75 years of benefits enough | SC says Parliament must decide on reservation quota

  Рет қаралды 21,353

Bibhuti Sir

Bibhuti Sir

Күн бұрын

Пікірлер: 526
@baikunthabehera1470
@baikunthabehera1470 3 күн бұрын
ଏବେବି ଲୋକ ମାନେ sc/st ଲୋକଙ୍କୁ ନୀଚ ଜାତି ଭାବରେ ଦେଖୁଛନ୍ତି ।
@tanayakumarraut6027
@tanayakumarraut6027 2 күн бұрын
Au 75 year dia jau. ...ta pre au 75 year dhanda au
@suryakantabehera4148
@suryakantabehera4148 2 күн бұрын
Tame bi general lakannku nicha jati bhabare dekha au reservation kn darkar laka jemiti dekhile kn asubidha tame laka nku semiti dekha au khali plan kariki reservation naba
@bkbikram1872
@bkbikram1872 2 күн бұрын
ଆରେ ଭାଇ ଏଠାରେ ଆର୍ଥିକ ଅବସ୍ଥା ଉପରେ ବିଚାର କରିବା କଥା । ଯୋଉ ମାନଙ୍କର ଆର୍ଥିକ ସ୍ଵଛଲ ସେମାନେ ଆଉ ଏ ସରନକ୍ଷନ ପାଇବା ଦରକାର ନୁହେଁ।
@sknayak6565
@sknayak6565 2 күн бұрын
​@@suryakantabehera4148 ଖାଲି ନୀଚ ନଜର ରେ ଦେଖିଲେ ହବନି ମନ୍ଦିର ଛାଡି ବାକୁ ହବ ତାହାଲେ ସବୁ ଠିକି ହେଇଯିବ
@ramakantapanda2956
@ramakantapanda2956 2 күн бұрын
No
@hindusthanhembram2020
@hindusthanhembram2020 2 күн бұрын
ଯେଉଁ ଦିନ sc st ଲୋକମାନେ କୌଣସି ବି ବଡ ବଡ ମନ୍ଦିର ଗୁଡ଼ିକରେ ପୂଜାରୀ ରୂପରେ ସେମାନଙ୍କୁ allow କରାଯିବ ଏବଂ ଯେଉଁ ଦିନଠାରୁ ସମଗ୍ର ଭାରତରେ ଜାତିପ୍ରଥା ଉଠି ଯିବ ସେହଦିନଠାରୁ Creamy layer ଉଠି ଯିବ। main point ହେଲା UR ଲୋକମାନେ ହିଁ ଉଚ୍ଚ ଜାତି ନିଚ୍ଚ ଜାତି କରନ୍ତି
@SanjayKumarMahanta_7
@SanjayKumarMahanta_7 2 күн бұрын
Blind faith and caste system. We should respect our ancestors and their thoughts also.😅
@Quicklearner37
@Quicklearner37 2 күн бұрын
​@@SanjayKumarMahanta_7semane child marriage auu sati daa ha pratha karuthile tu kar ancestors kn sabu jinsa bhala nuha bhai 😅😅😅
@R0hitaKumarMohanty-e8s
@R0hitaKumarMohanty-e8s 2 күн бұрын
Jete reservation dele bi jati pratha Utiba nahi .
@lilamayasahu6669
@lilamayasahu6669 2 күн бұрын
Dharma zero heba katha
@RupNarayanMajhi
@RupNarayanMajhi Күн бұрын
ମନ୍ଦିର ନୁହଁ, business,entertainment,sports, ଆଦି କ୍ଷେତ୍ରରେ ବି ଭାଗିଦାରୀ ମିଳିବା ଦରକାର ।
@Zeropure9078
@Zeropure9078 2 күн бұрын
ସଂରକ୍ଷଣ ରହିଲେ କି ଉଠିଗଲେ ବି ଲୋକମାନଙ୍କ ଚିନ୍ତାଧାରା କେହି ବଦଳେଇ ପାରିବେନି । କେବଳ ଆଜିର ସମାଜ ରେ ହଟହଟା ଆଉ ନିଷ୍ପେସିତ ହେଉଛନ୍ତି ଏହି ସାଧାରଣ ବର୍ଗର ଲୋକ ମାନେ । ଏହି ସମାଜ ରେ କିଛି ସାଧାରଣ ବର୍ଗର ଲୋକମାନେ ଛୁଆଁ ଅଛୁଆଁ ଭେଦଭାବ ରଖିଛନ୍ତି ଆଉ ସେଇଟା ବି ନିଜ ଉପରେ ନିର୍ଭର କରେ । ସରକାର ଯେତେ ଯାହା କଲେ ବି କାହାର ଚିନ୍ତାଧାରା ବଦଳେଇ ପାରିବେନି । କିଛି ସାଧାରଣ ବର୍ଗର ଲୋକ ଛୁଆଁ ଅଛୁଆଁ ଭେଦଭାବ କରନ୍ତି ନାହିଁ, ହେଲେବି ସେମାନେ ବହୁତ୍ ଦୁଃଖ କଷ୍ଟରେ ରହୁଛନ୍ତି । ସମାଜ ସେତେବେଳେ ଉଚ୍ଚତର ହେବ ଯେତେବେଳେ ନିଜେ ନିଜର ମନୋଭାବ ଓ ଚିନ୍ତାଧାରାକୁ ପରିବର୍ତ୍ତନ କରିପାରିବ । " ମଣିଷର ଜାତି କୁ କେହି ଘୃଣା କରନ୍ତି ନାହିଁ ବରଂ ମଣିଷର କର୍ମକୁ ଘୃଣା କରନ୍ତି " ଏହି କଥା ଯେବେ ସମସ୍ତେ ବୁଝିପାରିବେ ସେତେବେଳେ କେହି କହିବେ ନାହିଁ କି ସେ ମୋ ଜାତିକୁ ଘୃଣା କରୁଛି । ଦୁଃଖ ତ ଏତିକି ଯେ ଏଠି ସାଧାରଣ ବର୍ଗ ଛାତ୍ରଟିର ଭବିଷ୍ୟତ ଅନ୍ଧାର ହେଇଯାଉଛି । 😢 ଚାକିରୀ ଆଶାରେ ବୟସ ଗଡି ଯାଉଛି ହେଲେ ଶେଷରେ ଆତ୍ମହତ୍ୟା କରିବାକୁ ଆଶା କରୁଛି । ଏଠି ଜାତି ଭେଦ ନରହିଲେ ବି ଲୋକଙ୍କ ଘୃଣା ଭାବ କେବେ ବି ବଦଳିବ ନାହିଁ । ଆମେ ଏମିତି ପରିବାରରେ ଜନ୍ମ ହୋଇଛୁ ଯେ ଲୋକ ଲଜ୍ଜ୍ୟା ପାଇଁ ନା ମଜୁରୀ ଲାଗିବାକୁ ଯାଇପାରୁଛୁ ନା ଭିକ ମାଗିବାକୁ ଯାଇପାରୁଛୁ ନା ଗୋଟେ ଚାକିରୀ ପାଇପାରୁଛୁ ଖାଲି ହନ୍ତସନ୍ତ ହେଇ ଜୀବନ ବିତାଉଛୁ । ଏମିତି ସଂରକ୍ଷଣ ରହିଲେ ଆମ ପରବର୍ତ୍ତୀ ପିଢ଼ି କେବଳ ଆତ୍ମହତ୍ୟା କରିବା ଛଡା ଆଉ କିଛି ବାଟ ନଥିବ । Ex-: ମୋ ବାପା ଉଚ୍ଚ ଶିକ୍ଷିତ ହେଇ ମଧ୍ୟ ଚାକିରୀ ନପାଇ କଷ୍ଟରେ ଆମକୁ ଚଲେଇଲେ , ଆମକୁ ମଧ୍ୟ ଉଚ୍ଚ ଶିକ୍ଷିତ କଲେ ଭାବିଲେ ମୋ ଛୁଆମାନେ ସରକାରୀ ଚାକିରୀ ଗୋଟେ କରିବେ ହେଲେ ନା ଏବେ ଯାଏ କରିପାରିଲୁ ନାହିଁ । ଯଦି ଆମେ ବି ନପାଇବୁ ଆମ ପର ପିଢ଼ି ବି ସେହି ଆଶା ରଖିକି ଯଦି ନପାଇବେ ଶେଷରେ ଆତ୍ମହତ୍ୟା ହିଁ କରିବେ । 😢😢😭😭😭😭🙏🙏🙏
@jayaprakashkhuntia8949
@jayaprakashkhuntia8949 2 күн бұрын
@@Zeropure9078 Bhai pura thik katha kahichha 👍. General re born haba gote abhisapa ebe ka time re. Ame govt ku request karu6u se sc st loka nku padha re maximum help Karu jaha b required tanku provide Karu general loka nku pa6e ki6i b nadau but exam ra mark re emiti discrimination nakaru. General re b bahut poor loka a6anti, general pila semiti poor re thai ki b padhu6anti but exam time re b se discrimination face karu6anti 😔. Sc st pila tame mane patha padhiki nija quality wise job nele nija ku bhala lagiba na ki reservation re huge mark drop re job paiki
@Zeropure9078
@Zeropure9078 2 күн бұрын
@jayaprakashkhuntia8949 😭
@jasenmarndi4723
@jasenmarndi4723 2 күн бұрын
