ଅଭିନୟ ଦେଖି ମଞ୍ଚକୁ ଚଡ଼ିଗଲେ ଦର୍ଶକ || ବୋତଲ ମାଡ଼ ସହ ସୁବାସ ବେହେରାଙ୍କୁ ମାରିଲେ ଦର୍ଶକ || ସ୍ୱାମୀ ପାଇଁ ନର୍କକୁ

  Рет қаралды 41,309

Manas jena Official

Manas jena Official

Күн бұрын

Пікірлер: 100
@surajitjana7671
@surajitjana7671 3 ай бұрын
ଏ ସଚ୍ଚା ହିନ୍ଦୁତ୍ଵର ପରିଚୟ.ଭାରତ ମାତା କି ଜୟ
@ranjitkumarmaharana5452
@ranjitkumarmaharana5452 3 ай бұрын
Right
@dillipkumarsahoo1133
@dillipkumarsahoo1133 3 ай бұрын
ନବ ଘୋଷ ଭାଈ ଙ୍କ ଅଭିନୟ ବହୁତ ବଢ଼ିଆ ହୋଇଛି, ଦର୍ଶକ ଦେବତା ମାନେ ଶୟମ୍ ରଖନ୍ତୁ ଏବଂ ଅଭିନେତା ମାନଙ୍କୁ ତାଳି ମାରି ଉସାହିତ କରନ୍ତୁ 🙏 ଏ ବର୍ଷ ର viral ନାଟକ ସ୍ବାମୀ ପାଇଁ ପଛେ ନର୍କ କୁ ଯିବି 👍🫶 ଆଇ ଲଭ୍ ୟୁ ସ୍ଵର୍ଣ୍ଣ ମହଲ ଟିମ୍ 🙏👍🫶👌🥰
@debasisbarik-d
@debasisbarik-d 3 ай бұрын
ସ୍ୱାମୀ ଖୋଜିବାକୁ ନର୍କ କୁ ଯିବି ନୁହଁ ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି. ସ୍ଵର୍ଣ ମହଲ ର
@dillipkumarsahoo1133
@dillipkumarsahoo1133 3 ай бұрын
@@debasisbarik-d ଦେବାଶିଷ ଭୁଲ୍ ଜଣାଇ ଥିବାରୁ ଧନ୍ୟ ବାଦ, କାଲି ମୁଁ ସେହି ନାଟକ ନିଜର ଚର୍ମ ଚଖୁ ରେ ଦେଖୁ ଥିଲି 🫶👌👍
@tapasparida958
@tapasparida958 3 ай бұрын
ନା ହିନ୍ଦୁ ବିରୋଧୀ ଚାଲି ବନି
@dillipkumarsahoo1133
@dillipkumarsahoo1133 3 ай бұрын
@@tapasparida958 🙏 ଯଦି ଆପଣ ଯାତ୍ରା ପ୍ରିୟ, ନାଟକ ଦେଖନ୍ତୁ ମନ୍ତବ୍ୟ ଦିଅନ୍ତୁ 🙏👌👍🫶
@sanjayabhoi247
@sanjayabhoi247 3 ай бұрын
