Prabhu Tume Michha Kahila - ପ୍ରଭୁ ତୁମେ ମିଛ କହିଲ | Patitapabana Das | ଭକ୍ତଙ୍କ ପାଖରେ ପ୍ରଭୁ ମିଛ କହିଲେ

  Рет қаралды 373,817

Arabinda Muduli

Arabinda Muduli

Күн бұрын

Song : Prabhu Tume Michha Kahila
Singer :Patitapabana Das
Album : Prabhu Tume Michha Kahila
Album No : JE- 7605
Lyrics : Alekh Biswal
Music : Arabinda Muduli
Music Released by : Sidharth Music
Producer : Sitaram Agrawal & Namita Agrawal
------------------------------------------------------
♪ Full Song Available on ♪
Gaana :
JioSaavn :
Wynk :
Apple Music :
Amazon Prime Music :
iTunes :
Spotify :
KZbin Music :
------------------------------------------------------
Set Caller Tune ; Operator Codes:
Vodafone Subscribers Dial
Airtel Subscribers Dial
Idea Subscribers Dial
BSNL (South / East) Subscribers sms BT To 56700
Also available on Jio Tunes
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Arabinda Muduli" KZbin Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other KZbin Channels:
👉 Sidharth TV : / sidharthtv
👉 Sidharth Bhakti: / sidharthbhakti
👉 Sidharth Music: / sidharthmusic
------------------------------------------------------
Enjoy & stay connected with us!
👉 Like us on Facebook : / namitaagrawalofficial
------------------------------------------------------
#ArabindaMuduli #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal

Пікірлер: 658
@abhijitdash4410
@abhijitdash4410 Ай бұрын
Ahhh.... କି ସୁନ୍ଦର ପରିବେଷଣ।।।। ଆଖିରେ ଲୁହ ଆସିଯାଉଛି 😢😢, ଶ୍ରୀ ଅରବିନ୍ଦ ମୁଦଲିଙ୍କ ଗୀତ କୁ ସରଥକତରେ ପରିବେଷଣ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍।।।
@krushnadattasamantaray303
@krushnadattasamantaray303 27 күн бұрын
9:38 thanks
@durgacharanbehera791
@durgacharanbehera791 24 күн бұрын
ଜୟ ଜଗନ୍ନାଥ। 🙏🙏🙏🙏🙏🙏🙏🙏🙏 ପ୍ରଭୁ କେତେ ମିଛ କହିଲେ କେତେ ସତ, ମୁଁ ମୁର୍ଖ କିଛି ବୁଝେନି। ହେଲେ ଦୟାଳୁ କାଳିଆ ସାଆନ୍ତଙ୍କ ଭକ୍ତ ଅନୁରାଗ ଚିଠା ମୋତେ ଆଜି ମନ୍ତ୍ରମୁଗ୍ଧ କରିଦେଲା। ଗୀତିକାର ସଙ୍ଗୀତକାର ଗାୟକ ତଥା ପୁରା ଟିମ୍ କୁ ନମସ୍କାର ଓ ଧନ୍ଯବାଦ। ବହୁତ ଦିନ ର ଅବକାଶ ପରେ ଏ ମୁହୁର୍ତ୍ତଟି ଆସିଲା। କାଳିଆ ସାଆନ୍ତଙ୍କ ଦୟା ର ବୋଝକୁ ବୋହିବା ମୋ ପାଇଁ ଖୁବ୍ କଠିନ କାର୍ୟ୍ଯ ପାଇଁ ପ୍ରତି ସମୟରେ ନିଜର କ୍ରୁତଞ୍ଜତା ଜଣାଇବା ପାଇଁ ବାଧ୍ଯ। ବହୁତ ଦେଲ ସାଆନ୍ତ, ହେଲେ ଅସଲ ଜିନିଷ ଟି ଦରଶନ ଜୀବନ େର ଆଶା ରହିଛି। ଦୟା କରିବ ଭଗବାନ। ଦୟା କରିବ।
