Aditya Das Case: Listen What Says, 'Mysterious Lady' Chinmayee Mohapatra And Friend Bismit Das

  Рет қаралды 319,938

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
#AdityaDasCase #KanakNews
For the latest Odisha News Follow us:
Visit: kanaknews.com/
Watch Live : www.youtube.co...
KZbin: / kanaktvonline
Twitter: / kanak_news
Facebook: / kanaknews

Пікірлер: 1 100
@Chumkiagasti
@Chumkiagasti 4 жыл бұрын
ବାଲେଶ୍ୱର ରୁ ଗୋଟେ ଝିଅ ଭୁବନେଶ୍ୱର କୁ ଜାଇ ଆଦିତ୍ୟ କୁ ମାରିକି ଆସିଗଲା. ସବୁ ଏଇଠି ଚାଲ ଚାଲିଛି 😞
@sanyamaharana2635
@sanyamaharana2635 4 жыл бұрын
ସୁବିଧା ବେଳେ ଝିଅ ସହିତ ଟାଇମ୍ ପାସ୍ କରିବେ । ମରିଗଲା ପରେ ତାକୁ ଦୋଷୀ ସାବ୍ୟସ୍ତ କରିବେ । ଆଦିତ୍ୟ ସେ ଝିଅକୁ ଭଲ ପାଇବାର ଓ ପ୍ରପଜ୍ କରିବାର କିଛି ରେକର୍ଡ଼ କରିନାହାନ୍ତି । କରିଥିଲେ ସତ ଜଣାପଡିଥାନ୍ତା ।ଏକା ସହିତ ଦୁଇଟି ଝିଅକୁ ଭଲ ପାଇବାର କାରଣ କ'ଣ ।
@swornapravanayak4852
@swornapravanayak4852 4 жыл бұрын
ଆଦିତ୍ୟ ଯଦି ଭଲପିଲାଥିଲା ।ଗୋଟେ ଝିଅକୁ ଭଲପାଇ ।ତାକୁ କଷ୍ଟରେ ଛାଡି ଆଉଜଣକୁ ବାହା ହେଲାବେଳେ ବିବେକ ବଧାଦେଲାନି।ଏତେ ଲୋକଙ୍କ ଦୁଃଖ ବୁଝିପାରୁଥିଲା।ସିଏ ଯଦି ଜାଣିଥିଲା ଗୋଟେ ଝିଅର ମାନସିକ ସ୍ତିତି ଭଲନାହିଁ । ଏମିତି ଆବସ୍ତାରେ ଛାଡିଲେ ତାକୁ କେତେ କଷ୍ଟ ହେବ କେମିତି ବୁଝିପାରିଲାନି।ଯଦି ଚିନ୍ମୟୀ ତାକୁ ଧୋକା ଦେଇଥିଲା ଚିନ୍ମୟୀ ପଛରେ ଧମକାଇଲା କାହିଁକି।କିଛି ବୁଝିହେଉନି।କି ଡ୍ରାମା।
@tusar90
@tusar90 4 жыл бұрын
Khela karuthila
@n.gurudattalyricist4514
@n.gurudattalyricist4514 4 жыл бұрын
Thik kahichanti apana
@sriyasrikrishnapradhan53
@sriyasrikrishnapradhan53 4 жыл бұрын
Thik Katha
@gyanaranjankar7692
@gyanaranjankar7692 4 жыл бұрын
Samaja seva nuhe Prema seva karuthile. Gote Jhio sangare kheliba kn thik ki
@sanjeepdash2945
@sanjeepdash2945 4 жыл бұрын
Right seta randua thila
@Minnu7
@Minnu7 4 жыл бұрын
ବିସ୍ମିତ ବିଦ୍ୟାଶ୍ରୀ ପାଖରୁ ପଇସା ନେଇ ଚିନ୍ମୟୀ ଭଳି ଗୋଟେ ନିରୀହ ଝିଅ ଯିଏ କି ଏ ଘଟଣା ର କିଛି ମଧ୍ୟ ଜାଣି ନାହିଁ ତାହାକୁ ଫସେଇବା ପାଇଁ ଉଦ୍ୟମ କରୁଛି ?? ବିସ୍ମିତ କୁ 3rd ଡିଗ୍ରୀ ହେଉ ଥରେ ସବୁ ସତ କଥା ଓଗାଳିବ 👍
@dillipsamal2375
@dillipsamal2375 4 жыл бұрын
Bismit case ku dvrt kariba pain a sabu natak chaleichi.
