ଏବେ ବି ପୁତ୍ରମୋହରେ ଧୃତରାଷ୍ଟ୍ର

  Рет қаралды 51,025

Niankhunta

Niankhunta

Күн бұрын

Пікірлер: 146
@laxmansahoo4681
@laxmansahoo4681 2 ай бұрын
ଗାନ୍ଧାରୀକୁ ଖୋଜି ବାହାର କର, ଭୟଙ୍କର ଦୁର୍ବଳତା 🎉
@dhirendranathrout3005
@dhirendranathrout3005 2 ай бұрын
ପାଣ୍ଡିଆ ନ ତା ବାପାଙ୍କ ପାଇଁ ଶ୍ରଦ୍ଧା ଓ କାମିଆଜାନି,ମଦ,ସିଗାରେଟ, ଅନେକ ସୁବିଧା ଯୋଗାଇ ପାରିଥିଲେ।ତାର ଉପକାର ନବୀନ ଭୁଲି ପାରୁନାହାଁନ୍ତି।
@TarinikumarSatapathy
@TarinikumarSatapathy 2 ай бұрын
ଆଜିର ନାମିତ ଧୃତରାଷ୍ଟ୍ରଙ୍କ ର ମାନସ ପୁତ୍ରଙ୍କର ଶ୍ରଦ୍ଧା ପାଇଁ ଅନ୍ଧ ଧୃତରାଷ୍ଟ୍ର ମାତା ଗାନ୍ଧାରୀଙ୍କ କର ସ୍ପର୍ଶର ସାନିଧ୍ୟ ଲାଭ କରି ପାରୁଛନ୍ତି।
@jullysamal6626
@jullysamal6626 2 ай бұрын
କୁରୁ ବଂଶ BJP But ନବୀନ ରାମ ରାଜ୍ୟ ତିଆରି କରିଛନ୍ତି vk bibhisan ହୋଇପାରନ୍ତି
@PrafullachDas-n6c
@PrafullachDas-n6c 2 ай бұрын
ନବୀନକୁ ଧୃତରାଷ୍ଟ୍ର ସହିତ ତୁଳନା କରିବା ଧୃଷ୍ଟତା କହିଲେ ଅତ୍ୟୁକ୍ତି ହେବ । ନବୀନକୁ ତା' ଠାରୁ ଯଦି କିଛି କଦର୍ଯ୍ୟ କୁବିଶେଷଣ ଅଛି ତାହା ପ୍ରୟୋଗ କରିବା ଉଚିତ । ସମ୍ଭବତଃ ଗବାଗାଣ୍ଡୁ ନବୀନ କହିଲେ ଭଲ ହେବ ।
@sukantabaliarsingh9769
@sukantabaliarsingh9769 2 ай бұрын
ଓଡ଼ିଶାର ୨ୟ କଳା ପାହାଡ଼
@ମୋହନ_ମାଝୀ
@ମୋହନ_ମାଝୀ 2 ай бұрын
😂😂😂
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 2 ай бұрын
😂😂​@@sukantabaliarsingh9769
@umeshrout3599
@umeshrout3599 2 ай бұрын
ଧୃତରାଷ୍ଟ୍ର ନବୀନ ଛାଡି ପଳାଇ ତମ ଟାଉଟର ଧରାପଡି ଯାଇଛି କେବଳ ଓଡିଶା ଲୁଣ୍ଠନ କରିଛି ବିଜେଡି କିଛି କରି ନାହାନ୍ତି ବିଜେଡି ଦଳ
@basantasahu3719
@basantasahu3719 2 ай бұрын
ପାଣ୍ଡିଆନ ସର୍ବସାଧରଣ ମାନଙ୍କଠାରୁମାଡ ଖାଇବେ
@jyotirmayadas4981
@jyotirmayadas4981 2 ай бұрын
ଫଳରେ କୁରୁବଂଶ ଧ୍ୱଂସହେବା ସାର୍।
@BharatikrushnaRath
@BharatikrushnaRath 2 ай бұрын
ପୁତ୍ର ନୁହେଁ ପ୍ରିୟ ମୋହରେ ପ୍ରେମିକା..!.
@AlokkumarkhuntiaAlok
@AlokkumarkhuntiaAlok 2 ай бұрын
Good ias vk pandian
@ganeshpanigrahi5258
@ganeshpanigrahi5258 2 ай бұрын
ଧୃତରାଷ୍ଟ୍ରର ପୁତ୍ର ମୋହ ସମ୍ପର୍କିତ ଆଲୋଚନା ଠିକ ରହିଛି କିନ୍ତୁ ଆଉ କିଛି କାରଣ ମଧ୍ୟ ରହିଛି ...
