KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
E Jibana Adhei Dina - ଏ ଜୀବନ ଅଢେଇ ଦିନ | ଏନ୍ତୁଡି ଶାଳରୁ ମଶାଣି ଭୁଇଁ କଥା | Prabhupada Mohanty | S.MUSIC
11:03
Jibanaku Kiaba Bharasa || Odia Bhajan || Sarat Nayak || Pankaj Jal || Sabitree Bhakti
33:50
БУ, ИСПУГАЛСЯ?? #shorts
00:22
Уральские пельмени в Камеди 🥰 #ComedyClub #КамедиКлаб #овршоу #уральскиепельмени #тнт #харламов
00:58
If people acted like cats 🙀😹 LeoNata family #shorts
00:22
When Cucumbers Meet PVC Pipe The Results Are Wild! 🤭
00:44
A Jibanata Mati Kandhei | ଏ ଜୀବନଟା ମାଟି କଣ୍ଢେଇ | Prabhupada Mohanty | ଜୀବନଧର୍ମୀ ଗୀତ | Music World
Рет қаралды 1,727,117
Facebook
Twitter
Жүктеу
1
Жазылу 278 М.
Music World Bhakti
Күн бұрын
Пікірлер: 967
@radhakantamohapatra8036
9 ай бұрын
ମନ କୁ ଛୁଇଁଲା. ଭଜନ ଟି ଯେତେ ଶୁଣିଲେ ସେତେ ଭଲ ଲାଗୁଛି. ଗାୟକ ବାବୁଙ୍କୁ ଧନ୍ୟବାଦ. ଏପରି ଭଜନ ହିଁ ଏହି କଣ୍ଠ ରୁ ଶୁଣିବାକୁ ଭଲ ଲାଗୁଚି. ଜାରି ରହୁ. 👌👌👌
@rabindrakumarsamal4164
9 ай бұрын
ଅତି ସୁନ୍ଦର ହୃଦୟସ୍ପର୍ଶ କଲାଭଳି ଗୀତ। ଏହିଭଳି ଆପଣଙ୍କ କଣ୍ଠରୁ ନୂଆ ଗୀତ ଆଶା କରୁଛି ।👍🎉
@babadas4868
11 ай бұрын
ଅତି ସୁନ୍ଦର ,ଜୀବନର ବାସ୍ତବତାକୁ ନେଇ ଗୀତଟିଏ । ସୁନ୍ଦର ପରିବେଷଣ ।❤
@sudhiramahapatra5594
9 ай бұрын
ଜୀବନ ଦୁର୍ଲଭ ଜନ୍ମ ଆପଣଙ୍କ ପ୍ରଭୁ ସବୁବେଳେ ଭଲରେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର ଭାବରେ ପରିଚିତ କରିଛନ୍ତି ଭାଇି ଅସେସ ଅସେସ ଧନ୍ୟବାଦ୍ କେମିତି କହିବି ମୁଁ ଜାଣିପାରୁନୀ🎉🎉🎉🎉🎉🎉🎉🎉
@KeshabManahira
24 күн бұрын
❤😂🎉
@biswanathsamantra4075
7 ай бұрын
ଦୀର୍ଘ ଦିନ ପରେ ଏକ ମର୍ମସ୍ପର୍ଶୀ ଭଜନ ଟିଏ ଶୁଣିବାକୁ ମିଳିଲା। ଅତି ମଧୁର କଣ୍ଠ, ମାସ ବାଗଦେବି, ପ୍ରଭୁଙ୍କ କୃପାରୁ ଏପରି ଭଜନ ଆପଣ ଆମକୁ ଶୁନାନ୍ତୁ
@AbaniMahabhoi
6 ай бұрын
🎉8
@odiabhaktimotivation1571
