Рет қаралды 16,472
ଯଦି ଆପଣଙ୍କର ଇଚ୍ଛା ଅଛି ଏଭଳି Cartoon Video ତିଆରି କରିବା ପାଇଁ ତେବେ, ତଳେ ଦିଆଯାଇଥିବା link ରେ Click କରି ଆମସହିତ ଯୋଗ ଯୋଗ କରନ୍ତୁ ।
➡️ www.lotusanima...
Agana re Kumbhira || ଅଗଣାରେ କୁମ୍ଭୀର || Pabana Comedy # 18 : Mani Khanti Odia
ଶ୍ରାବଣ ମାସରେ ପ୍ରବଳ ବର୍ଷା ହେବାରୁ ନଦୀ full ହୋଇ ଆସିଲା ବନ୍ୟା! କାଲି ଲି ରାତିରେ ପବନା ଗ୍ରାମରେ କୁ ବନ୍ୟାଜଳ ମାଡି ଆସିଛି । ମାଛ, କଣିଛ, କଙ୍କଡା ସହିତ ବନ୍ୟା ପାଣି ସହିତ ଗୋଟେ କୁମ୍ଭୀର ମଧ୍ୟ ଭାସି ଆସିଛି, ବଜ୍ର, ବୋଦା ଆଉ ପବନା କୁ ଡରେଇବାପରେ ଏବେ କୁମ୍ଭୀର ଆସି ପଶିଛି ଧଡିଆ ଅଗଣା ରେ, ହେଲେ ଧଡିଆ ବନ୍ୟା ପାଣିରୁ ମାଛ ଧରିବାରେ ଲାଗିଛି! କିନ୍ତୁ ବିପଦ ସଂକେତ! କୁମ୍ଭୀର କରିବ ଧଡିଆର ଶିକାର, ନା ଧଡିଆ ଧରିବ କୁମ୍ଭୀରକୁ? ଜିତିବା କିଏ ଧଡିଆ ନା କୁମ୍ଭୀର? ଜାଣିବା ପାଇଁ ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ ।
ଏହି 2D Animation କାର୍ଟୁନ୍ ଭିଡିଓ ଟି ଅପଣଙ୍କୁ ହସେଇ ହସେଇ କନ୍ଦେଇଦେବ ! ଦେଖନ୍ତୁ, ଲାଇକ, comment ଓ ଶେୟର କରନ୍ତୁ!
CREDIT
~~~~~
Direction & Voice Over - Ashutosh Mishra
Concept - Bibhuti & Ashutosh
Editing - Sambit Mohanty
Animation - Biswashakti, Sanjaya, Manisha
Pre Production - Suchi, Tapash, Chandrika
Our Social Media Links
~~~~~~~~~~~~~~~~~~~~~~
Instagram:
````````````````
/ manikhantiodia
~~~~~~~~~~~~~~~~~~~~~~~~~~~~~~~~~~~~~~
Facebook:
````````````````
/ manikhantiodiya
~~~~~~~~~~~~~~~~~~~~~~~~~~~~~~~~~~~~~~
#ManiKhantiOdia, #Kumbhira, #କୁମ୍ଭୀର, #aganaReKumbhira, #ଅଗଣlରେକୁମ୍ଭୀର, #KumbhiraComedy, #KumbhiraAkramana, #KumbhiraAtanka, #କୁମ୍ଭୀରଆତଙ୍କ, #ଗାଁରେବୁଲୁଛିକୁମ୍ଭୀର, #KumbhiraPrank, #Crocodile, #CrocodileAnimation, #CrocodileCartoon, #RainySeason, #ବନ୍ୟା, #ବାତ୍ୟା, #FloodInVillage, #OdishaFlood, #PanchatantraOdiaStory, #OdiaFairyTale, #Natia, #NatiaComedy, #NatiaCartoon, #NatiaStory, #NatiaAnimation, #NitIaVideo, #OdiaCartoon, #OdiaAnimation, #2DAnimation, #DalemaDalema, #OdiaComedySeries, #PabanaComedy, #AmaPabana, #AmaPabanaComedy, #TrendingComedy, #FunnyVideo, #TautarPabana, #PuriToka, #OdiaComedy, #OdiaCartoon, #OdiaStory, #OdiaComedyVideo, #OdiaFunnyVideo