360° Analysis Of Trainee Doctor Case With Dr. Sthiti Das || EP - 34 || Podcast With Sthiti Das

  Рет қаралды 232,454

Argus Digital

Argus Digital

Күн бұрын

Пікірлер: 207
@gayadharsethy4817
@gayadharsethy4817 3 ай бұрын
ଯେକୌଣସି ବିଷୟରେ ହଉନା କାହିଁକି କିନ୍ତୁ ବହୁତ ଭଲଲାଗେ ଆପଣଙ୍କ podcast 🙏👍👌
@saidutta6626
@saidutta6626 3 ай бұрын
ନାରୀ ଦୁର୍ବଳ ନୁହେଁ ବରଂ ପୁରୁଷ ଦୁର୍ବଳ ଯଦ୍ୱାରା ଏଭଲି ନିର୍ଲଜ୍ଜ କାମ କରିଥାଏ। ତୁରନ୍ତ ଦଣ୍ଡାଦେଶର ନିୟମ ଅନିବାର୍ୟ୍ୟ।ଚଳଚ୍ଚିତ୍ରରେ ନଗ୍ନ ଦୃଶ୍ଯ ଓ ନଗ୍ନ ପୋଷାକ ଉପରେ କଠୋର ପଦକ୍ଷେପ ନିଆଯାଉ
@BiswaranjanSasmal
@BiswaranjanSasmal 3 ай бұрын
Didi ku ati sigra ନ୍ୟାୟ ମିଳୁ ଏହା ସର ଓଡ଼ିଶା ବାସୀଙ୍କ ଇଚ୍ଛା
@rahulsamantaray5503
@rahulsamantaray5503 3 ай бұрын
ଏଇ ଯେମିତି ଏହି ଭଊଣୀ ଉପରେ ହେଇଛି ଯଦି ସେମିତି ପୋଲିସ ଅଫିସର ନ ଚେତ MLA OR MP ନ ହେଲେ ରାଜନୀତିକ ଲୋକ ଙ୍କ ଝିଅ ଙ୍କ ଉପରେ ହୋଇଥାନ୍ତା ଭଲ ସମାଜ କୁ କି ବାର୍ତ୍ତା ମିଲିଥିନ୍ତା
@Madhu-us2yn
@Madhu-us2yn Ай бұрын
Nice questions And nice answer 👌👌👌👌👌👌
@banamalinahak6701
@banamalinahak6701 3 ай бұрын
sangram sir best reporter and justice for all girls
@Argusdigital.official
@Argusdigital.official 2 ай бұрын
Thank you
@souvagyaranjanmahapatra1436
@souvagyaranjanmahapatra1436 3 ай бұрын
ସମାଜ ପାଇଁ ଶିକ୍ଷଣୀୟ ସହ ଉପସ୍ଥାପନା ଶୈଳୀ ବେଶ୍ ଚମତ୍କାର
@Argusdigital.official
@Argusdigital.official 2 ай бұрын
Thank you
@santoshkumarmishra2620
@santoshkumarmishra2620 3 ай бұрын
ଅସୁବିଧ କେଉଁଠି ? ଆମ ଆଇନ୍ ସେହିପରି ତିଆରି ହୋଇଛି. ଆମ ପୋଲିସ୍ ର ଲାଂଚ ଖିଆ ନୀତି ବି ସେପରି ହୋଇଛି. କାହାକୁ କହିବା କିଏ ବା ଶୁଣିବ ?
@Monakids83
@Monakids83 3 ай бұрын
Best questions.. best podcast.