@bkn2396
@bkn2396 4 жыл бұрын
ଆଜିକା ସମୟରେ ପୋଲିସ, ସିବିଆଇ, ସିଆଡି, ନ୍ୟାୟାଳୟ ର ସବୁ କାମ କେତେକ ନ୍ୟୁଜ୍ ବାଲା କରୁଛନ୍ତି । ଯେମିତି ଏମାନଙ୍କୁ ସବୁ ଅନୁମତି ଦିଆଯାଇଛି ଏସବୁ କୁ ଗଣମାଧ୍ୟମ ରେ ପହଞ୍ଚାଇ ଦେଇ ଆମକୁ ଦ୍ବନ୍ଦ୍ବରେ ପକେଇ ଦେଉଛନ୍ତି । ଲାଞ୍ଚ ନେଇ ନ୍ୟୁଜ୍ ଦେଉଛ ନା ବିନା ଲାଞ୍ଚ ଆମେ ଜାଣିବୁ କେମିତି ତୁମକୁ ଧର୍ମ ସହିବନି ଯଦି ନ୍ୟାୟ ରେ ଥିବା ଲୋକ କୁ ଯଦି ଅଧିକ ଚାପ ଦେଉଛ ଜୟ ଜଗନ୍ନାଥ🙏🙏
@gopabandhunaik2220
@gopabandhunaik2220 4 жыл бұрын
ବିଦ୍ୟାଶ୍ରୀ କୁ କଣ ପାଇଁ ଜେରା କରୁନାହାନ୍ତି
@mamalinayakmama4593
@mamalinayakmama4593 4 жыл бұрын
ଏ ଚେନାଲେ ବାଲାକୁ ଗୋଡେଇକି ବାଡେଇବା କଥା କେତେ ପଇସା ଖାଇଛି a ଓଟିଭି ଵାଲା...... ଦୋଷୀକୁ ସପଟ କରିକି ଝିଅ କୁ ଫସାଉଛି
@padminimadkami8984
@padminimadkami8984 4 жыл бұрын
ଯେଉଁ ଜାଗାରେ ପୋଲିସ୍ ଚେକିଂଙ୍ଖ କରିଥାଏ ସେହି ଜାଗାରେ ପଇସା ବାନ୍ଧ ତୁମର ଲାଇସେନ୍ସ ନାହିଁ ଏ ନାହିଁ ସେ ନାହିଁ ଏମିତି ବହୁତ ଗୁଡାଏ ପ୍ଳାନ ଥାଏ।ମୋତେ ତ ରାଗ ଲାଗେ ଯେ ଯିଏ ଚାକିରି କରେ ତା ପାଖରେ ପଇସା ଆଉ ଯିଏ ନିଜ ଭୋକ ମେଣ୍ଟାଇବାକୁ କଷ୍ଟ କରେ ତା ପାଖେ କି ପଇସା ଥାଏ।ମାଁ ବାବାଭୋଟ୍ ଦିଅନ୍ତି ଯେ ସରକାର ଆମୋ ପାଇଁ ସୁରକ୍ଷା ଦୃଷ୍ଟିରୁ ଦେଖୁ ବୋଲି, କିନ୍ତୁ ଏହି ଭାବନା ଭୁଲ୍ କାରଣ ଇନ୍ଦିରା ଆବାସ ଘର ଗୋଟେ ଆସିଲା ତାହା କୁଆଡ଼େ ବିକ୍ରି ହୋଇଯାଏ।।ଏ ସବୁ କିଏ କରେ ଏ କଥା ତ କେବେ ଚର୍ଚ୍ଚାରେ ଆସେନି।।
@skb1835
@skb1835 4 жыл бұрын
ଭଲ ଝଅଟା କୁ କାହିଁକି ବଦନାମ୍ କରୁଛ ?
@rinasahu9876
@rinasahu9876 4 жыл бұрын
Right
@tkp2432
@tkp2432 4 жыл бұрын
ଭଲଝିଅ ନୁହେଁ । ମାଆ, ବାପା କୁ ସନ୍ମାନ ଦେଉନଥିବ ସେ ଝିଅ ।
@madhusmitamurmu3432
@madhusmitamurmu3432 4 жыл бұрын
Tame tanku baha haba ki ??
@skb1835
@skb1835 4 жыл бұрын
@@madhusmitamurmu3432 kahaku kahuchha ?
@krishnapriyamahapatra8591
@krishnapriyamahapatra8591 4 жыл бұрын
E jamaru vala jhia nuhe
@amritapoudar5872
@amritapoudar5872 4 жыл бұрын
ନା ନା ଚିନ୍ମୟୀର କିଛି ଦୋଷ ନାହିଁ....ବିଦ୍ଯାଶ୍ରୀ ଟାଉଟର...ବିସ୍ମିତ ବେଶୀ କଥା କହୁଚି
@deepakpani1669
@deepakpani1669 4 жыл бұрын
Eae sala news reporter bahut paisa kahichhi sala taku kahibaku dauni
@srmusicbhajanproduction2992
@srmusicbhajanproduction2992 4 жыл бұрын
ଧର୍ମ ଅଛି଼଼।। ଚିନ୍ମୟୀ,,,କୁ,, ଜାଳରେପକାଇ ଦୋଷୀ ସାଜୁଛନ୍ତ ,,,,,ବିଦ୍ୟା ଶ୍ରୀ ହିଁ ମର୍ଡରର୍,
@b.chandranayak2321
@b.chandranayak2321 4 жыл бұрын
She is not mature ...but innocent
@briarkashton3461
@briarkashton3461 3 жыл бұрын
I guess Im asking randomly but does someone know a tool to get back into an instagram account?? I somehow lost the account password. I would appreciate any tricks you can offer me.
@christopherterrence7437
@christopherterrence7437 3 жыл бұрын
@Briar Kashton Instablaster =)
@briarkashton3461
@briarkashton3461 3 жыл бұрын
@Christopher Terrence I really appreciate your reply. I got to the site on google and im trying it out now. Looks like it's gonna take a while so I will get back to you later with my results.
@briarkashton3461
@briarkashton3461 3 жыл бұрын
@Christopher Terrence It did the trick and I actually got access to my account again. Im so happy! Thanks so much, you saved my account !
