Arindam Roy's Explosive Insights on BJD’S Election Management | EP 16 | Podcast With Arindam Roy

  Рет қаралды 443,339

Argus Digital

Argus Digital

Күн бұрын

Пікірлер: 975
@ହାପି-ଖ1ହ
@ହାପି-ଖ1ହ 5 ай бұрын
ଅର୍ଗସ ଚାନେଲ କୁ ବହୁତ ବହୁତ। ଧନ୍ୟବାଦ ଆପଣଙ୍କୁ ଗୋଟେ ଓଡ଼ିଆ ଜାତି ତରଫରୁ ଏବଂ ମୋର ଅନୁରୋଧ ସଂଗ୍ରାମ ସାର୍ ଆପଣ ଓଡ଼ିଶାର ଶିକ୍ଷା, ଗବେଷଣା କେତେ ଦୂର ସଫଳ ହେଉଛି ଏବଂ ଆଜିର ଦିନରେ ଶିକ୍ଷକ ଏବଂ ଛାତ୍ରୀ ଭିତରେ କେତେ ଜ୍ଞାନ ଦେବା ନେବାରେ ସଫଳ ହେଉଛନ୍ତି। ଏବଂ କଣ କଲେ ଓଡ଼ିଆ ଜାତି ତାର ଆଗକୁ ବଢିବ ଶିକ୍ଷାର ବ୍ୟବସ୍ଥା କଣ ହେଲେ ଓଡିଆ ଜାତିର ଅଗାମୀ ଦିନରେ ବିଶ୍ବକୁ ଦାନ ସବୁବେଳେ ନୂଆ ରହିବ। ଏବଂ ଏଥିପାଇଁ ଆପଣ ଭଲ ଛାତ୍ର କୁ ବାଛିପାରିବେ,
@CreationOdia1234
@CreationOdia1234 7 ай бұрын
ଯଦି Vote ଚୋରି ହୁଅନ୍ତା ତେବେ ଓଡ଼ିଶା ରେ BJP କେବେ ବି ଜିତି ନ ଥାନ୍ତା😂😂😂😂😂
@KrishnanayakNayak-t6e
@KrishnanayakNayak-t6e 7 ай бұрын
ନା ନା ଭାଇ ବହୁତ ଜାଗାରେ ହେଇଛି ଯେମିତି ଭଦ୍ରକ ଚାନ୍ଦବାଲି ରେ
@Bhagi-s7s
@Bhagi-s7s 7 ай бұрын
Right
@mohanmallik
@mohanmallik 7 ай бұрын
Bhai ethiBi semiti heichi
@Cricket_lover_96683
@Cricket_lover_96683 7 ай бұрын
Bhai right
@ROYALSHADOW-v7j
@ROYALSHADOW-v7j 7 ай бұрын
Jajpur area re Booth captureing kariki voting kala BJD MLA MP gunda. Jadi without Booth captureing re voting hei thanata BJP ku vote 75% Sure.
@dibyakantasamal2280
@dibyakantasamal2280 7 ай бұрын
ଅତିଥିଙ୍କ ଅପେକ୍ଷା ସଂଗ୍ରାମ ଭାଇଙ୍କ କଥାବାର୍ତ୍ତ ମତେ ବହୁତ ଭଲ ଲାଗେ❤
@Amachalani
@Amachalani 7 ай бұрын
ମତେ ବି
@Jayashre566
@Jayashre566 7 ай бұрын
Right ❤❤
@pareshkumar5664
@pareshkumar5664 7 ай бұрын
ମୁଁ ଛୋଟ ବେଳୁ ତୁମେର news ସୁଣିଆସୁଛି ଓଡ଼ିଶା ରେ best news reporter ❤❤ sangam sir
@TeamOPms
@TeamOPms 6 ай бұрын
Toh muha jemiti katha b semiti 😅
@DineshPanda-dm3lf
@DineshPanda-dm3lf 6 ай бұрын
X6zzzzzzzzzzzz
@LUCKY_U2
@LUCKY_U2 6 ай бұрын
​@@TeamOPmstu bala ta janichhu
@TeamOPms
@TeamOPms 5 ай бұрын
​@@LUCKY_U2Nahele Tu Janiki Sabu Duniya Oltei deichhu auu😂😂
@LUCKY_U2
@LUCKY_U2 5 ай бұрын
@@TeamOPms tu pelei pua sabu chhoduchhu nahi re 🤣
@deepakacharya3892
@deepakacharya3892 7 ай бұрын
ଆବେ ହାରାମି ଶଳା ଏବଂ ଭିଣେଇ ମିଶି ରାଜ୍ୟବାସୀଙ୍କର ହଜାର ହଜାର କୋଟି ଟଙ୍କାର ଲୁଟ୍ କରିବାର PLANNING SUCCESSFUL ପାଇଗଲ। ବବି ଦାସ ର ସମ୍ପୂର୍ଣ୍ଣ FAMILY ରାଜ୍ୟବାସୀ ଙ୍କର ହଜାର ହଜାର କୋଟି ଆତ୍ମସାତ କରିଦେଲେ। ରାଜ୍ୟବାସୀ ଏ ନାଟକରେ ବି ଖୁସ୍। JAY JAGANNATH।
@prajnaparida8889
@prajnaparida8889 7 ай бұрын
Then why he didn't get a ticket from bjd since 2019 ?
