Atuta Bandhana | Ep-115 | 26th Sept 2024 | Watch Full Episode Now On Tarang Plus

  Рет қаралды 88,457

Tarang TV

Tarang TV

Күн бұрын

ଦେଖନ୍ତୁ "ଅତୁଟ ବନ୍ଧନ" ସୋମବାର ରୁ ଶନିବାର ରାତି 7ଟା 30ରେ କେବଳ ତରଙ୍ଗ TV ରେ
Full Episode ଦେଖିବା ପାଇଁ Subscribe କରନ୍ତୁ ତରଙ୍ଗ ପ୍ଲସ App...
Android TV ଏବଂ Fire TV ରେ ମଧ୍ୟ ଉପଲବ୍ଧ...
#AtutaBandhana #EpisodicHighlights #TarangTv #TarangPlus #odiabestscene
►Join Tarang TV Premium to watch Srimandira full episode
/ @tarangtvodisha
►SUBSCRIBE to #TarangTV Channel for more Odia Mega Serial, Odia Reality Show, and Odia Devotional Show on every day: ► goo.gl/QgkQLb
►Like us on Facebook
/ tarangtv
►Follow us on Twitter
/ tvtarang
►Follow us on Instagram
/ tarangtv
►Tune your Favourite Show Anywhere Anytime only on TarangPlus
Download The App NOW► onelink.to/b7xcpw
Visit Our Website► bit.ly/TarangPl...
Visit our TarangTV website for further details: www.tarangtv.in