​@@jayaprakashkhuntia8949Kotha thik kohilo but sei life settle heiki bhed bhav to rohibo....ame settle heiki v
@Bharatbarsham
@Bharatbarsham 2 күн бұрын
ଠିକ୍ ଅଛି ଭାଇ କିଛି problem ନାହିଁ କିନ୍ତୁ ଗୋଟେ କଥା ର ଆପଣ gurantee ଦେଇପାରିବେ କି ୧)କଣ ଜଣେ ଜେନେରାଲ category ର ଲୋକ street sweeper, latrine cleaner, manhole washer, shoe polisher ଏମିତି କାମ କରିପାରିବେ କି ୨)SC/ST ଲୋକଙ୍କୁ ଯୋଗ୍ୟତା ହିସାବରେ ପୂଜାରୀ ପଦ, କଥା ବାଚକ ପଦ ମିଳିବ କି ୩)General ଆଉ SC/ST ଙ୍କ ଭିତରେ intercaste arrange marriage ହେଇପାରିବ କି
@Bharatbarsham
@Bharatbarsham 2 күн бұрын
ଆଉ ଆପଣଙ୍କ ବ୍ରାହ୍ମଣ ଜାତି ର ଲୋକେ ଜାତିପ୍ରଥା ସୃଷ୍ଟି କରି ଦେଶର ବହୁ ସଂଖ୍ୟକ ଲୋକଙ୍କୁ ଗୁଲାମ୍ ବନେଇଲେ ଆଉ ସାମାଜିକ ଶୋଷଣ କଲେ ୧୦୦୦ ବର୍ଷ ରୁ ବି ଅଧିକ ସମୟ ପର୍ଯ୍ୟନ୍ତ ସେଇଟା କିଛି ହେଲାନି ଆଉ ୭୫ ବର୍ଷର reservation କଣ ଅସୁବିଧା କଲା।
@hansdahhansdah8674
@hansdahhansdah8674 3 күн бұрын
Laguchi apana bi st/sc cast against ochonti... So ajithu apanko channel ku unsubscribe kari douchi 👍
@Silent-o6x
@Silent-o6x 2 күн бұрын
😂😂😂 E bala ta padhauchhi je yaku subscribe karichha😂😂😂 5 min content ku 15+ min kariki dekhauchhi
@dhananjaya7060
@dhananjaya7060 2 күн бұрын
Dumb you're brainwashed 😂
@rrbliss8140
@rrbliss8140 2 күн бұрын
Unsubscribe this channel
@jpbabul0770
@jpbabul0770 2 күн бұрын
Ere bhai 😅 katha pade kahila..😂
@biruamamalaxmi541
@biruamamalaxmi541 2 күн бұрын
ମନ୍ଦିର ରେ ତମେ reservation ଛାଡ଼ି ଦିଅ
@ganeshbhai316
@ganeshbhai316 2 күн бұрын
ଆଜିବି ଆମକୁ ଅଛୁଆଁ ଲୋକ କୁହାଯାଉଛି, ଆଜିବି ଆମେ ମନ୍ଦିରକୁ କ୍ଷୀର ନେଇ ଯାଇପାରୁନୁ, ସଭାରେ ଭାତ ତରକାରୀ ପରସି ପାରୁନୁ ଯେଉଁଦିନ ଏସବୁ ହଟିଯିବ ସେଦିନ କେବଳ କିମିଲୟାର ନୁହେଁ ଟୋଟାଲ ରିଜର୍ଭେସନ ହଟିଯିବ
@MrHER0
@MrHER0 2 күн бұрын
Blame game ଖେଳିବା ଅପେକ୍ଷା expose କର ଯେ ଏମିତି କରୁଚି
@prasantbehera9432
@prasantbehera9432 2 күн бұрын
Balo
@suryakantabehera4148
@suryakantabehera4148 2 күн бұрын
Tame kn pain mandira jiba Cristian loka mandira ku allow nahi au tame general bala nka sabha re kn pain bhata tarakari parasiba tame tama sabha re bhata tarakari parasa .au tamaku jia achhuan kahuchi tame taku bi chhuan ni tame taku bi achhuan kuha.au jadi mandira jibaku ichha semanaka mandira ku najai ki tame gote mandira banei dia au jao.semane jetebele mandira baneile tame ketetanka sahajya deithila na mandira baneiba re tamaku sahajya magithile.semane jadi nija dam re mandira banei parile tame kn pain banei paribani.
@ganeshbhai316
@ganeshbhai316 2 күн бұрын
@@suryakantabehera4148 ମନ୍ଦିର ଆମେ ଆଉ ଜେନେରାଲ ମିସିକି ବନେଇଛୁ ଆମେ ମନ୍ଦିରକୁ ଯାହା ନେଉଛୁ ଭୋଗ ହେଉଛି କେବଳ କ୍ଷୀରକୁ ଛାଡ଼ି, ଏହିଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ କହିଲ ଆମକୁ ଛୋଟ ଦେଖାଇବା,ଆଉ ରହିଲା ଦମ୍ କଥା ଆମେ ମନ୍ଦିରକୁ ବନେଇବା ପାଇଁ ଅଧିକ ଶ୍ରମ ଓ ଟଂକା ଦେଇଛୁ,ଆଉ ରହିଲା ଭାତ ତରକାରୀ ପରଷିବା କଥା ଆମେ ଚାଉଳ ଦେବୁ ପରିବା ଦେବୁ ରାନ୍ଧିବା ବେଳେ ସାହଯୋଗ କରିବୁ‌ କିନ୍ତୁ ପରସିବା ବେଳେ ପରସି ପାରୁନୁ ନାହିଁ ଏ କେମିତିକା କଥା ତମ ବଡ଼ ଜାତି ତମ ଦେଖାଅ ମନ୍ଦିରରେ ନୁହେଁ
@ersubhasish
@ersubhasish 2 күн бұрын
ପ୍ରଥମ କଥା ସଂରକ୍ଷଣ କଣ ପାଇଁ ହୋଇଛି ଜାଣିବା ଦରକାର। ଦ୍ୱିତୀୟ ରେ ଆର୍ଥିକ କଥା। ଜଣେ ସରକାରୀ କର୍ମଚାରୀ,ଆର୍ଥିକ ସ୍ୱଚ୍ଛଳ ହୋଇ ମଧ୍ୟ ଜାତିବାଦ ର ଶିକାର ହେଉଛି,ସେକଥା କିଏ କହିବା। ଏଣୁ ଜାତି ପ୍ରଥା ଉଠାଇ ଦେଇ କ୍ରିମି ଲୟର କଥା କୁହନ୍ତୁ।
@SitanayakSitanayak-d3w
@SitanayakSitanayak-d3w 3 күн бұрын
Sabu gaon ra sc st lokamane nija gaon mandirare prabesa karibe seidina reservation uthiba
@jayaprakashkhuntia8949
@jayaprakashkhuntia8949 2 күн бұрын
Ama gaon re ta sc st loka madira ku jau6anti tanku kehi b mana karunahanti. Ebe ka time re mostly area re semiti ki6i b restriction nanhi.
@Motivational__video56
@Motivational__video56 2 күн бұрын
​@@jayaprakashkhuntia8949badhe kua ra benga tume
@sushranshusekhar5158
@sushranshusekhar5158 2 күн бұрын
Achi Abe v
@suryakantabehera4148
@suryakantabehera4148 2 күн бұрын
Tame mandira baneithila ki tame ba Cristian loka tame mandira gale kn kariba. general bala mandira baneile tamaku sethiki allow karunahanti tame bi mandira banao au general bala nku allow karani.au reservation kn darkar.tama gandi re mandira baneiba ku dam nahi
@Motivational__video56
@Motivational__video56 2 күн бұрын
@@suryakantabehera4148 to gaandi ahuri jalibo uthi bani
@jagatbandhujalli5920
@jagatbandhujalli5920 2 күн бұрын
Can sc and st men married to general women?
