Рет қаралды 12,443
GANJAM GOAT details ଗଞ୍ଜାମ ବ୍ରିଡ ଛେଳି ଓଡ଼ିଶା ର ଏକ ମାତ୍ର ନିଜସ୍ଵ ବ୍ରିଡ ଛେଳି ବା ଲୋକାଲ ବ୍ରିଡ ଛେଳି ଅଟେ। ଏହା କୌଣସି ବାହାର ରାଜ୍ୟ ର ଛେଳି ନୁହଁ। ଏହା ଓଡ଼ିଶା ପାଣି ପାଗ ପାଇଁ ପ୍ରକୃତି ଦ୍ଵାରା ନିର୍ଦ୍ଧାରିତ ଓ ଏହା ବହୁତ ଭଲ ବା ଏହା ଓଡ଼ିଶା ପାଣି ପାଗ ପାଇଁ ଉପଯୁକ୍ତ ଓ ସଠିକ୍ ଛେଳି। ଗୋଟାଏ ଖସି ୧ ବର୍ଷ ରେ 35-45 kg*** (***ଓଜନ ବଢିବା ଆପଣଙ୍କ ଖାଦ୍ୟ ର Quality and Quantity ଉପରେ ନିର୍ଭର କରେ***)। ଏହା ବ୍ଲାକ ବେଙ୍ଗଲ ଛେଳି ଠାରୁ 2 ଗୁଣ ଅଧିକ ଓଜନିଆ ହୁଏ ସେହି ସମାନ ସମୟ ଅବଧି ରେ। ଏହା ଦ୍ବାରା ଚାଷୀ ଜଣେ ଢେର୍ ଲାଭବାନ ହେଇପାରିବ ଅଳ୍ପ ପରିଶ୍ରମ କରି ଅଧିକ ଦି ପଇସା ପାଇ ପାରିବ । ଖାଲି ଅଧିକ ସଂଖ୍ୟା ରେ ଛୁଆ ଦେଲେ ଭି ବ୍ଲାକ ବେଙ୍ଗଲ ଛେଲି କ୍ଷୀର ହୁଅନି ତେଣୁ ଛୁଆ ବଞ୍ଚିବା କଷ୍ଟକର ଓ ଓଜନ ବଢ଼ିଲେ ବା ହେଲେ ତ ଚାଷୀ କୁ ଦି ପଇସା ମିଳିବ ଚାଷୀ ର ଲାଭ ଭି କମ ହୁଏ। ତେଣୁ ଜଣେ ଚାଷୀ ଏହି ଗଂଜାମ ବ୍ରିଡ ଛେଳି ପାଳନ କରି ଲାଭବାନ ହେଇପାରିବ।
#Localbreedgoats
#ganjambreed
#desigoatfarming
#Odishagoatfarming
#Odishagoatbreed
#Localgoatfarming
#Goatfarmingodisha
#ankeetagoatfarm
#Odishagoatfarming
#goats
#goatfarming
#AnkeetaGoatFarm
#AnkeetaFarms
#ganjamGoatFarming
#GanjamGoat
#weighgtgainGoat
#commericalGoatFarming
#farmAnimals