@kilogram382
@kilogram382 3 ай бұрын
ବହୁତ ବଢ଼ିଆ ପ୍ରଶ୍ନ ଉଠାଇଛନ୍ତି ୨ବର୍ଷ ତଳର କଥା ବ୍ରାଜିଲ ର ଜଣେ Dr. delivery ମହିଳାଙ୍କୁ ଦୁଷ୍କର୍ମ କରିଛି।
@jasodadei8956
@jasodadei8956 3 ай бұрын
Sangram sir best reporter
@Argusdigital.official
@Argusdigital.official 2 ай бұрын
Thank you
@rabindrarout6441
@rabindrarout6441 3 ай бұрын
କାହାକୁ କଣ ଦଣ୍ଡ ଦିଆଯିବ ନ ଦିଆଯିବ ମୁଁ କହିବିନି ଖାଲି ଏତିକି କହିବି ମୁଁ ଆଜିଠୁ ଗୋଟେ ମହିଳା କୁ ମୋ ମା, ମୋ ଭଉଣୀ ଓ ମୋ ଝିଅ ଭଳି ଦେଖିବି 🙏......
@allhadinipatel1655
@allhadinipatel1655 3 ай бұрын
Thanks
@MohaPatra-p7j
@MohaPatra-p7j 3 ай бұрын
Tq bhai
@jagdishmohanty2193
@jagdishmohanty2193 3 ай бұрын
Doctor ଦିଦି ଙ୍କୁ ନ୍ୟାୟ ମିଳିବା ଦରକାର
@LAXMAN039.
@LAXMAN039. 3 ай бұрын
ମୋ ତରଫରୁ ମୋଦୀଜି ଏବଂ ମମତା ବାନାର୍ଜୀ ଙ୍କୁ ପ୍ରଶ୍ନ କରାଯାଉ। ଏତେବଡ଼ ଘଟଣାରେ ମୋଦିଜୀ ନିଜେ ଚୁପ୍ ଅଛନ୍ତି ,ମମତା ବାନାର୍ଜୀ ମଉନ ବ୍ରତ କରିଛନ୍ତି , ପୋଡଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପାଟି ଖୋଲି ପାରୁ ନାହାନ୍ତି ଏବଂ ସୁପ୍ରିମ କୋର୍ଟ , ହାଇ କୋର୍ଟ ତ ଜନମରୁ ଅନ୍ଧ (10 ଜଣକୁ ମାରିଥିବା ବ୍ୟକ୍ତିର ପ୍ରମାଣ ନମିଳିଲେ ଦଣ୍ଡ ବିଧାନ ନାହିଁ ,ସବୁ ଜାଣି ଥିବେ ତଥାପି ଗୁଙ୍ଗ ) ଓ ପ୍ରଶାସନ(ପୋଲିସ , ସ୍ଥାନୀୟ government , ଜିଲ୍ଲା ପାଳ ,ରାଜ୍ୟ ପାଳ) ଅନ୍ଧ ହୋଇଛନ୍ତି। କାହାକୁ କହିବା ସରକାରଙ୍କୁ ତ ଆମେ ଗଢ଼ିଛେ । କୌଣସି ସରକାରଙ୍କୁ ବାରଂ ବାର ଗାଦୀରେ ବସାଇବା ଜନ ସାଧାରଣଙ୍କ ମଧ୍ଯ ଭୁଲ ଅଟେ। ଜନ ସାଧାରଣ ଜାଗ୍ରତ ହେଲେ ହିଁ ଏହାର ସମାଧାନ କଠିନ ଭାବରେ ହୋଇପାରିବ । ଜନସାଧାରଣଙ୍କୁ କେବଳ ମିଡ଼ିଆ ଭାଇମାନେ ହିଁ ଜଗାଇ ପାରିବେ। ଭାରତ ମାତା କି ଜୟ 🏵️🚩🚩🚩🏵️ ଲକ୍ଷ୍ମଣ ବେହେରା ହିଞ୍ଜଳିକାଟୁ (ଗଞ୍ଜାମ)
@krishnapallivi
@krishnapallivi 3 ай бұрын
