5T Chairman Kartik Pandian conducts election campaign in Badamba ahead of 2024 elections | KalingaTV

  Рет қаралды 26,332

Kalinga TV

Kalinga TV

2 ай бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 345
@welcomebharat01
@welcomebharat01 2 ай бұрын
ଆରେ ଶଳା ପାଣ୍ଡିଆ ମନ୍ଦିର ଉର୍ନତି କଲେ ଶିକ୍ଷିତ ଯୁବକ ସେଠି ବସି ଭିକ ମାଗିବେ କି
@bijayranjanrout3705
@bijayranjanrout3705 2 ай бұрын
କୁଆଡେ ଗଲା ଟଙ୍କା, ଚିନି କଳ ବିଷୟରେ କୁହ
@welcomebharat01
@welcomebharat01 2 ай бұрын
ଆଉ ୫୦ ବର୍ଷ ଲାଗିଯିବ ଓଡିଶା ର ଉର୍ନତି ପାଇଁ
@user-ql6vs1rk8q
@user-ql6vs1rk8q 2 ай бұрын
ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@user-qg6eq2mg3u
@user-qg6eq2mg3u 2 ай бұрын
କୃଷି କ୍ଷେତ୍ରରେ ଆଜି ରାଜ୍ୟ ଦେଶ ର ତୃତୀୟ ବୃହତମ ରାଜ୍ୟ ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି ଓ ଏହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇଛି l
@Educationpoint100
@Educationpoint100 2 ай бұрын
ଦୟାକରି ଭୁଲ୍ ତଥ୍ୟ ଦିଅନ୍ତୁ ନାହିଁ। ଓଡ଼ିଶା ର ଚାଷୀଙ୍କ ମାସିକ ଆୟ କେବଳ 5k according to govt of India report
@satyabratapatra3511
@satyabratapatra3511 2 ай бұрын
ଆମ ରାଜ୍ୟ ସରକାର ଥିବା ପଯ୍ୟନ୍ତ ଓଡ଼ିଶା ବାସୀଙ୍କର ଓ ଛାତ୍ର ସମାଜର କୌଣସି ଅସୁବିଧା ହେବ ନାହିଁ।ଆମ ରାଜ୍ୟ ସରକାର ନବୀନ ବାବୁ ହେଉଛନ୍ତି ଗରୀବ ଜନତା ଙ୍କ ସାଥୀ।
@Educationpoint100
@Educationpoint100 2 ай бұрын
ଏବେ ପଇସା ନବ ଆଉ ପାଠ ପଢା ସାରିଲେ ଦାଦନ ଯିବ
@LaxminarayanJena-ux3ez
@LaxminarayanJena-ux3ez 2 ай бұрын
ନବୀନଙ୍କ ନେତୃତ୍ୱ ଏବଂ 5T ର ସଂକଳ୍ପ ପାଇଁ ଓଡ଼ିଶା ବିକାଶର ସ୍ପିଡ଼ ଦ୍ବିଗୁଣିତ ହୋଇଛି ଏବଂ ପ୍ରଗତି ପଥରେ ଆମ ରାଜ୍ୟ ସଫଳତାର ପ୍ରତିଟି ପାହାଚ ଅତିକ୍ରମ କରୁଛି l
@user-eq7lh7nt8w
@user-eq7lh7nt8w 2 ай бұрын
ଆମ ମୁଖ୍ୟମନ୍ତ୍ରୀ ନବୀନବାବୁ ଜଣେ ଏମିତି ରାଜନେତା ଯାହା ଭାରତରେ ମିଳିବା ଅସମ୍ଭବ। ସବୁବେଳେ ଓଡିଶାକଥା ଛଡ଼ା କିଛି ଭାବନ୍ତିନାହିଁ। ଏହି କାରଣ ପାଇଁ ସାରା ଓଡ଼ିଶା ନବୀନବାବୁଙ୍କ ଉପରେ ଭରସା ରଖିଛନ୍ତି।
@user-eq7lh7nt8w
@user-eq7lh7nt8w 2 ай бұрын
ଓଡ଼ିଶା ବାସୀଙ୍କ ହିତସାଧନ ପାଇଁ ସବୁବେଳେ ତତ୍ପର ହୋଇ ରହିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@satyabratapatra3511
@satyabratapatra3511 2 ай бұрын
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡିଶା ଆଜି ବିକାଶର ନୂଆ ଦିଶାରେ ଦୃଶ୍ୟମାନ ହୋଇପାରୁଛି, ଏହା ଅନ୍ୟ ରାଜ୍ୟ ଅପେକ୍ଷା ଅଗ୍ରଣୀ ରାଜ୍ୟ ଭାବେ ବିବେଚିତ ହୋଇପାରୁଛି.