8 ай бұрын
କିଛି ଲୋକ ଅଛନ୍ତି ସେମାନେ କେବଳ ଅନ୍ୟର ଦୋଷ ଦୁର୍ବଳତାକୁ ନକରାତ୍ମକ ଭାବନାରେ ଦେଖୁଥାନ୍ତି। ସେମାନେ ତାର ଭଲଗୁଣକୁ ଦେଖନ୍ତିନି । ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ଭଲ ଗୁଣ ଅଛି, ସେହି ଭଲ ଗୁଣକୁ ଚିହ୍ନ ଓ ତାହାକୁ ସମ୍ମାନ ଦିଅ। ଦେଖୁବ ତୁମେବି ସମ୍ମାନ ର ଅଧିକାରୀ ହୋଇଯିବ ।😢😢😢😢🌹🙏🌹ଜୟ ଜଗନ୍ନାଥ ,🌹🙏🌹
@radheradhe0803
3 ай бұрын
ଅଲେଖ ବିଶ୍ଵାଳ ସାର୍ ଙ୍କୁ ହୃଦୟରୁ ନମନ୍ ଏବଂ ପ୍ରଭୁପାଦ ଭାଇ ଙ୍କ ପାଇଁ ଉଜ୍ଜ୍ବଳ ଭବିଷ୍ୟତର କାମନା କରୁଛି ।
@GitanjaliGouda-r3z
8 ай бұрын
Bahut Badhia ❤❤❤❤❤Mu tumaku heart ru thanks janauchhi
@haraprasadDas-j4s
11 ай бұрын
ମଣିଷ ଜୀବନ ରେ କେତେ ଯେ ପାପ ରାସ୍ତା ରେ ଚାଲୁଛନ୍ତି 😢😢😢😢😢😢
@Miss_lovely_mansha_143
9 ай бұрын
❤❤❤ ବଢିଆ ଲାଗିଲା ଗୀତ ଟି ଶୁଣୁ ଶୁଣୁ କାନ୍ଦି ପକେଇଲି 😂😂😂
@HKMAHANTA7838
Ай бұрын
କିନ୍ତୁ ହସୁଛ, ମିଛ କହିଲ
@minaketanpujari6684
9 ай бұрын
ବହୁତ ସୁନ୍ଦର ଗିତ ସାର୍ ହୃଦୟ ଚୁଇଯାଉଛି best'of luck 🤞
@rajendrasahu4199
8 ай бұрын
ବହୁତ ଭଲ ଲାଗୁଛି,, ବହୁତ ସୁନ୍ଦର ସ୍ୱର,, ଜୟ ଜଗନ୍ନାଥ।
@Jajpur543
5 ай бұрын
😭😭😭😭😭😭😭😭 ଏ ଗୀତ କୁ ଲେଖିଥିବା ବ୍ୟକ୍ତି କୁ କୋଟି କୋଟି ପ୍ରଣାମ ଆଖିରେ ଲୁହ ଆସି ଯାଉଚି😢ଏତେ ହୃଦୟ ପର୍ଶି
@BabiKumar-rj5vg
Ай бұрын
, ଏହି ଗୀତ ବହୁ ତ ଭଲ
@anantabehera7995
Ай бұрын
Jay jagannath
@odiacartoonsong
5 ай бұрын
ସମ୍ପର୍କ ଯେଉଁ ଭଳି ବି ହୋଇଥାଉ ହୃଦୟରୁ ହେବା ଦରକାର, ସ୍ବାର୍ଥ ପାଇଁ ନୁହେଁ .... ଜୟ ଜଗନ୍ନାଥ🙏🙏🙏
@RebatiGhiuria
2 ай бұрын
ହୃଦୟ ସ୍ପର୍ଶ କଲା ବୋଳି ଗୀତ ❤jay jagnnath 🙏🙏🙏🙏🙏 bodia achi Bhai really 👍👍
@FunnyDaisies-iu2lf
Ай бұрын
ଏ ଗୀତ ଟି ଯିଏ ଲେଖିଛନ୍ତି ସେ ମହାନ ବ୍ୟକ୍ତି ଙ୍କୁ ମୋ ହୃଦୟ ରୁ ଶତକୋଟି ପ୍ରଣାମ 🙏🙏😭
@biswalpadmanabh
8 ай бұрын
ଅତି ସୁନ୍ଦର ଗୀତ ହୃଦୟ ସ୍ପର୍ଶୀ
@communityvoice3339
8 ай бұрын
ଆଖିରେ ଲୁହ ଆସିଗଲା., 🙏 ବହୁତ ସୁନ୍ଦର ଗୀତ ଓ କଣ୍ଠ.