@christopherterrence7437
@christopherterrence7437 3 жыл бұрын
@Briar Kashton happy to help :)
@EtvINDIA690
@EtvINDIA690 4 жыл бұрын
ବିଦ୍ୟାଶ୍ରୀ ଙ୍କୁ କାଁହିକି live କରୁନାହାନ୍ତି
@ananyapadhi5648
@ananyapadhi5648 4 жыл бұрын
Jani suni jhia ku phasauchhanti😠😠😠😠😠😠😠
@Kling2Ming
@Kling2Ming 4 жыл бұрын
I am agree with u.😌
@sushreesahoo812
@sushreesahoo812 4 жыл бұрын
R8
@Ckant-youtube
@Ckant-youtube 4 жыл бұрын
Direct କଥା ହେଲା ଆଦିତ୍ୟ ଦାସଙ୍କୁ ତାଙ୍କ ସ୍ତ୍ରୀ ଆଉ ତା ସାଙ୍ଗ ବିସ୍ମିତ ଦାସ ମାରିଛନ୍ତି.... ଦୟାକରି ଚିନ୍ମୟ ମହାପାତ୍ରଙ୍କୁ ଅଯଥାରେ mental ପ୍ରେସର ଦିଅନ୍ତୁ ନାହିଁ 🙏🙏
@bharatimohanta6118
@bharatimohanta6118 4 жыл бұрын
Aditya Das nko Wife Bidyasree Madam nku ESabu questions pacharantu sir.. Please.. 🙏 Sata janapadiba.
@sushreesangita2670
@sushreesangita2670 4 жыл бұрын
Aditya nka bapa maa bidyashree sh achhanti boli se banchi jauchi
@priyanshiparamita3510
@priyanshiparamita3510 4 жыл бұрын
Pacharikii labha naii tanka wf nka pakhare sabu ques ra micha ans thiba
@madhujitushortsvideo3602
@madhujitushortsvideo3602 4 жыл бұрын
Tume kn pura sure ki sata Sabu Jana padiba boli
@gangadharasahoo5188
@gangadharasahoo5188 4 жыл бұрын
Kanak news kete tanka neichhanti
@desisambalpuria7306
@desisambalpuria7306 4 жыл бұрын
Sir,total 30minutes ra record heichhi hele 30 minutes ra recording media re play karantu
@muktikantaswain5695
@muktikantaswain5695 4 жыл бұрын
Yes it's right
@Baishakhisahoo123
@Baishakhisahoo123 4 жыл бұрын
Right
@jagannathgouda8585
@jagannathgouda8585 4 жыл бұрын
ସାଇକୋ.... ସାଇକୋ.... ସାଇକୋ... ଆରେ media ଭାଇ ସାଇକୋ କୋଜୁଛ ନାଁ ମାନବ ପ୍ରେମୀ ର ହତ୍ୟା କାରିକୁ...???? ହଁ ହଁ ମୁଁ ସାଇକୋ...ହେଲେ ନାମ ଏବଂ ଡାକନ୍ତି ସାଇକୋ...କିନ୍ତୁ ସାଇକୋ ର ଚରିତ୍ର ନାହିଁ ମୋ ପାଖରେ.... ବାସ କଥା ସରିଲା....
@ajitkumarsamal7202
@ajitkumarsamal7202 4 жыл бұрын
Please don't try to blame a girl, wait for the crime branch investigation . She is ready to support crime branch .
@Chumkiagasti
@Chumkiagasti 4 жыл бұрын
ଗୋଟେ ନିରୀହ ଝିଅ ଫସେଇ ଦିଆ ଯାଉଛି
@Aajiraepisode
@Aajiraepisode 4 жыл бұрын
Kanak news Tamara jadi dam achhi,subasis vs bidyashree ku news room ku aana
@shivanandswain3141
@shivanandswain3141 4 жыл бұрын
Ekdam thik kahila anil bhai Kanak news ra ate dam naahin
@sonakshi_kar
@sonakshi_kar 4 жыл бұрын
Really
@manaskumarmaharana1411
@manaskumarmaharana1411 4 жыл бұрын
ଜଣେ ମାନସିକ ଚିକିତ୍ସାରେ ଅଛି ମାନେ କଣ୍ ଜଣେ ସେ ପାଗଳ ? ଏ ଶଳା ନ୍ୟୁଜ୍ ଆଙ୍କର୍ ପାଗଳ ଆଉ ସେ ବିସ୍ମିତ ଟା ବି ପାଗଳ ।
@healthiswealth6387
@healthiswealth6387 4 жыл бұрын
ବିସ୍ମିତ ଦାଶ ପକ୍କା MG
@rankinibaske3045
@rankinibaske3045 4 жыл бұрын
E studio b tanka lovi .30 m re voice dia jau .
