No video

ASO ବୈକୁଣ୍ଠ ନ୍ୟାୟ ପଛରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅଛି। Governor's son abscond after ASO incident.

  Рет қаралды 50,684

Pratidin TV

Pratidin TV

Ай бұрын

ASO ବୈକୁଣ୍ଠ ନ୍ୟାୟ ପଛରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅଛି। Governor's son abscond after ASO incident.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 166
@sunilrauto5923
@sunilrauto5923 Ай бұрын
ଦଫା ରଫା ନ କରି ଦୋଷୀକୁ ଦଣ୍ଡ ମିଳୁ
@prasannapattanyak3777
@prasannapattanyak3777 Ай бұрын
ଏହା ହେଉଛି ଉତ୍ତମ ଶାସନ ଏହା କୋଉ ନ୍ୟାୟ ।ବିଜେପି ନେତା କୁଆଡେ ଗଲେ।
@nuelbaa8392
@nuelbaa8392 Ай бұрын
Semane pora bada Kadhua neta,bjd ki anya dala heithele ho halla korithante ! Kuade gole Aparajita madam 😂😂😂 se governor Jharkhandi,ei madam nije Bihari boli na kono ?
@santoshnanda7811
@santoshnanda7811 Ай бұрын
Governer ପୁଅ ବୋଲି ଆଇନ ବାଟବଣା ହେଇଗଲା!
@renubalamohapatra7437
@renubalamohapatra7437 Ай бұрын
ରବି ବାବୁ ବର୍ଷା ଯୁଆଡେ ଛତା ସିଆଡେ ସେଇ ଦିଗରେ ଯାଉଛନ୍ତି।
@Unnecessarily_Honest
@Unnecessarily_Honest Ай бұрын
ମୁଁ ବି ସେଇଆ କହିବି ଭାବୁଥିଲି 😂
@jayasenabiswal4780
@jayasenabiswal4780 Ай бұрын
Mate bi seia lagila.
@MrSwarajdas
@MrSwarajdas Ай бұрын
​@@Unnecessarily_Honestଠିକ କଥା ବର୍ଷା ଯୁଆଡେ ରବି ବାବୁ ସେଇଆଡ଼େ 😅
@sumantakubehera5135
@sumantakubehera5135 Ай бұрын
ତାଙ୍କ ପୁଅ କାହିଁକି ପଳେଇଲା ଏଥିରୁ ଜଣା ସ୍ପଷ୍ଟ ସେ ଦୋଷୀ
@SanatanchattarChattar
@SanatanchattarChattar Ай бұрын
ରାଜ୍ୟ ପାଳ ଙ୍କ ପୁଅ କୁ ମାଡ଼ ହେଇଥିଲେ ଦୁଇ ଘଣ୍ଟା ଭିତରେ ଗିରଫ ହେଇ ତନ୍ତା
@user-xi9pj2st5m
@user-xi9pj2st5m Ай бұрын
ରବିବାବୁ ।ଭଲନ୍ୟାୟ କଥା କହୁଛନ୍ତି, ୭ଦିନ ହେଲାଣି କଥାକୁ କିଏ ଚପାଇ ରଖିଥିଲା। ନ୍ୟାୟ ଦେବାପାଇଁ କଣ ରାଜ୍ୟପାଳ ହକଦାର କି?ନା ଦଫାରଫା କରିବାପାଇଁ ଯୋଜନା
@dr.akm5362
@dr.akm5362 Ай бұрын
Yes,right point is there.