@JanakiKanhar-e5y
9 ай бұрын
Bhai ahi Gita ti bahut Sundar heichi satare hrudayaku chui jauchi GOD bless your life 💕💕💕🙏🙏🙏Jay jagannath ❤❤❤
@chinmayeekhuntia1665
8 ай бұрын
Prabhupada ତମେ ବହୁତ୍ ଭଲ ଗାଇଛ ହୃଦୟ କୁ ଛୁଇଁଲା ସତରେ ❤❤
@kumariharijan1724
Ай бұрын
ଜୟ ଶ୍ରୀ ଜଗନ୍ନାଥ କୋଟି କୋଟି ଦଣ୍ଡବତ ଭଗବାନ ତମୋ ଚରଣେ
@TapanSahu-g7d
Ай бұрын
😅😅😅 2:11 2:13 2:16 2:18 2:19 2:20 😅 2:23 2:25 2:29 2:30 2:30 2:30 😅 2:32 2:33 2:34 2:35 2:36 2:36 😅 2:38 2:42 2:46 2:47 2:51 😅😅 2:52 2:55 😅 3:03 😅 3:07
@NabinchandraBindhani
9 ай бұрын
🥰🤩🤩🤭🤩ki geeto gailo ho Mane mo pakhore kohibaku kiche nahi
@subhenupalai7296
18 күн бұрын
ଏ ଭଜନଟି ଏତେ ହୃଦୟସ୍ପର୍ଶୀ ଯାହାକି ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ।ଜୟ ଜୟ ଜଗନ୍ନାଥ ସ୍ୱାମୀ।।
@UmakantaDas-wp7zp
7 ай бұрын
ଜୟ ଜଗନ୍ନାଥ ପ୍ରଭୁ ଭାଇ ଏ ଭଜନ ଆପଣଙ୍କ କଣ୍ଠ ରେ ବହୁତ ସୁନ୍ଦର 1000 ଥର ଶୁଣିଲେ ବି ନୂଆ ଲାଗୁଚି ଏମିତି ଗୀତ ଗାଉ ଥାନ୍ତୁ ସମସ୍ତ ଙ୍କୁ ଆନନ୍ଦ ଦିଅନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻
@mkmallick8781
Ай бұрын
Hrudaya sparsi bhajan akhiru luha asi gala....😢😢😢😢❤❤❤
@panchananmohanty1446
10 ай бұрын
ଅତି ସୁନ୍ଦର, ହୃଦୟ ସ୍ପର୍ଶୀ, ଆପଣଙ୍କୁ ଧନ୍ୟବାଦ 🙏🙏🙏🙏
@SushantSushant-v2k
9 ай бұрын
ବହୁତ ସୁନ୍ଦର ଭଜନଟି ପେଟ ପୁରିଗଲା ଆପଣଙ୍କ କଣ୍ଠ ଶୁଣି ଜୟ ଜଗନ୍ନାଥ ଆପଣଙ୍କ ସୁନ୍ଦର କଣ୍ଠ ସେମିତି ବାଟି ରଖନ୍ତୁ ମୁଁ ପ୍ରଭୁଙ୍କ ନିକଟରେ ଆକୁଳ ନିବେଦନ କରୁଛି ତାଙ୍କ ଗଳାରେ ଆହୁରି କଣ୍ଠର ସ୍ରୋତ ଭରି ଦିଅନ୍ତୁ ଜୟ ଜଗନ୍ନାଥ
@singermahendra430
3 ай бұрын
ଏତେ ଦିନରେ ଗୋଟେ ଭଲ ଗୀତ ଶୁଣିବାକୁ ମିଳିଲା ଗୀତର lyrics ଆଉ voice ଅତି ସୁନ୍ଦର ବାସ୍ତବ ଜୀବନର କଥା ଉପରେ ଆଧାରିତ 🙏🙏🙏
@deepakakumarsahu1164
3 ай бұрын
ଲୁହ ଆସିଗଲା ଅଖି ରୁ ଗୀତ ଶୁଣିକି ଅତି ସୁନ୍ଦର୍ ହୁଦୟ ର। ଗୀତ ଜୟ ଜଗନ୍ନାଥ
@SamanthaMajhi-kn4oc
9 ай бұрын
Heart touching song ଏହି ଗୀତ ଲକମାନଙ୍କୁ ମୋଟିବେସନ୍ କରିପାରେ
@shriyanshkumar8035
8 ай бұрын
ଜୟ ଜଗନ୍ନାଥ 🖤🖤🖤 ଅତି ସୁନ୍ଦର । ସତରେ ଜୀବନ ଏକ ମାଟି କଣ୍ଢେଇ ଯେଉଁ କଣ୍ଢେଇର ମାଲିକ ହେଉଛନ୍ତି ସେହି କଳା ସାଆନ୍ତ 🙏🙏🙏
