Live | ସାମ୍ନାକୁ ଆସିଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅଙ୍କର ଏକ ଭିଡିଓ

  Рет қаралды 279,838

Argus News

Argus News

Күн бұрын

Пікірлер: 507
@niranjanpanda8574
@niranjanpanda8574 8 ай бұрын
ଏହା ପ୍ରଥମରୁ ଲୋକେ ଜାଣି ସାରିଛନ୍ତି।ତାମିଲ ଶାସନରେ ଦୁର୍ନୀତି, ଚୋରି, ନାରୀ, ହତ୍ଯା ସାଧାରଣ ହୋଇ ଗଲାଣି।
@sidd5547
@sidd5547 8 ай бұрын
ଆମକୁ ନବ ଦାସଙ୍କ ହତ୍ୟା ରେ ଯେତିକି ଦୁଃଖ ଓ ଚିନ୍ତା ହେଇଛି ତାର କାଣିଚାଏ ଦୀପାଳୀ ଦାସ ପାଖରେ ଦିଶୁନି। ସିଏ ବିଧାୟିକା ହେଇ ବହୁତ ଖୁସି। ବାପା ର ହତ୍ୟା ହେଲା ହେଲେ ଝିଅ ହତ୍ୟାକାରୀ ର କ୍ରୀତଦାସ। ଧିକ ଏମିତି ଝିଅ
@amagiha1046
@amagiha1046 8 ай бұрын
Dipali ba baby das ro maikina
@sushantpatra7405
@sushantpatra7405 8 ай бұрын
Taa jhia marichhi
@sidd5547
@sidd5547 8 ай бұрын
@@sushantpatra7405 ଅସମ୍ଭବ ନୁହେଁ
@alokpardia
@alokpardia 8 ай бұрын
ଉଠରେ ଉଠରେ ଉତ୍କଳ ସନ୍ତାନ। ଉଚିତ୍ ପ୍ରାର୍ଥୀ ଚୟନ କରନ୍ତୁ। ବିକ୍ରି ହୁଅନ୍ତୁ ନାହିଁ।
@bikramdal8281
@bikramdal8281 8 ай бұрын
ପଇସା ପାଇଁ ବିଧାୟିକା
@GaneshPanigrahi-xu7vr
@GaneshPanigrahi-xu7vr 8 ай бұрын
ଓଡ଼ିଶାର ସମସ୍ତ ଗଣମାଧ୍ୟମଗୁଡିକ ମଧ୍ୟରେ "ଅର୍ଗସ ନିଉଜ ଚ୍ୟାନେଲ" ହିଁ କେବଳ ଗୋଟିଏ ବାସ୍ତବଧର୍ମୀ, ମୂଲ୍ୟଯୁକ୍ତ, କର୍ତ୍ତବ୍ୟଶୀଳ, ଉପଯୁକ୍ତ ମୂଲ୍ୟବାନଯୁକ୍ତ ସମ୍ପାଦନାରେ ବ୍ରତୀ, ରାଷ୍ଟବାଦୀ, ସ୍ୱଚ୍ଛ,ମୁକ୍ତ ଓ ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ୍ଣ ଗଣମାଧ୍ୟମ ଅଟେ। ବାକି ଅନ୍ୟାନ୍ୟ ଗଣମାଧ୍ୟମଗୁଡିକ ଭୟାଳୁ, ଅପାରଗ, ଧର୍ମଛଡା,ଭଡାଟିଆ ଓ ଦୁର୍ନୀତିଖୋର ଅଟନ୍ତି...
