ନିରାଶ୍ରୟIଷ୍ଟକମ || A Complete Spiritual Orison || Lord Bishnu || Nirasryastakam

  Рет қаралды 1,502,769

aaksi utkal

aaksi utkal

Күн бұрын

Nirasryastakam (Stabapuspam)
Blessing of Pujya Pujak Balia
Singer : Pratap Chandra Tripathy
Producer : Manoranjan Mohapatra
Graphics & Editing : Sudhansu Sekhar Rout
Camera : Krushna Chandra Behera
Channel Producer : Pyarimohan Routray (AAKSI UTKAL)
The Ten Avatars of Vishnu
Vishnu’s earthly incarnations include many avatars: the ten avatars include Matsyavatara (fish), Koorma (tortoise), Varaaha (boar), Narasimha (the man-lion), Vamana (the dwarf), Parasurama (the angry man), Lord Rama (the perfect human of the Ramayana), Lord Balarama (Krishna's brother), Lord Krishna (the divine diplomat and statesman), and the yet-to-appear tenth incarnation, called the Kalki avatar. Some sources consider Buddha as one of the avatars of Vishnu. This belief is a recent addition from a time when the concept of Dashavatara was already developed.
Sankha, Chakra, Gada, Padma
On one of the backhands, he holds the milky white conch shell, or sankha, that spreads the primordial sound of Om, and on the other a discus, or chakra--a reminder of the cycle of time--which is also a lethal weapon that he uses against blasphemy. It is the famous Sudarshana Chakra that is seen whirling on his index finger. The other hands hold a lotus or padma, which stands for a glorious existence, and a mace, or gada, that indicates punishment for indiscipline.
WANT TO BE A PART OF aaksistudio or BE PART OF THE EVENTS
STAY IN TOUCH: aaksistudio; Gopalpur, Cuttack.....

Пікірлер: 644
@jayshreeparidatr3913
@jayshreeparidatr3913 10 ай бұрын
ଆମେ ଓଡ଼ିଆ - ଆମ କାଳିଆ ଭାରି ବଢିଆ ❤❤❤
@kalpanakalpa9518
@kalpanakalpa9518 Жыл бұрын
ଜୟଶ୍ରୀ କ୍ରୃଷ୍ଣ। ହେ ଦୟା ମୟ ଦୟାକର ପ୍ରଭୁ।
@laxmipriyapanigrahi1594
@laxmipriyapanigrahi1594 Жыл бұрын
ଅତି ସୁନ୍ଦର ଭଜନ ଆପଣ ଙ୍କୁ କୋଟି କୋଟି 🙏🙏🙏🙏🙏🙏
@tutusahoo5215