ନାଟକ ଦୃଷ୍ୟ ଟି ଏମିତି ଥିଲା ଯେ ଦର୍ଶକ ଦରବାର ଯାତ୍ରା ପ୍ରେମୀ ମାନେ ରାଗିବା ସ୍ଵାଭାବିକ ନବ ଘୋଷ ଙ୍କ acting 💯 ରେ ଏ ନାଟକ ରୁ ନବ ଘୋଷ ଙ୍କ ଯାତ୍ରା କ୍ୟାରିଅର pikup ନେବ
@tapansahoo4687
@tapansahoo4687 3 ай бұрын
ନବ ଘୋଷଙ୍କ ର ଅଭିନୟ ପୁରା ଚମତ୍କାର ଥିଲା, କିନ୍ତୁ ହିନ୍ଦୁ ଧର୍ମ କୁ ଏମିତି କହିଲେ ଦର୍ଶକ ଶହିପାରିଲେନି ( ମୁ ନିଜେ ଦର୍ଶକ ଥିଲୀ)
@ranjitkumarmaharana5452
@ranjitkumarmaharana5452 3 ай бұрын
Right katha
@tkpcreation1318
@tkpcreation1318 3 ай бұрын
Abhinayara kamal ea 👍👍👍🔥🔥🔥🔥
@jayaprakashpatel8994
@jayaprakashpatel8994 3 ай бұрын
ଜୟ ଜଗନ୍ନାଥ ଜୟ ମା ସମଲେଶ୍ବରୀ ବହୁତ ସୁନ୍ଦର ଅଭିନୟ । ଏହା କେଉଁ ନାଟକ ଏବଂ କେଉଁ ସ୍ଥାନରେ ଏଭଳି ହୋଇ ଥିଲା । ମାନସ ଭାଇ ଆପଣ ଝାରସୁଗୁଡ଼ା ର Btm ଆସିଲେ ସାକ୍ଷାତ ହେବା। ଆପଣଙ୍କ ଅନୁଷ୍ଠାନ ରେ Pankaj bhai ମୋର friend . ମାନସ ଭାଇ ଆପଣ କ voice very sweet . ଆପଣଙ୍କ ଗାଇବା ଶୈଳି ବହୁତ ସୁନ୍ଦର। ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ। Take care. ଜୟ କଳା
@debasisbarik-d
@debasisbarik-d 3 ай бұрын
ଏଇଟା ତୋ ନବ ଭାଇ ଏବଂ ସୁବାସ ଭାଇ ଙ୍କ credit ଏତେ ସୁନ୍ଦର ଅଭିନୟ ରେ ଲୋକ ପୁରା ବିଭଳ ହେଇଯାଉଛନ୍ତି 👍👍
@ARADHYACREATION-uu4xz
@ARADHYACREATION-uu4xz 3 ай бұрын
ବହୁତ୍ ସୁନ୍ଦର ଅଭିନୟ ❤
@jyoti457
@jyoti457 3 ай бұрын
ଏଠି ନବ ଘୋଷ ଙ୍କୁ ମାଡ଼ ହେଇଚି, ତମ ଥମନେଲ ଠିକ୍ କର , ସୁବାସ ବେହେରା କେତେ ବେଳେ ଖାଇଲେ
@nalinikantBehera-i8v
@nalinikantBehera-i8v 3 ай бұрын
ଏ କି ବାଳ ନାଟକ... ହିନ୍ଦୁ କୁ ମୁସଲିମ ବନେଇବ.. ଯାତ୍ରା କଣ ବାହାରେ କୋଉଠି କିଏ କହିଲେ କିଏ ସହିବ...