@sanjaya19
@sanjaya19 8 ай бұрын
❤ really
@trilochandash3657
@trilochandash3657 8 ай бұрын
ତଦନ୍ତ ଠିକ୍ ବାଟରେ ହୋଇ ନଥିବା ପ୍ରାୟ ଜଣାଯାଏ ।
@raghumaninayak9593
@raghumaninayak9593 8 ай бұрын
ଗୋପାଳ ଦାସଙ୍କ ପୁଅ ଠିକ କହୁଛନ୍ତି
@sanjaykumardas334
@sanjaykumardas334 8 ай бұрын
ନବଦାସ ମରିବା କାରଣ ତାଙ୍କ ଝିଅ ସବୁ ଜାଣିଛି ହେଲେ ରାଜନୀତି ଲାଳସା ରେ ଦୀପାଳି ଗୋଟେ ଭଲ ରୁଲ କରୁଛି
@ani_bhumi8215
@ani_bhumi8215 8 ай бұрын
ଓଡିଶା କୁ ଏକାଧିକ ଗୋପାଳ ଦାଶ ଦରକାର।
@nmtv3636
@nmtv3636 8 ай бұрын
Right 👍👍👍
@LalitKumardas7148
@LalitKumardas7148 8 ай бұрын
Agree❤❤❤❤
@hemantasoren123
@hemantasoren123 8 ай бұрын
Right
@subhasmitabarik6145
@subhasmitabarik6145 8 ай бұрын
Right
@MADANSOREN-kq7sg
@MADANSOREN-kq7sg 8 ай бұрын
ନବୀନ ପାଣ୍ଡିଆନ ବିଜେଡ଼ି ହଟାଅ ଓଡ଼ିଶା ବଞ୍ଚାଅ
@jeetendrakumarmohanty2963
@jeetendrakumarmohanty2963 6 ай бұрын
ଅର୍ଗସ୍ ଚ୍ୟାନେଲ ଓ ସାମ୍ବାଦିକ ମାନେ ନିର୍ଭିକ ଭାବରେ ସମ୍ବାଦ, ଓଡିଶାର ଜନସାଧାରଣ ପାଖରେ ପରିବେଷଣ କରୁଥିବାରୁ, ବହୁତ୍ ବହୁତ୍ ଧନ୍ୟବାଦ୍।
@umakantsethi8909
@umakantsethi8909 8 ай бұрын
ଆମ ଓଡ଼ିଶା ଲୋକ ମାନେ କିଛି ବୁଝି ପାରୁ ନାହାଁନ୍ତି ଯୋ କି bjd କୁ ଭୋଟ ଦେଉଛନ୍ତି
@AB-we3nv
@AB-we3nv 8 ай бұрын
Bhai thik election puranru kemti pua janila....aau tike agaru kahithile bodhe bjp ku labha hei nathanta na..
@atishpandey309
@atishpandey309 8 ай бұрын
Gopal nku mentali auu physical harassment hauthiba sethipain se kahunathiba BJD ra durniti ru banchiba muskil sethipain bodhe se kahuna thiba eta b ta reason heithiba
@sumantabehera7642
@sumantabehera7642 8 ай бұрын
ଆଉ କଣ ତୋତେ ଦେବେ
@MakuJena-p5g
@MakuJena-p5g 7 ай бұрын
@SanatanSwain-ku1ip
@SanatanSwain-ku1ip 7 ай бұрын
Ni exc nu ee ji hy to 😂😢😮😢🎉h🎉TT g😮😅😅😅😅😊😊⁵ nu ni ni in nu un kiDr 😮 ubh😢GT fr d4r😅😮😂😂r🎉 exnú🎉1​@@sumantabehera7642
@janta_123
@janta_123 8 ай бұрын
ଅର୍ଗୁସ୍ ନେଜୁ ନମର୍ 1ମିଡ଼ିଆ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤durgha ସାର୍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤
@dhamirona8662
@dhamirona8662 8 ай бұрын
ସାଙ୍ଘାତିକ ଅଭିଯୋଗ, କେନ୍ଦ୍ର ଗୋଇନ୍ଦା ସଂସ୍ଥା ତଦନ୍ତ କରୁ
@Manas_Bhoi
@Manas_Bhoi 8 ай бұрын
BJD ନବୀନ ହଟାଅ ଓଡ଼ିଶା ବଞ୍ଚାଅ 👈👈👈
@Manas_Bhoi
@Manas_Bhoi 8 ай бұрын
@Gourangamurmu-ic2boତୁ ଶଳା ନବୀନ କୁକୁର ତୋ କାହିଁ ଗାଣ୍ଡି ଫାଟୁଛି 🤣🤣🤣
@AB-we3nv
@AB-we3nv 8 ай бұрын
Election time re ta pua ku Mane padila ..aau puranru mane padilani...waah re BJP kete talaku khasiba
@atishpandey309
@atishpandey309 8 ай бұрын
​@@AB-we3nvtame ta kichi karibani ebe ta haba se sahasa paichi BJP thu ebe kahibani ta uu kebe kahiba BJD MO Banda re
@AB-we3nv
@AB-we3nv 8 ай бұрын
@@atishpandey309 Se nije jete heithila kahila mo bapa kara mental issues achi...aau aji se emti... politics Bhai ame sabu musa machi ..se bjd hau ki BJP..
