ଅଭିଯୋଗ ଦେଇ ଦେଇ ଥକିବା ପରେ ରାଜ୍ୟ ସରକାରଙ୍କୁ କଡା ଚେତାବନୀ ଦେଲା ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମହାସଂଘ

  Рет қаралды 139,274

Nandighosha TV

Nandighosha TV

Күн бұрын

Пікірлер: 463
@pradyumnakanhar1380
@pradyumnakanhar1380 Ай бұрын
ସମାନ କାମକୁ ସମାନ ଦିଆଯାଉ
@omkarnathsinghbariha1564
@omkarnathsinghbariha1564 27 күн бұрын
No way
@ramprasadjena8609
@ramprasadjena8609 25 күн бұрын
Why​@@omkarnathsinghbariha1564
@deepakkumarbehera8186
@deepakkumarbehera8186 Ай бұрын
ଆଉଟଶୋର୍ସିଙ୍ଗ ପ୍ରଥା ଉଛେଦ କରନ୍ତୁ
@brajendrapandangrh7784
@brajendrapandangrh7784 Ай бұрын
Please abolish outsourcing system and regularise all outsourcing employee's
@Pnkmaabhairabi
@Pnkmaabhairabi Ай бұрын
Outsourcing କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ।
@omkarnathsinghbariha1564
@omkarnathsinghbariha1564 27 күн бұрын
Exam dia ossc/osssc
@manojkumarjena20
@manojkumarjena20 27 күн бұрын
​@@omkarnathsinghbariha1564apana nku regular kara jiba
@SR_SanjayCreation
@SR_SanjayCreation 27 күн бұрын
​@@omkarnathsinghbariha1564 ତମକୁ ଜଣା ନାହିଁ ଯେ ସେମାନେ agency re exam ଏବଂ interview ଦେଇକି ଚାକିରୀ କରିଛନ୍ତି
@SONGSODIA.120
@SONGSODIA.120 26 күн бұрын
ଶୁଣ ଭାଇ ତମେ ଜନିନ ଆଗରୁ ଯେତେବେଳେ ଲୋକଙ୍କୁ ସରକାର ରଖିଲେ ସେତେବେଳେ ବିନା ପରୀକ୍ଷା ରେ ରଖିବୁ ନାହିଁ ବଳି କାହି ଥାନ୍ତେ ଯଦି ଆମର ଦୀର୍ଘ ଦିନ ନଷ୍ଟ ହୋଇ ନ ଥାନ୍ତା
@swarnaprabha4567
@swarnaprabha4567 Ай бұрын
Right kotha ସେ ବହୁତ ଠକିଛନ୍ତି,,, ତା ସହ ଆମ ଭଳି ପିଲାଙ୍କୁ ବହୁତ୍ ବେରଜଗର କରିଛନ୍ତି ମୋତେ ଏହି ସରକାର ଭଲ ଲାଗୁନି
@omkarnathsinghbariha1564
@omkarnathsinghbariha1564 27 күн бұрын
Exam dia ethi kukura bhali bhokile kichhi heba nahi
@sm8906
@sm8906 Ай бұрын
Outsourcing କର୍ମଚାରୀ ମାନଙ୍କୁ ରେଗୁଲାର
@omkarnathsinghbariha1564
@omkarnathsinghbariha1564 27 күн бұрын
Exam day na
@mamatabarik9596
@mamatabarik9596 27 күн бұрын
10yr gote thare post sethire posting dau dau 1year kn samudra ku sanke puni stay karibe case karibe
@SusantaRay-vc8uf
@SusantaRay-vc8uf 29 күн бұрын
ଶୌଚାଳୟ ଠାରୁ ସଚିବାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ଚିନ୍ତା କରିବା ଆବଶ୍ୟକ ଆମେ ନିଜେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ଯିଏ ବି ନୂତନ ଭାବେ ସେହି ସଂସ୍ଥା ରେ ଯୋଗ ଦେବେ ତାଙ୍କୁ ବି ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ କରିବା ଉଚିତ୍। ଏହି ରେଗୁରାଲ କର୍ମଚାରୀ ମାନେ ଜାଣିବା ଦରକାର କି ଯାହା ବି କିଛି କାର୍ଯ୍ୟ ହେଉଛି ସେଇଟା କାହା ପାଇଁ ହେଉଛି। କାରଣ ଯେ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁଥିବ ତ ସେବେ ଯାଏଁ କିଛି ବି କରିବେନି ଏହି ସରକାରୀ ବାବୁ ମାନେ କାହିଁକି ନା ସେମାନେ ତ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି ତାଙ୍କୁ କିଛି ବି ଫରକ୍ ପଡିବନି। ସେଇ ସରକାରୀ ବାବୁ ମାନଙ୍କୁ କିଛି ପ୍ରଶ୍ନ - ୧) ତାଙ୍କର ବାସ ଖାଲି କାମ ଦରକାର ଆଉ ଆମେ ମାନେ ବଞ୍ଚିଲେ କି ମଲେ ସେମାନଙ୍କୁ କିଛି ବି ଫରକ୍ ପଡିବନି ଆଜି ତାଙ୍କର ଛୁଆ ମାନେ ଏମିତି ଅସୁବିଧା ରେ ଥିଲେ ସେମାନେ କଣ ଏମିତି କରିଥାନ୍ତେ କି ? ତୁମର ପିଲା ଛୁଆ ମାନଙ୍କ ରାଣ ଆମ ମାନଙ୍କ ପାଇଁ କିଛି ତ କରନ୍ତୁ । ୨) ଗୋଟେ କଥା କହିବି କି ସେହି ସରକାରୀ ବାବୁ ମାନଙ୍କ ପାଇଁ ଙ୍କ ପନିପରିବା ଓ ରାସନ ଗୋଟେ ଅଧିକ ଦର ଆଉ ଆମ ମାନଙ୍କ ପାଇଁ କଣ ଆଉ ଗୋଟେ ଦର କମ୍ କି ? ୩) ତୁମେ ମାନେ ଯେମିତି କର୍ମ କରୁଛ ତାର କର୍ମ ଫଳ ଦିନେ ଭୋଗିବ। ଭାଇ ଓ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏହି କାର୍ଯ୍ୟରେ ସମସ୍ତେ ଅଂଶଗ୍ରହଣ କରିବା ସହିତ ଏହି ପ୍ରଥା କୁ ବନ୍ଦ କରିବା ସହିତ କିପରି ରେଗୁରାଲ ହୋଇ ପାରିବା ସେଥିପାଇଁ ଚେଷ୍ଟା କରିବା ଉଚିତ୍। ଏହି ଡିସେମ୍ବର ମାସରେ ହିଁ ସବୁ କିଛି ଫାଇନାଲ କରିବା ପାଇଁ ଚେଷ୍ଟା କରିବା ଉଚିତ। 🙏ଜୟ ଜଗନ୍ନାଥ 🙏
@SusantaRay-vc8uf
@SusantaRay-vc8uf 29 күн бұрын
@ghfgdghhyfgbkk ଓଡିଶା ରେ ବହୁତ୍ ସଂଖ୍ୟା ରେ ସରକାରୀ ପଦବୀ ଖାଲି ପଡ଼ିଛି ହେଲେ ସେ ସବୁ କୁ ପୂରଣ ନ କରିକି ଏମିତି ଆଉଟ୍ ସୋର୍ସିଂ ରେ ରଖିକି ସେମାନଙ୍କୁ ଗୋଟେ ଦିନ ମଜୁରିଆ ମାନଙ୍କ ଠାରୁ ବହୁତ୍ କମ୍ ଦରମା ଦେଉଛ ଯାହା ଫଳରେ ଆମ ମାନଙ୍କର ଘର ପରିବାର ଭରଣ ପୋଷଣ କରିବା ପାଇଁ ବହୁତ୍ କଷ୍ଟ ସାଧ୍ୟ। ଅନେକ ସରକାରୀ ସଂସ୍ଥା ମାନଙ୍କରେ ସରକାରୀ ବାବୁ ମାନେ ତାଙ୍କର ମନ ଇଛା ଶାସନ କରୁଛନ୍ତି। ତାଙ୍କର ଯେତେ ବେଳେ ଯାହାକୁ ରଖିବା ପାଇଁ ଇଛା ସେ ତାକୁ ରଖିବେ ଆଉ କାହାକୁ ନୁହେଁ । ଆଉ ଯଦି କିଛି କହିବ ତ ତୁମେ ବିଧା ହୋଇଯିବ। ୧) କଣ ଏହି ଆଉଟ୍ ସୋର୍ସିଂ ମାନଙ୍କ ପାଇଁ ସରକାରୀ ଛୁଟି କିଛି ବି ନାହିଁ କି ନା ଅଛି ତାକୁ ଦେବା ପାଇଁ ମନା କରିଛନ୍ତି ? ୨) ଗୋଟେ ଗୋଟେ ସଂସ୍ଥା ମାନଙ୍କରେ ପୁରା ପରିବାର ରହିଛନ୍ତି ଏହା କେମିତି ସମ୍ଭଵ କାଇଁ ଆଉ କଣ ଲୋକ ମିଳୁ ନାହିଁ ? ୩) ଆଉଟ୍ ସୋର୍ସିଂ କର୍ମଚାରୀ ମାନଙ୍କର ବି ଶରୀର ମାଂସ ରକ୍ତ କୁ ନେଇକି ଗଢା ହେଇଛି ଆଉ ସେମାନଙ୍କ ପାଇଁ ଅଧିକ ରୁ ଅଧିକ ସୁବିଧା କରିଲେ ଆଉ ସରକାରୀ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟ କରୁଥିବା ଓଡ଼ିଶାର ସମସ୍ତ ସରକାରୀ ସଂସ୍ଥା ଆହୁରି ଭଲ କରିବା। ୪) ଏହି ତ କଣ ମଣିଷ ପଣିଆ କି ? ୫) କଣ ଏହି ଆଉଟ୍ ସୋର୍ସିଂ ମାନଙ୍କ ପାଇଁ ସରକାରୀ ଛୁଟି କିଛି ବି ନାହିଁ କି ? ୬) ଗୋଟେ ଗୋଟେ ସଂସ୍ଥା ମାନଙ୍କରେ ପୁରା ପରିବାର ରହିଛନ୍ତି ଏହା କେମିତି ସମ୍ଭଵ କାଇଁ ଆଉ କଣ ଲୋକ ମିଳୁ ନାହିଁ ? ୩) ଆଉଟ୍ ସୋର୍ସିଂ କର୍ମଚାରୀ ମାନଙ୍କର ବି ଶରୀର ମାଂସ ରକ୍ତ କୁ ନେଇକି ଗଢା ହେଇଛି ଆଉ ସେମାନଙ୍କ ପାଇଁ ଅଧିକ ରୁ ଅଧିକ ସୁବିଧା କରିଲେ ଆଉ ସରକାରୀ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟ କରୁଥିବା ଓଡ଼ିଶାର ସମସ୍ତ ସରକାରୀ ସଂସ୍ଥା ଆହୁରି ଭଲ କରିବା। ଏହି ତ କଣ ମଣିଷ ପଣିଆ କି ?
