ଟନ ପାଳ ବର୍ଷିୟାନ କଳାକାର ଙ୍କ ଘର ସାକ୍ଷାତକାର ନିୟତି ଗଣନାଟ୍ୟ / anchor Krishna Kumar / tana paala

  Рет қаралды 64,144

Anchor Krishna Kumar

Anchor Krishna Kumar

Күн бұрын

Пікірлер: 171
@ratikantsamal6427
@ratikantsamal6427 Жыл бұрын
କ୍ରିଷ୍ଣା ଭାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ମୋର ଜଣେ favourite ଅଭିନେତା ଙ୍କୁ ଦେଖେଇଲେ
@rakshyakarmahakud4603
@rakshyakarmahakud4603 Жыл бұрын
ବହୁତ ବହୁତ ଧନ୍ୟବାଦ ଏଭଳି ଅନୁଭବୀ ଅଭିନେତା ଙ୍କୁ ସାମ୍ନା ଙ୍କୁ ଆଣି ଥିବା ରୁ, ସେହି ଭଳି ଆଉ ଜଣେ ଅନୁଭବୀ ଅଭିନେତା ବୈରାଗୀ ସାହୁ ଙ୍କ ବିଷୟରେ ଜଣାଇବାକୁ ଅନୁରୋଧ
@sontashbahera5487
@sontashbahera5487 Жыл бұрын
Krishna bhai apan tana pal bhali କଳାକାରଙ୍କ ସହ ସାକ୍ଷତକାରର କଲେ ମୋତେ ବହୁତ୍ ବଢିଆ ଲାଗିଲା ମୁ ନୀୟତି ଗଣନାଟ୍ୟ ର ଯାତ୍ରା ଦେଖିଛି ବହୁତ ଭଲ ❤❤
@bhabanijayasingh2144
@bhabanijayasingh2144 Жыл бұрын
ବହୁତ ସୁନ୍ଦର ବର୍ଷୀୟାନ କଳାକାର ଙ୍କୁ ଶୁଭେଛା ଜଣାଉଛି
@naraharipatra2664
@naraharipatra2664 Жыл бұрын
Mu Bahut khujuthili Tona Palanku. Thank you Krisna Babu.
@rohitnagesh6845
@rohitnagesh6845 Жыл бұрын
ଏହି ମହାନ କଳାକାର ଙ୍କ ଏପିଷୋଡ଼ ମୁଁ ମନେ ମନେ ଖୋଜୁଥିଲି
@amirbox1975
@amirbox1975 Жыл бұрын
କ୍ରିଷ୍ଣା ଭାଇ ଧନ୍ୟବାଦ ବହୁତ ଦିନ ପରେ ଟନସାରଙ୍କୁ ସ୍ଵାକ୍ଷତ କରାଇଲେ ।।
@legendgamer2600
@legendgamer2600 10 ай бұрын
ଅଭିମାନଛୋଟରାୟକଳାପଥରଶରତଭାଇ
@AlokMishra-w3e
@AlokMishra-w3e 2 ай бұрын
Voice super❤❤❤❤
@pradyumnamishra9761
@pradyumnamishra9761 3 ай бұрын
ସମ୍ମାନୀୟ କଳାକାର ଶ୍ରୀଯୁକ୍ତ ଟନ ପାଳ ମହାଶୟଙ୍କୁ ସାଦର ପ୍ରଣାମ l ମହାଶୟ ଯାତ୍ରା ଜଗତର ଅନନ୍ୟ କଳାକାର ସବୁଦିନ ପାଇଁ ସ୍ମରଣୀୟ ରହିବେ l
@AlokMishra-w3e
@AlokMishra-w3e 2 ай бұрын
Super actor
