ସହଦେବ ନାୟକ ହତ୍ୟାକାଣ୍ଡ ଉପରେ ବିଜେପିର ସାମ୍ଵାଦିକ ସମ୍ମିଳନୀ ।

  Рет қаралды 44,342

Argus News

Argus News

Күн бұрын

Пікірлер: 238
@mastergaming2454
@mastergaming2454 14 сағат бұрын
ଉତ୍ତର ପ୍ରଦେଶ ପରି ଏନଏକାଉଣ୍ଟର କରାଯାଉ ଯୋଗୀ ସରକାର ରେ ଯେପରି ଉତ୍ତରପ୍ରଦେଶ ରେ ଅପରାଧ ମୁକ୍ତ କରାଗଲା ସେହିପରି ଭାବେ ମୋହନ ମାଝୀ କଲେ ଠିକି ହେବ
@abinashbubu
@abinashbubu 18 сағат бұрын
ନେତା ଙ୍କ କଥା ଶୁଣିବାକୁ ବୃହତ ଭଲ ଲାଗେ, କିନ୍ତୁ ସମସ୍ତେ ଜାଣିଛନ୍ତି ଏ ଘଟଣା ଥଣ୍ଡା ହେଲା ପରେ ତା ପରିବାର ମୁହଁକୁ କେଉଁ ନେତା ଅନେଇବେନି।
@sportswind7
@sportswind7 18 сағат бұрын
୧୦୦/୧୦୦
@jnanranjanswain6504
@jnanranjanswain6504 17 сағат бұрын
Yes
@dpnayak19
@dpnayak19 9 сағат бұрын
Loka kara kichi dayitwa nahin bodhe. Netaa bhuligale, Janata tikke Mane pakeidele habani ?😢
@santoshkumarmishra2620
@santoshkumarmishra2620 18 сағат бұрын
କିଛି ଲାଭନାହିଁ. ଏ ଗିରଫ ର କିଛି ମୂଲ୍ଯନାହିଁ. କାରଣ ଆଇନ୍ ର ଗଳାବାଟ ରେ ବହୁତ କଣା ଅଛି. ହତ୍ଯାକାରୀ ପାଖରେ ଯଥେଷ୍ଟ ଟଙ୍କା ଅଛି. ସେ ବେଲ୍ ପାଇବ ଓ କିଛିଦିନ ପରେ ସାକ୍ଷୀ ଅଭାବରୁ ଖସିଯିବ.
@sbcreation371
@sbcreation371 18 сағат бұрын
ସରକାର ଙ୍କ ତରଫରୁ ଆର୍ଥିକ ସାହାଯ୍ୟ ଦିଆଯାଉ ।
@gokulanandadas4048
@gokulanandadas4048 16 сағат бұрын
Sir ଆଗକୁ ଯେପରି ଏମିତି ଦୁଃଖଦ ଘଟଣା ନା ଘଟେ ସେଥିପାଇଁ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ , କିଛିଦିନ ପୂର୍ବେ ଯାଜପୁର ରେ ସୁନା ଦୋକାନରୁ ଲୁଟ କରି 2 ଜଣକୁ ମାରିଦେଲେ , ଦିନକୁ ଦିନ କ୍ରାଇମ ବଢ଼ି ଚାଲିଛି ,ଏହାର ସୁଯୋଗ ନେଇ ବାହାର ରାଜ୍ୟରୁ କ୍ରିମିନାଲ maneyy ଓଡ଼ିଶାକୁ ଆସୁଛନ୍ତି ,
@pinakdas5663
@pinakdas5663 17 сағат бұрын
❤ BJP ଭଲ କାମ କରୁଛି, ଓଡ଼ିଶାବାସୀ ମୋହନ୍ ସରକାର କାମରେ ଖୁସି, BJD କାଳରେ ଯେତେ ସବୁ murder case ହେଇଚି କାହାକୁ ନବୀନ ସରକାର କୋଟିଏ ଟଙ୍କା ଦେଇଛନ୍ତି? ବାବୁ ଭାଈ ଉଚିତ୍ କଥା କହୁଛନ୍ତି 👍🙏🙏❤️
@pinakdas5663
@pinakdas5663 17 сағат бұрын
ମୋହନ ସରକାର ତଥା ପୋଲିସ ପ୍ରଶାସନ ର କାର୍ଯ୍ୟରେ ଆମେ ବହୁତ୍ ଖୁସି ❤❤🙏🙏
@SkMishra-b7t
@SkMishra-b7t 15 сағат бұрын