@gapahelebisata
@gapahelebisata 14 күн бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@AntaryamiSamal-nc6uo
@AntaryamiSamal-nc6uo 2 ай бұрын
ଏ ଜୀବନ ଧନ୍ୟ ହେଇଗଲା ପ୍ରଭୁଙ୍କର ଏ ଭଜନ କୀର୍ତ୍ତନ ସୁଣି ଜୟ ଜଗନ୍ନାଥ
@pintuvillagetour
@pintuvillagetour 2 ай бұрын
ଆଜି ଅରବିନ୍ଦ ମୁଦୁଲିଙ୍କୁ ବହୁତ ମନ ଝୁରୁଛି 😭😭 କୁଆଡ଼େ ଗଲା ତାଙ୍କର ସେ ଭାବପୂର୍ଣ୍ଣ ଭଜନ .. ଜୟ ଜୟ ଜଗନ୍ନାଥ 🚩🙏🙏
@LBMUSICALODIA
@LBMUSICALODIA Ай бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଭାବଭକ୍ତି ଭରା ସଙ୍ଗୀତ ଟିଏ ସତରେ ପ୍ରଭୁ ତୁମର କି ଅପୂର୍ବ ଲୀଳା........ ଚମତ୍କାର 🙏ଚମତ୍କାର 🙏ଚମତ୍କାର🙏ହେ ମଣିମା ଏଇଠୁ ଥାଇ ଏଇ ଅଧମର ଦଣ୍ଡବତ ଗ୍ରହଣ କର 🙏🙏🙏😭😭😭😭😭
@santosh1984nayak
@santosh1984nayak 12 күн бұрын
ଭଜନ ଯେତେ ସୁନ୍ଦର ତାହାଠାରୁ ଉପସ୍ଥାପନ ବହୁତ୍ ଭାବ। ଜୟ ଜଗନ୍ନାଥ 🙏🙏🙏
@rakeshnath2438
@rakeshnath2438 2 ай бұрын
ବହୁତ୍ ଦିନ ହେଲା ଏ ଭଜନ ଶୁଣିବା ପାଇଁ KZbin ରୁ ଖୋଜୁ ଥିଲି ହେଲେ ଆଜି ମିଳିଗଲା ଅଜି ମୁଁ ବହୁତ୍ କାନ୍ଦିଚି 😢 ଏ ଭଜନ ଶୁଣି ଜୟ ଜଗନ୍ନାଥ 🙏
@AlokDas-rk5uq
@AlokDas-rk5uq 2 ай бұрын
Bhai, mu madhya khojuthili. Aji miligala. Mu khub khusi.
@pujasenapati3069
@pujasenapati3069 Ай бұрын
🙏🏻mu bi e video apekshya re thili 🙏🏻
@anandamohakuda4943
@anandamohakuda4943 Ай бұрын
Jay Jagannath 🙏🙏🙏😢😢😢
@JagyashiniHati
@JagyashiniHati Ай бұрын
Jai,jagannth
@JagyashiniHati
@JagyashiniHati Ай бұрын
​@pujasenapjiati3069
@samirnayak5740
@samirnayak5740 Ай бұрын
ବହୁତ ସୁନ୍ଦର ହେଇଛି ଲେଖାଟି ଆପଣ ଏମିତି ଆହୁରି ଭଲ ଭଲ ଉପସ୍ଥାପନ ଦେଉ ଥାନ୍ତୁ
@chhotakalakaratiebalia
@chhotakalakaratiebalia 15 күн бұрын
ଭଜନ ଶୁଣି କାନ୍ଦ ଆସି ଯାଉଛି ପ୍ରଭୁ 👏
@nm.moharana4318
@nm.moharana4318 2 ай бұрын
ଆହା କି ସୁନ୍ଦର ଭାବପୂର୍ଣ୍ଣ ପରିବେଷଣ 🙏🏻 ସୁନ୍ଦର ଭାବପୂର୍ଣ୍ଣ ଭଜନ ଶୁଣି ଆଖି ଭାବରେ ଭିଜି ଗଲା ମଣିମା 🙏🏻 ଜୟ ଶ୍ରୀ ଜଗନ୍ନାଥ🙏🏻
@tribikramsarangi4884
@tribikramsarangi4884 21 күн бұрын
ପ୍ରକୃତରେ ହୃଦୟସ୍ପର୍ଶୀ,ଗାୟକଙ୍କର ଭକ୍ତିପୂତ ଭାବ ଗାୟନଶୈଳୀ କୁ ମଥାନତ ପ୍ରଣାମ।
@partha_sarathi76
@partha_sarathi76 15 күн бұрын
ସତରେ ଆମ ଜଗନ୍ନାଥ⭕❗⭕ ମତେ ସବୁ ବେଳେ ଠକୁଛନ୍ତି ପ୍ରଭୁ ତୁମେ ମିଛ ପ୍ରମାଣିତ ହେଇଯାଉଛ ମ ପାଖରେ 😢😭😭