@prasantapanda1703
@prasantapanda1703 Жыл бұрын
ସାରଙ୍କର ବାକି ରହିଲା ମୋ ରାକ୍ଷୀ ପଇସା ବହୁତ ବଢିଆ ହେଇଚି
@jagannathpaikaray7966
@jagannathpaikaray7966 Жыл бұрын
ବହୁତ ଦିନ ହେଲା ଦେଖି ନ ଥିଲି୤। ଶୁଭେଚ୍ଛା ଜଣାଉଛି। ଟନ ପାଳ କଂର ଅଭିନୟ ଆଜି ପର୍ୟ୍ଯନ୍ତ ମନେ ଅଛି।।
@mr360liveevents
@mr360liveevents Жыл бұрын
କିମ୍ବଦନ୍ତୀ କଳାକାର, ଚିର ନମସ୍ୟ, କ୍ରିଷ୍ଣା ଭାଇ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏
@ମାନବପ୍ରେମୀହିମାଂଶୁ
@ମାନବପ୍ରେମୀହିମାଂଶୁ Жыл бұрын
ଭାଇନାଙ୍କୁ ମୋର ପ୍ରଣାମ🙏 ଜୟ କଳା ଜୟକଳାକାର🙏
@sudhansusekhar8723
@sudhansusekhar8723 Жыл бұрын
Bahut bahut puruna kalakar dekhiba ku paili.thanks Krishna babu
@satyasundarpati7406
@satyasundarpati7406 Жыл бұрын
Bhuli jaithiba kalakar nku video re dekhi khusi lagila
@chaitanyabariki810
@chaitanyabariki810 Жыл бұрын
ଶୁଭେଚ୍ଛା କୃଷ୍ଣ ବାବୁ 🙏 ସାର୍ ଙ୍କୁ ଶୁଭେଚ୍ଛା ଏ ସାର୍ ଙ୍କୁ ଦେଖି ଥିଲୁ ସୁରଟ ରେ କଳାପଥର ବାକି ରହିଲା ତୋ ରାଖି ପ ଇ ସା ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏 ବନ୍ଦେ ଉତ୍କଳଜନନୀ 🙏
@pradipbarik7861
@pradipbarik7861 Жыл бұрын
Very nice vlog.. Thank you brother
@sushantabhuyan7882
@sushantabhuyan7882 Жыл бұрын
ଧନ୍ୟ ବାଦ ଆପଣଙ୍କୁ, ଅଢେ଼ଇ ଦିନର ବୋହୁ ନାଟକ ମୋର ପସନ୍ଦ
@rajeshpany8651
@rajeshpany8651 Жыл бұрын
ବହୁତ ବହୁତ ଧନ୍ୟବାଦ ଜଣେ ଦକ୍ଷ କଳାକାର ଙ୍କୁ ଦେଖେଇ ଥିବାରୁ.
@Aditya.aditya.
@Aditya.aditya. Жыл бұрын
Krishna babu ମୋର ସହିତ ଟିକେ କଥା ହୋଇ ପାରିବ, କଥା ଟା ଏହା ଯେ ନିମାପଡା ରେ ତୁଳସୀ ଯାତ୍ରାର ଆଗଧାଡିର ଟିକଟ ମିଳୁନି ,ଆପଣ ଆପଣଙ୍କ ଦ୍ଵାରା କିଛି ବ୍ୟବସ୍ଥା ହେଇ ପାରିବନି
@ranjanprusty2755
@ranjanprusty2755 Жыл бұрын
Veteran actor Mr.Sarat Pal.Many many salutes. .....