@simanchalbeherauu754
@simanchalbeherauu754 2 ай бұрын
d d s beheraank pamya pai mantby
@sarojde9808
@sarojde9808 2 ай бұрын
ଧୃତରାଷ୍ଟ୍ର ପୁତ୍ର ମୋହରେ ଗାଦି ହରେଇଲେ... ଲୋକଙ୍କ ଠାରୁ ମାଡ଼ ଖାଇଲେ ବୋଧେ ତାଙ୍କ ଚେତା ପଡ଼ିବ ...!!!
@simanchalbeherauu754
@simanchalbeherauu754 2 ай бұрын
shachib mane kendr na rjy sharkarnk duaara nijukti panti pramyare prkashkarntu
@simanchalbeherauu754
@simanchalbeherauu754 2 ай бұрын
durjdhn pai dhurt rastr putr mohare dele rastr
@rayadvocate7711
@rayadvocate7711 2 ай бұрын
Arrest......... Arrest,........ Pandian Paisa nei pale e la
@prafulasingh2267
@prafulasingh2267 2 ай бұрын
ପୁତ୍ର ମୋହରେ ଧୃତରାଷ୍ଟ୍ର ବଂଶ ବୁଡ଼େଇ ଛାଡ଼ିବ ।
@debarajmanika
@debarajmanika 2 ай бұрын
Nonsense topic putra mohare Dhutarastra ,, Naveen Patnaik Garibka bhagban , Any one nothing looks like Naveen Patnaik, A cool , simple, and super Gentle man Naveen Patnaik jii, Jay Naveen sir ,
@ମୋହନ_ମାଝୀ
@ମୋହନ_ମାଝୀ 2 ай бұрын
Durniti grasta Naveen
@jullysamal6626
@jullysamal6626 2 ай бұрын
ମିଡିଆ ତୁ ହାରାମି ତୋ ପୁଅ ଝିଅ ମାଇପ ତୁ କେତେ ଅବସ୍ଥା ହେବ ଯିଏ କହୁଛନ୍ତି ସେ ପ୍ରାୟ ଠିକ୍ କହୁଛନ୍ତି ତୋ ଭଳି ଗୁହ୍ ଖିଆ ବୁଦ୍ଧି ଥିବା କେତେଟା ମିଡିଆ a ମିଛ ଆରୋପ lagoucha ମୂର୍ଖ ଗୁଡ଼ା ଧରିଛନ୍ତି ବଟ ସବୁ ଲୋକ ଏବେ ବୁଝିଗଲେଣ୍ଣ୍
@ashokkumarmoharana7946
@ashokkumarmoharana7946 2 ай бұрын
ଆରେ ଗୋବର- ବୁଦ୍ଧି ମୂର୍ଖଦଳ ! ରାଜ୍ୟର ଓ ଦେଶର ଅନେକ ଗୁରୁତର ସମାସ୍ୟା ଥାଇ ତୁମର କଣ ଏଇ ବାଳ ପ୍ରସଙ୍ଗ ଉଠାଇ ଆଲୋଚନା କରିବା ନିହାତି ଦରକାର ?
@ମୋହନ_ମାଝୀ
@ମୋହନ_ମାଝୀ 2 ай бұрын
Pandu heuchi sabutu bado samasya
@taranisenbemal4703
@taranisenbemal4703 2 ай бұрын
Many many thank you for accurate & excellent presentation.
@simplescienceoftemplesjdrc4928
@simplescienceoftemplesjdrc4928 2 ай бұрын
ଦକ୍ଷତା ଓ ଦୁର୍ନୀତି ଖୋର୍ ଗୁଣ parallely grows... ବିକାଶ ଓ ବିନାଶ ମଧ୍ୟ ସମୁଦ୍ରରେ, ବିଶ୍ୱରେ ଢେଉ ଭଳି।
@lilamayasahu6669
@lilamayasahu6669 2 ай бұрын
ପଇସା ବାନ୍ତି କରି election ଜିତିଥିଲେ Next election କୁ ବାନ୍ତ ଦେଖିବା
@sukantabaliarsingh9769
@sukantabaliarsingh9769 2 ай бұрын
ନବୀନ ପଟ୍ଟନାୟକ ୨ କଳା ପାହାଡ଼ ଜେଲ୍ ଯିବାଟା ବାକି ଅଛି।
@rajaashoksamrat417
@rajaashoksamrat417 2 ай бұрын
ଆଲୋଚନା ଠିକ୍ ଅଛି କିନ୍ତୁ ପାଣ୍ଡିଆନା ବିଜେଡିର କାମ କରିନି ଆଉ କାହା ପାଇଁ କାମ କଲା ଭଳି ଲାଗୁଚି
@TrilochanPanda-f8y
@TrilochanPanda-f8y 2 ай бұрын
Bihar, Andra ,Sabu nele ? Ta Upare Analysis kara , Naveen No - 1
@swarnamohanty3121
@swarnamohanty3121 2 ай бұрын
Chhatisgarh loka?
