ଅଜୁ ବାବା ଭଣ୍ଡ ସାରଦା ର ଖୁଲାସା କଲେ..

  Рет қаралды 50,282

Shreegurukrupa

Shreegurukrupa

Күн бұрын

Пікірлер: 283
@RankandhiJena-iq2sg
@RankandhiJena-iq2sg 5 ай бұрын
ଜୟ ଜଗନ୍ନାଥ।
@santoshkumarmishra2620
@santoshkumarmishra2620 10 ай бұрын
ବାବା ଏ କି ଯାତ୍ରା ଚାଲିଛି ? ପର ଛିଦ୍ର ନର୍କେ ବାସ.
@watchindia843
@watchindia843 8 ай бұрын
ବହୁତ ସୁନ୍ଦର କଥା ସାଧୁ କେବେ ପର ଆଲୋଚନା କରେ ନାହିଁ ଧନ୍ୟ ବାଦ୍ ଭାଇ
@MadanMallick-t9d
@MadanMallick-t9d 4 ай бұрын
Jay guro sarana
@RankandhiJena-iq2sg
@RankandhiJena-iq2sg 5 ай бұрын
ମାଳିକା ନାମରେ ବିଭିନ୍ନ କଥା ପ୍ରଚାର ପ୍ରସାର କରୁଛନ୍ତି।
@bikashpanda2509
@bikashpanda2509 Жыл бұрын
ସବୁ ମୂର୍ଖ ଏଠି ବୁଲୁଚ ପ୍ରକୁତ ସାଧୁ ତମେ କେହି ନୁହଁ ତମେ ତାକୁ କହୁଚ ସେ ତମକୁ କହୁଛି ତମେ ସବୁ ଏମିତି ହଉଛ କଣ ପାଇଁ ତମେ ଯଦି ସାଧୁ ତମେ ଶାନ୍ତ ରୁହ ତମେ ଯାହା ହଉଛ ସେବି ସେମିତି ହଉଚ,, ତମେ ସବୁ ପାଗଳ ହେଇଗଲ ଧନ୍ୟ ଧନ୍ୟ 🙏🙏🙏
@bikashpanda2509
@bikashpanda2509 Жыл бұрын
Srigrurukrupa ଚାନେଲେ vhai ତମେ ଭଲ ଲୋକଙ୍କ ଭିତରେ କଳି ଲଗାଉଛ ତମେ ସବୁଠୁ ଖରାପ ଲୋକ tama ଭିଡ଼ିଓ jete ଦେଖୁଚି ତମେ ଯେଉଁଭାବରେ କହୁଚ ମୁଁ ଭାବୁଛି ସେମାନେ ତମ ଶତ୍ରୁ ତମେ ତାଙ୍କ ଶତ୍ରୁ ତମେ ଭଲ ଭିଡ଼ିଓ ଦେଖାଅ ଏସବୁ କଳି ଭିଡ଼ିଓ ଦେଖାନା ତମେ ଏମାନଙ୍କ ଭିତରେ କଳି ଲଗାଉଛ ଭାଇ ତମେ ସୁଧୁରି ଯାଅ
@watchindia843
@watchindia843 8 ай бұрын
ବହୁତ ଭଲ କହିଲ ଆମାନେ କେଜି ବାବା ନୁହନ୍ତି ଅମଙ୍କର ମନରେ କ୍ରୋଧ ହିଂସା ଅହଂ ଭାବ ଝଲକୁଛି
@watchindia843
@watchindia843 8 ай бұрын
ସତ ପୁରା ସତ
@watchindia843
@watchindia843 8 ай бұрын
ସାଧୁ ସାଧୁକୁ ଦୋଷଦେଲେ ମହା ପାପରେ ଭଗାମିଲେ
@SarthakSamantaray-o4v
@SarthakSamantaray-o4v 5 ай бұрын
Saradababanka pakhaku amen nije jaithilu kichhi roga valahebar nahin full vandami chari ru pancha tharare satar ru athar hajar kharcha hela sesara rogi mala. harekrusna
@vishnu5986
@vishnu5986 5 ай бұрын
OMG
@kabitananda7485
@kabitananda7485 5 ай бұрын
ଫୁଲନଖରା ପାଖରେ ଥିବା ଜଗନ୍ନାଥ ପୋଥି ଦେଖୁଥିବା ବାବାଙ୍କ ପର୍ଦାଫାଶ କରାଯାଉ ସେ ମଧ୍ୟ 500 ଟଙ୍କା ନେଇ ଏବଂ ଲୋକଙ୍କ ଘରକୁ ଯାଇ ଖୁବ ଟଙ୍କା ରୋଜଗାର କରୁଛନ୍ତି
@ranjandas-sq4gy
@ranjandas-sq4gy 5 ай бұрын
Guruji nku blaming Karu thiba Dalal Sadhu baba life line the end hoi jiba 100 percent satya, sarada Baba bhandami Kari tanka lobhare Karu chhanti semankar life line sesa hoi jiba 100 percent satya, Jay Jagannath Jay achyut sarana,
@RankandhiJena-iq2sg
@RankandhiJena-iq2sg 5 ай бұрын
ଆଜ୍ଞା ସତରେ କଣ ତୀର ମାରି ୯୯ ବାତ୍ୟା କୁ ଅଟକାଇ ଥିଲେ? ଯଦି ଅଟକାଇ ଥିଲେ ୧୦ ହଜାର ଲୋକ ମରିଗଲେ କେମିତି?
