ବାବାଙ୍କୁ ଦେଖିବାକୁ ଆସିଛନ୍ତି ଖୁସିମା / Rupa Pin2 Khushi

  Рет қаралды 92,215

Khusi Entertainment

Khusi Entertainment

Күн бұрын

Пікірлер: 330
@ODIA_JHIA_PUJA_9692
@ODIA_JHIA_PUJA_9692 2 сағат бұрын
ପିଣ୍ଟୁ ଭାଇ ଙ୍କୁ ମେଡ଼ିକାଲ୍ ରେ ଦେଖି କାହାକୁ ଦୁଃଖ ଲାଗୁଛି😢😢😢like କର👍🏻👍🏻
@BiswabhusanNayak-ov5cn
@BiswabhusanNayak-ov5cn Сағат бұрын
@@ODIA_JHIA_PUJA_9692 ପୂଜା ମୁଁ ତମକୁ ମୋ ଜୀବନ ଠୁ ବି ଅଧିକ ଭଲ ପାଇ ବସିଚି,,,
@priyaexpress1167
@priyaexpress1167 Сағат бұрын
ଭାଇ କାହାର ନଜର ଲାଗିଲା
@OmmPrakash-o1l
@OmmPrakash-o1l Сағат бұрын
😢 ରୂପା ଭାଉଜ ଓ ପିଣ୍ଟୁ ଭାଇ ଙ୍କୁ ମେଡିକାଲରେ ଦେଖି ବହୁତ ଦୂଃଖ ଲାଗୁଛି 😢 ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଭାଇ ଭାଉଜ ଙ୍କୁ 🙏 ଶୀଘ୍ର ଭଲ କରିଦିଅନ୍ତୁ 😢 ପ୍ରଭୁ ତୁମ ପାଖରେ ଏତିକି ପ୍ରାର୍ଥନା 🙏 ମତେ ଭାଉଜଙ୍କୁ ଦେଖି ବହୁତ ଦୂଃଖ ଲାଗୁଛି 😢 ଭାଇ ଭାଉଜ ଙ୍କ ମୂହରେ ଟିକେ ବି ହସ ଫୁଟୁ ନାହିଁ😢 ଶୀଘ୍ର ଭଲ କରିଦେବେ ଭଗବାନ 🙏🙏, love you bhai bhauja khushi maa ❤️🌹🌹 jay jagannath 🙏🙏🙏💗
@dasamarmay93
@dasamarmay93 Сағат бұрын
Jagannath mahaprabhu ତମକୁ ଭଲ କରିଦିଅନ୍ତୁ
@ODIA_JHIA_PUJA_9692
@ODIA_JHIA_PUJA_9692 2 сағат бұрын
ପିଣ୍ଟୁ ଭାଇ ଙ୍କୁ ଏମିତି ମେଡିକାଲ୍ ରେ ପଡ଼ିଥିବା ଦେଖି ଜମାରୁ ବି ହେଲେ ଭଲ ଲାଗୁନି😢 ଭଗବାନ୍ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା କି ମହାପ୍ରଭୁ ଜଗନ୍ନାଥ ବହୁତ୍ ଜଲ୍ଦୀ ତମକୁ ଭାଇ କରି ଦିଅନ୍ତୁ🙏🙏🙏
@BiswabhusanNayak-ov5cn
@BiswabhusanNayak-ov5cn 2 сағат бұрын
Puja I love you 😢
@Chinmaya_biswalChinmaya_biswal
@Chinmaya_biswalChinmaya_biswal Сағат бұрын
Sabu gote gote murkha se se pintu pari
@sumasuma86522
@sumasuma86522 Сағат бұрын
Rupa pintu tamaku monthly kete dauchanti coment karibaku
@MayadharSethi-b4k
@MayadharSethi-b4k 26 минут бұрын
0:54 ​@@Chinmaya_biswalChinmaya_biswal
@1x-abinash-07
@1x-abinash-07 2 сағат бұрын
ପିଣ୍ଟୁ ଭାଇ ଆଜି ଭିଡିଓ ମୁଁ ପ୍ରଥମେ ଦେଖିଲି ମୋର ଭଗବାନ୍ ପାଖରେ ଏତିକି ଗୁହାରି ରୁମକୁ ଜଲ୍ଦୀ ଭଲ କରିଦିଅନ୍ତୁ ଜୟ ଜଗନ୍ନାଥ ⭕❗⭕♥️
@durgaprasaddalai8690
@durgaprasaddalai8690 47 минут бұрын