@ManasNath-m4j
8 ай бұрын
ଏଇତ ଜୀବନ, ତଥାପି ମଣିଷ କାହିଁକି ଭୁଲ କରିଥାଏ,
@haraprasadDas-j4s
11 ай бұрын
ହୃଦୟକୁ ସ୍ପର୍ଶ କରାଇଲା ପରି ଗୀତ 😢❤
@JeetKumar-km8uw
10 ай бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଅତି ସୁନ୍ଦର ଭଜନ
@MohanMahanta-y3t
4 ай бұрын
ଜୀବନର ବାସ୍ତବତାକୁ ନେଇ ଅତି ସୁନ୍ଦର ଗୀତ ଟିଏ।
@debasisdhir8567
8 ай бұрын
ଯୁବ ପୀଢ଼ି ମାନେ ଭଜନ ଗାଇଲେ ବୋହୁତ ସୁନ୍ଦର ଲାଗେ ଯାହା ହେଉ ଏଇ ଭଜନ ମାଧ୍ୟମରେ ଭଗବାନଙ୍କୁ ବି ଡାକୁଛନ୍ତି❤❤❤🙏🙏🙏
@tanushreemishra2329
10 ай бұрын
Mo suna bhaira Sundar swara. Prabhu Jagannath tumaku sabubele khusire rakhantu
@pnsmotivational
7 ай бұрын
ଅତି ସୁନ୍ଦର ଗୀତ 👍👍👍👍🙏🙏
@annubarik1276
6 ай бұрын
Very nice song Bhai Jay Jagannath 🙏🙏🙏🙏
@SKTVodia
4 ай бұрын
ଗୀତ ଟି ଶୁଣି ଆଖିରୁ ଅନେକ ଲୁହ ବହି ଗଲା ରେ ସାନ ଭାଇ ଖୁବ ଚମତ୍କାର 😢
@mamalinaik-e4d
7 ай бұрын
Satare e manisa jibanata gote mati kandheina
@SUSHILARJUNNDAS
10 ай бұрын
☔⭐☔⭐☔⭐☔⭐☔🏹🏹🏹🏹🏹🏹🛞🛞🛞🛞🛞🛞🛕🛕🛕🛕🛕🛕🪔🪔🪔🪔🪔🪔🚩🚩🚩🚩🚩🚩🦚🦚🦚🦚🦚🦚🪷🪷🪷🪷🪷🪷ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ 🪷🪷🪷🪷🪷🦚🦚🦚🦚🦚🦚🚩🚩🚩🚩🚩🚩🪔🪔🪔🪔🪔🪔🛕🛕🛕🛕🛕🛞🛞🛞🛞🛞🛞🏹🏹🏹🏹🏹🏹☔⭐☔⭐☔⭐☔⭐☔
@BabaBudhakeswr
3 ай бұрын
ଏ ସ୍ୱର୍ଥାପର୍ ଦୁନିଆରେ ଜାହାର ନାହିଁ କେହି ଭରସା ତାର ଜଗନ୍ନାଥ ସାହା ଭରଷା, ପେଟ ମୋର ଜଗନ୍ନାଥ ଆଉ ସବୁ ମିଛ ପଥ, ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ 🙏🙏🙏🙏🍂
@piyushkumarnath5568
9 ай бұрын
My favourite singer prabhupad,jay jagannath 🙏bhajan ti hrudaya ku chhuingala
@TrinathDehury-s1w
4 ай бұрын
ମନକୁ ଛୁଇଁଲା ଏଇ ଭଜନ ଟି ଜୟ ଜଗନ୍ନାଥ 🙏🙏🙏🚩🚩🚩
@manasmanas7691
9 ай бұрын
Jay jagannath 🙏 hele tame bahuta bhal gaucha🙏 Jay Jagannath 🙏
@manasmanas7691
9 ай бұрын
Jay jagannath 🙏
@JharanaBehera-jz2lo
3 ай бұрын
ବହୁତ୍ ଭଲ ହୋଇଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
@jitendraparida3643
9 ай бұрын
Jay maa mnglaa ,,,Jia lekhichi bhal kahichantyi ,,bhai aame bhalre bujhei deichantyi ,,,satre jibnta gote mai knthei