@deepakacharya3892
@deepakacharya3892 7 ай бұрын
@@prajnaparida8889 The party committee decides who will be given the ticket.Arindam has joined BJP with full planning for family protection of Baby Das. (CBI/ED PROTECTION). Babi Das's family has scammed 90% of Odisha's public money. Pandu and Babi Das had made an agreement with Amit Saha to defeat BJD party.
@muskanchannel940
@muskanchannel940 6 ай бұрын
ମୋ ମନ କୁ ତୋ ପୁରାପୁରି ପାଇଗଲା। ବହୁତ୍ ବହତ୍ ଧନ୍ୟବାଦ୍ ଆରିନ୍ଦମ୍ ସାର୍
@himanshusekharpradhan1188
@himanshusekharpradhan1188 3 ай бұрын
ବାଳ ତୁ astrologer ସବୁ😅 ଜାଣିଚୁ​@@deepakacharya3892
@snehasishchyaupattanayak6719
@snehasishchyaupattanayak6719 6 ай бұрын
Thank you Arindam sir, best News
@rasmitapalei2100
@rasmitapalei2100 7 ай бұрын
ନିଶ୍ଚିତ ଭୋଟ ଚୋରି ହେଇଛି ନହେଲେ ବିଜେଡ଼ି ହାରି ନଥାନ୍ତା
@MrbaudiaCreation
@MrbaudiaCreation 7 ай бұрын
😂
@sandiproutaray39
@sandiproutaray39 7 ай бұрын
BJD Bhakt
@mcorvin8494
@mcorvin8494 7 ай бұрын
Bjd ra andha 😂 Bhakt
@rasmitapalei2100
@rasmitapalei2100 7 ай бұрын
@@mcorvin8494 bjp ra alua bhakta
@rasmitapalei2100
@rasmitapalei2100 7 ай бұрын
@@sandiproutaray39 BJP bhakta
@sritamnayak782
@sritamnayak782 7 ай бұрын
ସାଲେପୁର ରେ ଆପଣ କେତେ ତ ପଞ୍ଚାୟତ ବୁଲୁଛନ୍ତି । କତେ ଜଣ କ ଘର କୁ ଯାଇଛନ୍ତି । ଲୋକ ମାନେ ଜାଣିଛନ୍ତି । News ରେ ଭାଷଣ ରଖିଲେ ହେବନି ଭାଇ । ନବୀନ ବାବୁ କ ପାଇଁ ଆପଣ ଜିତି ଥିଲେ । ଆଜି ନବୀନ ବାବୁ ଚୋର ହେଇଗଲେ । ଭୋଟ ଚୋରି ହେଇଛି ଯଦି ସବୁ ଠୀ bjp ଜିତିଲା। ଆପଣ ତ ହେଲା କାଇଁ ଜିତି ପାରିଲେନି ।
@soumyaranjansahoo3714
@soumyaranjansahoo3714 7 ай бұрын
Salepur re 50 ta lokanka naa janinathiba
@tapankumarpradhan7882
@tapankumarpradhan7882 7 ай бұрын
ଭାଇ ଅରିନ୍ଦମ ତ ମାତ୍ର ଇଲେକ୍ସନ 15 ଦିନ ଥିଲା ticket ପଇଲେ ତେଣୁ ସେ କ୍ୟାମ୍ପନୀଙ୍ଗ ଭଲରେ କରି ପାରିଲେ ନାହିଁ but prasanta behera ତ mla Thai kan tadichanti tike କହିବା
@soumyaranjansahoo3714
@soumyaranjansahoo3714 7 ай бұрын
Tapan bhai invitation delu arinadam bhainku raja 3 din re night match ame karithilu se asileni , kintu ama gaon pakhre jananka jhia birthday thila personal se dakithila se asile au attend karile ,apna kuantu mu thik kahili ki bhul kahili
@TruptiBehera-wx6px
@TruptiBehera-wx6px 7 ай бұрын
ଇଏ ହେଉଛି ପୁରୁଣା ଚୋର କାରଣ ବିଜେଡିରେ ଥିଲା ବେଳେ ସେତେବେଳେ କଣ କହୁଥିଲେ ପାଣ୍ଡିଆନ ଭଲ ବୋଲି କହୁଥିଲା ତାଙ୍କର ଦମ ଥିଲାତ ସ୍ୱାଧୀନରେ ଠିଆ ହେଲେ ନାହିଁ ଇଏ ହେଉଛନ୍ତି ସ୍ୱାର୍ଥ ପର ଏମାନଙ୍କୁ ଗଣମାଧ୍ୟ୍ୟମ କାହିଁକି ଡାକୁଛନ୍ତି ଇଏ ଲୋକର ଆଗରୁ କଣ ଥିଲେଯେ ଏବେ ଏତେ ଟଙ୍କାର ମାଲିକ କେମିତି ହେଲେ
@bibhutibhusangochhayat7671
@bibhutibhusangochhayat7671 6 ай бұрын
Harime
@ashishpattanaik377
@ashishpattanaik377 4 ай бұрын
