Praise the lord sir... ପ୍ରଭୁଙ୍କ ମହତ୍ ନାମରେ ମୁଁ ଆପଣଙ୍କୁ ଓ Rev Amit pani sir ଙ୍କୁ ହୃଦୟ ସହ ଧନ୍ୟବାଦ ଜ୍ଞାପନ କରେ କି ଆପଣ ମାନଙ୍କ ପରିଶ୍ରମ ଓ ଯୀଶୁଙ୍କ ନିମନ୍ତେ ନିଜକୁ ସମର୍ପଣ ଜୀବନ ପାଇଁ ପ୍ରଭୁ ଅନୁଗ୍ରହ ଓ ଅଶ୍ରିବାଦ ପ୍ରଦାନ କରନ୍ତୁ, ଏଭଳି ଗୀତଟି ଆମକୁ ଭେଟି ଦେବେ ତାହା ମୁଁ ଭାବି ନ ଥିଲି, ଗୀତଟି ବହୁତ୍ ହୃଦୟ ସର୍ଶି ଏବଂ ପ୍ରକୃତ କାରଣ ମାନ ଦର୍ଶାଇ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଏ,,, Thank you so much sir ❤❤❤.. God bless you Both of you... AMIT & AMIT