@bijayitamantri8629
@bijayitamantri8629 4 жыл бұрын
Bidyasree ku epari jera karithile ki a news bala
@keyboardkinggagan4721
@keyboardkinggagan4721 4 жыл бұрын
Bhai jiye niriha taku turchur karuchhanti ye sale
@umeshtripathy7500
@umeshtripathy7500 4 жыл бұрын
Vai thik kahichhanti , kuji asarapa re kani biradi
@Arpita730
@Arpita730 4 жыл бұрын
R8...Vidyashree ku bancheibaku a jhioku fasouchamti
@santoshpradhan7076
@santoshpradhan7076 4 жыл бұрын
Right
@sanuranjanpradhan8403
@sanuranjanpradhan8403 4 жыл бұрын
ସାଇକୋ ର ଅର୍ଥ ହେଉଛି ଯାହାର ହିତାହିତ ଜ୍ଞାନ ନଥାଏ.. ଭଲମନ୍ଦ ବିଚାର କରି ପାରେନା.. ସ୍ମରଣ ଶକ୍ତି ନଥାଏ.. କିନ୍ତୁ ଚିନ୍ମୟୀ ମାଡାମ୍ ସାଇକୋ ନୁହନ୍ତି ସେ ଡିପ୍ରେସନ ପାଇଁ ହୁଏତ ମେଡିସିନ ଖାଉଥିବେ..ଯେହେତୁ ତାଙ୍କ ବାପା ଆର ପାରିକୁ ଚାଲିଯାଉଛନ୍ତି ଆଉ ତାଙ୍କ ଭଉଣୀ ବି ଗ୍ୟାସ୍ ସିଲିଣ୍ଡର ଫାଟି ପୋଡି ହୋଇଯାଇଥିଲେ, ତାଙ୍କର କେହି ଭାଇ ନାହାନ୍ତି,ସେ ଆଇନ ପାଠ ପଢିବା ସହ ତାଙ୍କ ଛୋଟ ବିଜନେସ କୁ ବୁଝାବୁଝି କରୁଛନ୍ତି, ସେହି ଅର୍ଥରାଶି ରେ ତାଙ୍କ ମା ଙ୍କ ସେବା କରୁଛନ୍ତି,ତା ପରେ ଆଦିତ୍ୟ ଙ୍କ ମୃତ୍ୟୁ ର ଟେନସନ୍ ..ସେ ଡିପ୍ରେସନ ରେ ରହିବା ଟା ସ୍ବାଭାବିକ.. ତାଙ୍କୁ ସାଇକୋ କହିବା କେତେଦୂର ଠିକ୍??
@swarnalatapanigrahi2292
@swarnalatapanigrahi2292 4 жыл бұрын
Media kama chadiki ଓକିଲାତି kama କରନ୍ତୁ... ଅତି baje way of talking.... question khaki karuchanti utatar sunibaku dharya nahi
@bkn2396
@bkn2396 4 жыл бұрын
ହଁ ଭଉଣୀ ଆମ ଭାରତରେ ମିଡ଼ିଆ ମାନଙ୍କ ପାଇଁ କୌଣସି ନିୟମ ଧାରା ନାହିଁ ବୋଧେ ତେଣୁ ଏମିତି କଥା ବାର୍ତ୍ତା କରୁଛନ୍ତି । ଯଦି ଥାଆନ୍ତା ଏତେ ବାଜେ ପ୍ରଶ୍ନ ମୁହଁରୁ ବାହାରିନଥାନ୍ତା ।
@papupradhan8194
@papupradhan8194 4 жыл бұрын
@@bkn2396 tome jaha kahila thik bhaii, hele kete media achhnti sabu bakasak questions pacharuchhnti tome jodi media hoithao thare bismit ku questions kara je se jhia au Aditya r porsanal chart se kemiti janila au se jhia Saha katha hela kete samaya au chhadichhi kete samayar jodi se tar best sanga boli kahuchhi 2monts kouthi thila au hotat asi kahidebo bele kia biswsa karibo gote froud police hendwok karuna se gote thara re kahibo
@kshanadamishra3990
@kshanadamishra3990 4 жыл бұрын
ଏ ଗଣମାଧ୍ୟମ ମାନେ ବିଲୁଆ କଥାରେ ବଣ ଭୁଆ ବାଇ ହେଲାପରି ଏ ପାଗଳ ବିସ୍ମିତ କଥାକୁ କାହିଁକି ଗୁରୁତ୍ୱ ଦେଉଛନ୍ତି?
@dhhlofi01
@dhhlofi01 4 жыл бұрын
Murder kie karichi taku bahar nakariki bekar re a jhiaku fasauchanti
@sasmitabehera8075
@sasmitabehera8075 4 жыл бұрын
Pura thik
@keyboardkinggagan4721
@keyboardkinggagan4721 4 жыл бұрын
Right mam
@umeshtripathy7500
@umeshtripathy7500 4 жыл бұрын
Right
@umusic1363
@umusic1363 4 жыл бұрын
Bidyasree... Money deiki kinisarichi.. bidyasree ku jauta pachariba katha na pachari... niriha jhiaku fasauchanti Media ku sala mada darkar bekar question karuchi... Dislike karuchi faltu question
@umusic1363
@umusic1363 4 жыл бұрын
Sangram jau bhali question karuchi... Bidyasree pakharu kete khaichi kejani... Jemiti ethi bhukucha bidyasree ku kete pacharicha
@biprapriya
@biprapriya 4 жыл бұрын
କଣ ପାଇଁ ଆଦିତ୍ଯ ଚିନ୍ମୟିଙ୍କ ପାଖରୁ ଦୂରେଇ ଗଲେ ? ଏ ପ୍ରଶ୍ନର ଉତ୍ତର ଆଦିତ୍ଯ ହିଁ କେବଳ ଦେଇ ପାରିବେ । ଏ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆଦିତ୍ଯଙ୍କ ପାଖକୁ ଯିବାକୁ ପଡିବ । ତେଣୁ ବିଶମିତ୍ ବାବୁଙ୍କୁ ଅନୁରୋଧ ସେ ନିଜେ ଆଦିତ୍ଯ ପାଖକୁ ଯାଇ ତାଙ୍କର ଅନୁସନ୍ଧାନ କୁ ଯୋରଦାର କରନ୍ତୁ । ହଁ, ଏଠି ଲାଗୁଛି ଆମେ ସମସ୍ତେ ଗୋଟେ ଗୋଟେ ପାଗଳ ।
@sibasankarsabar5148
@sibasankarsabar5148 4 жыл бұрын
Chinmayi madam apana darantu nai.