Chiii medical re bi block karucha deha kharap na view pani ate pala je chiii kemitika manisa😠
@namitabiswal-go7vt
@namitabiswal-go7vt 2 сағат бұрын
ଜୟ ଜଗନ୍ନାଥ ଭାଇ ଭାଉଜ 🙏ମହାପ୍ରଭୁ ଆପଣଙ୍କ ର ମଗଂଳ କରନ୍ତୁ 🙏ଆପଣଙ୍କ ଦେହ ଶ୍ରୀଘ ଭଲ ହୋଇଯାଉ 🙏
@sanigitasahoo8511
@sanigitasahoo8511 33 минут бұрын
ମା ମଙ୍ଗଳା ତମକୁ ସାହା ହୁଅନ୍ତୁ
@himadripradhan9120
@himadripradhan9120 58 минут бұрын
ଆମ ପିନ୍ଟୁ ଭାଇ ର କିଛି ହେବନି ପ୍ରଭୁ ଜଗନ୍ନାଥ ତାଙ୍କୁ ଆଗ ପରି ବହୁତ୍ ଜଲଦି ଠିକ୍ କରି ଦେବେ। ଜୟ ଜଗନ୍ନାଥ ⭕❗⭕
@ODIA_JHIA_PUJA_9692
@ODIA_JHIA_PUJA_9692 2 сағат бұрын
କୋଉମାନେ ଚାହୁଁଛ ପିଣ୍ଟୁ ଭାଇ ଜଲ୍ଦୀ ଭଲ ହେଇ ଘରକୁ ଫେରି ଆସନ୍ତୁ ବୋଲି😌 ଲାଇକ୍ କର👍🏻👍🏻ଆଉ comment ରେ କୁହ ଜୟ ଜଗନ୍ନାଥ 🙏🙏
@BiswabhusanNayak-ov5cn
@BiswabhusanNayak-ov5cn 2 сағат бұрын
I Love you Puja darling
@sahadevpatra7728
@sahadevpatra7728 Сағат бұрын
Bhagwan jaldi tume dui nakar deha thik kari debe......
@SunitaMohapatra-xs8st
@SunitaMohapatra-xs8st Сағат бұрын
ଭାଇ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ସେ ତମକୁ ଭାଉଜଙ୍କୁ ଜଲଦି ଭଲ କରି ଦିଅନ୍ତୁ 😢😢 ❤❤ ଖୁସି ମା ତୁମର କେତେ ବୁଦ୍ଧି ❤❤❤ ଜୟ ଜଗନ୍ନାଥ 🙏🙏🙏
@runapatra5436
@runapatra5436 2 сағат бұрын
Semane celebrate boli nurse mane vala behavior karuchanti nahele nurse manako jau attitude other people upare samastanku jana😂
@tsamantaray6541
@tsamantaray6541 Сағат бұрын
Right 👍
@ODIA_JHIA_PUJA_9692
@ODIA_JHIA_PUJA_9692 2 сағат бұрын
ଜୟ ଜଗନ୍ନାଥ ⭕‼️⭕.... ହେ ପ୍ରଭୁ ଜଗନ୍ନାଥ ପିଣ୍ଟୁ ଭାଇ ଙ୍କ ଦେହ ଜଲ୍ଦୀ ଭଲ କରିଦିଅ🙏🙏
@santilatanayak8765
@santilatanayak8765 Сағат бұрын
Rupa very leaky Amiti family paichanti❤❤runa❤❤
@rakeshbehera6466
@rakeshbehera6466 Сағат бұрын
ମହାପ୍ରଭୁ ଙ୍କ ପାଖରେ ଏତିକି ପ୍ରାର୍ଥନା ମୋ ପିଣ୍ଟୁ ଭାଇ ରୁପା ଭାଉଜ ଙ୍କୁ ବହୁତ ଶୀଘ୍ର ଭଲ କରିଦିଅନ୍ତୁ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ❤️❤️❤️❤️🙏🙏 ଜୟ ଜଗନ୍ନାଥ 🙏🙏
@santoshibarad2347
@santoshibarad2347 2 сағат бұрын
ଭାଇ ଜଲଦି ସୁତ୍ ହେଇଜାଅ ଆପଣଙ୍କ ମାଁ ବାପା କୁ ଦେଖି ବହୁତ କାନ୍ଧ ଲାଗିଲା ଭାଇ