Пікірлер: 32
@ruchishreesahu9206
@ruchishreesahu9206 9 сағат бұрын
ତ୍ରିଷ୍ଣା ପାଇଁ ବହୁତ ଦୁଃଖ ଲାଗୁଛି😢ତ୍ରିଷ୍ଣା ତାଙ୍କ ଭାଇ ଙ୍କୁ ବହୁତ ସମ୍ମାନ କରନ୍ତି ସେଥିପାଇଁ ତାଙ୍କ ଭଲ ପାଇବାକୁ ଆଡେଇ ଦେଇ କ୍ରିଷ୍ଣା ଙ୍କ କଥାରେ ରାଜି ହେଇଗଲେ 😒ସତରେ ବେଷ୍ଟ ଭାଇ ଭଉଣୀ କ୍ରିଷ୍ଣା ତ୍ରିଷ୍ଣା ନାଁ କଣ କହୁଛ ସାଙ୍ଗମାନେ😊କାହା କାହାକୁ ଦୁଇ ଭାଇ ଭଉଣୀ ଙ୍କ ହାର୍ଟ touching ସୀନ ଦେଖି ଦୁଃଖ ଲାଗିଲା😢👍କର
@Jayshreesahoo123
@Jayshreesahoo123 8 сағат бұрын
ହଁ sis Trishna ତାଙ୍କ ଭାଇ ଙ୍କ ସମ୍ମାନ ରକ୍ଷା ପାଇବା ପାଇଁ କିଛି ବି କରି ପାରିବେ 👍
@ruchishreesahu9206
@ruchishreesahu9206 8 сағат бұрын
​@@Jayshreesahoo123ହଁ ତୁମେ ଦେଖି ସାରିଛ କୁହ କାଲିର promo କେମିତି ଆସିଛି 👍👍👍🤔🤔
@ruchishreesahu9206
@ruchishreesahu9206 8 сағат бұрын
​@@Jayshreesahoo123କୁହ ଜୟଶ୍ରୀ sis 👍👍👍🤔🤔
@Jayshreesahoo123
@Jayshreesahoo123 8 сағат бұрын
​@@ruchishreesahu9206sorry 😔 sis ମୁ ଜାଣିନି କାଲିର prome କଣ ଆସିବ କିନ୍ତୁ ଏତିକି ଜାଣିଛି ଯେ ରକି ର ସତ ସାମ୍ନା କୁ ଆଣିବା ପାଇଁ Murli ପ୍ଲାନ୍ କରିସାରିଛନ୍ତି ଆଉ ବହୁତ୍ ଜଲଦି ରକି ର ସବୁ ସତ ପୁରା ପରିବାର ସାମ୍ନା କୁ Murli ନେଇଆସିବେ 😊👍👍😊
@ruchishreesahu9206
@ruchishreesahu9206 8 сағат бұрын
​@@Jayshreesahoo123ହଁ tq sis 👍👍👍
@krupamajhi5742
@krupamajhi5742 9 сағат бұрын
ଅତୁଟ ବନ୍ଧନ 😊❤ ଧାରାବାହିକ କେଉଁ ମାନଙ୍କ ର ପସନ୍ଦ 👍🏻👍🏻 କରନ୍ତୁ..... ସତରେ ଶ୍ରେଷ୍ଠ ଭାଇ ଭଉଣୀ 🥰💕 କ୍ରିଷ୍ଣା & ତ୍ରିଷ୍ଣା 💟💯💫☺️.....
@ruchishreesahu9206
@ruchishreesahu9206 8 сағат бұрын
ତରିଷନା ନୁହେଁ ତ୍ରିଷ୍ଣା 👍👍👍
@krupamajhi5742
@krupamajhi5742 8 сағат бұрын
​@@ruchishreesahu9206typing 😅 mistake ହେଇଗଲା sis 😂....
@krupamajhi5742
@krupamajhi5742 8 сағат бұрын
​@@ruchishreesahu9206hii 😊ରୁଚି sis କେମିତି ଅଛ ☺️❤️.....
@ruchishreesahu9206
@ruchishreesahu9206 8 сағат бұрын
​@@krupamajhi5742ହଁ ବ୍ରୋ ଠିକ କରିନିଅ 👍👍👍😂😂
@ruchishreesahu9206
@ruchishreesahu9206 8 сағат бұрын
​@@krupamajhi5742ହଁ ବ୍ରୋ ମୁଁ ଭଲ ଅଛି ଜାଣିଛ ବ୍ରୋ ଗୋଟେ ପୁଅ ଅଛି ଶ୍ରୀ sis ଙ୍କ ଭାଇ rock salt ବୋଲି ଆଉ ତା id jai jaganath ବୋଲି ଲେଖା ହେଇଛି ସେ ପୁଅ ଯେତେ ଖରାପ କମେଣ୍ଟ ଦଉଚି ମୋ କମେଣ୍ଟ ରେ ମୋତେ ଭାରି ବିରକ୍ତ ଲାଗିଲାଣି ଆଉ ରାଗ ଆସୁଛି ପା କଣ କହିବ ଆଜି କାଲି ପୁଅ ଙ୍କୁ ସରି କହିଲେ ବି କେହି ଠିକ ସେ କମେଣ୍ଟ କରି ପାରୁ ନାହାନ୍ତି ପା 👍👍👍😡😡😡😢😢
@odiasong6918
@odiasong6918 9 сағат бұрын
ଅତୁଟ ବନ୍ଧନ କାହାକୁ ଆଜି ଭାଲ ଲାଗୁଛି
@ODIA_JHIA_PUJA_9692
@ODIA_JHIA_PUJA_9692 9 сағат бұрын
ରେଏଲୀ ପୁରା heart touching ସିନ୍😔
@ruchishreesahu9206