ପରାଜୟକୁ ସ୍ଵିକାର କରିବା ଉଚିତ। ଖାଲି ଅନ୍ୟକୁ ଦୋଷ ଦେଲେ ଆଗକୁ ବଢିପାରିବେନି କେବେ।
@aratisudhirayush9916
@aratisudhirayush9916 7 ай бұрын
Barsa priyadarshni ku tike dakantu . thanku thanku dekhiba❤❤
@sagarpntv
@sagarpntv 7 ай бұрын
❤ I love you Arindam bhai
@munapradhan6648
@munapradhan6648 7 ай бұрын
ଧର୍ମେନ୍ଦ୍ର ପ୍ରଧାନ କେବଳ ମୋଦି ର କୁକୁର ଶିକ୍ଷା ମନ୍ତ୍ରୀ ସେ ହେଲେ ତାଙ୍କର ଶିକ୍ଷା ବିଭାଗ ଉପରେ କିଛି ବି responsibility ନାହିଁ 😂
@p.k.mansing3447
@p.k.mansing3447 7 ай бұрын
ବାଳ ନା
@THESMARTVLOGGER
@THESMARTVLOGGER 7 ай бұрын
​@@p.k.mansing3447ତୋ ପ୍ୟାଣ୍ଟ୍ ତଳେ ଅଛି ଡେଖିଦେ 😂
@RASMIRANJANDASA
@RASMIRANJANDASA 7 ай бұрын
Dharama jou Kanda karichi taku kebe bi jaganath khyama karibeni,sala adha bayse re jiba
@munapradhan6648
@munapradhan6648 7 ай бұрын
@@RASMIRANJANDASA it's right 👍
@AbhimanyuAbhi-od7fk
@AbhimanyuAbhi-od7fk 7 ай бұрын
BJD kukura Khali bhoki bhoki rahibe
@jyosnaraniswain-tk3cr
@jyosnaraniswain-tk3cr 7 ай бұрын
ଭାଇ ଧର୍ମର ହେଲା ଜୟ
@kaibalyasaho1401
@kaibalyasaho1401 7 ай бұрын
Yes all odisha and India re dharna ra hela jai
@rajeshmajhi164
@rajeshmajhi164 7 ай бұрын
Ki dhama kotha kohucho be
@Sujit-gr1gz
@Sujit-gr1gz 6 ай бұрын
ସେ ମାଗିହା ଅରିନ୍ଦମ ହାରିଲା ଧର୍ମ ର ଜୟ ହେଲା​@@rajeshmajhi164
@Divyanshu-hx7dt
@Divyanshu-hx7dt 7 ай бұрын
ଅଙ୍ଗୁର କୋଳି ଖାଇ ନପାରିଲେ ଖଟା 😂😂😂
@blifestyles7198
@blifestyles7198 6 ай бұрын
Mo Bala Na
@pradeepkumarjena4162
@pradeepkumarjena4162 6 ай бұрын
ବହୁତ ସୁଦର ଭିଡିଓ ଦେଖାଇଛ ଧନ୍ଯବାଦ
@KGFKGF-lb3wn
@KGFKGF-lb3wn 7 ай бұрын
ଜୟ ଜୟ ଶ୍ରୀ ରାମ
@abhijitabhi7357
@abhijitabhi7357 6 ай бұрын
Aree Pani pasi galani Rama nka ghare modi kouthi
@sourabhabehera
@sourabhabehera 2 күн бұрын
Right କଥା କହିଲେ ଅରିନ୍ଦମ SIR
@munapradhan6648
@munapradhan6648 7 ай бұрын
ଅରିଦମ୍ loyal kathaa kahuchhanti But ଧର୍ମେନ୍ଦ୍ର ପ୍ରଧାନ କେତେ loyal se kathaa NEET result ru jana padigala 😂😅
@souravsahu1
@souravsahu1 7 ай бұрын
😂😅
@AMITKUMAR-cf3hn
@AMITKUMAR-cf3hn 7 ай бұрын
NEET examination scam flash out hela aii update nahi bodhe.. jauta abe HC ku challenge haichi against the scammer girl bhai re tike reality fact check Kara
@dillippanda2603
@dillippanda2603 7 ай бұрын
ଭାଇ ଆଜି ତମେ ହାରିଗଲ ସେଈଥି ପାଇଁ ଭୋଟ ଚୋରି କହୁଚ😂 ...ଯଦି ଭୋଟ ଚୋରି ହେଇଥାନ୍ତା ସେମିତିହେଲେ ଆଜି ବିଜେଡି ଜିତି ଯାଇଥାନ୍ତା ..ଆଉ ଗୋଟେ କଥା ଜୟ ଶ୍ରୀରାମ କହିଲେ ଭୋଟ ଜିତିଯିବନି 😂କାମ ଦେଖିବା ଦରକାର ଉତ୍ତର ପ୍ରଦେଶ ରେ କଣ ହେଲା
@tarachandpanda9481
@tarachandpanda9481 7 ай бұрын
Salepur re votting re distrubance heichi chori katha kahi habani
@kaibalyasaho1401
@kaibalyasaho1401 7 ай бұрын