@pradeepkumarrout7946
@pradeepkumarrout7946 Жыл бұрын
ଭଲ ନାୟକ ଜଣେ ସୁନ୍ଦର
@allnews9558
@allnews9558 10 ай бұрын
My favrate natak of tana pala muka devata niyati gananatya
@SukantaTripathy-j4h
@SukantaTripathy-j4h Жыл бұрын
Really bhai bhai nku bhaut mane pakauthil,thank u dekhibaku pailu
@akshyasahu4335
@akshyasahu4335 Жыл бұрын
ଦାଦା 🙏, ନିୟତି ଗଣନାଟ୍ୟ ର ସ୍ରଷ୍ଟା ଙ୍କର ସବୁ ଥିଲା,, ଜୀବନ ନାଟକ କୁ ନିୟତି ବଦଳେଇ ଦେଇଚି 🤔ଘରେ ଏକୁଟିଆ ରହିବା ରେ ମାନସିକ ପ୍ରଭାବ 🤔
@uttamkumarsahu511
@uttamkumarsahu511 Жыл бұрын
, ଧନ୍ୟବାଦ୍ କ୍ରିଷ୍ଣା ଭାଇ
@DebrajNandaDN
@DebrajNandaDN Жыл бұрын
କ୍ରିଷ୍ଣା ଭାଇ ବହୁତ ଧନ୍ୟବାଦ sir ଙ୍କର ନାଟକ କଳାପଥର ପୁରା ହୃଦୟସ୍ପର୍ଶୀ
@jobupdates6496
@jobupdates6496 Жыл бұрын
ସେହି ସମୟରେ ମୁଁ ଛୋଟ ଥିଲି।ଦୂରଦର୍ଶନରେ ପ୍ରସାରିତ ହେଉଥିଲା।ତାଙ୍କ ସଂଳାପ କହିବା ଶୈଳୀ ସହିତ ଚରିତ୍ର ବେଶ ଖାପ ଖାଇଥିଲା।ବହୁ ଚର୍ଚ୍ଚିତ ନାଟକ ଥିଲା।
@sanjayswain2194
@sanjayswain2194 Жыл бұрын
ମୋ ପସନ୍ଦର କଳାକାର ଟନ ବାବୁ
@santoshkumarsingh1973
@santoshkumarsingh1973 Жыл бұрын
Legend Actor Of Odiya Jatra Industry. ..
@trilochanswain1404
@trilochanswain1404 2 ай бұрын
Bahut bahut dhanyawad bhai
@sashikantasahoo7789
@sashikantasahoo7789 7 ай бұрын
Best ever actor i ever seen. Amiti Actor nka replacement asamvababa 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Thanks Krishna bhai 🙏🏻
@brajkishoresarangi3791
@brajkishoresarangi3791 4 ай бұрын
ଭସିଲା ପଥର ବୁଡିଲା ସୋଲ । ତାଙ୍କର ସବୁଠାରୁ ଭଲ ନାଟକ ।
@gourhariswain2438
@gourhariswain2438 11 ай бұрын
Thank You krishana bhai A sabu loka lochan ku Anithiba ru
@subratmuduli3043
@subratmuduli3043 Жыл бұрын
Jayguru
@subashpatra2828
@subashpatra2828 Жыл бұрын
ସତରେ ବହୁତ ବଢିଆ ଲାଗିଲା,
@dipaksahoo2200
@dipaksahoo2200 Жыл бұрын
Nicely Krishna bhae
@pradiptasahoo1604
@pradiptasahoo1604 Жыл бұрын
Tnq tana babu ,,,, god bless you....Krishna bhai dali bhunya ku tk anatu
@jaylaxminarayan4337
@jaylaxminarayan4337 Жыл бұрын
ଅତିତରେ ଯାତ୍ରା ର ମୂଳ ପିଣ୍ଡ କଟକ ଜିଲ୍ଲା ଏବଂ ଅଭିକ୍ତ ଜଗତସିଂହପୁର
@KurumaniBarik-uc9jz
@KurumaniBarik-uc9jz Жыл бұрын
ଶରତ ମହାନ୍ତି. ମନ୍ଦାକିନୀ ଙ୍କୁ ଦେଖାନ୍ତୁ. ଯାତ୍ରା ପ୍ରେମୀ ମାନେ ଜାଣିବାକୁ ଚାହୁଁଛନ୍ତି.
