେବା ଲକ୍ଷରେ ରହିଛନ୍ତି ଓ ରହିବେ। ଭାଷଣରେ ଓଡ଼ିଶାକୁ ପ୍ରାଧାନ୍ୟ କିନ୍ତୁ କାମରେ ଓଲଟା। ରାଜ୍ୟର ହିତ ଦୃଷ୍ଟିରୁ ବିଜେଡି ହେଉ ବା ଅନ୍ୟ ଏକ ଆଞ୍ଚଳିକ ଦଳ ରହିବା ନିହାତି ଦରକାର।
@SIMANCHALCHAUDHURI143
@SIMANCHALCHAUDHURI143 18 күн бұрын
Right sir bjd କୁ ଏବେଠୁ ହିଁ ଭାବିବାକୁ ପଡ଼ିବ ନବୀନଙ୍କ ଜାଗା କିଏ ନେଇପାରିବ l
@BishwanathSethiBishwa
@BishwanathSethiBishwa 18 күн бұрын
ଜୟ ବିଜେଡ଼ି ଜୟ ନବୀନ ବାବୁ
@AmiyaNanda-m4i
@AmiyaNanda-m4i 18 күн бұрын
Congratulations sir for achieving 95K subscribers Milestone. Regional parties are needed for Democracy and strong regional growth.👍🙏♥️👌♥️👍🙏🙏
@PurusottamSahu-m2g
@PurusottamSahu-m2g 18 күн бұрын
ବିଜେଡି ଲକଙ୍କ ପାଇ ଯାହା କରିଛି କେହିବି କରି ପାରି ବ ନାହିଁ ସାର
@PrasantaJena-h7e
@PrasantaJena-h7e 18 күн бұрын
Pura Right sir
@BasantaBehera-gl3li
@BasantaBehera-gl3li 18 күн бұрын
ଜୟ ନବୀନ ସାର୍ 🙏🙏 ଜୟ ବିଜେଡି 🐚🐚 💚💚💚💚💚💚💚💚💚💚💚💚💚 💐💐💐💐💐💐💐💐💐💐💐💐💐
@jayantidas4324
@jayantidas4324 18 күн бұрын
Jay nabin sir ❤❤❤❤❤
@BasantaBehera-gl3li
@BasantaBehera-gl3li 18 күн бұрын
Love you naveen sir 💚💚💚🙏🙏💚💚💚
@mamatamaharana1784
@mamatamaharana1784 18 күн бұрын
Currect analysis sir 🙏❤️👍👌.. odisha r ekta Matra anchalik dala BJD 👍💯❤.. amr Priya neta Nabina Babu ♥️🙏❤️
@santoshdas4387
@santoshdas4387 18 күн бұрын
ନବୀନ ପଟ୍ଟନାୟକଙ୍କ ପରି ଭାରତ ବର୍ଷ ରେ ଏମିତି ନେତା ମିଳିବନି ନବୀନ ନବୀନ
@jagannathprasadbarik7084
@jagannathprasadbarik7084 18 күн бұрын
Well presented facts about necessity of Regional party in Odisha.🙏👍♥️👌♥️👍🙏🙏
@khirodrout1307
@khirodrout1307 18 күн бұрын
Pura Right
@sayanodisha9650
@sayanodisha9650 18 күн бұрын
Aapana pura thik kahile sir . The Renaissance of BJD starts today!
