ଧରା ପଡ଼ିବେ ନକଲି ଚାଷୀ | Farmer Survey | Argus News

  Рет қаралды 23,490

Argus News

Argus News

Күн бұрын

Пікірлер
@purnanayak5383
@purnanayak5383 9 сағат бұрын
ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରକୃତ ହିତାଧିକାରୀ ଙ୍କ ମାନଦଣ୍ଡ ବୃଦ୍ଧି ଓ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ।
@DhanaHansdah-e4w
@DhanaHansdah-e4w 10 сағат бұрын
Very good decision ବିଜେପି ସରକାର
@JagabandhuMalik-ck5fj
@JagabandhuMalik-ck5fj 6 сағат бұрын
କେଇଟା ଜମି ମାଲିକ ଚାଷ କରୁଛନ୍ତି।ସବୁ ଭାଗଚାଷୀ ଚାଷ କରୁଛନ୍ତି।
@BIJAYKumarDas-m6l
@BIJAYKumarDas-m6l 10 сағат бұрын
ଯଉ ମନେ ଭାଗ ଚାଷୀ ମନେ କଣ କରିବେ ସେଇ କାମ କଲେ ଭଲହେବ
@just_gk2141
@just_gk2141 8 сағат бұрын
ଏଠି ବିଲ ଜଣକର ଚାଷୀ ଆଉଜଣେ ଯାହାବିଲ ସେ ଭାଗ ଲଗେଇ ଗରିବ ବିଲରେ ଖଟନ୍ତି ଏଠି ଚାଷୀ କିଏ
@pragnyamalik172
@pragnyamalik172 8 сағат бұрын
Good
@ahansupradhan6084
@ahansupradhan6084 6 сағат бұрын
ଭଲ ପ୍ରୟାସ
@KUNJABIHARINAIK-r3h
@KUNJABIHARINAIK-r3h 8 сағат бұрын
ସ୍ୱାଗତଯୋଗ୍ୟ ପଦକ୍ଷେପ ସ୍ୱଛତାର ସହିତ ଏହାକୁ କାର୍ଯ୍ୟକାରି କରାଯିବା ଦରକାର ଏହା ହେଲେ ପ୍ରକୃତ ଚାଷୀ ଜଣାପଡିବେ
@PranakrushnaPradhan-q8s
@PranakrushnaPradhan-q8s 9 сағат бұрын
ସମସ୍ତେ କୁହନ୍ତି କିନ୍ତୁ ପୁରଣ କରିନାହାନ୍ତି ଏ ସରକାର କଣ କରୁଛନ୍ତି ସମୟ କହିଵ
@abhaydas3107
@abhaydas3107 9 сағат бұрын
Very good decision well come
@dipubhai8435
@dipubhai8435 8 сағат бұрын
ଉତ୍ତମ ପଦକ୍ଷେପ ।କିନ୍ତୁ ଭାଗଚାଷି କେତେ ବର୍ଷରୁ ଚାଷ କରୁଛି ଦେଖି ସେମାନଙ୍କର ନାମ ଯୋଡାଯାଉ। ଦଲାଲ ପାର୍ଟି କୁକୁର ମାନଙ୍କର ଯିଏ ଚାଷି ନୁହଁ ସେମାନଙ୍କର ନାମ କାଟ ।ଓଡ଼ିଶାରେ ୩୫%ପଟିମରା କର୍ମ କୋଢିଆ ହୋଇ ଗଲେଣି ଯେ କୌଣସିପ୍ରକାର ଯୋଜନାର ଫାଇଦା ଉଠାଇ କିଛି କାମ ନ କରି ଗାଁର ଭଗବତ ,ମଠ ଚଉରା ମଣ୍ଡପରେ ତାସ ଖେଳି ଗୁଲି ଗପ କରି ସମୟ ବର୍ବାଦ କରିବା ଯେପରି ଆଦର୍ଶ ଭାବିଲେଣି ।