@sangeetsekharmohapatra7849
@sangeetsekharmohapatra7849 4 жыл бұрын
ଏଇ ବିସ୍ମିତ ଦାସ କିଏ, ପୋଲିସ ନାଁ CBI Officer, ନାଁ ନିଜେ ଗୋଟେ ନିଜକୁ ମୁଣ୍ଡି ଭାବୁଛି
@Gayatri801
@Gayatri801 4 жыл бұрын
Aeta gote nua kahani chinmayee Bhala jhia
@madhujitushortsvideo3602
@madhujitushortsvideo3602 4 жыл бұрын
Tume kn pura sure ki chinmayi bhala jhia boli
@lokanathdas22
@lokanathdas22 4 жыл бұрын
ଛୋଟ ପିଲା ଭଳି ଏକତରଫା କଥାବାର୍ତ୍ତା କରୁଛନ୍ତି News Reporter ବାଲା । ବିସ୍ମିତ ଆଜି ପର୍ଯ୍ୟନ୍ତ କୋଉଠି ଶୋଇଥିଲା ତ ପଚାରିଲେ ନାହିଁ ।
@ajitsahoomotivational2196
@ajitsahoomotivational2196 4 жыл бұрын
Ye media naa court room janapaduni.
@smspreadeagle
@smspreadeagle 4 жыл бұрын
Right
@dogworld5106
@dogworld5106 4 жыл бұрын
କନକ ନୀଉଜ୍ ବି ଟଙ୍କା ଖାଇ ସତ କୁ ମିଛ ଆଉ ମିଛ କୁ ସତ କରୁଛ. ଲଜ୍ୟା ଲାଗୁନି ତମ ମୁହଁ କୁ..?
@jmentertainment870
@jmentertainment870 4 жыл бұрын
Jhia right achhi
@Baishakhisahoo123
@Baishakhisahoo123 4 жыл бұрын
Right
@pragnyabharatidash2709
@pragnyabharatidash2709 4 жыл бұрын
Please be honest reporters and media personalities
@tishakiduniavlogsandbeauty3735
@tishakiduniavlogsandbeauty3735 4 жыл бұрын
Ye jhia ku bekar re fasauchanti...
@akgroupofhotel8820
@akgroupofhotel8820 4 жыл бұрын
Correct sister
@akgroupofhotel8820
@akgroupofhotel8820 4 жыл бұрын
Correct sister
@tishakiduniavlogsandbeauty3735
@tishakiduniavlogsandbeauty3735 4 жыл бұрын
@@akgroupofhotel8820 yes sir
@diptimayipatra4209
@diptimayipatra4209 4 жыл бұрын
Correct
@madhujitushortsvideo3602
@madhujitushortsvideo3602 4 жыл бұрын
Tume kn janichha ki ,hueta chinmayi nkara b kichhi bhul thiba
@RajuRaju-tf5zd
@RajuRaju-tf5zd 4 жыл бұрын
ହବ ହବ ଧୀରେ ଧୀରେ ସବୁ ହବ
@lakshmipriya1826
@lakshmipriya1826 4 жыл бұрын
This type of questions are not right anchor ji....emotional harassment ...so sad 😕
@rashmitamalik5024
@rashmitamalik5024 4 жыл бұрын
ଏମିତି ଜେରା ବିଦ୍ୟାଶ୍ରିଙ୍କୁ ତ କେବେ ହେଇନି, ତାଙ୍କୁ ବି ଏମିତି ଜେରା କରାଯାଉ,
@bipinbiharibarik4066
@bipinbiharibarik4066 4 жыл бұрын
Media mane ebe court chalai lani aau highcourt ki suprime court jiba darakara nahin
@bhabeshkumar7271
@bhabeshkumar7271 4 жыл бұрын
ଆପଣ ଠିକ କହିଛନ୍ତି.....
@prasadjena5616
@prasadjena5616 4 жыл бұрын
ବିସ୍ମିତ ଆଉ ସଂଗ୍ରାମ ଭଲ ଝିଅ ଟାକୁ ଫସାଉ ଛନ୍ତି ଶଳା ଙ୍କୁ ମାଡ଼ ଦରକାର
@sn57
@sn57 4 жыл бұрын
Ethire a jhia ku fasa jauchhi.