@ramchandrapanda9613
@ramchandrapanda9613 Ай бұрын
ଆଉ କେତେ କନ୍ଦାଇ ବେ ନନା ,, ମୁଁ କିଛି ଲେଖି ପାରୁନାହିଁ ନନା ,ମୁଁ ଖାଲି ଜାଣିଛି ଆପଣ ପ୍ରଭୁ ଜଗନ୍ନାଥ ଙ୍କ ଅବତାର, ମୋ ପ୍ରଣାମ ଗ୍ରହଣ କରିବେ ନନା, ଜୟ ଜଗନ୍ନାଥ
@JeebanchandaraSabar
@JeebanchandaraSabar 29 күн бұрын
ଏଇ ଭଜନ ଶୁଣିଲେ କାନ୍ଧ ଲାଗୁଛି ଆଉରି ଶୁଣି ବାକୁ ଇଛା ହେଉଛି ଜୟ ଜଗନ୍ନାଥ
@88811900
@88811900 2 ай бұрын
ଏତେ ସୁନ୍ଦର ଭଜନ ଆମ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।
@biswajitbehera8479
@biswajitbehera8479 28 күн бұрын
ଭଜନ ରେ ଭାବ ଅଛି। ହୃଦୟ ସ୍ପର୍ଶୀ ହୋଇଗଲା।
@Srikanta-81
@Srikanta-81 Ай бұрын
ଆଜି ମୁଁ ଅନୁଭବ କରୁଛି, ଜଗନ୍ନାଥ ଙ୍କ କୃପା ମୋ ପ୍ରତି ଅଛି, ନହେଲେ ଏ ଭାବପୂର୍ଣ୍ଣ ପରିବେଷଣ ଦେଖିପାରିନଥାନ୍ତି l
@anandamohakuda4943
@anandamohakuda4943 Ай бұрын
Jay Jagannath 🙏🙏🙏😢😢😢
@pabitraentertainment1982
@pabitraentertainment1982 25 күн бұрын
ମୋ ଆଖିର ଲୁହ ବାହାରି ଆସିଲା। ଜୟ ଜଗନ୍ନାଥ।
@BabyNayak-d4w
@BabyNayak-d4w 17 күн бұрын
​@@pabitraentertainment1982😅😂
@ଜୟଜଗନ୍ନାଥମହାପ୍ରଭୁ-ଭ4ଫ
@ଜୟଜଗନ୍ନାଥମହାପ୍ରଭୁ-ଭ4ଫ 2 ай бұрын
ଆହା କି ସୁନ୍ଦର ଭଜନ 🙏🏻 ଆଖି ଓଦା ହେଇଗଲା ଭାବ ରେ ମଣିମା 🙏🏻😭
@Raja443.
@Raja443. 2 ай бұрын
ଜୟ ଜଗନ୍ନାଥ ❤❤❤🚩🚩🚩🙏🙏🙏
@Pujajani123
@Pujajani123 2 ай бұрын
Jay shree jagannath bless you all ❤❤❤
@BrahmaNandaDash-pt8qt
@BrahmaNandaDash-pt8qt 2 ай бұрын
Lovhan
@DibakarKhuntia-tp5jb
@DibakarKhuntia-tp5jb 2 ай бұрын
​@@Raja443.😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@RajkishoreMuduli-ge6uq
@RajkishoreMuduli-ge6uq 2 ай бұрын
Jayjaganata........omshanti
@sudhirkumarmishra9869
@sudhirkumarmishra9869 13 күн бұрын
ଏମିତି ଏକ ଭଜନ ଯେଉଁଥିରେ ଶ୍ରୋତା, ଗାୟକ ,ବାଦ୍ୟକାର ସମସ୍ତ ଙ୍କ ଆଖି ଓଦା ହେଇଗଲା। ଜୟ ଜଗନ୍ନାଥ 🙏
@ramakantabehera3242
@ramakantabehera3242 2 ай бұрын
ବହୁତ ସୁନ୍ଦର ଉପସ୍ଥାପନା। ମୁଁ ବାରମ୍ବାର ଶୁଣୁଛି।ଜୟ ଜଗନ୍ନାଥ 🙏🙏🙏💐🌺
@jugejugejaganath
@jugejugejaganath 2 ай бұрын
ଭଜନ ଶୁଣିଲା ପରେ କିଛି ଶବ୍ଦ ନାହିଁ ଲେଖିବା ପାଇଁ 🙏🙏🙏🙏🙏 ସବୁ ସେଇ କାଳିଆ ର ଲୀଳା 🙏
@subratdash9053
@subratdash9053 10 күн бұрын
Mohaprabhu Sara sansar ku bhalore rakho🙏🙏🙏
@spcreationpintukonark5071
@spcreationpintukonark5071 2 ай бұрын
ଏହି ଭାବପୂର୍ଣ୍ଣ ପରିବେଷଣ ରେ 😢 ଆଃ ଆତ୍ମା ସାନ୍ତ ଲାଗୁଛି ଅତି ଚମତ୍କାର