@r_lipun_samal857
@r_lipun_samal857 2 ай бұрын
I’ve never witnessed such awesome editing as this one. Following your channel from the last two years, interesting content!
@user-eq7lh7nt8w
@user-eq7lh7nt8w 2 ай бұрын
ଏମିତି ଆମ ମୁଖ୍ୟମନ୍ତ୍ରୀ, ଯାହାଙ୍କ ପ୍ରାଣ ସବୁବେଳେ ଲୋକସେବାରେ ସମର୍ପିତ । ବିଜେଡ଼ିରେ ଯୋଗ ଦେଇଥିବାରୁ ଗର୍ବ ଅନୁଭବ କରୁଛି l
@user-eq7lh7nt8w
@user-eq7lh7nt8w 2 ай бұрын
ରାଜ୍ୟର ଥିବା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଯୋଜନା କରି ମା ମାନଙ୍କୁ ଆଗକୁ ନେଇ ପାରିଛନ୍ତି l
@user-eq7lh7nt8w
@user-eq7lh7nt8w 2 ай бұрын
ଭାରତ ବର୍ଷ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗକୁ ଅନୁକରଣ କରୁଥିବାରୁ ଓଡିଶା ବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ।
@satyabratapatra3511
@satyabratapatra3511 2 ай бұрын
ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡିର ମୂଳମନ୍ତ୍ର, ନୀତି, ଆଦର୍ଶ ।
@LaxminarayanJena-ux3ez
@LaxminarayanJena-ux3ez 2 ай бұрын
୨୪ ବର୍ଷ ତଳର ଓଡ଼ିଶା ଆଉ ବର୍ତ୍ତମାନ ର ଓଡ଼ିଶା ମଧ୍ୟରେ ଦେଖାଦେଇଛି ବହୁତ ବଡ଼ ପରିବର୍ତ୍ତନ, ଆଜି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି l
@user-eq7lh7nt8w
@user-eq7lh7nt8w 2 ай бұрын
ନୂଆ ଓ ମାଧ୍ୟମରେ ଏକ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ରଖି ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରବୃତ୍ତି ଯୋଗାଇ ଦେଇଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
@user-eq7lh7nt8w
@user-eq7lh7nt8w 2 ай бұрын
ବିଜୁ ବାବୁଙ୍କର ଯେଉଁ ସ୍ବପ୍ନ ଅଧା ରେ ରହିଥିଲା ତାହାକୁ ଗୋଟିଏ ପରେ ଗୋଟିଏ ସ୍ବପ୍ନ ପୂରଣ କରି ପାରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@LaxmipriyaDaspatra
@LaxmipriyaDaspatra 2 ай бұрын
ରାଜ୍ୟର ବିକାଶ ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ୍ୟ ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@LaxminarayanJena-ux3ez
@LaxminarayanJena-ux3ez 2 ай бұрын
ବଡ଼ମ୍ବାରେ ବିଜେଡି ନେତା କାର୍ତିକ ପାଣ୍ଡିଆନ ବିଜେଡି ର ନିର୍ବାଚନ କେମ୍ପେନ ରେ ଯୋଗ ଦେଇ ବଡ଼ମ୍ବା ବାସୀଙ୍କୁ ସମ୍ବର୍ଦ୍ଧନା ଜଣାଇ ବା ସାଙ୍ଗକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି |
@user-eq7lh7nt8w
@user-eq7lh7nt8w 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସରଳତା ନିସ୍ୱାର୍ଥପରତା ଏବଂ ଲୋକ ମାନଙ୍କ ପ୍ରତି ସେବା ମନୋଭାବ ତାଙ୍କୁ ଶ୍ରେଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ କରିପାରିଛି l
@user-eq7lh7nt8w
@user-eq7lh7nt8w 2 ай бұрын
ତୃଣମୂଳ ସ୍ତରରୁ ସହର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶ କୁ ଗୁରୁତ୍ୱ ଦେଇ ଲୋକପ୍ରିୟତା ର ଶୀର୍ଷରେ ରହିଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ।
@user-eq7lh7nt8w
@user-eq7lh7nt8w 2 ай бұрын
ଯେତେ ସବୁ ଭଲ କାର୍ଯ୍ୟ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ନେତାମାନଙ୍କୁ ଓ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ।
@r_lipun_samal857
@r_lipun_samal857 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡ଼ିଶା ପ୍ରଗତି ର ଶିଖର ଛୁଇଁ ପାରିଛି ଆଗକୁ ମଧ୍ୟ ତାହା ଜାରି ରହିବ।
@SidheshSahu-xy7rs
@SidheshSahu-xy7rs 2 ай бұрын
Pandian Sir thinks how everything will be good for the people in future.