@raghunathchandan5840
@raghunathchandan5840 3 ай бұрын
ଯାହାକୁ ବୋତଲ ମାଡ ହେଲେ ଆର ବର୍ଷ ତା ଦାମ ଏକ କୋଟି
@laxmiall
@laxmiall 3 ай бұрын
ନାଟ୍ୟକାର ଗଣେଶ ରାଉତଙ୍କ ରକ୍ତରେ ରୋମାଞ୍ଚ ସୃଷ୍ଟି କାରୀ ନାଟକ "ସ୍ୱାମୀ ପାଇଁ ପଛେ ନର୍କ କୁ ଜିବି "
@akb1433
@akb1433 3 ай бұрын
ଆରେ ଭାଇ ମାନୁଛୁ ସେ ଟାଇମ ରେ ଇମୋସନାଲ ହେଉଛନ୍ତି ଦର୍ଶକ କିନ୍ତୁ ଏମିତି ମରଣତ୍ମକ ଆକ୍ରମଣ କରିବା କଳାକାର ଙ୍କ ଉପରକୁ କେତେ ଦୂର ଠିକ ଅଟେ
@drxbadajenavlogs
@drxbadajenavlogs 3 ай бұрын
Sabu loka nka mind mature nuha Bro
@ranjitkumarmaharana5452
@ranjitkumarmaharana5452 3 ай бұрын
100% thik
@ranjitkumarmaharana5452
@ranjitkumarmaharana5452 3 ай бұрын
100% th8k
@Nikhil_Dalai07
@Nikhil_Dalai07 3 ай бұрын
right bhai 💯
@nalinikantBehera-i8v
@nalinikantBehera-i8v 3 ай бұрын
ବାଳ ଯାତ୍ରା.. ଆଉ କିଛି ମିଳୁନି.. ହିନ୍ଦୁ ଧର୍ମ କଣ ଶସ୍ତା
@manaranjannagree6154
@manaranjannagree6154 3 ай бұрын
Pathan ku hidu kuha
@RajkishoreParida-q3x
@RajkishoreParida-q3x 3 ай бұрын
ନବ ଭାଇ ଧନ୍ୟବାଦ
@RNBehera01
@RNBehera01 3 ай бұрын
ଅଭିନୟ ଜୀବନ୍ତ ଭଳୀ ଲାଗୁଥିଲା
@gurupatri1885
@gurupatri1885 3 ай бұрын
ଗୋଟେ ଗୋଟେ ଫାର୍ସ ଚଲେଇଛ ଆଉ କିଛି କାମ ନାହିଁ
@ODIAJATRAKING
@ODIAJATRAKING 3 ай бұрын
ମାନସ ଭାଇ ଏବଂ ନଦିନୀ ମୋର ପସନ୍ଦ ର ସିଙ୍ଗର ❤❤
@LipunaNayak-dv7ll
@LipunaNayak-dv7ll 3 ай бұрын
Ki Chamatkar Abhinaya
@sreeyanshijena4359
@sreeyanshijena4359 3 ай бұрын
ଅନେକ ଦିନ ପରେ ଆପଣଙ୍କୁ ଦେଖିବାକୁ ମିଳିଛି ..ତେଣୁ ଧନ୍ୟବାଦ
@akashmurmu_official
@akashmurmu_official 3 ай бұрын
ସେଇଟା ଆକଟିଂଗ ପାଇଁ ମାରି ନାହାନ୍ତି ତୋର ଓଭର ଆକଟିଂଗ ପାଇଁ ମାରିଛନ୍ତି l ଆକଟିଂଗ ର ପୁରସ୍କାର ସେର୍ଟିଫିକେଟ କିମ୍ବା ଆୱାର୍ଡ ଦିଆଯାଏ ଆଉ ଓଭର ଆକଟିଂଗ ପାଇଁ ଅଣ୍ଡା ମାଡ଼ ଚପଲ ସେକା ମୁଥ ଇତ୍ୟାଦି ଦିଆଯାଏ ଏତିକି ଜାଣି ପାରୁନୁ. ରେକର୍ଡ ଡେଂସ ଵାଲା ମାନଙ୍କୁ ଵି ଏମିତି ମାରିବା ଦରକାର
@MeriJungOneManArmy1
@MeriJungOneManArmy1 3 ай бұрын
ଯିଏ ଆସିକି ମାରିଲା ସିଏ ଗୋଟେ ମାନସିକ ରୋଗୀର ପରିଚୟ ଦେଲା
@rishideogarh2367
@rishideogarh2367 3 ай бұрын