@Bhagabannaik541
@Bhagabannaik541 8 ай бұрын
ଅପ୍ରିୟ ସତ କଥା 👍
@drmedia5418
@drmedia5418 8 ай бұрын
ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ମାରିଦିଆଗଲା କିନ୍ତୁ ହିଞ୍ଜଡ଼ା ସରକାର କିଛି କରି ପାରିଲାନି
@sangeetaaich3180
@sangeetaaich3180 8 ай бұрын
Bhai sarakar ta karichi auu Kia inquiry kariba
@skmstorywriter6400
@skmstorywriter6400 8 ай бұрын
ଚେୟାର ଜଗା ମୁଖ୍ୟମନ୍ତ୍ରୀ କଣ ଆଉ କରିବ
@subashmajhi2341
@subashmajhi2341 8 ай бұрын
ଦେଖନ୍ତୁ ତାଙ୍କ ପୁଅ ଙ୍କୁ ବିପଦ ହେଇପାରେ CBI ଯାଞ୍ଚ ହଉ 🙏🙏🙏
@akshayakumarbhol4132
@akshayakumarbhol4132 8 ай бұрын
କ୍ଷମତା ଲାଳସା ରେ ହତ୍ୟାକାରୀର ଚାଟୁକାର ସାଜିଥିବା ବିଧାୟିକା ଦୀପାଳି ଦାସ ହେଲେ ନବ ଦାସ ଙ୍କ ଜାଣି ପେଲେଇ କନ୍ୟା ।
@learnwithnirmal12
@learnwithnirmal12 8 ай бұрын
Argus is best news chanal in odisha he always fight against courption
@tinkurana7143
@tinkurana7143 8 ай бұрын
Laja laguni Tate argas bjp news
@lilamayasahu6669
@lilamayasahu6669 8 ай бұрын
Pandughosh tv
@umakantadas1325
@umakantadas1325 8 ай бұрын
ଉତ୍କଳ ମାଆ ର ସୁଯୋଗ୍ଯ ସମ୍ବାଦଦାତା ଦୁର୍ଗାଶିଷ ବାବୁ ଜୟ ମାଆ ବିରଜାଙ୍କ ଆଶୀର୍ବାଦ ରହୁ
@angadmallickangadmallik8554
@angadmallickangadmallik8554 8 ай бұрын
ତୋ ବାପା କେଉଁ ଯୁଦ୍ଧ କ୍ଷେତ୍ରରେ ମରିଥିଲା ଆଲାଯୁକି ଲଜ୍ଜ୍ୟା ଲାଗୁନି
@nksodiatutorial2880
@nksodiatutorial2880 8 ай бұрын
Tu lie be
@gajendranathjena356
@gajendranathjena356 21 күн бұрын
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ରାଜନୀତି ପାଣ୍ଡିଆନ ଶାସନ ବିଜେଡି ନେତା କ୍ରିତଦାସ ଗୁମସ୍ତାମାନେ ନିଜର ଇଜ୍ଜତ ମହତ ପାଣ୍ଡିଆନ ପାଖରେ ଥୋଇ ଦେଇଛନ୍ତି ବିଜେଡିର ଉଦ୍ୟମରେ ନବଦାସ ହତ୍ୟା ନିଶ୍ଚିତ ଓଡିଶାବାସୀ ମାନେ ଜାଣୁଛନ୍ତି ମର୍ଡର ପ୍ରାଉଜିତ😮🎉❤🎉😮❤
@JayadebMallik-b9l
@JayadebMallik-b9l 8 ай бұрын
ଯେତେ ଚାପିଲେ ମଧ୍ୟ ଡରନ୍ତୁନି ଆଜ୍ଞା ଜୟ ଆର୍ଗସ❤❤❤❤❤❤
@PramodKumarmohanta-p8y
@PramodKumarmohanta-p8y 8 ай бұрын
BJP jindabad jindabad jindabad jindabad
@jaganathgaming4708
@jaganathgaming4708 8 ай бұрын
Durgashis brother you are hero journalist
@satyaseth1485
@satyaseth1485 8 ай бұрын
Argus news number 1❤❤❤
@anilakunwar
@anilakunwar 8 ай бұрын
👍Gopala ra pua dabi karuchu CBI inquiry very good 👍
@purnaharipal3341
@purnaharipal3341 8 ай бұрын
Durgasis bhai you are a Real Journalist ❤❤❤ Love you ❤❤❤
@janta_123
@janta_123 8 ай бұрын
ପଣ୍ଡିଆ ମାରିଚି କାହିକିନା ନବ ଥିlଲେ ପାଣ୍ଡିଆ ଶାସନ୍ କରିପାରିନ ଥାନ୍ ପୁଝିଲୋ