@tutusahoo5215 Жыл бұрын
ଯା ହେଉ ମୁଁ ଓଡ଼ିଆ heitibaru ନିଜକୁ ଗର୍ବିତ ମନ karuchi ଜୟ jagannth 🙏🙏🙏
@kumudapanigrahi6403
@kumudapanigrahi6403 Жыл бұрын
ମହାଶୟ ଆପଣଙ୍କୁ କୋଟି କୋଟି ଧନ୍ୟବାଦ। ଆପଣଙ୍କ ଏ ଗୀତଟି ଏତେ ଶାନ୍ତି ଦିଏ ଯେ ସତେକି ଜଗଦୀଶ ରକ୍ଷା ପାଇଁ ଆଗରେ ଦଣ୍ଡାୟମାନ। ବହୁତ ପ୍ରାଣ ଭରା କଣ୍ଠରେ ଗାଉଛନ୍ତି।ମୁଁ ପ୍ରତ୍ୟେକ ରାତିରେ ଶୁଣି ଶୁଏ ସୁନ୍ଦର ନିଦ ହୁଏ,ଶାନ୍ତି ଲାଗେ।ନମସ୍କାର।
@gitanjalitripathy5389
@gitanjalitripathy5389 2 жыл бұрын
ମୋ ମନ ଯେତେ ବେଳେ ବ୍ୟସ୍ତ ହୁଏ. ମୋତେ ଏକୁଟିଆ ଲାଗେ ସେତେବେଳେ ଏହା ମୁଁ ଶୁଣି ଶୁଣି କାନ୍ଦିଥାଏ. ପ୍ରଭୁଙ୍କୁ ପାଖରେ ଦେଖେ ଗୁହାରି କରେ 🙏🙏
@prataptripathy7830
@prataptripathy7830 2 жыл бұрын
ଜୟ ଜଗନ୍ନାଥ
@smrutikantabiswal3204
@smrutikantabiswal3204 Жыл бұрын
ସେ ଦେବତା ହଁ ଏମିତି , ସେ ପାଖକୁ ଆସିଲେ କାଇଁ କେଜାଣି ଆପେ ଆପେ ଆଖିରେ ଲୁହ ବୋହିଆସେ
@ranjankumarbarad4666
@ranjankumarbarad4666 Жыл бұрын
My favourite song Jay sri Jagannath
@drawingmaster2480
@drawingmaster2480 Жыл бұрын
1q
@ganeshprasadswain6769
@ganeshprasadswain6769 Жыл бұрын
He will not leave you alone
@rajendrasethi287
@rajendrasethi287 Жыл бұрын
ସ୍ୱାମୀଜୀ ଆପଣ ଙ୍କୁ ଅନେକ ଅନେକ ନମନ, ଆପଣଙ୍କ କଣ୍ଠ ସ୍ୱର କୁ ପ୍ରଣାମ, ଆପଣ ମୋ ସନାତନ ଶ୍ରୀ ହରି ପିତା ଙ୍କ ଅଷ୍ଟକ ପ୍ରସାଦ ଆମକୁ ଶୁଣାଇଛନ୍ତି. ମୁଁ ଗର୍ବ କରିକି ଯେ ମୁଁ ସନାତନ ଧର୍ମ ଓ ସନାତନ ରକ୍ତ ରେ ଜନ୍ମ ନେଇଛି. ମୁଁ ରହେ ନ ରହେ କିନ୍ତୁ ମୋ ଠାକୁର ଥାନ୍ତୁ. 🙏🙏🙏🙏🌹🌹
@yogaboyr7670
@yogaboyr7670 Жыл бұрын
ମୁଁ ବହୁତୁ ଭଜନ ଶୁଣିଛି ବହୁତୁ ଗୀତ ଶୁଣିଛି କିନ୍ତୁ ଏ ଭଜନ ଶୁଣିଲେ ଆଖିରୁ ଧାରା ଧାରା ଲୁହ ବୋହି ଯାଉଛି, ଦେହ ଲୋମ ମୂଳ ଶିହରୀ ଯାଉଛି, ଆଉ ମନ କଷ୍ଟ ହେଲେ ସବୁବେଳେ ଏକୁଟିଆ ଶୁଣିକି କାନ୍ଦି ପକାଏ, ଏ ସଂସାର ତୁଛ ଲାଗେ, ମନ ଶାନ୍ତି ଲାଗେ ପ୍ରଭୁ ଙ୍କ ପ୍ରତି ଭଲ ପାଇବା ବହୁତୁ ବଡ଼ିଯାଏ 🙏🙏🙏❤️❤️❤️ ଜୟ ଜଗନ୍ନାଥ 🙏🙏🙏❤️❤️❤️❤️ଆପଣଙ୍କ ଙ୍କଣ୍ଠରେ ଯାଦୁ ଅଛି ଇଏ ସେଇ ପ୍ରଭୁ ଜଗତରନାଥ,ଶ୍ରୀ ଜଗନ୍ନାଥଙ୍କ କୃପା 🙏🙏🙏
@madanmohansahu5070
@madanmohansahu5070 3 ай бұрын
ଜୟ ଜଗନ୍ନାଥ । ଚମତ୍କାର ହୋଇଛି ଆପଣଙ୍କ ଗାୟନ ଶୈଳୀ । ମୁଁ ଯେତେବେଳେ ଶୁଣିଛି ମୋ ଆଖିରୁ ଅନବରତ ଲୁହ ଆସିଯାଏ । ଗୀତିକାର, ସୁରକାର, ଗାୟକ ଓ ପ୍ରସ୍ତୁତ କର୍ତାକୁଂ ଅ ଶେଷ ଧନ୍ଯବାଦ
@aloksamal9152
@aloksamal9152 Жыл бұрын