@RanjanKumar-mx1ki
@RanjanKumar-mx1ki Ай бұрын
ଆଇନର ଦିଗ କୂ ଶାସକ ଦଳ ଗୌଣ କରୁଛି
@subhransudalai8360
@subhransudalai8360 Ай бұрын
ସୁବିଧାବାଦୀ ହେବା ବଦଳ ରେ ନିରପେକ୍ଷ ଆଉ ନିର୍ଭୀକ ହେବା ଦରକାର ।
@purusottamnayak7939
@purusottamnayak7939 Ай бұрын
ଏହା ଓଡ଼ିଶାବାସୀଙ୍କ ପ୍ରତି ଘୋର ଅପମାନ।
@user-me5lk3nz6j
@user-me5lk3nz6j Ай бұрын
ସାର ରୋଷେଇଆ ଉପରେ ଆକ୍ସନ କଣ ଠିକ ପଦକ୍ଷେପ।କାଉ କରିବ ଦୋଷ ବଗ ଖାଇବ ମାଡ।ବାହା ବାହାରେ ଓଡ଼ିଆ ଅସ୍ମିତା।
@prakashkumarparida2859
@prakashkumarparida2859 Ай бұрын
ଆ କଥା କିଏ ସୁଣୁଛି
@santoshkumarmohapatra78
@santoshkumarmohapatra78 Ай бұрын
ଯାହା ହେଉ ଏ ସାମ୍ବାଦିକଟିର ଧର୍ମାନ୍ତରଣ ହୋଇପାରିଛି , ଏହା ସବୁଠୁ ବଡ଼ ଖବର
@gyanendradas9686
@gyanendradas9686 Ай бұрын
ଦେଶର ଆଇନ ଶୃଙ୍ଖଳା ପ୍ରତି ସମସ୍ତେ ସମ୍ମାନ ଜଣାଇବା ଉଚିତ l ସେ ଯିଏ ହୁଅନ୍ତୁ ନା କାହିଁକି l
@shreenibashkuanr6598
@shreenibashkuanr6598 Ай бұрын
ବିଗତ ଦିନରେ ଏମିତି ଅନେକ ଗରିବ ପୀଡ଼ିତ ଲୋକ ନ୍ୟାୟ ଆଶା କରି ପାଇ ପାରି ନାହାଁନ୍ତି,ଆଉ ଏବେ ମଧ୍ୟ କାହାକୁ କି ପ୍ରକାର ନ୍ୟାୟ ମିଳିବ ତାକୁ ଖାଲି ଦେଖିବାକୁ ରହିଲା
@PurnachandraPanda-vx2nj
@PurnachandraPanda-vx2nj Ай бұрын
ଆପଣ ଆଉଟିଭି ରେ ମୁହଁ ଦେଖାଇବା ଉଚିତ୍ ନୁହେଁ , କାରଣ ଆପଣ ରାଜ୍ୟପାଳଙ୍କ ସମର୍ଥନରେ ଅଛନ୍ତି ।
@subaldas3254
@subaldas3254 Ай бұрын
ଜୟ ଜଗନ୍ନାଥ। ରାଷ୍ଟ୍ରପତି ନିଶ୍ଚିତ ଏହା ଅବଗତ ଅଛନ୍ତି।
@ranajitjena4668
@ranajitjena4668 Ай бұрын
ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ ଦେଖା କରିଦେଲେ କଣ ସେମାନେ ନ୍ୟାୟ ପାଇଗଲେ. ଜଣେ ପୁରୁଖା ସାମ୍ବାଦିକ ହୋଇ ଗାଲୁଆଙ୍କ ଭଳି ମନ୍ତବ୍ୟ ଦେଉଛ ଏବେ ତମର ଓଡ଼ିଆ ଅସ୍ମିତା କୁଆଡେ ଗଲା. ଓଡିଶାର ଓଡ଼ିଆ କର୍ମଚାରି କର୍ମରତ ଥିଲାବେଳେ ଶଳେ ଝାରଖଣ୍ଡର ଗୁଣ୍ଡା ମାରିବେ ତାକୁ ଜେଲକୁ କିପରି ଯିବ ସେ ବିଷୟରେ ନକହି ବିଜେପି ସରକାରକୁ ତେଲ ମାରୁଛ