Right ଲୁଚେଇବାକୁ ଚେଷ୍ଟା ହଉଚି ମାନେ କିଛ ତ ଅଛି please ଭାରତ ବାସି ଏକ ହୁଅନ୍ତୁ କିଏ କିଏ ସାମିଲ ଅଛନ୍ତି ଖୋଜନ୍ତୁ ସଞ୍ଜୟ ରାକ୍ଷସ ଏକା ନୁହେଁ ସମସ୍ତେ ଶାସ୍ତି ପାଇବା ଦରକାର pleas please
@surendrabarad5260
@surendrabarad5260 3 ай бұрын
Sangram sir and Dr mam true inspiration talk of our society 🙏⭕‼️⭕🙏
@Argusdigital.official
@Argusdigital.official 2 ай бұрын
Thank you
@ashwinirout8942
@ashwinirout8942 3 ай бұрын
World re ରକ୍ଷାବନ୍ଧନ ଖାଲି ଭାରତ ରେ ପାଳିତ ହୁଏ ଓ ଅଧିକା ରପେ ବି ଭାରତ ରେ ହୁଏ ଏ diffrent କଣ ପାଇଁ
@Trademonk91
@Trademonk91 3 ай бұрын
ଏ ସବୁ ସେତେବେଳେ ବନ୍ଦ ହେଇପାରିବ ଯେତେବଳେ ଆମ ଶିକ୍ଷା ପଦ୍ଧତି ରେ ବଦଳ ହେବ ଆଉ ଆଧ୍ୟାତ୍ମିକତା କୁ ଆମ ପିଲା ମାନଙ୍କ ଶିକ୍ଷା ରେ ସ୍ଥାନ ଦିଆଯିବ , ସେମାନଙ୍କୁ ନାରୀ ଜାତି ପାଇଁ ସମ୍ମାନ ଦେବା ବିଷୟରେ ଶିକ୍ଷା ଦିଆଯିବ।
@ijf-v7z
@ijf-v7z 3 ай бұрын
କଲିକତା ନର ରାକ୍ଷସକୁ ବାଘ ମୁଁହରେ ପକାଇଦିଅ ଏପରି କାମ ଆଉ କେହି କରିବେ ନାହିଁ
@sureshpanda9077
@sureshpanda9077 Ай бұрын
Sangram sir mam bahuta badhia loka mam manisa bhali manisa tia sir
@jasodadei8956
@jasodadei8956 3 ай бұрын
U r best podcast god bless u
@Argusdigital.official
@Argusdigital.official 3 ай бұрын
Thanks a lot
@snehalatarath8282
@snehalatarath8282 3 ай бұрын
ଭାଇ ଝିଅ ମାନଙ୍କୁ ସୁରକ୍ଷା କେବେ ବି ମିଳିପାରିବ ନାହିଁ ଭୟ ଲାଗୁଚି ଝିଅଙ୍କୁ ପାଠ ପଢେବ କୁ ବାହାରକୁ ଛାଡ଼ିବା କୁ ମୋର ଦୁଇଟି ଝିଅ କଣ୍ କରିବି ହେ ପ୍ରଭୁ
@tanujkumarsahoo2437
@tanujkumarsahoo2437 3 ай бұрын
ଏଭଳି ଜଘନ୍ୟ ଅପରାଧ କରିଥିବା ଓ ସେଥିରେ ସଂପୃକ୍ତ ଥିବା ପ୍ରତ୍ୟେକ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ମାନଙ୍କ ଜନ୍ତ୍ର କୁ କାଟି ଦେବା ଆଇନ୍ କାନୁନ୍ କରାଗଲେ ହିଁ ଏମାନେ ଏଭଳି ଜଘନ୍ୟ ଅପରାଧ ପାଇଁ ସ୍ଵପ୍ନ ରେ ବି ଭାବିବେନି 😡😡😡