Vote chori hela boli BJD contest kala,nahele 20 ta seat paiba difficult heithanta
@KrushnaChandraDash-pj9uq
@KrushnaChandraDash-pj9uq 6 ай бұрын
1000%right Arindam bhai mu bi Jajapur Binjhpur blockra Aunri Panchyatre.. Pramila Mallik area Aunri re athi pain fight karithili vote choriku roki thili... 🙏💐🙏
@travelodisha4375
@travelodisha4375 7 ай бұрын
Arindam is right. It happens with me also. When I press the bottom it did not make sound. Then I got confused and press the bottom again then it did not work. Then I said the pooling officer he came and check the machine after that I was able to put my vote again. Point is I was concern but what about those people who are simple and uneducated and who know nothing about Technology. What about old age people
@Educationpoint100
@Educationpoint100 7 ай бұрын
ବବି ଦାସ ଙ୍କୁ ଥରେ ଡାକନ୍ତୁ
@DebashishNayakofficial
@DebashishNayakofficial 7 ай бұрын
Bjp ଚେନାଲ je କେମିତି dakibe
@s4sp_lyrics
@s4sp_lyrics 6 ай бұрын
Babi das asibani bjd ra jete neta kehi asibeni semane hele chora sata katha pati ru baharibani
@MrABD778
@MrABD778 7 ай бұрын
Arindom Katha Ru Jana paduchhi Babi Bhai Power man
@SidharthMishra99
@SidharthMishra99 7 ай бұрын
Bhala journalist,bhala questions
@SidharthMishra99
@SidharthMishra99 7 ай бұрын
@@santoskkumardas7503 innocent Loka bhali laguchi
@rashmi2848
@rashmi2848 6 ай бұрын
Bhala lagila 😊 Pura nija style re au bina showup re Arindam kqtha hele 😊😊
@pramodbisoyi3332
@pramodbisoyi3332 7 ай бұрын
ଅରିନ୍ଦମ ହରିବାର କାରଣ ବବି ଦାସ ପରିବାର ଲୋକ ହୋଇଥିବାରୁ......
@SayedaafrozaFatma
@SayedaafrozaFatma 6 ай бұрын
Munda Hana. Loka. Is. Hadcor. Criminal
@RekharaniKhatua
@RekharaniKhatua 3 ай бұрын
Sangram sir mu Chhota belu tumara news suni asichi bahut sundar apanankara kahiba style ❤❤
@Cartoonist814
@Cartoonist814 7 ай бұрын
ସାଲେପୁର କୁ ଭୋଟିଂ ଏଜେଣ୍ଟ୍ କୁ ଗନ୍ ଦେଇ ଏଣ୍ଟ୍ରି କରେଇଥିଲେ ଭଲ ହେଇଥାନ୍ତା।
@biswatheuniverse
@biswatheuniverse 7 ай бұрын
Discussion ବହୁତ୍ ଭଲ ଥିଲା ।
@ranjitdigal323
@ranjitdigal323 6 ай бұрын
ପ୍ରଶ୍ନ ପଚାରୁ ଥିବା sir ମହୋଦୟ ଙ୍କୁ ବହୁତ୍ ବହୁତ ଧନ୍ୟବାଦ୍
@biswajitbehera7039
@biswajitbehera7039 7 ай бұрын
ସୁନ୍ଦର ମଣିଷ ଆରିନ୍ଦମ ଭାଇ।
@Pradip2282
@Pradip2282 7 ай бұрын
ହିନ୍ଦୁ ଧର୍ମ ଜିନ୍ଦାବାଦ
@HappyPrince-el4lo
@HappyPrince-el4lo 7 ай бұрын
Hindustan jindabad ❤
@PintuPintu-yp3ki
@PintuPintu-yp3ki 11 күн бұрын
Happy Arindam bra hira thank you
@prasantamaharana6593
@prasantamaharana6593 7 ай бұрын
Excellent.. Talker... and Speaker...