@DinabandhuNaik-yw1xs
@DinabandhuNaik-yw1xs 2 ай бұрын
ନବୀନ ପଟ୍ଟନାୟକ ଙ୍କୁ ମଦ ଓ ମିଶନ ଶକ୍ତି ଯୋଗାଇ ଶାସନ କୁ ହାତ ନେଇ ମନ୍ତ୍ରୀ ଓ ବିଧାୟକ ଙ୍କୁ ନୌକର ରଖି ପ୍ରଶାସନ ଙ୍କ ଠାରୁ ମୋଟା ଅଙ୍କ ଟଙ୍କା ନେଉ ଥିଲା
@chittaranjansahu8113
@chittaranjansahu8113 2 ай бұрын
ଯିଏ ସ୍ବଚ୍ଛ ଏବଂ ସଛୋଟ ଲୋକ ହୋଇଥିବ, ପଦବୀ ଚାଲିଗଲା ପରେ ମଧ୍ୟ ସମାଜରେ ପୂର୍ବପରି ମୁଣ୍ଡ ଟେକି ଚାଲିବ, ଲୋକଙ୍କୁ ସମନା କରିବ l ଯିଏ ମୁହଁ ଦେଖାଉ ନାହାନ୍ତି ସେମାନେ ନିଶ୍ଚୟ ଦୁର୍ନୀତିଗ୍ରସ୍ତ ଓ ରାଜ୍ୟର ତଥା ଓଡିଶା ବାସୀଙ୍କ ପରମ ଶତୃ l
@rajaashoksamrat417
@rajaashoksamrat417 2 ай бұрын
10 ବର୍ଷ ହେଲା ବିଜେଡି ସାଶନ ନଥୀଲା ଜାତିବାଦୀ ମନୁବାଦି ଗରିବଙ୍କର ଘର ଦୋକାନ ଭାଙ୍ଗିବା ଆରମ୍ବ କରିଥୀଲେ ଟିକଟ ପୁରୁଣା ବିଜେଡି ଭଲ ନେତାଙ୍କୁ ଦିଆ ଗଲାନି ଜିଏ ଅଧୀକ ଟଙ୍କା ଦେଲା ଶିଏ ଟିକଟ ନେଲା କାଉଁଶିର ଟିକଟ କୋଟିଏ ହେଲେ ଗୋଟେ ଶଚଟ୍ ନେତା ଟିକଟ ନବ କେମିତି ପଙ୍କା ଆଣିବ କୋଉଠୁ
@kishorebiswal4298
@kishorebiswal4298 2 ай бұрын
ଏତେ ଚର୍ଚ୍ଚା ନକରି ପାଣ୍ଡିଆନ ଙ୍କୁ arrest କରି audit କରାଯାଉ | ଓଡିଶା ର ହିତ ପାଇଁ ଏ ପ୍ରକାର ଚର୍ଚ୍ଚା ଆବଶ୍ୟକ ନାହିଁ +++
@soumyaranjanswain8339
@soumyaranjanswain8339 2 ай бұрын
Time v saath deichi....pyari mohan gale...kalpataru babu gale ...luck time sabu saath deichnti
@srirampanda9750
@srirampanda9750 2 ай бұрын
ଉତ୍ତମ ବିଶ୍ଳେଷଣ ।
@Education-yd1mv
@Education-yd1mv 2 ай бұрын
Jay sriram, jay jagannath ❤❤
@rajaashoksamrat417
@rajaashoksamrat417 2 ай бұрын
ପାଣ୍ଡିଆ ବବି ରହିଲେ ବିଜେଡି ରହିବନି
@HaraprasadRana-fm1uu
@HaraprasadRana-fm1uu 2 ай бұрын
R 8
@radhakrishnapatra852
@radhakrishnapatra852 2 ай бұрын
Really
@nabinbeura3225
@nabinbeura3225 2 ай бұрын
ବିଜୁ ବାବୁ ଥାଇ ଏ ସବୁ ଜାଣିଥିଲେ ଗର୍ବ କରିଥାନ୍ତେ । ଆ ହା ପୁତ୍ର ମୋ ପସରାର ଗଣ୍ଠିଧନ, ମୁଣ୍ଡେ ହାତ ରଖି ଥା ରେ ପୌତ୍ରେ ପଣ୍ଡିଆନ ।
@SarojKu.Routray
@SarojKu.Routray 2 ай бұрын
It will be better to discuse about the new dhrutarastra/son Raghubar and his son.