@satyaranjansahoo8789
@satyaranjansahoo8789 2 күн бұрын
Yes
@DhananjayaChampi
@DhananjayaChampi 2 күн бұрын
No
@sanatandalabehera3926
@sanatandalabehera3926 2 күн бұрын
Yes ebe ta love marriage re heuchhi
@swagatanayak7549
@swagatanayak7549 2 күн бұрын
Refused entry
@BuluGamming1
@BuluGamming1 2 күн бұрын
Good Question Bro
@reenameleka3869
@reenameleka3869 2 күн бұрын
ଯେ ପର୍ଯ୍ୟନ୍ତ ଭେଦଭାବ ରହିବ, ସେ ପରଜନ୍ତ reservation ରହିବ,jay bhim
@MoodySparrow
@MoodySparrow 2 күн бұрын
Kn pain b Jia already reservation neiki job karuchi ta pila ku reservation kn pain b Tama ghare b reservation lagu Kariba ki
@incredibleworld2712
@incredibleworld2712 2 күн бұрын
Bhim😂😂😂😂😂😂😂
@reenameleka3869
@reenameleka3869 2 күн бұрын
@@MoodySparrow ame kn pai reservation lagu karibu,jia kariki jaichanti seita semiti hi rahiba ଯେ ପର୍ଯ୍ୟନ୍ତ ଭେଦଭାବ ରହିବା
@reenameleka3869
@reenameleka3869 2 күн бұрын
@@MoodySparrow SC ST boli ghruna karucha au reservation thile tmku bahut badhuchi au
@PradeepSingh-m6l8m
@PradeepSingh-m6l8m Күн бұрын
​@@reenameleka3869tamaku kia ghruna karuchi... Kichi fact achi... A victim card kheliba band kara... Sale reservation neiki ama education system ku kharap karideleni.... Deserving pila pau nahanti.... Tame sale reservation neiki job kariba then tama pila bi kariba... Bala naa
@saguntunetv7093
@saguntunetv7093 2 күн бұрын
ଗଲା କାଲି ମୋତେ ଗୋଟେ ଓଡିଆ ଲୋକ ଟେ, JUST ତାଙ୍କ ପାଖକୁ ମୁ ଗଲି,ଏତିକି ରେ ତାର ପାଟି ରୁ ବାହାରିଲା , ଦୂରେଇ ଯା, ଦୂରେଇ ଯା 😢😢😢 ,, କାରଣ ମୁ ହଉଛି ଆଦିବାସୀ। ଆଉ ଜଣେ ଲୋକ ଟେ, ଗୋଟେ ଜିନିଷ ଟେ ହାତ ରେ ନ ଦେଇ , ଦୁରରୁ ମୁ ହାତକୁ ପିଙ୍ଗି ଦେଲା 😢
@BipulMohanty
@BipulMohanty 2 күн бұрын
ସରକାରୀ ଚାକିରୀ ସହ ଏ ପ୍ରକାର ଚିନ୍ତାଧାରାର ସମ୍ପର୍କ କଣ ?
@hansdahhansdah8674
@hansdahhansdah8674 2 күн бұрын
ଯେତେବେଳେ ଜଣେ SC/ST ଜଣେ Gen. ଠାରୁ ଆର୍ଥିକ ରେ ସ୍ୱଚ୍ଛଳ ହେବ ସେତେବେଳେ ଯାଇକି ଏଭଳି ଚିନ୍ତା ଧାରା ସମସ୍ତଙ୍କ ମନରୁ ଦୂର ହେବ...ତେଣୁ reservation ସେତେବେଳେ ଯାଏଁ ରହିବା ଦରକାର 👍
@Zeropure9078
@Zeropure9078 2 күн бұрын
@@hansdahhansdah8674 economically strong hele bi lokamanka mindset change kariparibe nahi.......🙏
@misssilent3873
@misssilent3873 2 күн бұрын
Mahamahima Rastrapati ta ebe st ru belong karuchanti
@reenameleka3869
@reenameleka3869 2 күн бұрын
@@hansdahhansdah8674 but 90% general ଲୋକ ବୁଝିବାକୁ naraj
@ranjanpanda6282
@ranjanpanda6282 Күн бұрын
Reservation to sc& st should be kept only in the field of education. But in service sector it brings unworthy people to job .
@krish51300
@krish51300 Күн бұрын
Yes only in education..not in job........only free eduction....but if in job sector it must be bad
@snehalatamunda709
@snehalatamunda709 3 күн бұрын
Jau dina jati neihiki bheda bhaba uthiba sehi dina reservation uthiba
@Grv216
@Grv216 Күн бұрын
Right 👍
@krish51300
@krish51300 Күн бұрын
1st tme quota niani...dkhiba sabu thk rijiba
@jayashreebhoi718
@jayashreebhoi718 14 сағат бұрын
Rightt ...
@jayashreebhoi718
@jayashreebhoi718 14 сағат бұрын
​@krish513 Kota kn neuchu ba UR SEBC SC ST ...Kain UR r kn tame paiparuna kiii
@jayaguru9267
@jayaguru9267 Күн бұрын
Reservation kn ପାଇଁ ହେଇଛି ?କାରଣ ଉଚ୍ଚ ନୀଚ ଜାତି ମନୋଭାବ ଯିବ।କିନ୍ତୁ ଏହା ଦ୍ବାରା ବହୁତ୍ କ୍ଷତି ହୁଅଛି ,ଯେମିତି ଗୋଟେ ଜାଗାରେ ଗୋଟେ general cast ବ୍ରାହ୍ମଣ ବା ଖଣ୍ଡାୟତ ୧୦୦ରୁ ୯୦ ମାର୍କ ରଖି ଚାକିରି ପାଇବନି ଗୋଟେ sc st pila ୬୦mark rakhi ଚାକିରି ପାଇବ ଏହା ଦ୍ବାରା ଯିଏ ପ୍ରକୃତରେ ଅଧିକ ଯୋଗ୍ୟ ସେ ଚାକିରି କଲା ନାହିଁ ଯାହା ଫଳରେ ଗୋଟେ କମ ପାଠ ଜାଣିଥିବା ପିଲା ଯଦି ଡକ୍ଟର ହେଲା ସେ ତ ମଣିଷ କୁ ମାରିଦବ।ଯୋଉ ମାନେ sc st nku respect daunahanti sethi tanku legal action ନିଅ,କିନ୍ତୁ ଚାକିରି reservation dele ଦେଶ ବୁଡ଼ିଯିବ।ଖାଲି ମିଛୁଟା ରେ ଏଠି ଆମେ ବିଶ୍ୱଗୁରୁ ହବୁ, ଚୀନ ଜାପାନ ଆମେରିକା ସହ ଲଢ଼ିବୁ କେବେ ହେଇ ପାରିବନି।ଯୋଉ ପଛ ପଛ ସେଇ ପଛ ହେଇ ରହିବ।ତା ବାଦେ ଆଉ ଗୋଟେ problem asiba jemiti tame reservation ନ ଉଠେଇଲ ତାହେଲେ ବି ସବୁ ସେକ୍ଟର ର ଟପ୍ playar maximum brahmana kimba ଖଣ୍ଡାୟତ ହେଇଥିବ just ex politics ,Janaki pattanik,Biju pattanik,Nabin pattanik,Niranjan pattaink,Dillip ray All are khandyat ,Baijant panda ,Aparajita ଷଡ଼ଙ୍ଗୀ ବ୍ରାହ୍ମଣ ,ଅହୁ ବହୁତ୍ ସେମାନେ ବ୍ରାହ୍ମଣ ଖଣ୍ଡାୟତ kn karibe paisa rojagar karibaku jai white money hau black money ରଖିବେ,ତେଣୁ job sector reservation utheidia ,jaha govt ichha
@sujatamaharana3126
@sujatamaharana3126 11 сағат бұрын
ଜାତିପ୍ରଥା ଉଚ୍ଛେଦ ହୋଇଗଲେ ଏସବୁ ଅସୁବିଧା ଆପେ ଆପେ ସମାଧାନ ହୋଇଯିବ। GE,OBC, SC ଏବଂ ST ନିଜ ନିଜ ଦୃଷ୍ଟିରେ ଠିକ୍ ଅଛନ୍ତି।😊
@chittaranjanchhataria363
@chittaranjanchhataria363 3 күн бұрын
IAS paile kn sir se sc ru general hei jauchhi na samajare tanku pana boli au chhua chhutuka karunananti se 15 lakhs income kale bi taku pana boli chhua nhi karuchhanti
@tbdvinayak
@tbdvinayak 3 күн бұрын
Bilkul
@diptiranjannaik2918
@diptiranjannaik2918 3 күн бұрын
Right 👍🏻
@rajalaxmibarik7467
@rajalaxmibarik7467 2 күн бұрын
Absolutely correct 👍
@R0hitaKumarMohanty-e8s
@R0hitaKumarMohanty-e8s 2 күн бұрын
Ri8
@kapilcharanmohanty9673
@kapilcharanmohanty9673 Күн бұрын
Affidavit Kari general caste heija
@OdishaChada
@OdishaChada 2 күн бұрын
NO RESERVATION IN TEMPLE, EDUCATION AND JOBS. NO SC, ST, OBC OR GENERAL. ALL ARE HINDUS.