@fatefaith5147
@fatefaith5147 Ай бұрын
ଯଦି ଏଠି ରେଫ ଘଟଣା ହେଇଥାନ୍ତା ତାହାଲେ ଦାସ sir କଣ ହେଇ ଥାଆନ୍ତା। ଯାହା ହେଇ ଥାଆନ୍ତା ସେଇଆ ହିଁ ହେଉ।
@basumandal6209
@basumandal6209 Ай бұрын
Joyguru joy sree Jagannath joy NOBINBABU
@rakeshkumarmohapatra4501
@rakeshkumarmohapatra4501 Ай бұрын
Block grant highschool ଶିକ୍ଷକ ମାନଙ୍କ ଦୂରାବସ୍ଥା ଦୂର୍ କରନ୍ତୁ। ସେମାନେ ୨୦ ବର୍ଷ ଧରି ବିନା ଦରମାରେ ଓ ଶେଷ ୧୦ ବର୍ଷ ଚାକିରି ଜୀବନ ରେ ଅଳ୍ପକିଛି ଦରମା ପାଇ ଅବସର ନେଉଛନ୍ତି। GPF ନାହିଁ କି pension ନାହିଁ। ଦୟାକରି ସେମାନଙ୍କୁ ନ୍ୟାୟ ଦିଅନ୍ତୁ। ଏଇମାନଙ୍କ ଅବଦାନ ରେ ଓଡ଼ିଶା ର ଅନୁନ୍ନତ ଓ ଅପହଞ୍ଚ ଇଲାକାରେ ପାଠ ପଢ଼ି ବହୁତ୍ ଛାତ୍ରଛାତ୍ରୀ ଜୀବନ ରେ ସଫଳତା ପାଇଛନ୍ତି । ସରକାରୀ କଳର ଅପାରଗତା ଯୋଗୁଁ ଏଇ ଶିକ୍ଷକ ମାନଙ୍କ ଅବସ୍ଥା ଆଜି ଶୋଚନୀୟ। ଔଷଧ କିଣିବା ପାଇଁବି ପଇସା ନାହିଁ ଏମାନଙ୍କ ପାଖରେ।
@GHANASHYAMCHALAN
@GHANASHYAMCHALAN 29 күн бұрын
ଅଡିଆ। ଓରଶ୍ମିତା ର BJP ର ହୀସ୍ତାହାର ଏହା
@bibekanandadash4327
@bibekanandadash4327 Ай бұрын
ସ୍ପଷ୍ଟ ମତ ରଖିବାରେ ରବି ବାବୁ ଆପଣ ଏବେ ଅସମର୍ଥ l
@biranchinarayanmohanty4699
@biranchinarayanmohanty4699 Ай бұрын
ନ୍ୟାୟ ମିଳିବନାହିଁ
@pabitrarout5835
@pabitrarout5835 Ай бұрын
ବାର୍ଦ୍ଧକ୍ୟ ହେତୁ ବିଳିବିଳାଉଥିବା ଜଣାପଡୁଛି,
@jyotiranjansahoo8128
@jyotiranjansahoo8128 Ай бұрын
Shame on rajyapala and chief minister odisha.....
@krushnakuna1341
@krushnakuna1341 Ай бұрын
ବିଜେଡ଼ିର ଶାସନ ବେଳେ ରବିଦାସ ବାବୁ କୁଆଡ଼େ ଥିଲେ, ଆଜି କହୁଛନ୍ତି
@user-ft4ld8hg5j
@user-ft4ld8hg5j Ай бұрын
ଧନ୍ଯ ଵାଦ ସାର
@user-ft1wf2ep2p
@user-ft1wf2ep2p Ай бұрын
Rabi babu 1st you demand for arrest him for odia asmita .