ଆଃ କି ଶାନ୍ତି ଲାଗୁଚି ଏମିତି ଅମ୍ଭୃତମୟ ଗୀତ ଗୋବିନ୍ଦ ଶୁଣିବାକୁ ମିଳୁଛି ଏହି ଗୀତ ଶୁଣିଲେ ମନ ଶାନ୍ତି ଲାଗୁଚି ଆତ୍ମା ଶାନ୍ତି ହୋଇଯାଇଛି ଜୟ ଜଗନ୍ନାଥ ଜୟ ଶ୍ରୀକୃଷ୍ଣ 🙏❤️🙏❤️🙏❤️🙏
@jhunulatamuduli2032
@jhunulatamuduli2032 Жыл бұрын
Jay jagannath.. 🙏🙏🙏
@babitamishra5385
@babitamishra5385 Жыл бұрын
Odia lekha madhyamadele besy tike bhal laganta sir Jay sri krishna
@princearyan3657
@princearyan3657 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ
@laxmidhargope6678
@laxmidhargope6678 10 ай бұрын
ଏଇ ଗିତ ଶୁଣି ଅସାନ୍ତ ମନ ଶାନ୍ତ ହେଲା ଏହାକୁ ଲେଖୀ ମୁ ଗାଇବି ଯୟ ଶ୍ରିକ୍କୃଷ୍ନ❤❤❤
@susantabehera5763
@susantabehera5763 9 ай бұрын
ଜୟ ଜଗନ୍ନାଥ
@sunitajojovlogger88
@sunitajojovlogger88 Жыл бұрын
Bahut sundar song , jetebele dukha lage setebele ai song ti sunile mind fresh heijai
@debasistechnical4437
@debasistechnical4437 10 ай бұрын
🙏🙏🙏🙏🌺🌺🌺🌺ଓଁ ନମଃ ଭଗବତେ ବାସୁଦେବାୟ 🌺🌺🌺🌺🙏🙏🙏🙏
@Pandit.rudraprasaddas
@Pandit.rudraprasaddas 8 ай бұрын
ବହୁତ ସୁନ୍ଦର ଗୀତ❤ଜଗନ୍ନାଥ ପ୍ରଭୁଙ୍କ ଚରଣତଳେପ୍ରଣାମ🇳🇵🇳🇵🇳🇵⭕❗⭕
@geetanjalibharati9905
@geetanjalibharati9905 2 жыл бұрын
ନିରାଶ୍ରୟ ମାଁ ଜଗଦୀଶ ରକ୍ଷ 🙏🙏🙏
@Anand01319
@Anand01319 11 ай бұрын
🙏🙏🙏🙏🙏🌅🌅🌦️🌦️🌨️🌨️🌜🌝🌞🌟🌍🌠🌒🌓🌔🌻☘️🔊🎼🎵🎶🕉️✡️🔯 ଜୟ ଜଗନ୍ନାଥଙ୍କ ଆଶ୍ରୀ ବାଦ ଥାଉ ସଦା ସର୍ବଦା ସମସ୍ତ ଙ୍କ ପାଇଁ 🕉️ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@pabitramohandash9190
@pabitramohandash9190 3 ай бұрын
😢 ନିରାଶ୍ରୟ କୁ ଆଶ୍ରୟ ଦିଅ ମହାବାହୁ,ତୁମ ପାଦପଦ୍ମେ ଏ ଛାର ଜୀବନ ସମର୍ପିତ ହେଉ 😢 ସଦା ତୁମ ନାମ ଗାଇ ଏ ଜୀବନ ଚାଲିଯାଉ ମହାବାହୁ ଏତିକି କରୁଣା ହେଉ।ତୁମ ନାମ ଗାଇ ଏମିତି ଆଖିରୁ ଲୁହଧାର ଝରୁଥାଉ ପ୍ରଭୁ ପାପ ତାପ ଧୋଇ ଯାଉ।😢ଜୟ ଜଗନ୍ନାଥ 🙏❤️‍🩹🙏
@diludash1781
@diludash1781 Жыл бұрын
ଅଶାନ୍ତ ମନକୁ ବହୁତ ଶାନ୍ତ କରିଦିଏ । ଜୟ ଜଗନ୍ନାଥ ପ୍ରଭୂ ।।ତୁମକୁ କୋଟି କୋଟି ପ୍ରଣାମ ପ୍ରଭୁ
@sibaprasadpanda8628
@sibaprasadpanda8628 Жыл бұрын
ମନ ଦୁଃଖ ଥିଲେ ଏ ଗୀତ ଶୁଣି ବାକୁ ଭଲ ଲାଗେ ମନ ଭଲ ଲାଗେ😊❤
@maheshbehera1320
@maheshbehera1320 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@nityanandanath1533
@nityanandanath1533 Жыл бұрын
ଜୟ ଜଗନ୍ନାଥ ⚫❗⚫। ଆପଣ ଙ୍କ ସ୍ୱର ରୁ ଗୀତ ଟି ବହୁତ୍ ହୃଦୟ❤️ ସ୍ପର୍ଶ 🙏🏻।🥰
@guruprasad5307
@guruprasad5307 2 жыл бұрын