@suranjandas2969
@suranjandas2969 5 ай бұрын
सारदा बाबा ठीक ना भूल
@onlinestudy9705
@onlinestudy9705 3 ай бұрын
ଶିଷ୍ୟ ଯଦି ଏତେ କୁହାଳିଆ ତେବେ ଗୁରୁ କଣ ନହୋଇଥିବେ l
@vishnu5986
@vishnu5986 5 ай бұрын
Mu guruji ro location ta khuantu
@ranjandas-sq4gy
@ranjandas-sq4gy 5 ай бұрын
Baba tume Sabu Satya Kahile sarada Baba bhandami kari public nku Lootraj chalai chhanti,
@mohroughkhataru5902
@mohroughkhataru5902 8 ай бұрын
ବିବେକାନନ୍ଦଙ୍କ ବହି ପଢା କଥା ଯାହା କୁହାଗଲା, କଣ ଠିକ୍?
@mohitsahu9717
@mohitsahu9717 7 ай бұрын
3 tinichhora akathii thola
@RankandhiJena-iq2sg
@RankandhiJena-iq2sg 5 ай бұрын
ଆପଣ ଠିକ୍ କହୁଛନ୍ତି।
@Santosh-rf6qs
@Santosh-rf6qs 6 ай бұрын
Lokamanaknu sachetan karu thibaru bahuta bahuta dhanya wad Je na maniba pachhare bujhiba Baba tumara mangala heu .
@prafullapradhan3860
@prafullapradhan3860 9 ай бұрын
Jai Sadhu baba pranam .Jai Panchasakha .Jai Jagannath .❤❤❤
@Shashwatacademy9180
@Shashwatacademy9180 6 ай бұрын
Baba para ninda kara nahin. Sajaga ruhantu.
@gurumohanty8208
@gurumohanty8208 Жыл бұрын
Chop refugee😂
@pravatsethy8647
@pravatsethy8647 9 ай бұрын
ତମ ଭିତରେ କିଏ ଠିକ ଆମେ କାହାକୁ ଗ୍ରହଣ କରିବୁ
@watchindia843
@watchindia843 8 ай бұрын
ଆ ତିନି ଜଣା ମହା ପାପ ରେ ଗ୍ରାସିତ ହେଇଛନ୍ତି
@travelwithsumant2724
@travelwithsumant2724 Жыл бұрын
ତୁମ ଭଗବାନ କୁ କୁହ ସେ ସିଲିପୁଆ ଗୋଟେ ଉଠେଇକି ଦେଖାନ୍ତୁ
@ashantkumarbiswal4972
@ashantkumarbiswal4972 9 ай бұрын
ଉପସ୍ଥାପକ ମହାଶୟ ଙ୍କୁ ଅନୁରୋଧ ଯଦି ଆପଣ ଙ୍କ ର ସତ ସାହସ ଅଛି ତେବେ ଉଭୟ ଙ୍କୁ ସାମ୍ନା ସାମ୍ନୀ କରି ସତସଙ୍ଗ କରାନ୍ତୁ
@watchindia843
@watchindia843 8 ай бұрын
ବହୁତ ସୁନ୍ଦର କଥା
@gyanranjan9664
@gyanranjan9664 Жыл бұрын
Tame jete babaji sabu kalia bodare hanahebe
@prashantkumarsamal6180
@prashantkumarsamal6180 Жыл бұрын
ବାବାଙ୍କୁ ପ୍ରଣାମ। ପ୍ରକୃତ ସାଧୁ କାହାର କଥାକୁ ସମାଲୋଚନା ଶୋଭା ପାଏନା। ତାଙ୍କୁ ଡାକି ଆଉ ପାଞ୍ଚ ଜଣ ସାଧୁବାବା ଙ୍କ ସହ ଆଲୋଚନା ଓ ଯୁକ୍ତି କଲେ ପ୍ରକୃତ ତଥ୍ୟ ମିଳିପାରିବ।
@Santosh-rf6qs
@Santosh-rf6qs 6 ай бұрын
Loka manaknu sachetan karu Thibaru bahut bahuta dhanyabad.