@Gayatri-o8d
Ай бұрын
M
@minakshibhola5187
7 ай бұрын
Very nice bhai Jay jaganatha 🙏🙏🙏 satare A jibana ta mati kandhei
@SUSHILARJUNNDAS
10 ай бұрын
🗼🗼🗼🗼🗼🏹🏹🏹🏹🏹🐎🐎🐎🐎🐎🛞🛞🛞🛞🛞🚩🛕🚩🛕🚩🛕🚩🛕🚩🛕🦚🦚🦚🦚🦚ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ🦚🦚🦚🦚🦚🛕🚩🛕🚩🛕🚩🛕🚩🛕🚩🛞🛞🛞🛞🛞🐎🐎🐎🐎🐎🏹🏹🏹🏹🏹🗼🗼🗼🗼🗼
@SOUDAMINIHOTEL
2 ай бұрын
ସୁପେର ଗୀତ ଜୟ ଜଗନ୍ନାଥ 🙏🙏🙏🙏🌠🌠🌠🌠🌠
@Adityagaming-f8r
3 ай бұрын
Very very nice song Jay Jagannath 🙏🙏🙏
@BiranchiNayak-p5o
Ай бұрын
🙏Bhai dasha agaeba bhai jayguru 🙏👌👌🫡🫡🙊🌷🌷🇮🇳🇮🇳
@jagatkumarpatra4230
11 ай бұрын
Very very nice sang
@KARAPUTIA632
6 ай бұрын
Very nice ❤❤❤ Super songs
@patelbajawand7978
5 ай бұрын
Bhaiya ji apka awaz bahut accha hai.bahut sunder .bhagwan karen aap jiwan me bhut aage jayen. Or aise sons hamare liye late rahe. jai Sri Ram
@nikunjasamal4673
10 ай бұрын
Prabhupada କଣ ଗାଇଛ, ହୃଦୟ ସ୍ତବ୍ଦ ହୋଇଗଲା ବହୁତ ବହୁତ ଧନ୍ୟବାଦ
@santilatakanhar-zy7pw
6 ай бұрын
Bahut sundar Gita au sundar voice..
@ManojKumar-zv1rs
11 ай бұрын
Bahusundar heichi song ti end ku tike nija dosar fala milithile au tike bhala heithaanta
@subhasisdas143
10 ай бұрын
ଅତି ହୃଦୟସ୍ପର୍ଶୀ ଗୀତ ,ଆପଣଙ୍କ କଣ୍ଠ ସତେ ଯେମିତି ଏମିତି ଗୀତ ପାଇଁ ତିଆରି ହେଇଛି।👌🏻🥳
@madanmahandash1604
10 ай бұрын
ବା ବା ରେ ସତରେ ଜୀବନ ଏଇଟି ଅଛି ଆଉ କାଲି କଉଠି ଥିବ
@bikashbehuria3680
Ай бұрын
ବହୁତ୍ ଦିନ ପରେ ଗୋଟେ ହୃଦୟସ୍ପର୍ଶୀ ଓଡ଼ିଆ ଭଜନ ଶୁଣିଲି।ବହୁତ୍ ସୁନ୍ଦର୍ କଣ୍ଠ ଓ ଗୀତ ରଚନା। ଉଭୟ ଗାୟକ ଓ ଗୀତିକାର ଙ୍କୁ ହୃଦୟରୁ ସଲାମ 🙏🙏
@sinulatadas4309
6 ай бұрын
ବହୁତ୍ ସୁନ୍ଦର୍ ଭଜନ ପ୍ରଭୁପାଦ ତୁମକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ତୁମ ଉପରେ ରହୁ ❤🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏
@LijaDash-jm6mj
Ай бұрын
Hm
@karanmishra3290
10 ай бұрын
Jay jagannath Bandhu ❤🙏🙏🙏🙏🙏🙏🙏
@AdityagroupindustriesMD
7 ай бұрын
ହୃଦୟ ଆଉ ଆତ୍ମସନ୍ତୋଷ ଭଜନ...