@BugguJena
@BugguJena 2 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରାଜନୀତି ର ସମୀକରଣ କୁ ଲୋକ ଙ୍କ ସେବା ପାଇଁ ଉତ୍ସର୍ଗୀକୃତ କରି ଦେଇଛନ୍ତି।
@subratapatra5072
@subratapatra5072 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିପୁଳ ପରି ମାଣରେ ବିକାଶ କରି ଲୋକଙ୍କର ସବୁ ସମସ୍ୟାର ସମାଧାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଯୋଡ଼ି ଶଙ୍ଖ ରେ ମୋହର ମାରି ଆଗକୁ କରିବାର ସୁଯୋଗ ଦେବା ଉଚିତ!
@user-eq7lh7nt8w
@user-eq7lh7nt8w 2 ай бұрын
ଗାଁ ରୁ ସହର ସବୁଆଡେ ବିକାଶ ର ମନ୍ତ୍ର ଫୁଙ୍କି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ହୃଦୟରେ ଶଙ୍ଖ ଚି଼ହ୍ନ ର ଛାପ ଛାଡିଛନ୍ତି |
@user-eq7lh7nt8w
@user-eq7lh7nt8w 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସକାଶେ ରାଜ୍ୟବାସୀ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇ ଆନନ୍ଦରେ ଜୀବନ ଅତିବାହିତ କରୁଛନ୍ତି ।
@user-ux4lp2rn2w
@user-ux4lp2rn2w 2 ай бұрын
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ କରି ଓଡିଶାକୁ ଏକ ସଶକ୍ତ ରାଜ୍ୟ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଧ୍ୟାନ ଦେଇଛନ୍ତି ।
@user-eq7lh7nt8w
@user-eq7lh7nt8w 2 ай бұрын
ନବୀନ ବାବୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଦେଶରେ ରୋଲ ମୋଡେଲ ସାଜିଛନ୍ତି |ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ପାଇଁ ଯୋଜନା କରିଛନ୍ତି ଆମ ନବୀନ ବାବୁ |
@user-eq7lh7nt8w
@user-eq7lh7nt8w 2 ай бұрын
ଆଜି ସାରା ଓଡ଼ିଶାର ସାଡେ଼ ଚାରିକୋଟି ଲୋକଙ୍କ ମନର ମଣିଷଯିଏ ଆମ ସମସ୍ତଙ୍କର ପ୍ରିୟ l ସେ ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@user-eq7lh7nt8w
@user-eq7lh7nt8w 2 ай бұрын
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଓଡ଼ିଶା ବାସୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନବାବୁ ।
@LaxmipriyaDaspatra
@LaxmipriyaDaspatra 2 ай бұрын
ସାଧାରଣ ଲୋଳ ଙ୍କ ଭଲ ପାଇବା କୁ ପାଥେୟ କରି ଆଜି ସାଧାରଣ ଜନତା ଙ୍କ ସହିତ ମିଶୁଛନ୍ତି ଭି କେ ପାଣ୍ଡିଆନ!
@user-eq7lh7nt8w
@user-eq7lh7nt8w 2 ай бұрын
ଲୋକଙ୍କ ବଳ, ଲୋକଙ୍କ ଦଳ- ବିଜୁ ଜନତା ଦଳ । ମୁଁ ଗର୍ବିତ ମୋ ଦଳ ପାଇଁ, ମୁଁ ଗର୍ବିତ ମୋ ସୁପ୍ରିମୋଙ୍କ ପାଇଁ...