@SusantaRay-vc8uf
@SusantaRay-vc8uf 29 күн бұрын
ଅନେକ ସରକାରୀ କାର୍ଯ୍ୟାଳୟ ରେ ଏହି ଆଉଟ୍ ସୋର୍ଚିଂ ମାନଙ୍କର ଆଜି ଯାଏ ଦରମା ଠିକ୍ ସମୟରେ ଦେଉ ନାହାନ୍ତି। ସେମାନଙ୍କୁ ୮ ଘଣ୍ଟା ପରେ ବି ୩/୫ ଘଣ୍ଟା ଯାଏଁ ଅଧିକ କାମ କରିବା ପାଇଁ ବାଧ୍ୟ କରୁଛନ୍ତି ହେଲେ ସେଥିପାଇଁ କିଛି ବି ଅଧିକ ଦରମା ଦିଅନ୍ତି ନାହିଁ। ଯଦି ତୁମେ କିଛି ବି ମୁଁହ ଖୋଲିବା ପାଇଁ ଚେଷ୍ଟା କରିବା ତ ତୁମକୁ ବିଧା କରିଦେବେ। ଆଉ ଗୋଟେ କଥା ମାନେ ରଖିଥା କି ଯିଏ ବି ତାର ଚାକିରି ଜୀବନ ଶେଷ କରିବା ପରେ ବି ତାଙ୍କୁ ରଖୁଛନ୍ତି ହେଲେ ଆମ ମାନଙ୍କୁ ରେଗୁରାଲ କରିବା ପାଇଁ ଚେଷ୍ଟା କରିବା ତ ଦୂରର କଥା। ଏହାର ପରିଣାମ ବହୁତ୍ କଷ୍ଟ ସାଧ୍ୟ। ତୁମ ମାନଙ୍କୁ ଭଗବାନ ସହିଲେ ହେଲା। ତୁମ ଯେମିତି ପିଲା ମାନଙ୍କୁ ହାଇରାଣ କରୁଛ ତୁମେ ବି ତାର ପରିଣାମ ଭୋଗ କରିବା ପାଇଁ ଅପେକ୍ଷା କରିଥା।
@NirakaraGouda-sp2sl
@NirakaraGouda-sp2sl 28 күн бұрын
🎉🎉🎉🎉🎉
@SusantaRay-vc8uf
@SusantaRay-vc8uf 27 күн бұрын
ଅନେକ ସରକାରୀ କାର୍ଯ୍ୟାଳୟ ରେ ୧୨୦୦୦/- ସ୍ୱଳ୍ପ ଦରମା ରେ ଦିନକୁ ୧୨/୧୩ ଘଣ୍ଟା କାମ କରିବା ପାଇଁ ବାଧ୍ୟ କରୁଛନ୍ତି ଆଉ ଯଦି କାମ ନ କରିବ ତ ବିଦା କରିଦେବା ପାଇଁ ଧମକ ଦେଉଛନ୍ତି। ଆଜିକାଲି ଜଣେ ଦିନ ମଜୁରିଆ ମାନଙ୍କ ଠାରୁ ବି ଆମ ମାନଙ୍କର ଦରମା କମ୍ ଅଟେ। ଆଉ ସେମାନେ ତ ସକାଳ ୯ ଟା ରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି ହେଲେ ଆମେ ମାନେ ତ ସକାଳ ୯ ଟା ରୁ ରାତ୍ରି ୯ ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛୁ ତାହା ସହିତ ଆମର ଦରମା କମ୍ ତାଙ୍କ ଠାରୁ କମ୍ କାହିଁକି ? ଏହା କଣ ମଣିଷ ପଣିଆ କି ? ତୁମକୁ ଧର୍ମ ସହିଲେ ହେଲା ଏତେ ଅତ୍ୟାଚାର କରୁଛ କଣ ପାଇଁ ? ତୁମ ମାନଙ୍କର ପିଲା ଛୁଆଙ୍କୁ ବି ଏମିତି ଦୁଃଖ କଷ୍ଟ ମିଳିବା ଦରକାର ତାହେଲେ ଯାଇକି ତୁମେ ଜାଣିବ କି ଆମେ ମାନେ କେମିତି ଆଉ କେତେ କଷ୍ଟ ରେ ଆମର ଘର ପରିବାର ଭରଣ ପୋଷଣ କରୁଥିଲୁ। 🙏ଜୟ ଜଗନ୍ନାଥ 🙏
@deepakkumargdmorningsir601
@deepakkumargdmorningsir601 25 күн бұрын
Jay Jagannath
@sapnanandanayak8687
@sapnanandanayak8687 Ай бұрын
Right sir
@DasarathaPradhan-yp3zw
@DasarathaPradhan-yp3zw Ай бұрын
Please Abolish outsourcing system and regularise all outsourcing employees from odisha.