@puthulsinha8926
@puthulsinha8926 Жыл бұрын
Jay jay shree gurudeb🙏🙏🙏🙏 Aju baba nku ananta koti pranam Aju baba nka bani ati chamatkae oh ki mada tanka banire👌👌👌 Sarada babanka pardafash aji dekhilu
@LaxmidharSahoo-ei1tq
@LaxmidharSahoo-ei1tq 10 ай бұрын
Welcome hi are you kalki bhagawan❤
@watchindia843
@watchindia843 8 ай бұрын
ଜୟ ସାରଦା ବାବା କି
@Si_pu310
@Si_pu310 Жыл бұрын
ମହାପୁରୁଷ ଲେଖିଯାଇଛନ୍ତି କଳିର ଯୁଗାନ୍ତ ସମୟରେ ସଦଗୁରୁ ମାନେ ଗୁପତରେ ଥିଵେ । କିଛି ଆରମ୍ଭ ହୋଇନାହିଁ ଟଣା ଓଟରା କ'ଣ ପାଇଁ ? ଏହି ପ୍ରକାରରେ ସମାଜକୁ ମଙ୍ଗଳ ବାର୍ତ୍ତା ଦେଵେ। କଳା ହରିଵେ ଵନମାଳୀ , ଗୁପତ ଶରୀର ଆଵୋରି ।। ଟିକେ ଅପେକ୍ଷା କରିବାକୁ ପଡ଼ିବ ।
@watchindia843
@watchindia843 8 ай бұрын
ପ୍ରକୃତ କଥା କହିଲ ସତ
@Si_pu310
@Si_pu310 Жыл бұрын
ଜୟ ଗୁରୁଦେବ 🙏🙏🙏 । ଜୟ ପଞ୍ଚସଖା 🙏🙏🙏 । ଭକ୍ତବନ୍ଧୁ ଭାଗଵତ କହେ ହରିନାମେ ତର୍କ ନାହିଁ । କିନ୍ତୁ ବର୍ତମାନ ନୂଆ ଭାଗବତ ଲେଖା ଚାଲିଛି ।ନିଜର ଵଡପଣ ଦେଖାଇବା ପାଇଁ । କିଛି ଲାଭ ହେବନାହିଁ । କାରଣ -- - - କାଳ ଯେ ଗୃହେ ପସିଲାଣି । ରୋଗ କରାଇ ଗ୍ରାସିଲାଣି ।। କରିବ ଅଙ୍ଗେ ଅଙ୍ଗେ ପିଡା । ବ୍ରହ୍ମାଣ୍ଡେ ପଡ଼ିଯିବ ମଢା ।। କାରଣ ପଥ ଏବେ ଖୋଜ । ମନରେ ହେତୁ କରି ଵୁଝ ।। କହୁଅଛି , ମିଥ୍ୟା ନୁହେଁ ସତ୍ୟ । ଭକ୍ତବନ୍ଧୁ କାହ୍ନୁ ବଢୁଛି ଗୋପରେ । ପ୍ରଭୁଙ୍କ ସଦ୍ଇଛା ପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ 🙏🙏🙏🙏 । ଜୟ ଅଚ୍ୟୁତାନନ୍ଦ 🙏🙏🙏 ।
@mirapriyadarshini7582
@mirapriyadarshini7582 Жыл бұрын
Right
@ajayakumarpati5602
@ajayakumarpati5602 Жыл бұрын
haire prassnt tu puni asilu na badalei.
@ajayakumarpati5602
@ajayakumarpati5602 Жыл бұрын
​@@mirapriyadarshini7582right ki wrong samay kahib.
@Si_pu310
@Si_pu310 Жыл бұрын
@@ajayakumarpati5602ନିଜଜଥା ଚିନ୍ତା କର ।ଏତେ ବ୍ୟସ୍ତ ।
@kartikkumarkar9249
@kartikkumarkar9249 Жыл бұрын
​@@Si_pu310ତୁମେ ସମୟକୁ ଅପେକ୍ଷା କର।
@mohitsahu9717
@mohitsahu9717 7 ай бұрын
Hehe ra dekheibaku lajjalaguni
@shyambandhudas99
@shyambandhudas99 Жыл бұрын
🙏ଜୟ ଜଗନ୍ନାଥ 🙏ଜୟ ପଞ୍ଚସଖା 🙏🙏🙏
@LaxmidharSahoo-ei1tq
@LaxmidharSahoo-ei1tq Жыл бұрын
Sishuved sat at meditation panchamaved nirved❤
@watchindia843
@watchindia843 8 ай бұрын
ଅତିନିଜଣ ଜ୍ଞାନ କେବେ ପାଇବେ
@LaxmidharSahoo-ei1tq
@LaxmidharSahoo-ei1tq Жыл бұрын
Administration of body
@watchindia843
@watchindia843 8 ай бұрын
ସତ୍ୟ ସରଂ ସୁଵିଵେକଂ ସର୍ବ ଗୁଣଜ୍ଞ ଗଭୀରଂ ଜିତେନ୍ଦ୍ରୀୟ ଧୀରବୁଦ୍ଧି ସ୍ୱଳ୍ପହରୀ ସୁନିର୍ମଳମ୍ ପ୍ରାକ୍ରୁତି ରିପୁ କାମ ବର୍ଜିତ ଆକ୍ରୋଧୀ ଲୋଭ ବର୍ଜିତ& ଚିତ୍ତ ସଂକଳ୍ପ ଅମାନି ସମ ଦମ ଶାନ୍ତ ସିଲହ୍ ତପସପି ବିଦ୍ୟା ବନ୍ତ ଧୃତ ଗତି ଦୟାଶୀଳ କ୍ଷମାବନ୍ତ ନିର୍ଲୋଭି ଅହଂକାର ବର୍ଜିତ ଆତ୍ମଧ୍ୟାୟୀ ପରୋପ କାରଂ ଅତତ୍ ଲକ୍ଷ୍ୟାନେ ସତଗୁତୁଚ୍ଛ ପ୍ରମାନମ୍
@manoranjansahoo9517
@manoranjansahoo9517 7 ай бұрын
Thik. Tankara brahma danda o brahma kabacha utara deithile ethara CM Nabin patnaik. Kintu hela kana ?