@Abhimanyu82
7 ай бұрын
ଆପଣ ଙ୍କୁ ହୂର୍ଦୟ ରୁ ଧନ୍ୟବାଦ୍
@KeshabManahira
24 күн бұрын
4:17
@KeshabManahira
24 күн бұрын
❤🎉😂👍
@KeshabManahira
24 күн бұрын
❤🎉😂👍
@narayangouda6211
14 сағат бұрын
❤❤❤❤❤❤ nice bro
@saileshsekharmahanta1156
11 ай бұрын
ଅତି ସୁନ୍ଦର ଭଜନ ।
@SubhanarayanRout
6 ай бұрын
Ati sundara. God bless you. ❤❤❤❤❤
@lovelypriyanka3653
Ай бұрын
Iutyu hai ❤😂❤😅😅😅
@subham_gaming5678
2 ай бұрын
ହୃଦୟ ସ୍ପର୍ଶି କଣ୍ଠ
@RohitKumarbeheraRohit-gw5jz
3 ай бұрын
So beautiful song🎵🎵🎵🎵❤❤❤ sir
@sibabehera9858
9 ай бұрын
Heart touching song very nice voice jay jaganatha swami
@kirtisaraka57
4 ай бұрын
jai shree jagarnath 🙏 ❤🤍kripa karo prabhu 🙇🏻♀️🤲 very very nice song ❤️a jibana ta mati kandhei 😢kalia re🙏🙇🏻♀️
@ManojKumar-zv1rs
11 ай бұрын
Bahut sundar lagila
@kamalakantamohanty6039
11 ай бұрын
ସୁନ୍ଦର ପରିବେଷଣ ମହାନ୍ତି ବାବୁ
@dasharathibej7813
10 ай бұрын
ଏ ସ୍ଵର ଓ ଜୀବନଧର୍ମୀ ଗୀତ ଆପଣଙ୍କ କଣ୍ଠ ରେ ଅତି ଉନ୍ନତମାନର ଅଟେ । ଅଧିକ ଏପରି ଗୀତ ଆପଣଙ୍କ କଣ୍ଠ ରୁ ଆଶା କରୁଛି ।
@dasharathibej7813
10 ай бұрын
ଏ ଭାବର ସ୍ଵର ସ୍ଵତଃ ପ୍ରବୃତ୍ତ ମନକୁ ଦୋହଲାଇ ଦିଏ।
@TanmaySardar-eg6ny
7 ай бұрын
Op bhai song
@Shashinka19056
5 ай бұрын
Very good song
@PintuRay-w3c
4 ай бұрын
ଅତି ପବିତ୍ର .ଭୋଜନ 😮😮😮😮😢😊 ଆଉ 😊😊ମନ. ଛୁଆ 😊😊
@gagansethy3078
11 ай бұрын
Ati sundar kantha
@jitendradas6128
4 ай бұрын
ଅତି ସୁନ୍ଦର ମୋ ମନ କୁ ଛୁଇଁଗଲା:ଆଉ ଏମିତିକା ଗିତ ଶୁଣିବାକୁ ଚାହୁଁଚି ପ୍ଲିଜ ଦୟାକରି ତମ ସଵୁ ଗିତ ଶୁଣେଇଵ,imiss you i love you❤❤❤❤❤❤❤❤
@daskidscartoon857
6 ай бұрын
ଆମ ବାଲେଶ୍ୱର ପିଲା ପାଇଁ ଗୋଟେ like ହେଇଯାଉ
@nrusinghbehera1994
3 ай бұрын
Aau aadhika like huanta jadi kari dianti.... bhala lagila gita ti ❤❤❤❤
@duryodhanswain2839
10 ай бұрын
⭕‼️⭕ଜୟ ଶ୍ରୀ ଜଗନ୍ନାଥ 🙏। ହେ ପ୍ରଭୁ ସବୁ ତମରି କରୁଣା 💅। ଏହି ଦୁନିଆ ରେ ସବୁକିଛି ମୋହୋ ମାୟା। ତମରବିଶ୍ବାସ ରେ ଏହି ବଚିବା କତା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
@bhaktilahariashishdashpara2218
7 ай бұрын
ବହୁତ ସୁନ୍ଦର କଣ୍ଠ ସୁନ୍ଦର ଗୀତ ଜୀବନ ଧର୍ମୀ ଆହୁରି ଗାଆନ୍ତୁ... ଜୟ ଜଗନ୍ନାଥ
@munapradhan449
3 ай бұрын
Heart touching song my dear brother 🙏
@RudraBisi124
11 ай бұрын
Very nice
@RajaShoo-ro7ft
Ай бұрын
Ilove you 👌👌👌👌❤❤❤ song
@surajtiwari713
11 ай бұрын
Jay jagannath 🙏❤️
@education1....
