Assault on ASO allegedly by Governor son: Baikunthanath's wife demands justice for husband

  Рет қаралды 55,806

Kalinga TV

Kalinga TV

Күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 139
@prafullakumarsamal761
@prafullakumarsamal761 3 ай бұрын
ବାଃ ବାଃ ରେ ଓଡ଼ିଆ ଅସ୍ମିତା। ଝାଡ଼ଖଣ୍ଡ ଲୋକ ଓଡ଼ିଆ ଲୋକ ଙ୍କୁ ମାରିଲେ।ଦେଖ ଆଗକୁ କଣ ହେଉଛି
@deepubiplab1
@deepubiplab1 3 ай бұрын
ଆମେ ସବୁ ପାଣ୍ଡିଆ କୁ କହୁଥିଲେ ଏବେବତଃ ବାହାର ଲୋକ ଆସକି ଓଡ଼ିଆ ASO ଙ୍କୁ ମାରିଲେଣି... ଓଡ଼ିଆ ଆଉ ଓଡିଶାରେ ସୁରକ୍ଷିତ ନୁହେଁଁ
@lopintimani9819
@lopintimani9819 3 ай бұрын
Pandiyan tho avuri bodmas.Naveen babu Ku slow poison dahiki maruthilla.odisha lokomankoro bhagya ei Anyo Rastro ro loko asiki odisha ra raja
@sanjayasahoo9278
@sanjayasahoo9278 3 ай бұрын
​@@lopintimani9819 any proof na mana gadha kahani
@PrashantMishra-fd9ld
@PrashantMishra-fd9ld 3 ай бұрын
ଏ ତ ବିଜେପି ସରକାର ଙ୍କ ଉପହାର... ଏ ଟ୍ରେଲର ମାତ୍ର.. ଆଗକୁ ଦେଖ କଣ ସବୁ ହେଉଛି ସାତ ଦିନ ବିତିଗଲା ନ୍ୟାୟ କାହିଁ ?
@niksharma-ol8ii
@niksharma-ol8ii 3 ай бұрын
Agaru pari , bebina etc. samasta nku nyaya mili thila .. ebe au kn kahaku nyaya miliba odisha re.
@rabinarayannayak7951
@rabinarayannayak7951 3 ай бұрын
​@@niksharma-ol8iisamastanku nyaya milib hele public jo din bujhibe neta kahar nuha
@PrashantMishra-fd9ld
@PrashantMishra-fd9ld 3 ай бұрын
@@rabinarayannayak7951 ନିଶ୍ଚୟ ସାର
@debasissahani6472
@debasissahani6472 3 ай бұрын
କଣ କହୁଛ ବାବୁ??? ତମ ହିସାବରେ ଆଗରୁ ନ୍ୟାୟ ମିଳୁ ନଥିଲା ବୋଲି ତ ତୁମେ ନ୍ୟାୟ ପାଇବା ପାଇଁ ସରକାର ବଦଳ କରିଦେଲ। ପୁଣି କଣ ହେଲା???​@@niksharma-ol8ii
@gyanaranjanmohanty2482
@gyanaranjanmohanty2482 3 ай бұрын
Ex Servicemen association should look after this matter .
@PrashantMishra-fd9ld
@PrashantMishra-fd9ld 3 ай бұрын
ମାଡାମ ପୋଲିସ କେସ ଦିଅନ୍ତୁ... ନ୍ୟାୟାଳୟ ରୁ ନ୍ୟାୟ ଭିକ୍ଷା କରନ୍ତୁ
@soumyaranjanmohapatra7933
@soumyaranjanmohapatra7933 3 ай бұрын
ଅପେକ୍ଷା ରହିଲା ମୋହନ ସରକାର କଣ ଉପାଡ଼ିବ ଏଇ କେସ ରେ
@santoshsethy1237
@santoshsethy1237 3 ай бұрын
OTV and Argus and OR Chanel kuadegala ODIA ASMITA. God blessed all Kalinga staff
@Binodkumarpanigrahi2187
@Binodkumarpanigrahi2187 3 ай бұрын
ବିଜେପି କ୍ଷମତା ରେ ରହିଲେ ଗୁଣ୍ଡା ଗିରି ସୁନିଶ୍ଚିତ ରହିବ, ଛି ଛି ଛି
@dipakkumarjena45
@dipakkumarjena45 3 ай бұрын
କୁଆଡେ ଗଲା ଓଡ଼ିଆ ଅସ୍ମିତା 😅
@HrudanandaSahu-ey8vt
@HrudanandaSahu-ey8vt 3 ай бұрын
BJP government odisha loka nku ghruna karanti...odia nka dukha bujhibaku kehi nahi.