@biswabhusanrath2814
@biswabhusanrath2814 Жыл бұрын
ପୂଜ୍ଯ ହରିହର ଦାସଙ୍କୁ ମୋର ପ୍ରଣାମ । 🙏 ଧନ୍ୟବାଦ । ଜୟ ଜଗନ୍ନାଥ । 🙏🙏🙏🙏 ଜୟ ପଞ୍ଚସଖା । 🙏🙏🙏🙏🙏
@rahulsamal522
@rahulsamal522 Жыл бұрын
ସାରଦା ମୁହଁ ରେ ଲଜ୍ଜା ନାହିଁ,କି ମନ ରେ ଭୟ ନାହିଁ ।ମୁଖ୍ୟ କଥା ହେଲା ତା ଦଣ୍ଡ ବେପାର ବନ୍ଧ ହେଇ ଯାଇ ଥିବାରୁ,ସେ ପାଗଳ ହେଇ ଯାଇଛି ।
@manojkumarsahu7013
@manojkumarsahu7013 Жыл бұрын
Bhai tume 200% thik lekhichha.
@kartikkumarkar9249
@kartikkumarkar9249 Жыл бұрын
​@@manojkumarsahu7013ଠିକ୍ କହିଛନ୍ତି।
@puthulsinha8926
@puthulsinha8926 Жыл бұрын
Sarada ra nai mundare Mada ta hela ta sethipain
@sarojjethy5133
@sarojjethy5133 Жыл бұрын
Thikhi katha bepar au nahi taa pagal hei . Munda kama karunu
@watchindia843
@watchindia843 8 ай бұрын
ସର୍ଦାବାବା ଭଲ ସାଧୁ ଲୋକଙ୍କର ମଙ୍ଗଳ କରୁଛନ୍ତି
@kulamanibehera9058
@kulamanibehera9058 Жыл бұрын
ଭଣ୍ଡବାବାଙ୍କୁ ଯଦି ଏତେ ଧାଡ଼ି ଲାଗୁଛି ସତ ସତିକା ବାବା ହେଲେ କଣ ନ ହେବ।ଯଦି ମାଳିକା ଭାରତକୁ ଇଂରେଜ shaସନ କରିବ ବୋଲି ଆଗରୁ କହିଥାନ୍ତା ଲୋକେ ସତର୍କ ହୋଇଥାନ୍ତେ।ରାଜତନ୍ତ୍ର ଭାଙ୍ଗି ଗଣତନ୍ତ୍ର ହେବବୋଲି ମାଳିକାରେ କୋଉଠି ଲେଖା ହୋଇନି।
@sarojjethy5133
@sarojjethy5133 Жыл бұрын
Sri sri Sri gurudev saranam. Jay jagannath swami
@watchindia843
@watchindia843 8 ай бұрын
ସରଡବାବା ବିଦ୍ୟା ଦ୍ୱାରା ଭଲ କାମ କରୁଛନ୍ତି ତାଙ୍କୁ ବିରୋଧ କରିବାଲୋକ ଅହଂକାର ରେ ବଶୀଭୂତ ଅଛନ୍ତି
@G789ଓଡ଼ିଆ
@G789ଓଡ଼ିଆ Жыл бұрын
🌼ଜୟ 💓 ଜଗନ୍ନାଥ 🌼 🙏
@srmidia6453
@srmidia6453 11 ай бұрын
କଳୀ ଯୁଗେ ପ୍ରାଣି ଅନେକ ପ୍ରକାରେ ଭକ୍ତି ପଥ ଆବୋରିବେ ।।।ମୁନି ସଂଗେ ମୁନି ଖେଳ କରୁଥିବେ କେ କାହାକୁ ନ ଚିହ୍ନିବେ ।।।ସର୍ଵେ ମତ୍ତଭୋଳେ କାଳ କଟାଇବେ ହୋଇବ ଭକତ ହାନି ।।। ଧର୍ମ ବୋଲି ଯେଉଁ ଯୋଡି ଏ ଅକ୍ଷର ନ ଜାଣି ହୋଇବେ ଗ୍ୟାନି
@LaxmidharSahoo-ei1tq
@LaxmidharSahoo-ei1tq Жыл бұрын
When time will come the god see the truth but wait Satya santi Daya keshama❤