@MathureSamad
@MathureSamad 2 күн бұрын
Kn all are hindu .. all are human kuha 😮😮😮
@OdishaChada
@OdishaChada 2 күн бұрын
@MathureSamad THIS RESERVATION ARE MEANT FOR SOME HINDU COMMUNITIES AS PER THE CONSTITUTION ASSEMBLY AND NOT FOR ALL HUMAN.
@kherwalnation3460
@kherwalnation3460 Күн бұрын
Achha all are hindus?? So why caste based discrimination happening till now
@OdishaChada
@OdishaChada Күн бұрын
@@kherwalnation3460 Caste based discrimination is everywhere. Even in between SC class, ST class, OBC class or General class casted based discrimination exist between different caste in their.
@kherwalnation3460
@kherwalnation3460 Күн бұрын
Some Fickle minded unreserved people will blame st sc reservation...what were they doing when their forefathers were given privilege of education centuries ago which st st were devoid of...why are they still gareeb and now targeting reservations
@gokulapatra-uo2sr
@gokulapatra-uo2sr 2 күн бұрын
IAS ,IPS sabu mishra babu,panda babu,mahanti,sharma,das, Pattnaik, tripathy,jena,sahu, sabu (general) pakha re talent au
@rocksoumyaranjan2610
@rocksoumyaranjan2610 2 күн бұрын
ଜାତି ପ୍ରଥା ଉଠିବ ଯଦି ଉଠିବ ତାହେଲେ sc st ଙ୍କୁ kan genera caste ghare pasi paribu, sc st kan obc ghare pasi paribe, sc st kan ଉଚ୍ଚ ଜାତି ଘରେ ପଶିକି ଖାଇ ପାରିବେ, ଟିକେ ନିଜକୁ ପଚାରନ୍ତୁ, sc st kan ତମ ଖଟ ରେ ବସି ପାରିବେ ନାଁ ତମ ସହ ବସି ଭୋଜି ଭାତ ଖାଇ ପାରିବେ ନା ତମ ଝିଅ କୁ ବିବାହ କରି ପାରିବେ ଟିକେ ନିଜକୁ ପଚାରନ୍ତୁ, ଏବେ ବି bramhan sc st ଙ୍କୁ ମନ୍ଦିର re ପୁରୋଉ ନାହାନ୍ତି, ଭୋଜି ଭାତ ଖାଇଲେ ଆମ ଅଇଁଠା ପତ୍ର କେହି ଉଠୋଉ ନାହାନ୍ତି, ଜାତି ପଚାରିକି ଘରେ au🙏ମନ୍ଦିର ରେ ପୁରୋଉଛନ୍ତି, ଆଜି ବି ଲୋକ ପାଣ, ଧୋବା, ବାଘୁତି, କେଉଟ, ହାଡ଼ି, ଡମ, କୋଲ୍ହ ସାଆନ୍ତାଳ କହିକି ଶୋଧୁଚନ୍ତି 🙏🙏ୟା ଉପରେ ଟିକେ ଧ୍ୟାନ ଦିଅନ୍ତୁ, ଆଉ ଯିଏ ଚାକିରି କଲା ସିଏ ତା family ନେଇକି ଅଲଗା ହେଇଗଲା ତାହେଲେ ତାପାଇଁ ତା ଘର ଲୋକ ଙ୍କ ଜାତି ପ୍ରଥା kan ପାଇଁ ଉଠିବ
@exploringtheodisha
@exploringtheodisha 2 күн бұрын
Right 👍
@pradeeppala2225
@pradeeppala2225 2 күн бұрын
Kou duniare Acha bhai
@pradeeppala2225
@pradeeppala2225 2 күн бұрын
Emiti situation heisarilani
@pradeeppala2225
@pradeeppala2225 2 күн бұрын
Brahman mane st Saha marriage karisarileni
@pradeeppala2225
@pradeeppala2225 2 күн бұрын
Widely heini
@pikachu_._9292
@pikachu_._9292 Күн бұрын
ମୁସଲମାନମାନଙ୍କ କଥାରେ କଂଗ୍ରେସ ଚୁପ୍‌। ST\SC କଂ କଥା ଉପରେ ବି.ଜେ.ପି ଚୁପ୍। General ପିଲା ଅଧିକରୁ ଅଧିକ ସମୟ ପାଠ ପଢ଼ି ଅଫିସର ପଦବୀରେ ନିଯୁକ୍ତି ହୁଅ ,ସମୟକୁ ଅଯଥା ବ୍ୟୟ କର ନାହଁ। ଅଧିକରୁ ଅଧିକ ପଇସା ସଂଗ୍ରହ କରନ୍ତୁ କଳାଧନ ହେଉ ବା ଧଳାଧନ‌ ହେଉ , ଯେତେବେଳେ ତମ ପରିବାରର ଜଣେ ସଦସ୍ୟ ଚିକିତ୍ସାଳୟରେ ଥିବେ ସେତେବେଳେ କାହାରି ସାହାଯ୍ୟ ମିଳିବ ନାହିଁ। PM,CM,SC,HC,MP,MLA କେହି ପିଠିରେ ପଡି଼ବେନି ,ବୁଲା କୁକୁରଙ୍କ ପରି ପଇସାଟେ ପାଇଁ ଛଟପଟ ହେଉଥିବ।❤ ଜୟ ହିନ୍ଦ୍ l
@debidattabehura7895
@debidattabehura7895 2 күн бұрын
ଯଉମାନେ group A nd group B ସରକାରୀ ଚାକିରୀ କରୁଛନ୍ତି...ତାଙ୍କ ପିଲାଙ୍କୁ ନ ଦିଆଯାଉ.... ଯାହା ଦ୍ୱାରା ଗରିବ SC nd ST job ପାଇବେ...
@Arudinesh
@Arudinesh Күн бұрын
Reservation caste discrimination pain dia jaithila.... Economically nuha... Political reservation 10yr thila.... Aji bi chhota jati lokar pani piunahanti.. Students mananku room mile nahi ...chhota jati pain College ra canteen re sc/st loka rosei karile kiye khanti nahi.... Jati age uthijau..... Reservation post kete fillup achhi....seta dekha jau.. Kou jati re kete chakiri achhi tara population hisabare seta dekhajau....... Janaganana age heu jiye swachhala thiba taku reservation ra subidha miliba nahi.....
@InDiAn-1947-RAHUL
@InDiAn-1947-RAHUL 3 күн бұрын
Poor Sc,St Creamy Layer Ku Support Kariba Darkar Because Creamy Layer Implement Hele Rich Sc,St Excluded Heijibe And Poor Sc,St Tara Thik Benifits Pai Paribe
@jasenmarndi4723
@jasenmarndi4723 2 күн бұрын
Thick but what about rich st and sc semane rich heigole boli upper caste ku gole ki sei cast re hin but rich hele v upper caste ro Loko mane to semanko the v bhed bhav koribe
@jpbabul0770
@jpbabul0770 2 күн бұрын
After Creamy layer tame sabu kahiba sc/st population Kam general obc ku adhika reservation dr kar naree😅
@InDiAn-1947-RAHUL
@InDiAn-1947-RAHUL 2 күн бұрын
@@jasenmarndi4723 Independence Ra Etiki Barsa Pare B Discrimination Heuchi But Setiki B Heu Nahi , But Discrimination Ra Reservation Sahita Setiki B Effect Paduni School, College, Competitive Exam Re Ta Discrimination Ra Kichi Effect Paduni Jeun Sc St Economically Stable Achanti Semanku Reservation Na miliba Katha
@jasenmarndi4723
@jasenmarndi4723 2 күн бұрын
@@InDiAn-1947-RAHUL discrimination to semane v face koruchonti na
@InDiAn-1947-RAHUL
@InDiAn-1947-RAHUL 2 күн бұрын
@@jasenmarndi4723Reservation Jia Economically Conditions Bhala Nathiba Taku Miliba Katha Because Semane Thik Se Padhi Parunahanti, Jadi Sabu Sc,St Paibe Then Only Upper Sc,St Jahara Economically Conditions Thik Achi Semane Sabu Benifits Pai jibe Poor Poorer Heijiba rich richer Eita Sabu Bele Chaluthiba
@careerberry2502
@careerberry2502 2 күн бұрын
General mane ete barsaru kukura bhadiya dekhuchanti st/St mananku 70 years re samastankar phatigola....ebe v gann sabu re e protha acha se jaga re st/sc dekha jauni ... Mu v general but jadi sabu jaga re same rules Kariba kotha jati fati hotao na bhai
@radhacharansahu9702
@radhacharansahu9702 2 күн бұрын
ମା ମତରେ କ୍ରେମି ଲାୟର ସୃଷ୍ଟି କରିବା ଦରକାର ଏବଂ ଯେଉଁମାନେ କୋଟା ରେ ପାଇ ନାହାଁନ୍ତି ତାଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ହେବ । କାରଣ କ୍ରିମିଲାୟାର ପରିବାର ପିଲା ସାଧାରଣ ବର୍ଗ ପିଲା ସହ କମ୍ପିଟ କରିବାର ଦକ୍ଷତା ହାସଲ କରିଥିବ
@entertainment7882
@entertainment7882 Күн бұрын
Reservation kan age bujhantu ta pare alochana karantu ....deshare ahuri beshi arajakta asiba
@tbdvinayak
@tbdvinayak 3 күн бұрын
The government is talking about reservation,why don't the sc and government are not talking about abolition of caste system.
