ଶଙ୍ଖ ଭବନ ଉପରେ ବୁଲିବ କି ବୁଲଡୋଜର ? | Odisha Reporter

  Рет қаралды 25,192

Odisha Reporter

Odisha Reporter

Күн бұрын

ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍। ଭୁବନେଶ୍ବର ଛାତି ଉପର ୟୁନିଟ-୬ ରେ ମୋଟ୍ ୪ଟି ପ୍ଲଟ୍ କୁ ମିଶାଇ ଏକ ଏକର ୧୮୩ ଡିସିମିଲ ଜାଗା ଉପରେ ନିର୍ମାଣ ହୋଇଛି ବିଜେଡି ମୁଖ୍ୟାଳୟ- ଶଙ୍ଖ ଭବନ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Sankhabhawan #IllegalConstruction #bhubaneswar #BJD #OdishaGovt

Пікірлер: 63
@pradeepkumarjena4162
@pradeepkumarjena4162 2 ай бұрын
ସୁରେଶ ବାବୁ ଆପଣଙ୍କ ପଦ କ୍ଷେପ ସାୂଗତ ଏହାର ତୁରନ୍ତ ଦୁଡ କାଯ୍ୟର୍ ନେବା ଦରକାର ବହୁତ ସୁଦର ହୋବ
@sarojrout9173
@sarojrout9173 2 ай бұрын
ବହୁତ ଗୁରୁତ୍ବପୁର୍ଣ ନିଷ୍ପତ୍ତି ନେଇଛନ୍ତି
@prabhatkandi7865
@prabhatkandi7865 2 ай бұрын
କଥାରେ ନୁହେଁ କାମରେ କରି ଦେଖାଅ
@jashobantamajhi9898
@jashobantamajhi9898 2 ай бұрын
ଭ‌‌ଙ୍ଗାଯାଉ ଜୟ ବିଜେପି ଜୟ ଶ୍ରୀ ରାମ
@sudhakarrout5324
@sudhakarrout5324 2 ай бұрын
😅😅
@Oddipakyt
@Oddipakyt 2 ай бұрын
JAY SHREE RAM ❤
@anilswain1052
@anilswain1052 2 ай бұрын
ତଦନ୍ତ କରି ବେଆଇନ ନିର୍ମାଣକୁ ନିଶ୍ଚିହ୍ନ କରି ଦିଆଯାଉ |
@swadhikarbetaj3768
@swadhikarbetaj3768 2 ай бұрын
ଶୁଭସ୍ୟ ଶୀଘ୍ରଂ
@mesmerizeart663
@mesmerizeart663 2 ай бұрын
ଏହାର ନାମ ପରିବର୍ତ୍ତନ କରି ଶିଶୁ ଭବନ କରାଯାଉ ବହୁତ ସୁବିଧା ବି ହବ କାହିଁକି ନା ଏକ ତ ୬ ନମ୍ବର ହସ୍ପିଟାଲ ପାଖରେ, ୨ୟ ଯୋଉ ଶିଶୁ ଭବନ ଅଛି କେଦାର ପଲ୍ଲୀ ବସ୍ତି ଦାଢରେ ସେ ବହୁତ ପୁରୁଣା ହେଇଗଲାଣି ତାକୁ ଭାଙ୍ଗି କେଦାର ପଲ୍ଲୀ ବସ୍ତି ବାସିନ୍ଧା ଙ୍କ ପାଇଁ ଗୋଟେ ପାର୍କ କରିଦିଆଯାଉ ଏହାଦ୍ବାରା ଆପଣ ଲୋକଙ୍କ ବିଶ୍ବାସ ଭାଜନ ହେବେ ଏହା ମୋର ଅନୁରୋଧ।ଯଦି ସେ ପରବର୍ତ୍ତୀ ସମୟରେ ସରକାରକୁ ବି ଆସିଲେ ବି ସେ ଶଙ୍ଖ ଭବନକୁ ଫେରେଇ ଆଣି ପାରିବେନି କାହିଁକି ନା ଏଣୁ ମାଇଲେ ଗୋ ହତ୍ଯା ତେଣୁ ମାଇଲେ ବ୍ରହ୍ମ ହତ୍ୟା
@bijayaharichandan1592
@bijayaharichandan1592 2 ай бұрын
ଏହା ଗୋଟିଏ ଭଲ ବିଚାର
@ambarishswain3233
@ambarishswain3233 2 ай бұрын
Yes, Shishu Bhawan karajau
@mantuswain3092
@mantuswain3092 2 ай бұрын
Bjp ର କେତେ ଦମ୍ ଅଛି ଶଙ୍ଖ ଭବନ କୁ ଭାଙ୍ଗି କି ଦେଖୁ Mg bjp
@RANJANKUMAR-jb1xw
@RANJANKUMAR-jb1xw 2 ай бұрын
ବିଜେପି ସରକାର ଜିନ୍ଦାବାଦ ଓଡ଼ିଶା ବିଜେପି ସରକାର ❤❤❤❤❤❤❤
@dayanidhl1067
@dayanidhl1067 2 ай бұрын
ଅତି ଶୀଘ୍ର ଭଂଗାଯାଉ
@sudhakarrout5324
@sudhakarrout5324 2 ай бұрын
😂😂
@prasantadas87
@prasantadas87 2 ай бұрын
ତୁରନ୍ତ ହବ ଦରକାର
@Ganeshkumarbehera-i6x
@Ganeshkumarbehera-i6x 2 ай бұрын