9 ай бұрын
Real life song Bahut bahut bhal lagila ae gita to bhai satare hrudayaku chhuin jauchi . Aapan nk Voice t a gita ti pain pura perfect💯👍👏👏👏👏
@ranjitasasmal6175
11 ай бұрын
Really a Heartouching song😢😢😢❤❤❤❤❤❤
@appumallick639
2 ай бұрын
Nice song Bhai
@narendramajhi2118
4 ай бұрын
Ati Sundar song
@DebendraDholakHandsonic
11 ай бұрын
Beautiful voice
@arundehury4906
7 ай бұрын
ବହୁତ ସୁନ୍ଦର, ଭାବରଗୀତ।ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଘଟଣାଗୁଡିକ ମନଭିତରେ ଆଙ୍କି ହୋଇଯାଉଛି । ଧନ୍ୟବାଦ ଭାଇ । ଜୟ ଶ୍ରୀରାମ
@OmmPrakashSethi1234-di4td
10 ай бұрын
Sir Tama gita bahuta sundara Mata kahibaku Katha Nahi 🥰🥰🥰🥰🥰 jay gaganath 🙏🙏🙏🙏🙏🙏🙏🙏🙏🙏
@biswajitDas-pt8qd
9 ай бұрын
ଏ କଲି ଯୁଗରେ କେହୀ କହିରୀ ନୁହେଁ ଏଠି କେବଳ ଜଗନ୍ନାଥ ହିଁ ଆମର ପ୍ରକୃତ ବନ୍ଦୁ ଜୟ ଜଗନ୍ନାଥ❤ ❤❤ 😢
@lekhanibiswal4994
11 ай бұрын
A very heart rendering song! Lyrics touch the soul, and sung beautifully too!
@aloneanu457
10 ай бұрын
ଏ ଦୁନିଆ ରେ କେହି କାହାକୁ ମାନୁନାହାନ୍ତି ବେଶୀ ମନିଷ ଅନ୍ୟ କୁ କଷ୍ଟ ଆଘାତ ଧୋକା ଦେଇ ଖୁସି ହେଉଛି ହେଲେ କେତେ ଦିନ ବହୁତ୍ କମ୍ ଦିନ 😭😭😭😭🙏🏻⭕❕⭕
@RkggfRkggt-hi5wi
10 ай бұрын
Suman
@ODISHATOKACM
10 ай бұрын
Right dear
@gajendrapuhan3124
10 ай бұрын
Right madam😢
@jaisrimananarayana6450
10 ай бұрын
Jay Jagannath
@ThomasMeyer077
9 ай бұрын
Tame thik katha kahicha
@SunilPradhan-i2b
3 ай бұрын
Maa Saraswati aapanka kanthha re achhanti 🙏🙏🙏
@BadalkumarMallick
3 ай бұрын
Very nice bro...❤❤❤❤❤jay Jagannath
@prafullakumarmohapatra6805
4 ай бұрын
Thank you for sweet voice and emotional Bhajan dedicated to lord Jagannath
@RadheShyamMunda-q8d
24 күн бұрын
👌👍🙏
11:03
E Jibana Adhei Dina - ଏ ଜୀବନ ଅଢେଇ ଦିନ | ଏନ୍ତୁଡି ଶାଳରୁ ମଶାଣି ଭୁଇଁ କଥା | Prabhupada Mohanty | S.MUSIC
Odia Bhakti
Рет қаралды 4 МЛН
33:50
Jibanaku Kiaba Bharasa || Odia Bhajan || Sarat Nayak || Pankaj Jal || Sabitree Bhakti
Sabitree Bhakti
Рет қаралды 1,9 МЛН
00:22
БУ, ИСПУГАЛСЯ?? #shorts
Паша Осадчий
Рет қаралды 2,9 МЛН
00:58
Уральские пельмени в Камеди 🥰 #ComedyClub #КамедиКлаб #овршоу #уральскиепельмени #тнт #харламов