Babu re jete bele tate hanibe au to paribara dukha asiba sebe tu bujhi parunu ei BJP Bala kn to pithire padiba re kahin ete chatu karita karucha be
@SkMishra-b7t
@SkMishra-b7t 15 сағат бұрын
ଚାଟୁକାରିତା ଚାଡ଼ି ତୁ ବାବୁ ତୋ ହିସାବ ରେ ରହ ନହେଲେ ବାବୁ ତୁ v ଏମିତି ହନ ଖାଇବୁ କେହି ତୋ ପିଠିରେ ପଡ଼ିବେନି କିନ୍ତୁ ଏମିତି ଏଇ ବିଜେପି ବାଲା ମିଡିଆ ରେ ଆସି ଗପି ଦେବେ ହେଲା ବେଳାହୁ ସାବଧାନ ରୁହ ରେ ନହେଲେ ସେଇ ପୋଲିସ ପ୍ରଶାସନ v ବୁଝିବନି ରେ ମାନେ ରଖ୍
@sanjibkarmi6857
@sanjibkarmi6857 17 сағат бұрын
Babu Sing Iike your. advice
@srtsahoo2862
@srtsahoo2862 18 сағат бұрын
କେତେ ଦିନ JAIL ରେ ରହିଲେ 😓, ଆଡ଼ଭୋକେଟ କିଏ ଥିଲେ, ଏଭଳି ଦୋଷୀ କିପରି jail👍ରୁ ଫେରିଲେ
@HarapriyaAbility
@HarapriyaAbility 16 сағат бұрын
Right
@gopabandhubehera453
@gopabandhubehera453 16 сағат бұрын
ବାବୁଭାଇ ବିଜେଡିର ନେତାମାନେ ତମକୁ କଣ ଶୁଭେଚ୍ଛା ଜଣାଇ ଥାଆନ୍ତେ ମଡର ହେଇଛିବୋଲି
@Iswarnayak-r3c
@Iswarnayak-r3c 15 сағат бұрын
କିଛି କରିବାର୍ ନାହିଁ ପୁରା ଫାସି ଦେଇଦେବା ଦରକାର
@kumarnayak2641
@kumarnayak2641 13 сағат бұрын
ଧନ୍ୟବାଦ୍ ସାର୍ ଆପଣଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ଠିକ୍ କଥା କହିଲେ ସାର୍
@UpendraBehera-o1z
@UpendraBehera-o1z 18 сағат бұрын
ସାହାଯ୍ୟ ମିଳିବା ଉଚିତ।
@bijayakumarmishra2964
@bijayakumarmishra2964 16 сағат бұрын
ଜୟ ବିଜେପି ✌️
@Michelle_David100
@Michelle_David100 18 сағат бұрын
ବେଲଜିଆ ଅଲାଜୁକ ବିଜେଡି ବାଲା ଟିକେ ଦେଖ ଆଉ ଶିଖ କେମିତି ଜଣେ ଭଦ୍ର ନେତା କଥା କୁହନ୍ତି
@subratkumarsahoo885
@subratkumarsahoo885 18 сағат бұрын
hau khaina helani jaa khaibu
@SanjayKumar-sk94
@SanjayKumar-sk94 17 сағат бұрын
aeida bhadra na Banda
@subashsamal3730
@subashsamal3730 17 сағат бұрын
@@Michelle_David100 bjp ra sabu galua katha ku ha kapila katha adhik Kam
@arucharanpradhan5502
@arucharanpradhan5502 17 сағат бұрын
ସରକାର ନରମ ପନ୍ଥି ନହୋଇ କଠୋର ପନ୍ଥି ହେବା ଆବଶ୍ୟକ। ଓଡ଼ିଶାରେ ଏପରି କ୍ରାଇମ୍ କଲା ଲୋକେ ବହୁତ କୋଣେ ଅନୁକୋଣେ ରହିଛନ୍ତି। ଦୃଢ଼ ପଦକ୍ଷେପ ନନେଲେ ଦୁର୍ନୀତି ମୁକ୍ତ ଓଡ଼ିଶା ହୋଇ ପାରିବ ନାହିଁ।