@gajendrasethi8795
@gajendrasethi8795 2 ай бұрын
Like funds of congres with Sonia Gandhi and Rahula Gandhi
@DinabandhuNaik-yw1xs
@DinabandhuNaik-yw1xs 2 ай бұрын
ନବୀନ ପଟ୍ଟନାୟକ ନେ ବୁଲି ପଣ୍ଡିଆଣ ଓଡ଼ିଶବୁଲୁ ହେଲିକପ୍ଟର ବହୁତ ଭଲ ହେବ
@swadhikarbetaj3768
@swadhikarbetaj3768 2 ай бұрын
ବିନାଶ ସମୟରେ ସବୁ ବିପରୀତ ବୁଦ୍ଧି ଆସେ।
@pratapjena1193
@pratapjena1193 2 ай бұрын
ଏହାର ଉପଚାର କ'ଣ ହେବା ଦରକାର, ଏହି ଡକାୟତ କୁ ଓଡ଼ିଶାରୁ ବାହାର କରିବାପାଇଁ
@laxmipriyadas7655
@laxmipriyadas7655 2 ай бұрын
ଯଦି ନବୀନ ପଟ୍ଟନାୟକଙ୍କ ର ସମସ୍ତ judgement ଭଲ ବୋଲି ଓଡିଶା ର ଲୋକେ କହୁଛନ୍ତି ତେବେ ସେଇ ଲୋକ ଯଦି Pandian କୁ ଭଲ ବୋଲି କହୁଛନ୍ତି ଆପଣ ମାନେ recieve କରୁନାହାନ୍ତି କାହିଁକି। ଭୁଲ୍ କହିଥିଲେ କ୍ଷମା କରିବେ
@laxmidharabarik5248
@laxmidharabarik5248 2 ай бұрын
Nvn was good. After pansy's entrance. He became corrupted. Then sign in volle volle. Sea beaches land's sell. Murder 2 banana etc. He is bad now. Utkal vasi phala dei deichhu. Tathapi badnam vaya re janata nka virodhi pandu ku ashray dele biju babu nka nama ta tale pakai paribani. Ana babua chhua ba biju babu ra kulangar pua ra certificate paiba coming generation class re padhibe. Jeunthi tuma photos lagithila surely
@gourangapattanayak
@gourangapattanayak 2 ай бұрын
ଏହିଦିନ ନଆସୁ ବିଜେଡି ନେତା ମାନେ ବିଜେପିରେ ଲିନ ନହେଉ ବିଜେଡି ଆପଣ ମାନେ ଭୁବନେଶ୍ଵର ରେରହୁଛ ପାଟି ସିଲେଇ ଲୋକ ବିଜେପି ଠାରୁ ମୁହଁ ବୁଲାଇବା ଆରମ୍ଭ କଲେଣି ବିଜେଡି ନେତା ଜାଗ ଜାଗ ବିଜେଡି ନେତା ପାଣ୍ଡିଆ ନ କୁ ବାଡେଈକି କାଢି ନହେଲେ ଦଳ ଭାଙ୍ଗିଜିଵ
@dhirendranathrout3005
@dhirendranathrout3005 2 ай бұрын
ସବୁ ପାନ୍ଡିଆନ୍ ର ଖେଳ, ନବୀନ ଖାଲି ଦସ୍ତଖତ କରୁଥିଲେ।
@alokaranjandash9853
@alokaranjandash9853 2 ай бұрын
Before the end of Mr Nabin Pattnayak's era there will a division.
@ajitakumarsahoo9458
@ajitakumarsahoo9458 2 ай бұрын
ମଦୁଆ ନବିନ 😂😂😂
@prafulasingh2267
@prafulasingh2267 2 ай бұрын
ଗୋଟିଏ ଦିନରେ ରେଜିନେସନ ଓ ଗୋଟିଏ ଦିନରେ ଏକସେପ୍ଟ , କିପରି ଓ କାହିଁକି ହେଲା , ଏହା କେବେ ନଜିର ଅଛିକି ?