ଜୀବନ ର ପ୍ରକୁତ ମୂଲ୍ୟବବୁଝେଇ ଦେଉଥିବା ଅତି ଚମତ୍କାର ଅଷ୍ଟକମ୍ ଆହାଃ ☺️ ॐ ଶାନ୍ତି 🤲🏻
@rajadahs1012
@rajadahs1012 Жыл бұрын
Namasakaram
@saradaacharya6000
@saradaacharya6000 Жыл бұрын
🙏🙏🙏
@jagannathbaba4035
@jagannathbaba4035 Жыл бұрын
ଯେତେ ବିପଦ ଠାରୁ ବି ମହା ବିପଦ,ଦୁଃଖ ଜଞ୍ଜlଳ ଆସୁ କାଳିଆ ନାମ ନେଲେ ସବୁ ଅସମ୍ଭବ ସମ୍ଭବ
@chittaranjansahoomereram123
@chittaranjansahoomereram123 2 жыл бұрын
ଆଃ! ହୃଦୟସ୍ପର୍ଶୀ। ଆପଣଙ୍କ ହୃଦୟର ପ୍ରେମ ସବୁ କଣ୍ଠରେ ସ୍ପଷ୍ଟ ଜଣାପଡୁଛି। 🙏🙏❤️❤️ରାଧାକୃଷ୍ଣ
@Pandit.rudraprasaddas
@Pandit.rudraprasaddas 6 ай бұрын
ଏହିଗୀତସୁଣିଲେମୋତେବହୁତଭଲଲାଗେଯେତେବେଳେମୁଁଦୁଃଖରେଥାଏଏହିଗୀତସୁଣିଲେମୋତେବହୁତଆନନ୍ଦ ମିଳିଥାଏ🇳🇵🇳🇵🇳🇵⭕❗⭕
@minadas292
@minadas292 2 ай бұрын
ରାଧେ ରାଧେ ଜୟ ଶ୍ରୀ ରାଧେ କୃଷ୍ଣ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଜୟ
@chandrasekharbehera1870
@chandrasekharbehera1870 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏❤️🙏ଏ ଗୀତ ଯେତେଥର ଶୁଣିଲେ ଆଉ ଥରେ ଶୁଣିବାକୁ ଇଛା ହଉଚି. 🙏🙏🙏
@prasannkumardash3247
@prasannkumardash3247 Жыл бұрын
Prasann Ku Dash Bedari Kendrapada Jay Gurudeva Saranam👌👌👌🌱🌹🌱🌹🌱🌹
@deepakkumarpanda9350
@deepakkumarpanda9350 4 ай бұрын
ମାମ୍ ଅହୋଭାଗ୍ୟ 🙏🙏ସବୁଦିନ ଏହା ଶୁଣିବା ମୋର ଅଭ୍ୟାସ ହୋଇଗଲାଣି। ଏହାକୁ ଶୁଣି ମୁଁ ନିଜର ଅସ୍ତିତ୍ବ କୁ ଭୁଲିଯାଏ। ଧନ୍ୟବାଦ ଆଜ୍ଞା 🙏🙏
@jagannathbaba4035
@jagannathbaba4035 Жыл бұрын
ଅଦ୍ଭୁତ ଆନନ୍ଦ ମୟ ଅଷ୍ଟକମ୍ କାଳିଆ ବାବା ଜଗନ୍ନାଥ ଧନ
@pradeepdas8422
@pradeepdas8422 8 ай бұрын
Jai jagannath
@jenacharan2629
@jenacharan2629 Жыл бұрын
ଜୟ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏
@pintusahu7716
@pintusahu7716 Жыл бұрын
He jagat pita🙏 he jagannath maha prabhu🙏he maha bahu apono jemiti apononko 2hato amo ku jemiti alingon karibaku dakuchi he maha bau emiti hi apononko asirbad amo upore sada sarbada amo upore rakhithao he maha bahu mu jete thar apononku dekhuchi kejani kahiki mo akhiru luho baharuchi he param pita🙏🙏🙏🙏
@malayakumarsahoo7846
@malayakumarsahoo7846 2 жыл бұрын
Omm Namoh vagabate Basudebayah. Hey Antaryami apanku koti koti pranam. Hey parambrahma tume hin varasa mora.