@bijaykumarmishra7689
@bijaykumarmishra7689 13 сағат бұрын
Mahan Sir up CM yogiji nk thu sikhya karantu
@jaykrishnadas1274
@jaykrishnadas1274 13 сағат бұрын
ନେତା ମାନଙ୍କର କଥା ବଡ଼ ବଡ଼ କାମ ଛୋଟ
@AchyutSamantaray
@AchyutSamantaray 17 сағат бұрын
Absolutely right
@chandankumarmatia4761
@chandankumarmatia4761 18 сағат бұрын
Right Katha
@ALEKHPRASADTRIPATHY
@ALEKHPRASADTRIPATHY 17 сағат бұрын
Manab premi Aditya Dash murder case should reopen
@prasnakumarnaik
@prasnakumarnaik 18 сағат бұрын
Super neta Babu sing❤❤❤❤🎉🎉🎉🎉🎉
@uttamdas9353
@uttamdas9353 19 сағат бұрын
Right statements
@sportswind7
@sportswind7 18 сағат бұрын
୨୦୨୪ ନିର୍ବାଚନ ରେ ବିଜେଡି ରୁଟି ସେକିବା ସୀକି ଗଲା , ବିଜେପି ସିକେଇବ ମାନେ ସିକିବନି , ହାତ ଥରୁଥିଲା ରାଜନୀତି ଟା,ପୁରା ରୁମାଲ ରୁଟି
@BulakiSwain-n4c
@BulakiSwain-n4c 13 сағат бұрын
ସବୁ ଖରାପ କାମରେ ସେଇ ଗୋଟାଏ ଦଳର ହାତ ଥିବ।
@sadanandmohanty3537
@sadanandmohanty3537 15 сағат бұрын
Babu jindabad jindabad jindabad jindabad jindabad 🙏🙏🙏🙏🙏🙏🙏🙏🙏
@pramodkumarrout7641
@pramodkumarrout7641 15 сағат бұрын
ଆଗାମୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ବାବୁ ସିଂ ବାବୁ ଙ୍କୁ ମନ୍ତ୍ରୀ କରାଯାଉ ।
@bijaykumarmishra7689
@bijaykumarmishra7689 13 сағат бұрын
Home
@sankarsansahoo47
@sankarsansahoo47 Сағат бұрын
Jay shree jagannath ❤❤❤❤
@nalinikantamohanty5036
@nalinikantamohanty5036 16 сағат бұрын
ଆଗେ ୨୮ତାରିଖ ଘଟଣା ଦେଖି ପୋଲିସକୁ କଣ ଦଣ୍ଡ ମିଳିବ ବାବୁସାରେ
@prasnakumarnaik
@prasnakumarnaik 17 сағат бұрын
Jay bjp❤❤❤🎉🎉🎉❤
@birendrakumar3459
@birendrakumar3459 13 сағат бұрын
Jai jagannath 🙏
@Badalgaming143-c1g
@Badalgaming143-c1g 2 сағат бұрын
Dhanya baad sir
@NiranjanPunji-du8qk
@NiranjanPunji-du8qk 18 сағат бұрын
Right, what ever u talk on behalf of the BJP, that should be reflected in action which will be difference between BJP and BJD.