@SidharthMishra99
@SidharthMishra99 2 күн бұрын
Tate gandi maruthila Caste Bus Stand,Railway station,Petrol Pump,Hotel,Park,Utube comment section,School,College,Flight,office kiuthi chua chuti achi.Article 17 already untouchability hatei sarichi.Sethi Pai sc st Act achi
@prasantbehera9432
@prasantbehera9432 2 күн бұрын
@@SidharthMishra99 bando achi
@prasantbehera9432
@prasantbehera9432 2 күн бұрын
@@SidharthMishra99 kota neboray
@prasantbehera9432
@prasantbehera9432 2 күн бұрын
@@SidharthMishra99 smaku kota dia
@SidharthMishra99
@SidharthMishra99 2 күн бұрын
@@prasantbehera9432 Samastanku bi darkar nahi SC ST wala sei SC st re ruhantu adhika mark rakhi Unreserved seat khaiba band hele 50℅ problem solved. Promotion aau paisabala above mainstream wala na ne le 30℅solved
@Kkkhfgg
@Kkkhfgg Күн бұрын
ଯେଉଁ ଲୋକମାନଙ୍କୁ sc,st ଆରକ୍ଷଣକୁ ନେଇ ବହୁତ ସମସ୍ୟା ହେଉଛି ସେମାନେ ପ୍ରଥମେ ଜାଣିବା ଦରକାର ଯେ, ଯେତେଦିନ ପର୍ଯ୍ୟନ୍ତ ଜାତି ପ୍ରଥା ର ପ୍ରଚାର ପ୍ରସାର ହେବ ସେତେଦିନ ପର୍ଯ୍ୟନ୍ତ sc,st ଆରକ୍ଷଣ ସମ୍ବିଧାନ ରେ ସୁରକ୍ଷିତ ରହିବ । କାହିଁକି ନା ଭାରତ ଏକ ଜାତି ପ୍ରଧାନ ଦେଶ ।
@Nevermind690
@Nevermind690 Күн бұрын
Who are you a teacher or not I don't know....... Perhaps you don't know sc/st reservation is not according to economic it's according to caste so creamy layer is not appropriate still caste system is exist in society .... Perhaps you a youtuber not a teacher .
@satya3034
@satya3034 2 күн бұрын
good initiative by sc .........
@dancelover3399
@dancelover3399 2 күн бұрын
Reservation is not given on the basis of economically weaker rather than it has given on the basis of socially discrimination.. so until and unless the discrimination has not vanished the reservation always should be there and we all should support for the reservation to the SC and ST . Thank you
@jasenmarndi4723
@jasenmarndi4723 2 күн бұрын
Reservation had given to lower people for become economically but nowadays it converts to social discrimination
@RanjanKumar-mx1ki
@RanjanKumar-mx1ki Күн бұрын
ଏକ ଦମ ଠିକ କଥା ଯଦି ଆଗକୁ ଏପରି ଚାଲେ ତେବେ ଭବିଶତରେ କେବଳ ଆଦିବାସୀ ଓ ହରିଜନ ମନେ ସମାଜରେ ସମ୍ଭ୍ରାନ୍ତ ଶ୍ରେଣୀର ପରିଣତ ହେବେ ଓ ସାଧାରଣ ବର୍ଗ ର ଲୋକେ ଭିକାରି ପାଲଟି ଯିବେ 🙏🙏🙏
@sushilJal-r8b
@sushilJal-r8b Күн бұрын
hebe nuhe hei thante ae indian caste system pain hin pachare rahi jai thile naa hele amra raj chalanta bhuji la abe sambidhan lagibaru tmara gandi phati jau6i
@bikashsahu4503
@bikashsahu4503 Күн бұрын
Suprime court ଙ୍କ ନିଷ୍ପତି ଆଉ ବିଚାର ସ୍ବାଗତ ଯୋଗ୍ୟ। Reservation ନା ରେ କେବଳ ଗୋଟେ ଚାଲାକ୍ ଗୋଷ୍ଠୀ ହିଁ ଫାଇଦା ଉଠାଇ ଚାଲିଛନ୍ତି। ପ୍ରକୃତ ଅବହେଲିତ sc କି st reservation ର ଲାଭ ନେଇ ପାରୁ ନାହିଁ ଯାହା ଫଳ ରେ ଆଜି ବି ସେମାନେ ଅବହେଲେଟ ନିଷ୍ପେସିତ। ଏମାନେ ସ୍ବାର୍ଥ ହାସଲ ପାଇଁ ନିଜ ଦୁର୍ବଳ ଲୋକଙ୍କ ଅଧିକାର chadaibare ବ୍ୟସ୍ତ ଆଉ ସୁପ୍ରିମ କୋର୍ଟ ଙ୍କ କଥା ଟା ଏମାନଙ୍କୁ ଗ୍ରହଣ ହେବ କି?? କ୍ରେମି layer ଲାଗୁ ହେବା ନିହାତି ଦରକାର। ଯାହା ଫଳରେ ଗରିବ ଅବହାଲେତ sc st ତାଙ୍କ ଅଧିକାର ପାଇ ପାରିବେ। ପିଢ଼ି ପରେ ପିଢ଼ି ସବୁ ଫାଇଦା ହାସଲ କରି ସମ୍ଭ୍ରାନ୍ତ ହେଇ ସାରିଥିବା ସ sc କି st Reservation ଲାଭ ଉଠାଇବା ଗ୍ରହଣ ଯୋଗ୍ୟ ନୁହେଁ, ଆଉ ଛୁଆଁ ଅଛୁଆଁ କଥା ଯେଉଁ ଉଠୁଛି,,,ଆଗରୁ କେବଳ sc ଙ୍କ କ୍ଷେତ୍ର ରେ ତାହା ଥିଲା st ଙ୍କ କ୍ଷେତ୍ର ରେ ନ ଥିଲା,ଆଉ ସେ ମାନସିକତା ବି ସହରାଞ୍ଚଳ ରେ ନାହି।ଗାଁ ଗହଳ ରେ ବି କମି କମି ଯାଉଚି। ଏ sc st obc general ଭେଦଭାବ ସମ୍ବିଧାନ କରିଛି। ଏ catagory ରହିବ ନାହିଁ ସେତେବେଳେ ସମସ୍ତେ ସମାନ ହେବେ।
@chinmayanandakusum9373
@chinmayanandakusum9373 23 сағат бұрын
ଏଇ ପା ଠ ଆଉ କାହାକୁ ପଢ଼େଇବେ, ଏଠି ଯାହାର ଜନସଂଖ୍ୟା ଯେତେ ତାର ଭାଗ ସେତେ ହେଉ, ସବୁ କ୍ଷେତ୍ରରେ, ସୁପ୍ରିମକୋର୍ଟ ରେ କେତେ ଜଣ ଏସଟି, ଓବିଶି ଜଷ୍ଟିସ ଅଛନ୍ତି, ସବୁ ସଂସ୍ଥା ରେ ଦେଖାଯାଉ, ଅସଲ କଥା ଜଣା ପଡିବ,
@bikashsahu4503
@bikashsahu4503 22 сағат бұрын
@chinmayanandakusum9373 tame bodhe ghara bhitare acha..pada ku bahara jani pariba. Jou office ku jao sc,st sankhya adhika paiba. Aau tame jou bhabucha sc st pau nahanti taa hele a jou adhika sankhya re post reservation baharuchi se sabu post re kana bhuta job karuchanti???
@akashsuna5519
@akashsuna5519 3 күн бұрын
BJP down down
@rajkishoribalua9929
@rajkishoribalua9929 Күн бұрын
Jadi govt crimilyer ani paribe nahi to st/ sc Kota v uthai paribe nahi .eta constitution ro keu dhara re role achhi uthei ba kotha
@monkeydluffy9703
@monkeydluffy9703 Күн бұрын
Sir, ୭୫ ବର୍ଷ ହେଇଗଲାଣି ହେଲେବି ଲୋକଙ୍କ ମନରୁ ଜାତି ରୋଗ ଯାଇନି। ଏବେ ଯଦି sc, st ଉଥାଇଦେବେ tebe ସେମାନେ କଣ କରିବେ । କାହାକୁ ଖରାପ ଲାଗିପାରେ ଏହା ସାତ,
@bkbikram1872
@bkbikram1872 2 күн бұрын
ଯଦି କ୍ରୀମିଲେୟର ବିଷୟରେ ଲେଖା ହେଇନି ସମ୍ବିଧାନରେ ତେବେ ଏ ନିୟମ କଣ କେବେବି ଲାଗୁ ହବନି😮😮😮
@rajkishoribalua9929
@rajkishoribalua9929 Күн бұрын
First change the society essu after that other
@LalitNayak-k2m
@LalitNayak-k2m Күн бұрын
Intercaste bisay re court kahithile bhala lagithantaa....Brahman chandaal ekathi khai paruchhanti?????Sc gharu brahman bohu ani paribe?????