@SriHariRadhaKrishna
@SriHariRadhaKrishna 3 ай бұрын
I can feel her pain in her eyes😰
@sadhudas2758
@sadhudas2758 3 ай бұрын
ବିଜେପି ସରକାର ସମୟରେ ବିରଳ ଘଟଣା ଘଟୁଛି
@sadanandachhatria7307
@sadanandachhatria7307 3 ай бұрын
ଏସବୁ ବିହାରୀ ଗୁଣ୍ଡା ଓଡ଼ିଆ ଅସ୍ମିତା ବିଜେପି ଶାସନ ର ।ଆଗକୁ ଭଗବାନ ଭରସା ।
@lovesolution6400
@lovesolution6400 3 ай бұрын
Jago odisha Jago
@niyatiranjansamal6361
@niyatiranjansamal6361 3 ай бұрын
ବାନ୍ଧ,ସିଏ ଯିଏ ବି ହେଉ।
@Nitish86858
@Nitish86858 3 ай бұрын
Please take action India government
@sanjuktamohanty9668
@sanjuktamohanty9668 3 ай бұрын
Immediately Government should take action against culprit
@deepakmishra1311
@deepakmishra1311 3 ай бұрын
Arrested him immediately..
@kalpatarurout3073
@kalpatarurout3073 3 ай бұрын
Madam ame apnanka sathere achhu
@jitendrasahu9073
@jitendrasahu9073 3 ай бұрын
ଓଡ଼ିଆ ଅସ୍ମିତା କହୁଥିବା ଲୋକ କୋଉଠି ସୋଇପଡ଼ିଲ,ଆମ ଓଡ଼ିଆ ଲୋକଙ୍କୁ ଅଣ ଓଡ଼ିଆ ଲୋକ ପୁଣି ଓଡ଼ିଶା ଗଭର୍ଣ୍ଣର ଙ୍କ ପୁଅ ମାରିଲା, ଉଚିତ୍ ନ୍ୟାୟ ମିଳିବା ଦରକାର, ଇଏ ହେଉଛି BJP ର ରାଜନୀତି
@BDNayak
@BDNayak 3 ай бұрын
FIR needs to be registered & Culprits must be arrested .
@Sidhi_Samrudhi
@Sidhi_Samrudhi 3 ай бұрын
ଏ ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କୁ ଜଣାନ୍ତୁ l
@ranajitkumarmohanty9740
@ranajitkumarmohanty9740 3 ай бұрын
ଏ ସରକାର ଏଭଳି କମଜୋର, କେହି ମନ୍ତ୍ରୀ ଯଦି ଆସି କହନ୍ତି ଏ ସବୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ ll ଓଡିଶାରେ ଓଡ଼ିଆ ମାଡ଼ ଖାଉଛନ୍ତି ଆଉ ଜଣେ ଭଦ୍ରମହିଳା ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଏଇ କଅଣ ଓଡ଼ିଆ ଅସ୍ମିତା ll ବିଜେପି ସରକାର ଆସିବା ପରେ ଲାଗୁଛି ଓଡ଼ିଆ ଶକ୍ତି ହୀନ ହୋଇଗଲେ ll ବଡ଼ ଦୁଃଖ ଓ ପରିତାପର ବିଷୟ ll କଂଗ୍ରେସ ଏକା ଲଢେଇ କରୁଛି ll ବିଜେଡି କୌଣସି କାରଣରୁ ରାଜରାସ୍ତାକୁ ଆସିବାକୁ ଡ଼ରୁଛି ll ଏଇ କଥା ବଙ୍ଗଳାରେ ହୋଇଥିଲେ ବଙ୍ଗାଳୀ ତାଙ୍କ ଶକ୍ତି ଦେଖେଇ ସାରନ୍ତେଣି ll ଏଇଥିପାଇଁ ବଙ୍ଗାଳୀ ମମତା ଦିଦିକୁ ଭରସା କଲେ ll ଓଡ଼ିଆ ବିଜେଡିକୁ ପ୍ରତ୍ୟାଖାନ କଲେ ll ଏ ଜାତିକୁ କିଏ ବଞ୍ଚେଇବ?