@jhunumandal6864
@jhunumandal6864 Ай бұрын
Jay Nabin babu apn kn karantu n hele odisha dubi jib😢
@user-tm1kk4sd3q
@user-tm1kk4sd3q Ай бұрын
ଆଗରୁ ବହୁତ ଘଟଣା ଘଟିଥିଲେ ମଧ୍ୟ ଚପାଇ ଦିଆ ଯାଇଛି । ସେତେବେଳେ ଆପଣ ନୀରବ ଥିଲେ କାହିଁକି । ଯାହା ଘଟଣା ଘଟିଲା ଘଟଣା କୁ ନିଦାକରୁଛୁ ।
@chaskamisantalbhasate4149
@chaskamisantalbhasate4149 Ай бұрын
ଦୋଷୀ ବିରୋଧରେ କେବେ action ନିଆ ହେବ ? ଓଡ଼ିଆ ରୋଷୀୟାଙ୍କୁ ଆଉ ଓଡ଼ିଆ ସେକୁରିଟୀ କୁ ସୋସ୍ପେଣ୍ଡ କଲେ ଓଡ଼ିଆ ଅସ୍ମିତା ଗଲା କୁଆଡେ ପୁଣି ଓଡ଼ିଆଙ୍କୁ ନିର୍ଯାତନା ଯେବେ ଦୋଷୀ ଧୋରାହେବୋ ତାପରେ ଏମାନଙ୍କ ବିରୋଧରେ ଆକ୍ସନ ନିଆ ଯାଉ
@malikabichhara8835
@malikabichhara8835 Ай бұрын
ଯାହା କରିବେ କଂଗ୍ରେସ କରିବ ବିଜେପି ଛାଡି ଯିବ ଓ ମୋଗଲ ସାମ୍ରାଜ୍ୟର ଆଗମନକୁ ଅପେକ୍ଷା ମାତ୍ର ଏଥିରେ ବିଚଳିତ ନହୋଇ ଦେଖ ଆଗକୁ କଣ କଣ ସବୁ ଘଟିବ।
@user-du3xv1kl9s
@user-du3xv1kl9s Ай бұрын
ବୁଢ଼ା କୁ ବୁମ୍ ଦେବା ବନ୍ଦ୍ କର.....
@bijayraja
@bijayraja Ай бұрын
Justice need to serve indifferently..
@debasissahu2637
@debasissahu2637 Ай бұрын
ଦୋଷୀକୁ ଦଣ୍ଡ ଦେବା ପାଇଁ ଆଉ କେତେ ଦିନ ଲାଗିବ।
@user-ss4es5se1n
@user-ss4es5se1n Ай бұрын
Bala abadana achhi.
@daitaryjena6661
@daitaryjena6661 Ай бұрын
ଘର କଥା ହେବା ଭଳିଆ ଜଣାପଡୁଛି ।
@narendrahembram4495
@narendrahembram4495 Ай бұрын
B J P ra Odia Asmita nara Kebala Vote Pai thila .
@ththandthclasssciencebySANTOSH
@ththandthclasssciencebySANTOSH Ай бұрын
ସମାଧାନ କଣ ? ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ex defence person ଯିଏକି ଆକ୍ରମଣର ଶିକାର ହୋଇଛନ୍ତି ତାଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ l
@SunakarNayak-cj8qv
@SunakarNayak-cj8qv Ай бұрын
ରୋଷେୟା wtchaman ଏ ମାନେ ମାଡ଼ ମାରି ନ ଥିଲେ ତାଙ୍କୁ କାହିଁକି ବଦଳି କରା ଗଲା । ଗୋଟିଏ କଥା ଅଛି । କାଉ ଖାଇଲା ପଣସ ବାଗ ମୁଣ୍ଡରେ ଅଠା।
@fakirkhuntia6145
@fakirkhuntia6145 Ай бұрын
Right
@sashikantapatra9078
@sashikantapatra9078 Ай бұрын
CM may take right decission
@deepakdhal4417
@deepakdhal4417 Ай бұрын
Rajyapala pua Jharkhand ru Odisha asiba 7 dina samaya lagiba?
@dillipsahoo7921
@dillipsahoo7921 Ай бұрын
Rabi babu. Who will give justice?Governor who is father of the main culprit can not give justice. Only court can give justice.
@sashibhusanmohapatra5746
@sashibhusanmohapatra5746 Ай бұрын
This matter should be brought to the notice of the president & prime minister also. It should not be taken so lightly.