@swadhinmaharana5989
@swadhinmaharana5989 2 ай бұрын
ଯେଉଁଦିନ ଫୁଲ୍ ଦେବ ସେହିଦିନ ବୁଦ୍ଧି ଶିଖିବ ବର୍ତ୍ତମାନ୍ ସେହି ସମୟ ଆସିନି
@keshabsethy
@keshabsethy 2 ай бұрын
N.vkok
@chandramnisahoo1348
@chandramnisahoo1348 2 ай бұрын
Useless talking, nothing in this.
@drbsnayak5252
@drbsnayak5252 2 ай бұрын
Discuss many other important issues of the state....this is totally valueless and Nonsense...
@swadhinmaharana5989
@swadhinmaharana5989 2 ай бұрын
Don't see
@dibyasinghamahapatro3994
@dibyasinghamahapatro3994 2 ай бұрын
Nandu,pandu,traffic man....rtc jaha lutichanti taha recover kale taha odisha ku no 1 hoipariba
@7angels245
@7angels245 2 ай бұрын
What a joke😅
@pallimadhuriodiafolksong2771
@pallimadhuriodiafolksong2771 2 ай бұрын
ବଜେପି ଗଣତନ୍ତ୍ର ଶାସନ ପରିବର୍ତ୍ତେ ରାଜତନ୍ତ୍ର ଶାସନ କରୁଥିଲା।
@trinathpattnaik4593
@trinathpattnaik4593 2 ай бұрын
Don't compare Nabin Pattnaik with dhritarashtra.Nabin is a truthful man.All other person are dhritarashtra because they are thinking about their children.
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 2 ай бұрын
କଳାପାହାଡ଼, ଠିକ୍ ଅଛି
@abhimanyurout4574
@abhimanyurout4574 2 ай бұрын
ମରଣକାଳେ,ବିପରିତ,ବୁଧୀ
@bansidharpatra4251
@bansidharpatra4251 2 ай бұрын
Naveen Pattnayak and V K Pandian both are principal of the Ist degree. Both may be arrested immediately for their huge corruption.
@gourangapattanayak
@gourangapattanayak 2 ай бұрын
ପୁତ୍ର ମୋହ ଛାଡ ନଵିନ ଵାଵୁ ଲୋକ ଵିଯେଡି ଛାଡିଵେ ସଵୁ କଙ୍ଗେସ ରେ ମିସିଜିଵେ
@swarnamohanty3121
@swarnamohanty3121 2 ай бұрын
Pandian kahaku badeila ki?
@diptisatpathy2799
@diptisatpathy2799 2 ай бұрын
Valtu news
@bipinimallickbipini6793
@bipinimallickbipini6793 2 ай бұрын
ବିନା. ପରିଶ୍ରମରେ. ଗୋଟେ. ଏତେବଡ଼. I. S. ପୁଅ. ପାଇଛି. ନବିନି. ତାକୁ. ଛାଡିବ. କେମିତି. ଏ. ମଦୁଆ.
@JayakrushnaDehury-es4hb
@JayakrushnaDehury-es4hb 2 ай бұрын
ନବୀନ ବାବୁଙ୍କର ନିଜସ୍ୱ ବୁଦ୍ଧି ନାହିଁ. ପାଣ୍ଡିଆନ ଙ୍କ ବୁଦ୍ଧିରେ ନବୀନ କାମ କରୁଥିଲେ. ଯିଏ ଓଡ଼ିଆ ଜାଣିନି ଓଡ଼ିଆଲୋକଙ୍କ ଦୁଃଖ ଜାଣିବେ କେମିତି?
@maanangseri
@maanangseri 2 ай бұрын
ଆପଣ କଣ ବଦନାମ କରୁ ନାହାନ୍ତି " ନବୀନ ଓ ପାଣ୍ଡିଆନ ଙ୍କୁ ଆପଣଙ୍କୁ ବଉତ ବୟ ଲାଗୁତିବ
@basantamohapatra6613
@basantamohapatra6613 2 ай бұрын
ପତ୍ନୀ ମୋହ,,,,,,,,,
@akshayakumarmohanty3247
@akshayakumarmohanty3247 2 ай бұрын
Akhyam Naveen. Sabubele nirvarsil. Nije nispatinebere akhyam
@pramodapradhan9257
@pramodapradhan9257 2 ай бұрын
ନବୀନ କଣ କଣ ଗନ୍ଧିଆ କାମ କରିଛି ଯେ ପାଣ୍ଡୁ ସେ ବିଷୟରେ ଜାଣିଛି ଓ ନବୀନ ପାଣ୍ଡୁକୁ ଡ଼ରୁଛି
@biramhembram2124
@biramhembram2124 2 ай бұрын
ବିଜେଡି ଦଳ କୁକୁରଠୁବି ହିନ ସରକାରଥିଲା
@arjunpradhan5615
@arjunpradhan5615 2 ай бұрын
ପାଣ୍ଡିଆ ନ ପାଖରେ ଥିବା ଖଣି ଖାଦାନ।ଦୁର୍ନୀତି ଟଙ୍କା କୁ ବାଯ୍ୟାପ୍ତ କରାଯାଉ
@kamallochannayak9660
@kamallochannayak9660 2 ай бұрын
Kurubansha Dwasa Hela pari BJD Agoku Dwansa Paijiba .