@trilochanpatnaik6321
@trilochanpatnaik6321 18 сағат бұрын
ନବ ଦାସ ଙ୍କ ହତ୍ୟା କଥା ରେ ବିଜେଡି ଅମଳ ରେ ଆଇନ ନବୀନ ନିବାସ ଭିତରେ ରହି ଗଲା ଭଳି ଲାଗୁଥିଲା।
@akhileshmishra3195
@akhileshmishra3195 18 сағат бұрын
ବର୍ତମାନ ଆଇନ ଶୃଙ୍ଖଳା ବହୁତ ଖରାପ
@biruamamalaxmi541
@biruamamalaxmi541 18 сағат бұрын
ଏଥି ପାଇଁ ବିଜେଡି ଦାୟୀ crime ବଢ଼ିବାରେ bjd ର ବହୁତ ଲମ୍ବା ହାତ ରହିଛି
@rajkumariranajit2054
@rajkumariranajit2054 18 сағат бұрын
​@@biruamamalaxmi541BJP ଆସି ଲା ଠାରୁ ଗୁଣ୍ଡା ଦଙ୍ଗା ହତ୍ୟା ନିଶା କାରବାର ବଢ଼ୁଛି ଓଡ଼ିଆ ଅସ୍ମିତା 😢😢😢😢
@subashsamal3730
@subashsamal3730 17 сағат бұрын
Ajogya BJP sarkar asila Gunda gardi badhila BJP hatao odissa bachao
@biruamamalaxmi541
@biruamamalaxmi541 17 сағат бұрын
@@subashsamal3730 #ବେବିନା ପରୀ mamita a ସବୁ time ରେ ସୋଇଥିଲ ବୋଧେ
@subashsamal3730
@subashsamal3730 17 сағат бұрын
@biruamamalaxmi541 baleswar adibasi mahila ku ulgna karila BJP ra MP karmi ki Naya milila
@PratapNayak-t7v
@PratapNayak-t7v 12 сағат бұрын
🎉 Jay shree ram great Babubhai super neta
@skgoud7356
@skgoud7356 16 сағат бұрын
Great speech
@rabimohanty112
@rabimohanty112 14 сағат бұрын
ନିର୍ଲଜ ବିଜେଡି ଦଳ ନିର୍ଲଜ କଥା. ବାସିରେପଚାରନ୍ତୁ ନାହିଁ.
@HarapriyaAbility
@HarapriyaAbility 15 сағат бұрын
Jagannath babu thik kahichhanti
@premenanda
@premenanda 18 сағат бұрын
Jaga bhai thik katha kahuchanti bhai rajniti karani
@hrusikeshmallick6361
@hrusikeshmallick6361 17 сағат бұрын
B,j,d,kathakuha,sarakar,thila
@Sarojkumarkundu338
@Sarojkumarkundu338 13 сағат бұрын
ଆପଣ ଭଲ କାହାଣୀ ରଚନା କରିପାରିବେ, ସେଥିରେ ସନ୍ଦେହ ନାହିଁ, ପ୍ରମାଣ ହେଲା, ପ୍ରବାସୀ ଭାରତୀୟ ଦିବସ ପାଇଁ ଏତେ ପୁଲିସ ପ୍ରଶାସନ ପ୍ରସ୍ତୁତି ଥିବା ସତ୍ୱେ, ଏ ଘଟଣା କିପରି ଘଟିଲା, ତାହାର ଉତ୍ତର ରଖନ୍ତୁ, ଆଇନ ଓ ଗୃହ ବିଭାଗ କାହା ମାଧ୍ୟମରେ ପରିଚାଳନା ହେଉଛି,ତାହାର ଉତ୍ତର ରଖନ୍ତୁ, ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ...
@prasant6260
@prasant6260 18 сағат бұрын
Right.