@riteshrout1974
@riteshrout1974 Жыл бұрын
Jay Jagannath Swami Nayana patha gami bhaba tume
@debasistechnical4437
@debasistechnical4437 10 ай бұрын
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ପ୍ରଭୁ 🌺🌺🌺🌺🙏🙏🙏🙏
@santoshkumarsahu6586
@santoshkumarsahu6586 Жыл бұрын
❤️🙏❤️ Jay Sri Jagannath Mahaprabhu Sri Charane Saranam Prabhu ❤️🙏❤️💐💐💐💐💐❤️🙏❤️
@madhuaditya1097
@madhuaditya1097 Жыл бұрын
ଏ ଗୀତ ଆପଣଙ୍କ କଣ୍ଠ ର ସ୍ୱର ବହୁତ ଭଲ ଲାଗୁଛି ଶାନ୍ତି ଲାଗୁଛି. ଧନ୍ୟବାଦ ଆଜ୍ଞା କୋଟି କୋଟି ପ୍ରଣାମ...
@sonukhuntia9596
@sonukhuntia9596 2 жыл бұрын
Mu a sonu gata 4 year hela mandira re sunithili sei dinu man khojuthili aji miligala 😭😭😭😭. Jay maa mangala🙏🙏🙏
@narenkumarnaren7974
@narenkumarnaren7974 3 жыл бұрын
🙏🙏🙏ହେ ଗୋବିନ୍ଦ 🙏🙏🙏
@ranjit..pradhan..143
@ranjit..pradhan..143 9 ай бұрын
He mahaprabhu Krupa kara 🙏🙏🙏🙏
@bindasrinku6310
@bindasrinku6310 9 ай бұрын
ଜୟ ଶ୍ରୀ ଜଗନ୍ନାଥ 🔱🕉️♥️❤🙏ବାବା 🔱🕉️♥️❤🙏
@basantkumarchoudhury3861
@basantkumarchoudhury3861 2 жыл бұрын
Jay Jagannath 🙏 apananka kanthare ehi sulkati sunibaku bahut bhala lagila ..God bless you always
@debadattasha7353
@debadattasha7353 9 ай бұрын
Jay..jaganntha
@debasistechnical4437
@debasistechnical4437 10 ай бұрын
🙏🙏🙏🙏🌺🌺🌺🌺 ଜୟ ଶ୍ରୀ କ୍ରୀଷ୍ଣା ଗୋବିନ୍ଦ ହରେ ମୁରଲୀ ହେ ନାଥ ନାରାୟଣ ବାସୁଦେବ🌺🌺🌺🌺🙏🙏🙏🙏
@rsrajkumar3031
@rsrajkumar3031 Жыл бұрын
ସବୁ ଦିନ ସକାଳେ ଦୋକାନ ପୂଜା କରିବା ପରେ ମୁଁ ଏହି ଅଷ୍ଟକମ୍ ଶୁଣିବାକୁ ଭଲ ପାଏ
@achyutprasad4521
@achyutprasad4521 Жыл бұрын
Apart from this daily worship your parents first ,then other Gods....otherwise no God will listen your prayer
@uttamapani7785
@uttamapani7785 7 ай бұрын
Ye geet jeneke liye ek prerana Jay jagarnnath shyami Nayan pathagami bhavatu main
@tlbgaming4609
@tlbgaming4609 9 ай бұрын
Om nama Laxmi Narayan ❤️🙏
@tanushreemishra1738
@tanushreemishra1738 Жыл бұрын
Nirasraya mam jagadisha rakhya 🙏🙏 Jahara kehi nahni tara tame hni sabu kichhi prabhu 🙏🙏
@jhunulatamuduli2032
@jhunulatamuduli2032 11 ай бұрын
Han.... Bhauni... Sie hin eka saha bharosa... Tanka bina jibana ra mane hin kichhi nhi... Jay jagannath swami🙏🙏🙏
@SUSHILARJUNNDAS
@SUSHILARJUNNDAS 4 ай бұрын
🎙️🙏🎙️🙏🎙️🙏🎙️🙏🎙️🙏🎙️🙏🎙️🙏🎙️
@subhransuharichandan8576