@BishwaRanjanDas-wn1ru
@BishwaRanjanDas-wn1ru 18 күн бұрын
ବିଜେଡି ପୁଣି ଫେରିବ ଲୋକଙ୍କ ସେବା କରିବ
@sanjuktamohanty9668
@sanjuktamohanty9668 18 күн бұрын
Thanks for your right opinion ☺️
@sanjaynayak80
@sanjaynayak80 18 күн бұрын
Right 👍
@gamestarsneha7137
@gamestarsneha7137 18 күн бұрын
Jay bjd jay naveen
@Vikash.Panigrahi
@Vikash.Panigrahi 18 күн бұрын
Very well said sir. for growth of Odisha regional party needed. Where regional party strong that state is much developed. Naveen Pattnaik's legacy will continue.❤❤🙏👍♥️👍🙏
@jasminebehera4256
@jasminebehera4256 18 күн бұрын
💯👍👍 Correct 💯
@pravakaracharya4020
@pravakaracharya4020 18 күн бұрын
ବିଜେଡି ଦଳ ନ ରହିଲେ ବା ଭାଙ୍ଗି ଗଲେ ନବୀନ ପଟ୍ଟନାୟକ ଙ୍କ କିଛି କ୍ଷତି ହେବନାହିଁ। ଏହା ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ। କାରଣ ଓଡ଼ିଶାର ସ୍ବର କେବେହେଲେ ଜାତୀୟସ୍ତରର ଦଳ ଉଠାଇ ପାରିବେ ନାହିଁ।କାରଣ ସେମାନେ ତାଙ୍କର ପାର୍ଟି ଲାଇନ ରେ କାମ କରିବେ।ଓଡ଼ିଶାବାସୀଙ୍କ ସ୍ବାର୍ଥ କୁ ଅଗ୍ରାଧିକାର ନ ଦେଇ ନିଜ ଦଳ ର ନିର୍ଦ୍ଦେଶ ରେ ଚାଲିବେ।ତେଣୁ ବିଜେଡି ପରି ଆହୁରି ଟାଣୁଆ ଆଂଚଳିକ ଦଳର ଆବଶ୍ୟକ ଓଡ଼ିଶାରେ ରହିବାର ଅଛି।
@SnShine-ul7uc
@SnShine-ul7uc 18 күн бұрын
Nua sarkar asila pare odisha ku ana dekha karichi bjp ku 20 mp paila budget re odisha ku kn milia bjd thele kichi asaha kari thanta 2029 pajanta kichi hebara nahi
@debashissahoo4009
@debashissahoo4009 18 күн бұрын
Thank you sir I love my odisha
@subashbaraj
@subashbaraj 18 күн бұрын
Excellent innovative idea and good advice to BJD, Thanks a lot,
@shubhasmitajena1214
@shubhasmitajena1214 18 күн бұрын
Best cm Naveen sir❤🙏
@RajendraSwain1
@RajendraSwain1 18 күн бұрын
BJD must survive for future of Odisha. Without strong Regional party Odisha can not develop. Naveen pattnaik's legacy will continue in Odisha. ♥️👍🙏👌🙏👍♥️♥️👍🙏
@maanandakisworicreation
@maanandakisworicreation 18 күн бұрын
ଆପଣ ଙ୍କ ଉପଦେଶ ବିଜେଡି ପାଇଁ ନିତ୍ୟାନ୍ତ ଜରୁରୀ...
@kalingaranjan2074
@kalingaranjan2074 18 күн бұрын
ଓଡିଶା ରାଜନୀତିର ଇତିହାସରେ ଦୀର୍ଘତମ ଶାସନ ସେବା କରିଥିବା ଆଞ୍ଚଳିକ ଦଳ ଭାବରେ ବିଜେଡି ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛି
@bibhuprasannananda9391
@bibhuprasannananda9391 18 күн бұрын
pura thik kahile Agyan....
@jayakrushnachoudhury1624
@jayakrushnachoudhury1624 18 күн бұрын
ଆପଣଙ୍କର ରାଜନୈତିକ ବିଶ୍ଳେଷଣ ଚମତ୍କାର । ଆପଣ ଏକ ପ୍ରକାରେ ଓଡ଼ିଆ ସ୍ଵାଭିମାନର ପ୍ରତୀକ ହୋଇ ଉଠିଛନ୍ତି ।
@bisnumohanty3727
@bisnumohanty3727 18 күн бұрын
Navin sir right
@SantoshPadhi-b1m
@SantoshPadhi-b1m 18 күн бұрын
BJD is the only Party which can Raise Odisha's intrest in Centre. Without BJD Growth Rate of Odisha Will slow down.Thank you sir for your insightful discussion. ♥️👌🙏👍🙏👌♥️👌🙏
@AjaykumarMallick-f7h