@amitsahoo6138
@amitsahoo6138 Жыл бұрын
Welcome ji satya santi days kshyama Wawrinka mahima please control your temperature wait good always see the truth argument is the thee
@watchindia843
@watchindia843 8 ай бұрын
ସାଧୁ ସାଧୁକୁ ଦୋଷ ଦେଲେ ମହାପାପରେ ଭଗମୋଲେ
@ranjandas-sq4gy
@ranjandas-sq4gy 5 ай бұрын
Danda bhul Kahi thile Nabin CM heba boli prachar Karu thila,mad aneka ghatana re khai chi, police mane khoju thile ferar hoi thila, Mahapurush achyuta Nanda Das nka Malika Ku Kahi bhandami Karu chhanti,Dibakar Baba sangh deu chhanti lobhi baba, Jay Jagannath Jay achyut sarana,
@sambitrout4125
@sambitrout4125 Жыл бұрын
Jay shree Gurudev 🙏🙏🙏 Jay shree Gurumaa🙏🙏🙏
@nibaranmahakhud9933
@nibaranmahakhud9933 Жыл бұрын
ବାବା ଆଜ୍ଞା ଙ୍କୁ ମୋ'ର କୋଟି କୋଟି ପ୍ରଣାମ,, ବାବା ଶାନ୍ତ ହୁଅ , ଆପଣ ଙ୍କର ଗୁରୁ ପରା କ୍ଷମାର ସାଗର, ତେଣୁ ଆପଣ ତାଙ୍କୁ ବି କ୍ଷମା କରି ଦିଅ,କିଏ କ'ଣ କହୁଛି କିଏ କ'ଣ କରୁଛି, କାହାକୁ ଅନୁସରଣ ନକରି, ଆପଣ, ଆପଣଙ୍କ ର ଗୁରୁ ପାଦଦେଶରେ ଚିତ୍ତ ନିବେଶ କରି ଆଗକୁ ଚାଲନ୍ତୁ, ଆପଣଙ୍କୁ ନିବେଦନ ଆପଣ ଜମାରୁ ରାଗନ୍ତୁ ନାହିଁ,, ଶରଣ ବାବା,, ଆପଣ ଙ୍କର ନମ୍ବର ଟି ଦେଲେ ମୁଁ ଆପଣଙ୍କ ସେବକ ଭାବରେ ସେବା କରିବା ପାଇଁ ଇଛୁକ। ମୋ'ର ଏହି ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ, ମୋ ନମ୍ବର -8018985427 ରହୁଛି ଆଜ୍ଞା, ଶରଣ ବାବା ଆଜ୍ଞା ଶରଣ ।
@watchindia843
@watchindia843 8 ай бұрын
ବହୁତ ସୁନ୍ଦର କଥା କହିଲା ଆମେନେ ଭି ସାଧୁ ନୁହ ଏକଥା ନିଜେ ପ୍ରମାଣ କରୁଛନ୍ତି ଭିଡ଼ିଓ ମଧ୍ୟ ମରେ
@RankandhiJena-iq2sg
@RankandhiJena-iq2sg 5 ай бұрын
ଉତ୍ତମ।
@smilesatyajit4335
@smilesatyajit4335 Жыл бұрын
Jay jagannath Swami Nayana path gami bhaba tume prabhu 🙏🙏🙏🙏🙏 jay Annanta swami 🙏🙏🙏🙏🙏 ei bhali bhabare Bhanda manankara mukha khola jaau.......