@padmini-cz3xt
@padmini-cz3xt 3 ай бұрын
କଠିନ ଦଣ୍ଡ ଦିଆଯାଉ sir
@SunLight49
@SunLight49 3 ай бұрын
ମୁଳ କଥା ଆମ ଆଇନ୍ କାନୁନ୍ ବାଳ କାନୁନ୍ ଯଦି ଇସ୍ରାଏଲ ଚୀନ୍ ନର୍ଥ କୋରିଆ ଭଳି ଆଇନ୍ କାନୁନ୍ ହବ ତେବେ ଯାଇ ଦେଶ ରେ କେହି ସାହସ କରି ବେନି ଭାରତ ରେ ରେପ୍ ମର୍ଡର କରି ପଇସା ଦେବି ମତେ ବେଲ୍ ମିଳିବ 😂😂😂ମୁଁ ପୁଣି କରିବି ବେଲ୍ ମିଳିବ ବାଳ ଏ କି ବାଳ କାନୁନ୍ ,, ଚୋରି କଲା କି ରେପ୍ କଲା କି ମର୍ଡର କଲା କଲା ତ ତେବେ ବେଲ୍ କଣ ପାଇଁ
@sailabhamamahapatra1160
@sailabhamamahapatra1160 3 ай бұрын
Keun keun question put kale shrota problems ku assure karipariba Se Sabu katha ethi re clear heiparichi ❤❤👍
@smitaranimallick1811
@smitaranimallick1811 3 ай бұрын
Right answer
@Kiila-b9p
@Kiila-b9p 3 ай бұрын
SCB ଡାକ୍ତର କରିଥିବା ଦୁଷ୍କର୍ମ କଣ ଅଲଗା ଦୁଷ୍କର୍ମ ? ଡାକ୍ତରୀ ଛାତ୍ରୀ ମାନେ ସାଧାରଣତଃ ସହପାଠୀ ଛାତ୍ର ଦ୍ଵାରା ଏହିଭଳି ନିଯ୍ୟତୀତ ହୋଇଥାନ୍ତି.
@seemaranibehera9418
@seemaranibehera9418 3 ай бұрын
Thik
@dev4831
@dev4831 3 ай бұрын
Thank you mam🙏
@Padmabatibariha123
@Padmabatibariha123 3 ай бұрын
ଭାରତର ପ୍ରତ୍ୟେକ ମହିଳା , ଝିଅ, ମାଁ ଙ୍କ ଆଖିରୁ ଲୁହଧାର ଝରୁଛି,
@tekrambagh5243
@tekrambagh5243 3 ай бұрын
ଆପଣଙ୍କ ପ୍ରତ୍ୟେକ ପୋଡକାଷ୍ଟର ଶେଷ ପ୍ରଶ୍ନ ଭାବବ୍ୟହୁଳ କରିଥାଏ ଏବଂ ଆଖିରୁ ଜଣାଯାଏ।
@ganeshjena881
@ganeshjena881 3 ай бұрын
Perfect program
@Argusdigital.official
@Argusdigital.official 3 сағат бұрын
Thank you
@manojdas8309
@manojdas8309 3 ай бұрын
Doctor nku ame chalanti bhagaban boli manu.