@babajeesamal6821
@babajeesamal6821 Ай бұрын
ରବି ଭାଇ ଆପଣ ଏତିକି କହିବ ପାଇଁ କେତେ ନେଇଛନ୍ତି।ମୋର ଏମିତି କହିବାର କାରଣ ମୋହନ ବାବୁ ନିଜେ କହୁଛନ୍ତି କି ଟଙ୍କା ସରକାର ଲୋକଙ୍କ ସରକାର ଆପଣକୁହନ୍ତୁ ସସଏ ଲୋକ କଣ ଲୋକନୁହେନ୍ କି ? ପୋଲିସ କାହିଁକି ଚୁପ। ବସିଛି ।ତେବେ ପୋଲିସ କାହିଁକି ସାଧାରଣ ଲୋକଙ୍କୁ ଗିରଫ କରିବକୁ ଅଛି କି ?ମୋହନ ବାବୁ କଣ କରୁଛନ୍ତି? ଯଦି ଏହାର ପ୍ରକୃତ ବିଚାର ନହୁଏ ତେବେ ଏହା ତଙ୍କୁ ବହୁତ ଭାରି ପଡିବ ଲୋକ ତଙ୍କୁ ଚା ପୁଡା ମାରିବେ ।ସେତେବେଳେ ପୋଲିସ ସହାୟତା ଦେଇ ପାରିବ ନାହିଁ ।
@sadanandasahoo3707
@sadanandasahoo3707 Ай бұрын
ବୈକୁଣ୍ଠ ନ୍ୟାୟ ପାଇଲେ କି? ଜଣେ ବରିଷ୍ଠ ସାମ୍ବାଦିକ ଭାରି ଖୁସି ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀ ପରିବାର ସହିତ କଥା ହେଲେ। ଏଇଟା କଣ ଆଇନ? ଦେଖା କରିବା ଅର୍ଥ ଚପାଇ ଦେବା। ରାଜ୍ୟପାଳ ଜବାବ ଦେବା କଣ ଆଇନ? ନା ମୂଖ୍ୟମନ୍ତ୍ରୀ ଦେଖାକରିବାଟା ଦୟା?
@ramashankarmishra8125
@ramashankarmishra8125 Ай бұрын
The chief minister should not mingle with the Governer ..
@rajendraprasadmahakur4712
@rajendraprasadmahakur4712 Ай бұрын
Police ku Governor.. Pathai.. Bandhi.. Anibapain.. Kahithante
@rohitbiswal8360
@rohitbiswal8360 Ай бұрын
Odisha people say all Odia should boycott the Governor programmes.
@hareshkumarpatel7452
@hareshkumarpatel7452 Ай бұрын
ଅତି ଦୁଃଖର କଥା ଏତେ ଡେରି କଥା ରେ ଅଛି।........ବଡରେ ସବୁ ପାର ଯାଇ ସାନରେ କଳକଂ ଲାଗଇ
@user-dz8mv8vs1x
@user-dz8mv8vs1x Ай бұрын
Rabi Bhai odisha re BJP party ra govt hoeichhi Adhik kichhi asha karantunahi
@Pandu_Premi
@Pandu_Premi Ай бұрын
କି ବାଳ କଥା କହୁଛ , ମୋହନ ସରକାର ବେଷ୍ଟ ଅଫ ଆଲ ଟାଇମ,
@hariharbehera
@hariharbehera Ай бұрын
ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳର ପୁଅ ଗିରଫ ହେବା ଉଚିତ୍, ନଚେତ୍ ବିରୋଧି ଦଳ ବିଧାନ ସଭାରେ ରାଜ୍ୟପାଳକୁ ତୀବ୍ର ବିରୋଧ କରିବା ଆବଶ୍ୟକ।
@syedansarali291
@syedansarali291 Ай бұрын
Custodian of Law breach the Law
@sudarsanpanda7700
@sudarsanpanda7700 Ай бұрын
For his future, if gets some sort of punishment as per law, it will be good. And also govt. And the police administration will not be criticised.
@gopalkrishnapattnaik5313
@gopalkrishnapattnaik5313 Ай бұрын
MR MOHAN MAJHI C.M IS TAKING ACTION.... PLEASE WAIT & SEE..
@sirishmunduya1360
@sirishmunduya1360 Ай бұрын
ସମସ୍ତେ ଅପରାଧ କରିବା ତେବେ ଯାଇ ସରକାର ଲାଇନ ରେ ଠିଆ ହେବ । ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ପୁଣ୍ୟ 😂😂😂
@srikantpatnaik2849
@srikantpatnaik2849 Ай бұрын
ଟା ଉ ଟ ର କଥା l ପୋଲିସ FIR ଗ୍ରହଣ କରି କେସ କଲା କି ?
@kailashchandrasahoo5814
@kailashchandrasahoo5814 Ай бұрын
Odia Mane kana shasta ki.