@tkp2432
@tkp2432 4 жыл бұрын
ସେ ପାଗଳ ଝିଅ ମୈକା ଦେଲା ବୋଲିତ ବିସ୍ମିତ ଚୈକା ମାରିବାକୁ ଚେଷ୍ଟା କଲା ।
@sanjaykumarnaik9001
@sanjaykumarnaik9001 4 жыл бұрын
Bismit pura tautor
@arupamapatra2319
@arupamapatra2319 4 жыл бұрын
Aba tu tautor
@sridhibinayakparida2923
@sridhibinayakparida2923 4 жыл бұрын
ଯିଏ ପଶ୍ନପଚାରୁଛି ଦି ଜଣ ସାଇଟି ନବା କଥା ସିଏ ଗୋଟେ ପାଗଳ
@Trupti694
@Trupti694 4 жыл бұрын
Kanak news keep some common sense.u r giving the news like paid PR.SHAMEEEEEE
@bhagbanojha6207
@bhagbanojha6207 4 жыл бұрын
Kanak news kete tanka neichha
@chandandas1334
@chandandas1334 4 жыл бұрын
Bidyasri Ku Emiti KAN Pai jerakarajauni
@EtvINDIA690
@EtvINDIA690 4 жыл бұрын
ସଂଗ୍ରାମ ବିଦ୍ୟାଶ୍ରୀ କୁ ପଚାରୁନାରେ. ସେ କାଁହିକି ଏତେ ଶୀଘ୍ର ବାହା ହେଲେ
@ananyakumarnayak2891
@ananyakumarnayak2891 4 жыл бұрын
A news bala a jhiaku kixhi kahibaku daunahanti ki news bala a
@madhusmitapattanayak3500
@madhusmitapattanayak3500 4 жыл бұрын
Thik kahichanti e Sabu tankra kamal
@AdvocateChamber
@AdvocateChamber 2 жыл бұрын
Yes it's mentioned in s 499 of ipc
@akshaykumardash6061
@akshaykumardash6061 4 жыл бұрын
Chinmayi clearing her intentions... But they trying to compair chinmayi with rhea chakrabarty
@babulalgaigouria7831
@babulalgaigouria7831 4 жыл бұрын
ଆଦିତ୍ୟର ମୃତ୍ୟୁ ଦିନ ବିଦ୍ୟାଶ୍ରୀ ମାଡାମ ଘରୁ ଆଗ ଗଲେ, ଲକ ଦl ଉନ ସମୟରେ ସାଇକୋ ଲେଡି କେମିତି ଆସିଲେ ଓ କେମିତି ହତ୍ୟା କଲେ ବିସ୍ମିତ ବାବୁ ଟିକେ ଖୁଲାସ କଲେ ଓଡିଶା ବସି ଶୁଣିବେ l
@Abhi-gr7xk
@Abhi-gr7xk 4 жыл бұрын
Listen kanak and bismit She is innocent girl, we can understand her.
@rajendrakar2365
@rajendrakar2365 4 жыл бұрын
Kanak news ଚିନ୍ମୟୀ କୁ ଯେମିତି ପ୍ରଶ୍ନ କରୁଛି , ବିଦ୍ୟାଶ୍ରୀ ବାରମ୍ବାର ଷ୍ଟେଟମେଣ୍ଟ ବଦଳାଇ ଛନ୍ତି କନକ news କାହିଁକି ବିଦ୍ୟାଶ୍ରୀ କୁ ପ୍ରଶ୍ନ କରୁନାହିଁ ।
@b.chandranayak2321
@b.chandranayak2321 4 жыл бұрын
He is framing a little gir ...pagal n asking her up n down questions ...hmmmm
@basantasethy7816
@basantasethy7816 4 жыл бұрын
ବିସ୍ମିତ କଣ ତଦନ୍ତ ଅଧିକାରୀ ଜେ ଆଡୁ ସାଡୁ ସେ ଝିଅକୁ ପଚାରିବ l
@DEBENDRA4187
@DEBENDRA4187 4 жыл бұрын
Kanak news emiti mysterious lady lekhiba uchit houni...kanak jemiti interview nauchi...se jhia depression jaipare...ae kanak news reporter katha kichi thik laguni... bismit ra prasansa karajauchi...mate laguchi se jemiti crime branch officer...se bismit patha padhiki kichi kariparileni... social activist hele paisa kichi income kariba...se kiye phn Kariki emiti katha hebaku se lady saha ...crime branch katha houni se lady saha...siye kiye...kanak bi kahuchi misterious lady...taha agaru kahinki kiye complain karinathila...mu Manoranjan sir nkara bahut bada fan...au kanak sabu bele thik au nirapekhya khabar diye boli dekhuthuli...but aji thu ae news dekhiba pare unsubscribe karuchi...emiti support karuchi bismit au bidyashree ku...laguchi ethi kahara bi involvement thaipare
@anilkumarpradhan4365
@anilkumarpradhan4365 4 жыл бұрын
Ryt
@kshanadamishra3990
@kshanadamishra3990 4 жыл бұрын
ଗଣ ମାଧ୍ୟମ ମାନେ ଆପଣ ଚିନ୍ତା କରନ୍ତୁ. ଯଦି ଗୋଟେ ସୁସ୍ଥ ମଣିଷ ଏବଂ ସୁଚରିତ୍ର ମଣିଷ କୁ ଆଣି ଏଭଳି ଫାଲତୁ question ପଚରାଯାଏ ବିସ୍ମିତ ଯେପରି ପଚାରୁଚଛନ୍ତି ତେବେ ସେ ମଧ୍ୟ କଣ କହିବ ଜାଣିପାରିବନି. ଏ ଝିଅ (ଚିନ୍ମୟୀ )ଟି ର ବୟସ ବହୁତ କମ.ଯିଏ ବହୁତ କଷ୍ଟରେ ସାମ୍ନା କରୁଛନ୍ତି.
@saswatikanayak264
@saswatikanayak264 4 жыл бұрын
How shameless this person? She is not mature girl.... Media spoil her life.....
@dogworld5106
@dogworld5106 4 жыл бұрын
ଚନ୍ମୟୀ କୁ କାହିଁକି ଟାଣୁଛନ୍ତି ବେକାର କଥାରେ ବିଦ୍ୟାଶ୍ରୀ କୁ ଏତିକି ଜେରା କଲେ କେବେ ଠୁ ଦୋଷୀ ଧରା ପଡ଼ି ଯାଇ ଥାଆନ୍ତା..