👍👍👍
@KamalMalik-d2k
@KamalMalik-d2k 2 ай бұрын
Ok
@bijayaharichandan1592
@bijayaharichandan1592 2 ай бұрын
କେତେ ସତ କହୁଛ??? ସରକାରୀ ଘର ବିକ୍ରି ହେଲା କେଉଁ ଆଇନ ବଳରେ???
@prasantapanda1703
@prasantapanda1703 2 ай бұрын
ଯଦି ବେଆଇନ ତେବେ କୋର୍ଟ ନିର୍ଦେଶ କ୍ରମେ ନିଶ୍ଚୟ ଭାଙ୍ଗିବା ଦରକାର ଯେମିତି ହାଇକୋର୍ଟ ନିର୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଥିବା ବିଜୁ ପଟନାୟକ ମୂର୍ତ୍ତି ଭଙ୍ଗାଯାଇଥିଲା, ହାରାମି x ମୂର୍ଖ ମନ୍ତ୍ରୀ ବହୁତ ନବୀନ ପଟନାୟକ ବହୁତ ପୁରାତନ ମଠ ମନ୍ଦିର ଭାଙ୍ଗିଥିଲା.....
@manoranjsahoo9197
@manoranjsahoo9197 2 ай бұрын
Jitney jaldi ho ye subh kam ho jaye achaa hoga Namsker 🙏 🙏
@nmtv3636
@nmtv3636 2 ай бұрын
Only Congress support 👌👌👌😅 jai congress 🤚🤚🤚🤚🤚🤚🤚
@ajitakumarsahoo9458
@ajitakumarsahoo9458 2 ай бұрын
Building Standard Rules ରେ Building plan approval process ହୋଇଅଛି????😢😂
@shreenibashkuanr6598
@shreenibashkuanr6598 2 ай бұрын
Right 👍
@sunilkumarbeherasunilkumar7370
@sunilkumarbeherasunilkumar7370 2 ай бұрын
ତମେ କଣ କରୁଚ ଲୋକର ପଈଷା ଜାଉଚି
@PankajSabar-hu7rw
@PankajSabar-hu7rw 2 ай бұрын
ବିଜେପିର ଅହକାର ବଡିଲା
@amarbag5933
@amarbag5933 2 ай бұрын
ବବି ଘର ଭାଙ୍ଗିବା ବୁଦ୍ଧି ଶିଖେଇଲା
@rameswar3765
@rameswar3765 2 ай бұрын
କିରା କରୁଛ ବୋ, ଏ ...ହେ... ବୁଲୁନ ବୁଲ୍ ଡୋଜର୍, ଆମର ଯାଉଛି କିରା...
@tapankumarsahu8392
@tapankumarsahu8392 2 ай бұрын
Bjp kahib kichi karibani first pandiyan upare action neini
@MaheswarOjha-x1n
@MaheswarOjha-x1n 2 ай бұрын
Bhulukhathaa
@sipun5
@sipun5 2 ай бұрын
Sighra bhanga jau.
@PramodKumar-zt1we
@PramodKumar-zt1we 2 ай бұрын
Nija pachha pata nije sabhala ha ha ha
@ajitkumarsamal7202
@ajitkumarsamal7202 2 ай бұрын
Boby das ku arrest karajau. Se kn pain government quarters ku renovation kariki wood cottage, swimming pool aau underground room baneithila.
@SushilKumarVlogs-bb6yx
@SushilKumarVlogs-bb6yx 2 ай бұрын
Sabu katha re kana pain chup rahuchhanti. ...
@Oee_Broken_05
@Oee_Broken_05 2 ай бұрын
Jahaku dekhuchu dekhe Athi Sabu maghia ek 🌍
@Oee_Broken_05
@Oee_Broken_05 2 ай бұрын
Jou sabu ghara Bhaguncha se ghara Gariba loko kun deidele kn Heba ? NA Gariba loko kun ate damighare Rakhiba pai chahuna Gariba Kn pai Ghara heba Kintu A koti koti tankara Ghare tanku rakheidebeni karana semane Gariba