@mamataranijena9097
@mamataranijena9097 3 ай бұрын
God please save all girls and justice⚖🙏
@RadhekrishnaMahapatra
@RadhekrishnaMahapatra 3 ай бұрын
No1argus
@Argusdigital.official
@Argusdigital.official 3 сағат бұрын
Thank you
@santoshsk1536
@santoshsk1536 3 ай бұрын
Best podcast 🙏🙏
@Argusdigital.official
@Argusdigital.official 3 сағат бұрын
Thank you
@basantakumarkar815
@basantakumarkar815 3 ай бұрын
ଏଥିପାଇଁ କେବଳ ଆମ ଆଇନ ଦାୟୀ
@sarojinibarik1694
@sarojinibarik1694 3 ай бұрын
Dhanyabad upsthapaka mahasaya🙏
@Argusdigital.official
@Argusdigital.official 3 сағат бұрын
Thank you
@sukantabehera6090
@sukantabehera6090 3 ай бұрын
Sangram Sir Best Report In Odisha 🎉🎉🎉🎉🎉🎉🎉🎉🎉🎉🎉
@Argusdigital.official
@Argusdigital.official 3 сағат бұрын
Thank you
@allhadinipatel1655
@allhadinipatel1655 3 ай бұрын
Pratyek balatkarinku phasithu b adhik,kathor danda darkar, taku ବାଘ ମୁହଁ କୁ ଠେଲିବା ଦରକାର, ତା ଦେହରେ ନିଆଁ ଜାଳିଦେବା ଦରକାର
@keshabaseth8566
@keshabaseth8566 3 ай бұрын
Best postcast
@Argusdigital.official
@Argusdigital.official 3 сағат бұрын
Thank you
@bikrambaral6187
@bikrambaral6187 3 ай бұрын
ଭାରତ ନିୟମ ଭୁଲ
@dhirendranathrout3005
@dhirendranathrout3005 3 ай бұрын
ନିୟମ ଭୁଲ୍ ନୁହେଁ,ସରକାର ଭୁଲ।
@dusmantakumarpradhan4101
@dusmantakumarpradhan4101 3 ай бұрын
​@@dhirendranathrout3005ନିୟମ ଆଉ ସରକାର ଛଡ଼ା ମାନସିକତା ବି ଭଲ ହେବା ଦରକାର
@Peteijhampdi
@Peteijhampdi 3 ай бұрын
Right.madam
@ManguliGili
@ManguliGili 10 күн бұрын
Jay jagannath 🙏♥️🙏
@sukantinahak3821
@sukantinahak3821 3 ай бұрын
Yes thanks pordcast
@Argusdigital.official
@Argusdigital.official 3 сағат бұрын
Thank you
@Peteijhampdi
@Peteijhampdi 3 ай бұрын
Right..sir.... justice milu Bhauni ku
@allhadinipatel1655
@allhadinipatel1655 3 ай бұрын
ଯଦି ବା ଫାଶୀ ଦିଆଯାଏ ତେବେ 40 ମିନିଟ ପୂର୍ବରୁ ତାକୁ କ୍ଷତ bikhyat କରିଦେବା darkar
@susamarath7162
@susamarath7162 3 ай бұрын
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊 Naina jaane
@summitbiswal4998
@summitbiswal4998 3 ай бұрын
Strong rules darkar Just like Dubai
@umakantamohanty9434
@umakantamohanty9434 3 ай бұрын
ବହୁତ... ରୁ ବହୁତ କଠିନ ରୁ କଠିନ ଦଣ୍ଡ ଦିଆଯାଉ
@manasmanas3632
@manasmanas3632 3 ай бұрын
Tankuy sir mam
@pratapkumarbaral9791
@pratapkumarbaral9791 3 ай бұрын
Thanks❤🌹🎉
@sarbeswardas8822
@sarbeswardas8822 3 ай бұрын
Thank you for your excellent interview.
@biswajitghadei-y7l
@biswajitghadei-y7l 2 ай бұрын
Jay Jagannath
@saritagomango
@saritagomango 3 ай бұрын
Bahut sundar aau thik katha kahichonti madam...Bhagbaan nka paakhare prathana j a duskarma paen jia jia b karichonti semaana nku emiti danda deba darkaar j jemiti emiti dukarma kariba paen hazar thara bhabibaku padibo😡...