@makaramahanta5908
@makaramahanta5908 8 ай бұрын
Mu bi seia bhabuchhi
@nmtv3636
@nmtv3636 8 ай бұрын
ଆମର ଓଡ଼ିଶାକୁ ବହୁତ ଗୁଡ଼ିଏ ଗୋପାଳ ଦାସ ଦରକାର
@KumudenduPatel-he9xy
@KumudenduPatel-he9xy 8 ай бұрын
ଜଣେ ସୈନିକ ଦେଶର ହିତ ପାଇଁ ଶହିଦ ହୁଏ। ନବଡାସ କାହା ହିତ ପାଇଁ ଶହୀଦ ବା କିଏ ଫାଇଦା ପାଇବେ।
@gadadharsahoo7997
@gadadharsahoo7997 8 ай бұрын
Nabin hatao BJD HATAO odisha bachao BJP jinda bad
@jchoudhury274
@jchoudhury274 8 ай бұрын
🎉 ଦିପାଳି ଦାସ କ୍ଷ ମ ତା ଲୋଭି ବାପାଙ୍କ ନ୍ୟା ୟ ପାଇଁ ଟି କେ ଲଢାଇ କରିନି
@bikashroul217
@bikashroul217 8 ай бұрын
ଆରେ ଗୋପାଳ ଦାସ କଇ ଦେଇ ଥିଲେ ମୋତେ ଏଇ ଲୋକ ସୁପାରି ଦେବା ହେତୁ ମୁ ମାରିଛି। କେବେଠୁ କେସ କ୍ଲୋଜ ହେଇସାରାନ୍ତାନି। ଏବେ ତା ପୁଅ କହୁଚି ରାଜନିତି ତୋ ବାପା କୁ କହ ସତ କହୁ। କାହା କଥାରେ ଗୁଳି ମାରିଥିଲେ।
@dipakmuduli4715
@dipakmuduli4715 8 ай бұрын
Gopala das jadi sata kahidia tanku kichhi dhamak deithibe.serhi pain heipare.cbi tadant darkar
@rakeshkumarnaik3346
@rakeshkumarnaik3346 8 ай бұрын
Ohh Bjd ra chatu kara 😂😂😂
@manasmohapatra7874
@manasmohapatra7874 8 ай бұрын
ନବ ଦାସ କୁ ହତ୍ୟା କରାଯାଇଛି
@manoranjansethi6623
@manoranjansethi6623 8 ай бұрын
ଏଥର ହେବ ପରିବର୍ତ୍ତନ
@alokpardia
@alokpardia 8 ай бұрын
ଉଠରେ ଉଠରେ ଉତ୍କଳ ସନ୍ତାନ। ଉଚିତ୍ ପ୍ରାର୍ଥୀ ଚୟନ କରନ୍ତୁ। ବିକ୍ରି ହୁଅନ୍ତୁ ନାହିଁ।
@santoshswain3549
@santoshswain3549 8 ай бұрын
Durga babu is very intelligent sambadika
@manasdalai4028
@manasdalai4028 8 ай бұрын
ନବ ର ଝିଅ କୁ ଲାଜ ଲାଗୁନି,
@subashmajhi2341
@subashmajhi2341 8 ай бұрын
ଦୀପାଳି ଙ୍କୁ ତାଙ୍କ ମାଆ କାହିଁକି ଜନ୍ମ ଦେଲେ ଛଟ ବେଳେ ମାରିଦେଲେଣି ଜନ୍ମ ହେଇ ବଡ଼ ଭୁଲୁ ହେଇଗଲା ଛିରେ ଜୀବନ ଦିକ CBI Welcome ଓଡିଶା 🙏🙏🙏
@skgoud7356
@skgoud7356 8 ай бұрын
ହଇରେ ମାଗିହା ପେଟୁ ନବୀନ ତ ମା ଘଇତା
@devidattasisirkumarsabata6446
@devidattasisirkumarsabata6446 8 ай бұрын
ବିଲେଇ ଛୁଆ ମିଆଉଁ ମିଆଉଁ କରି ବିଳିବିଳାଉଛି।
@deepakkumarbehera6383
@deepakkumarbehera6383 8 ай бұрын
ଦିପାଳି ଦାସ ହିଁ ନବ ଦାସ ର ହତ୍ୟା ଷଡ଼ଯନ୍ତ୍ର କାରୀ
@vivatman333
@vivatman333 8 ай бұрын
କାମେରା ଆଗରେ ତୋ ବାପା ଗୁଳି ମାରିଚି କଣ ଲୋକଙ୍କ ଆଖି ଫୁଟି ଯାଇଛି ତୁ ଲୋକଙ୍କୁ ଓଲା ବନାଉଚୁ l ଦୀପାଳି ଦାସ କୁ ବଦନାମ କରିବା ପାଇଁ ତୋତେ କେତେ ଟଙ୍କା ମିଳିଛି ଓ କିଏ ଟଙ୍କା ଦେଇଛି ସେଟା ତଦନ୍ତ କରାଯିବ ଉଚିତ l ପାଗଳ ବାପାର ପାଗଳ ନିର୍ଲଜ ପୁଅ l
@melisha4236
@melisha4236 7 ай бұрын