@user-eq7lh7nt8w
@user-eq7lh7nt8w 2 ай бұрын
ବିଜୁ ଜନତା ଦଳର ମୂଳମନ୍ତ୍ର ହେଉଛି ସେବା ସ୍ୱର୍ଗତଃ ବିଜୁ ବାବୁଙ୍କ ଆଦର୍ଶରେ ଦଳ ସବୁବେଳେ ସେବା ମନୋଭାବ ନେଇ କାର୍ଯ୍ୟ କରି ଚାଲିଛି l
@user-ux4lp2rn2w
@user-ux4lp2rn2w 2 ай бұрын
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାବାସୀ ଙ୍କୁ ସବୁଠାରୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର
@subratapatra5072
@subratapatra5072 2 ай бұрын
ଲୋକଙ୍କ ଆବଶ୍ୟକତା କୁ ପୂରଣ କରିବା ପାଇଁ ସବୁବେଳେ ବିକାଶ ମୂଳକ ପଦକ୍ଷେପ ନେଇ ବିଶ୍ବାସ ଜିତି ଆସୁଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@BugguJena
@BugguJena 2 ай бұрын
ମହାପ୍ରଭୁ ଜଗନ୍ନାଥ ଙ୍କ ଅପାର କରୁଣା ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ରହି ଆସିଛି ଆଗକୁ ମଧ୍ୟ ରହିବେ।
@user-ql6vs1rk8q
@user-ql6vs1rk8q 2 ай бұрын
ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ମିଶନ ଶକ୍ତି ଯୋଜନା ଜରିଆରେ ବିନା ସୁଧରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି.
@user-qg6eq2mg3u
@user-qg6eq2mg3u 2 ай бұрын
ବିଜେଡି ମାନେ ଏଇ ଭଳି ସାଧାରଣ କାମ ବହୁତ ଶୀଘ୍ର କରିପାରିବେ କିନ୍ତୁ ବିଜେପି ମାନେ ଏଇ ଭଳି କାମ କରିବାକୁ ୫ବର୍ଷ ଲାଗିଯିବ l
@user-qg6eq2mg3u
@user-qg6eq2mg3u 2 ай бұрын
ନବୀନ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଯାହାଙ୍କ ନୀତି ନିଷ୍ପତ୍ତିକୁ ନେଇ ଦେଶରେ ଚର୍ଚ୍ଚା ହୁଏ ଜନ୍ମରୁ ଜୁଇ, ସାଧାରଣ ଲୋକଙ୍କ ପାଇଁ ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଣିଛନ୍ତି ଓଡ଼ିଶାବାସୀଙ୍କ ମନ
@BugguJena
@BugguJena 2 ай бұрын
ରାଜ୍ୟ ସରକାର ରାଜ୍ୟର ଉନ୍ନତି ପାଇଁ ଯେଉଁ ନିଷ୍ପତ୍ତ ମାନ ନେଇଥାନ୍ତି ତାହା ଜନକଲ୍ୟାଣ ହୋଇ ଥାଏ।
@SHEELA_3333
@SHEELA_3333 2 ай бұрын
ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ପ୍ରତି ପରିସ୍ଥିତିରେ ରହି ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l
@user-wk4yn6xv8l
@user-wk4yn6xv8l 2 ай бұрын
ରାଜ୍ୟର ପ୍ରତିଟି କ୍ଷେତ୍ରରେ ରୂପାନ୍ତର ସହିତ ପ୍ରତିଟି କ୍ଷେତ୍ରକୁ ସାଫଳତାର ସହିତ ଆଗକୁ ଆଗେଇ ନେଇ ଚାଲିଛନ୍ତି ରାଜ୍ୟ ନବୀନ ସରକାର l
@user-eq7lh7nt8w
@user-eq7lh7nt8w 2 ай бұрын
ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।
@user-eq7lh7nt8w
@user-eq7lh7nt8w 2 ай бұрын
ମାଆ, ମାଟିକୁ ସମ୍ମାନ ଦେଇ ସେମାନଙ୍କ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିବା ଦଳ, ମୋ ବିଜୁ ଜନତା ଦଳ...
@user-eq7lh7nt8w
@user-eq7lh7nt8w 2 ай бұрын
ସାମଗ୍ର ଓଡ଼ିଶା ବାସୀଙ୍କୁ ନିଜ ପରିବାର ବୋଲି ମନେକରି ସମସ୍ତଙ୍କ ସ୍ଵାର୍ଥ ରକ୍ଷା ପାଇଁ ସର୍ବଦା ଲଢ଼ି ଆସୁଛନ୍ତି ନବୀନ ସରକାର ।
@BugguJena
@BugguJena 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5t ଅଧକ୍ଷଙ୍କ ପାଇଁ ଆଜି ଓଡ଼ିଶା ଉନ୍ନତି ପଥରେ ଆଗେଇଚାଲିଛି।
@sonaliparida143
@sonaliparida143 2 ай бұрын
ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର ।ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
@SidheshSahu-xy7rs
@SidheshSahu-xy7rs 2 ай бұрын
ଓଡ଼ିଶା ର ସାମୁହିକ ବିକାଶ ପାଇଁ ଓ ସାଢେ଼ ଚାରିକୋଟି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁ ବେଳେ ଚେଷ୍ଟିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ l
@ratanbiswal-wq5ok
@ratanbiswal-wq5ok 2 ай бұрын
25 baras sasan pare piba pani ra asubidha achhi dhanya re sasan tumar dhanya odisa loka bi
@BugguJena
@BugguJena 2 ай бұрын
ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେ ଓଡିଶାବାସୀଙ୍କ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ।
@user-eq7lh7nt8w
@user-eq7lh7nt8w 2 ай бұрын
ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର।
@user-ql6vs1rk8q
@user-ql6vs1rk8q 2 ай бұрын
ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କୁ ସ୍କଲାରସିପ ପ୍ରଦାନ କରିଛନ୍ତି.