@basantidash9328
@basantidash9328 Жыл бұрын
Jay shree gurudev pranam
@NiranjanMohanty-sx7uj
@NiranjanMohanty-sx7uj Жыл бұрын
Jay Jagannath Jay Panchasakha Jay Sri Achyutananda Jay Gurudev Apanku Koti Koti Namaskar Baba
@ManoranjanBehera-x3q
@ManoranjanBehera-x3q Жыл бұрын
Mu jetiki mo chhota munda re janichi sadhu mane mantra jantra tantra byabahara karantini
@animeamv2317
@animeamv2317 9 ай бұрын
Jayjagannath❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉❤❤❤❤❤
@puthulsinha8926
@puthulsinha8926 Жыл бұрын
Jay Jay shree gurudev 🙏🙏🙏 Baba nku mora koti 🙏 Jaha v kahichhanty sarada vi nka kathha suniki ascharjiya lagiba saha ame gote babanka ku charitra babadare janiparilu🙏
@shinquanone8714
@shinquanone8714 Жыл бұрын
ସତ୍ୟ ଭଞ୍ଜ channel ରେ କେନ୍ଦ୍ରାପଡ଼ା ରେ ଜଣେ ବାବା ଙ୍କ ବିଷୟ ରେ ପ୍ରସାରିତ ହେଇ ଥିଲା। ସେଇ ବିଷୟ ରେ ୟେ ବାବା କହୁଛନ୍ତି ବୋଧେ।
@bikashpanda2509
@bikashpanda2509 Жыл бұрын
ତମେ କେହି ଏଠି ଠିକି ନୁହଁ ତମେ ତାକୁ କହୁଚ ସେ ତମକୁ କହୁଛି ତମେ ସବୁ ପାଗଳ 😄😄😄
@santanubanerjee6172
@santanubanerjee6172 Жыл бұрын
Jay jagatnath, jay panchasakha
@kartikkumarkar9249
@kartikkumarkar9249 Жыл бұрын
ଅଜୁ ବାବାଙ୍କୁ ପ୍ରଣାମ। ଅଜୁ ଵାଵା ଶାରଦା ର ଆଉ କଣ କଳା କାରନାମା ଅଛି,ତାହା ଲୋକ ଲୋଚନକୁ ଆଣାନ୍ତୁ।ଶାରଦା ର ସାହସ ନାହିଁ ସେ ଅଜୁ ବାବାଙ୍କୁ ସାମ୍ନା କରିବାକୁ।
@sibaprasadsinha3908
@sibaprasadsinha3908 Жыл бұрын
R8, kebe Sarada vi asibe khile ame Mala reddy kri rakhi6u .asantu samnaku tike😂
@swayangshibammohanty3346
@swayangshibammohanty3346 Жыл бұрын
Jay Guru krupa channel
@ଐତିହ୍ୟ
@ଐତିହ୍ୟ Жыл бұрын
ଅଜୁ ବାବା ପ୍ରଣାମ। ମୁଁ ଆପଣଙ୍କ ସହିତ ଏକମତ । ହେଲେ ମୋର ଗୋଟିଏ ଅନୁରୋଧ। ଆପଣ ସନ୍ଧାନ ପ୍ଲସ ଚ୍ୟାନେଲ କୁ କୁହନ୍ତୁ ସେ ମଧ୍ୟ ଏହି ବିଷୟ ରେ ଭିଡିଓ କରୁ ଆଉ ସାରଦା ର ପରଦା ଫାସ କରୁ।
@mirapriyadarshini7582
@mirapriyadarshini7582 Жыл бұрын
Right
@puthulsinha8926
@puthulsinha8926 Жыл бұрын
@aamy00 Thik achhi brother
@gurumohanty8208
@gurumohanty8208 Жыл бұрын
​@@mirapriyadarshini7582 baba bengali refugee😂
@LaxmidharSahoo-ei1tq
@LaxmidharSahoo-ei1tq 10 ай бұрын
Saradababa told
@LaxmidharSahoo-ei1tq
@LaxmidharSahoo-ei1tq Жыл бұрын
Pankila jenhe pankethai panka ta dehe nalagai❤
@swaink566
@swaink566 Жыл бұрын
ସାଧୁ ଯେ ମଳୟ ପବନ କାଠକୁ କରଇ ଚ଼ନ୍ଦନ
@tulsidutta9378
@tulsidutta9378 Жыл бұрын
Aju baba nkara ete Sundar mantabya pain Kan kahibu ama pakhare kichhi coment nahi Etiki kahibu apana gyana r Bhandara Ati sundar
@swaink566
@swaink566 Жыл бұрын
ପରିକ୍ଷା ହୋଇବ ବିଚାର ବସିବ କର୍ମରୁ ଜଣାପଡିବ
@prasantabehera2091
@prasantabehera2091 Жыл бұрын
Apanku pranam thik katha
@NarayanSwain-cv8im
@NarayanSwain-cv8im 7 ай бұрын
Kalpana mohanty gala kuade ? Se thile sabu kahithanta.
@madhusudannayak3126
@madhusudannayak3126 Жыл бұрын
Hare Krishna
@d.rajeebpradhan5946
@d.rajeebpradhan5946 Жыл бұрын
Jay gurudev jai guru Mata Jai jagannath Jai ananta mahaprabhu nkra jai hauu,,,🙏🙏🙏🙏
@adhirakumar5272
@adhirakumar5272 Жыл бұрын
Trahi Jagannath🙏🙏🙏🙏🙏🙏🙏
@LaxmidharSahoo-ei1tq
@LaxmidharSahoo-ei1tq 10 ай бұрын
No argu❤ wait when time will come
@anadicharonmahanty7328
@anadicharonmahanty7328 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ।ହରିହର ଵାଵାଙ୍କୁ ପ୍ରଣାମ। ଵାଵା ମୁଁ ସାରଦା ଘର ପାଖର ପିଲା ।ଆମେ ମଧ୍ୟ କିଛି ନା କିଛି ତାଙ୍କ ବିଷୟରେ ଜାଣିଛୁ । ଆପଣ ଶାନ୍ତ ହୁଅନ୍ତୁ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।
@nirupamabehera4539
@nirupamabehera4539 Жыл бұрын
Tumara phone no dia
@sibaprasadsinha3908
@sibaprasadsinha3908 Жыл бұрын
Apanaka phone number diyantu plz..