@devendrapanigrahi4777
@devendrapanigrahi4777 2 ай бұрын
Right Jay jagannath ❤
@MaheswarNayak-t7b
@MaheswarNayak-t7b 22 күн бұрын
ବହୁତ ସୁନ୍ଦର ଭଜନ ଟିଏ ମନ ଶାନ୍ତି ହୋଇଗଲା ହେ କରୁଣା ଦିନ ଦୟାଲ ପ୍ରଭୁ
@Prasannakumar-hu1qu
@Prasannakumar-hu1qu 2 ай бұрын
ମନ ମୂଦ୍ଧ ହୋଇ ଗଲା, ଭଉତ ଅନୁରୋଧ ପରେ ଆସିଲା, ଓଃ କି ଭାବ ଲୁହ ଭାରି ଯାଉଛି ଆଖିରୁ 👍🙏
@ChinmayaKuBehera-yd2oy
@ChinmayaKuBehera-yd2oy 2 ай бұрын
ଜୟ ଜଗନ୍ନାଥ ଲେଖି ରହିପାରିଲିନି। ହେ କାଳିଆ ସାଆନ୍ତ ତୁମ ଲୀଳା ଅପାର ପ୍ରଭୁ। ଏ ଭଳି ଗୀତ ହୁଏତ ଓଡ଼ିଆ ବାସୀଙ୍କ ଦେହରେ ଥିବା ସମସ୍ତ ଲୋମ ଟାଙ୍କୁରିଦେବା ଭଳି ହୋଇଛି। ଅତି ସୁନ୍ଦର, ଅବର୍ଣ୍ଣନୀୟ, ଅତୁଳନୀୟ .... ଏମିତି ଯେତେ ଶବ୍ଦ ଲେଖିଲେ ହୁଏତ କମ୍ ଲାଗୁଛି। ସବୁ ପ୍ରଭୁଙ୍କ କୃପାରୁ ଏ ଭଳି ଗୀତଟି ମୁଁ ଆଜି ଶୁଣିବାକୁ ପାଇଲୀ।❤❤❤❤❤
@pintuvillagetour
@pintuvillagetour 2 ай бұрын
ମୁଁ ଏ ଗୀତ ୪ ଥର ଦେଖିଲାଣି , ତଥାପି ଆହୁରି ଦେଖିବାକୁ ଇଛା ❤❤ସୁନ୍ଦର ଅଭିନୟ ସହିତ ସୁନ୍ଦର ଭାବପୂର୍ଣ୍ଣ ଭଜନ ଜୟ ଜୟ ଜଗନ୍ନାଥ 🚩🙏🙏🙏🙏🙏
@Jit_jiten_kumar
@Jit_jiten_kumar 2 ай бұрын
ହେ ମହାତ୍ମା ଆପଣ ମତେ କନ୍ଦେଇ ଦେଲେ। ଜୟ ଜଗନ୍ନାଥ ⚫‼️⚫
@balarampradhan3078
@balarampradhan3078 Ай бұрын
Wah.... କି ଭାବ, କି ପ୍ରେମ ମନ ଉତ୍ଫୁଲ ହେଇଗଲା
@sarojakumardas7898
@sarojakumardas7898 2 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ତୁମ ଶ୍ରୀ ଚରଣାର ଵିନ୍ଦେ କୋଟି କୋଟି ନମୋ ନମଃ
@niranjangouda3090
@niranjangouda3090 12 күн бұрын
ଆହା କି ସୁନ୍ଦର ଭଜନ 😊 ଆଖି ଓଦା ହେଇଗଲା ଭାବ ରେ ମଣିମା। ଜୟ ଜଗନ୍ନାଥ ପ୍ରଭୁ 😊
@santosh1984nayak
@santosh1984nayak 3 күн бұрын
ମୋ ଜୀବନରେ ବହୁତ୍ ଜଗନ୍ନାଥଙ୍କ ଭଜନ ଶୁଣିଛି, କିନ୍ତୁ ଏହି ଭଜନ ସିଧା ହୃଦ୍ୟୟକୁ ଛୁଇଁଲା। ଧନ୍ୟ ଗାୟକ ମହାଶୟ।
@ghasinathbehera7298
@ghasinathbehera7298 2 ай бұрын
ଆଜି ଏ ଭଜନ ଶୁଣି ଅରବିନ୍ଦ ମୁଦୁଲି ଙ୍କୁ ମନେ ପଡି ଜାଉଛି ଜୟ ଜଗନ୍ନାଥ
@realartrahul5389
@realartrahul5389 2 ай бұрын
Mana re bhakti bhaba asi jauchhi
@realartrahul5389
@realartrahul5389 2 ай бұрын
Really Arabinda muduli nka voice bhali subhuchi
@realartrahul5389
@realartrahul5389 2 ай бұрын
Jay Jagannath
@vedamprakash1626
@vedamprakash1626 Ай бұрын
ଆଃ କି ସୁନ୍ଦର ପରିବେଷଣ😢😢😢ମହାପ୍ରଭୁ ଆପଣଙ୍କୁ କୃପା କରନ୍ତୁ।ଅରବିନ୍ଦ ମୁଦୁଲି ଙ୍କ ଭାବ ସ୍ଵର କୁ ବଞ୍ଚେଇ ରଖନ୍ତୁ। ଜୟ ଜଗନ୍ନାଥ
@gangadharpradhan8018
@gangadharpradhan8018 23 күн бұрын
Prabhu tame kandei dela..