@gunanidhinaik3699
@gunanidhinaik3699 2 ай бұрын
ଗାନ୍ଧାରୀ କୋଉଠି ଲୁଚି ଥାଇ ପାରନ୍ତି?
@swarnamohanty3121
@swarnamohanty3121 2 ай бұрын
Chhatisgarh toka odia officer ku badeila, bapa chup.
@dwarikanath1958
@dwarikanath1958 2 ай бұрын
ପାଣ୍ଡିଆନ ଓଡ଼ିଶା ର ପଇସା ଯେତେ ଖରଚ କଲେ ମଧ୍ୟ ନବୀନ କିଛି କହିବନାହିଁ ବରଂ ଭାବିବ ଖର୍ଛ କଲେ ମଧ୍ୟ ସେ ଖଣି /ପାଣି/ଚାକରି କାହାକୁ ଦେଇ ଭରଣା କରିଦେବ |
@FAKIRJENA-du2zs
@FAKIRJENA-du2zs 2 ай бұрын
ପାଣ୍ଡୁ ନବୀନ ଯୋଡ଼ି ଧରା ନହେଲେ BJP ରସl ତଳକୁ ଯିବା ଥୟ ଯେତେ ଯୋଜନା କଲେ ବି।
@shibajisahu4855
@shibajisahu4855 2 ай бұрын
Dhrutarastra hata goda tharai rajaniti karuthila Dhara padila
@gajendranathjena356
@gajendranathjena356 2 ай бұрын
ରାଜନିତିରେ କ୍ରିତଦାସ ପ୍ରଥା ବିଜେଡି ନବୀନ ପଟ୍ଟନାୟକ ପାଣ୍ଡିଆ ସୃଷ୍ଟି କରିଛି କ୍ରିତଦାସ ସମସ୍ତେ ଏମିତି ଛଳନାରେ ଓଡିଶାବାସୀ ଅନୁଭବ କରନ୍ତୁ ପ୍ରତ୍ୟାଖ୍ୟାନ ନବିନଙ୍କୁ ବିଜେଡିକୁ ପାଣ୍ଡିଆକୁ ଭୟ କରିବା ଉଚିତ ନୁହଁ ଜବାବ ମାଗ ବିଜେପିକୁ ପଦ୍ମଫୁଲକୁ ଆଦରିନିଅନ୍ତୁ ନାରି ରହସ୍ୟ ମୟ ବିଜେଡି ଘୃଣା ଶାସନ ଓଡିଶା ଦେଖିଛି
@KamalUsha-fr6zg
@KamalUsha-fr6zg 2 ай бұрын
Maagiha Annapurusa Nabina
@pradeeprana9322
@pradeeprana9322 2 ай бұрын
ea putro moho nahi. bhithiri kotha bohuth ochi okuha kotha. 🎉🎉🎉🎉
@MahavirMusicStudio-vj8yu
@MahavirMusicStudio-vj8yu 2 ай бұрын
Andha Dhrutarastra pain Mahabharat yudhya o kurukula binash
@rabindramohansahu2459
@rabindramohansahu2459 2 ай бұрын
Niankhunta is old paper. Why it was vanished?
@ramprasadpatnaik9383
@ramprasadpatnaik9383 2 ай бұрын
Election Commission 's EVM has defeated BJD. Why don't you discuss on this issue?