@premandkeshri1942
@premandkeshri1942 Жыл бұрын
Wow jahar apekhare a manish thila ..thanku bhai...jay jagannath
@resmapradhan9020
@resmapradhan9020 Жыл бұрын
Old is allways gold krshna bhai
@jatraloversibun
@jatraloversibun Жыл бұрын
Jay Jagannath 🙏🙏🙏 Bahutu sundar video bahutu khushi lagila ajira vlogs 🥰🥰🥰👌👌👌👍👍👍👍🙏🙏🙏 bhai
@simapatra2088
@simapatra2088 Жыл бұрын
So super duper om niyate radhanga at tana pala good actor
@MrutyunjayaBarik
@MrutyunjayaBarik Жыл бұрын
Legend of odia jatra industry...... Kalapathara❤❤❤
@prashantasethi9922
@prashantasethi9922 Жыл бұрын
Bhala paie thili Raja jhiaku
@rjsomyavlogs2697
@rjsomyavlogs2697 Жыл бұрын
My favorite actor mun bahut dine pare dekhili nice God bless you💖
@shubhranshubehera1200
@shubhranshubehera1200 Жыл бұрын
ବହୁତ ଭଲ କଳାକାର
@bimalanayak-cp4gj
@bimalanayak-cp4gj Жыл бұрын
Very nice vedeo bhala lagila sir ku dekhiki Thanks 🌹🌹🌹🙏🙏🌹
@rabinarayanbehera1480
@rabinarayanbehera1480 Жыл бұрын
Many many thanks kk for your vlogs on a seasoned and versatile artist
@sripadpradhan7232
@sripadpradhan7232 Жыл бұрын
Mr. Sarat Pal/Tana Pal is a Legendary Artist of Jatra Industries 👏👏👏
@jayaprakashmohapatra5644
@jayaprakashmohapatra5644 Жыл бұрын
ସବୁଠାରୁ ଭଲ ଅଭିନୟ ଥିଲା କିଏ ଯୋଡ଼ିଦେବ ଭଙ୍ଗା ଚୁଡ଼ିକୁ
@sanjayanayak2667
@sanjayanayak2667 Жыл бұрын
Thank u krishna Bhai
@AnkitaBehera-ws2en
@AnkitaBehera-ws2en Жыл бұрын
First class artist.
@jataraupdate
@jataraupdate Жыл бұрын
ଟନ ବାବୁ କୁ ପଚାରନ୍ତୁ ସାବୁଲିଆ ଦକ୍ଷିଣେଶ୍ୱର ଓପେରା ବିଷୟରେ ଜାଣିବାକୁ ସବୁ ଦର୍ଶକ କ ଇଚ୍ଛା ହେଉଛି ଆଉ ସାତ ଶଙ୍ଖ ଓପେରା ପାର୍ଟି ବନ୍ଦା ରହି ସବୁଲିଆରେ ଦକ୍ଷିଣେଶ୍ୱର ଓପେରା ହେଲା ମୁଁ କିଛି ଜାଣିଚି କିନ୍ତୁ ଆପଣ ଟନ ବାବୁ କ ଟୁ ଭଲ ରେ ଜାଣି ପାରିବେ । କ୍ରୀଷ୍ଣା ଭାଇ ଆପଣ କୁ ଲାଗିଲା ବାକି ପଚାରିବା କଥା 🙏🏻
@kumarranjit7076
@kumarranjit7076 Жыл бұрын
Sir nkara baki rahila mo rakhi paisa super jatra..💕💕💕
@pritiranjanrout2101
@pritiranjanrout2101 Жыл бұрын
Bhai bahut dhanyabad
@ommsairam1835
@ommsairam1835 Жыл бұрын
Dhanyavaad krishna bhai 🙏🙏 tana bhai nku dekhi bhalalagila
@hkmishramishra851
@hkmishramishra851 Жыл бұрын
Pillar of jatra industry🙏
@sanjayakumarnahak4416
@sanjayakumarnahak4416 Жыл бұрын
🎉🎉thanks krishna sir For connecting my favorite jatra ⭐⭐star He has the unique voice
@mochashamohasa6398
@mochashamohasa6398 Жыл бұрын
Thanks good bless you Jay jagannath