@AjaykumarMallick-f7h 18 күн бұрын
Happy birthday BJD
@rajeshbhoi1342
@rajeshbhoi1342 18 күн бұрын
Ek Hi BRAND... NABIN ❤
@SupriyaMohapatra-b2w
@SupriyaMohapatra-b2w 18 күн бұрын
World ra best CM ❤
@BasantaBehera-gl3li
@BasantaBehera-gl3li 18 күн бұрын
❤❤❤❤❤❤
@Akmkjjjhg
@Akmkjjjhg 18 күн бұрын
My heart Naveen
@BasantaBehera-gl3li
@BasantaBehera-gl3li 18 күн бұрын
❤❤❤❤❤❤❤❤
@saratlenka-qo6zu
@saratlenka-qo6zu 18 күн бұрын
Good morning You Absolutely right
@kalingaranjan2074
@kalingaranjan2074 18 күн бұрын
ଏକ ରାଜ୍ୟର ଅଭିବୃଦ୍ଧି ତଥା ବିକାଶ ଦିଗରେ ଏକ ଆଞ୍ଚଳିକ ରାଜନତିକ ଦଳର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି .ଏହା ହୁଏତ ଓଡିଶାର ଲୋକମାନେ ହୃଦୟଙ୍ଗମ କରିପାରିଲେ ନାହିଁ କି ଆଞ୍ଚଳିକ ରାଜନତିକ ଦଳର ଗୁରୁତ୍ୱ କୁ ଅନୁଭବ କରିପାରିଲେ ନାହିଁ, ଯାହା ଗତ ନିନିର୍ବାଚନରେ ଦେଖାଗଲା |
@reetap4008
@reetap4008 18 күн бұрын
ପ୍ରକୃତ ରେ ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ଉନ୍ନତି କରିପାରିବ କେନ୍ଦ୍ରୀୟ ଦଳ ନୁହଁ। ଦେଖନ୍ତୁ ଯେତେ ଶିକ୍ଷିତ ରାଜ୍ୟ ସେଠି ଆଞ୍ଚଳିକ ଦଳ ହିଁ ଶାସନ କରୁଛି।ନବୀନ ବାବୁ ଆମ ଓଡ଼ିଶା ର ବରଦାନ ପୁତ୍ର।ଯିଏ କି ସାରା ଓଡ଼ିଶା କୁ ଗରିବି ଠୁ ବଞ୍ଚେଇ ଆଜି ସମସ୍ତଙ୍କୁ ସ୍ବାବଲମ୍ବୀ କରିଛନ୍ତି।ଆମ ସମସ୍ତଙ୍କ ଆୟୁଷ ନବୀନ ବାବୁ ଙ୍କୁ ଲାଗୁ🥰 ସେ ଚିରଞ୍ଜିବୀ ହେଲେ ଆମେ ଓଡ଼ିଆ ମାନେ ନିଶ୍ଚିନ୍ତ ନିର୍ବିଘ୍ନ ରହିବୁ🥰🥰🙏🙏🙏🙏🌹🌹❤️❤️❤️
@SnShine-ul7uc
@SnShine-ul7uc 18 күн бұрын
Loka buhji parile nahi bjd odisha pai kn
@betexshyamsundar990
@betexshyamsundar990 18 күн бұрын
Salut nabin sir 🙏
@manishapattanayak2152
@manishapattanayak2152 18 күн бұрын
ନବୀନ ପଟ୍ଟନାୟକ Sir ଜିନ୍ଦାବାଦ ଜିନ୍ଦାବାଦ ❤️🙏🏻
@jayakrushnachoudhury1624
@jayakrushnachoudhury1624 18 күн бұрын
ରାଜ୍ୟର ସ୍ଵାଭିମାନ ରକ୍ଷା କରେ ଆଞ୍ଚଳିକ ଦଳ ।
@kalingaranjan2074
@kalingaranjan2074 18 күн бұрын
ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କ ଓଡିଶା ସରକାର ପ୍ରକୃତ ସ୍ଥାୟୀ ଦୀର୍ଘକାଳୀନ ବିକାଶ ଏବଂ ପୁନଉଦ୍ଧାର ଠାରୁ ସ୍ଥିରତା ପର୍ଯ୍ୟନ୍ତ ପ୍ରଗତିଶୀଳ ଆଭିମୁଖ୍ୟ ସହିତ କାର୍ଯ୍ୟ କରିଛନ୍ତି। ଏହି ତଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ |☝
@kalingaranjan2074
@kalingaranjan2074 18 күн бұрын
ଏକ ସମୟ ଥିଲା , ଓଡିଶା ସର୍ବୋଚ୍ଚ ରୁଣ ଭାର ରାଜ୍ୟ ମଧ୍ୟରୁ ଗୋଟିଏ ଥିଲା ଏବଂ ☝ ଏହି ତଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଓଡିଶା ଏହାର ଆର୍ଥିକ ସ୍ଥିତିକୁ ଭଲ ଭାବରେ ଦୀର୍ଘକାଳୀନ ଭିତ୍ତିରେ ପରିଚାଳନା କରିଛି .ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ପ୍ରତିଫଳିତ କରେ ଏବଂ ବର୍ତ୍ତମାନ ଅନ୍ୟ ରାଜ୍ୟଗୁଡିକ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମାନଦଣ୍ଡ ହୋଇପାରିବ 💯🔥
@Suryamani.Maharana
@Suryamani.Maharana 18 күн бұрын
Naveen pattnaik's legacy will continue for long time. Naveen Pattnaik is our emotion. 👍🙏👌♥️🙏👍♥️👍🙏
@subodhmaharana1520
@subodhmaharana1520 18 күн бұрын
Exactly sir. For the developments in Odisha BJD should survive.