@AdarshGroupOfComapny
@AdarshGroupOfComapny 2 ай бұрын
Building broak kara au boldogar chalao
@BINODDAS-pw2eg
@BINODDAS-pw2eg 2 ай бұрын
Otv band kataheb
@biplabakesharipradhan1310
@biplabakesharipradhan1310 2 ай бұрын
Utara Pradesh pari paristiti upujani nachet seita dala pai bada bhul heba
@_mr___rajput
@_mr___rajput 2 ай бұрын
Murkha janata thile emiti bhala kama ku na bujhi olti birodha karibe
@sushilbehera820
@sushilbehera820 2 ай бұрын
Kalyani mondap karajayu
@MohanMarndi-i9t
@MohanMarndi-i9t 2 ай бұрын
Nabin Babu to pongu thila se kipori bichar kori thile
@JagannathBehera-g8o
@JagannathBehera-g8o 2 ай бұрын
Turanta vangajau
@SumitKumarDas-j8b
@SumitKumarDas-j8b 2 ай бұрын
Bulao ama paisa re haichi😂
@sunilrautaray7717
@sunilrautaray7717 2 ай бұрын
Bhanga sabu
@amasangathanakakarudrapurj9664
@amasangathanakakarudrapurj9664 2 ай бұрын
Kahara takat nanhi ki e michha sarkar
@pranabrathsharma7722
@pranabrathsharma7722 2 ай бұрын
Prasant Kumar mandal (PAPU) Bhimpur.....
@pkpadhi6269
@pkpadhi6269 2 ай бұрын
Bjp ra sabubele emiti politics Power ku asile ...emiti kama tara
@Oddipakyt
@Oddipakyt 2 ай бұрын
Jay bjp Sarkar ❤
@baidharsethi2349
@baidharsethi2349 2 ай бұрын
Bhangi deo genda bhawan
@MohanMarndi-i9t
@MohanMarndi-i9t 2 ай бұрын
Turonto bhanga jau
@akashkumarrout674
@akashkumarrout674 2 ай бұрын
Hn sabu chora dalal tautor neta jail jibe kebe jaldi bhanga
@akashkumarrout674
@akashkumarrout674 2 ай бұрын
Sabu chora dalal tautor neta kebe jail jibe bjp next thara hariba 😂😂😂
@AKASHKUMARFFYT07
@AKASHKUMARFFYT07 2 ай бұрын
Gote banda bala bi Sidha kariparibani...Only bjd And Only Navin
@kanhusarangi2362
@kanhusarangi2362 2 ай бұрын
Tame ta jemiti pura gua ghiaaa... jemiti tame jaliyati karuna
@Ganeshkumarbehera-i6x
@Ganeshkumarbehera-i6x 2 ай бұрын
👍👍👍
How it feels when u walk through first class
00:52
Adam W
Рет қаралды 19 МЛН
Hyundai IPO Opens Today // Veteran Actor Atul Parchure Passes Away
22:28
OdiaTechBulletin
Рет қаралды 22 М.
How it feels when u walk through first class
00:52
Adam W
Рет қаралды 19 МЛН