@bharatrout3886
@bharatrout3886 3 ай бұрын
Jay Jagannath 🙏
@saidutta6626
@saidutta6626 3 ай бұрын
ସାଉଦି ଆରବିକ୍ ଦେଶରେ ଏଭଳି ଦଣ୍ଡ ଦେବା ପୂର୍ବରୁ ବହୁତ କଥା ଉପରେ ଲଗାମ ରଖିଥାନ୍ତି
@sumitrapanda411
@sumitrapanda411 3 ай бұрын
ମୋ ମତରେ ସାମନାରେ ସୁଟ୍ କରିବା ଦରକାର 😭
@Srpritu-o7f
@Srpritu-o7f 3 ай бұрын
Thanks for your padcast mr sangram
@Argusdigital.official
@Argusdigital.official 3 сағат бұрын
Thank you
@mamabehera6333
@mamabehera6333 3 ай бұрын
Best podcast
@Argusdigital.official
@Argusdigital.official 3 сағат бұрын
Thank you
@JitendraKumarNayak-ov2gl
@JitendraKumarNayak-ov2gl 3 ай бұрын
Jai jagannath
@basantakumarkar815
@basantakumarkar815 3 ай бұрын
ମମତା ବାନାର୍ଜୀ କନ କରୁଛନ୍ତି
@Ashoka_the_great
@Ashoka_the_great 3 ай бұрын
ଝିଅ ଆମର ଝିଅ ଙ୍କ ସୁରକ୍ଷା ବି ଆମର .. ଯେଉଁ ମାନେ ପ୍ରେମ ନା ରେ ଝିଅ ଙ୍କ ସହ ମସ୍ତି କରୁଛ (Use and throw) ସେମାନେ ଗୋଟେ କଥା ଭାବି ରଖ କାଲି ଯଦି ତମ ଝିଅ ଆଉ ତମ ଭାବି ସ୍ତ୍ରୀ କି ତମ ବୋଉ ସହ କିଏ ତମ ଭଳି ଖରାପ ବ୍ଯବହାର କି ଦୁଷ୍କର୍ମ କରିବ ତମେ ଜାଣିବା ପରେ କୌଣସି ପର ଝିଅ ସହ ଏମିତି କରିବ .... ଯିଏ ଅମଣିଷ ଯାହାର ବାପା ମା ନିଜ ଛୁଆ ଙ୍କୁ ସଂସ୍କାର ଶିଖେଇ ନାହାନ୍ତି ସେଇ ଛୁଆ ଙ୍କୁ ମୋ cmt ଟା ବହୁତ ଖରାପ ଲାଗୁଥିବ...
@jibanjyotiparida892
@jibanjyotiparida892 3 ай бұрын
Bhai aji kali jhia mane bhala nahanti 90% kharap
@Ashoka_the_great
@Ashoka_the_great 3 ай бұрын
@@jibanjyotiparida892 society ra nazar re kahaku justify kariba agaru nija ghare thiba jhia ra life ku dekha tame bi kahara bhai heithiba naa.. Society ta aji Jain kahara Vala chahini kahara vul ku khyama karichi ta kahaku bina dosa re punishment deichi ..
@DeepaliBehera-nm1yw
@DeepaliBehera-nm1yw 3 ай бұрын
​@@jibanjyotiparida892 tahele kohucho tomo ma bhouni hin 10 % re jaichanti au ame 90 re sabu jhio ki puo kharap nuhonti
@padmalayamishra6824
@padmalayamishra6824 3 ай бұрын
It's a really shame & a great loss for us as she was an efficient Doctor.
@romanusdungdung2378
@romanusdungdung2378 3 ай бұрын
Madam.... We want Justice... For Kolkata Dr..... I have
@Crazyyyworlds8018
@Crazyyyworlds8018 3 ай бұрын
Ama deshare na vala security achhi na sefty officer achhanti,na adminstration strong achhi ,na dress code re salinata achhi ,na vala education system achhi
@abhimanyuparida7499
@abhimanyuparida7499 3 ай бұрын
Mamata ku guli paridaba katha
@sureshpanda9077
@sureshpanda9077 Ай бұрын
Siore Sangram sir
@mantoshmohanty3712
@mantoshmohanty3712 3 ай бұрын
I suggest to both state and central Govt. that, All state Police from Constable to IIC should go training Indian Army. Should give Border duty at least 5 years ( training +duty). It will help for transformation of personality,responsibility, thought , and attitude in a good way of the police person. Then definitely the crime, indiscipline, and corruption will decrease in society. OR All police should be declared as Indian soldiers. They will depute in all state. When the IO/Police to be required for witness for any case. They will attend it through video conferencing.