@KaluchaManthya
@KaluchaManthya 13 сағат бұрын
Super neta babu singh ❤❤❤❤❤❤🎉🎉🎉🎉🎉🎉🎉🎉
@manasranjanbarik9011
@manasranjanbarik9011 3 сағат бұрын
Right sir
@prasnakumarnaik
@prasnakumarnaik 17 сағат бұрын
ମୋହନ ଶାରେ ତାଙ୍କ ଘରକୁ ଯାଆନ୍ତୁ
@Jayantimahakud-l4w
@Jayantimahakud-l4w 12 сағат бұрын
Nischita,jiba uchit
@banamalibehera8781
@banamalibehera8781 13 сағат бұрын
BABU SIR AAPANKA PARI KHUB SUNDAR BAKTABYA KINTU GENDAA DALARE KEHI EMITI KAHI PASRI NAHANTI KHUB DHIRA SHANTA AALOCHANA AAPANANKAR KHUB BHALA LAAGILAA.JAAHA SAMBHAB PARIBAAR PAAIN KARANTU. O DOSHEENKU FASHEE HEBA JEMITI GOTE MAASARE.
@rajeshkumarmoharana4506
@rajeshkumarmoharana4506 43 минут бұрын
jay bjd💚💚💚
@NiranjanSenapati-v2i
@NiranjanSenapati-v2i 15 сағат бұрын
Right 👍
@sanjibkumarnahak2191
@sanjibkumarnahak2191 3 сағат бұрын
Thanks bjp sarakar jindabad rama rajya sasan
@shibamishra9724
@shibamishra9724 18 сағат бұрын
Police aachi
@PradyumnaMuduli-m1e
@PradyumnaMuduli-m1e 17 сағат бұрын
ଏ ସରକାର ଲୋକଙ୍କ ସରକାର ନୁହେଁ ।ଏ ସରକାର କୁହନ୍ତି କାମ ଅଲଗା କରନ୍ତି।ଏ ସରକାର ରାଜ୍ୟପାଳଙ୍କ ପାଦଚଟା ସରକାର।
@SanjanaBhoi-x7i
@SanjanaBhoi-x7i 16 сағат бұрын
Baaala kata kahuchu
@SanjanaBhoi-x7i
@SanjanaBhoi-x7i 16 сағат бұрын
Jhabada
@kanheiPatra-qi6by
@kanheiPatra-qi6by 18 сағат бұрын
Good sojason
@arunkumarbehera9271
@arunkumarbehera9271 19 сағат бұрын
Bohut volo
@narayanparida5469
@narayanparida5469 17 сағат бұрын
Bjd Bjp ଏଭଳି ସାମ୍ବାଦିକ ସମ୍ମିଳନୀ ନକରି ବରଂ DCP Bhubaneswar ଏ କାର୍ଯ୍ୟ କରିବା କଥା । ଆପଣ ମାନେହିଁ ରାଜନୀତି ରୋଟି ସେକୁଛନ୍ତି।
@ramakrushnapanda9471
@ramakrushnapanda9471 13 сағат бұрын
ବାବୁ ସିଂ କୁ ସିଏମ କରା ଯାଉ.
@satyasoumyadas5536
@satyasoumyadas5536 13 сағат бұрын
Babubhai great
@bhagabanbiswal4852
@bhagabanbiswal4852 13 сағат бұрын
Dhanyabad odisa sarkar dosinku dharithibaru
@tejrajbarik-l6c
@tejrajbarik-l6c 13 сағат бұрын
UP ke yogi adityanath jaisa hona padega Mohan sir ko
@srtsahoo2862
@srtsahoo2862 18 сағат бұрын
Jail ରୁ କଣ ପାଈଁ ଛାଡିଲେ
@HarapriyaAbility
@HarapriyaAbility 16 сағат бұрын
Jail ru kie taanku chhadithila 1st taanku bi arrest karantu, aenhali aparadhinku phasi na dei jailru bail karuchhanti? Ebe taamku turanta phasi diajau, tebe law and order thik heba
@shashankanayak7428
@shashankanayak7428 18 сағат бұрын
Joy BJP 🙏
@prasnakumarnaik
@prasnakumarnaik 18 сағат бұрын
ସରକାର ସାହାଯ୍ୟ କରତ୍ନୁ
@KamalakantaNayak-z3o
@KamalakantaNayak-z3o 17 сағат бұрын
All files relating to teacher Mamita Meher, Asst. Forest ranger Soumy Ranjan, VLW Smita Rani Biswal and others must be opened.