@dipunmama9616
@dipunmama9616 2 сағат бұрын
Jay jagannath bhai and Bhauja 🙏ହେ ପ୍ରଭୁ ଜଗନ୍ନାଥ ଭାଇ ଙ୍କ ଦେହ ଭଲ କରି ଦିଅ ଆଉ ତାଙ୍କୁ ଭଲ କରି ଘରକୁ ପଠେଇ ଦିଅ ❤❤❤❤
@tapasroutray7277
@tapasroutray7277 Сағат бұрын
ଯେତେ ହେଲେ ପା ମା ମନ କେବେ ସମାଳି ହେବନି 🙏🙏
@lizaranimallick4441
@lizaranimallick4441 Сағат бұрын
Rupa,pintu tuma dehara abasta dekhi mana bhala laguni,tuma maa tumaku dekhi mana dukha karuchhanti,tanka muhan dekhi mote bhari Kanda lagila.jete hele maa mana kan karibe.satare mu msg lekhuchi Sina mu antararu kanduchi,bhagban nka pakhare Mora atiki parthana tume dui Jana jaldi sustha heijaa
@Jaymaatarinitirtha
@Jaymaatarinitirtha 2 сағат бұрын
ସତରେ ଭାଇ ତୁମ ଦି ଜଣ କୁ ମେଡିକାଲ ରେ ଦେଖି ବହୁତ ଦୁଃଖ ଲାଗୁଛି 😢😢ମା ତାରିଣୀ ତୁମକୁ ଜଲଦି ଭଲ କରି ଦିଅନ୍ତୁ ❤❤❤love you khusimaa ❤❤❤❤
@mantubehera2370
@mantubehera2370 2 сағат бұрын
Jay jagannath 🙏ଭାଇ ଭାଉଜ ଶୀଘ୍ର ଭଲ ହେଇଯାନ୍ତୁ ଭାଇ ମେତେ ଯାମବି ଭଲ ଲାଗୁନାହିଁ ଭାଇ ତମେ ଭାଉଜ ଶୀଘ୍ର ଭଲ ହେଇଯାନ୍ତୁ lovu all family all tha best 👍
@Funycomedyclub
@Funycomedyclub Сағат бұрын
Tk v laja ochhi to e sabu dekhauchhu😂
@BhabeshBehera-e5f
@BhabeshBehera-e5f Сағат бұрын
ଭାଇ ଭାଉଜ ଆଗେଇ ଚାଲ ହେଲା ତୁମ ସାଙ୍ଗରେ ମ ବଜରଙ୍ଗି ଅଛନ୍ତି ହେଲା 🚩🚩🚩🚩
@prasmitasamal7154
@prasmitasamal7154 Сағат бұрын
Dengu bahut serious karidauchi lokanknu , rest pura nebe plz
@mamaviky22
@mamaviky22 14 минут бұрын
ଡେଙ୍ଗୁ ପାଈଁ ମୁଁ ଜାଣିଥିବା କିଛି home remedy ୧_ପପେୟl ୨ boil egg ୩ kiwi 🥝 fruit ୪ dragon fruit ୫ raw paneer ୬ ପପେୟl ପତ୍ର ରସ ୭ mutton soup ୮ଗାଈର first କ୍ଷୀର (ବର୍କଣl କ୍ଷୀର) ଚିନି ପକେଇ ଖାଇବ ଏହି ସବୁ ଜିନିଷ ଖାଇବା ଦ୍ଵାରା pleatlet ବଢ଼ିଥାଏ don't worry get well very soon🙌🙌 ହଁ ଆହୁରି ମନେ ପଡ଼ିଲା ଲିଚି
@SubhransuPadhan-x5w
@SubhransuPadhan-x5w 2 сағат бұрын
ଜୟ ଜଗନ୍ନାଥ
@GaneshGaming2244
@GaneshGaming2244 36 минут бұрын
Runa bholo chuti re straightener mari kharap koro nahi.pintu bhai rupa bhaujo get well soon.