@chandiniojha3926
@chandiniojha3926 2 ай бұрын
ଅତି ଚମତ୍କାର କହିଲେ ବି କମି ଯାଉଛି ଜୟ ଜଗନ୍ନାଥ 🙏🙏🙏🙏🙏 ଜୟ ଜଗନ୍ନାଥ🙏🙏🙏🙏🙏🙏🙏
@santosh1984nayak
@santosh1984nayak 3 күн бұрын
ପତିତପାବନ ଭାଇନା ଭଜନରେ ଏତେ ଭାବରେ ଗାଇଛନ୍ତି ଯେ ନିଜ ଆଖିର ଲୁହକୁ ମଧ୍ୟ ରଖି ପାରିନାହାନ୍ତି
@sangramcreation8827
@sangramcreation8827 2 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏ପ୍ରଭୁ ପାଖରେ କୋଟି ପ୍ରଣାମ🙏🙏🙏🙏🙏।
@abhimanyusahoo8735
@abhimanyusahoo8735 Ай бұрын
ଅତି ସୁନ୍ଦର 🙏🙏🙏 ସବୁ ସେ ମଣିମା ଲୀଳା... ଜୟ ଜଗନ୍ନାଥ 🙏🙏🙏🙏🙏
@Poonamsahoo1234
@Poonamsahoo1234 2 сағат бұрын
ଭଜନ ଶୁଣିବାକୁ ବହୁତ ଭଲ ଲାଗୁଚି.. କିନ୍ତୁ ପୁରୀ ଗଲେ ତାର ଓଲଟା ପଣ୍ଡା ମାନେ ବହୁତ ହଇରାଣ କରନ୍ତି ଅବଢ଼ା ତ ବିକ୍ରି ହେଉଛି..(ଏଇଟା ମୋ ଅନୁଭୂତି ରୁ କହୁଛି ଆପଣମାନଙ୍କ ଅଲଗା ଥାଇପାରେ ) ଜୟ ଜଗନ୍ନାଥ 🙏
@sanatsenapati4236
@sanatsenapati4236 2 ай бұрын
ଏମିତି ଭାବପୂର୍ଣ୍ଣ ଭଜନ କୁ ପରିବେଷଣ କରିଥିବାରୁ ହୃଦୟରୁ ଅନେକ ଅନେକ ଦଣ୍ଡବତ 🙏🏻🙏🏻🙏🏻, ଏହି ଭଜନକୁ ଶୁଣିଲା ବେଳକୁ ଆଖିର ଲୁହ ଓ ଛାତିର କୋହ କୁ ରୋକି ହେଉନାହିଁ ମଣିମା 🙏🏻🙏🏻🙏🏻 ଜୟ ମହାବାହୁ
@HimansuMalik-zc4vf
@HimansuMalik-zc4vf 2 ай бұрын
ଆଗକୁ ଏମିତି ଅନେକ ପୋଗ୍ରାମ କରିବା ପାଇଁ ପତିତପାବନ ନନା ଙ୍କୁ ସୁଯୋଗ ଦିଆଯାଉ
@PravatkumarBehera-v8h
@PravatkumarBehera-v8h 2 ай бұрын
A sunder gita katijaithila patitapaban sirnkara... Dhanyawad sidharth music... A gita suni atma santi hoijauchi... Gote alga prakara bhaba asuchi
@basantasahoo8930
@basantasahoo8930 5 күн бұрын
ଏ ଭଜନ ଶୁଣିଲା ପରେ ଆଖି ଓଦା ହେଇଗଲା ଭାବରେ ମଣିମା 🙏🙏
@laxmipriyabehera2194
@laxmipriyabehera2194 26 күн бұрын
ହେ ପ୍ରଭୁ ଏହି ତୁମରି ଲିଳା ଏ ଭଜନ କାନରେ ବାଜି ଏ ଆତ୍ମା ପବିତ୍ର ହୋଇ ଗଲା ଆହା କି ସୁନ୍ଦର କି ଆତ୍ମା ଭରି ଗଲା ଆହା କି ସୁନ୍ଦର 🙏🙏👍🙏🙏🙏
@Tanmayasahubhajan4526
@Tanmayasahubhajan4526 2 ай бұрын
ମୋ ଠାକୁର ମିଛ କହିଲେ ହେଲେ ଭକ୍ତ ଗୋଟି ଗୋଟି ସତ ବଖାଣିଲେ 😢
@saileshsekharmahanta1156
@saileshsekharmahanta1156 2 ай бұрын
ଆହା କି ସୁନ୍ଦର ଭାବପୂର୍ଣ୍ଣ ଭଜନ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ମହାପ୍ରଭୁ। ସତରେ ଏ ଭଜନ ଶୁଣିଲେ ଆଖିରୁ ଲୁହ ଆସିଯାଉଛି ।
@niranjanpatra5772
@niranjanpatra5772 2 ай бұрын
ଅତି ସୁନ୍ଦର l ଜୟ ଜଗନ୍ନାଥ 🙏🙏
@ChinmayaKuBehera-yd2oy
@ChinmayaKuBehera-yd2oy 2 ай бұрын