@ChinuNayak-wj1lg
@ChinuNayak-wj1lg 6 ай бұрын
ଆପଣଂକ ପଡ଼କ୍ୟାଷ୍ଟ ଙ୍କୁ ଧନ୍ୟବାଦ୍।
@santoshkumarmukhi1056
@santoshkumarmukhi1056 7 ай бұрын
ମୁ ଗର୍ବ କରେ ଜେ ମୁ ଜଣେ ଓଡିଆ ହିନ୍ଦୁ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ ❤️💙🙏
@sureshkumarmohanty1018
@sureshkumarmohanty1018 5 күн бұрын
Thank you sir
@Cartoon-g3h8d
@Cartoon-g3h8d 6 ай бұрын
କଳାକାର ମାନଙ୍କୁ ଅଯଥାରେ ସମୟ ନଷ୍ଟ କରି କାହିଁକି ଏଣ୍ଟର୍ବ୍ୟୁ ନେଉଛନ୍ତି। ଏମାନେ ସବୁ ସ୍ବାର୍ଥ ବାଦି ମାନେ।
@priyankakhuntia6683
@priyankakhuntia6683 4 күн бұрын
Sangram sir.... your every episode is very inspiring
@nabinpatra9517
@nabinpatra9517 7 ай бұрын
Jete bi hero ochanti arindam tale au sabu swartha para love❤you arindam bhai jai shree ram
@bnnayak7973
@bnnayak7973 7 ай бұрын
😂😂😂😂satare naa kn ma !!!
@prabirkumarbiswal9591
@prabirkumarbiswal9591 5 ай бұрын
ସାକ୍ଷାତକାର ବହୁତ ଭଲ ଲାଗିଲା, ଗଣତନ୍ତ୍ରରେ ଭୋଟ ଚୋରି କରିବା ନୂଆ କଥା ନୁହ, କିନ୍ତୁ ସାଲେପୁର ନିର୍ବାଚନ ମଣ୍ଡଳୀରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ଦରକାର, କାରଣ ସୁଇଜରଲ୍ୟାଣ୍ଡ ହୋଇଥାନ୍ତା ତାହେଲେ ପୁନଃ ନିର୍ବାଚନ ହୋଇସାରନ୍ତଣୀ
@BijuBhai100-k1k
@BijuBhai100-k1k 7 ай бұрын
ବବି ସାର ବହୁତ ସୁନ୍ଦର ଲୋକ 🙏🙏🙏
@Sonofthesoil-b7p
@Sonofthesoil-b7p 7 ай бұрын
Se kritadasa para nije kahichi
@asitkumarmishra7096
@asitkumarmishra7096 7 ай бұрын
Fabulous!.👍👍❤️❤️
@sureshchandradash6900
@sureshchandradash6900 7 ай бұрын
Ray ji ଯାହାକହୁଛନ୍ତି 100% ସତ, ଶାସକ ଦଳଙ୍କ ଦ୍ୱାରା ପ୍ରଭାବିତ ହୋଇ ନିର୍ବାଚନରେ ନିୟୋଜିତ ପ୍ରାୟ କର୍ମଚାରୀ ଶାସକ ଦଳ ପାଇଁ ଟାର୍ଗେଟ ଅନୁଯାୟୀ ଭୋଟ ଚୋରି କରିଛନ୍ତି
@ranjandash.121
@ranjandash.121 6 ай бұрын
Thank you Bhai thik bujhichanti..