@ruchishreesahu9206 8 сағат бұрын
ତ୍ରିଷ୍ଣା ତାଙ୍କ ଭାଇ କ୍ରିଷ୍ଣା ଙ୍କୁ ମୁରଲି ବୋଲି କହିବେନି ମୁଁ ଜାଣିଛି🤔ହେଲେ ଯାହା ହଉ ପଛେ ବହୁତ୍ ଶୀଘ୍ର ରକି❌ତ୍ରିଷ୍ଣା ଙ୍କ ବାହାଘର ଭାଙ୍ଗିଯିବ ଆଉ tarpare କ୍ରିଷ୍ଣା ତ୍ରିଷ୍ଣା ଙ୍କ ଦୁଃଖ ସୀନ ଦେଖିବାକୁ ମିଳିବନି ନାଁ କଣ କହୁଛ ସାଙ୍ଗମାନେ ମୋ କଥାରେ କିଏ କିଏ ଏକମତ👍କର
@DHANA339
@DHANA339 9 сағат бұрын
କହିଦିଅ ତ୍ରିଷ୍ଣା ସେ ଆଉ କେହି ନୁହଁ ମୂରଲୀ ବୋଲି..😊
@ruchishreesahu9206
@ruchishreesahu9206 8 сағат бұрын
କହିବେନି ଓକେ ମୁଁ ଜାଣିଛି 👍👍👍
@DHANA339
@DHANA339 8 сағат бұрын
@@ruchishreesahu9206 ମୁଁ ବି ଜାଣିଛି ତମେ Full episode ଦେଖି ସାରିଲଣି..🤭😅
@ruchishreesahu9206
@ruchishreesahu9206 8 сағат бұрын
​@@DHANA339ନାଁ ପା ଆସିନି ତରଙ୍ଗ ପ୍ଲସ ରେ କଣ ପାଇଁ ଏବେ ଲେଟ ରେ ଆସୁଛି ମୁଁ ବି ଅପେକ୍ଷା କରୁଛି ପା 🤔🤔😢😢😢😢😢😢
@DHANA339
@DHANA339 8 сағат бұрын
@@ruchishreesahu9206 ନାଁ ନାଁ TV ରେ ଦେଖିଦିଅ..🤭
@ruchishreesahu9206
@ruchishreesahu9206 8 сағат бұрын
​@@DHANA339ନାଁ ମୁଁ ଟିଭି ରେ ଦେଖେନି ଭଲ ଲାଗେନି ତରଙ୍ଗ ପ୍ଲସ ରେ ବହୁତ ଭଲ ଲାଗେ ଦେଖିବାକୁ ବ୍ରୋ 👍👍👍😊😊
@tulashinaik-wn1xj
@tulashinaik-wn1xj 8 сағат бұрын
❤❤❤❤❤❤
@MeenakhiMeher
@MeenakhiMeher 7 сағат бұрын
Really heart touching seen
@PramilaBirua-l8r
@PramilaBirua-l8r 8 сағат бұрын
My favourite serial aah ki bholo seen
@sambalpuriapila8079
@sambalpuriapila8079 6 сағат бұрын
Atutabandhan ra all taranga serial ra trp mo channel re upload Kari chhi dekhi nia. E channel ra community re
@StylishgirllizaL
@StylishgirllizaL 7 сағат бұрын
କାହାର ଏହି serial ଟା ପ୍ରିୟ ମୁରଲୀ ତ୍ରିଷ୍ଣା କୁ କିଏ କିଏ ଭଲ ପାଏ 😊 ମୁରଲୀ ତ୍ରିଷ୍ଣା so sad 😢😢
@ruchishreesahu9206
@ruchishreesahu9206 Сағат бұрын
ମୁରଲି my fav always 😘😘😘
@mamatasahoo2174
@mamatasahoo2174 6 сағат бұрын
My favorite sirial atutabndahn sister and brother krishna au trishna 👌👌👌👌👫❤️☺️☺️
@ODIA_JHIA_PUJA_9692
@ODIA_JHIA_PUJA_9692 9 сағат бұрын
ସତରେ ତ୍ରିଷ୍ଣା କେବଳ ତା ଭାଇର ସମ୍ମାନ ରକ୍ଷା କରିବାକୁ ଯାଇ ସେ ରକି କୁ ବାହା ହବା ପାଇଁ ରାଜି ହେଇଗଲା.... Really ଏଇ ଦୁଇ ଭାଇ ଭଉଣୀ ଙ୍କ ସିନ୍ ଦେଖିଲାକୁ ବହୁତ୍ ଦୁଃଖ ଲାଗୁଛି😢😢
@sangitabiswal6503
@sangitabiswal6503 8 сағат бұрын
Really,so sad episode😢😢😢😢😢😢😢😢😢
@Usharanimohanta-cw7tu
@Usharanimohanta-cw7tu 5 сағат бұрын
Asintadhukhalaguchi
@KantimelakaKanti
@KantimelakaKanti 5 сағат бұрын
I ❤u brother and sister
Как подписать? 😂 #shorts
00:10
Денис Кукояка
Рет қаралды 7 МЛН