@mayurbhanjstaterepublics
@mayurbhanjstaterepublics Күн бұрын
4000 year se bhi odhik dhori soson kolo lajo lagunahi ki
@shirutudu8007
@shirutudu8007 3 күн бұрын
Jodi semiti hobo tebe nuaa state tiaari hobo joutaa jouthi sc and st manonko pain rohibo
@s2creative31
@s2creative31 2 күн бұрын
But Constitution of India can be amended .
@SanjayKumarMahanta_7
@SanjayKumarMahanta_7 2 күн бұрын
Reservation in education system ensuring quality education and making a fair platform to start career. Next,Reservation in government jobs dealing with job security for SC and ST. 🤞
@angulialocaltoka5051
@angulialocaltoka5051 2 күн бұрын
Total jati pratha uthei dio total reservation uthi jiba👍
@VijayAnna-l1m
@VijayAnna-l1m Күн бұрын
Sc st only sc st government chanile bi ame public chahin nahin government regulation Ham nahin mante bhad mein jao reservation only SC ST Ham chhote cast ke hain abhi bhi mere gaon mein yah pratha hai ki chhote cast ke log Mandir nahin Ja sakte Ham jab bhi Mandir jaate Hain to Mandir ke bahar Khade rahte hain aur general OBC ke cast ke log andar chale jaate Hain government pagal Ho Gaya Hai Kya
@ChandanKumar-iy8vm
@ChandanKumar-iy8vm 2 күн бұрын
1000 1000 Barsha Dhari SC ST nku Tanka Maulika Subidharu Banchita Kala....75 years re Chhati Fati Jaauchhi
@kherwalnation3460
@kherwalnation3460 Күн бұрын
Thik kahili 1000 1000 bardha dhari general caste ku sabu subidha diya hela hele bhi se ebe gariba...last re St sc reservation ku doso dele
@NarayanHansdah-go2ds
@NarayanHansdah-go2ds 2 күн бұрын
😂Bibhuti sir are you ready to become socially sc/st /dalit ? Nija caste ku nei apan kete proud feel koruthibe...but sc /st ru jia belong koruchhi se hin kohipariba society re sc/st nku kou drusti re dekha jae ........ society re untouchability ebe b jaini....
@PrakashSahoo-sl7hx
@PrakashSahoo-sl7hx 3 күн бұрын
Goverment should restrict the reservation on basis of caste division but should bring reservation for handicape and economically weak student 😢
@raulbhoi6018
@raulbhoi6018 2 күн бұрын
Hann vai to family re kou girl achi kii marriage kariba pain jadi achi fst gote sc ki st ghare marriage kara
@budhiramsing-jk7ng
@budhiramsing-jk7ng 2 күн бұрын
All SCs and STs MPs,MLAs are also includes by this rules
@sekharbansingh3992
@sekharbansingh3992 2 күн бұрын
ବାଣ୍ତ ପ୍ରଥମେ ମନ୍ଦିର ଭଙ୍ଗା ଯାଉ , ପ୍ରାଇଭେଟ୍ ସ୍କୁଲ ,collage ବନ୍ଦ କର ସମସ୍ତଙ୍କୁ ସମାନ ସୁଜଗ ଦୀୟ ତା ପରେ sc/st bataw ,,, ଆଉ ଜାତି ପ୍ରଥା ବନ୍ଦ କର ,,
@warrior7298
@warrior7298 2 күн бұрын
To bau bhauni bia re luha chada pasigale bi Mandira ra gotey dhuli bi epat sepat hebai.😊
@NarayanHansdah-go2ds
@NarayanHansdah-go2ds 2 күн бұрын
Higher Caste joudino jatiwad chhadideba sei dino lower caste reservation chhadideba😂Mandira re brahman badal re lower caste(sc/st) ku pujari korajau jonapadiba reservation kn...😂Mandira re dano dokhina magona re khaijauchhanti😂seita kn reservations nuha ki😂 ....khali to 😂😂😂kono kono
@asutosh529
@asutosh529 2 күн бұрын
Ame samaste janichu je general category loka pain rojgara ra aneka bata achi jepari jalakhia shop, Puja shop, tea shop etc kintu sc st pain kebala road ru Alia uthiba au anyara mula lagina chada kichi bata nahi. Au gote Katha general lokanka pakhare sabu jami bhumi achi semane jaha chaibe kariparibe kintu sc pakhare kichi nahi Tk survey jai dekha Jani pariba ki ki anyaya sc st nk upare dirgha 2000year hela hei asuchi sabu jagare feelings karuchanti mo nijara experience pila bele ama school picnic jaithili bhari kasta re mo ghara loka picnic fee jogada Kari picnic purba Dina Paisa deiparithili au sweater bag adi chira pindhi jaithili kintu kuade hele picnic dekhini Khali bus re gali asili karana ama sir au bus lokamane mote mana karidele mandira bhitaraku jiba pain sabu school pila nk agare au kichi lekhiparibini bhari kasta laguchi.
@asutosh529
@asutosh529 2 күн бұрын
Reservation is must. Because a general category person can do every type of work like tea stall, piaji bara shop au puja shop and other business jeunthi sc st category loka manka pakhare road alia uthaiba au mula lagiba bina kaunasi kam nahi, karana e samaj taku pura barbad karidaba jadi se jalakhia ba any bepara kare mu nije dekhichi.
@krish51300
@krish51300 Күн бұрын
Kain tme b bara dokan kara
@kherwalnation3460
@kherwalnation3460 Күн бұрын
​@@krish51300tame paa 1000 barsa ru patha padha start karithila bara dokaan kahinki karucha....tamaku ta Mercedes re bulibara thila na
@asutosh529
@asutosh529 Күн бұрын
@krish51300 tame khaiba
@asutosh529
@asutosh529 Күн бұрын
@@kherwalnation3460 😂😂😂
@Samuel-816
@Samuel-816 2 күн бұрын
No creamy layer should be given for st& sc.becoz now also there is caste discrimination..
@purandarmajhi454
@purandarmajhi454 3 күн бұрын
Thank you very much sir for your explanation ❤
@colourfullhtshkp8374
@colourfullhtshkp8374 14 сағат бұрын
ଆପଣଙ୍କ ପାଖରେ ଯେତେ ବଡ଼ job ଥାଉନା କାହିଁକି ଆପଣ ଯଦି sc cast ra ଅଛନ୍ତି ତେବେ ଏବେ ବି ସମାଜରେ ଠିକ ଭାବରେ ସମ୍ମାନ ମିଳୁନି.. ଲୋକ ଆର୍ଥିକ ଭାବେ ସ୍ଵଛଳ ହେଇଗଲେ ଚଳିବ ନାଇଁ ଲୋକ ମାନଙ୍କୁ ମାନସିକ ଭାବେ ସ୍ୱଚ୍ଛ କରିବାକୁ ପଡିବ... ସମାଜରେ ଜଣେ sc ଲୋକ ବି ମୁଣ୍ଡ ଟେକି ଚାଲି ପାରୁ ସେଇ ବାତାବରଣ ସୄଟି ହେବା ଆବଶ୍ୟକ 👍👍👍
@KalianHembram-r6d
@KalianHembram-r6d 2 күн бұрын
Plz abolished caste system then reservation we are ready
@kherwalnation3460
@kherwalnation3460 Күн бұрын
Are u sure u don't need reservation...abolish* not abolished as per your sentence...be sure your ready 😂
@prakashsamal5798
@prakashsamal5798 2 күн бұрын
I am from SC Background I support This creamy layer In SC/ST it Will Enhance faster to other SC/ST Participants.It can equalise all categories.It most be Implemented as soon as possible.It Should be Done.😢😢😢
@prakashmohapatra9096
@prakashmohapatra9096 Күн бұрын
Bhai eai katha samaste sina bujhiba darkar
@sam-mc8wy
@sam-mc8wy Күн бұрын
Aji bi amaku gaon ra upper caste loka chuinbaku mana karuchhanti 😢
@sritammahanand-r4g
@sritammahanand-r4g 7 сағат бұрын
Han Bhai kana pain chuhinbu tumaku.. Tume ta reservation QUOTA re job paucha..