@kedarmahapatra2135
@kedarmahapatra2135 6 ай бұрын
You are a true speaker
@sarojsahoo2039
@sarojsahoo2039 7 ай бұрын
କଟକ BJD ବିଧାୟକ ପାର୍ଥୀ ପ୍ରକାଶ ବେହେରା ଙ୍କୁ ଡାକନ୍ତୁ
@SunilKumar-jr5we
@SunilKumar-jr5we 5 ай бұрын
Suryavansi suraj nku podcast ku invite kara it humble request 🙏🙏🙏
@Surendra_Pradhan
@Surendra_Pradhan 7 ай бұрын
Apanka katha suni laguchi gapa sunuchi😮
@debendranathrout3972
@debendranathrout3972 7 ай бұрын
Thanks Arindam Babu
@akashpradhan4160
@akashpradhan4160 7 ай бұрын
Congress Caste ku nei politics karanti au BJP religion ku nei but Naveen Patnaik our honourable CM sie lokanka seba hni karanti jahaku loka politics boli janiparanti nahi.❤❤❤
@bnnayak7973
@bnnayak7973 7 ай бұрын
Absolutely ri8 No one can replace Naveen sir❤
@jitendrasenapati602
@jitendrasenapati602 7 ай бұрын
Best Person Arindam Bhai 👍
@TruptiBehera-wx6px
@TruptiBehera-wx6px 7 ай бұрын
ମୋର ସମସ୍ତଙ୍କୁ ଅନୁରୋଧ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବା ସମୟରେ ସିବିଆଇ ଓ ଇଡି ମୋଦି ସରକାରଙ୍କୁ କହି ଓଡିଶାରେ ଲଗେଇ ପାରିବ କି ତାହାଲେ ଆମେ ଜାଣିବୁ ମୋଦି ସରକାର ଠିକି
@PintuSahu-s7h
@PintuSahu-s7h 7 ай бұрын
ପାରିବେନି କାହିଁକିନା କମ୍ ଉନ୍ନତି ବେଶୀ ଦୁର୍ନୀତି କେବଳ ପ୍ରତିଶ୍ରୁତି ଏଇଟା ଆମ ଦେଶର ରାଜନୀତି
@bibhutijena2680
@bibhutijena2680 7 ай бұрын
Sangra😮bhai 🎉🎉🎉.aapana bahut bhdra loka . Bass aame sethi pain dekhuchhu ..aame aapana nka fan
@anilkumarsethi1765
@anilkumarsethi1765 7 ай бұрын
ହଇରେ ଅରିନ୍ଦମ ମିଛୁଆ , ଟାଉଟର ହାରିଲୁ ବୋଲି vala michha kahuchhu ,
@kaibalyasaho1401
@kaibalyasaho1401 7 ай бұрын
Haire tu janichu, election next day ru arindam ae katha kahichi,past video dekh
@anilkumarsethi1765
@anilkumarsethi1765 7 ай бұрын
@@kaibalyasaho1401 arindam janithila he hariba boli se pain lajya re semiti kahuji
@kaibalyasaho1401
@kaibalyasaho1401 7 ай бұрын
@@anilkumarsethi1765 arindam ta gote pandita na se agaru janigala hariba boli,tahele mala booth re jou paniki re haniki jail gala BJD karmi seta kan pain
@kaibalyasaho1401
@kaibalyasaho1401 7 ай бұрын
@@anilkumarsethi1765 BJD wala jaha bi jitichanti farzi kariki,jaha hau Naveen juga sesa hela
@kaibalyasaho1401
@kaibalyasaho1401 7 ай бұрын
@@anilkumarsethi1765 Khali dekhibaku rahila BJD party kebe bhanguchi,
@SstarRajesh
@SstarRajesh 7 ай бұрын
Good job Aorimdom bhai ❤❤🎉🎉🎉
@AnonymousX_09
@AnonymousX_09 7 ай бұрын
Dear Argus, ଅସଲ୍ ଚୋରି ତ ଆରମ୍ଭ ହେଇନି। ଆଗକୁ ଓଡ଼ିଶାର ଖଣି ଖାଦାନ ଲୁଟ୍ କରିବାକୁ ଗୁଜରାଟୀ ଆଡାନୀ ଆସିବେ, ଚାକିରୀ ନାଁ ରେ ଚା' ବିକ୍ ବୋଲି କହିବେ ଆଉ ଓଡ଼ିଶା କୁ ଲୁଟି ଚାଲି ଯିବେ। ବଙ୍ଗାଳୀ ଲୋକେ ଚାଲାକ୍, ନିଜ ରାଜ୍ୟ କୁ ବଞ୍ଚାଇବାକୁ ସେମାନେ ମୋଦୀ ଶାହ କୁ ଲାତ୍ ମାରି ଭଗେଇ ଦେଲେ ଆଉ ଏଠି ଓଡ଼ିଆ ଲୋକେ ନିଜକୁ ଗୁଜରାଟୀ ଗ୍ୟାଙ୍ଗ ଆଗରେ ବିକି ଦେଲେ ।
@netajidash9367
@netajidash9367 7 ай бұрын
ହିମନ୍ତ ବିଶ୍ୱଶର୍ମାଙ୍କ ଢାଞ୍ଚାରେ ଅରିନ୍ଦମ ଯଦି ଦଳ ପ୍ରତି ସମର୍ପଣ ଭାବ ଜାରୀ ରଖିବେ ତା'ହେଲେ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଏଥିରେ ସନ୍ଦେହ ନାହିଁ। କେତେ ସେ କରିପାରିବେ ସମୟ କହିବ।
@rasmitamohanty8277
@rasmitamohanty8277 5 ай бұрын
Apananka katha bilkul thik kahile. Ray babu bjp pain pura feet. I think bjp always stand for nation therefore Ray stand for same nation
@saradaprasannayak3137
@saradaprasannayak3137 7 ай бұрын
Jay shree Ram ♈, tike filmy lagila😊
@netajidash9367
@netajidash9367 7 ай бұрын
UCC, CAA,one nation one election ଭଳି ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରଶ୍ନ ବା କୋୖଣସି ବିବାଦୀୟ ପ୍ରଶ୍ନ ପଚାରିଲେ ନାହିଁ କାହିଁକି?