@sheikhsaffik8001
@sheikhsaffik8001 3 ай бұрын
Odisha want justice
@niranjannayakgreatodisha2342
@niranjannayakgreatodisha2342 3 ай бұрын
ବିଜେପି ହଟାଓ ନ ହେଲେ ଦେଶକୁ ବଞ୍ଚାଓ
@jagannathdass8222
@jagannathdass8222 3 ай бұрын
Can odisha cm take against governor's son,is not ashmita,where is odisha bjp leaders
@ranajitjena4668
@ranajitjena4668 3 ай бұрын
ଏହା ହେଲା ବିଜେପି ଦଳର ଗୋଲାମ ନେତାଙ୍କର ଔକାତ ଗୋଟେ କ୍ରମରତ ସରକାରୀ କର୍ମଚାରୀଙ୍କ ପ୍ରତି
@fatefaith5147
@fatefaith5147 3 ай бұрын
ରାଷ୍ଟ୍ରପତି ଙ୍କୁ ଅନୁରୋଧ କର।
@swain_parivaar
@swain_parivaar 3 ай бұрын
Governor should give justice.
@nirupanandaswain5469
@nirupanandaswain5469 3 ай бұрын
ଏଇଟା ହେଉଛି bjp ର ଅସଲ ପରିଚୟ. ଆମ ଓଡିଶା କୁ ଆସି ଆମ ଓଡ଼ିଆ ଲୋକଙ୍କୁ ମାରିବେ ଆମ ଆମ ଓଡ଼ିଆ ଲୋକ ଚୁପ ଚାପ ରହିବେ ଏଇଟା ଠିକ ନୁହେଁ. ପ୍ରତିବାଦ କର ମୋର ସବୁ ଓଡିଶା ର ଭାଇ ଭଉଣୀ ମାନେ. ତୁରନ୍ତ ଆରେଷ୍ଟ କରାଯାଉ ଆଉ ଜେଲ ପଠା ଯାଉ.
@basudevbehera2209
@basudevbehera2209 3 ай бұрын
ई तो अभी ट्रेलर है आगे आगे देखिए पिक्चर अभी बाकी है
@hemantkumar-zm8io
@hemantkumar-zm8io 3 ай бұрын
ଏହା ଓଡ଼ିଆ ଅସ୍ମିତା ର ଆରମ୍ଭ ମାତ୍ର ।
@babub4u901
@babub4u901 2 ай бұрын
Governer son କୁ ସୁରକ୍ଷା ଦେବାକୁ ଯାଇ ସରକାର ନିଜ ଗୋଡ଼ରେ ନିଜେ କୁରାଢି ନ ମାରୁ , ଅତୀତ ସାକ୍ଷୀ ଅଛି ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର କୁ ଏହି ଓଡ଼ିଶା ଭୁଶୁଡ଼ି ଦେଇଛି କ୍ଷମତା ରୁ , ନ୍ୟାୟ ବିଚାର ଓଡ଼ିଶାରେ ଠିକ୍ ରହୁ ନଚେତ୍ BJP ହଟାଇବାକୁ ବି ଲୋକେ ବେଶୀ ସମୟ ନେବେନୀ ।
@sourabhanaik3109
@sourabhanaik3109 2 ай бұрын
ଅତି ଶୀଘ୍ର ନ୍ୟାୟ ମିଳୁ
@lopintimani9819
@lopintimani9819 3 ай бұрын
Media bahi tika update huvo.side ra bahut noise asuchi,taya dhavra tik sa news suba javunahi
@AnilkumarDas-fi1jg
@AnilkumarDas-fi1jg 2 ай бұрын
Only Odisha re Naveen sir good cm 2029 ku bjp hatao Odisha bancao
@prabhasranjanjena8162
@prabhasranjanjena8162 3 ай бұрын
Tumaku aaji bbsr railway station dekhichi katha hoichi
@purnachandrapradhan2399
@purnachandrapradhan2399 3 ай бұрын
ଆମ କୁଜି ନେତା ମୀନେ ସବୁ ଓଲଟ ପାଲଟ କରୁଛଂତି ତମେ ସବୁ ଗୋଟେ ଗୋଟେ ମାହିଆ
@purnachandrapradhan2399
@purnachandrapradhan2399 3 ай бұрын
ଓଡିଆ ଅସମିତା କହୁଥିବା ଗାଂଡିଆ ସବୁ ଗଲ କୁଆଡେ ? ହଇରେ ସବୁ ଗାତରେ ଲୁଚିଛ କି ବେହିଆ ତମେ ତମର ବାପା କେତେଟା?
