Рет қаралды 91,939
Akashathu Ucha || ଆକାଶ ଠୁ ଉଚ୍ଚ || New Odia Christian Dance Video Song 2024 ||Singer -Tejaswini Naika
Singer - Miss. Tejaswini Naika
Lyrics and Music - Sobulan Bhuyan
Producer - Soudamini Bhuyan
Programme Arrangement and Audio Recording - Kumar Mantu
Camera, Video Edit and Thumbnail - Akshaya
Full Lyrics :-
____________
ଆକାଶ ଠୁ ଉଚ୍ଚ ପ୍ରଭୁ ତୁମ ପ୍ରେମ
ସାଗରୁ ଗଭୀର ଯୀଶୁ ତବ ପ୍ରେମ
ପାଇଛି ମୁଁ ପାଇଛି ତୁମରି ପ୍ରେମ
ଭୁଲିବି ନି ପ୍ରଭୁ ଅତୁଳ ସେ ପ୍ରେମ
ପ୍ରେମ ସେହି ପ୍ରେମ ଚିରନ୍ତନ ପ୍ରେମ =0=
ହଜି ଥିଲି ମୁଁ ପ୍ରଭୁ ଏଇ ଜଗତେ
ଖୋଜି ଖୋଜି ମୋତେ ରକ୍ଷା କଲ ସତେ
କଳୁଷ ଭରା ଥିଲା ଜୀବନ ମୋର
ପାପ ସବୁ କ୍ଷମି କରିଛ ନିଜର
ଭୁଲିବି ନି ପ୍ରଭୁ ଅଭୁଲା ସେ ପ୍ରେମ
ପ୍ରେମ ସେହି ପ୍ରେମ ଚିରନ୍ତନ ପ୍ରେମ =1=
ସତରେ ମୁହିଁ କେତେ ଯେ, ଭାଗ୍ୟବାନ
ପାଇଲି ଯୀଶୁଙ୍କୁ ସେ ତ ମୋ ଜୀବନ
ସେବିବି ନିତି ମୋର ପ୍ରିୟପ୍ରଭୁଙ୍କୁ
ନେବେ ସେ ମୋତେ ସାଥେ ସ୍ବର୍ଗ ରାଜ୍ୟକୁ
ରହିବି ଶାନ୍ତିରେ ଧନ୍ୟ ତାଙ୍କ ପ୍ରେମ
ପ୍ରେମ ସେହି ପ୍ରେମ ଚିରନ୍ତନ ପ୍ରେମ =2=
ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସହାୟକ ହେବ....
ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ
ଧନ୍ୟବାଦ ।
#akashattuuchanewodiachristiandancevideosong
#soudaminimusic