@abhishekmohanty1408
@abhishekmohanty1408 7 ай бұрын
କଥା କୁହା କପିଳାଟା ପୁରା ମିଛ କଥା ଗାଲେଇକି ବସିଲା ବୋଲି ହାରିଲେ ଆଉ କିଛି ନୁହେଁ ଆଙ୍କ ଛଡା ଆଉ ଯିଏ ସାଲେପୁର ରୁ ଲଢ଼ିଥାନ୍ତେ ନିଶ୍ଚିନ୍ତ ଜିତିଥାନ୍ତେ ଆଉ ଜୀବନସାରା ସାଲେପୁର ରେ ନେତା ହେଇପାରିବନି ମନ ରଖ 👍
@srikantasathua737
@srikantasathua737 7 ай бұрын
Superstar Arindam Roy nkara interview ta bahut bhala lagila hele au tike film bisyare discussion karithile bhala lagithanta
@SurendraSahu-ri1eo
@SurendraSahu-ri1eo 5 ай бұрын
Best and beautiful brother
@dalumahakud2723
@dalumahakud2723 7 ай бұрын
ଧର୍ମ ର ଜୟ ହେଲା
@ksantosh883
@ksantosh883 7 ай бұрын
ସଂଗ୍ରାମ ବାବୁ... ଯଦି ବବି ଦାସ ଆଉ ଅରିନ୍ଦମ୍ ଙ୍କୁ ଏକା ଥରେ podcast କରି ପାରିବେ କି
@rajendra_behera89
@rajendra_behera89 7 ай бұрын
ମାନ୍ୟବର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଡାକନ୍ତୁ ।
@bijaysamantara5683
@bijaysamantara5683 7 ай бұрын
Jay jagannath 🙏🙏🙏 bhai
@Reverbmusic2686
@Reverbmusic2686 7 ай бұрын
Arindam ଭାଇ ଯାହା କହୁଛନ୍ତି ଠିକ୍ କହିଛନ୍ତି
@Divyanshu-hx7dt
@Divyanshu-hx7dt 7 ай бұрын
ସେ କ'ଣ ବ୍ରହ୍ମା....ବିଳିବିଳେଇଲେ ବେଦ....😂😂😂
@dilliptulsiyan6245
@dilliptulsiyan6245 6 ай бұрын
Thanks Namaste 🙏.
@SLF__RAJESH
@SLF__RAJESH 7 ай бұрын
JAY BJD 💚🐚 JAY NAVEEN PATTNAIK SIR 🫡 JAY JAGANNATH ♥️🙏🏻
@Elianilfunnytime
@Elianilfunnytime 7 ай бұрын
Real hero real katha ❤ great 👍👍👍👍👍👍👍👍👍👍👍 I love it sir
@jyosnaraniswain-tk3cr
@jyosnaraniswain-tk3cr 7 ай бұрын
ଜୟ ଜଗନ୍ନାଥ ଜୟ ଓଡ଼ିଶା
@Girlpriyamohanty3013
@Girlpriyamohanty3013 6 ай бұрын
ଆମେ ସାଲେପୁର ଲୋକ ଅରିନ୍ଦମଙ୍କ ସହ ଅଛୁ ଆଉ ରହିବୁ❤
@indramanidas5660
@indramanidas5660 7 ай бұрын
ଶଳା ଭାଡୁଆ ତୁ ସେଥିର କେମିତି ଥିଲୁ ରେ ବେହିଆ ତମେ କଳା କାର ମାନେ ପଇସା ପାଇଁ ନିଜ ମାଇକିନା କୁ ପର ପାଖରେ ବିକି ବାକୁ ପଛେଇବନି ତମେ ଏବେ ଦଳ ଛାଡିଲା ପାରେ ବିଜେଡି ରୁ ଗଲା ପରେ କଉଛୁ
@AllIndian240
@AllIndian240 5 ай бұрын
ମୁଁ BJP ku support କରେ , କିନ୍ତୁ ନେତା ହେବା ପାଇଁ କୌଣସି ଲକ୍ଷଣ ଅରିନ୍ଦମ ଙ୍କ ପାଖରେ ନାହିଁ।
@SidharthMishra99
@SidharthMishra99 7 ай бұрын
Sppech re kahiba,Daily Feast haba😂🤣;So...Funny
@nagarjunbehera7954
@nagarjunbehera7954 3 ай бұрын
Good 👍 bhai❤
@bhagabansadangi1996
@bhagabansadangi1996 7 ай бұрын
Apana haarichhanti accept Karu nahanti khali excuse dauchhanti. Emiti sabuthi kichhi naa kichhi vul hue but that doesn't mean ki apana sethipain harigale. Apana 7k plus vote re haarichhanti which is very shameful.