@MrDigiPM
@MrDigiPM Ай бұрын
#Abolish_Outsourcing & Regularise all employees working under Outsourcing
@surendrabhuyan7465
@surendrabhuyan7465 Ай бұрын
Justice for outsorcing system in odisha
@pawanjitraction1345
@pawanjitraction1345 Ай бұрын
ସରକାର ଙ୍କୁ ଅନୁରୋଧ outsourcing ମାନଙ୍କୁ ରେଗୁଲାର କରିଦିୟନ୍ତୁ
@anilsahoo5089
@anilsahoo5089 29 күн бұрын
Exam daiki job nia
@Aapunu880
@Aapunu880 29 күн бұрын
​@@anilsahoo5089ame out sourching employee ame exm deichu , barsa barsa kama karuchu, please cm mohan sir please regular karantu
@SR_SanjayCreation
@SR_SanjayCreation 27 күн бұрын
​@@anilsahoo5089 ସେମାନେ agency ରେ exam ଦେଇକି ଚାକିରୀ କରିଛନ୍ତି
@ajayakumarbehera1784
@ajayakumarbehera1784 17 күн бұрын
​@@anilsahoo5089 exam dei jou mane job paichanti taha tike janantu
@ghfgdghhyfgbkk
@ghfgdghhyfgbkk Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ଦୟାକରି ଓଡ଼ିଶାରୁ ଆଉଟ୍ ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ଉଛେଦ କରିବା ସହିତ ସମସ୍ତ ବିଭାଗରେ ମୂଳ ପଦବୀ ରେ କାର୍ଯ୍ୟରତ ଆଉଟ୍ ସୋର୍ସୀଂ କର୍ମଚାରୀ ମାନଙ୍କୁ ସ୍ଥାୟୀ କରନ୍ତୁ ଏହି ଆଉଟ୍ ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ପାଇଁ ଆମ ଓଡିଶା ର ଚିତ୍ର ଆଉ ଚରିତ୍ର ତଳିତଳାନ୍ତ ହେବାକୁ ଗଲାଣି 🙏
@DebasisNayak-u8c
@DebasisNayak-u8c Ай бұрын
Give us justice
@gouramohapatra1553
@gouramohapatra1553 Ай бұрын
Outsourcing employees ମାନଙ୍କୁ ରେଗୁଲାର କରାଯାଉ ।
@HarishChandra-ex8vw
@HarishChandra-ex8vw Ай бұрын
Exam deiki regular job Karuna
@damayantinaik4634
@damayantinaik4634 29 күн бұрын
Aagaru exam nathela job kariki 12 years helani
@shainabehera
@shainabehera 29 күн бұрын
Tumoku kn pai katuchi​@@HarishChandra-ex8vw
@SasmitaPatra-d1q
@SasmitaPatra-d1q 29 күн бұрын
Bapa exam deiki patha padhiki hi outsourcing re job karuchanti kahinki naa ossssc ossc re jetiki lancha deiki job Diya houchi laguchi tame bhalase janicha​@@HarishChandra-ex8vw
@HarishChandra-ex8vw
@HarishChandra-ex8vw 28 күн бұрын
@@damayantinaik4634 se jamana alga thila, ebe tanka deiki outsourcing job karuchha aau barse dui barsa pare regular kar regular kara kahuchha,baki educated pila mane kana ghanta bajebe ki
@SucharitaMahakul
@SucharitaMahakul Ай бұрын
Right
@Pabitrakumbhar8412
@Pabitrakumbhar8412 Ай бұрын
Thank you Nandighos TV
@harisankarbeheraa
@harisankarbeheraa Ай бұрын
Justice for outsourcing employees in Odisha 🙏🙏
@BinodKumar-uw6hp
@BinodKumar-uw6hp Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଆଉଟ୍ ସୋର୍ସି‌ ଓ ଡେଲିଓଏଜେସ୍ କର୍ମଚାରୀଙ୍କୁ ରେଗୁଲାର କରନ୍ତୁ, ସେମାନଙ୍କର ଆଉ ଧର୍ଯ୍ୟର ପରିକ୍ଷା ନିଅନ୍ତୁ ନାହିଁ
@SusantaRay-vc8uf
@SusantaRay-vc8uf 26 күн бұрын
ବହୁତ୍ ହେଇଗଲା ଆଉ ଆମର ଧର୍ଯ୍ୟ ର ପରୀକ୍ଷା ନିଅଣି। ଆଉ ଆମ ମାନଙ୍କୁ ରେଗୁରାଲ୍ କରନ୍ତୁ ବାସ୍। ଆମ ମାନଙ୍କୁ ଏତେ ବି କମ୍ ଦରମା ରେ କାମ କରିବା ପାଇଁ ବାଧ୍ୟ କରନ୍ତୁ ନାହିଁ ତୁମ ମାନଙ୍କୁ ଭଗବାନଙ୍କ ରାଣ। ଆମ ମାନଙ୍କର ଲୁହ ତୁମ ମାନଙ୍କ ଉପରେ ପଡ଼ିବା ଆଗରୁ ଆମ ମାନଙ୍କୁ ସ୍ଥାୟୀ ଭାବରେ ଗ୍ରହଣ କରନ୍ତୁ। ତୁମ ମାନଙ୍କ ର ପିଲା ଛୁଆମାନେ ଏମିତି ଦୁଃଖ କଷ୍ଟ ପାଇବେ ଆମେ ଯେମିତି ଦୁଃଖ କଷ୍ଟ ପାଉଛୁ ଅପେକ୍ଷା କର ଆଉ ତୁମେ ମାନେ କେତେ କଷ୍ଟ ପାଇବ ସେ କଥା ନିଜେ ବୁଜିବ। ତୁମମାନଙ୍କ ଓ ତୁମର ଛୁଆ ମାନଙ୍କ ଉପରେ ଆମ ମାନଙ୍କର ଅଭିଶାପ ପଡ଼ିବ ଆଉ ଆମର ଧର୍ଯ୍ୟ ର ପରୀକ୍ଷା ନିଏନି।
@milankumarsubudhi6725
@milankumarsubudhi6725 Ай бұрын
Right 👍
@Lipun-lk4eu
@Lipun-lk4eu Ай бұрын
ଆଉଟ୍ ସର୍ଚିଗ୍ କର୍ମଚାରିଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ!