Kie kahichi.. guli Kariba pain... Se katha kahunu
@kalandisingh4787
@kalandisingh4787 8 ай бұрын
Kali ra sesa ସମୟରେ ଏମିତି ଅନ୍ୟାୟ ଅତ୍ୟାଚାର ବଢ଼ିଛି
@ByasadevPradhan-q7k
@ByasadevPradhan-q7k 8 ай бұрын
Good news argus news.Thanks
@LIPAN321
@LIPAN321 8 ай бұрын
ସହିଦି ନା ଛେନା ହେଇଚି ହେଲା ,, ସହିଦ କାହାକୁ କୁହା ହୁଏ ଦିପାଲି ବି ଜାଣିନି
@jeebananandapradhan5805
@jeebananandapradhan5805 8 ай бұрын
Pandab ହସ୍ତିନାପୁରର ରାଜା ହେବା ପାଇଁ ରାସ୍ତା ସଫା କରାଯାଉଛି
@sushantadas2518
@sushantadas2518 8 ай бұрын
Debasish babu, keep it up. Satya baharaku aanibaku heba. Great, Debasish babu.
@Being-Odia-Being-Proud
@Being-Odia-Being-Proud 8 ай бұрын
ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !
@successfullife6722
@successfullife6722 8 ай бұрын
ଜୟ ଶ୍ରୀରାମ l🙏
@janta_123
@janta_123 8 ай бұрын
ନବୀନ ଜାଣିଚି ନବ ହଇଥାନନ୍ତ ମୁଖାମନ୍ତ
@abanipradhan
@abanipradhan 8 ай бұрын
ଏଇଟାକୁ ଜୋତା ମାଳ ଦେଇ ବିଦା କର,,,,,,,
@rasmitamallick5527
@rasmitamallick5527 8 ай бұрын
ଏଇ ମାନଙ୍କର ବି ହାତ ଅଛି ନହେଲେ ଏମିତି ରାସ୍ତା ଘାଟରେ ଏମିତି ହେଇ ନଥାନ୍ତି। ସବୁ ଚୋର ଗୁଡ଼ାକ
@MrTdas-d6b
@MrTdas-d6b 8 ай бұрын
Pandiyan ku arrest karajau
@radheshyamkechhu5134
@radheshyamkechhu5134 8 ай бұрын
BJD bala hi marichhi boli... Katha ku dabei dele... CBI tadant karanau
@Tusharnaik-o4s
@Tusharnaik-o4s 8 ай бұрын
CBI jancha karajaou nahele odia loka mane police upare bharasha tutijiba
@laxmansahoo4681
@laxmansahoo4681 8 ай бұрын
ରାଜନୈତିକ ନୁହେଁ, ରାଜା କୃତ 🎉
@gurucharanbarik7817
@gurucharanbarik7817 8 ай бұрын
ରାଜା ହେବାକୁ ହେଲେ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କୁ ଭିକାରୀ, ଦନା ଚଟା କୁକୁର ବନେଇବାକୁ ହୁଏ. 🤔🤔🤔🤔🤔
@dharmendrameher1000
@dharmendrameher1000 8 ай бұрын
Jay ho Argus channel
@cooledits715
@cooledits715 8 ай бұрын
Vote for BJP and give Justice to Shree Naba Das
@linkanrout3041
@linkanrout3041 8 ай бұрын
Jie tar bapa ra nai hela se jharsuguda ra kna heba
@SASADHARAMOHANTY
@SASADHARAMOHANTY 8 ай бұрын
ଦିପାଳି ଦାସ ଜଣେ ଶ୍ରେଷ୍ଠ ବାପର ଠିକ ଝିଅ
@cooledits715
@cooledits715 8 ай бұрын
Public should raise the voice ..A leader who spent time with public ..Public should fight for Justice
@sundargarhsng9463
@sundargarhsng9463 8 ай бұрын
Only God can give justice .....