ସମସ୍ତଙ୍କର ସଚ୍ଚୋଟ ତାର ସହ ବଛାଯାଉ ନଚେତ ଶଂଖ ବାଲାଙ୍କ ପରି ଯାର ୬ଏକର ଜମି ତାର ୫୦ ବସ୍ତା ଧାନ ମଣ୍ଡି ଟୋକନ ।ଯାର ଜମି ଏକରରୁ କମ ଦଲାରି କେବେ ଜମି ଦେଖିନଥିବ ତାର ୨୦୦ ବସ୍ତା ।ଗତବର୍ଷ ଭୋଟ ଯାଇ ଝଗଡା କରିବାରୁ ୬୯ ବସ୍ତା ଦେଇଥିଲେ ।ସବୁଠାରୁ ଭ୍ରଷ୍ଟ ସମବାୟ ସମିତି ନୟାଗଡର
@Tiger-t8r
@Tiger-t8r 4 сағат бұрын
ଜୟ ଶ୍ରୀ ରାମ
@focusonstudy1864
@focusonstudy1864 9 сағат бұрын
ଭାଗଚାଷୀ କଣ କରିବେ
@sudhansurubi1853
@sudhansurubi1853 4 сағат бұрын
ଭାଗ ଚାଷୀ ସୁରଟରେ କାମକରିବେ
@ArpitaDas-h9e
@ArpitaDas-h9e 6 сағат бұрын
ଆଗେ ଧାନ ମଣ୍ଡି ଲଗାଅ। ଏପର୍ଯନ୍ତ୍ ଧାନ ଟୋକନ ଆସିନି ଯାଜପୁର ଜିଲ୍ଲାରେ Bjp କଥା ବଡ଼ ବଡ଼
@sambalpurimahujharan3898
@sambalpurimahujharan3898 9 сағат бұрын
Right very good
@santsahu4489
@santsahu4489 7 сағат бұрын
ପକୃତଚାଷୀ ମାନେକିଏ ଯାଇ chek କରି ନାମ ପଞ୍ଜିକରଣ ଭାଗଚାଷୀ ହେଉ କି ନିଜେ ଚାଷୀ ହେଉ, ଓଡ଼ିଶାରେ ଭାଗଚାଷୀ ଅଧିକ ଅଛନ୍ତି
@arunabasan
@arunabasan 9 сағат бұрын
ବିଜେପି ସଡଜନ୍ତର କଲାରି ସଭଦ୍ରା କାଟିବ ବୋଲି
@DillipBhoi-mu1dk
@DillipBhoi-mu1dk 5 сағат бұрын
ସରଙ୍କରଙ୍କର ପଦକ୍ଷେପ କୁ ସ୍ୱାଗତ ଯୋଗ୍ୟ 🙏🏻🙏🏻🙏🏻
@prahalladsahu5684
@prahalladsahu5684 14 сағат бұрын
ବିଜେଡି ଦଳ ନିଜ ଦଲିୟ କ୍ରମିକୁ ହିଁ କାଳିଆ ଟଙ୍କା ଦେଇଥିଲେ
@NakulNayak-v6x
@NakulNayak-v6x 10 сағат бұрын
ପ୍ରକୁତ ଚାଷୀକୁ check କରିକି ସୁଭଦ୍ରା ଯୋଜନା କାଟିଦିଅ.......ବିଜେପି ସରକାରଙ୍କୁ ମୋର ଅନୁରୋଧ ଯେତେ ଶୀଘ୍ର ପାରୁଛ ଓଡିଶା ଛାଡିକି ପଳାନ୍ତୁ.. ଆଳୁ ପଇସା ଓ ଅଯୋଗ୍ୟ ଚାଷୀ ମାନଙ୍କ ପଇସା କିଏ ନବ
@gouravkumardip3710
@gouravkumardip3710 8 сағат бұрын
ଚାଷ ଜମି କୁ ଯାଇ ଦେକ କିଏ ପ୍ରକୁତ ଚାଷୀ
@TahasilPatel
@TahasilPatel 6 сағат бұрын
ପ୍ରକ୍ରୁତ ଚାଷୀ କିଏ ଆପଣ କେମିତି ଜାଣିବେ
@rajmobiletips
@rajmobiletips 7 сағат бұрын
ଭାଗ ଚାଷୀ ମାନେ କଣ କରିବେ?ଯାହା ପାଖରେ ଜମିର କାଗଜ ପତ୍ର ନାହିଁ?