@subratkumarpadhi8885
@subratkumarpadhi8885 3 ай бұрын
A herd of goats led by a tiger is far better than the group of tigers led by goats. Strange Strange
@thetechstarbhabani4715
@thetechstarbhabani4715 3 ай бұрын
ତା ପାଇଁ ଠେଲା ରିକ୍ସା ପଠାଇଲେନି VIP
@kumardalei4705
@kumardalei4705 3 ай бұрын
ଆଗୁରୁ ପାଟି କୁଆଡେ ଗଲା
@sumanarpita9516
@sumanarpita9516 2 ай бұрын
ଏବେ ଆଉ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠୁନି
@baijayantipingua9830
@baijayantipingua9830 2 ай бұрын
Cm sir please jaban sir nku nyaya milu
@SATYAOD
@SATYAOD 2 ай бұрын
Pura ekachatrabadi sasana
@Foodsecurities
@Foodsecurities 3 ай бұрын
PMO ku tweet kara..
@nandinibhadra24
@nandinibhadra24 3 ай бұрын
Bahut kastare jiteithilu
@ashirbad9612
@ashirbad9612 3 ай бұрын
Ye haini kichi ye haini kichi....dekha aguku kana hauchi dekha aguku kana hauchi 😂😂😂...
@basantkumarbehera7006
@basantkumarbehera7006 3 ай бұрын
In what capacity governer s son slapped and kicked our odia 😮😊son congess and bjd have good concern I being a iaf personnel we demand proper enquiry and intimate the news to rajnathsing defence minister
@amaodia7362
@amaodia7362 3 ай бұрын
Se toka ku age pita odisha aniki....OTV office ku vangi dia
@AshokKumarBhoi-g3t
@AshokKumarBhoi-g3t 2 ай бұрын
Odisha re khali ref muder Odisara loka lanchua Odisara mahatgala.ba ba kalia
@harashchandraswain
@harashchandraswain 3 ай бұрын
Kanoon achhi nischay nyaya miliba ,aji nahele 5 Barsha pare
@pradiptakumarparida5827
@pradiptakumarparida5827 3 ай бұрын
Where is Sachibalaya karmachari sangha ? Why I A S & IPS Of Odisha are silent ?
@suchonatvbyrashmiranjan8675
@suchonatvbyrashmiranjan8675 3 ай бұрын
Chief secretary non odia.Eita ki odia osmita
@parthasarathisahoo1463
@parthasarathisahoo1463 2 ай бұрын
Odish people always be with you
@gourangasa6027
@gourangasa6027 3 ай бұрын
ଯାହା ହେଇଛି ଠିକ ହୋଇଛି। ତୋ ବର ପୋଲିସ ହେଇ କାହିଁକି BJD ଦଳ ର କାମ କରୁ ଥିଲା।
@purnachandrapradhan2399
@purnachandrapradhan2399 3 ай бұрын
କଆଡେ ଗଲା BJPର ନିରମଳ ଶାସନ
@sashibhusanmishra7147
@sashibhusanmishra7147 3 ай бұрын
ସିଏ କିଏ ବେ ଏତେ ସାହାସତାର ଓଡିଶାକୁ ଆସି ଓଡିଆ ଙ୍କ ଉପରେ ଦାଦାଗିରି ଦେଖଉଛି
@manojdey7509
@manojdey7509 2 ай бұрын
CM Mohan Majhi should take it seriously & take proper action, otherwise people of Odisha will not excuse him.
@prafullachandrarath7636
@prafullachandrarath7636 3 ай бұрын
Respected cm of odisha , give justice to baikunthnath very quickly.
@kishanhembram1300
@kishanhembram1300 3 ай бұрын
Cm BJP and governer BJP what do this case ......