@smitaraniswain152
@smitaraniswain152 18 күн бұрын
Jay b jd Jay Naveen sir 🙏🙏🙏
@pramodkumarnayak1162
@pramodkumarnayak1162 18 күн бұрын
👍
@SubhasisPatra-xn9pp
@SubhasisPatra-xn9pp 18 күн бұрын
Very well explained sir. REGIONAL Party needed for odisha like state.👍🙏👌♥️👍🙏
@dilipbehera342
@dilipbehera342 18 күн бұрын
Happy birthday to bjd। Jay bjd❤❤❤❤❤❤❤❤❤❤
@JyostnaMohanty-f2r
@JyostnaMohanty-f2r 18 күн бұрын
Happy birthday bjd
@madanmohandas534
@madanmohandas534 18 күн бұрын
ଓଡ଼ିଶାରେ।ଜେଉଦିନ। ଆଞ୍ଚଳିକ ଦଳଲୋପପାଇବ।ସେଦିନ।ଓଡ଼ିଶା ପଛକୁ।ଚାଲିବ
@manishapattanayak2152
@manishapattanayak2152 18 күн бұрын
Thank You Sir 🙏🏻 You Are Always Right Said
@gyanaranjanmohanty3637
@gyanaranjanmohanty3637 17 күн бұрын
You are absolutely right BJD for Odisha and Odisha for BJD
@SoumyaranjanPandey-do8ke
@SoumyaranjanPandey-do8ke 18 күн бұрын
Boycott Godi media OTV, ARGUS, KANAK, News18 odia, odisha reporter, Nirbaya Nabin das, Akshya sahu, Rajaram satpathy😡😡😡😡🙏🙏🙏🙏🙏🙏👍
@sudhirsasmal8518
@sudhirsasmal8518 18 күн бұрын
What is about Ruben banarjee ?
@RajendraSwain1
@RajendraSwain1 18 күн бұрын
​@@sudhirsasmal8518right ❤
@ManathBhai
@ManathBhai 18 күн бұрын
Also Odisha bhaskar
@ManathBhai
@ManathBhai 18 күн бұрын
Please add odisha bhaskar
@MAHA.BHAKT.1
@MAHA.BHAKT.1 18 күн бұрын
BJD❤NAVEEN PATNAIK JI ❤ODISHA ❤🙏👍🙏👍♥️
@kaliprasannapattnaik5191
@kaliprasannapattnaik5191 18 күн бұрын
ଭାଇ ପୁରାପୁରି ଠିକ୍। ବିଜେପି ଆଞ୍ଚଳିକ ଦଳ ର ଘୋର ବିରୋଧୀ
@JyostnaMohanty-f2r
@JyostnaMohanty-f2r 18 күн бұрын
Longlivebjd
@skmplanet9591
@skmplanet9591 18 күн бұрын
As an Odia I feel proud that Odisha has a regional party, with a super hero Nabin Patnaik. Yes BJD must survive. I appreciate your concern that only a real Odia can understand
@dillipkumarrout2143
@dillipkumarrout2143 18 күн бұрын
Bjd❤
@rashmiranjannayak2732
@rashmiranjannayak2732 18 күн бұрын
well said...BJD need to survive for Odisha. We need our regional party to stand n fight for Odisha's development.