@user-qg6eq2mg3u
@user-qg6eq2mg3u 2 ай бұрын
ଆଞ୍ଚଳିକ ଦଳ ଭାବେ ରାଜ୍ୟର ହକ୍ ପାଇଁ ଲଢେଇ କରି ସାଢେ ୪ କୋଟି ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@user-eq7lh7nt8w
@user-eq7lh7nt8w 2 ай бұрын
ଓଡ଼ିଶା ବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି , ମୁଖ୍ୟମନ୍ତ୍ରୀ ନବୀନ ବାବୁ ।
@satyabratapatra3511
@satyabratapatra3511 2 ай бұрын
ଓଡିଶା କୁ ଆଜି ଏକ ବିକଶିତ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତ ବର୍ଷ ରେ ନୂଆ ପରିଚୟ ସୃଷ୍ଟି କରେଇଛନ୍ତି l
@user-eq7lh7nt8w
@user-eq7lh7nt8w 2 ай бұрын
ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।
@user-pt7oi6bj4t
@user-pt7oi6bj4t 2 ай бұрын
ବଡ଼ମ୍ବାଠାରେ ନିର୍ବାଚନୀ ସଭାରେ ଜନସମୁଦ୍ର ଦେଖି 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜାଣିପାରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ବଡ଼ମ୍ବା ବାସୀଙ୍କର କେତେ ଭରଷା ରହିଛି ।
@user-ql6vs1rk8q
@user-ql6vs1rk8q 2 ай бұрын
ବାବା ସିଂହନାଥ ମନ୍ଦିର ଉନ୍ନତିକରଣ ଲାଗି 5 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି.
@srikantrout2342
@srikantrout2342 2 ай бұрын
Hon'ble Chief Minister has given the country's first World Skill Center to Odisha
@Educationpoint100
@Educationpoint100 2 ай бұрын
କରିକି କଣ ଲାଭ। ଶେଷରେ ତ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବାକୁ ପଡ଼ିବ କାରଣ 25 ବର୍ଷ ର ଅପାରଗ ସରକାର ଗୋଟେ ବି industri odisha କୁ ଆଣି ପରିଁଲା ନାହିଁ
@user-eq7lh7nt8w
@user-eq7lh7nt8w 2 ай бұрын
ନବୀନ ପଟ୍ଟନାୟକ ଏପରି ଏକ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ହିଁ ତାଙ୍କର ପରିଚୟ ଓ ସେହି ପରିଚୟ ପାଇଁ ସେ ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।
@user-ux4lp2rn2w
@user-ux4lp2rn2w 2 ай бұрын
ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେହି ପରିବାର କୁ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ
@user-pt7oi6bj4t
@user-pt7oi6bj4t 2 ай бұрын
5Tଅଧ୍ୟକ୍ଷ ବଡ଼ମ୍ବା ଠାରେ ଭାଷଣ ଦେଇଛନ୍ତି ଓଡ଼ିଶାର ବିକାଶକୁ ଗୁରୁତ୍ଵ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡିଶାବାସୀ ଙ୍କ ପାଖରେ ରହି ଆସୁଛନ୍ତି ଆଗକୁ ମଧ୍ୟ ରହିବେ । ତେଣୁ ଆପଣମାନେ ଯୋତିଶଙ୍ଖରେ ମ ହୋର ମାରି ମୁଖ୍ୟମନ୍ତ୍ରୀଙ୍କୁ ଜୟ ଯୁକ୍ତ କରାନ୍ତୁ |
@subratapatra5072
@subratapatra5072 2 ай бұрын
ଓଡ଼ିଶାର ବିକାଶ ଓ ବିଶ୍ୱାସର ଚି଼ହ୍ନ ଶଙ୍ଖ ଚି଼ହ୍ନ ତେଣୁ ଏହି ଚି଼ହ୍ନ ହିଁ ଓଡ଼ିଶାର ଗର୍ବ ତେଣୁ ଓଡ଼ିଶା ବାସୀ ଏହି ଶଙ୍ଖ ଚିହ୍ନରେ ମୋହର ମାରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜୟଯୁକ୍ତ କରାନ୍ତୁ |
@satyabratapatra3511
@satyabratapatra3511 2 ай бұрын
5ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଣେଇ ଯାଇ ନିବାଚନ ପ୍ରଚର କରିଛନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ବିଷୟରେ ଅବଗତ କରିଛନ୍ତି!