@SusilBhoi-v4s
@SusilBhoi-v4s Ай бұрын
Radhe Radhe Tamar Adhe ku Mora Adhe
@ramsabat5431
@ramsabat5431 Ай бұрын
Right decesion
@hemantanayak468
@hemantanayak468 Ай бұрын
Please abolish Outsourcing system 🙏🙏🙏🙏🙏🙏🙏🙏🙏🙏🙏🙏🙏
@ajitakumarsahoo9458
@ajitakumarsahoo9458 29 күн бұрын
ORV act ନିଯୁକ୍ତି ରେ କରାଯାଉ ସରକାରଙ୍କ ଆଇନ ରେ ନିଯୁକ୍ତି କରାଯାଉ ❤
@NarottamSahu-k8g
@NarottamSahu-k8g Ай бұрын
Right katha kaichanti
@PremanandaReddy
@PremanandaReddy Ай бұрын
Justice for outsourcing employees
@saritanayak3614
@saritanayak3614 Ай бұрын
Justice for outstanding staff ...........😢
@Swadhinm-gn9xt
@Swadhinm-gn9xt Ай бұрын
Pls abolish outsourcing system sir
@manaskumarmahal9889
@manaskumarmahal9889 Ай бұрын
Jay jagannath ❤❤❤
@rajeshdas8502
@rajeshdas8502 Ай бұрын
Abolish outsourcing system
@Bijayalaxmi3945
@Bijayalaxmi3945 Ай бұрын
👍👍👍
@krishnakumarbehera3344
@krishnakumarbehera3344 Ай бұрын
🙏🙏🙏Thank you Nandighosha TV #Justiceforalloutsourcingemployees please 🙏🙏🙏Thank you Nandighosha TV #Justiceforalloutsourcingemployees please 🙏🙏🙏Thank you Nandighosha TV #Justiceforalloutsourcingemployees please 🙏🙏🙏Thank you Nandighosha TV #Justiceforalloutsourcingemployees please
@msvideochannel5017
@msvideochannel5017 Ай бұрын
Abolish outsourcing system from odisha🙏
@ShaswatPradhan-n2o
@ShaswatPradhan-n2o Ай бұрын
Strike jordar heba
@sanjuktajena6813
@sanjuktajena6813 29 күн бұрын
Regular karajau
@ghfgdghhyfgbkk
@ghfgdghhyfgbkk 29 күн бұрын
ସ୍ଥାୟୀ ନିଯୁକ୍ତି କରନ୍ତୁ, ନଚେତ ସରକାରୀ କଳ ଅଚଳ ହେବ 👍
@bapinapattsani9184
@bapinapattsani9184 Ай бұрын
Justice for junior teacher regular
@comedyunlimited1145
@comedyunlimited1145 Ай бұрын
👍👍👍👍👍👍
@kshudradharpradhan
@kshudradharpradhan Ай бұрын
Abolish to outsourcing systems from Odisha
@gkshorts4764
@gkshorts4764 16 күн бұрын
ଶଳା ଟଙ୍କା ଦେଇ ଗଳିଛ😂😂😂 ଆମେ exam ଦେଇ ଚାକିରୀ ଚାହୁଁ ଛୁ ଶଳା vacancyନାହି😂😂😂
@mamatabarik9596
@mamatabarik9596 26 күн бұрын
Thnk u nandighosh tv
@s.single3197
@s.single3197 27 күн бұрын
Thenks Nandighosho tv News Dekhi thibaru
@deepakkumarbehera8186
@deepakkumarbehera8186 Ай бұрын
🙏🙏🙏🙏
@35746hh
@35746hh Ай бұрын
ଯେତେବେଳେ ମୋହନ ମାଝୀ କହୁଥିଲେ ତମ ସରକାର କଣ ----କରୁଥିଲା, ଆଉ ଏବେ ଆସିଛ ଦରଦ ଦେଖେଇ ବାକୁ
@mahimaalekha8168
@mahimaalekha8168 Ай бұрын
Pratishuti deiki pa government ku asile
@TheAbinashsahoo
@TheAbinashsahoo 29 күн бұрын
Semane ta deiparunathile...emane KAHINKI kahuthile ame deidabu
@sangramkumarkalu9052
@sangramkumarkalu9052 29 күн бұрын
Andavakta mane bartaman januchanti
@35746hh
@35746hh 28 күн бұрын
@@sangramkumarkalu9052 ବିଜେଡି 24 ବର୍ଷ ରେ କିଛି କରି ପାରିଲାନି ଏତେ ଷ୍ଟ୍ରାଇକ କରିକି, ଆଉ ବିଜେପି 6 ମାସରେ ବିନା ଷ୍ଟ୍ରାଇକ ରେ କେମିତି କରିବ ??