ଏ ଭଜନ ସ୍ବର୍ଗ ସୁଖ ପ୍ରଦାନ କରୁଛି। ସ୍ଵଂୟ ବିଶ୍ଵନିୟନ୍ତା ଜଗନ୍ନାଥ ବି ଶୁଣିବାକୁ ଇଚ୍ଛା ରଖିଛନ୍ତି। ସତେ ଯେମିତି ତାଙ୍କ ଇଚ୍ଛାରେ ଆପଣ ଗାଇଛନ୍ତି।
@suriyavlogs5076
@suriyavlogs5076 2 ай бұрын
Oh my God Apana kiye mu janine,first time apanankara a pravachan & vajan sunili satatre akhiru luha aasigala... Ate vala lagila j imagine kariparuni.... Jay Jagannath 🙏
@neuvlgrudrashubhashree9420
@neuvlgrudrashubhashree9420 3 күн бұрын
ସତରେ ଜଗନ୍ନାଥ ଭଉତ ମିଛୁଆ 😭😭😭🙏🏻🙏🏻ଭଉତ କପଟିଆ ଠାକୁର ସିଏ କିଏ ବା ବୁଝି ପାରିବ ତା 🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻
@ajitkumarnath6859
@ajitkumarnath6859 2 ай бұрын
ଅତ୍ୟନ୍ତ ଭାବ ଯୁକ୍ତ ଗୀତ,, ଆଖିରେ ଲୁହ ଆସିଗଲା
@brajakishorbehera5251
@brajakishorbehera5251 17 күн бұрын
ମହାବାହୁ ମଣିମା ଦୟକର ପ୍ରଭୁ ଜଗନ୍ନାଥ ତୁମ ନାମ ସବୁବେଳେ ମୋ କଣ୍ଠରେ ଥାଉ 🙏🙏🙏🙏
@khageswarrout4290
@khageswarrout4290 2 ай бұрын
ଅତି ସୁନ୍ଦର ଜୟ ଜଗନ୍ନାଥ
@sudhirnayak8995
@sudhirnayak8995 Ай бұрын
ଅତି ସୁନ୍ଦର ଭଜନ, ଶୁନି ଲୋମ ଟାଙ୍କୁରୀ ହେଇଯାଉଛି, ହେ ପ୍ରଭୁ ତୁମେ ଦୟାମୟ, ଆଦିଅନନ୍ତ, କ୍ଷମାମୟ, ଜୟ ପ୍ରଭୁ ତୁମ ଚରଣରେ ଏ ଭକ୍ତର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏
@SarojkumarSatapathy-et8fq
@SarojkumarSatapathy-et8fq Ай бұрын
Bahut bhala paribesana.dil aur damag ko chchujanewala Jagannatha Bhajana
@ranjudash9409
@ranjudash9409 2 ай бұрын
Thank you bhaina jagannath apananku dirghayu Kari rakhithantu,ati sundar pari besana, hruday sparshi
@MoheswarRetta
@MoheswarRetta 2 ай бұрын
,, ଅରବିନ୍ଦ ଆଜ୍ଞାଙ୍କର ଆତ୍ମା ସ୍ଵାର୍ଥିକ ହେଲା ।
@prasantbarik2135
@prasantbarik2135 2 ай бұрын
ଶ୍ରୀ ଅରବିନ୍ଦ ମୁଦୁଲିଙ୍କ ରଚିତ ଅତି ସୁନ୍ଦର ଭାବପୂର୍ଣ୍ଣ ଭଜନ ପରିବେଷଣ 🙏ଜୟ ଜଗନ୍ନାଥ ସ୍ବାମୀ ⭕❗⭕🙏🚩🚩🚩
@sibasankarsahoo
@sibasankarsahoo 2 ай бұрын
ହୃଦୟ ସ୍ପର୍ଶି ଭଜନ ଟିଏ ⭕‼️⭕🙏🙏🙏🙏🙏
@saratchbehera335
@saratchbehera335 Ай бұрын
ଅତି ସୁନ୍ଦର ଶ୍ରବଣେ ଦୁଃଖ ଲାଘବ ହୋଇଯାଏ
@santoshdakua2718
@santoshdakua2718 22 күн бұрын
Bahut Sundar Upastapana abam Gita hrudayasparshi
@DivyaAgasti
@DivyaAgasti Ай бұрын
ହେ କାଳୀଆ ସାଆନ୍ତେ , ଏଇମିତି ଭଜନ ସବୁବେଳେ ଶୁଣିବାକୁ ଇଚ୍ଛାହେଉଛି, 🙏🙏🙏🌹🌹
@adcreations6514
@adcreations6514 2 ай бұрын