@spinningmillprocess
@spinningmillprocess 4 жыл бұрын
Chor bismit
@sunilsamantara3397
@sunilsamantara3397 4 жыл бұрын
ଏ ଝିଅ ର media ରେ ଆସିବା ଠିକ ନୁହଁ ଯେପରଜ୍ୟନ୍ତ ତଦନ୍ତ ଚାଲିଛି । media ଭୁଲ କରୁଛି । କିଏ ଦୋଷି ସମୟ କହିବ । ଜଦି ଏ ଝିଅ କିଛି ଭୁଲ କରିବସେ ତେବେ ସେଥିପାଇଁ ଦୋଷୀ କିଏ ହେବ ? ଆଇନ କହେ ଜଣେ ଯଦି ସତରେ ବି ପାଗଳ ଥାଏ ତାକୁ କେହି ପାଗଳ ବୋଲି ସମ୍ବୋଧନ କରିପାରିବେ ନାହଁି ।
@sailabalapanda5559
@sailabalapanda5559 4 жыл бұрын
Why a simple girl is getting questions like this. It is her personal life.Kanak news be sensitive
@daitarisahu7118
@daitarisahu7118 4 жыл бұрын
ମିଛଟାରେ ଚିନ୍ମୟୀକୁ ଫସାଯାଉଛି।ସଂଗ୍ରାମ ବାବୁ,ଆପଣ ଯେଉଁ କହୁଛନ୍ତି ବିଦ୍ୟା ଶ୍ରୀ କଥା,ସେ ଏତେଦିନ ଯାଏ କେଉଁଠି ଥିଲେ, କେବେହେଲେ ସେ ଚିନ୍ମୟୀ ବିଷୟରେ ଜି ଆର୍ ପି ପାଖରେ ଅଭିଯୋଗ କରିଛନ୍ତି କି? କିମ୍ବା କୌଣସି ଗଣମାଧ୍ୟମ ଆଗରେ ପରିପ୍ରକାଶ କରିଥିଲେ କି?
@κυαα-λ2η
@κυαα-λ2η 4 жыл бұрын
Media Bala Bekar ta re Aie Jhio ngku Fhosou Chanti.
@padminimadkami8984
@padminimadkami8984 4 жыл бұрын
ଏତେ ଗୁଡ଼ାଏ Chanel ଅଛି ଯେ ଯାହା ଫଳରେ ଗୋଟିଏ ଝିଅ ଗୋଟିଏ କଥାକୁ ବାରମ୍ବାର କହିବାକୁ ବାଧ୍ୟ ହୋଇଥାଏ। but ମୁଁ ଯଦି ହୋଇ ନା ତେବେ ଥରେ ହିଁ ଜବାବ୍ ଦେଇଥାନ୍ତି।ହଜାରେ Chanel କୁ ନୁହେଁ।ଗୋଟିଏ କଥା ଓଡିଶାରେ ଯେତିକି ଗରୀବ ଲୋକ ଅଛନ୍ତି ନା ସେ ସମସ୍ତଙ୍କୁ Ap ସରକାର ପାଖେ ମିଶେଇ ଦିଅ ଯାହା ଫଳରେ ସେମାନେ ବହୁତ ଖୁସିରେ ଜୀବନ ଯାପନ କରିବେ।ଓଡ଼ିଶାରେ ପାଠ ପଢି କି ଲାଭ,କିଛି ନାହିଁ କାଲି ଥିଲା ବାଲାଙ୍କୁ ହିଁ ମିଳିଥାଏ।।।ଅଧିକା ଭୋକିଲେ ଭଲ ନାହିଁ।।।
@pravabatidas4318
@pravabatidas4318 4 жыл бұрын
Are se jhioku depression ku niya na jau
@munnalife3127
@munnalife3127 4 жыл бұрын
ଭାଇ କେତେ ଟଙ୍କା ଖାଇଛ ଏ ଝିଅ କୁ ଫସେଇ ବାକୁ ତା ଲାଇଫ୍ ବରବାଦ ହେଇଯିବ ଯେତିକି ଆକୁ ଜେରା କରୁଛ ସେତିକି ଯଦି ବିଦ୍ୟା ଶ୍ରୀ କୁ କର ତାହାହେଲେ ସବୁ ସତ ଓ ଗାଳିବ ହେଲା ସତୀ ଗେହୀ ରାଧା
@rojalineemohanty7473
@rojalineemohanty7473 4 жыл бұрын
Amane sabu bidyashree ku saport karuchhanti
@papupradhan8194
@papupradhan8194 4 жыл бұрын
OTV KU request pls pls pls all reporter bismit ku police under karantu
@sarojkumarnanda3167
@sarojkumarnanda3167 4 жыл бұрын
Chinmayee should not talk to these people they are framing her to crime plot.
@diptiranjandhal5688
@diptiranjandhal5688 4 жыл бұрын
Chinmayee pachare media dharam bhai achanti,taku kie jera kariba
@dogworld5106
@dogworld5106 4 жыл бұрын
କନକ ନିଉଜ ବି ଏବେ ଦଲାଲ୍ କାମ କଲାଣି
@deepaksoren4729
@deepaksoren4729 4 жыл бұрын
Bismit and bidyashee se jhia ku faseibaku chesta karu6nti..
@sandhysandhysandhysandhy973
@sandhysandhysandhysandhy973 4 жыл бұрын
😠😠😠😠😭😭😭😭😭😭👣👣👣👣👣👣
@Baishakhisahoo123
@Baishakhisahoo123 4 жыл бұрын
Right
@EtvINDIA690
@EtvINDIA690 4 жыл бұрын
ସବୁ ଟାଉଟର ଅଛ
@moharana95sangita68
@moharana95sangita68 4 жыл бұрын
Chinmayee ku kahiba pain time daunahanty ulta taku faseibaku chesta karuchanty😏
@pujabehera3452
@pujabehera3452 4 жыл бұрын
Right
@laxmibhagyajena6232
@laxmibhagyajena6232 4 жыл бұрын
Right
@sucharitapradhan2997
@sucharitapradhan2997 4 жыл бұрын
Right
@anjalisahu11022
@anjalisahu11022 4 жыл бұрын
Chinmayi is an honest girl but Aditya tanku dhoka deithila sethi pain sala marila bidhyashree ku mrg kariki Chinmayi ra luho padila Aditya o ta family upare.....