ଅତି ଚମକ୍ତାର
@JayadrathaBehera-u6i
@JayadrathaBehera-u6i 3 ай бұрын
ଜୟ ଜୟ ଜଗନ୍ନାଥ🙏🙏🙏
@kkkkk4762
@kkkkk4762 3 ай бұрын
ବହୁତ ମଜା ହେଇଗଲା TV ରେ ଦେଖିଲେ ଏମାନେ tv ଭାଂଗି ଦେବେ
@143sairam4
@143sairam4 3 ай бұрын
ଭାରତ ମାତାକି ଜୟ
@DebasishMohapatra2024
@DebasishMohapatra2024 3 ай бұрын
Viral natak. Superhit ❤
@AshokBanchor-ci1hk
@AshokBanchor-ci1hk 3 ай бұрын
Bhai mu live thiki Naba Ghos acting excellent
@akashmurmu_official
@akashmurmu_official 3 ай бұрын
ଓଭର script ଓଭର ଆକଟିଂ ଯଦି କରିବ ମାଡ଼ ତ ଖାଇବ ନିହାତି. ମୁଁ ତୋ ଚାହୁଁଛି ଅଶ୍ଳୀଳ ରେକର୍ଡ ଡେନ୍ସ ଵାଲାକୁ ବୁ ମାରିବା ଦରକାର ଓଭର script ଓଭର ଆକଟିଂ ଯଦି କରିବ ମାଡ଼ ତ ଖାଇବ ନିହାତି. ମୁଁ ତୋ ଚାହୁଁଛି ଅଶ୍ଳୀଳ ରେକର୍ଡ ଡେନ୍ସ ଅଶ୍ଳୀଳ କମେଡି ଵାଲାକୁ ବୁ ମାରିବା ଦରକାର
@singerjitujena3318
@singerjitujena3318 3 ай бұрын
ଖାଲି ପାଣି ବଟଲ. ସବୁ. କୋଉଠୁ ଆସିଲା..
@tapasparida958
@tapasparida958 3 ай бұрын
Jay shree ram
@BapiMalik-sf5ig
@BapiMalik-sf5ig 3 ай бұрын
👌👌👌👌
@BapiMalik-sf5ig
@BapiMalik-sf5ig 3 ай бұрын
🙋‍♂️🇮🇳💯👌
@sreeyanshijena4359
@sreeyanshijena4359 3 ай бұрын
ମାନସ ଭାଇ ଝାରସୁଗୁଡ଼ା ଅଭିନନ୍ଦନ..ଆଜି ମୁଁ ଯାତ୍ରା ଆସିଛି ଭେଟ ହେଇ ଥାନ୍ତି..
@ashutoshentertainmentodisha
@ashutoshentertainmentodisha 3 ай бұрын
Nice 😊
@purviarts8784
@purviarts8784 3 ай бұрын
କଳାକାର ଙ୍କୁ ମାରନ୍ତୁନି 🙏🏽
@CHANDRAKANTA5
@CHANDRAKANTA5 3 ай бұрын
Kali mu jatra dekhuthili swarna mahal ra natak bahuta bhala lagila
@alokkumarsubudhi5783
@alokkumarsubudhi5783 3 ай бұрын
Tqs for real story, gote advice jatra malik nku dayaakari site iron wall badheibaku baku jaha dyar public sahaja re bhitaraku jnaiparibeni katha rahila semane natak karuchanti rati rati anidraa rahiki tankara bhi family ame tanku maribata thik nuha jadi maru maru tara kichi serious heijae taha dai kia rahiba, semane kahani pari besan karuchanti real re nuha..