@jenamanisambitprakashnayak1387
@jenamanisambitprakashnayak1387 Жыл бұрын
Tana pala no 1 My favorite
@rabinodiabbsr5342
@rabinodiabbsr5342 Жыл бұрын
Ur unique krishna Babu
@hkmishramishra851
@hkmishramishra851 Жыл бұрын
Sirnka dialogue fluency was amazing
@pkjenapkjena8284
@pkjenapkjena8284 Жыл бұрын
ଜୟ ଜଗନ୍ନାଥ
@somanathpanda9389
@somanathpanda9389 Жыл бұрын
ଆଜି ଯାତ୍ରା ଜଗତରେ କେବଳ ଟଙ୍କା ଉଡୁଛି ଏଭଳି କଳାକାର tanababu ଭଳି ଲୋକ ଦେଖିବାକୁ ବିରଳ
@lokanathsahoo8960
@lokanathsahoo8960 Жыл бұрын
ଜୟ ଜଗନ୍ନାଥ ଶୁଭ ସକାଳ
@legendgamer2600
@legendgamer2600 11 ай бұрын
Basantajenamybestnatakkalapatherr
@PradiptakumarBarik-o2d
@PradiptakumarBarik-o2d Жыл бұрын
Nice vedio
@gopalpanda3120
@gopalpanda3120 Жыл бұрын
Kalapathara miss u Sir
@urmiladas5329
@urmiladas5329 Жыл бұрын
Jayjagantha
@BiswalBiswal-zv3yu
@BiswalBiswal-zv3yu Жыл бұрын
Bhalo kalakara
@keshabchandramohapatra3098
@keshabchandramohapatra3098 Жыл бұрын
କ୍ରିଷ୍ଣା ଭାଇ ଏମିତି ପୁରୁଣା କଳାକାର ଙ୍କ ବ୍ଲଗ କରନ୍ତୁ
@alekhameher2514
@alekhameher2514 Жыл бұрын
ଜୟ ଜଗନ୍ନାଥ sarat sir🙏🙏🙏🙏
@maheswarsahoo1163
@maheswarsahoo1163 Жыл бұрын
Jay.jagannath
@akhayakhatua8890
@akhayakhatua8890 Жыл бұрын
Tana Pala Great Acter
@prashantabarik7003
@prashantabarik7003 Жыл бұрын
ବହୁତ୍ ବଢିଆ, କ୍ରିଷ୍ଣା ଭାଇ ! ମୋର first audio cassette ଥିଲା ନାଟକ କିଏ ଯୋଡ଼ି ଦେବ ଭଙ୍ଗା ଚୁଡ଼ିକୁ!!😊
@subratkumarsahoo1528
@subratkumarsahoo1528 Жыл бұрын
Best dialogue man
@skpati5594
@skpati5594 Жыл бұрын
ପାଖରେ ପତିତ ପାବନ ଗୋଛାୟତ ଙ୍କ ମେଡ଼ିସିନ ସପ l ଯିଏକି ପୁରୁଣା ହିରୋ ଯଥା, ତ୍ରିନାଥ, ପାର୍ବତୀ, ସୋମନାଥ, କଳିଙ୍ଗ,ନଟରାଜ ଅପେରା ରେ କାମ କରିଛନ୍ତି l
@jagabandhupradhan677
@jagabandhupradhan677 Жыл бұрын
Congratulations
@prashuramswain2636
@prashuramswain2636 Жыл бұрын
ପାର୍ବତୀ ଗଣନାଟ୍ୟ ର ପୁରୁଣା କଳାକାର ଯଥା ଦେଢ ଦିନର ସ୍ଵାମୀ ନର୍କରୁ ନିର୍ମାଲ୍ୟ ଆଦି ନାଟକ ର କଳାକାର ମାନଙ୍କୁ ଆଣନ୍ତୁ
@prashantabarik7003
@prashantabarik7003 Жыл бұрын
Tana Pal sirnkara ଦୀର୍ଘାୟୁ କାମନା କରୁଛି !
@rabimishra8437
@rabimishra8437 Жыл бұрын
ଯାହା ହଉ କ୍ରିଷ୍ଣା ଭାଇ ତୁମକୁ ବହୁତ ଧନ୍ୟବାଦ...🎉🎉 ଯାହାଙ୍କୁ ଆମେ ଖୋଜୁଥିଲୁ... ସେଭଳି କଳାକାର ଙ୍କୁ ଦର୍ଶକ ମାନଙ୍କ ସାମ୍ନାକୁ ଅଣିଥିବାରୁ.... କୋଣସି ବି ଟିଭି channel ଏଭଳି କାର୍ଯ୍ୟକ୍ରମ କରିନାହାନ୍ତି 🎉🎉🎉👍👍👍👌👌
@AnchorKrishnaKumar
@AnchorKrishnaKumar Жыл бұрын
tqq
@subratroutray7454
@subratroutray7454 Жыл бұрын
Bhai mun bahut dina ru wt karithili ee interview pain.. Bhai bahut bahut danyavad.