@Pintupradhansunaripada
@Pintupradhansunaripada Ай бұрын
Right katha
@sachindramallick8896
@sachindramallick8896 27 күн бұрын
Outsourcing କର୍ମ ଚାରି ମାନଙ୍କୁ ସ୍ଥାୟୀ ନିଯୁକ୍ତି କରନ୍ତୁ
@manasjena8785
@manasjena8785 Ай бұрын
Abolish Outsourcing System ODISHA CM sir 🙏❤️♥️
@sanjaysethi5426
@sanjaysethi5426 29 күн бұрын
Odisha Outsourcing ପିଲା ସବୁ ଅଫିସ ରେ ବହୁତ କାମ କରୁଛନ୍ତି ମାନ୍ୟବର ଶ୍ରୀ ଯୁକ୍ତ ମୋହନ ଚରଣ ମାଝି ସାର୍ ଙ୍କୁ ମୋର ଅନୁରୋଧ ଆମ ମାନଙ୍କୁ ରେଗୁଲାର କରନ୍ତୁ ଆମେ ବହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛୁ ଆମ ଦୁଃଖ ଶୁଣନ୍ତୁ ଆମ ବିଜେପି ସରକାର ଙ୍କୁ ଆଣିଛୁ, ଆମ ପରିବାର କେମିତି ଚାଲେଇବୁ ଆମ କଥା ବୁଝନ୍ତୁ ସାର୍ 🙏🙏🙏
@deepakkumargdmorningsir601
@deepakkumargdmorningsir601 25 күн бұрын
100% Right
@kclikes9344
@kclikes9344 29 күн бұрын
Plz... Sir regular kara jau 👍🏼👍🏼👍🏼
@manojsaha4324
@manojsaha4324 Ай бұрын
Abolish the outsourcing services
@prasantabehera422
@prasantabehera422 29 күн бұрын
Thank you🙏 Ntv for your valuable information.
@sandeepkumarmohapatra510
@sandeepkumarmohapatra510 29 күн бұрын
ନିର୍ଲୋଜ୍ ସରକାର ଆଉ ତା ଠୁ ବେଶୀ ନିର୍ଲୋଜ୍ outsourcing employee ଆରେ ଜୁଲାଇ ରେ strike କରିବା ଅଗଷ୍ଟ ରେ strike କରିବା ସେପ୍ଟେମ୍ବର ରେ strike କରିବା ଅକ୍ଟୋବର ରେ strike କରିବା ଏମିତି ମାସ ପରେ ମାସ ଗଡ଼େଇ ଚାଲିଥାଓ ଆଉ ଏବେ କହୁଛ ଡିସେମ୍ବର ଦ୍ବିତୀୟ ସପ୍ତାହ ରେ strike କରିବା???? ସତରେ strike କରି ପାରିବ ତୋ??? ନା ଆହୁରି ସମୟ ନବ???