@bapunlonivlogs
@bapunlonivlogs 3 ай бұрын
Bhai emiti thik helaani ..artist nkara kichi heigale naa ..emiti aau dekhi habani future re
@prakashasethi5648
@prakashasethi5648 3 ай бұрын
Jayjaganath
@gopalqc-bn7rr
@gopalqc-bn7rr 3 ай бұрын
Really life derent Frend
@Jitendra.Nayak1
@Jitendra.Nayak1 3 ай бұрын
କିଛି ଆବଶ୍ୟକ ନାହିଁ ଏମିତି ଶବ୍ଦ ଯାତ୍ରା ରେ ପ୍ରୟୋଗ କରିବା l
@dineshpanda232
@dineshpanda232 3 ай бұрын
Fast like bro ganjam kabe asiba
@sweetyproduction5791
@sweetyproduction5791 3 ай бұрын
Kena eta heiche bhai
@subharantakumarmeher7898
@subharantakumarmeher7898 3 ай бұрын
Super hit natak
@kunabehera1453
@kunabehera1453 3 ай бұрын
Manash bhai Naba Ghosh ku marila Subash Behera nku nuhe
@baburamnath1486
@baburamnath1486 3 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@premandkeshri1942
@premandkeshri1942 3 ай бұрын
Only highlight heba gote drama chalichi...auu kichhi nai
@prakashmahananda1371
@prakashmahananda1371 3 ай бұрын
दर्शक ओवर एक्टिंग
@sreeyanshijena4359
@sreeyanshijena4359 3 ай бұрын
ଆପଣ ମ୍ୟୁଜିକ୍ ପାଖରେ ବସିଥିବା ବେଳେ କୌଣସି ପ୍ରକାର ଭେଟ କରି ପାରୁ ନାହଁ
@BTV-cu6we
@BTV-cu6we 3 ай бұрын
ଏହି ନାଟକ ଟି ହେଉଛି ସ୍ୱାମୀ ପାଇଁ ପଛେ ନର୍କକୁ ଯିବି,ଯାତ୍ରା ସ୍ୱର୍ଣ୍ଣ ମହଲ ଯଦି ଆପଣ ମାନଙ୍କ ଅଂଚଳ କୁ ଯାଉଛି ଯଦି ଏହି ନାଟକ ଟି ପରିବେଷଣ ହେଉଛି, ଏହି ନାଟକ ଦେଖୁଥିବା ଦର୍ଶକ ଦେବତା ମନଙ୍କୁ ଅନୁରୋଧ 🙏🏻କରାଯାଉଛି କି ଦୟାକରି ନିଜକୁ ଆୟତ୍ତ ରେ ରଖନ୍ତୁ,ନାଟକ ଟି ଦେଖି ଆପଣ ମାନେ ବିଚଳିତ ହେଇପାରନ୍ତି କିନ୍ତୁ ଏହା ଏକ ଅଭିନୟ 🙏🏻
@ranjitkumarmaharana5452
@ranjitkumarmaharana5452 3 ай бұрын
Chena guda ta ayata rakhiba mariba katha
@debasishsenapati9560
@debasishsenapati9560 3 ай бұрын
Kanhiki bhai kiniki prasansa naucha
@santoshsatapathy4249
@santoshsatapathy4249 3 ай бұрын
Dharmika bhabegaku nei natak rachana kara na jau biseskari sampradayikata birodhavasa samayare
@Santanuking446
@Santanuking446 3 ай бұрын
😮😮
@biswaranjansarangi
@biswaranjansarangi 3 ай бұрын
Comment vai mane age darma Pare abinaya.apana mananka pai ama hidu darma ra a abasta.