@BhabeshBehera-e5f
@BhabeshBehera-e5f 2 сағат бұрын
କଣ ପିଣ୍ଟୁ ଭାଇ ଏତେ ସାରା ଖରାପ୍ ଜାଗାରେ ଭିଡିଓ କରିକି ଆସିଛ କେହି ଦିନେବି କିଛି ବି ହୁଏନି ଏଇ ଧନ ଭିଡିଓ ଟା କରିଲ ଏତେ ସାରା ଦେହ ଖରାପ୍ ହେଇଗଲା ଜେ ଭାଉଜ ଙ୍କ ଦେହବି ଏତେ ଶିରିଏସ ଜେ ହଉ ଛାଡ ବାବା ବଜରଙ୍ଗ ବାଲା ଅଛନ୍ତି ସବୁ ଠିକ୍ କରିଦେବେ ହେଲା 😊
@divyanshi8601
@divyanshi8601 Сағат бұрын
Abe kehi coment karibeni je pintu ku kehi dekhiba pi asileni kaha ra sada khea pintu galani Abe se medical re kehi to asunahanty 😢
@BarikPuja-i9f
@BarikPuja-i9f Сағат бұрын
Pintu bhai rupa bhauja jaldi thiki haijao Jay jagannth
@binisabar8659
@binisabar8659 2 сағат бұрын
ହେ ମହାପ୍ରଭୁ ଜଗନ୍ନାଥ ମୋ ପିଣ୍ଟୁ ଭାଇ କୁ ଭଲ୍ କରିଦିଅ 🙏 😢😢
@Milukaju8180
@Milukaju8180 Сағат бұрын
ହେ ଜାଗା ରେ କଣ ପାଇଁ ଏତେ ସମସ୍ତ କଣ ଦୁଃଖ ଦେଲୁ ଜଗା ଜଲଦି ସମସ୍ତ କୁ ଠିକ୍ କରି ଦିଏ🙏🙏🙏
@narendragiri3049
@narendragiri3049 11 минут бұрын
Bhai meta bi dengu heaithila mu bi 1month medical re rahithili
@PreetiPuspaBehera-ju7kp
@PreetiPuspaBehera-ju7kp 2 сағат бұрын
Pintu Bhai get well soon....God nku atiki dakuchi bahut jaldi thik heyijao...
@prabakarpanda6853
@prabakarpanda6853 2 сағат бұрын
ପିଣ୍ଡୁ ଭାଇ ଆଜି ଖୁସି ମା ଆସିଛି ମାନେ ତମେ ଯଦି ଭଲ ହେଇଯିବ
@rajuffyt9058
@rajuffyt9058 Сағат бұрын
Jay Jagannath ❤️🙏🙏🙏🙏🙏🙏🙏
@narendragiri3049
@narendragiri3049 17 минут бұрын
Jay maa ratna jaguarli maa ki jai ❤❤❤🙏🙏🙏 kemity achanty eba Pintu bhai
@AbhishekBarik-5kkk
@AbhishekBarik-5kkk Сағат бұрын
Bhai ଛୋଟ ଛୁଆ ଙ୍କୁ ପାଖରେ ରଖ ନାହିଁ
@nilamsahoo305
@nilamsahoo305 Сағат бұрын
ଠାକୁର ତମ ଦୁଇ ଜଣ କୁ ଭଲ କରି ଦିଅନ୍ତି
@manojkumarkhatua230
@manojkumarkhatua230 10 минут бұрын
ଭାଈ ଆପଣଙ୍କ ଦେହ ଭଗବାନ ଜଲ୍ଦୀ ଭଲ କରିଦିଅନ୍ତି ମୋର ଏତିକି ପ୍ରାର୍ଥନା 🙏🏻❤️
@sudhirkumarrout9799
@sudhirkumarrout9799 2 сағат бұрын
Khushi maa and Bou nku dekhiki cute😊 pintu❤tame smile 🧏‍♂️karila ,dekhiki mana💞khushi heigala😊. Sabubele tama❤face re👌emti smile🧏‍♂️rahithau🥰, tama❤deha bahut galdi thik heijau🛐❣. I love💞 you hero🕺 💞😘💞🤗.