@SusantaRay-vc8uf
@SusantaRay-vc8uf 26 күн бұрын
କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିବା ନିହାତି ଆବଶ୍ୟକ। ଏମାନଙ୍କୁ ଉଚିତ୍ ଶିକ୍ଷା ମିଳିବା ଦରକାର। ଆମ ମାନଙ୍କୁ କଣ ବୋଲି ଭାବୁଛ କି ଆମେ ମାନେ କଣ ତୁମ ଘର ର ଚାକର ନା କଣ। ଆମ ମାନଙ୍କ ପାଇଁ ସରକାର ବଦଳି ଗଲା ଆଉ ଦରକାର ପଡେ ତ ପୁଣି ବି ବଦଳି ଯିବା ପାଇଁ ବାଧ୍ୟ କରନ୍ତୁ ନାହିଁ।
@sandeepkumarmohapatra510
@sandeepkumarmohapatra510 26 күн бұрын
@SusantaRay-vc8uf ଉଚିତ୍ ଜବାବ୍ ଦେବାର ସମୟ ଆସିଛି, ବହୁତ୍ ଅତ୍ୟାଚାର ସହିଲୁ ଆଉ ନୁହଁ
@anannyabal7366
@anannyabal7366 29 күн бұрын
ଜୟ ନବୀନ ପଟ୍ଟନାୟକ ❤️🙏
@PitambarNayak-t9d
@PitambarNayak-t9d 29 күн бұрын
Thank sir
@chinmayeemahapatra4756
@chinmayeemahapatra4756 29 күн бұрын
Correct sir
@ajitakumarsahoo9458
@ajitakumarsahoo9458 24 күн бұрын
ORV act ❤
@akshayjena3398
@akshayjena3398 29 күн бұрын
ଓଡିଶାରୁ ତୃତୀୟପକ୍ଷ ଦ୍ୱାରା Dailywages କୁ ହଟାଇ ସମସ୍ତଙ୍କୁ Monthly system ରେ ରଖିବା ସହ ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଓ ସ୍ଥାୟୀନିଯୁକ୍ତି ପ୍ରଦାନ ପାଇଁ OGOEF ବାଲେଶ୍ୱର ଜିଲ୍ଲା ତରଫରୁ ଓଡିଶା ସରକାରଙ୍କୁ ବିନମ୍ର ଅନୁରୋଧ l 🙏🙏
@ajitsenapati9189
@ajitsenapati9189 Ай бұрын
Abolish outsourcing system from odisha and regularise all outsourcing employees save outsourcing employees family
@chhabilasahu10
@chhabilasahu10 29 күн бұрын
Outsourcing କର୍ମଚାରୀ ମାନଙ୍କୁ ସ୍ଥାୟୀ କରାଯାଉ
@HaraNaik-m6p
@HaraNaik-m6p Ай бұрын
Good
@goutamsamal7843
@goutamsamal7843 27 күн бұрын
Thik katha
@sm8906
@sm8906 Ай бұрын
Outstanding system oblit
@madhusmitapattanaik8544
@madhusmitapattanaik8544 Ай бұрын
Please abolish outsourcing system and regularise all outsource employee
@sujitkumarnayak3562
@sujitkumarnayak3562 29 күн бұрын
Right sir 😊😊
@bhabanidash3009
@bhabanidash3009 Ай бұрын
Kichi b heba nahi dekha Wait and see
@HiralalSahu-bb3hl
@HiralalSahu-bb3hl Ай бұрын
Right Right Outsourcing Is Regular Job 👈
@Satya-og6ul
@Satya-og6ul 29 күн бұрын
Regularise all outsourcing employees .fulfill what you have told.
@ranjitsahoo9690
@ranjitsahoo9690 29 күн бұрын
Honorable CM sir please Abolish Outsourcing system and regularisation all outstanding employees 🙏🙏🙏
@DKSMEDIAPRESENTION
@DKSMEDIAPRESENTION 29 күн бұрын
Congrss asiba
@bandanabaxla5766
@bandanabaxla5766 Ай бұрын
ସରକାରଙ୍କୁ ଅନୁରୋଧ ସମସ୍ତ outsourcing କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ।
@pstimeline2892
@pstimeline2892 Ай бұрын
Justice for outsourcing staff😢
@Life_of_Pi
@Life_of_Pi 29 күн бұрын
Regular କରାଯାଉ
@jgannathnayak6548
@jgannathnayak6548 29 күн бұрын
Outsourcing କର୍ମଚାରୀ ମାନଙ୍କୁ ରେଗୁଲାର କରା ଯାଉ
@sanjibbehera5382
@sanjibbehera5382 Ай бұрын
👍👍👍👍ladhee haba jordar haba🙏🙏🙏🙏
@santoshkumarmishra2620
@santoshkumarmishra2620 28 күн бұрын
ସମସ୍ତ ବିଭାଗର ଦାବୀ ପୂରଣ ହେବ କିନ୍ତୁ ଏବେ ନୁହଁ . ୨୦୨୮ ମସିହାରେ ହେବ. ଟିକେ ଧୈର୍ଯ୍ଯ ଧର .
@amareshdas8878
@amareshdas8878 Ай бұрын
Abolish outsourcing system in odisha
@mihirsahu7312
@mihirsahu7312 27 күн бұрын
Please regular
@manoranjanpati7894
@manoranjanpati7894 Ай бұрын
Abolished outsourcing system in Odisha and regular all🙏🏻
@shubhambehera4360
@shubhambehera4360 23 күн бұрын