@AwarenessAlly
@AwarenessAlly 3 ай бұрын
Kou area
@radhikaaani6663
@radhikaaani6663 3 ай бұрын
🤦‍♀️🤦‍♀️
@sunilshandha
@sunilshandha 3 ай бұрын
Naxsapali sambalpur
@ParthaPriyabrataPrusty
@ParthaPriyabrataPrusty 3 ай бұрын
Emiti scenes bandh heba darkar, nahele unnecessary controversy create heba. Jatra ku highlight and business bhala kariba pain emiti sabu religion specifc scenes rahuchi. Owner eii sabu najar re rakhiki changes karantu
@Tanmay34909
@Tanmay34909 3 ай бұрын
ଭାଇ ମାନେ total scripted। ପୀୟୂଷ ଭାଇରାଲ ହେଇଥିଲା ବୋଲି ସୁବାସ ଭାଇରାଲ୍ ହେବାକୁ ଏମିତି ଲୋକ ଙ୍କୁ ଚୁଟିଆ ବନୋଉ ଛନ୍ତି।।ଖାଲି ଭାଇରଲ ପାଇଁ ଭିଡିଓ କରିଛନ୍ତି ।। କାରଣ ଏମିତି କୁ ଲୋକର ସାହସ ନାହିଁ ଷ୍ଟେଜ ଉପରେ ଗୋଟେ କଳାକାର କୁ ମାଡ଼ ମାରିବା ପାଇଁ।।
@PrakashkumarMallik-w2m
@PrakashkumarMallik-w2m 3 ай бұрын
Se thiki karichi age writter ku mada darakar apari lekhiba pai
@JatindraNaik-wd2mp
@JatindraNaik-wd2mp 3 ай бұрын
mana,dada,news,rebareela
@dilu5849
@dilu5849 3 ай бұрын
Are subas ku nuhe se au janaku marile
@abhayaswain4349
@abhayaswain4349 3 ай бұрын
Bhai a loka kalakaranku marile ata kn thik katha ki , thik achhi utejita haba ta thik hele stage upare chadhiki mariba ta bhala helani, sabu pare gotia katha hela se bhainkara abhinaya pura jibanta thila sethipain maribaku pachheileni, mada nuhen eata puraskara paile bahut bhala lagila,jay Jagannath ❤
@pradiptakumar1249
@pradiptakumar1249 3 ай бұрын
Villian ku marichhanti banda lekhuchha agoru amiti natak hounathila
@pruthirajpal4155
@pruthirajpal4155 3 ай бұрын
Moda haichi bhola hechi
@zoyasharukh7334
@zoyasharukh7334 3 ай бұрын
Murkha mansa head line thik lekhe
@kkkkk4762
@kkkkk4762 3 ай бұрын
ବହୁତ ଭଳ ନାଟକ ହେଇଛି
@C.R-u6g
@C.R-u6g 3 ай бұрын
Kau jatra party
@sujatamohanty1249
@sujatamohanty1249 3 ай бұрын
Swarna mahal
@JatindraNaik-wd2mp
@JatindraNaik-wd2mp 3 ай бұрын
mana,dada,seloka,kahiki,mareela,abinayaku,deki,satababila,bokata,madicjala,kichishiki,ba
@santoshsundaray4664
@santoshsundaray4664 3 ай бұрын
Bhai sabu scripted
@debasishsenapati9560
@debasishsenapati9560 3 ай бұрын
E kn Dukhiram swain tharu maratmak jamidari villian. Na Harapatnayak nka tharu khatarnsyk balistha villian... Sedina kan sie ki ta bopa tv bhangideithila.. Na na ... E guda sabu prayojita...
@biswambarbiswambar9931
@biswambarbiswambar9931 3 ай бұрын
Sala ku bhala Heichhi
@sudarshanjena4809
@sudarshanjena4809 3 ай бұрын
Jatra karucha samajre jhagada karucha
@DillipUpadhaya-o2j
@DillipUpadhaya-o2j 3 ай бұрын
sabu prahasan,faltu katha,sala kichi kama nahi.
@shashikantabeherashashikan8531
@shashikantabeherashashikan8531 3 ай бұрын
Magia.tamasakaruchha.paisàneikiseiachalichhi
@madhusudandas-fd5iq
@madhusudandas-fd5iq 3 ай бұрын
Pagal darshak kalakar kotipati
@nks2.052
@nks2.052 3 ай бұрын
Kou mg loka ehe seen banai chi se sala agaha g Pura jiba darakr
@chandansahu5981
@chandansahu5981 3 ай бұрын
Natako name plz
@dibyaprakashjena1582
@dibyaprakashjena1582 3 ай бұрын
Swami pain pache narka ku jibi
@shesadevjoshi
@shesadevjoshi 3 ай бұрын
Vairal ହେବ ନାଟକ #shesadevjoshi music
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
Best viral seen Nataka Swami pain pache Narka ku jibi
7:32
Pabitra Sahu
Рет қаралды 4 М.