@subhacreation.7552
@subhacreation.7552 5 минут бұрын
ସାନଭାଇ n ରୁପା ଭାଉଜ ଦୁଇଜଣଙ୍କ ଦେହ ଖରାପ ଦେଖି ଆଦୌ ଭଲ ଲାଗୁନି ❤️😢ଖୁସି ମା, ବୋଉ,ବାପା ଆସିଛନ୍ତି ଦେଖିକି ବହୁତ ଭଲ ଲାଗିଲା ❤️ମହାପ୍ରଭୁ ତୁମ ଦୁଇଜଣ ଙ୍କୁ ଜଲଦି ଭଲ କରିଦିଅନ୍ତୁ 🙏🏻🙏🏻ଆଖିରେ ପାଣି ଆସିଯାଉଛି 😢Lv u both❤️❤️
@hrudanandasankhua5824
@hrudanandasankhua5824 28 минут бұрын
ଜୟ ଜଗନ୍ନାଥ ଜୟ ମା ତାରିଣୀ ଜୟ ମା ଲକ୍ଷ୍ମୀ ଜୟ ମା ମଙ୍ଗଳା 🙏ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଙ୍କ ଦେହ ଶିଘ୍ର ଭଲ ହେଇଯାଉ ମୋ ପିଣ୍ଟୁ ଭାଇ ଭାଉଜ ଙ୍କ ଏମିତି ଅବସ୍ଥା ଦେଖି ବହୁତୁ ଦୁଃଖ ଲାଗୁଛି ମୋ ଭାଇ ଭାଉଜ ଙ୍କୁ ଏମିତି ମେଡିକାଲ୍ ରେ ଦେଖି ଜମାରୁ ମତେ ଭଲ ଲାଗୁନି ମୋ ମନ ଭାରି ଦୁଃଖ 🥹🥹🙏🌺ଜୟ ମା ରତ୍ନ ଜାଗୁଳାଇ😢🙏 🌺 ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ଭାଇ ଭାଉଜ ଙ୍କ ଯୋଡ଼ି ସବୁଠୁ ସୁନ୍ଦର ଆମ ଗେହ୍ଲେଇ ଖୁସିମା ର କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ଚିତ୍ତ ଭାଇ ରୁନା ଦିଦି ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa😘Love you Bhai Bhauja Khusimaa Chitta Bhai Runa Didee and all Family members💞❤️❤️❤️❤️❤️❤❤ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
@shubhranshusahoolifestyle9646
@shubhranshusahoolifestyle9646 2 сағат бұрын
He prabhu pintu bhai and rupa bhauja kna deha bhala kari diea prbhu samaste tike bhagwaan knu pray karantu
@nirmalaojha9629
@nirmalaojha9629 22 минут бұрын
God bless you Rupa pintu ❤❤❤
@RitaHati-v5t
@RitaHati-v5t 2 сағат бұрын
Bhai tamaku hospitalre dekhi mote jamaru bhala laguni
@laxmidharswain6568
@laxmidharswain6568 25 минут бұрын
O god😂😂 Bhai nka ra kichi habani jaganntha Bhai ku bhala karidebe 🙏
@nikunjakumarraut
@nikunjakumarraut 17 минут бұрын
Bhai mote heithila mu bi 1month padili medical re
@khusirajalaxmidiptiexpress5041
@khusirajalaxmidiptiexpress5041 2 сағат бұрын
ଜୟ ଜଗନ୍ନାଥ 🥰
@pankajLifestyle3548
@pankajLifestyle3548 17 минут бұрын
Jay jagannatha Bhai au bhaoja nkara ra deha jaldi thiki karidia ❤❤️🥰🥰❤️❤️🥰🥰🥰😍😍🥰
@archanabishi9116
@archanabishi9116 Сағат бұрын
Jai jagannath 🙏🙏🙏
@pinturuka9994
@pinturuka9994 Сағат бұрын
Hee bhagaban Pintu Bhai Rupa bhauja nku vala kari dia
@HARIBALAKOPE
@HARIBALAKOPE 25 минут бұрын
Pintu Bhai tumara status ku deki loko sahi parunahanti God achanti God bless you bhai
@jhunalatamaharana6065
@jhunalatamaharana6065 Сағат бұрын
Bhai apananku jagannath bhala karidebe 🙏🙏🙏😥
@j.s.8451
@j.s.8451 23 минут бұрын
Platelet emiti pakeiki rakhanti... Taku barambar dhire dhire epata sepata kariba katha