@ashokk1075
@ashokk1075 Ай бұрын
Taku jal pathantu
@pabitramohannayak1551
@pabitramohannayak1551 Ай бұрын
Why did Cook and the Security suspend? They were not accused.The accused were Governor's son and his associates,they should be punished according to the laws.The innocent Cook, Security should be reemployed to their respective job . Instead the Governor should resign from his respective post keeping honour of Odisha and the Government.Where is Man ki baat of PM now, Why President of India is silent now, where are BJP'S spokesmen?
@abhimanyumajhi5277
@abhimanyumajhi5277 Ай бұрын
Expecting justice from BJP is a bigger crime
@KLAUSjager-jn6ml
@KLAUSjager-jn6ml Ай бұрын
Aaji ASO ku transfer kari diyaa jaaichhi Rajbhaban ru.
@user-ti8iw1pt2n
@user-ti8iw1pt2n Ай бұрын
Naya samastanka pain samana heba darkar
@chinmaypanda1132
@chinmaypanda1132 Ай бұрын
This is called neutral voice, apana Jane swach samaj sebi
@mishrabisudhananda3551
@mishrabisudhananda3551 Ай бұрын
ଆଜ୍ଞା ଯଦି ମମିତା,ଏମିତିକି କ୍ଷମତାଶାଳୀ ମନ୍ତ୍ରୀ ନବ ଦାସ ଙ୍କ ବିଭତ୍ସ ମୃତ୍ୟୁ ଆଇନ ଅନୁସାରେ ହୋଇପାରୁନି ,କାହାକୁ କହିବା।ଏବେ ଅପେକ୍ଷା ଜାନକୀ ବାବୁ ଙ୍କ ସମୟ ରେ ,ସେ ଯେତେ ନିନ୍ଦିତ ହୁଅନ୍ତୁ, ଛବିରାଣି ଓ ଅନ୍ୟ ସମସ୍ତ କେସ ରେ ଡେରି ହେଲେବି ଆଇନୀ ତା ବାଟରେ ଯାଇଥିଲା।ନବୀନ ଙ୍କ ଟାଇମ ରେ ଆଇନି ତା ବାଟରେ ନଯାଇ ଗାଧେଇ ଯାଇଥିଲା।
@dasharathi2271
@dasharathi2271 Ай бұрын
Tu Andhabhakata batare tike nie, cm hoiki😅😅😅😅
@biswaranjansahoo6573
@biswaranjansahoo6573 Ай бұрын
Kichhi hebani Power politics everywhere
@krishnachandradas8598
@krishnachandradas8598 Ай бұрын
Absconded or made to abnscond
@SasankaSekharMisra
@SasankaSekharMisra Ай бұрын
Wheather it appropriate to suspend the COOCK only for his fault he just transmitted the message of the accused to the Victim. ?
@kaizen4133
@kaizen4133 Ай бұрын
This man's approach would be different if the victim would be a journalist. Justice is not equal for everyone in the state. That is the reason why people dont trust the Govt or Judiciary. SHAME
@pankajsahoo4376
@pankajsahoo4376 Ай бұрын
Rabi Sir rajyapal pua arest heba darakar, na hele bapa power ku nei pua mane ehi pari anyaay kari chalithibe
@rajendraprasadmahakur4712
@rajendraprasadmahakur4712 Ай бұрын
Nayaya.. Mane.. Compromise?
@bhimasenpradhan3080
@bhimasenpradhan3080 Ай бұрын
ଏଇଟା କଣ ଓଡିଆ ଅସ୍ମିତା
@haribolmusicgroup
@haribolmusicgroup Ай бұрын
ଏ ବୁଢ଼ା ବରିଷ୍ଠ ସାମ୍ବାଦିକ ହେବାକୁ ଯୋଗ୍ୟ ନୁହେଁ । ପୁରା ଚାଟୁକାର ଟା
@diptisatpathy2799
@diptisatpathy2799 Ай бұрын
Rosei ku nilambita kintu tanka pua ku a parjanta kichi hoi paruni
@biranchichhatria6504
@biranchichhatria6504 Ай бұрын
Rabi babu apananka bhalia loka pakharu nyayara paribhasha suni dukha laguchhi .Ghatanara lipapoti.ku apana nyaya kahuchhanti.Odia au kou bhalia loka pakharu kana ba Asha karibe.Jagannatha hi bharasa .