@sanjaya3593
@sanjaya3593 3 ай бұрын
Shame shame 😞
@manojdey7509
@manojdey7509 2 ай бұрын
Governor s son is not above law.He should be arrested as he misbehaved a govt.police officer.Governor should also interfere in the matter instead of remaining silent.
@kpopkingdom1380
@kpopkingdom1380 3 ай бұрын
Raghubir das should resigned forthwith.
@aloksahu5659
@aloksahu5659 3 ай бұрын
ଅପେକ୍ଷା। ଏବେ ଗୁଜରାଟ ରୁ ଆସିବେ ଓଡ଼ିଆ ଅସ୍ମିତା କୁ ଧୁଳିସାଥ କରିବା ପାଇଁ।😢😂😢
@smitaranipradhan5245
@smitaranipradhan5245 3 ай бұрын
Rajyapal ra power nahi nya deba pain jaldi raghubar resign BJP chal reraghubar fulluchi jaldi bhaga
@pratapjena1193
@pratapjena1193 3 ай бұрын
ସବୁ ଜଣା ପଡ଼ିଯିବ, ଠିକ୍ କି ଭୁଲ୍, ସରକାରୀ ଚାକିରିଆ ମାନେ ଠିକ୍ ରେ ନିରପେକ୍ଷ ହେବା ଦରକାର
@SushilSilu-yn2jr
@SushilSilu-yn2jr 3 ай бұрын
Aau a video dekha a nahi,madam nija statement badaleesarileni
@gundichagundicha7905
@gundichagundicha7905 3 ай бұрын
ଛି ଛି ଛି ଲଯା
@laxmidharbarik5867
@laxmidharbarik5867 3 ай бұрын
ଆଇନି କାନୁନୁ ଅଛି ସେ ଯିଏ ବି ହଉ ଭୁଲ୍ କଲେ ଦଣ୍ଡ ସମସ୍ତଙ୍କୁ ଦଣ୍ଡ ମିଳିବ ସେମାନେ ଙ୍କୁ ଆମ ଓଡ଼ିଶାର ଜନତା govt power ଦେଇ ଛନ୍ତି govt kama କରିବାକୁ ନାକି ଗୁଣ୍ଡା ଗର୍ଦୀ ରାଜ୍ୟ ପାଲଙ୍କୁ ଏ ତିକି ଅନୁରୋଧ ଯେ ଆପଣ କୌଣସି ଗୁଣ୍ଡା ନୁହନ୍ତି ଆପଣ ଆମ ଜଗନ୍ନାଥ ଙ୍କ ଦେଶର ବା ଆମ ଓଡ଼ିଶାର ପ୍ରଥମ ନାଗରିକ ସେଭଳି କରିବା ନିନ୍ଦନିଅ ଜୟ ଜଗନ୍ନାଥ
@sarojkumarswain1587
@sarojkumarswain1587 3 ай бұрын
Thik heaichi
@prafullachandrarath7636
@prafullachandrarath7636 3 ай бұрын
To cm of odisha, give protection safety n security to baikunth n his family. Pl. Take immediate steps n arrest the misguided son of hon'ble governor of odisha. Pl.do not delay.
@amulyabarik6743
@amulyabarik6743 3 ай бұрын
BJP ra bada bada katha action neba ku bhari dara.
@sewanayak945
@sewanayak945 3 ай бұрын
ଆଗକୁ ସବୁ ବିଜେଡି ପୋଲିସ ଚମଚା ସୁଧୁରି ଯାଅ ଆଉ ମନ ଇଚ୍ଛା କାମ ଦବନି 👍
@bigyanmohantybigyanmohanty
@bigyanmohantybigyanmohanty 3 ай бұрын
BJP Bala nka Odya asmita kuade gala Kain kichi ta heba Vali lagunai 😂😂
@laxmidharbarik5867
@laxmidharbarik5867 3 ай бұрын
ରାଜ୍ୟ ପାଳ ପୁଅ ମାରିଲେ ASO ଙ୍କୁ ASO କିଛି କହିଲେ ନି କଣ ପାଇଁ ଗାଣ୍ଡିରେ ଦମ୍ ଅଛି ଆମ ଓଡ଼ିଆ ସାଧାରଣ ଲୋକ ଙ୍କ ଦେହରେ ହାତ ମାରିକି ଦେଖ ସେ ASO ଙ୍କ କିଛି ଭୁଲ ଅଛି ବୋଧେ
@sudhirbiswal8640
@sudhirbiswal8640 3 ай бұрын
Argus news and OTV kuade gala tama news Re A khabar nahi 😅😅😅
@tanmayabhisheknayak5729
@tanmayabhisheknayak5729 3 ай бұрын
last re bihari jharkhandi odia lokanku odisha re badauchanti waahh ki ache din mera desh badal raha hai
@akashtech2488
@akashtech2488 3 ай бұрын
Se argus news kuade gala
@anuraglucky9254
@anuraglucky9254 3 ай бұрын
Otv kuade gale
@harashchandraswain
@harashchandraswain 3 ай бұрын
Ye ta padia ra baapa nikla .....😂😂
@basudevnayak8192
@basudevnayak8192 3 ай бұрын
Hau dekha kn hau6i....
