ଅମୂଲ୍ୟ ରତ୍ନ ଭଣ୍ଡାର ବାବା ଉଦ୍ଧବ ଦାସଙ୍କ ମାଳିକା ବର୍ଣ୍ଣିତ ପୀଠ |Malika Bachana |

  Рет қаралды 2,223

Debesh Out Tour

Debesh Out Tour

Күн бұрын

Пікірлер: 16
@Reenaray645
@Reenaray645 Жыл бұрын
Jay jaggannath 🙏🙏🙏
@Debeshouttour
@Debeshouttour Жыл бұрын
🙏Jay Jagannath Jay Udhaba Baba
@biswabhusanrath2814
@biswabhusanrath2814 Жыл бұрын
ମାଳିକା ବର୍ଣ୍ଣିତ ଉଦ୍ଧବ ଦାସଙ୍କ ମହାନ୍‌ ପୀଠ ଦର୍ଶନ କରି ଧନ୍ୟ ହେଲି । ଏହି ପୀଠର ଇତିହାସ, କିମ୍ବଦନ୍ତୀ ଏବଂ ମହିମା ଶୁଣି ଅତ୍ୟନ୍ତ ପ୍ରୀତ ହେଲି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଏହିପରି ମାଳିକା ବର୍ଣ୍ଣିତ ସିଦ୍ଧପୀଠ ସମ୍ପର୍କରେ ଭିଡ଼ିଓ ପ୍ରସାର କରିବା ପାଇଁ ଅନୁରୋଧ । ଜୟ ଜଗନ୍ନାଥ । 🙏🙏🙏🙏
@Debeshouttour
@Debeshouttour Жыл бұрын
🙏 ଜୟ ଜଗନ୍ନାଥ ଜୟ ପଞ୍ଚସଖା ତାଙ୍କରି କୃପା ଆଉ ଆପଣ ମାନଙ୍କର ଭଲପାଇବା ଆଶୀର୍ବାଦ ରହିଲେ ଏପରି କ୍ଷେତ୍ର ଦେଖେଇବାକୁ ସୌଭାଗ୍ୟ ମିଳିବ l ଆଉ ଆପଣଙ୍କୁ ମଧ୍ୟ ବହୁତ୍ ବହୁତ୍ ଧନ୍ୟବାଦ୍
@asitrout7659
@asitrout7659 Жыл бұрын
🙏🙏🌹ଜୟଜଗନ୍ନାଥ
@Debeshouttour
@Debeshouttour Жыл бұрын
🙏 ଜୟ ଜଗନ୍ନାଥ
@susantkumarjena2566
@susantkumarjena2566 Жыл бұрын
ସେ ପିଲା କହିଲା ଜେ ମୁଁ ଦେଖି ଛି ବାବା ଙ୍କ ସମାଧି ଛୋଟ ଥିଲା ତାର ବୟସ କେତେ ଯେ ସେ ଦେଖି ଛି ଆମେ ଦେଖିନୁ ❤❤❤❤❤
@Debeshouttour
@Debeshouttour Жыл бұрын
ଭାଇ ତୃଟି ହେଲେ କ୍ଷମା ମାର୍ଜନା,ଭାବ ବିହଳରେ ହଁରେ ହଁ କରିଦେଇଛି ସେଥି ପାଇଁ ମୋ ତରଫରୁ କ୍ଷମା ମାଗୁଛି କିନ୍ତୁ ଘଟଣାଟି ସତ୍ୟ ବିଶ୍ୱାସ ମୂଳେ ଭଗବାନ,🙏 ଜୟ ଜଗନ୍ନାଥ.. ଆପଣଙ୍କ ଦିନଟି ମଙ୍ଗଳ ମୟ ହେଉ ❤️❤️❤️❤️
@ajayakumarnahak5702
@ajayakumarnahak5702 Жыл бұрын
ମଦନ ବାବୁଙ୍କ ଭଳି ବହୁତ ଅନୁଭବୀ ବ୍ୟକ୍ତି ଭୁଷଣ୍ଡପୁରରେ ଅଛନ୍ତି। ସମସ୍ତଙ୍କର ମତାମତ ନେଲେ ଉଦ୍ଧବ ବାବାଙ୍କ ବିଷୟରେ ଅନେକ ଅଜଣା ରହସ୍ଯ ଜାଣି ହେବ।
@Debeshouttour
@Debeshouttour Жыл бұрын
ଜୟ ଜଗନ୍ନାଥ 🙏 ଯାହା ହେଉ ଏହିପରି ମନ୍ତ୍ୟବ୍ୟ ଦେଇ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🕉️
@tapankumarnahak4252
@tapankumarnahak4252 Жыл бұрын
ବ୍ରହ୍ମଦର୍ଶୀ ସନ୍ଥ ଉଦ୍ଧବ ଦାସ ମହାପୁରୁଷଙ୍କର ଜ୍ଞାନ ଉଦୟ ଉପଦେଶ ଅମୂଲ୍ୟ ପୁସ୍ତକ ଓ ଅନ୍ୟାନ ସମସ୍ତ କିମ୍ବଦନ୍ତୀ ସମ୍ମୋହନ ସଦୃଶ । ସାଧକ ବ୍ୟତୀତ ଅନ୍ୟ କେହି ଜାଣିବା ଏତେ ସହଜ ନୁହେଁ।
@Debeshouttour
@Debeshouttour Жыл бұрын
🙏 ଜୟ ଜଗନ୍ନାଥ...ବହୁତ ସୁନ୍ଦର ଟିପ୍ପଣୀ ଓ ବହୁ ମୂଲ୍ୟବାନ ସମୟ ଦେଇ ମତ ପ୍ରକାଶ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🕉️
@chandankumrchandan2840
@chandankumrchandan2840 Жыл бұрын
Thanks,autare,jantu
@Debeshouttour
@Debeshouttour Жыл бұрын
🙏 ଜୟ ଜଗନ୍ନାଥ..ବାବାଙ୍କ କୃପା ହେଲେ
@chandankumrchandan2840
@chandankumrchandan2840 Жыл бұрын
Ae,pioa,kustnare,oikana,adres,batantu
@sambhudas5195
@sambhudas5195 Жыл бұрын
Very good