@subhransuharichandan8576 Жыл бұрын
Nila chala Nibasaya Nitya Paramatma ne Bhala vedhra Suvdra Vhyam Jagannath Yate Namah 🕉️🙏✡️
@kalpananayak667
@kalpananayak667 9 ай бұрын
Jay Jagannath 🙏💐🌷💐
@chinmayeeacharya8075
@chinmayeeacharya8075 9 ай бұрын
Jay jaganath
@santoshkumarmishra7514
@santoshkumarmishra7514 9 ай бұрын
Bahut sundar angya......michha maya sansara pain amiya bani.....jetebele mo chari pakhe sapta rathi aau mun abhimanyu hoijaen....ehi strotra mote banchai dia......😢😢
@pnsahoosahooyoutubeenterte3481
@pnsahoosahooyoutubeenterte3481 3 жыл бұрын
Bahut sundar sir, ଆତ୍ମାକୁ ଶାନ୍ତି ‌ଲାଗୁଚି
@ranjanranjanbagh1416
@ranjanranjanbagh1416 11 ай бұрын
He Mhasaya Apananku pranam prabhu Narayan ku koti koti pranama prabhu daya kari Ai nirasraya ku AASrayatiki A deba nirasraya Rakshama
@ranjanswain9176
@ranjanswain9176 2 жыл бұрын
Super se vi upara Jagannath swami nayan pathagami
@mamataacharya9322
@mamataacharya9322 9 ай бұрын
So peaceful song❤❤❤❤ pranaam swikaar kijiye pravu
@bijayalaxmimohanty866
@bijayalaxmimohanty866 11 ай бұрын
Hrudayasparsi bhajan namaste 🙏 🙏
@malayakumarsahoo7846
@malayakumarsahoo7846 2 жыл бұрын
Omm Namoh vagabate Basudebayah. Hey Antaryami apanku koti koti pranam.
@kalyanimishra3220
@kalyanimishra3220 4 ай бұрын
ମୁଁ ଏତେ ଭାବବିହ୍ବଳ ହେଇଥାଏ ଆଖିର ଲୁହ ଆଉ ବୋଲ ମାନେନି ମୁ ସବୁଦିନ morning ରେ ଶୁଣିଥାଏ ମନକୁ ବହୁତ ଶାନ୍ତି ମିଳିଥାଏ jai jagannatha
@gitanjalitripathy5389
@gitanjalitripathy5389 2 жыл бұрын
ବହୁତ ବହୁତ ମଧୁର ଲାଗୁଚି ଶୁଣିବାପାଇଁ, ଜୟ ଜୟ ଜଗନ୍ନାଥ 🙏🙏
@purnachandra287
@purnachandra287 Жыл бұрын
MY FAVOURITE ❤❤❤❤❤❤❤
@debasistechnical4437
@debasistechnical4437 10 ай бұрын
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ଭବ ତୁମେ 🌺🌺🌺🌺🙏🙏🙏🙏
@pritamkumarmohanty7033
@pritamkumarmohanty7033 4 ай бұрын
ଜୟ ଜଗନ୍ନାଥ 🙏💕🙏
@brundhabannayak8202
@brundhabannayak8202 9 ай бұрын
Jay jagannath🙏🙏🙏🙏🙏
@bindasrinku6310
@bindasrinku6310 9 ай бұрын
Jay Shree Jagannth 🔱🕉️♥️♥️❤🙏
@sanjaymishra280
@sanjaymishra280 2 жыл бұрын
Otti sundar bhajana ଶୁଣିଲେ mon ru dukha ଦୁରେଇ ଜୀଵ
@DeepakKumarMohapatra-d4d
@DeepakKumarMohapatra-d4d 9 ай бұрын
Ati Sundar song Jay Jagannath 🙏