@subhashreemajhi9658
@subhashreemajhi9658 2 ай бұрын
ଯେତେବେଳ ପର୍ଯ୍ୟନ୍ତ ନବୀନ ଓଡ଼ିଶାର ନେତା ମାନଙ୍କର ପରାମର୍ଶ ଗ୍ରହଣ କରୁଥିଲେ ସେ ପର୍ଯ୍ୟନ୍ତ ନବୀନ ଓଡ଼ିଶାର ଜନନାୟକ ଥିଲେ l ବିଜେଡିର କର୍ମକର୍ତା ମାନଙ୍କୁ ଦୁରେଇ ପାଣ୍ଡିଆନକୁ ନିଜର କରିବା ଦିନ ଠାରୁ ଏପରିକି ବିଜେଡି ପାଇଁ ମଧ୍ୟ ଖଳନାୟକ ହୋଇଯାଇଛନ୍ତି l ଓଡ଼ିଶାର ଜନନାୟକଙ୍କୁ ତାଙ୍କର କର୍ମ ପାଇଁ ଖଳନାୟକ କହି ଥିବାରୁ ଓଡିଶା ବାସୀଙ୍କୁ କ୍ଷମା ମାଗୁଛି
@aswinipradhan2237
@aswinipradhan2237 2 ай бұрын
ନବିନ ର ମାଇପ ନାହିଁ ପୁଅ କେଉଁଠୁ ଆସିଲା ଏ ସାମ୍ବାଦିକ ନିଜକୁ ବେଶୀ ପଣ୍ଡିତ ଭାବୁଛନ୍ତି ୨୦୧୨ ରେ ପାଣ୍ଡିଆନ actually କଣ କରିଥିଲେ କାରଣ କଣ କହୁନୁ ଅସଲ କଥା କହି ଦେଉଛି ଯେଉଁ ଲେଡି ଫିଜିଓଥେରାପିଷ୍ଟ ରୋମ ଯାଇଥିଲେତାକୁ ପାଣ୍ଡିଆନ ଆଣିଥିଲା ଫିଜିଓଥେରାପି ରୁ ସେକ୍ସ ଥେରାପି ଚାଲିଲା ପାଣ୍ଡିଆନ ଚାଲାକି କରି ସେକ୍ସ ଗେମ ର ଭିଡିଓ ରଖିନେଇଛି ଓ ବ୍ଲାକମେଲ କରୁଛି
@pravashmishra1178
@pravashmishra1178 2 ай бұрын
ଗଣତନ୍ତ୍ରର ଏଇ ସ୍ତମ୍ଭ ଟି ପେଶାଦାର୍ ବୃତ୍ତି ଧାରୀ ମାନେ ନିଜ ମାନସିକତା ବିଜଡ଼ିତ ସ୍ବାର୍ଥ ପାଇଁ ଉଦ୍ଧିଷ୍ଟ ସମାଲୋଚନା କରି କରି କ୍ଷମତା କୁ ଆଣିଲେ ବିଜେପି କୁ ତେବେବି ପାଣ୍ଡିଆନ୍ ଙ୍କୁ ନେଇ ଏତେ ସବୁ ଆଲୋଚନା କରି କରାଇ ତାଙ୍କୁ ହିଁ ଜଣେ ଦୃଢ଼ ବ୍ୟକ୍ତିତ୍ବ ଭାବରେ ଚର୍ଚ୍ଚିତ କରାଯାଉଛି @ ତାଙ୍କୁ ବିଜେପି ସରକାର୍ ଭୟ କରୁଛନ୍ତି ବୋଲି ପ୍ରମାଣିତ ହେଉଛି @ ଏସବୁ ଯଦି ସତ୍ୟ ତେବେ ପଣ୍ଡିଆନ୍ ଙ୍କୁ ଆରେଷ୍ଟ୍ କରାଯାଇ ଦେଖେଇ ଦିଆ ଯାଉ ସେ ଦୁର୍ନିତି ଗ୍ରସ୍ତ ନଥୁବା ସେଇ ପାଣ୍ଡିଆନ୍ ହିଁ ନବିନ ବାବୁ ଙ୍କ ପରେ ଓଡ଼ିଶା ର ନେତା ବୋଲି ପ୍ରମାଣିତ ହେବେ
@abhi22808
@abhi22808 2 ай бұрын
Targate Nabin. .His dhrutarastrata. is not tolerable.