@laxmanbisoi1593
@laxmanbisoi1593 Жыл бұрын
sadhu kebe para ninda kare nahin
@BalaramSahoo-jr9xg
@BalaramSahoo-jr9xg 6 ай бұрын
Dui Jana muhna muhne huantu
@Aditya.aditya.
@Aditya.aditya. Жыл бұрын
ଜଗନ୍ନାଥ ମହାପ୍ରଭୁଙ୍କର ସବୁ ଭକ୍ତ ଗୁଡ଼ିକ ସେ ଜଗତସିଂହପୁର, କେନ୍ଦ୍ରାପଡା,କଟକ ଭିତରେ ଅଛ ,ସେଠି ସବୁ ବାଡାବାଡି, ହୋଇସାରି ଆଉ ଯିଏ ସବୁ ବଳିବ ପୁରୀ ଆସିବ ,ପୁରୀ ଆସିଲେ ଆମେ ଜାଣିବୁ ଭକ୍ତଙ୍କ ସୀରୋମଣୀ. କିଏ
@mukeshmohapatra7721
@mukeshmohapatra7721 Жыл бұрын
jay shree jagganth ,,,,,, malike apekhya rata
@mirapriyadarshini7582
@mirapriyadarshini7582 Жыл бұрын
Right
@gurumohanty8208
@gurumohanty8208 Жыл бұрын
Right. Gote gote FIR hau yanka nama re ebethu???
@sibaprasadsinha3908
@sibaprasadsinha3908 Жыл бұрын
​@@gurumohanty8208 nai ma satare😂😂 . Achhi dum kariki dekhei pariba ta ame janibu tuma aukat Taku.. Kn kn na kahu6 re.. Jibanre kebe thanare thiya hei6 .fir kn jani6😂
@nilakanthasahoo8101
@nilakanthasahoo8101 Жыл бұрын
ବିଲ୍କୁଲ ଠିକ୍ କହିଚନ୍ତି ଏ ସବୁ ବାବା ମାନଙ୍କୁ ପୁରୀ ରେ ପରୀକ୍ଷା ଦିଅନ୍ତୁ
@rajendramuduli3320
@rajendramuduli3320 Жыл бұрын
ଜୟ ଗୁରୁ ଶରଣମ୍
@RanjuBhoi-w6l
@RanjuBhoi-w6l Жыл бұрын
Om guru debaya nama
@gitaranipanda5871
@gitaranipanda5871 Жыл бұрын
Nbbnbbbbñbbbnbbbbbbbbbbbbbnbbbbbbbbbbbhbbbbbbbbbnnbbnhnbnbnbbnbbbbbbbnbb😅bb
@anupamanayak8568
@anupamanayak8568 Жыл бұрын
ସବୁ ଭଣ୍ଡ ଓ ମିଥ୍ଯା ଵେପାର ବନ୍ଦ ହେବା ଦରକାର ।ଅଜୁ ଵାବା ମୁଁ ଆପଣଙ୍କ ପାଖକୁ ମଧ୍ୟ ଯାଇଛି ।ଜୟ ଜଗନ୍ନାଥ ।
@ajayakumarpati5602
@ajayakumarpati5602 Жыл бұрын
vulerable bi au asibani.
@ଐତିହ୍ୟ
@ଐତିହ୍ୟ Жыл бұрын
ସେ ଯିବେ କି ନ ଯିବେ ତମେ କହିବାକୁ କିଏ?
@ajayakumarpati5602
@ajayakumarpati5602 Жыл бұрын
​@@ଐତିହ୍ୟtame mate kahibaku kids
@ajipade
@ajipade Жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା, ଏ ସାଧୁ ସମାଜ କୁ ପ୍ରତିନିଧିତ୍ଵ କରିଥିବା ସାଧୁ ମାନେ ନିଜର ଜ୍ଞାନ ଗରିମା ତ୍ୟାଗପୂତ ଭଗବତ ବିଷୟ ଛାଡ଼ି ଏମିତି ଶସ୍ତା ଲୋକ ପରି ଅଶାଳୀନ ଶବ୍ଦ ଜଣେ ଆଉ ଜଣକୁ ସାଧୁ ସମ୍ପ୍ରଦାୟ କୁ ଭଣ୍ଡ ଆକ୍ଷେପ ସମାଜରେ ସମଗ୍ର ସାଧୁ ମାନଙ୍କୁ ସନ୍ଦେହ ସୃଷ୍ଟି କରୁଛି, ଏମାନେ ସାଧୁ ତ? ଏ ସମୟ ଠିକ୍ ଉତ୍ତର ଦେବ! ଜୟ ଜଗନ୍ନାଥ ଜୟ ପଞ୍ଚସଖା
@sanjaykumarkar9730
@sanjaykumarkar9730 9 ай бұрын
Michha prahasan bandakara guni re hauchi godari lo nija godaku cah
@Gyanaranjan992
@Gyanaranjan992 9 ай бұрын
Jatadhari comment section band karicha kanpain
@bhagabatimahanta3621
@bhagabatimahanta3621 Жыл бұрын
Jay guru saranam
@tulsidutta9378
@tulsidutta9378 Жыл бұрын
Bahut bahut bahut Sundar mantabya Baba nkara Guru nkara asanman pain aji Jane sisyar kartabya Kan kahniki semane Jane bhanda asadhu r kharab mantabya r utara dauchhanti Ati Sundar utara dele Aju baba Jay Jay Jay Jane utama sisya r kama kale Guru sahibe kintu Gote sisya kebe sahibeni
@debendrakumarmahapatra6925
@debendrakumarmahapatra6925 Жыл бұрын
Jayagurudeba..... Hareharababa.. Pranama
@sukantakumarsahoo9646
@sukantakumarsahoo9646 Жыл бұрын
ଏମିତି ବାବା ବାଡି ହୋଇ ମରିବ
@swayangshibammohanty3346
@swayangshibammohanty3346 Жыл бұрын
Jay Hari hara baba 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@nirmalchandrabarik1219
@nirmalchandrabarik1219 Жыл бұрын
Malika ra prachar prasar pain anta bhidithiba Bhai mananku mor pranam, kintu nija nija bhitare jau intolerance and jealousness Kan pain?? Sansara re ek hi Satya BRAHMA, Au sabu mithya... Take Care!!!!!!