ଆଗକୁ ଏମିତି ଭାବପୂର୍ଣ୍ଣ ଭଜନ ଶୁଣିବାକୁ ମିଳୁ 🙏 ଆପଣଙ୍କ ମଣିମା 🙏ଡାକରେ...... କି ଅପୂର୍ବ ଅନୁଭବ 🙏🙏
@Ankitmaharana1234
@Ankitmaharana1234 2 ай бұрын
କିଛି ବି ଆଉ ଶବ୍ଦ ନାହିଁ 😢😢😢ଜୟ ଜଗନ୍ନାଥ 🙏🙏🙏🙏
@biswajitchoudhury7599
@biswajitchoudhury7599 2 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏🙏🙏💐
@adcreations6514
@adcreations6514 2 ай бұрын
ଆହାଃ 🙏 କି ଭକ୍ତ ଆପଣ 🙏
@rinibehera3864
@rinibehera3864 2 ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।🙏🙏🙏😭
@skyisthelimit49
@skyisthelimit49 2 ай бұрын
Ati hrudayasparshi,bhabapurna... Jaya jagannath
@pramodadash2261
@pramodadash2261 2 ай бұрын
Jai jagannath,jay odia,Sundar upasthapana .
@raajkumarpadhy9391
@raajkumarpadhy9391 2 ай бұрын
ଭକ୍ତ ର ଠାକୁର କଳା ସାଆନ୍ତ🙏
@santoshsahoo6764
@santoshsahoo6764 27 күн бұрын
Jay jagannath
@ODIATRAVELLER358
@ODIATRAVELLER358 Ай бұрын
Aha ki sunder bhaba biwhala karidela mahaprabhu 🙏
@LikuRout-or7si
@LikuRout-or7si Ай бұрын
ଏ ଭଜନ ଶୁଣି ମନ ଏବଂ କାନ ପବିତ୍ର ହେଇ ଗଲା ଜୟ ଜଗନ୍ନାଥ ❤❤❤❤❤
@Sima-v3v
@Sima-v3v 27 күн бұрын
Jay Shree Jagannath
@JyotchhnaraniSahu
@JyotchhnaraniSahu 2 ай бұрын
ଭଜନ ଗାୟକ ଉଭୟ ଅତି ଚମତ୍କାର ।
@biswajeetnayak8734
@biswajeetnayak8734 2 ай бұрын
Satare tu Jaga hatia thakura.. ❤
@alokprasad7065
@alokprasad7065 3 күн бұрын
କୋଟି କୋଟି ନମସ୍କାର ଜୟ ଜୟ ଜଗନ୍ନାଥ
@seshadevbarik7259
@seshadevbarik7259 Ай бұрын
Excellent Speechless❤
@SukracharyaNaik-yu2uf
@SukracharyaNaik-yu2uf 2 ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@jadumanipradhan6692
@jadumanipradhan6692 2 ай бұрын
अतिसुन्दर, ह्रदय स्पर्शी l जय जगन्नाथ!🙏🌹🙏
@pinkypapu3536
@pinkypapu3536 Ай бұрын
କି ମଧୁର ସୁର କି ସୁନ୍ଦର ପ୍ରଭୁ ଜଗନ୍ନାଥଙ୍କ ଭଜନ ଆଖି ରେ ଲୁହ ରହିଲାନି
@manjulatajena4001
@manjulatajena4001 25 күн бұрын
Aha ki sundor katha ❤
@ManojkumarJena-g8v
@ManojkumarJena-g8v Ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@SubratKumarSwain-fb1vf
@SubratKumarSwain-fb1vf 2 ай бұрын
Om Jay jagannath swamy nayan path gami bhaba tume namo 🙏 namah
@suryakantanayak4463
@suryakantanayak4463 2 ай бұрын
Ohh ki sundar bhaba...