@mrutyunjayaacharya
@mrutyunjayaacharya 2 ай бұрын
ବିଜେପି କଣ କଲା
@rabindramishra3319
@rabindramishra3319 2 ай бұрын
Dhritarastra ku ta bopa r prescribed patent medicine dele thik haba
@AjayakumarGochhi
@AjayakumarGochhi 2 ай бұрын
ଅପେକ୍ଷା କର। ଗେଣ୍ଡା ଦଳ ର ଆଗାମୀ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ
@HaraprasadRana-fm1uu
@HaraprasadRana-fm1uu 2 ай бұрын
Bjd ସରକାର ରହିଁଲେ ଓଡ଼ିଶା ରେ ପାକିସ୍ଥାନ ଶାସନ ଚଲିବ ଓଡ଼ିଆ ଲୁକ ଶାସନ ଚାଲିବନାହି ସବୁ ତାମିଲ। ଶାସନ। ଚାଲିବ
@stuluachary
@stuluachary 2 ай бұрын
ତାମିଲ୍ ପାଳିତ ପୁତ୍ର ମୋହୋରେ ଓଡ଼ିଶାକୁ ଭୁଲିଗଲେ ନବୀନ ପଟ୍ଟନାୟକ । ଦିର୍ଘ 24 ବର୍ଷ ଧରି ଓଡ଼ିଶା ଲୋକମାନଙ୍କୁ ଭୁଲି ଗଲେ । ପୁତ୍ର ମୋହୋରେ ଯେମିତି ଧୃତରାଷ୍ଟ୍ର ନିଜ ବଂଶ ବୁଡ଼ାଇ ଦେଲେ । ନବୀନ ପଟ୍ଟନାୟକ ମଧ୍ୟ ପାଳିତ ପୁତ୍ର ମୋହୋରେ ଓଡ଼ିଶାକୁ ବରବାଦ୍ କରିଦେଲେ । ଏଭଳି ବିଜେଡ଼ି ଚୋର ଟାଉଟର ମାନଙ୍କୁ ଓଡ଼ିଶା ଲୋକେ ଉଚିତ୍ ଜବାବ ଦେଲେ 🤣🤣🤣🤣🤣
@prasantsingsamant126
@prasantsingsamant126 2 ай бұрын
No
@chandrakalasahu5085
@chandrakalasahu5085 2 ай бұрын
Nabin, pandian ra maipa ,emane bopa pua nuha.
@AnjulataMohanty-c7d
@AnjulataMohanty-c7d 2 ай бұрын
Cantroler.gahama.kahinki.miluni.Alochana.heau
@dharmendrajena4798
@dharmendrajena4798 2 ай бұрын
Nobin money pandian tigers
@arobindanayak7653
@arobindanayak7653 2 ай бұрын
Alliance Heu Heu Rahigola . Ring Maater V K PANDIAN . Kichhi Hebo Nahi . BJP ro Darkar Rajya Sabha re Support . BJD ku Darkar ED CBI Odisha ku No Aasu . Khali Upare Vasan Maruchhanti
@bamansahu6900
@bamansahu6900 2 ай бұрын
YOU ADOPT LIKE YOUR SON & DO REGISTRATION PERMANENT SOLUTION HE WILL TAKE CARE IN LAST LIFE PL .LOVE PANDIAN
@sujaymahapatra2957
@sujaymahapatra2957 2 ай бұрын
Two reporter are Nonsense . You speak about current govt.
@jullysamal6626
@jullysamal6626 2 ай бұрын
ତୁ କିଇବେ,ବେଶି ଭଡ଼ ଭଡ଼ ହେଉଚୁ ମାନିଆ ତମକୁ ଲଜ୍ଜ୍ୟା ନାହିଁ ବସି କଥା ଗପୁଚ ଛି ଛି Vk jaha କରିଛି ଓଡ଼ିଶା ଉନ୍ନତି ତମେ ଲକ୍ଷେ ଜନ୍ମ ନେଲେ ବି ଭାବିପାରିବନି,କରିବ ତ ବହୁତ୍ ଦୂର
@PradipkumarRoutray-yr9ic
@PradipkumarRoutray-yr9ic 2 ай бұрын
CHHI CHHI ...ALAZUK KATHA ...KAHIBA PAIN LAZA LAGUCHHI ...BJD LOST THE PUBLIC FAITH FOR PANDU AND HIS GOD FATHER AND SOME CORRUPTED LEADERS
@natabarmalliknatabarmallik9143
@natabarmalliknatabarmallik9143 2 ай бұрын
Pandu nabin nkr samparkre kan hebe nabin panduku daruchanti kan pain pandu bisayare pati kholu nahanti
@BrajaBhera
@BrajaBhera 2 ай бұрын
Old or new one niankhunta
@YoutubeShorts-pf1tx
@YoutubeShorts-pf1tx 2 ай бұрын
Tamil Chora pain BJD 4 panjiru Jiba
@TapanBehera-b6p
@TapanBehera-b6p 2 ай бұрын
Se pandian ku jall pathou Jodi
小路飞嫁祸姐姐搞破坏 #路飞#海贼王
00:45
路飞与唐舞桐
Рет қаралды 29 МЛН
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 26 МЛН
How I Turned a Lolipop Into A New One 🤯🍭
00:19
Wian
Рет қаралды 11 МЛН
Bhikari Bal || Jagannath Bhajan
38:49
bhikari bal official
Рет қаралды 4,7 МЛН
小路飞嫁祸姐姐搞破坏 #路飞#海贼王
00:45
路飞与唐舞桐
Рет қаралды 29 МЛН