@golaknayak1897
@golaknayak1897 18 күн бұрын
Perfectly said Sir 🙏 BJD must survive
@AnjalibalaBhanjadeo
@AnjalibalaBhanjadeo 18 күн бұрын
Regional dal pani Bjd dal nihati jaruri.wel come.
@kalingaranjan2074
@kalingaranjan2074 18 күн бұрын
ଏକ ସମୟ ଥିଲା , ଓଡିଶା ସର୍ବୋଚ୍ଚ ରୁଣ ଭାର ରାଜ୍ୟ ମଧ୍ୟରୁ ଗୋଟିଏ ଥିଲା ଏବଂ ☝ ଏହି ତଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଓଡିଶା ଏହାର ଆର୍ଥିକ ସ୍ଥିତିକୁ ଭଲ ଭାବରେ ଦୀର୍ଘକାଳୀନ ଭିତ୍ତିରେ ପରିଚାଳନା କରିଛି .ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ପ୍ରତିଫଳିତ କରେ ଏବଂ ବର୍ତ୍ତମାନ ଅନ୍ୟ ରାଜ୍ୟଗୁଡିକ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମାନଦଣ୍ଡ ହୋଇପାରିବ 💯🔥
@manishapattanayak2152
@manishapattanayak2152 18 күн бұрын
ଜୟ ବିଜେଡି ଜିନ୍ଦାବାଦ❤️🎉🙋🥰
@rabinarayankulu8363
@rabinarayankulu8363 18 күн бұрын
Naveen odisha❤
@satyabratmahalik7237
@satyabratmahalik7237 18 күн бұрын
You are right sir
@dilsankumar9751
@dilsankumar9751 18 күн бұрын
Sir, if Naveen Patnaik gathers the opposition party, he will become prime minister and Modi will fall
@ajayaonlinevideo
@ajayaonlinevideo 18 күн бұрын
I miss you sir
@debiprasadmishra2699
@debiprasadmishra2699 18 күн бұрын
ୟେସ୍, ବିଜେଡି ମଷ୍ଟ ସର୍ଭାଇବ୍ ଦେୟାର ଇଲେକ୍ଟୋରାଲ୍ ଡିବାକଲ୍। ମୁଁ ଆହୁରି ମଧ୍ଯ ଆଶାକରିବି: ବିଜେପି ଯଥା ଶୀଘ୍ର ତାଙ୍କ ଓଡିଶା ସରକାରର ନେତ୍ରୁତ୍ୱ ବଦଳାନ୍ତୁ। ଅନ୍ଯଥା ୨୦୨୯ ନିର୍ବାଚନରେ ଏମାନେ ଧୂଳି ଚାଟିବେ। ଓଡିଶା ରାଜ୍ଯ କଂଗ୍ରେସ ଦଳ ଏବେ ନେତ୍ରୁତ୍ୱଶୂନ୍ଯ। ସେମାନେ କୌଣସି ଯୁବ ନେତ୍ରୁତ୍ୱରେ ସଂଗଠିତ ହୁଅନ୍ତୁ। ଅହଂକାରୀ ବ୍ରୁଦ୍ଧ ଜରଦ୍ଗବମାନେ ବିଶ୍ରମ ନିଅନ୍ତୁ।
@dilsankumar9751
@dilsankumar9751 18 күн бұрын
ସାର ନବୀନ ପଟନାୟକ ଯଦି ବିରୋଧୀ ଦଳ ଏକାଠିକରିବେ ତାହାହେଲେ ସେ ନିଛିନ୍ତ ପ୍ରଧାନମନ୍ତ୍ରୀ ହେବେ ଆଉ ମୋଦି ପିକା ପଡ଼ିଯିବ
@KedarPattnaik
@KedarPattnaik 18 күн бұрын
Jay.naven ❤🎉❤🎉❤
@PRAKASHMOHANTY-x1x
@PRAKASHMOHANTY-x1x 18 күн бұрын
ଜୟ ଜଗନ୍ନାଥ
@Nikhil.Tripathy
@Nikhil.Tripathy 18 күн бұрын
BJD Like Regional party needed for Odisha. Without Regional party National parties will not take care Odisha's intrest.👍🙏👌♥️👍🙏👍👌🙏👍
@NiranjanPatra-n2t
@NiranjanPatra-n2t 17 күн бұрын
ଆଂଚଳିକ ଦଳ ବିଜୁଜନତା ଦଳ ହିଁ ଓଡ଼ିଶା କୁ ଠିକ୍ ଶାସନ ଦେଇଛି। ନବିନ ବାବୁ ଭଳି ମୂଖ୍ଯ ମନ୍ତ୍ରୀ ଆଉ ମିଳିବେ କି ନାହିଁ ଏଇଟା ଓଡ଼ିଶା ପାଇଁ ବଡ଼ ଚିନ୍ତା ବିଷୟ।