@Prasantkumar223
@Prasantkumar223 8 ай бұрын
ସହିଦ୍ କାହାକୁ କୁହାଯାଏ ଜାଣିନି ବଧେ ସେଥି ପାଇଁ କହୁଚି
@SITANSHUSHEKHARDAS
@SITANSHUSHEKHARDAS 8 ай бұрын
Good beta, thik step neichha
@kaninikarout4176
@kaninikarout4176 8 ай бұрын
Se banchithile CM heithanta taku pandian marichi
@manikyabhainsa6621
@manikyabhainsa6621 8 ай бұрын
Right 👍👍👍
@prasantaswain7298
@prasantaswain7298 8 ай бұрын
Naba dasku pandu boby das pratap jena marichhanti .
@dharmendrameher1000
@dharmendrameher1000 8 ай бұрын
Durgasis babu The great Journalist
@damodarmishra1006
@damodarmishra1006 8 ай бұрын
Sahid word ku dipali das withdraw karantu,eha amara desara sahid mananku apaman nuhen ki ?
@hrudanandasahuofficial
@hrudanandasahuofficial 8 ай бұрын
ନବଦାସ ମାରିବାଉଚିତ
@kunanaik5436
@kunanaik5436 8 ай бұрын
BJP odisha re ashile CBI ape ape naba das murder case ra khulasa kariba jay shree ram
@ChitraMajhi-w1g
@ChitraMajhi-w1g 7 ай бұрын
Good Argus news Dipali dasa bi samil achanti
@ssyamaha4540
@ssyamaha4540 6 ай бұрын
Argus tv namaskar Durga bhai namaskar Satya ra sandhan re aapana mane achanti Thank u
@dalapatinayak573
@dalapatinayak573 8 ай бұрын
Very Very Right speech bro go ahead and all odisha support bro ❤❤❤❤
@srikantsahoo6563
@srikantsahoo6563 8 ай бұрын
ନବ ଦାସ୍ ଝିଅ ସବୁ ଜାଣିଛି।ପ୍ରକୃତ ଦୋଷୀ ଦିପଳି ଜାଣିଛି।ସତ କହିଦେଲେ ଟିକେଟ ମିଳିବନି।ଧନ୍ୟ ତୋ ଝିଅ ଜନମ।ଏଭଳି ଝିଅ କାହାକୁ ନମିଳୁ।
@triflexop7549
@triflexop7549 6 ай бұрын
ନବ ଦାସ୍ ହତ୍ୟା ରେ କେହି ଖୁସି ହେଉ କି ନ ହେଉ ଦିପାଲି କିନ୍ତୁ ଭାରି ଖୁସି, ସେଇଥିପାଇଁ ତ ସି ବି ଆଇ ଯାଞ୍ଚ ଚାହୁଁ ନାହିଁ
@jagannathpatnaik8409
@jagannathpatnaik8409 8 ай бұрын
ଥାଉ ଏଇଟା ୨୦୨୯ ନିର୍ବାଚନ ରେ ଦେଖାଇବେ ଅର୍ଗସ। ଏ ଲୋକଟା କାଗଜ ଲେଖା ପଢୁଛନ୍ତି। ପୁରା ପ୍ରାୟୋଜିତ, ସରକାର କୁ ବଦନାମ କରିବା ପାଇଁ।
@HITSofficial999
@HITSofficial999 8 ай бұрын
Bhai mora ki6i politics re intrest nai kintu jaha lagu6i ehi pua ta... scripted speech dau6i bhalia lagu6i...😐😐😐
@jagabandhusahoosahoo2296
@jagabandhusahoosahoo2296 8 ай бұрын
Right argus.salut argus
@jayantamadhei602
@jayantamadhei602 8 ай бұрын
ଠିକ କହିଛନ୍ତି ସାନ ଭାଇ ସି ବି ଆଇ ତଦନ୍ତ ନିହାତି ଦରକାର ଏଟା ରାଜନୀତି ଚାଲ
@bibhutibhusansabat5916
@bibhutibhusansabat5916 8 ай бұрын
Jia marichi sia nischit danda paiba ai mati Jagannath ji nka
@cooledits715
@cooledits715 8 ай бұрын
Journislm cannot be treated like this..Pl lodge complain in Police against the people who are disrupting truth in Journilsm
@pravatswain5792
@pravatswain5792 8 ай бұрын
Right 👍 keep on Argus..