@Bablucreation112
@Bablucreation112 2 сағат бұрын
Prabhu bhai au bhaujanku bhala karidiantu ❤❤ All family members Mane sabubele eimiti khusire au bhalare ruhantu 🤗🤗 Jay jagannath 🙏 ⭕ ❗ ⭕ 🙏
@tusarnayak098
@tusarnayak098 10 минут бұрын
Get well very soon ❤ Pintu bhai & bhauja
@nibeditanayak3966
@nibeditanayak3966 Сағат бұрын
Mohapravur mo vai vauja nku Bhahtu jaldi vala karidiyantu jay jagannath
@laxminaik-nb1uw
@laxminaik-nb1uw 2 сағат бұрын
Jay Jagannath Jay Maa Tarini ❤❤❤❤ Bhai Nku Bhala Kari Dio ❤❤❤❤
@user-rashmi-c91
@user-rashmi-c91 2 сағат бұрын
Jay Jagannath Bhai and bhabhi bhai aapki tabiyat kaisi hai love u ko Seema bacchi kitni udaas hogi aap donon ke bina bhai aapko dekhne se achcha nahin lagta aap jaldi theek hi ho jao aap kitni laki Ho aapke pass Rupa bhabhi hai sabki Aashirwad aapke sath hai aap bahut jaldi theek ho jao waheguru Ji aapko jaldi theek kar dene aapko tatti hawa Na Lage❤❤🎉🎉 koshima hamari bahut samajhdar Beti hai aur aaenge to aap theek ho jaaoge❤❤👌👌💯🙏
@SiluBarik-db3hv
@SiluBarik-db3hv Сағат бұрын
Runa Bhalia sister bhagiya ra tiela miliba bro 👌 Jay Jagannath ⭕‼️⭕🙏
@ShradhanjaliKoili
@ShradhanjaliKoili Сағат бұрын
Bhai chinta karani bhal heejiba
@maninipal6347
@maninipal6347 Сағат бұрын
Jagannath tuma duei janaku bhala karidiantu
@supravasini1237
@supravasini1237 Сағат бұрын
Jay jagannath bahut dina ra mo asa purana heichi.. Bhagwaan nka dayaru mu dekha kariparili.... Maa mangala rupa, pintu nku bhala karidea .... Samantanku dekhi ki au khusi maa ra katha duniki khusi lagila
@bapinapradhansinu4636
@bapinapradhansinu4636 25 минут бұрын
🙏♥️🙏 ଜୟ ଶ୍ରୀ ଜଗନ୍ନାଥ
@gbs.creation783
@gbs.creation783 Сағат бұрын
God bless you , sighra bhala heiki aso 🙏Jay Jagannath 🙏
@jaladharpalai327
@jaladharpalai327 Сағат бұрын
❤❤❤❤❤ Bhai ❤❤❤❤❤ God bless you ❤️❤️❤️
@ManashNayak-om8lq
@ManashNayak-om8lq 2 сағат бұрын
Tate manibaku padiba re
@sktoka7629
@sktoka7629 Сағат бұрын
Jay Jagannath Bhai 🙏🙏❤️❤️🙏🙏
@RamakantaRana-m8r
@RamakantaRana-m8r 10 минут бұрын
ଦେଖେଇଛ ପାଖେ ହେଇଛି ପାଖେ
@manojpradhan9445
@manojpradhan9445 2 сағат бұрын
Prabhu Jagannath 🙏bhai nka deha bhala karidia
@ritanjalihota9426
@ritanjalihota9426 Сағат бұрын
Pintu jaldi bhala hai jaa
@rupalimalana8561
@rupalimalana8561 2 сағат бұрын
So cute Khushi maa dhana ❤❤❤ ଭଗବାନ ଶୀଘ୍ର ଭଲ ହୋଇଯିବ ଭାଇ ଭାଉଜ ସବୁ ବେଳେ ଭଲ ରୁହ ❤❤❤❤❤