@ratikantabehera2131
@ratikantabehera2131 Жыл бұрын
ହେ ପ୍ରଭୂ ଆପଣଙ୍କ ଚରଣାବିନ୍ଦେ ନତ ମସ୍ତକ
@fanindravideos.3882
@fanindravideos.3882 Жыл бұрын
Jay shree hari 🙏🙏💐🙏🌻🌻🙏🌷🌹🙏💫
@samal2110
@samal2110 Жыл бұрын
ହେ ନୂତନାମ୍ବୁ ଧର ଚାରୁମୂର୍ତ୍ତି ହେ କୁନ୍ତୀପଞ୍ଚ ତନୟା ବହନ୍ତି ହେ ବିପ୍ରଦାମୋଦର ମୁକ୍ତିଦାତା ନିରାଶ୍ରୟମାଂ ଜଗଦୀଶରକ୍ଷ||1|| କ୍ଷୀରାବ୍ଧିଜା ବଲ୍ଲଭ ବାସୁଦେବ ବ୍ରହ୍ମାଣ୍ଡ କାରୀ ପ୍ରଣତା ମ୍ମୁଜାର୍କହଃ ହେ ଦ୍ରୌପଦୀ ଦୁଃଖ ସମୀରସର୍ପ ନିରାଶ୍ରୟମାଂ ଜଗଦୀଶରକ୍ଷ||2|| ମହାପ୍ରଭୁ କଂସ ଦଶାନନାରି ତାପତ୍ରୟତ୍ତ ପିତଶିତ୍ତ ରଶ୍ରୀ ଅନାଥ ବନ୍ଧୁ କରୁନୈକ ସିନ୍ଧୁ ନିରାଶ୍ରୟମାଂ ଜଗଦୀଶରକ୍ଷ||3|| ବିଧ୍ରୁତ ଧତ୍ରୀ ସବଗ୍ରୁର ରୀତ ସୁରମ୍ୟରାଦିବ ଦଳାୟତାକ୍ଷ ହେ କାମକାମି ପ୍ରଦକାମ ଚାରି ନିରାଶ୍ରୟମାଂ ଜଗଦୀଶରକ୍ଷ||4|| ହେ କୃଷ୍ଣ ହେ ବିଶ୍ୱନ୍ନିନାଦ ବିଷ୍ଣୁ ହେ ଦେବକୀ ମାନସ କୌରବେନ୍ଦ୍ର ହେ ଶ୍ୟାମ ହେ ରିଷ୍ଟକମର୍କ ଦେବ ନିରାଶ୍ରୟମାଂ ଜଗଦୀଶରକ୍ଷ||5|| ହେ ପିକ କୌଶିୟ ଧରାଦି ଦେବ ହେ ବେଣୁଧାରୀ କମନୀୟ ରୂପମ୍ ହେ ଗୌତମ ସ୍ତ୍ରୀ ସ୍ତୁତି ଶଳିନେଚ ନିରାଶ୍ରୟମାଂ ଜଗଦୀଶରକ୍ଷ||6|| ହେ ଗକୁଳ ରକ୍ଷଣ ଗୋପୀନାଥ ଗୋପାଳ ଗୋପୀ ଜନ ପ୍ରାଣବନ୍ଧୁ ଶ୍ରୀମଦ ଯୋସଦା ହୃଦୟାଭି ଚନ୍ଦ୍ର ନିରାଶ୍ରୟମାଂ ଜଗଦୀଶରକ୍ଷ||7|| ହେ କୃଷ୍ଣ ଗୋବିନ୍ଦ ହରେ ମୂରାରୀ ହେ ନାଥ ନାରାୟଣ ବାସୁଦେବ କୃପାମ୍ ଭିଦେହିଃ ମହୀପାପ ସିନ୍ଧୁ ନିରାଶ୍ରୟମାଂ ଜଗଦୀଶରକ୍ଷ||8|| ହରେ ମୁରାରୀ ମଧୁକୈଟଭାରୀ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରୀ ଯଂଗ୍ୟେଷ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟମାଂ ଜଗଦୀଶରକ୍ଷ||9|| ***ଅଥଃ ଶ୍ରୀ ନିରାଶ୍ରୟାଷ୍ଟକଂ ସମାପ୍ତ ***
@LalitMoharana-bj6ed
@LalitMoharana-bj6ed 2 ай бұрын
Thank you
@ranjanpanigrahi6447
@ranjanpanigrahi6447 4 ай бұрын
🙏🙏🙏🙏🙏🙏🙏🙏🙏
@manassahoo79
@manassahoo79 9 ай бұрын
Jay Shree Krishna
@jaymaamangala4297
@jaymaamangala4297 11 ай бұрын
ବହୁତ ସୁନ୍ଦର ଅତି ସୁନ୍ଦର ଗାୟନ ଶୈଳୀ
@mahaswetabehera3606
@mahaswetabehera3606 2 жыл бұрын
jay jagannath prabhu 🤲🙏
@sibasankarpradhan2907
@sibasankarpradhan2907 Жыл бұрын
Jay Jagannath 🙏 prabhu Sri Hari 😭😭😭🙏🙏🙏
@sritambiswal1290
@sritambiswal1290 2 жыл бұрын
My favorite song 😌
@kunirana4682
@kunirana4682 2 жыл бұрын
Jay jagannth🌼 super mind blowing voice he madhaba 🌼🌼🙏🙏🙏
@Cutememescomedycartoons
@Cutememescomedycartoons Жыл бұрын
ରାଧେ କୃଷ୍ଣ 🌹🌹🌹
@rjbarik7894
@rjbarik7894 Жыл бұрын
ହେ ମହା ବହୁ ❤❤❤❤❤
@purnachandra287
@purnachandra287 Жыл бұрын
JAY JAGANNATH JAY JAGANNATH JAY JAGANNATH JAY JAGANNATH 🎉🎉🎉🎉🎉🎉🎉🎉🎉
@susantanath8775