@nobitatheking3466
@nobitatheking3466 9 сағат бұрын
Bahut bhala
@kailashsahu9412
@kailashsahu9412 9 сағат бұрын
Very good ❤❤❤
@nilamadhabasamantaray3509
@nilamadhabasamantaray3509 4 сағат бұрын
ଏଇଟା କଲେ ଚାଷୀ ପେନସନ ସୁବିଧା ରେ ସରକାର ଯୋଗାଇଦେବେ ଚାଷୀ ଉନ୍ନତି କଲେ ଦେଶ ଉନ୍ନତି କରିବ
@shinegaming4513
@shinegaming4513 9 сағат бұрын
Very good decision
@gagulmohanty7420
@gagulmohanty7420 6 сағат бұрын
Sabu thik se check haba darkar
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା 2 сағат бұрын
କୃଷକ ଓଡିଶା ପୋଟାଲରେ ପ୍ରକୃତ ଚାଷୀ ଦେଖିନିଅ ଅଧିକା ରଂଜିତ କରି ବେକାର ଜନଗହଳି କରନା ଲୋକଙ୍କୁ ଜନସେବା ରେ କୃଷକ ଓଡିଶା ପଞ୍ଜିକୃତ କରି ଚାଷୀର ପରିଚୟ ଜାଣ
@ganeswarsahu7633
@ganeswarsahu7633 12 сағат бұрын
The best survey of double engine goverment
@subhrajyoti7809
@subhrajyoti7809 8 сағат бұрын
ମଜୁରିଆ କୁ କାଟ ସେ ସବୁ ପାଇଯାଉଛି
@arunabasan
@arunabasan 9 сағат бұрын
ସବୁ ଛୋଡ଼ି ପକେଇବ ଜଣା ଯାଏ ଉଛି ଆଜିଯାଏଁ ଘର ଆପେ ଖଲିଲା ନାହିଁ
@gagulmohanty7420
@gagulmohanty7420 6 сағат бұрын
Cooperative society bank re thiba farmers record ku bi check kariba uchit
@shinegaming4513
@shinegaming4513 9 сағат бұрын
Jami nathaiki bopa maa pua bahu sabu pm kishan au kalia neiki jauthile.
@pabitragaigaria4609
@pabitragaigaria4609 Сағат бұрын
Very Good
@kailashswainkailashswain6878
@kailashswainkailashswain6878 2 сағат бұрын
ଯିଏ ଚାଷ କରୁଛି ତାକୁ ଦିଅ,ଚାଷ ଉପକରଣ ,କୀଟ ନାଶକ ଓ ସାର ସବସିଡରେ ଦିଆଗଲେ ଚାଷୀ ଉପକୃତ ହେବ।ଗପ କହିଲେ କଣହେବ।
@makramohanta1047
@makramohanta1047 17 сағат бұрын
Right sir
@SasiSagar-d1z
@SasiSagar-d1z 18 секунд бұрын
Very good
@biplabapattnaik4273
@biplabapattnaik4273 4 сағат бұрын
Good decision
@chittaranjanjenajaga3271
@chittaranjanjenajaga3271 55 минут бұрын
Kitina achha baat hai
@nobitatheking3466
@nobitatheking3466 9 сағат бұрын
Agricultural product marketing skill chasi ku bateebakatha.