@cspbadabanpur341
@cspbadabanpur341 7 ай бұрын
Superstar Arindam Roy nkara au gote podcast interview karantu au setebele poltics kom au movie bisyare question karibe & next movie kebe asiba au six pack puni ame kebe dekhibu pls aei question ta karibe
@travelwithashutosh4075
@travelwithashutosh4075 7 ай бұрын
Sir anubhav nku madhya podcasts ku dakantu
@balunkeswarprusty6499
@balunkeswarprusty6499 7 ай бұрын
Right
@JasminBiswal-se6hx
@JasminBiswal-se6hx 6 ай бұрын
Best reporter of odisha❤
@SrikantaSathua
@SrikantaSathua 7 ай бұрын
Action king Arindam Roy
@BirenPattanayak-s9v
@BirenPattanayak-s9v 7 ай бұрын
Same to Same at Nayagarh
@narasinghabehera963
@narasinghabehera963 7 ай бұрын
Brahmagiri MLA Upasna Mohapatra nku dakantu
@life_lights
@life_lights 7 ай бұрын
Hello Argus News, A sincere request, you guys should use a real propped background with practical lights and 3 key lighting setup, rather than using green screen. Odia podcast like this is more intuitive and flavourful to engage. Thankyou 🙏🏻
@satyabratasahoo9424
@satyabratasahoo9424 6 ай бұрын
#liku sahoo Dharmasala MLA nku dakantu
@AsishOdiaVlogs
@AsishOdiaVlogs 6 ай бұрын
Bhai bhai arindam bhai ❤❤❤
@itsbikashdas
@itsbikashdas 7 ай бұрын
Pandiyan ku khali Seka daarkaar
@balunkeswarprusty6499
@balunkeswarprusty6499 7 ай бұрын
Se chhodipua pandia ku dekha hele sekibi
@ganeswarbehera-fj6yu
@ganeswarbehera-fj6yu 7 ай бұрын
ଧନ୍ୟବାଦ ଜଣାଉଛି ଅରଗୁସ ଖବର କୁ ।
@Healthandwealth600FullMoon
@Healthandwealth600FullMoon 7 ай бұрын
Arindam hair cut dekha...Neta naa gunda????Godi media
@bnnayak7973
@bnnayak7973 7 ай бұрын
Kou angle ru arindam hero lageni Lookwise he is a chhapri Voice wise a 3rd gender &nature wise he is like a manthara😅
@raghunathsahu9432
@raghunathsahu9432 6 ай бұрын
ଅରିମ bhai tar ଓଜନ kalia joyona ବେଳେ ମୁ ଜାଣିଛି ତତେ set ବି ନାଇଦେହୀ କାହିଁକି tar ଭୁଲ ଲାଗି ଏକା ସାଙ୍ଗେ ବସିଥିଲା
@jyotiprakash4361
@jyotiprakash4361 7 ай бұрын
Sala aie pandian jogu ama Naveen babu hari gale😢
@SahadebKumar-h6x
@SahadebKumar-h6x 2 ай бұрын
Very nice video
@princepriyansu7520
@princepriyansu7520 7 ай бұрын
Anubhav Bhai nku dakantu
@ashishkumarbehera82
@ashishkumarbehera82 3 ай бұрын
Thank you
@ShrimaPradhan-xy8te
@ShrimaPradhan-xy8te 7 ай бұрын
Next Anubhav
@sajamani1430
@sajamani1430 6 ай бұрын
Good morning👏🏻👍🏻
@srpcreatorsuman5317
@srpcreatorsuman5317 7 ай бұрын
ଅମରେନ୍ଦ୍ର ଦାସ ଜଗତସିଂହପୁର ଜିଲ୍ଲାର ବିଧାୟକ କୁ ନିମନ୍ତ୍ରଣ କର
@ranjandash.121
@ranjandash.121 6 ай бұрын
❤❤Good Person❤❤
@SOMULUV4EVER
@SOMULUV4EVER 7 ай бұрын
Pura Thik kahuchanti Bhai.... Ama Dhenkanal re 176 number Booth re bhi token vote 836 thila kintu total EVM count 795 thila.....
The Lost World: Living Room Edition
0:46
Daniel LaBelle
Рет қаралды 27 МЛН
БОЙКАЛАР| bayGUYS | 27 шығарылым
28:49
bayGUYS
Рет қаралды 1,1 МЛН
Star's Secret | Actress Beena Maharana | PrameyaNews7
24:06
Prameya News7
Рет қаралды 618 М.
The Lost World: Living Room Edition
0:46
Daniel LaBelle
Рет қаралды 27 МЛН