ସମସ୍ତେ କାମ ବନ୍ଦ କରୁ
@purna.nayak85
@purna.nayak85 29 күн бұрын
ଆରେ ଆରେ ଭଲ ଖବର ପରିବେଷଣ କରୁଛ ତ। ଖୁବ୍ ବଢିଆ। ମାତ୍ର ଦୁଃଖର ବିଷୟ ଯେ ହନୁ ମଲା ବେଳେ ସତ କହିଲା ଭଳି ତୁମ ଚ୍ୟାନେଲ ଟି ଏବେ ସତ ଓଗାଳୁଛି ବିଜେପି ସରକାର ବୋଧେ ଆସୁ ଆସୁ ୨୪ ବର୍ଷ Outsourcing କର୍ମଚାରୀ ଙ୍କୁ ଆଣି କରି ୫ ମାସ ଭିତରେ Posting କରିଦେଲା ଲାଜ ଲାଗୁନି ତୁମ ମାନଙ୍କୁ।
@lovemom8649
@lovemom8649 29 күн бұрын
କିଛି ହେବନି ରେ ଭାଇ ଓ ଭଉଣୀ ମାନେ ସ୍ଥାଇ ହେବାର ନାହିଁ ପ୍ରଥମେ ସମାନ କାମ କୁ ସମାନ ଦୋରମା କରିବା ଵା ପାଇଁ ଲାଗି ପଡ ରେ ଭାଇ ଓ ଭଉଣୀ ମାନେ ମୂଁ ବି ସେଇ Outsourcing କର୍ମଚାରୀ 😭
@pradiptaprusty8050
@pradiptaprusty8050 29 күн бұрын
ସମାନ କାମକୁ ସମାନ ଦରମା ଏହା ଆମର ଦାବି 🙏
@DingarMajhi-ql3ku
@DingarMajhi-ql3ku 29 күн бұрын
Good 🙏🙏🙏🙏we want regular all out sourcing
@bisworanjanjena6175
@bisworanjanjena6175 29 күн бұрын
Plz abolish outsourcing system and regularise all outsourcing employees 🙏🙏🙏
@sibukumarmeher9647
@sibukumarmeher9647 Ай бұрын
Abolish outsourcing system from odisha
@dr.satyanarayanpattanaik7135
@dr.satyanarayanpattanaik7135 28 күн бұрын
Regular ଖୁବ୍ ଶୀଘ୍ର କରନ୍ତୁ ସରକାର...ସ୍ୱାସ୍ଥ୍ୟ ଭଲ ରହିବ...😮
@GabindaMajhi-u9l
@GabindaMajhi-u9l 29 күн бұрын
Outsorcing ସରକାର ସମସ୍ତଙ୍କୁ ରେଗୁଲାର କରନ୍ତୁ
@SanatanBhakti608
@SanatanBhakti608 28 күн бұрын
ମୁହଁ ଛୋଟ କଥା ବଡ 😭😭😭
@SantoshBhuyan-m4y
@SantoshBhuyan-m4y Ай бұрын
Justice for outsourcing....✊✊✊
@jaihanuman8339
@jaihanuman8339 Ай бұрын
Outsorceing ku regular kara jau
@tunumallick7739
@tunumallick7739 28 күн бұрын
LTR ବାହାର କରିଥିଲେ,,, ପୂରଣ କର, ନୋଚେତ ସରକାର ପଦ ଛାଡ଼ିଦିଅ
@ktccreation9722
@ktccreation9722 25 күн бұрын
ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ କଣ କାମ କରିବେ ❓ କଣ ନିଷ୍ପତ୍ତି ନେବେ ସ୍ଥିର କରିପାରୁନାହାନ୍ତି ...!! ଏ କି ପ୍ରକାର ସରକାର ଚାଲିଛି ଓଡ଼ିଶାରେ ❓❓
@dushmantapradhan6516
@dushmantapradhan6516 29 күн бұрын
ପୂର୍ବତନ CM ସବୁଠାରୁ ବେଶି ଖରାପ, ଏ ଖରାପ ପ୍ରଥା ସେ ପ୍ରଚଳନ କରିଥିଲେ I ଏ ସରକାର ତ ମାତ୍ର 4ମାସ ହେଲା ଆସିଛି ଦେଖାଯାଉ 24 ବର୍ଷ ର ସରକାର ତ ପାରିଲାନି ଏମାନେ କଣ କରୁଛନ୍ତି I
@manoranjanvlogstrick
@manoranjanvlogstrick 29 күн бұрын
Immediately regularise all employees
@bhakatabajrangi6286
@bhakatabajrangi6286 29 күн бұрын
Good news Nandi Ghosh tv
@alokkumarbhoi9058
@alokkumarbhoi9058 Ай бұрын
ପୁରା ୱଢ଼ିବାରେ ନିଆଁ ଲଗାଇଦିଅ😂😂😂😢😢😮😮😅😊
@baikunthbehera7913
@baikunthbehera7913 28 күн бұрын
ମୋହନ ମାଝି no 1 minister, ସବୁ ଠିକ୍ ଅଛି, ରାଜନୀତି , ବନ୍ଦ୍, ଚାଷ କର , ସବୁ ଓଡିଶା ବାସି, ବିଲ ସବୁ ଖାଲି ପଡ଼ିଛି, ଚାଇନା ଭଳି ନୂଆ production କର,,, ମୁଁ bjp କୁ ଅନୁରୋଧ କହୁଛି,କୌଣସି ବ୍ୟକ୍ତି ଙ୍କୁ କିଛି ସୁବିଧା ନ ଦିଆ ଯାଉ, ଆଜିର ଲୋକ ମାନେ କୁଢ଼ିଆ ହୋଇ ଗଲେଣି, ତେଣୁ ସବୁ blook କର ମୋହନ ସରକାର 🙏🙏🙏🙏🙏🙏🙏🙏🙏
@dhonifanclub1481
@dhonifanclub1481 27 күн бұрын
Non aid college re assistant librarian mane 35 year age bi kamo. Koruche salery just 5000 pl s semanku bi 20thousand ki 30thousand koro pls
Thank you Santa
00:13
Nadir Show
Рет қаралды 59 МЛН
Chain Game Strong ⛓️
00:21
Anwar Jibawi
Рет қаралды 25 МЛН
🔴 Live | Nandighosha News@11am | Nandighosha TV | Odisha
29:25
🔴 Live | Breaking @9AM | Nandighosha TV | Odisha
31:36
Nandighosha TV
Рет қаралды 589
Thank you Santa
00:13
Nadir Show
Рет қаралды 59 МЛН