@brajkishoresarangi3791
@brajkishoresarangi3791 4 ай бұрын
୧୯୭୭ ମ ସିହରୁ ମୁ ଜାଣିଛି ତା ଙ୍କର ନିଜସ୍ଵ ଯାତ୍ରା ପାର୍ଟି ଥିଲା ସେ ନିଜେ ହିରୋ ରୋଲ କରୁଥିଲେ। ମୁଁ ଦେଖିଛି।
@santoshsahoo4290
@santoshsahoo4290 2 ай бұрын
ମଣିଭଦ୍ର ବିଶ୍ୱାଳଙ୍କୁ ଟିକେ ଆଣନ୍ତୁ
@sagarprasadbehura9797
@sagarprasadbehura9797 Жыл бұрын
Bhai Radhanga gana natyar woner nka sahita tike sakhyatkar kale bhalheba
@shankarprasadsatapathy6199
@shankarprasadsatapathy6199 Жыл бұрын
Beautiful actor
@niharranjanvlogs5967
@niharranjanvlogs5967 Жыл бұрын
Best Actor Sarat pal sir
@KunalShahu-gj3wp
@KunalShahu-gj3wp Жыл бұрын
Namaste sir
@143Bikram
@143Bikram Жыл бұрын
କ୍ରିଷ୍ଣା ଭାଇ ଲତା ମଣ୍ଡଳ ଅପାଙ୍କର ଗୋଟେ ସାକ୍ଷାତ ଭିଡିଓ ବନାନ୍ତୁ.
@ranjansahoo3294
@ranjansahoo3294 Жыл бұрын
Bhai nka super duper hits nataka bhasa badal ku bharasha nahi
@prashantasethi9922
@prashantasethi9922 Жыл бұрын
Congratulations 👏👏
@JatindraNaik-wd2mp
@JatindraNaik-wd2mp 11 күн бұрын
tana,good
@manojsahoo7821
@manojsahoo7821 Жыл бұрын
My favourite actor
@meghu3170
@meghu3170 Жыл бұрын
Vai namaskar bahut bahut dhanyabad mo bada papa nku dekheithibaru mo janma mati ku dekheithibaru
@prakashkumarmallik5319
@prakashkumarmallik5319 Жыл бұрын
A Jane best actor
@lilucreation1992
@lilucreation1992 3 ай бұрын
ଟନ ବାବୁ ଙ୍କ ନାଁ ସରତ ପାଳ ମୁ ଛୋଟ ବେଳେ ଦେଖିଛି ତାଙ୍କୁ କିଏ ଯୋଡି ଦେବ ଭଙ୍ଗା ଚୁଡ଼ି କୁ ନାଟକରେ
@legendgamer2600
@legendgamer2600 11 ай бұрын
Mu niyatianustankubalapae 16:03
@kanhunana1775
@kanhunana1775 Жыл бұрын
କ୍ରୀଷ୍ଣା ବାବୁ ଆମ ଅଞ୍ଚଳ ରେ ଜଣେ ବର୍ଷିଆନ ବେହେଲା ବାଦକ ବହୁତ ଦିନ ଧରି ଯାତ୍ରା ରେ ବେହେରା ବାଦକ ଭାବେ କାମ କରି ବିଗତ କିଛି ବର୍ଷ ହେଲା ଘରେ ରହୁଛନ୍ତି , ଦୟା କରି ତାଙ୍କୁ ଟିକେ କେମେରା ସାମ୍ନା କୁ ଆଣିଲେ ଭଲ ହୋଅନ୍ତା
@AnchorKrishnaKumar
@AnchorKrishnaKumar Жыл бұрын
9337867901 Cl me
Lazy days…
00:24
Anwar Jibawi
Рет қаралды 8 МЛН
I thought one thing and the truth is something else 😂
00:34
عائلة ابو رعد Abo Raad family
Рет қаралды 16 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 8 МЛН
MAHENDRA DAS NKA SAHITA SWATANTRA SAKHYATKAR #JatraDhamaka
28:17
Lazy days…
00:24
Anwar Jibawi
Рет қаралды 8 МЛН