@TheSayeed2009
@TheSayeed2009 Ай бұрын
Rabi bhai. Bhala joke suneile. 8 din pare madhya perpetrators of violence aram re bulu chanti. 😂
@nandagopalbehera4569
@nandagopalbehera4569 Ай бұрын
BJP Dala
@vvvv7604
@vvvv7604 Ай бұрын
ଏଇଟା ଦୋ ଗାଲିଆ, ଟା
@Rahul_B10
@Rahul_B10 29 күн бұрын
ରବିବୁଢା ଦୋମୁଡିଆ ସାପ
@sibaprasaddash4386
@sibaprasaddash4386 Ай бұрын
Jete Anya heichhi agaru apana se bisayare abagat thile na nahi
@p.kbarik4443
@p.kbarik4443 Ай бұрын
Thana uthijau
@dukhishyampradhandukhishya3024
@dukhishyampradhandukhishya3024 Ай бұрын
Rabibabu eha kn Odia asmita????Apan BJP ku pura support kari katha rakhichhanti.barsha yuade chhata siade.
@biren93
@biren93 Ай бұрын
This is happening in the BJP regime only Congratulations we are under British Government Law
@akshayakumardas9004
@akshayakumardas9004 Ай бұрын
Rabi babu apannka munda kharap helani ghare basantu. Garibnka paen law.bada loka mananka nahi
@sacchichhatria1298
@sacchichhatria1298 Ай бұрын
Rabi sir ! Governor kana kahichhanti kana nahi alaga katha.Deshara ain shrunkhala thik chalichhi ta ?
@bipinbiharinayak3191
@bipinbiharinayak3191 Ай бұрын
Dafa rafa sarilani au kichhi nai
@user-li4ns9bc8b
@user-li4ns9bc8b 29 күн бұрын
Rabi A case ra kahatharu khichu.
@kashinathsingh387
@kashinathsingh387 Ай бұрын
CM kn soithile up to yet ,Why not take immidiate action about accuse person
@sanjibakumardash7246
@sanjibakumardash7246 Ай бұрын
BJP party is at the backfoot for this incident.
@s.sgamer1361
@s.sgamer1361 Ай бұрын
Rabi babu support kara nahin Hogula heuchi
@user-ss4es5se1n
@user-ss4es5se1n Ай бұрын
Jau sambadika satya kahibaku sahasa rakheni taku ame bala sambadika kahu.
@bijaykumarpattnaik3987
@bijaykumarpattnaik3987 Ай бұрын
Rajyapal susasana pain election purbaru Odisha bulu nathile. Se bjp pain pracharare 😮
@KrishnaJena-xx8up
@KrishnaJena-xx8up 29 күн бұрын
Samabadika mane au 4th pilar psin kama karunahanti, emane sakari kumur hoigaleni.
@user-ss4es5se1n
@user-ss4es5se1n Ай бұрын
General public ku 7 time dia jaithanta ki?
@HemantBehera-ve7mu
@HemantBehera-ve7mu Ай бұрын
bjd bele sabu law kan thik thila
@madhusudanparida4161
@madhusudanparida4161 Ай бұрын
Modi guarantee & double Engine Power.
@SudhirKumar-lf7nq
@SudhirKumar-lf7nq 29 күн бұрын
Rajyapalanka pua baharaku gale kemiti first kuha
@dolagobindsahooyes9348
@dolagobindsahooyes9348 Ай бұрын
ତାକୁ ଆଗ ଗିରଫ କରିବା କଥା
Why Is He Unhappy…?
00:26
Alan Chikin Chow
Рет қаралды 102 МЛН
Doing This Instead Of Studying.. 😳
00:12
Jojo Sim
Рет қаралды 32 МЛН
Box jumping challenge, who stepped on the trap? #FunnyFamily #PartyGames
00:31
Family Games Media
Рет қаралды 30 МЛН
Get 10 Mega Boxes OR 60 Starr Drops!!
01:39
Brawl Stars
Рет қаралды 14 МЛН
Why Is He Unhappy…?
00:26
Alan Chikin Chow
Рет қаралды 102 МЛН