Comedy Club
Рет қаралды 6 МЛН
00:22
If people acted like cats 🙀😹 LeoNata family #shorts
LeoNata Family
Рет қаралды 18 МЛН
00:44
When Cucumbers Meet PVC Pipe The Results Are Wild! 🤭
Crafty Buddy
Рет қаралды 59 МЛН
35:54
Top 5 Sakala Dhupare Mantra | Mantra For Positive Energy | Morning Mantra | 5 Powerful Mantra
Music World Bhakti
Рет қаралды 779 М.
7:47
ଭାଗ୍ୟ ତୋ ଲେଖିଛି କପାଳ ଲିଖନ। Bhagya Ta Lekhichhi Kapala Likhana Odia Full Lyrics Song Suresh Wadekar
JITENDRA NAIK
Рет қаралды 1,4 МЛН
9:30
JAGATARE PAIBUNI EMITI THAKURA TIE // ଜଗତରେ ପାଇବୁନି ଏମିତି ଠାକୁର ଟିଏ // Viral Jagannath Bhajan 2023
shivasakti creation
Рет қаралды 16 МЛН
17:49
Swartha para dunia// ସ୍ୱାର୍ଥପର ଦୁନିଆ // କଳିଯୁଗ କଥା //ଶ୍ରୀଚରଣ //
SRICHARAN OFFICIAL
Рет қаралды 1,5 МЛН
18:41
Jibana Emiti Prashnate Tara Uttara Nahin | ଜୀବନଧର୍ମୀ ଗୀତ | Aliva Lenka | Kalandi Rout
Suman Creation Media
Рет қаралды 2,3 МЛН
32:22
Hare Krushna Hare Rama || ହରେ କୃଷ୍ଣ ହରେ ରାମ ୧୦୮ ଥର || Prabhupda Mohanty || Sabitree music
Sabitree Music
Рет қаралды 1,9 МЛН
16:01
Narayani Stuti | ନାରାୟଣୀ ସ୍ତୁତି | Durga Devi Stuti | Maa Durga Aradhana | Pandit Padmanava Tripathy
Music World Bhakti
Рет қаралды 3,9 М.
16:31
Muktimantra Satyashrama ll Banchibi Kemiti ll Kumar Bapi ll Suresh Panda ll Sudhir Kumar Pati1
Muktimantra Satyashrama
Рет қаралды 665 М.
29:54
Odia old Bhajan #oldisgold #odia
Doni
Рет қаралды 835 М.
51:35
He Narayana Narayana Hari Hari
Namita Agrawal - Topic
Рет қаралды 687 М.
2:56
Roza Zergerli - İstedim
Ayna Music
Рет қаралды 589 М.
2:58
Jaman T - Алая | Премьера трека (Текст песни)
Jaman T
Рет қаралды 1 МЛН
3:19
Жандос ҚАРЖАУБАЙ - Жүзігің дайын (official video) 2024
Жандос ҚАРЖАУБАЙ
Рет қаралды 748 М.
3:26
Dilnoz - Kechir (Official Music Video)
DILNOZ
Рет қаралды 16 МЛН
2:58
Marhaba Sabi - Dem alam [Official lyric video]
Marhaba Sabi
Рет қаралды 897 М.
2:20
RaiM - Cartier
RaiM
Рет қаралды 1,8 МЛН
2:45
BAUYRLARYM
Aibek - Topic
Рет қаралды 254 М.