@rajaranimahala
@rajaranimahala 3 ай бұрын
Definitely arest to acuse
@JagatanandaDhrupati
@JagatanandaDhrupati 3 ай бұрын
Bjp ganatantra hatyakari dala
@dhyanchandpradhan2077
@dhyanchandpradhan2077 3 ай бұрын
ବଡ ଵାପ ର ପୁଅ ତାର ଗର୍ବ କୁ ଦୂର କରାଯାଉ
@PrasantaBehera-y5o
@PrasantaBehera-y5o 2 ай бұрын
ଛିଛି ବିଜେପି ଛିଛି
@lovesolution6400
@lovesolution6400 3 ай бұрын
Mohan mahji gote chora
@India_collaboration_1k
@India_collaboration_1k 2 ай бұрын
Odia Asmita 😂😂😂😂😂😂
@user-bh8xl6tk1j
@user-bh8xl6tk1j 2 ай бұрын
ASO nku transfer kahinki karagala
@Soubhagya-vf6sb
@Soubhagya-vf6sb 2 ай бұрын
Nya miliba nahele odisha band dakara diajiba
@pradipkumardasdas7184
@pradipkumardasdas7184 3 ай бұрын
We are with you sister.... If we ignore this Odia Asmita will be in danger by Jumla party
@RanjankumarMoharana-nu2gs
@RanjankumarMoharana-nu2gs 3 ай бұрын
Se governor pua boli kn jahaicha sabukariba, se salaku vitare pureidia, 7 days vitare rakhidia, sabuthik heijiba,
@jagrutitripathy3978
@jagrutitripathy3978 2 ай бұрын
Arambha heigala bjp ra gundaraj .. Odisha basi bjp lu vote deicha ea arambha matra
@tapashkumarrout3734
@tapashkumarrout3734 2 ай бұрын
Rajyapala ra Pua hela kn hela.. Se emiti kie ki.. Ama President nka pila mane kemiti simple se rahuchanti... Rajyapala nije nija pua ki sanskar dei sikhini se kn Gote Rajya ra Rajyapala heba.. Resign deiki Gharaku Jao aaga
@GobindachandraJena-fw2zh
@GobindachandraJena-fw2zh 2 ай бұрын
pasteibe agaku bhabisat apankar lamba achhi sir se afisernk god dhriki bhulmagntu au jeljaiki salendarkarntu nijaku apan Mane amitihele amekan sikhibu jay jay jay odisa
@sachitradas6257
@sachitradas6257 3 ай бұрын
B j p ra gundaraja pratham nagariknka puathu aarambha hela,kathor danda miliba darakara,salasutura heba uchita nuhe.
@diamondbricks5194
@diamondbricks5194 3 ай бұрын
Odia ashmita 😄 Pandita pua mankad marile .....,
@duryadhanmahakud
@duryadhanmahakud 2 ай бұрын
Ex service hoei kahiki service kala
@sudhansudas8968
@sudhansudas8968 3 ай бұрын
Madam apana dara ntu nahi apana nka sathi re odisa basi achha nti
@lopintimani9819
@lopintimani9819 3 ай бұрын
Maa tomo jaya kahucho taya tikk.leader manoko opakya tankoro relatives ko mohanga bodijavuchi.
@rajaranimahala
@rajaranimahala 3 ай бұрын
Eia ki type ra sasan
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 4 МЛН
Бенчик, пора купаться! 🛁 #бенчик #арти #симбочка
00:34
Симбочка Пимпочка
Рет қаралды 3,1 МЛН