@tariniprasadprusty2396
@tariniprasadprusty2396 18 күн бұрын
Bjd Government only required for Orissa
@amiyaranjandas6889
@amiyaranjandas6889 18 күн бұрын
Right sir 🙏🙏
@subassingh2221
@subassingh2221 18 күн бұрын
Jai bjd jai nabin
@SusantaNahak-c9j
@SusantaNahak-c9j 18 күн бұрын
Right sir
@Srikantexpress
@Srikantexpress 18 күн бұрын
Jay Naveen ❤🙏
@SwornalataPaital-qb7ms
@SwornalataPaital-qb7ms 18 күн бұрын
Dhanyabad sir right Annalise Kounasi rajnaitik dala 24 years sashan karinahi ki karibi paribe nahi 1999 batya ku loke vulli nahanti aji 28ttam janma dibasha ku welcome
@SarbeswarSwain-ym9cx
@SarbeswarSwain-ym9cx 18 күн бұрын
Without BJD, Odisha's intrest will be neglected in centre. A strong Regional party is very much needed in Odisha. 👍🙏👌🙏👍🙏👌♥️
@baliaparida2762
@baliaparida2762 17 күн бұрын
Jay BJD jindabad
@Nayanapradhan99
@Nayanapradhan99 18 күн бұрын
ଓଡିଶାକୁ ଆଞ୍ଚଳିକ ଦଳହିଁ ଆଗକୁ ନେଇ ପାରିବ।
@satyaranjangiri3397
@satyaranjangiri3397 18 күн бұрын
Jay Nabin jay bjd
@BasantaBehera-gl3li
@BasantaBehera-gl3li 18 күн бұрын
💚💚💚💚💚🙏🙏💚💚💚💚💚
@LaxmidharSahoo-s1m
@LaxmidharSahoo-s1m 18 күн бұрын
Good morning Sri 🙏
@urmilanayak1633
@urmilanayak1633 18 күн бұрын
Good morning sir
@PMYC
@PMYC 18 күн бұрын
ଓଡ଼ିଶାରେ ଆଞ୍ଚଳିକ ଦଳ ରହିବା ଦରକାର
@jawaharlalsethi6238
@jawaharlalsethi6238 18 күн бұрын
❤❤❤❤❤❤❤❤
@SwornalataPaital-qb7ms
@SwornalataPaital-qb7ms 18 күн бұрын
Jay Nabin ❤❤❤❤❤
@bapirout3284
@bapirout3284 18 күн бұрын
Jay bjd
@gunanidhinaik3699
@gunanidhinaik3699 18 күн бұрын
ଶକ୍ତ ବିରୋଧୀ ଦଳ ର ଆବଶ୍ଯକତା ଅଛି ।ନ ଚେତ ଏକଛତ୍ରବାଦ ଚାଲିବ ।ଯେପରି ପୁର୍ବ ସରକାର ରେ ଚାଲିଥିଲା ।କାରଣ ବି.ଜେ.ପି.ନାମମାତ୍ର ବିରୋଧୀ ଦଳ ଥିଲା ।
@sukantadalapati3845
@sukantadalapati3845 16 күн бұрын
Jay Naveen Jay BJD ❤❤❤
Thank you mommy 😊💝 #shorts
0:24
5-Minute Crafts HOUSE
Рет қаралды 33 МЛН
JISOO - ‘꽃(FLOWER)’ M/V
3:05
BLACKPINK
Рет қаралды 137 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
EVM politics in odisha .
3:19
Sunstar TV
Рет қаралды 60 М.