@abhinashlenka4169
@abhinashlenka4169 40 минут бұрын
Jay shree Jagannath tumake Bhalokiari diyan tu❤❤❤❤
@rajasmitadas9203
@rajasmitadas9203 2 сағат бұрын
Get well soon ❤❤
@snayak4074
@snayak4074 2 сағат бұрын
Karma phala 😂😂😂😂😂
@amitkumarmund1986
@amitkumarmund1986 47 минут бұрын
Pintu bhai tama deha kharap heiki 4 dina helani, medical re admit heicha hele Sanjay, prayash, Anil, Happy sabu tama bhai gudaka tamaku dekhibaku b asunahanti. Tama ade kemiti hue mu ta janini. Hele ama paschim odisha re medical re admit hele para loka b dekhi baku asanti. Hele e mane ta tama bhai para. Tike dekhibaku asi parunahanti. Dhanya kahiba.
@RitaHati-v5t
@RitaHati-v5t 2 сағат бұрын
Bhai tamaku hospitalre dekhi motebhala laguni
@RinaRani-gq3lc
@RinaRani-gq3lc Сағат бұрын
ପିଣ୍ଟୁ ଭାଇ ରୂପା ଭାଉଜ ଭଗବାନଙ୍କୁ ଡାକୁଚି ସିଘ୍ର ଭଲ ହେଇଯାଅ ❤😢😢
@sasmitasatapathy186
@sasmitasatapathy186 31 минут бұрын
Abay rest kara sabu kama chadeke agay daha taparay kama
@PriyankaPriyadarshini-zr2tt
@PriyankaPriyadarshini-zr2tt Сағат бұрын
Pintu vai jaldi vala heiki gharaku asijantu... Jagannath apananka deha sighra vala karidiantu...❤love from Sonepur ❤❤
@soniadas6620
@soniadas6620 49 минут бұрын
Bhagaban sighra bhala karidiantu God bless u always 🤗🤗🤗
@KasturiS-wy7vx
@KasturiS-wy7vx 2 сағат бұрын
Hii Bhai Bhai Jagannath ⭕‼️⭕‼️ you 😍❤️❤️😭❤️❤️❤️❤️❤️❤️❤️❤️❤️🎉🎉🎉🎉😊😊😊😊😊😊
@Sradhanjalisahoo-bw5pq
@Sradhanjalisahoo-bw5pq 2 сағат бұрын
Maa mangala jaldi tama mananku vala kari diantu❤❤❤❤❤tama manka nku hospital re amiti dekhibaku vala laguni😔
@puspapalai8260
@puspapalai8260 Сағат бұрын
Prabhu jagganath tumaku sabudina valare rakhantu ❤
@mohinimohanty2555
@mohinimohanty2555 2 сағат бұрын
Bhai apnk daha maa mangala 🙏🙏🙏jalde vala kare deo ntu Bhai apnk daha kame te achi Jane ba pae block ku apakhy kere chi Bhai maa mangala jade vala kare deoo ntu...😢
@rasmisahoo95
@rasmisahoo95 Сағат бұрын
Jagannath jaldi sustha karidiantu🙏
@Panda_family77
@Panda_family77 2 сағат бұрын
Jay jagannath 🥺 jaldi bhala heijaantu kichi habani love you all family members om Sai Ram 🙏
@RajeshKumarmohapatra-w6w
@RajeshKumarmohapatra-w6w Сағат бұрын
Bahut jaldi bhala heijiba bhai bhauja besta huani jay jaganath 🙏🏻🙏🏻🙏🏻🙏🏻🙏🏻
@sushreesangita441
@sushreesangita441 2 сағат бұрын
Pintu Rupa Tame 2jana jaldi Bhala Haijiba...jay Jagannath Tamaku bhala Karidebe...