@susantanath8775 Жыл бұрын
🌹🕉ଜୟ ଜଗନ୍ନାଥ ଅତି ସୁନ୍ଦର 🕉🌹🙏🙏🙏🙏🙏
@jockvlogersantosh
@jockvlogersantosh 2 жыл бұрын
Subha sandhya 🙏🙏🙏 jaya jagannath prabhu
@SudhansuRana-e2z
@SudhansuRana-e2z 10 ай бұрын
Sata re mana ku bahut Santi miluchi Joy jaganath 🙏🙏🙏
@suryakanttripathy6830
@suryakanttripathy6830 11 ай бұрын
Aakhire luh rahuni to astakam sunile re କହେଁଇ 😭😭😭😭😭😭
@indiradevi400
@indiradevi400 2 ай бұрын
ଆପଣଙ୍କ କଣ୍ଠ ରେ ଏହି ଭଜନ ଟି ବହୂତ ସୁନ୍ଦର , ରାତିରେ ଶୋଇଲା ବେଳେ ସୂଣେ
@gitanjalitripathy5389
@gitanjalitripathy5389 Жыл бұрын
ନିରାଶ୍ରୟ ମା ଜଗଦୀଶ ରକ୍ଷ୍ୟ
@jitendrasahoo4757
@jitendrasahoo4757 Жыл бұрын
ହେ ମହାବାହୁ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ମଣିମା
@biswanathswain4574
@biswanathswain4574 10 ай бұрын
Touch my heart ଜୟ ଜଗନ୍ନାଥ
@sarojranjankar1034
@sarojranjankar1034 3 жыл бұрын
Jay Jagannath and jay thanka lila
@bishnuprasadpalei6497
@bishnuprasadpalei6497 Жыл бұрын
Gurudev Apana'nka Charanara Tale Hrudayaru Koti'koti Pranam Janauchhi...E Slokaku Jete Sunilebi Tathapi Mana Bujhena...Ahuri Thare Apana'nka Charanara Tale Koti'koti Pranam Janauchhi
@jaganrout3124
@jaganrout3124 2 жыл бұрын
Jai jagannath 🙏🙏🙏...so nice beautiful bhajan song.. beautiful voice 🙏🙏🙏
@kaberidas7083
@kaberidas7083 Ай бұрын
ନିରାଶ୍ରୟମାମ୍ ଜଗଦୀଶ ରକ୍ଷ ଜୟ ଶ୍ରୀଜଗନ୍ନାଥ
@sonalimohanty8942
@sonalimohanty8942 4 жыл бұрын
Namo namo pravu Krishna ...nana bahut Sundar gaichanti
@pratapchandra2966
@pratapchandra2966 4 жыл бұрын
Dhanyabad
@saubhagyaranjanmohanty2666
@saubhagyaranjanmohanty2666 Жыл бұрын
amazing singer is great nd beautiful voice Wow wonderful... Jay jagannattha...
@divadoll135
@divadoll135 10 ай бұрын
Prabhu 😢😢😢😢😢 Jai jagannath Prabhu
@ପ୍ରେମାନନ୍ଦସାହୁ1000
@ପ୍ରେମାନନ୍ଦସାହୁ1000 Жыл бұрын
Jay Jagannath 🙏🏻
@ManojMuni-hl7tv
@ManojMuni-hl7tv 2 ай бұрын
ॐ नारायण नमः
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 17 МЛН
🍉😋 #shorts
00:24
Денис Кукояка
Рет қаралды 4 МЛН
Every parent is like this ❤️💚💚💜💙
00:10
Like Asiya
Рет қаралды 23 МЛН
Govinda Damodara Stotram
40:47
Prabhupada Mohanty - Topic
Рет қаралды 228 М.
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 17 МЛН