@MaaSamaleswariStatus
@MaaSamaleswariStatus 8 ай бұрын
ଏଇଟା ନବ ଦାସ୍ ର ଗୁନୁଡା
@runupradhan2486
@runupradhan2486 8 ай бұрын
Happy to see you Ravi.
@LambodarPradhan-sj6uy
@LambodarPradhan-sj6uy 8 ай бұрын
ଶୁଣାଯାଏ ମୋଗଲମାନଙ୍କର ଭାଇମାନଙ୍କ ମଧ୍ଯରେ ହଣା କଟା ହେଉଥିଲା। ଏବେ ବାପ ଝିଅ ମଧ୍ଯ ରେ ହେଉଛି।
@drsudiptapradhan717
@drsudiptapradhan717 8 ай бұрын
u r a daring person durgasis bhai. good
@villegeboypintu87146
@villegeboypintu87146 8 ай бұрын
ହଁ ସେ ଝିଅକୁ ରାଜ ଗାଦି ରେ ବସେଇବା ପାଇଁ ସହିଦ୍ ହୋଇଗଲେ 😂😂😂😂 କି କଥା
@melisha4236
@melisha4236 7 ай бұрын
😂😂😂
@giridharisahoo523
@giridharisahoo523 8 ай бұрын
ଲାଗୁଛି ଝିଅ ଖୁସିରେ ଅଛନ୍ତି କେସ କ'ଣ ହେବ
@Sindhumeher447
@Sindhumeher447 8 ай бұрын
Argus new nobar 1new🎉 👍👍👍👍👍👍
@anupamasatapathy2281
@anupamasatapathy2281 7 ай бұрын
ଏଥିରେ ଦିପାଳି ଦାସ କିପରି ଦୋଷୀ ହେଲେ ।ଗୋପାଳ ଦାସ କାହିଁକି ହତ୍ୟା କଲା,ସେ ନିଜେ କହନ୍ତୁ ।
@ambikaprasad8477
@ambikaprasad8477 8 ай бұрын
ପଶ୍ଚିମ ଓଡିଶାକୁ ଗୋଲାମ କରି ରଖିବା ପାଇଁ ନବ ଦାସଙ୍କୁ ରାସ୍ତାରୁ ହଟେଇ ଦିଆଗଲା ..
@ilovemyindia24-e2z
@ilovemyindia24-e2z 8 ай бұрын
Naba Das keu war re mala j sahid hela ? Dipali ra t k b dukha nahi Because taku MLA nisha ghari6i
@NrusinharanjanBehera1973
@NrusinharanjanBehera1973 7 ай бұрын
Durgasish bhai a real struggler in live news Just like late ଅରିନ୍ଦମ otv..Iam. Nrusinha from nirbhay media. Reporter..
@rahulk934
@rahulk934 8 ай бұрын
Exactly 💯
@bandanabehera6399
@bandanabehera6399 8 ай бұрын
It's true
@infoakp
@infoakp 8 ай бұрын
Argus is no 1 news I like it
@MaheswarPatel-hb3di
@MaheswarPatel-hb3di 8 ай бұрын
ବିଜେଡି ର ବଡ଼ ମୁଣ୍ଡ ର ହାତ ଅଛି
@Sagar11532
@Sagar11532 8 ай бұрын
Bjp sarakar asile sabu bjd neta jail jibe epariki nabina au pandu b
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
Правильный подход к детям
00:18
Beatrise
Рет қаралды 11 МЛН