@gurumohanty8208
@gurumohanty8208 Жыл бұрын
ବେଙ୍ଗଲୀ ଲୋକ ଟା ବାଂଲାଦେଶୀ refuge ଭଳିଆ ଲାଗୁଛନ୍ତି, ଖାଲି ବାବା ସାଜି ଆଧାର କାର୍ଡ ନବl ଚକକର ଭଣ୍ଡ କୁ ଧରି!!!😂
@ajayakumarpati5602
@ajayakumarpati5602 Жыл бұрын
tu refuji valia sabu jagare pasuchu..
@sibaprasadsinha3908
@sibaprasadsinha3908 Жыл бұрын
Tu ete gapu6u @gurumohanty,Hindu ku chinhi sikhinu tu tale Hindu na bala kn.tu refuse ru Hindu hei6u bodhhe to guru ku mall dei
@gurumohanty8208
@gurumohanty8208 Жыл бұрын
@@ajayakumarpati5602 nonesense
@gurumohanty8208
@gurumohanty8208 Жыл бұрын
@@sibaprasadsinha3908 nonesense
@tulsidutta9378
@tulsidutta9378 Жыл бұрын
Be in your limit.. Mind ur own business
@mamatamuduli3292
@mamatamuduli3292 Жыл бұрын
Jay jagannath Jay panchaskha Jay ananta Jay guru charanna 💐🙏
@rammohanty6070
@rammohanty6070 9 ай бұрын
worst baba worst our odisha culture.Aju baba open challange to sarad
@SusantSusant-wn4wn
@SusantSusant-wn4wn Жыл бұрын
Jay Jagannath🙏🙏🙏🙏🙏🙏
@sanjayswainsanjay
@sanjayswainsanjay Жыл бұрын
ଶାରଦା ମୁଣ୍ଡ ଖରାପ ହୋଇ ଗଲାଣୀ
@manoj-b8t
@manoj-b8t Жыл бұрын
ଋଷି ତୁମେ ଭଲ କାର୍ଯ୍ୟ କରୁଛ.... କରିଚାଲ.... ଭଗବାନ ତୁମ ମଙ୍ଗଳ କରନ୍ତୁ....
@ajayakumarpati5602
@ajayakumarpati5602 Жыл бұрын
pranam gurudev maa.
@sanjaykumarkar9730
@sanjaykumarkar9730 7 ай бұрын
Jadi kichhi janicha kuha bekara halaka Katha kuhani tike tike kn janiki nijaku bada vhabicha
@digdarshanmahali4417
@digdarshanmahali4417 Жыл бұрын
Ame gurudev nku prathana karuchu sarada ku sad budhi deantu . Jay gurudev
@manojkumarsahu7013
@manojkumarsahu7013 Жыл бұрын
Jaya jagannath
@sureshchandrapanda3179
@sureshchandrapanda3179 Жыл бұрын
Jay guru
УЛИЧНЫЕ МУЗЫКАНТЫ В СОЧИ 🤘🏻
0:33
РОК ЗАВОД
Рет қаралды 7 МЛН
БАБУШКА ШАРИТ #shorts
0:16
Паша Осадчий
Рет қаралды 4,1 МЛН
Puri Jagannath Story !! Puri Ratha Yatra Story !! Odisha Temple Story
23:09
DIBYABRAMHA PRODUCTION
Рет қаралды 3 МЛН
Team Satya Bhanja At Ayodhya | Malika Bachana | Satya Bhanja
10:54
Satya Bhanja
Рет қаралды 22 М.
УЛИЧНЫЕ МУЗЫКАНТЫ В СОЧИ 🤘🏻
0:33
РОК ЗАВОД
Рет қаралды 7 МЛН