@abinashmahapatra4120
@abinashmahapatra4120 4 жыл бұрын
Jhia ra video kariki midia re daba aou bismit kan ete bada loka her ta video karibaniii Kanaka news hii chutiya sala janisunikii phaseibaku lagichi jhia kuuu
@ranjitabehera2245
@ranjitabehera2245 4 жыл бұрын
Bidyasree ku emti questions pachar a jau, gote bechulor jhia kemiti privios love midia front re share kariba? A jhia ku fasa jauchi a media Bala one sided kamo karuchanti.
@dilipbehera4953
@dilipbehera4953 4 жыл бұрын
Really
@dilipbehera4953
@dilipbehera4953 4 жыл бұрын
Good girl
@Minnu7
@Minnu7 4 жыл бұрын
ମାଜ୍ଞା କନକ ଚନେଲ ମଧ୍ୟ ବିଦ୍ୟାଶ୍ରୀ ପାଖରେ ବନ୍ଧା ପଡ଼ିଛି 😠😠😠
@rojalineemohanty7473
@rojalineemohanty7473 4 жыл бұрын
Kn bina proved re kahaku dosi kariba thik nuhe news re janaku saport karucha kharap laguni
@sumantapradhan9491
@sumantapradhan9491 4 жыл бұрын
ବେଧେଇ ପୁଅର କର୍ଣ୍ଣ ମୁଣ୍ଡଳିକୁ ଦିଇଟା ଦିଅ। ଆପେ ଆପେ ସବୁ କଥା ବାହାରିବ
@anitaamangarajanitaa7386
@anitaamangarajanitaa7386 4 жыл бұрын
Bekar ta re ei jhianku blm karuchanti...
@debasmitanayak9042
@debasmitanayak9042 4 жыл бұрын
Kanak news kn praman karibaku chahuchi.....aditya bhai case ku batabana karuchi ,kanak news esabu bidyashree ku ta pachariparuna
@riteshganpati6532
@riteshganpati6532 4 жыл бұрын
Bismit &bidyashree ku jana o bismit 7 july ru kuade jaithila
@n.gurudattalyricist4514
@n.gurudattalyricist4514 4 жыл бұрын
chinmayee ku khoju thile kemiti chinmyee ku doshi kari nije khasi jibe
@pichardibaka2360
@pichardibaka2360 4 жыл бұрын
Media bhai kana kichi niaki
@Ishulisu
@Ishulisu 4 жыл бұрын
Manab premi na jhia premii re
@rkofficial4725
@rkofficial4725 4 жыл бұрын
Right
@rkofficial4725
@rkofficial4725 4 жыл бұрын
Kete ta ku vala paithila
@prasadjena5616
@prasadjena5616 4 жыл бұрын
କନକ ନିୟୁଜ ବେକାର
@bijaypradhan3967
@bijaypradhan3967 4 жыл бұрын
Bismit sata Tu jadi mote kebe bi Dekha helu sei Dina tora last dina
@kiransethy23
@kiransethy23 4 жыл бұрын
😀
@Distancecorner
@Distancecorner 4 жыл бұрын
Channel bala bidyashree ku news ku anantu tara kete pua nka saha affairs thila. Dam nahi na channel walo
@JitendraSahu-fn4hh
@JitendraSahu-fn4hh 4 жыл бұрын
News bala promise karichanti bodhe e jhia ku dosi baneiki chhadibe boli.pura intensinally question karuchanti.au se jhia ra prati ti confuse ku fault sajauchhanti
@RajuRaju-tf5zd
@RajuRaju-tf5zd 4 жыл бұрын
ଇଏ ହିଁ ଖେଳ ପ୍ରଦର୍ଶନ କରିଥିଲେ ବୋଧେ
@lizan2705
@lizan2705 4 жыл бұрын
Bismit pakaa mg... Bidyashree au bismit ra esabu plan
@deepanjalibehera5089
@deepanjalibehera5089 4 жыл бұрын
Plz media vai kn pain emiti karuchhanti.
@Kling2Ming
@Kling2Ming 4 жыл бұрын
Tahele aditya bhai janaka manaba premi nuha,jhia premi😅.
@devbehera5106
@devbehera5106 4 жыл бұрын
KAnak news Kate tanka nae6
Disrespect or Respect 💔❤️
00:27
Thiago Productions
Рет қаралды 36 МЛН
Trick-or-Treating in a Rush. Part 2
00:37
Daniel LaBelle
Рет қаралды 43 МЛН
How Strong is Tin Foil? 💪
00:25
Brianna
Рет қаралды 67 МЛН
小路飞还不知道他把路飞给擦没有了 #路飞#海贼王
00:32
路飞与唐舞桐
Рет қаралды 75 МЛН
Aaditya Dash Row: Here is What  Bidyashree Told in  Lie Detection Test l
25:44
Exclusive Interview With Ex-girlfriend Of Late Aditya Das | News7
12:42
Disrespect or Respect 💔❤️
00:27
Thiago Productions
Рет қаралды 36 МЛН