@PravatiDash-k8z
@PravatiDash-k8z 3 ай бұрын
Please street law
@nirakarbarik5574
@nirakarbarik5574 3 ай бұрын
ହେଭଗଵାନ୍🙏
@Crazyyyworlds8018
@Crazyyyworlds8018 3 ай бұрын
Sabu medical heu ki sabu office heu sethi proper audit heuchi cross audity heu nahi ,na cbi ra barsaku each office, medical, police station visit and cross checking rahiba darkar ,sabu jhia nk pakhare amiti gote alaram divice rahiba darkar, school as u collage ku guide kariba katha,au ame each parents nku nijar pilank upare thikhna guide rahiba darkar pilamanku self respect,au tk mannar sikhaiba ra gurutwa achhi
@pushpalatabehera873
@pushpalatabehera873 3 ай бұрын
Right
@ChandanSibu
@ChandanSibu Ай бұрын
🎉🎉
@OnlyIam0
@OnlyIam0 3 ай бұрын
କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ
@LAXMAN039.
@LAXMAN039. 3 ай бұрын
👍👍👍
@SONULIFEHALCHAL
@SONULIFEHALCHAL 3 ай бұрын
Justice for moumita 😢😢
@bijaykumarsahoo8498
@bijaykumarsahoo8498 3 ай бұрын
ଫାଶୀ ଦିଆଯାଉ
@dhirendranathrout3005
@dhirendranathrout3005 3 ай бұрын
ସମସ୍ତ ଅଭିଯୁକ୍ତଙ୍କୁ
@Reenabehera0
@Reenabehera0 3 ай бұрын
Maa apana thik kahuchhanti maa se mahisasur pasu amanisa kukura pisacha pasu mahisasur amanisa pasu ku kachadi kachadi marantu mahabahu piti piti olata tangi dia au taku ta akhire kacha re kana karidia hata anguthi ku kati dia tapare taku phasi deidia 😭 jie ehi pasu amanisa kukura pisacha kama kariba mam gotie niyama anajau au ehi pasu amanisa kukura pisacha kama kariba loka ku sange sange guli mariba darkar Jay jagannath 🙏🏻😭😭😭😭
@subashchandrasahoo347
@subashchandrasahoo347 3 ай бұрын
Soudi Arab law must be implemented in India Mamata govt should resign.
@SunitaPradhan-d7u
@SunitaPradhan-d7u 3 ай бұрын
Nyaya miliba uchit
@bikrambaral6187
@bikrambaral6187 3 ай бұрын
ଡାକ୍ତର ମାଡାମ 🙏 News ଚାନେଲ 🙏 First ପାଇଁ. Prime misyter Home misster S. Cort all jastis Direect shoot
@purushottamkishan231
@purushottamkishan231 3 ай бұрын
ଫାଶୀ darkar positively
@debamadkami8903
@debamadkami8903 3 ай бұрын
Very sad news sir.