@subhadarsinitripathy5699
@subhadarsinitripathy5699 2 сағат бұрын
Dengu bahut dangerous Bhai ......bas bhala heijantu jaldi ....jetedina lagu pachhe apana proper rest neiki vala huantu ....ta pare kama Katha vabibe ......mu jetebele kali janili ....bahut Dara lagila suniki ...bhagban karantu jaldi bhala heijantu .. Bhai bhauja 2 jana
@kabitadas2689
@kabitadas2689 2 сағат бұрын
He prabhu bhai bhauja ❤❤ka deha bhala kari diea 👌👌👌love you khushi maa ❤❤❤❤Jay Jagannath 🙏🙏🙏🙏
@DamyantiMohanta
@DamyantiMohanta 2 сағат бұрын
❤❤❤❤❤❤❤😂😂😂👍👍🙏🪔
@Smileykingsuren
@Smileykingsuren 54 минут бұрын
ଜୟ 🙌 ଜଗନ୍ନାଥ ସ୍ଵାମୀ 🙏 ଭଲ କରି ଦିଅନ୍ତୁ ଭାଈ ଙ୍କୁ ଜଲଦି ମହାବାହୁ ❤
@padmadas1510
@padmadas1510 2 сағат бұрын
Bahut dukha laguchhi Bhai bhauja tamaku dekhi bhagban tamaku jaldi bhal karidiantu ❤❤❤❤
@pradeepbhuyan7271
@pradeepbhuyan7271 53 минут бұрын
Bhai Tame kou Hospital Admition Heicha
@binitaswain8550
@binitaswain8550 54 минут бұрын
ଠାକୁର ପିଣ୍ଟୁ ରୁପା ଭ ଉଜ,ଦେହ, ଭଲକରି
@laxmipriyamanu2060
@laxmipriyamanu2060 2 сағат бұрын
Jagannath tamaku sighra bhala karideantu🙏🙏🙏
@SUJATAPATI-z8c
@SUJATAPATI-z8c 2 сағат бұрын
Bhagban tamku bhal karidiontu.tamo deho jaldi bhal heijibo.take care.
The joker favorite#joker  #shorts
00:15
Untitled Joker
Рет қаралды 30 МЛН
Minecraft Creeper Family is back! #minecraft #funny #memes
00:26
💩Поу и Поулина ☠️МОЧАТ 😖Хмурых Тварей?!
00:34
Ной Анимация
Рет қаралды 1,9 МЛН
Maa Dasabhuja | New Duga Puja Bhajan Full Video | Rupa pin2 khusi | Aseema Panda
5:25
Bhagya Lakshmi Today Full Episode 1st October 2024
Asif Kaleem Gamerz
Рет қаралды 4,8 М.
Finally ବାବା ହେଇଗଲି 😍 || Sudhansu Amita Vlog
20:51
Sudhansu Amita Vlog
Рет қаралды 91 М.
ପୁଣି ହଟାତ ଏମିତି ହେଲା / Rupa Pin2 Khushi
24:45
NEW BABY RA FACE REVEAL 😀 || TRILOCHAN RAJPUT 😎
10:40
Trilochan Rajput
Рет қаралды 11 М.
The joker favorite#joker  #shorts
00:15
Untitled Joker
Рет қаралды 30 МЛН