@user-eq7lh7nt8w
@user-eq7lh7nt8w 2 ай бұрын
ନବୀନ ବାବୁଙ୍କ ସକାଶେ ଓଡ଼ିଶା ବାସୀ ଆଜି ଭଲରେ ଅଛି ସେଥିପାଇଁ ଓଡ଼ିଶା ବାସୀଙ୍କ ହୀତ ପାଇଁ ସଦା ଚିନ୍ତିତସେହେହୁଛନ୍ତି ଆମପ୍ରିୟ ନବୀନ ପଟ୍ଟନାୟ!
@sonaliparida143
@sonaliparida143 2 ай бұрын
ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l
@satyabratapatra3511
@satyabratapatra3511 2 ай бұрын
ଓଡ଼ିଶା ର ବିକାଶ କେବଳ ନବୀନ ପଟ୍ଟନାୟକଙ୍କର ସ୍ବପ୍ନ।ଆଉ ସେହି ସ୍ବପ୍ନ କୁ ନେଇ ଆଜି ଯାଏ ବିଜୁ ଜନତା ଦଳ ସବୁବେଳେ କାମ କରି ଆସିଛି ଓ ଆଗକୁ କରିବ ମଧ୍ୟ ପ୍ରତିଶୃତି ଦେଇଛନ୍ତି ପ୍ରଣପ୍ରକାଶ ଦାସ l
@satyabratapatra3511
@satyabratapatra3511 2 ай бұрын
ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ନବୀନ ବାବୁ ଦିନ ରାତି ପରିଶ୍ରମ କରିଚାଲିଛନ୍ତି |
@subratapatra5072
@subratapatra5072 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଶାସନ ଓ ଦୃଡ ନେତୃତ୍ୱ ପାଇଁ ଓଡିଶା ଇତିହାସରେ ବଡ଼ ରେକର୍ଡ ସୃଷ୍ଟି କରିବ l
@user-ql6vs1rk8q
@user-ql6vs1rk8q 2 ай бұрын
ବଡମ୍ବାରେ 5 ଟି ଅଧକ୍ଷ ପାଣ୍ଡିଆନ ସାର ପହଞ୍ଚି ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ, ତା ସହିତ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ.
@user-eq7lh7nt8w
@user-eq7lh7nt8w 2 ай бұрын
ନବୀନ ବାବୁଙ୍କ ସକାଶେ ଓଡ଼ିଶା ବାସୀ ଆଜି ଭଲରେ , ଶାନ୍ତିରେ ଜୀବନ ଅତି ବାହିତ କରି ପାରୁଛନ୍ତି ।
@rashmipriyakhuntia9743
@rashmipriyakhuntia9743 2 ай бұрын
ଦେବୀ ବାବୁ ବଡମ୍ବା ର ବିକାଶ କରିନାହାନ୍ତି ବରଂ ସେ ଆସିବାରୁ ଚିନି କଳ କୁ ବନ୍ଦ କରିଦେଇଛନ୍ତି ଆମେ ମାନେ ପରିବର୍ତ୍ତନ ଚାହୁଁଛୁ.... ଆମର ଦାବୀ ପୂରଣ ହେବ ମୁନା ଭାଇ ବିଧାୟକ ହେବେ ... ଦେବୀ ଭାଇନା ୨୫ବର୍ଷ ଭିତରେ କିଛି କରିପାରିଲେନି ଆଉ ଏଇ ଥର ଆସିଲେ କାରଖାନା ଖୋଲିବେ ....ଆଉ ସପନ ଦେଖନି ୪ ତାରିଖ ଦିନ ବଡମ୍ବା ନରସିଂହପୁର ବସୀ ନୂଆ ସକାଳ ଦେଖିବେ ... ଆମର ଦାବୀ ମୁନା ଭାଇ ❤❤❤❤❤
@SidheshSahu-xy7rs
@SidheshSahu-xy7rs 2 ай бұрын
ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେ ଓଡିଶାବାସୀଙ୍କ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ l
@user-pt7oi6bj4t
@user-pt7oi6bj4t 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ବଡ଼ମ୍ବା ନରସିଂ- ପୁର ବାସୀଙ୍କର ଭରସା ରହିଛି ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ବଡ଼ମ୍ବାବାସୀ ସ୍ଥିର କରିଛନ୍ତି ।
@user-qg6eq2mg3u
@user-qg6eq2mg3u 2 ай бұрын
5T ଯେଉଁ ଚେଲେଞ୍ଜ ନେଇ କାର୍ଯ୍ୟ କୁ ସଠିକ ସମୟରେ ବାସ୍ତବ ରୂପ ଦେବାର ଯେଉଁ ଦକ୍ଷତା ତାହା ଆଉ କାହା ପାଖରେ ନାହିଁ ଓ ଏହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ଇଚ୍ଛାଶକ୍ତି ପାଇଁ ହୋଇପାରିଛି l
@user-eq7lh7nt8w
@user-eq7lh7nt8w 2 ай бұрын
ରାଜ୍ୟର ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ SHG ମାଧ୍ୟମରେ ସ୍ୱାବଲମ୍ବୀ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଆଜି ସାରା ଓଡ଼ିଶାରେ ଚର୍ଚାର ବିଷୟ ପାଲଟିଛି ।
@user-eq7lh7nt8w
@user-eq7lh7nt8w 2 ай бұрын