@subhrapradhan2987
@subhrapradhan2987 3 ай бұрын
Sabu govt kariparibani, citizens mananku b kartabya o dayitwa karibakupadiba
@sidhibinayakrout4289
@sidhibinayakrout4289 3 ай бұрын
Khali ame sarira nuha amara parichaya achi keep justice ⚖️
@mansibehera3300
@mansibehera3300 3 ай бұрын
Sir ଏ କଣ ପାକିସ୍ତାନ ନିୟୁଜ ଚାଲିଚ଼ି ସେ କିଏ ହାପ୍ ପ୍ୟାଣ୍ଟ ପିନ୍ଧିକି ବୁଲୁଚ଼ି 25. 45 ମିନିଟରେ ଆଉ ଦିନେ ଏଭଳି ଦେଖିଲେ ତମ ମା ଭଉଣୀ ଉଡେଇବି
@SangramSarangi-oo2pn
@SangramSarangi-oo2pn 3 ай бұрын
ହସ୍ପିଟାଲ ବାରଣ୍ଡାରେ ଯେହେତୁ podcast shooting ହୋଇଥିଲା, ସେତେବେଳେ ଅନେକ ରୋଗୀ ଯାଆସ କରୁଛନ୍ତି।
@sasmitamallick9299
@sasmitamallick9299 3 ай бұрын
Sabu Hospital re alarm ⏰🚨🚨⏰ kahas kari lady doctor aau Nursing officer mananka pain system kara jiba darkar
@prashantpatra9883
@prashantpatra9883 3 ай бұрын
ସବୁ ଝଅ ମହିଳା ମାନେ ପାଖ ରେ ଲଙ୍କା ଗୁନଡ୍ ରଖ ନ୍ତୁ ଦ ରକା ର ହେଲେ କା ମରେ ଆସିବ
@bharatmajhi8536
@bharatmajhi8536 3 ай бұрын
❤❤❤❤❤👍
@suravibesan7443
@suravibesan7443 3 ай бұрын
🙏🙏🙏🙏🙏
@JanmejayBastia-rw9ug
@JanmejayBastia-rw9ug 3 ай бұрын
Samaya asi sesa pahachare pahan chilani sabu sarigiba kehiau rahibeni esansarare bhagaban kemiti bhalaloka srusti karantu
@munanaikmunanaik7443
@munanaikmunanaik7443 3 ай бұрын
Sarkar ganaduskrma kari mananku bada danda bidhan fashi re debadrkar au taparibar ku niya milibadrkre
@sukantabehera6090
@sukantabehera6090 3 ай бұрын
Sir Liku Bhai Interview Dakantu 🎉
@Sweet-k9v
@Sweet-k9v 3 ай бұрын
Odisha re bi kehi safe nahanti
@kirankumarlenka827
@kirankumarlenka827 3 ай бұрын
Doctor jouthi sef nahi Jay jagannath 🙏
@bhagabatroul3284
@bhagabatroul3284 3 ай бұрын
Pre plan Sabu heithiba au athirea police involving
@Deep.barsha
@Deep.barsha 3 ай бұрын
Ama president Jane nari, Kolkata ra CM Jane nari....kn pain sabu chup chap.....jau mane invaluable achhanti samastanku fasi diantu, riquest karuchi ama sistem ku🙏🙏🙏
@bikrambaral6187
@bikrambaral6187 3 ай бұрын
କେବଳ ରାଜନତି ପଇସା ପାଇଁ ନିଜ ସୁରକ୍ଷା ପାଇଁ
@9xm50
@9xm50 3 ай бұрын
🙇🙏
@sridharpradhan2684
@sridharpradhan2684 3 ай бұрын
Sir semananka hatare kakudi semananka hata re chhuri ame kichhi Kari paribani
@bikrambaral6187
@bikrambaral6187 3 ай бұрын
ଝିଅ or ନାରୀ ଏ ଭଳି case ରେ enconutter
@LaluMunda-tv3jz
@LaluMunda-tv3jz 3 ай бұрын
Tikh kohi6anti maam sir
ରୁନା ରୂପାଙ୍କ ସିକ୍ରେଟ vlog / Rupa p
32:33
Rupa,pin2,khushi express
Рет қаралды 53 М.
Chain Game Strong ⛓️
00:21
Anwar Jibawi
Рет қаралды 30 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 107 МЛН
Cat mode and a glass of water #family #humor #fun
00:22
Kotiki_Z
Рет қаралды 12 МЛН
Chain Game Strong ⛓️
00:21
Anwar Jibawi
Рет қаралды 30 МЛН