@darshansamad9782
@darshansamad9782 2 күн бұрын
* General jhio ku hei paribe to ? * Mandir re bi puja kori paribe to ? 😂😂😂😂😂
@Gameworld123-z1k
@Gameworld123-z1k Сағат бұрын
Total Reservation Hata jau Jadi Reservation Daba Ra Achi only Gariba loko nku Dia jau
@sanjibkalet6180
@sanjibkalet6180 2 күн бұрын
Reservation,sc,st nku jau dia hoichi aeta Samaj ra ghrunya manasikata pai dia hoichi ,jetedin jaye jatipratha achi setedin jaye reservation rahiba ,parucha jadi Obc ,au Ews reservation band kara ,ae mane kaunasi jatipratha ra sikar haunahanti
@entertainment7882
@entertainment7882 Күн бұрын
St sc mananku separate country dei diontu ete beyasta kainki
@jpbabul0770
@jpbabul0770 2 күн бұрын
Au 50 year amt reservation rahi gala pare aa jou obc general ବଡ ଜାତି ବୋଲି ଡେଙ୍ଗୁରା ପିଟୁ ଛନ୍ତି ସବୁ ଛାଡ଼ିବ
@gangadharmishra4340
@gangadharmishra4340 2 күн бұрын
ବନ୍ଧୁଗଣ ଜାତିବାଦର ସଠିକ ସମାଧାନ ଆରକ୍ଷଣ, ଏଥିରେ କୌଣସି ମତରେ ଅସୁବିଧା ନାହିଁ। ଥରେ ଭାବନ୍ତୁ, ଯେଉଁ sc/st ବର୍ଗର ଭାଇ ଭଉଣୀ ମାନେ ଆଜି ଆରକ୍ଷଣ ସାହାଯ୍ୟରେ ଚାକିରି ପାଉଛନ୍ତି, ପରେ ସେମାନଙ୍କ ପିଲାମାନେ ଭଲ ସୁଖ ସୁବିଧାର ଭାଗୀଦାର ହେବେ, ଏବେ ମଧ୍ୟ ହେଉଛନ୍ତି, ଯେଉଁ ମାନଙ୍କ ପିତା ମାତା sc st ଆରକ୍ଷଣ ର ସାହାଯ୍ୟରେ ଆଜି ଉଚ୍ଚ ପଦ ପଦବୀରେ ଅଛନ୍ତି। ସେମାନେ ଭଲ ବିଦ୍ୟାଳୟରେ ଶିକ୍ଷା ପାଉଛନ୍ତି, କୋଚିଙ୍ଗ ପାଇ ପାରୁଛନ୍ତି, ଇତ୍ୟାଦି। ସର୍ବମୋଟରେ କହିବାକୁ ଗଲେ, ସେମାନେ ଆର୍ଥିକ ସମୃଦ୍ଧି ଲାଭ କରିଛନ୍ତି ଯାହା ସାହାଯ୍ୟ ରେ ସେମାନେ ନିଜର ଶିକ୍ଷା ବ୍ୟବସ୍ଥା ଭଲ ଭାବେ ଚଳେଇ ପାରିବେ। ଅପରପକ୍ଷରେ ଯଦି ଦେଖିବେ, ସେଇ sc st ବନ୍ଧୁ ମାନେ, ଯେଉଁମାନେ ଗାଁ ଗହଳି ରେ ରହୁଛନ୍ତି, ସେମାନେ ଆରକ୍ଷଣ ର ସୁବିଧା ପାଇ ପାରୁ ନାହାଁନ୍ତି। କାହିଁକି ପାଉ ନାହାଁନ୍ତି? କାରଣ ହେଉଛି, ଯେଉଁ sc st ଭାଇ ଓ ଭଉଣୀ ମାନେ ଆଜି ଆର୍ଥିକ ସମୃଦ୍ଧି ଲାଭ କରିଛନ୍ତି, ସେମାନେ ସେଇ କୋଟା ପୂରଣ କରି ଦେଉଛନ୍ତି, ଯାହାଫଳରେ ଗରିବ sc st ଭାଇ ଓ ଭଉଣୀ ମାନେ ଆଜି ଆରକ୍ଷଣ ର ଲାଭ ଉଠେଇ ପାରୁ ନାହାଁନ୍ତି। Creamy layer ନ ଆସିଲେ, sc st ବର୍ଗରେ ମଧ୍ୟ ଦୁଇ ଫାଳ ହେଇଯିବ। ଧନୀ sc st, ଗରିବ sc st। ଧନୀ sc st ଭାଇ ଓ ଭଉଣୀ ମାନେ ସବୁ ଲାଭ ପାଇବେ, ଗରିବ ଭାଇ ଓ ଭଉଣୀ ମାନେ କିଛି ଲାଭ ପାଇବେନି। ତେଣୁ sc st ବର୍ଗରେ creamy layer ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ।
@utkalgourabmishra603
@utkalgourabmishra603 22 сағат бұрын
Tume bujhicha bhai bahut bhala. We are not against reservation but gariba scst loka mane paiba darkar, au eita sc st mananku laguchi tankantu reservation chhadei nia jauchi, danga karuchanti.... Semane bujhi paru nahanti ei dhani sc st loka mane hin gariba sc st loka mananka agaist re achhanti, semane kebe bi chahanti nai au hane scst agaku badhu, semane nije benefit paile tanka pila paibe emiti chaliba....
@Kkkhfgg
@Kkkhfgg Күн бұрын
OBC ଆଉ general ମାନଙ୍କୁ ହୁଏତ ଖରାପ ଲାଗୁଥିବ କାହିଁକି ନା ଏମାନଙ୍କ ଗୁଲାମିକୁ ଆମେ ସ୍ବୀକାର କରୁନାହୁଁ ।😂😂😂
@dinabandhubiswal8904
@dinabandhubiswal8904 2 күн бұрын
Asli khela ews category bale karuchan
@rkbehera2001
@rkbehera2001 2 күн бұрын
B.R. Ambedkar jadi ei amendment neiki asi thile...kichi toh reason thiba
@nalinibrhera3126
@nalinibrhera3126 Күн бұрын
ଯେଉଁ SC ST ପରିବାର service ପାଇନାହାନ୍ତି ଅସୁବିଧାରେ ଚାଲୁଛନ୍ତୁ ସେମନ୍ ଙ୍କୁ survey Kari ଚାକିରି ଖଣ୍ଡେ ଲେଖାଏଁ ଦିଆଯାଉ ଓ ପାଠ ପଢ଼ିବା ସମୟ ରେ ସୁଯୋଗ ଦିଆଯାଉ
@manaranjanpradhan5133
@manaranjanpradhan5133 3 күн бұрын
Sabu bada temple re SC st loke pujari hela hi jona padibo equal hela bali....
@bibhu-n9y
@bibhu-n9y Күн бұрын
Jou sc/st mane well established heiki achanti semanka pila manaku reservation dele,jou sc/st mane actually problem ku face karuchanti semane reservation re sete upakruta heiparunahanti.so I agree with cream layer concept.
@VijayAnna-l1m
@VijayAnna-l1m Күн бұрын
Jo pahle se hai vaisa Hi rahega change nahin hona chahie jaisa bhi hai Ham Ham vaisa Hi rahenge
@parol3271
@parol3271 Күн бұрын
Yes, the creamy layer concept must be extended to SCs and STs to ensure that the real needy and marginalized individuals benefit from reservation policies. This would prevent the privileged within these categories, such as the grandchildren of high-ranking officials or children of individuals who have already availed reservation benefits extensively, from monopolizing opportunities. Such a reform is essential to uphold the spirit of social justice and ensure that reservation truly reaches those who need it the most.
@paridacreation2807
@paridacreation2807 3 күн бұрын
Sc st reservations uthiba impossible,jadi uthijiba,ta hela sabu general cast ra loka Mane ,sc st nku sosana karibe
@krishnakaberi-m5l
@krishnakaberi-m5l 2 күн бұрын
Kota paiki bi jadi jane chakiri pauchhi tahele bi sethi bahut prakar katha sunibaku pade ki knowledge nahi kota re paijaichhi
@rajanikantabhoi6243
@rajanikantabhoi6243 2 күн бұрын
total reservation kati dia jauu and equal competitation kora jau,sc, st nka gandi phati chin chatra hei jibo😂😂😂
@prasantbehera9432
@prasantbehera9432 2 күн бұрын
@@rajanikantabhoi6243 thanks bri
@Padhanmanaskumar08
@Padhanmanaskumar08 2 күн бұрын
St president st cag st cm mananku dekhi ebe general mane bi jaligalane seithipain reservation katha padichhi
@ManojSingh-ie7mf
@ManojSingh-ie7mf 2 күн бұрын
Teacher & doctor...re Reservation uthei dia jau baki job re ... reservation rahile b chaliba ....