ସମଗ୍ର ଓଡ଼ିଶା ବାସୀ ରାଜ୍ୟ ସରକାରଙ୍କ ଉପରେ ଯେଉଁ ଭରସା କରିଥିଲେ ସେହି ଅନୁସାରେ ଓଡ଼ିଶା ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ l
@user-wk4yn6xv8l
@user-wk4yn6xv8l 2 ай бұрын
ଓଡିଶା ର ସାଧାରଣ ଜନତା ଙ୍କ ଭଲ ପାଇବା କୁ ଗ୍ରହଣ କରି ଲୋକ ଙ୍କ ସହିତ ମିଶି ତାଙ୍କ ହୃଦୟ ରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି ଭି କେ ପାଣ୍ଡିଆନ ବାବୁ
@user-ux4lp2rn2w
@user-ux4lp2rn2w 2 ай бұрын
COVID ପରେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଅନଲାଇନ ପାଠପଢ଼ା ଚିନ୍ତାଧାରା ଏକ ରେକର୍ଡ
@LaxmipriyaDaspatra
@LaxmipriyaDaspatra 2 ай бұрын
ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବହୁତ ଭଲ ଭଲ ଫଦକ୍ଷେପ ନେଇଛନ୍ତି l
@user-eq7lh7nt8w
@user-eq7lh7nt8w 2 ай бұрын
ପ୍ରଗତି ପଥରେ ଓଡ଼ିଶାକୁ ଆଗେଇ ନେବାପାଇଁ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ପାଇଁ ଆଜି ଓଡ଼ିଶାର ଗର୍ଵ ଏବଂ ଗୌରବ l
@user-ql6vs1rk8q
@user-ql6vs1rk8q 2 ай бұрын
ମା ପରାଳ ମନ୍ଦିରର ଉନ୍ନତିକରଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5 କୋଟି 30 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି.
@user-eq7lh7nt8w
@user-eq7lh7nt8w 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ କୋଟିର ଶାସନ ବ୍ୟବସ୍ତା ବଳରେ ସେ ଆଜି ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଓଡିଶାକୁ ମଧ୍ୟ ବିଶ୍ବ ସ୍ତରକୁ ନେଇଯାଇଛନ୍ତି.
@PritamSharma-zo4th
@PritamSharma-zo4th 2 ай бұрын
କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l
@user-ux4lp2rn2w
@user-ux4lp2rn2w 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଓଡ଼ିଶାର ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ଓଡ଼ିଶାର ଲୋକ ମାନଙ୍କ ପାଇଁ ଯୋଜନା ପରେ ଯୋଜଁ ଦେଇ ଲୋକଙ୍କର ସମସ୍ୟା ଦୂର କରିପାରିଛନ୍ତି |
@user-qg6eq2mg3u
@user-qg6eq2mg3u 2 ай бұрын
ଓଡ଼ିଶାରେପର୍ଯ୍ୟଟନ କ୍ଷେତ୍ରଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟନ୍ତ୍ର ଏବଂ ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଓଡିଶା ଆଜି ବିକାଶର ଆଗ ଧାଡ଼ିରେ ପହଞ୍ଚିଛି ପାରିଛି ।
@user-eq7lh7nt8w
@user-eq7lh7nt8w 2 ай бұрын
ଯିଏ ମୋର ଓ ମୋ ପରିବାରର ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ନେଇଛି, ମୋ ଭୋଟ ସେଇ ବିଜେଡିକୁ ଯାଉଛି।
@user-eq7lh7nt8w
@user-eq7lh7nt8w 2 ай бұрын
ମହିଳା ମାନଙ୍କୁ ହାଣ୍ଡିଶାଳରୁ ଆଣି ସଶକ୍ତିକରଣର କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଯାହା ଫଳରେ ମହିଳା ମାନେ ନିଜେ ରୋଜଗାର କରିବା ସହିତ ନିଜ ପରିବାରର ଭରଣ ପୋଷଣ କରିପାରୁଛନ୍ତି ।
@r_lipun_samal857
@r_lipun_samal857 2 ай бұрын
ବିଜେଡି ଦଳର ଜଣେ ଲୋକ ପ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଭି କେ ପଣ୍ଡିଆନ ସାର. ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଓଡିଶା ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି.