@kalucharanpatra5767
@kalucharanpatra5767 17 сағат бұрын
Jay Sri Ram 🙏🚩
@AnilkumarParida-tf3vq
@AnilkumarParida-tf3vq 13 сағат бұрын
Cm press meet karibajagare babu bhai karichhanti
@saliladas4778
@saliladas4778 13 сағат бұрын
YOGI BHALI FESALA KAR🎉🎉
@gyanabisoi4221
@gyanabisoi4221 18 сағат бұрын
Basti why create politician ....only vote payiee
@sabitamishra3921
@sabitamishra3921 17 сағат бұрын
@ame_odia501.
@ame_odia501. 18 сағат бұрын
Namas kar sabu heleni hahakar binasa heba darkar jaya jaga nata
@Gemrworld2024
@Gemrworld2024 18 сағат бұрын
Right
@srustidhardas9996
@srustidhardas9996 17 сағат бұрын
Sahajya diajau
@ashwinibiswal4324
@ashwinibiswal4324 16 сағат бұрын
କେତେ ଦିନ ଶାନ୍ତି ବିଜେପି ସରକାର ରେ
@sportswind7
@sportswind7 18 сағат бұрын
Ed, CBI CHADHAU ରେ ପ୍ରଥମ
@trilochanpatnaik6321
@trilochanpatnaik6321 18 сағат бұрын
Tit for tat treatment ଉଚିତ ହେବ।
@yudhisthiraswain
@yudhisthiraswain 15 сағат бұрын
Jay BJP
@ManabhanjanSahu-x6k
@ManabhanjanSahu-x6k 13 сағат бұрын
UP CM rule lagukajau
@shibamishra9724
@shibamishra9724 18 сағат бұрын
Odisha police brunsugar biasness re rahuchanti
@sportswind7
@sportswind7 18 сағат бұрын
ରଚନା ପାଇଁ ୧୦୦/୧୦୦
@santoshkumarsahu6586
@santoshkumarsahu6586 18 сағат бұрын
❤🙏❤Jay Sri Jagannath ❤🙏❤ Srustira Samasta Advocat SirNku Mora Pranam❤🙏❤ Hatykari Sapakhya Re Kehibi Okilati Karantu Nahing❤🙏❤Jiyebi Okilati Karibe ❤🙏❤Jagatara Natha Mahaprabhu ❤🙏❤Advocat Paribar Ku 100Janma Jayne Khyama Karibe Nahing COMENT TI THHIKE NA BHUUL ❤🙏❤APANA BICHARAK❤🙏❤
@abhimanyurout1930
@abhimanyurout1930 16 сағат бұрын
Fasi haba sure. Bt tikea time lagiba
@NiharranjanDas-o3o
@NiharranjanDas-o3o 18 сағат бұрын
B.j.p.aau.odisharea.keabea.sarkarku.aasibani.bachalaami.chalichi.kendrapada.rea.p.s.patkurarea..mafia.raaj.chalichi
@HarishankarDandasena
@HarishankarDandasena 16 сағат бұрын
Mohan majhi babu police sabu janata ra charitra certificate daily to daily re port deu govt tana ghana karba crime ke rullig ki opposition ke bhi dharbar katha
@RadhuSahoo-hl2js
@RadhuSahoo-hl2js 16 сағат бұрын
Tame hela bhasana baji tame aou bhasana daba darkar nahi tama sarkar ra damnahi
@ମଧୁ..ମଧୁ
@ମଧୁ..ମଧୁ 18 сағат бұрын
ସବୁ ରାଜ ନେତା କୁ ହଟାଓ ଓଡିଶା କୁ ବଞ୍ଚାଓ ନହଲେ ଏମିତି ଗୋଟେ ଗୋଟେ ହୋଇ ବଳି ପଡ଼ିଯିବ...