@KedarsenPradhan
@KedarsenPradhan 21 күн бұрын
🙏Jay Jagannath 🙏
@sudhansusekhartripathy545
@sudhansusekhartripathy545 Ай бұрын
ଅତ୍ୟନ୍ତ ହୃଦସ୍ପର୍ଶୀ,🙏
@rahasbehera9578
@rahasbehera9578 Ай бұрын
ଓଡ଼ିଆ ଙ୍କ ବଳ। ଏ ଭକ୍ତ ଙ୍କ କଣ୍ଟଶ୍ବର।
@basudevbehera2209
@basudevbehera2209 2 ай бұрын
Sri Ram Chandra kripalu bhaja mana harana bhaba bhaya darunam , nabakanja lochana kanja mukha Kara kanja padakanja rudham , kandarp aganiti Amita chhabi naba Nila niraja Sundaram , pata piti manahu tadita Ruchi Suchi noumi janaka suta baram , bhaju Dina Bandhu dinesha danaba daitya vansha nikandanam , Raghu Nanda Ananda Kandi koushal Chand dasaratha nandanam , Siri mukuta kundala tilaka Charu udaru Anga Bibhushanam , ajanu Bhuj sar chap Dhar sangram chhit Khar dhushanam , iti badati tulshi dash Sankara sisya Muni Mana ranjanam , Mama hridaya kunj niwas kuru kamadi khala Dala ganjanam . Hail lord sri Ram 😂
@rashmipradhan2508
@rashmipradhan2508 2 ай бұрын
Jay Shree Radhe Radhe 🙏 Jay Shree Jagannath 🙏 ♥️ Jay Shree Ram 🙏 Jay Shree Hanuman 🙏
@abhilasadhalclasses6630
@abhilasadhalclasses6630 Ай бұрын
Akhi re luha asigala. Jay jagannath 🙏
@nilakanthadalai3458
@nilakanthadalai3458 Ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏 ଅତି ସୁନ୍ଦର ଭଜନ ଶୁଣିବାକୁ ମିଳିଲା ସିଦ୍ଧାନ୍ତ tv ମଧ୍ୟମରେ ଜୟ ଜଗନ୍ନାଥ 🙏🙏🙏
@ଜୟଜଗନ୍ନାଥ1995
@ଜୟଜଗନ୍ନାଥ1995 2 ай бұрын
ଆଜି ସତରେ ସୁଣିକି ମନ ❤ ପ୍ରଫୁଲିତ୍ ହେଇଗଲା ଧନ୍ୟ ତୁମେ ଲୀଳାମୟ ଧନ୍ୟ ତୁମ ଅପାର କରୁଣା ଧନ୍ୟ ତୁମ ମହିମା
@SomanathaMahapatra-p4o
@SomanathaMahapatra-p4o 5 күн бұрын
ଜୟ ଜଗନ୍ନାଥ ହରିବୋଲ ଜଗତର ମଙ୍ଗଳ କର ପ୍ରଭୁ
@sriyabasupal7800
@sriyabasupal7800 Ай бұрын
Emitika Gita suniba ati biral...Jay jaganath 😢😢😢
@bksiloveyou
@bksiloveyou 24 күн бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏ଆହା କି ସୁନ୍ଦର ଭଜନ
@Mahalaxmi1184
@Mahalaxmi1184 2 ай бұрын
Jaya jagannath 🙏🌹❤️
@mukeshpadhan819
@mukeshpadhan819 29 күн бұрын
ଅତି ସୁନ୍ଦର🎉🎉
Will A Basketball Boat Hold My Weight?
00:30
MrBeast
Рет қаралды 107 МЛН
Life hack 😂 Watermelon magic box! #shorts by Leisi Crazy
00:17
Leisi Crazy
Рет қаралды 80 МЛН
Sigma baby, you've conquered soap! 😲😮‍💨 LeoNata family #shorts
00:37
How to whistle ?? 😱😱
00:31
Tibo InShape
Рет қаралды 17 МЛН
Prabhu Tume Michha Kahila
21:17
Patitapabana Das - Topic
Рет қаралды 63 М.
Will A Basketball Boat Hold My Weight?
00:30
MrBeast
Рет қаралды 107 МЛН