@user-ranjit687
@user-ranjit687 2 ай бұрын
ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର । ଜୟ ବିଜେଡ଼ି ଜୟ ନବୀନ ଜୟ ଶଙ୍ଖ
@BugguJena
@BugguJena 2 ай бұрын
ବିପର୍ଯୟଠୁ ଆରମ୍ଭ କରି ରାସ୍ତା, ପାନିଅ ଜଳ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସବୁ କ୍ଷେତ୍ର ରେ ଓଡିଶା ଆଜି ଆଗରେ ଏହା କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବ ହୋଇଛି ।
@user-ux4lp2rn2w
@user-ux4lp2rn2w 2 ай бұрын
ବିକାଶ ଓଡ଼ିଶା ର ଘରେ ଘରେ ପହଞ୍ଚାଇବା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ୟଓ ଉଦେଶ୍ୟ
@user-eq7lh7nt8w
@user-eq7lh7nt8w 2 ай бұрын
ଶଙ୍ଖ ବିକାଶର ଚିହ୍ନ , ତେଣୁ ରାଜ୍ୟର ବିକାଶ ପାଇଁ ଆସନ୍ତୁ ଯୋଡି ଶଙ୍ଖ ଚିହ୍ନରେ ମୋହର ମାରିବା |
@SidheshSahu-xy7rs
@SidheshSahu-xy7rs 2 ай бұрын
5t ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ପ୍ରଚାର ଓ ପ୍ରସାର କରିବାର ଶୈଳୀ ଲୋକମାନଙ୍କୁ ବହୁତ ଅନୁପ୍ରାଣିତ କରୁଛି l
@user-pt7oi6bj4t
@user-pt7oi6bj4t 2 ай бұрын
5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ଼ମ୍ବା ନରସିଂପୁରଠାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଁ ଭଟ୍ଟାରିକାଙ୍କ ମନ୍ଦିର ର ରୁପାନ୍ତରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ।
@user-pt7oi6bj4t
@user-pt7oi6bj4t 2 ай бұрын
5T ଅଧ୍ୟକ୍ଷ ବଡମ୍ବା ଠରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବର୍ଗର ଲୋକଙ୍କ ପାଇଁ ଜନହିତକରଯୋଜନାମାନ କରିଛନ୍ତି, ସେଥିପାଇଁ ପ୍ରତିନିର୍ବାଚନରେତାଙ୍କର ଲୋକପ୍ରିୟତାବଢ଼ିବାରେ ଲାଗିଛି.
@user-wk4yn6xv8l
@user-wk4yn6xv8l 2 ай бұрын
ରାଜ୍ୟ ବାସି ଙ୍କ ସୁଖ ଦୁଃଖ ର ସାଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିପାଇଁ ଓଡିଶା ବାସି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ନବୀନ ବାବୁଙ୍କ ପାଇଁ ଆଶ୍ରିବାଦ ଭିକ୍ଷ୍ୟା କରିଛନ୍ତି ସେ ନିଶ୍ଚିତ ଓଡିଶା ରେ ବାଜି ମାତ କରିବେ l
Secret Experiment Toothpaste Pt.4 😱 #shorts
00:35
Mr DegrEE
Рет қаралды 8 МЛН
One moment can change your life ✨🔄
00:32
A4
Рет қаралды 35 МЛН
PM Modi addresses a public meeting in Berhampur, Odisha
39:23
Narendra Modi
Рет қаралды 114 М.
Secret Experiment Toothpaste Pt.4 😱 #shorts
00:35
Mr DegrEE
Рет қаралды 8 МЛН