@RajeevMinz143
@RajeevMinz143 Күн бұрын
ସେମିତି ହେଲେ କେହି ST SC IAS ହେବା ଛାଡ଼ି ଦେବେ 😂😂😂😂😂 Sure
@SunilJally
@SunilJally Күн бұрын
Tama brahman Mane kebe jane sc ku marriage karipariba ki ? Asila kuadu video karibaku
@biswanathsabar4801
@biswanathsabar4801 2 күн бұрын
୭୫ ବର୍ଷ ଅଧିକ ହୋଇନାହିଁ।ବ୍ରାହ୍ମଣ ୪୦୦୦ ବର୍ଷ reservation ନେଇଥିଲା ।ଏଇଟା କଣ କମ୍ ଥିଲା କି ?
@goodchoices4406
@goodchoices4406 2 күн бұрын
bhai emane kan janichhanti? Ei subidhavaadi general loka joutaku kasta struggle boli kahi kumbhira kadana kanduchhanti, semane apank bhali ama sc caste ra struggle agare comedy film thu kichhi adhika nuhan. Kam se kam se gen bhainka pakhare suicide choice achhi. Sc loka jiban ku baji lagei kete kie purva pursa upara ku chali galeni
@akshaykumar786-y4f
@akshaykumar786-y4f 2 күн бұрын
Jdi constitution re lekha jaini ta lekha jau abethu parliament can amend the constitution if wished to...
@sujatamaharana3126
@sujatamaharana3126 15 сағат бұрын
ମୋର category GE ଅଟେ। ହେଲେ ମୁଁ କହିବି ଯେ GE ବର୍ଗର ଅଧିକତର ଲୋକମାନେ SC ST ଙ୍କୁ ହିନ ଦୃଷ୍ଟିରେ ଦେଖୁଛନ୍ତି। ତାର ପରିଣାମ ସମସ୍ତ GE ଲୋକଙ୍କୁ ଭୋଗିବାକୁ ପଡୁଛି। 😊😌
@InDiAn-1947-RAHUL
@InDiAn-1947-RAHUL 3 күн бұрын
Absolutely Right Sir 🙏
@kalusamal59
@kalusamal59 5 сағат бұрын
ପ୍ରଥମେ ଭାରତ ରୁ ଜାତିବାଦ ଉଠେଇ ଦିଅ ତାପରେ ସଂରକ୍ଷଣ ର ଜ୍ଞାନ ଦବ
@ganeswargagarai1704
@ganeswargagarai1704 2 күн бұрын
St/sc nk raktare desha banchichhi.
@satyabratadas3978
@satyabratadas3978 2 күн бұрын
Kebal IAS nuhe, opsc service karithile bi reserve hatao
@ajoyasarkar74
@ajoyasarkar74 2 күн бұрын
IAS hala para caste change haijibani sir...au gota katha IAS officer high caste jhia ku marriage Kari paribata ....means social pani sc/st reserved
@guddukumarpangi6826
@guddukumarpangi6826 2 күн бұрын
ଦିନ ପରିବର୍ତ୍ତନ ହେଉଛି ଦୁନିଆ ପରିବର୍ତ୍ତନ ହେଉଛି ତେଣୁକରି ସମ୍ବିଧାନର ନୀତି ନିୟମ ବି ପରିବର୍ତ୍ତନ ହେବା ନିତାନ୍ତ ଜରୁରୀ , କାରଣ ଆଜି କାଲି ଖାଲି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକମାନେ ସାମାଜିକ, ଆର୍ଥିକ ଦୃଷ୍ଟକୋଣରୁ ଅନେକ ସୁବିଧା ପାଇ ସମାଜରେ ଅନେକ ଆଗକୁ ଗଲେଣି ତେଣୁ ସରକାରଙ୍କୁ ଅନୁରୋଧ କି ଯେ ଯେମିତି ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରେ କ୍ରୀମିଲେୟର କାଡିଲେ ଠିକ୍ ସେମିତି ସମାଜର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଲୋକମାନଙ୍କ ମଧ୍ୟରେ କ୍ରୀମିଲେୟର କଡ଼ା ଯିବା ଦରକାର। ଆଉ ଯେଉଁମାନଙ୍କୁ ସମାଜରେ reservation ଦରକାର୍ ଅଛି ସେମାନଙ୍କୁ ସରକାରଙ୍କ ଦ୍ଵାରା reservation ଦିଆଯିବ ଦରକାର। ଆପଣଙ୍କ ମତରେ ଏହା ଠିକ୍ ନା ଭୁଲ୍ comments ରେ answer ଦିଅନ୍ତୁ
@ssng3986
@ssng3986 2 күн бұрын
Jati vedo kebe hata jibo... Caste system kebe hatibo... Kuha jau...
@Gopinath-sb7hl
@Gopinath-sb7hl 2 күн бұрын
ହଁ ରେ ସବୁ ପରିବର୍ତ୍ତନ ହେଉ ହେଲେ ଆମ caste system ଟା ଅପରିବର୍ତ୍ତିତ ରହୁ ..ଧନ୍ୟ ତୁମ ମାନସିକତା
@sushilJal-r8b
@sushilJal-r8b Күн бұрын
diina paribartana hau 6i duniya paripartana hau 6i hele india ra caste system kebe paribatna heba jau santha guru mane rakhi6 tme see mane nkra chintadhara kebe paribartan heba
@pritijena7546
@pritijena7546 2 күн бұрын
Rojagara chhada general loka nka ra jati pratha uthao general jhia ku sc st pua nku mrg karantu au sc. St jhia nku general pua
@rajendramallik7573
@rajendramallik7573 3 сағат бұрын
କେଉଟ ଧୀବାର ଧୂବା ଗାଁ ଗହଳିରେ ଛୁଆଁ କିନ୍ତୁ ହାଡ଼ି ପାଣ ମାନଙ୍କୁ ଛୁଆଁ ଆଜିବି ନୁହନ୍ତି ତେଣୁ ସେମାନଙ୍କୁ କଟା ଗଲେ ହାଡ଼ି ମନ୍ତ୍ରୀ ହେଲେ ଯାଇଁ ଜାତି ପ୍ରଥା ଉଠିବ ଏମାନଙ୍କୁ ଷଡଯନ୍ତ୍ର କରି sc ଜାତିରେ ପୁରାଯାଇଛି
@Satyashantidayakhyama
@Satyashantidayakhyama Күн бұрын
Good decision by Supreme Court
@dineshkumarkudei486
@dineshkumarkudei486 2 күн бұрын
Sir BR ambedkar sambidhan re aaiya bi kahi nahanti j . Reservation ananta kala pain rahiba..
@dhanusoren7554
@dhanusoren7554 2 күн бұрын
President to, ochhut boli Ramomondir protisthha belo ku dakile nahin, aaeeya thharu Bodo udahorono kono aauu deba.
@reenameleka3869
@reenameleka3869 2 күн бұрын
ଯେ ପର୍ଯ୍ୟନ୍ତ ଭେଦଭାବ ରହିବା, ସେ ପର୍ଯ୍ୟନ୍ତ reservation ରହିବ,Jay bhim
@vishwaxd
@vishwaxd Күн бұрын
Mora gote anurodh govt ku, sabu indian ku sc category re include kara jau, jaha dwara ki ehi bheda bhaba dura haba sahita, amara ekata badhiba, dhanyavaad ☺
@MrHER0
@MrHER0 2 күн бұрын
Mark wise reservation ❌ Talent wise reservation ✅ (if who has actually backward govt should teach free education if he/she falls into this Group)
@abhilipsanayak7070
@abhilipsanayak7070 14 сағат бұрын
Constitution re st sc nka pain creamy noncreamy layer naiii but reservation 10yrs pain thila seta kintuu 75 yrs or more heipariba .....seta sambidhanare kouthii achhi😅😅😂😂
@Baccha-chor29
@Baccha-chor29 2 күн бұрын
Sc / st କ୍ରୀମିଲେୟର ପାଇଁ କେବଳ sc / st ଦାବି କରିପାରିବେ କାରଣ ତାଙ୍କ ଭିତରେ ଯଦି କେହି ଗୋଳମାଳ କରୁଛି ସେ ହିଁ ଜାଣିଥିବେ କିନ୍ତୁ ଏଠି general ଲୋକ କାଇଁ ବାଉଳି ହଉଚ,, ଜାତି ହଟିବ କୋଟା ହଟିବ simple କଥା 🫴
@xy0988
@xy0988 Күн бұрын
Due to reservation policy general people are seeing sc st categories as minority. Its better to remove all reservations quota. Who will fight will come front line. Aji kali patha padhiba totally free....free school, free clg, free tution fee, scholarship, sabu free available. Why we should give reservation in job sector again?
Сестра обхитрила!
00:17
Victoria Portfolio
Рет қаралды 958 М.
So Cute 🥰 who is better?
00:15
dednahype
Рет қаралды 19 МЛН
OLF 2024: Poet and Writer Padma Shri Haldhar Nag on one voice of many Indians
17:09
Indulge Express (indulgexpress)
Рет қаралды 405 М.