@KamalakantaNayak-z3o
@KamalakantaNayak-z3o 16 сағат бұрын
ବିଜେଡି ପ୍ରବକ୍ତା ମାନେ ଯେତେବେଳେ ତାଙ୍କ ସରକାର ରାଜ୍ୟ ଶାସନ କହୁଥିଲେ ଶବ ଉପରେ ବିଜେପି ରାଜନୀତି କରୁଛି ବୋଲି ମିଡିଆରେ ଚିଲାଉ ଥିଲେ, ସେମାନେ ଆଜି ତାହାହିଁ କରୁଛନ୍ତି।
@bishnucharantripathy8938
@bishnucharantripathy8938 17 сағат бұрын
BJP is famous for taking action against culprits. The case of Brijbhusan Singh is an example of honesty of the BJP government. These people are hypocrats, and they know how to divert the attention of the public.
@shibamishra9724
@shibamishra9724 18 сағат бұрын
Odish police corrupt police
@AurobindaNayak-l1q
@AurobindaNayak-l1q 15 сағат бұрын
Sasan dhila sir
@nigamanandasahoo3942
@nigamanandasahoo3942 5 сағат бұрын
Priyadarshi Mishra...tuma government ebe achhi... health minister issue CLR kara ...kichhi kariparibsni...only gapa
@pramodkumarbarik9005
@pramodkumarbarik9005 15 сағат бұрын
Aman Kumar inkauntar
@UttamMM
@UttamMM 11 сағат бұрын
Bhul re bjp palae asichi
@gvramani4995
@gvramani4995 17 сағат бұрын
Tu kete bhala ta sabu jananti
@shibamishra9724
@shibamishra9724 18 сағат бұрын
Bjp odisha ku paribani
@gokulanandadas4048
@gokulanandadas4048 16 сағат бұрын
Sir Mahanga 2+ 1 murder case re , PEO Smitarani ,Mamita Meher ,Pari ,Pihu case re Biju jatra dala ketey koti lekha ଟଙ୍କା compansation ଦେଇଥିଲେ କୁହନ୍ତୁ ,
@jogendrapradhan9216
@jogendrapradhan9216 12 сағат бұрын
It is not expected fom a national party like modiji and Aditya nath jogi, just people has repent now why they change the govt.yo see this type of crime like last govt.
@AkshayaSethi-n1q
@AkshayaSethi-n1q 16 сағат бұрын
Bjp Sarkra bolldur laga action mafia na kich kari pari LA nhi odia Lok vote next time bbsr Yog kam kar bjp Sarkra kam nhi bjd Tuma kam nhi zero next bjp Lok vote de nhi
@sitaramkumarpradhan842
@sitaramkumarpradhan842 16 сағат бұрын
Bahut sundar natak karuchanti mla babu 3 day's pare manpadila enjoy entertainment chalithila
@satyapriyamohanty2110
@satyapriyamohanty2110 17 сағат бұрын
Too let
@shibamishra9724
@shibamishra9724 18 сағат бұрын
Jeta bele ta ku dhamk deitile police kn karuthila police ku suspende karuna
@debabratabishoyi4837
@debabratabishoyi4837 16 сағат бұрын
Tit for tat , ahuri jordar hamal hau , well balanced PC
@vlogdisbilitybapunu
@vlogdisbilitybapunu 16 сағат бұрын
Ld hou dekhiba kan karuchi bjp
To Brawl AND BEYOND!
00:51
Brawl Stars
Рет қаралды 17 МЛН
Cat mode and a glass of water #family #humor #fun
00:22
Kotiki_Z
Рет қаралды 42 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
News Fuse 10 JANUARY 2025
22:10
OTV
Рет қаралды 20 М.
To Brawl AND BEYOND!
00:51
Brawl Stars
Рет қаралды 17 МЛН