@nalinibehera1619
@nalinibehera1619 8 сағат бұрын
ତୁମ ପାଖରେ କଣ ନାହିଁ କି ଜମି ପଟା, ଆଧାର , A/C No, ସବୁ ତ ଅଛି କରୁ ନ
@DhrubaNaik-xp5pj
@DhrubaNaik-xp5pj 5 сағат бұрын
Bhalahuanta au amaku bahara rajya ku dadana khatibaku pdanta ni
@Abhimanyu1443
@Abhimanyu1443 Сағат бұрын
କିଛି ହବ ନାହିଁ
@swaingangadhar4391
@swaingangadhar4391 36 минут бұрын
Yes
@rohansipka3348
@rohansipka3348 5 сағат бұрын
Double Engine Double Dhokha
@DibakarHansdah-g1j
@DibakarHansdah-g1j 4 сағат бұрын
JAY KISSAN
@sudhirchandranayak9007
@sudhirchandranayak9007 6 сағат бұрын
Creating lot of confusion
@prasantabhoi5449
@prasantabhoi5449 5 сағат бұрын
Nabin sarkar thila bele kagaj patra re joyana karuthila puraskar pauthila .kintu prakuta chasi pakhaku joyana pahanchu na thila
@sekharonlineservice5178
@sekharonlineservice5178 13 сағат бұрын
BJP ପୁରା ନଷ୍ଟ କରିଦେବ ଓଡିଶା କୁ
@himansupradhan2777
@himansupradhan2777 9 сағат бұрын
Tume kan chasi biroodhi
@bhagabatsahoo3718
@bhagabatsahoo3718 2 сағат бұрын
Thik chasi ki krusak kard milu
@PradiptaBagarti
@PradiptaBagarti Сағат бұрын
Land owner is real actual farmer.
@dilipmohapatra9017
@dilipmohapatra9017 8 сағат бұрын
Chasi kia
@kushamajhi6440
@kushamajhi6440 10 сағат бұрын
Tumar sarkar mg nregs Jen Bina lebar thi ପକାଉଛନ seta dekha bo
@santanukarna1819
@santanukarna1819 9 сағат бұрын
Se Mane sbe sale sabu office sar takar hate
@ashokkumarpradhan2210
@ashokkumarpradhan2210 7 сағат бұрын
Nakali ki asali kahiba pagalami Jahara jamee achhi sea Chasi
@RajuJakesika
@RajuJakesika 2 сағат бұрын
Farmer kahile... mohan majhi.kv Singh deo.darama. au sarangi
@NilakanthaDas-z1r
@NilakanthaDas-z1r 3 сағат бұрын
Athire bi jaliati haba. Sabu sarapancha ra nija loka paiba.
@ganeswarsahu7633
@ganeswarsahu7633 11 сағат бұрын
Mo wife Jane chasi but b😊it b j d amalre manmani survey heithila
@RakeshChhotaray
@RakeshChhotaray 9 сағат бұрын
Bjd dalar jou krushak sathi achhi taku aga job ru bahar kara sabu thik hab bjp ra khaiki bjd ra gau chhanti gare
@chittaranjanjenajaga3271
@chittaranjanjenajaga3271 54 минут бұрын
Mu bi ek chasi mu nihje chasa hata re kare
@achyutbag4614
@achyutbag4614 3 сағат бұрын
Sabu kathare kama re nuhen
@DushmantaBag-d2m
@DushmantaBag-d2m 6 сағат бұрын
Baal na auu
@BadboySunil-x8b
@BadboySunil-x8b 3 сағат бұрын
Maagiha Handia majhi Chasi manaku boka banauchi..
@Abhimanyu1443
@Abhimanyu1443 Сағат бұрын
Godi media
@eswarsabar3547
@eswarsabar3547 3 сағат бұрын
Argus tv thadi pakauchi michua chanel
@ABHIMANYUMEHER-pl5xq
@ABHIMANYUMEHER-pl5xq 6 сағат бұрын
Very good decision
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН