ବାବୁଭାଇ ୩ ଜଣଙ୍କୁ କଣ୍ଟ୍ରୋଲ କରିପାରୁନ, ଠେଙ୍ଗା ଯାଏଁ କଥାଗଲା ! MLA Babu singh Lathi Team trouble, Bbsr.

  Рет қаралды 73,934

Pratidin TV

Pratidin TV

Күн бұрын

ବାବୁଭାଇ ୩ ଜଣଙ୍କୁ କଣ୍ଟ୍ରୋଲ କରିପାରୁନ, ଠେଙ୍ଗା ଯାଏଁ କଥାଗଲା ! MLA Babu singh Lathi Team trouble, #bhubaneswar #bhubaneswarnews #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 413
@khagabhaivillage
@khagabhaivillage 5 күн бұрын
Right madam ଆପଣଙ୍କ ମନ୍ତବ୍ୟକୁ ଧନ୍ୟବାଦ୍
@Sajal-z9l
@Sajal-z9l 4 күн бұрын
🔴ଲଙ୍ଗୁଳୀ ମାନ ଙ୍କୁ ସରକାର, ପୋଲିସ୍ ଓ ଆଇନ ଯଦି କଣ୍ଟ୍ରୋଲ କରିଥାନ୍ତେ, ବାବୁଭାଇ ଠେଙ୍ଗା ର ଆଶ୍ରୟ କାହିଁକି ନେଇଥାନ୍ତେ?
@IswarNaik-s8w
@IswarNaik-s8w 4 күн бұрын
Yes
@gourangamandal1514
@gourangamandal1514 2 күн бұрын
ଠିକ୍ ଆପଣ କହିଛନ୍ତି କିନ୍ତୁ ସେ ଜଣେ ବିଧାୟକ ତେଣୁ ଅସୁବିଧା ଟା ସେହିଠାରେ ଯଦି ସାଧାରଣ ଲୋକ କରିବେ ତା ହେଲେ ଚଳିବ
@Sajal-z9l
@Sajal-z9l 2 күн бұрын
@gourangamandal1514 yes
@Bahadhulbariha
@Bahadhulbariha 5 күн бұрын
ରାଇଟ ମେଡ଼ମ 👍👍👍
@subhamsahoo5753
@subhamsahoo5753 5 күн бұрын
Thank you mdm
@SujataRoyDailyVlogs
@SujataRoyDailyVlogs 5 күн бұрын
Right mam
@madanmohandas534
@madanmohandas534 5 күн бұрын
ଅଜୋଗ୍ୟ। ସରକାର।ଅଜୋଗ୍ୟ। ବିଧାୟକ
@Odiaranjan848
@Odiaranjan848 5 күн бұрын
Ta maa gehiba nihati datkar mg madhchood
@SURYAKANTAGHADAI-n2t
@SURYAKANTAGHADAI-n2t 4 күн бұрын
@@Odiaranjan848bhasa Thik kar se bhul kn kahila ete bị chatni
@tusharakantabehera2587
@tusharakantabehera2587 4 күн бұрын
ପୂର୍ବ ସରକାର ରେ ଏହି ମାନଙ୍କୁ କଣ ପାଇଁ ପ୍ରଶୟ ଦିଆଯାଇଥିଲା ​@@SURYAKANTAGHADAI-n2t
@PrashantaKumar-rf3eh
@PrashantaKumar-rf3eh 4 күн бұрын
​@@Odiaranjan848ଭାଇ ଗାଳି କଣ ପାଇଁ ଦେଲ କିଛି ବୁଝି ହେଲାନି
@karamjitsatpathy5404
@karamjitsatpathy5404 2 күн бұрын
Gude achhanti emiti coment dianti. Padhile lajya lage j ame gote adhunika sabhyata re banchichu. Ki abhadra bhasa ki gyana tanka ra. A sabu pila kali ta pila ku kan sikhya daba chhee chee​@@PrashantaKumar-rf3eh
@rudrakumar8024
@rudrakumar8024 5 күн бұрын
ଆପଣ ଠିକ୍ କହିଛନ୍ତି 👍🏻
@jaykrishnadas1274
@jaykrishnadas1274 5 күн бұрын
Very very good madam and very very Thanks
@bhartruharinayak3594
@bhartruharinayak3594 4 күн бұрын
ବେଳେ ବେଳେ ଠେଙ୍ଗା ବି ଦରକାର
@prafullakumarsahoo1917
@prafullakumarsahoo1917 5 күн бұрын
ମୁଁ ଚ୍ୟଲେଞ କରୁଛି ଏମାନଙ୍କୁ ଅଇନି କେବେ ପାରିବନି
@AkshyakumarJena-z1s
@AkshyakumarJena-z1s 4 күн бұрын
ସରକାରଙ୍କୁ ଶତକୋଟି ନିବେଦନ କରାଯାଉଛି କି ଯେଉ ମହିଳା ମାନେ ନୃତ୍ୟ ନାମରେ ଲଙ୍ଗଳା କାମ କରାଯାଉଛି ତାକୁ ସଂପୂର୍ଣ୍ଣ ରୂପରେ ବନ୍ଦ କରାଯାଉ ଏଵଂ ଏହାକୁ ଆଇନରେ ପରିଣତ କରାଯାଉ ନହେଲେ ସମାଜରେ ଏହାର ବ୍ୟାପକ ଖରାପ୍ ପରିସ୍ଥିତି ସୃଷ୍ଟି ହେବା....
@pranayamohanty656
@pranayamohanty656 5 күн бұрын
100% thik katha...
@sanghamitrabehura8980
@sanghamitrabehura8980 5 күн бұрын
Ma'am apana ku bhauta bhauta dhanybad 👌👌👌
@himanibal8606
@himanibal8606 4 күн бұрын
ଗୋଟିଏ ସରକାର ୨୪ ବର୍ଷ ଶାସନ କାଳ ମଧ୍ୟରେ ଏ ନଙ୍ଗୁଳି ମାନଙ୍କୁ ଠିକ୍ କରି ପାରିଲା ନାହିଁ । ନିଶା ମହାରଣା କହୁଛି ଆମେ ନଙ୍ଗୁଳି dance କରିବୁ ,ଲୋକ ଚାହୁଁ ଛନ୍ତି ।ଆମର ସରକାର କ'ଣ କରିବ । ଏଭଳି ଏକ ସ୍ଥିତି ରେ ବାବୁ ସିଂ ଠେଙ୍ଗା ଧରିବା ୧୦୦% ଠିକ୍ ।
@archanabarik2330
@archanabarik2330 3 күн бұрын
Andha dese gali darpan biki....... 24 years dwahi dei nije khashi k ba ra mane Kan.......?!😡😡
@deepakpradhan9290
@deepakpradhan9290 4 күн бұрын
ଆପଣଙ୍କ ମନ୍ତବ୍ୟ କୁ ଧନ୍ୟବାଦ୍
@himansusekharojha6426
@himansusekharojha6426 4 күн бұрын
ଏତେ ଦିନକେ ଗୋଟିଏ କଥା କହିଲେ ମନକୁ ପାଇଲା ଅପା
@bhikaripradhan6203
@bhikaripradhan6203 4 күн бұрын
ଏକଦମ୍ ଠିକ୍ କହୀଛ ମେଡମ 🙏
@SandhyaraniSahoo-k5j
@SandhyaraniSahoo-k5j 5 күн бұрын
You are right 👍 maa
@sailendrapalei7340
@sailendrapalei7340 4 күн бұрын
Mam ଆପଣଙ୍କ କଥା କୁ ସମ୍ମାନ ଦେଉଛି but ଏଇ ତିନି ନଙ୍ଗୁଳି ଙ୍କ ଆଚାର ବ୍ୟବହାର କିପରି ଅଛି ଦେଖନ୍ତୁ କିଛି ଶସ୍ତା ମିଡିଆ ବାଲା ତାଙ୍କଠୁ bite ନେଉଛନ୍ତି ଯୋଉଟା କି ସମାଜ ଉପରେ କେତେ ପ୍ରଭାବ ପଡ଼ୁଛି ଥରେ ଚିନ୍ତା କରନ୍ତୁ| ଏମାନଙ୍କୁ ବାଉଁଶ ଠେଙ୍ଗା ନୁହେଁ ଚମଡା ଠେଙ୍ଗା ଦରକାର
@soumyaranjanpradhan9924
@soumyaranjanpradhan9924 4 күн бұрын
Nanguli mananku emane hin prasaya dauchhanti,chhi lajya ra bisaya 😮
@Ramaniranjan-c7v
@Ramaniranjan-c7v 4 күн бұрын
ଏ ହେଉଛି ମୋଦି ଗ୍ୟାରେଣ୍ଟି....... ଏଇଠି ଆଇନକୁ ଆଉ କିଏ ମାନୁଛି।
@SANDHYARANI-n1r
@SANDHYARANI-n1r 5 күн бұрын
Right katha mam God bless you
@DusmantaKumarSahoo-nz1qx
@DusmantaKumarSahoo-nz1qx 4 күн бұрын
Right katha madam
@sprasad7546
@sprasad7546 4 күн бұрын
Right 👍👍👍👍👍👍👍👍👍
@jagakaliamajhi8804
@jagakaliamajhi8804 4 күн бұрын
ବାବୁ ସିଂ ଜଣେ ପାଗଳ ଟେ roling MLA ହେଇ ଏମିତି କହିବା ଠିକ ନାହିଁ। ବିଜେପି ବା ସେୟା କରିବା ପାଗଳ ସରକାର ବା ଦେଖୁନ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଈ ଗୋରା କଳା କଥା ଜାତି କୁ ନେଇ କହୁଚି ବିଜେପି ହିଁ ପାଗଳ ସରକାର।
@tusharakantabehera2587
@tusharakantabehera2587 4 күн бұрын
ଏହି ତିନି ଜଣ ବୋଧେ ଏବେ ଏବେ ଉତୁରୁଛନ୍ତି ନୁହେଁ, ଆରମ୍ଭ ରୁ ପ୍ରଶୟ ଦେବାରୁ ଆଜି ଏଦିନ ଦେଖିବାକୁ ମିଳୁଛି.
@Mr_Siva000
@Mr_Siva000 4 күн бұрын
ସତରେ 😊
@pradeepkumarmohanta8161
@pradeepkumarmohanta8161 4 күн бұрын
ବିଧାୟକଙ୍କ ଅପାରଗତା କେତେ ଜଣାପଡିଯାଉଛି ସରକାରୀ ଦଳରେ ଥାଇ ଯଦି ପ୍ରଶାସନ ଉପରେ କୌଣସି କର୍ତ୍ତ୍ତୃତ୍ୱ ନାହିଁ
@parthakumar1111
@parthakumar1111 5 күн бұрын
Right katha mam
@bichitraswain8841
@bichitraswain8841 5 күн бұрын
ଠିକ୍ କଥା କହିଛନ୍ତି ମ୍ୟାଡମ ଆପଣଙ୍କ ମନ୍ତବ୍ୟ ସ୍ଵାଗତଯୋଗ୍ୟ
@ManasRanjanRautray-l6r
@ManasRanjanRautray-l6r 5 күн бұрын
ଶସ୍ତା ଲୋକ ପ୍ରିୟତା ପାଇଁ ଠେଙ୍ଗା ତଥାପି ଜଣେ ବିଧାୟକ ଠେଙ୍ଗା ମାଡ଼ କଥା କହିବା ସାହସ ବି କମ୍ କଥା ନୁହେଁ। ନଙ୍ଗୁଳି ଆମ ମାଟିର ଲୋକ। ସରକାର ବନ୍ଦ କରନ୍ତୁ। ଠେଙ୍ଗା ପ୍ରୟୋଗ ବାଂଲା ଦେଶୀ ଙ୍କ ପାଇଁ ବିଧାୟକ କରିକି ଦେଖାଇବା ନିହାତି ଆବଶ୍ୟକ। ବାଂଲା ଦେଶ ଓଡ଼ିଶା ଦଖଲ କରିବା ପୂର୍ବ ରୁ ନିଦ୍ରିତ ସରକାର ବିଧାୟକ ଲୋକସଭା ସଦସ୍ୟ ମନ୍ତ୍ରୀ ମୁଖ୍ୟ ମନ୍ତ୍ରୀ ଓଡ଼ିଶା ରୁ ବିଦେଶୀ ହଟାଇବା ହିଁ ପ୍ରାଥମିକତା ଦିଆଯାଉ। ଥରେ ପରାଧୀନ ହେଲେ ବାଂଲା ଦେଶୀ ହିନ୍ଦୁ ଙ୍କ ପରି ମରଣ ହେବ। ନା ନିର୍ବାଚନ ହେବ। ନା ନେତା ଜନତା ବଞ୍ଚିବ। ମାଳିକା ସତ୍ୟ ନୁହେଁ ମହା ସତ୍ୟ। ଭବିଷ୍ୟ ପାଇଁ ସତର୍କ ବାଣୀ। ମଜା ହେଉ ଗପ ହେଉ ବିଧାୟକ ଙ୍କ ଠେଙ୍ଗା ପ୍ରେମ ଆନନ୍ଦ ଦେଉଛି। ୧୪୭/୨୧ ଭିତରୁ ମାତ୍ର ଜଣେ ଲୋକ ହୃଦୟ ଜିଣିବା ର ଉପକ୍ରମ ଦେଖିବାକୁ ମିଳିଲା। Pc, ବଟି, ଲାଂଚ କୁ ଠେଙ୍ଗା ପ୍ରୟୋଗ କରି ହଟେଇ ଦେଲେ ହିଁ ସତ୍ୟ ଓ ଆଗାମୀ ଭବିଷ୍ୟତ ଦେଖି ହେବ।
@prafullakumarkar21
@prafullakumarkar21 5 күн бұрын
Right. Talking. Madam
@JhariaPradhan-y6m
@JhariaPradhan-y6m 4 күн бұрын
ଠିକ୍,ମାଡାମ,କହିଛନ୍ତି
@sadanandasahoo3707
@sadanandasahoo3707 5 күн бұрын
କାହାର ସମ୍ମାନ ଗଲା।‌ ବାବୁ ସିଂ ବାଡି ପୂଜା କଲେ।‌ସାହୁ ଭାଉଜ କହିଲେ ଆମେ ବି ଠେଙ୍ଗାର ଜବାବ ଠେଙ୍ଗାରେ ଦେବୁ। ତୁମକୁ କି ତୁମ ବାଡିକୁ ଡରିଲେ ନାହିଁ
@chanel..rkumar8574
@chanel..rkumar8574 4 күн бұрын
ସାହୁ ଭାଉଜ ର ଦମ୍ ଅଛି ଗୋଟେ MLA ପୁଣି ବାବୁ ସିଂ ସହିତ ଲଢିବ 😂
@Ankitsubhanka
@Ankitsubhanka 4 күн бұрын
Right now mam❤❤❤❤
@LUCKYPATTNAIK-k
@LUCKYPATTNAIK-k 5 күн бұрын
Right thing
@debendranarayandash9040
@debendranarayandash9040 4 күн бұрын
ବାବୁ ଭାଇ ଠିକ୍ କହିଛନ୍ତି ଏ ନଙ୍ଗୁଳି ମାନଙ୍କୁ ଠେଙ୍ଗା ଦରକାର
@himanibal8606
@himanibal8606 4 күн бұрын
Right
@AS_RCB
@AS_RCB 4 күн бұрын
ଆପଣ ପ୍ରଥମ ବ୍ୟକ୍ତି ଜିଏ ଏମାନଙ୍କୁ ଦେଖିବାକୁ ଆସନ୍ତି
@prasantmajhi1085
@prasantmajhi1085 4 күн бұрын
Right mam❤❤
@sushilkumarnaik9867
@sushilkumarnaik9867 4 күн бұрын
U r ryt mam 👌
@ODIACRIMESTORYOFFICIAL
@ODIACRIMESTORYOFFICIAL 4 күн бұрын
Right katha kahila ❤❤❤
@binoddas9600
@binoddas9600 5 күн бұрын
Right 👍 good 👍
@PRASANNASAHOO-o7m
@PRASANNASAHOO-o7m 4 күн бұрын
Absolutely Right Madam 👍 ,
@bapinapradhan8520
@bapinapradhan8520 5 күн бұрын
Right m
@sibanathnayak6825
@sibanathnayak6825 5 күн бұрын
Right 💯👍
@prabiramishra9758
@prabiramishra9758 4 күн бұрын
Right words.
@binoddas9600
@binoddas9600 5 күн бұрын
Good 👍
@krushnamuduli2645
@krushnamuduli2645 4 күн бұрын
Madam thik katha kahuchanti
@sikhyapradeepa
@sikhyapradeepa 4 күн бұрын
Right madam for your suggestion
@NikhilAdhya-x7k
@NikhilAdhya-x7k 4 күн бұрын
Very good
@ghanashyamswain4941
@ghanashyamswain4941 5 күн бұрын
Absoulty Right, mam
@SantanukumarSantanukumar-dd9ts
@SantanukumarSantanukumar-dd9ts 5 күн бұрын
Right madam
@mstourvlogeer
@mstourvlogeer 4 күн бұрын
super 👌👌👌🙏🙏mem
@upendranayak3699
@upendranayak3699 4 күн бұрын
Right katha Madam kahile
@bksahusahu5113
@bksahusahu5113 5 күн бұрын
Your right madam
@ChandanHembram-vc7xl
@ChandanHembram-vc7xl 5 күн бұрын
You are 100% right madam
@jabidbhailifestyle5399
@jabidbhailifestyle5399 5 күн бұрын
Apsulit right ଆପଣଙ୍କ କଥା 100👍🏿
@kalligamer2699
@kalligamer2699 4 күн бұрын
ଆପଣ ଏ ପର୍ଯ୍ୟନ୍ତ କେଉଁଠି ଥିଲେ ।ଖାଲି ସମାଲୋଚନାର କିଛି ମୂଲ୍ୟ ନାହିଁ ।କଥା କହିବାରେ କିଛି ଟାକ୍ସ ଭାରତ ବର୍ଷରେ ପଡୁନାହିଁ ।।
@khatuaRaj
@khatuaRaj 4 күн бұрын
Super madam 🎉 bites
@HemantaKumarnaikNaikhemantakum
@HemantaKumarnaikNaikhemantakum 4 күн бұрын
Super bahut sunder katha kahichhanti
@bishnuprasadsatapathy155
@bishnuprasadsatapathy155 5 күн бұрын
Good suggestions.
@HemantNaik-i4q
@HemantNaik-i4q 5 күн бұрын
Sata katha madam 🎉🎉🎉
@goodmorning4237
@goodmorning4237 5 күн бұрын
R8
@bharathuika6703
@bharathuika6703 5 күн бұрын
Madam !! Absolutely right Government should implement such laws.
@GaneshkumarRana-h9m
@GaneshkumarRana-h9m 5 күн бұрын
Good speech
@manaskumar00
@manaskumar00 5 күн бұрын
Right
@kailashchandradas5713
@kailashchandradas5713 4 күн бұрын
Good suggestion by Madam.
@Santosinisankhua
@Santosinisankhua 4 күн бұрын
Madam ଠିକ୍ କହିଛନ୍ତି but ଏମାନେ ଜଉଭଳୀ ଉତ୍ପାତ ହେଉଛନ୍ତି ଏମାନଙ୍କୁ ନିଜ ଘର ଲୋକ ବି ସାବାଡ କରିପାରିଲେ ନାହିଁ ସରକାର kn କରିବ ସେମାନଙ୍କର ଏ ମାନଙ୍କୁ ଏମିତି ହିଁ କେବଳ ପଟେନ୍ ମେଡିସିନ ଦ୍ଵାରା ହିଁ ସାବାଡ୍ କରାଯାଇପାରିବ କେବଳ ଖଣ୍ଡଗିରି ନୁହେଁ ପୁରା ଓଡିଶା ରେ କାର୍ଯ୍ୟକାରୀ ହେବା ଦରକାର
@bijayapppradhan4563
@bijayapppradhan4563 5 күн бұрын
ସତ ପ୍ରଣାମ
@MahendraBehera-s1y
@MahendraBehera-s1y 5 күн бұрын
Ok
@NarayanaPatra-o5d
@NarayanaPatra-o5d 4 күн бұрын
Right♥️🙏
@saratnayak3686
@saratnayak3686 5 күн бұрын
Your statement is very good
@prafullakumarsahoo1917
@prafullakumarsahoo1917 5 күн бұрын
ଆପଣ ନଗ୍ନ ନୁତ୍ୟ ର୍ବିରୋଧ କରନ୍ତି କେବଳ ମିଡ଼ିଆ ସାମ୍ନାରେ ବାସ୍ତବ ରେ ଆନ୍ତରିକ ତା ନାହିଁ ଯଦି ଅଛି ତାହାଲେ କାଣ୍ଡ ଜ୍ଞାନ ସଟ କାହିଁକିନା କଳେ ବଳେ ଏ ଅପ ସଂସ୍କୃତି କୁ ରୋକିବାକୁ ପଡିବ ଆଉ ଯିଏ ରୋକି ବାକୁ ଚେଷ୍ଟା କରୁଛି ତୁମେ ତାଙ୍କୁ ଆଇନି ର ପାଠ ପଢ଼େଇ ଗୋଡ ଭିଡ଼ା ନୀତି କରୁଛ
@soumyaranjanpradhan9924
@soumyaranjanpradhan9924 4 күн бұрын
Right 👍🏻
@Maminasahoo-f8n
@Maminasahoo-f8n 5 күн бұрын
😮😮😮😮Right
@Shrikant-ki6xv
@Shrikant-ki6xv 4 күн бұрын
Right madam❤❤❤❤❤❤❤❤
@susandhyadebadarshin8426
@susandhyadebadarshin8426 4 күн бұрын
Thank you madam
@benudharsahoo710
@benudharsahoo710 4 күн бұрын
Right madam.
@dilipkumarsinha780
@dilipkumarsinha780 5 күн бұрын
100%✔
@sabyasachiswain-ep7cn
@sabyasachiswain-ep7cn 4 күн бұрын
Exactly
@Tubu-Babu-1999
@Tubu-Babu-1999 4 күн бұрын
You are right mummy
@BichitrakumarBichitrakum-rf5zb
@BichitrakumarBichitrakum-rf5zb 5 күн бұрын
Yes 👍👍👍👍👍
@bijaysahoo2341
@bijaysahoo2341 4 күн бұрын
Mm right 👍
@subhasishmallick6183
@subhasishmallick6183 4 күн бұрын
Nice
@SatyaranjanRout-xs9xo
@SatyaranjanRout-xs9xo 2 күн бұрын
Thanku you madam parnam.
@SubashMoharana-k7f
@SubashMoharana-k7f 4 күн бұрын
ମାଡାମ ଆପଣ ତାଙ୍କୁ ବୋଧେ ସପଟ କରୁଛନ୍ତି ତାଙ୍କ ବିଷୟରେ କହିବା ଠିକ କଥା ନୁହେଁ ଏଥିରେ ରାଜନୀତି କଥା ଆସିଲା କଉଠି
@puspalatasahu3468
@puspalatasahu3468 4 күн бұрын
Ak dam right
@theperfectlaw922
@theperfectlaw922 3 күн бұрын
Application is not a matter. Only interested person can purchase ticket for jatra and it is the fundamental rights of a person and no question for this as per law.
@swain_parivaar
@swain_parivaar 5 күн бұрын
Yes ,ok ,you are correct madam
@MilanSahoo-ms2nj
@MilanSahoo-ms2nj 4 күн бұрын
Right ma'am
@prasantsam4075
@prasantsam4075 4 күн бұрын
U r absolutely right mam
@krushnakeshaba2972
@krushnakeshaba2972 4 күн бұрын
ତମେ ଖାଲି କଥା କହିବା ଜାଣିଛ... ସେମାନଙ୍କୁ ମାଡ଼ ଦରକାର... ଥେଙ୍କା ପୂଜିବା ନେଗେଟିଭ ପ୍ରଭାବ ପଡୁଛି ହେଲେ ସେମାନେ ନାଚୁ ଚନ୍ତି ସେତେବେଳେ କିଛି ପ୍ରଭାବ ପଡୁନି
@rubyswain5115
@rubyswain5115 5 күн бұрын
Right ✅ madam kintu a naguli nku thik kahichhi babu bhai a twa kahku Manu nahanti a vali chhindali
@manojasahu4941
@manojasahu4941 4 күн бұрын
R8 mem
@_bapi___303
@_bapi___303 4 күн бұрын
Right maa🙏🏾🙏🏾
@pintusahoo-informative
@pintusahoo-informative 4 күн бұрын
Babu sing jindabad
@samirpattanaik7789
@samirpattanaik7789 4 күн бұрын
RIGHT STATEMENT. BABU SINGH IS A CHEAP M.L.A. GOVT SHOULD IMPLEMENT LAW & ORDER .
@sukantswain1383
@sukantswain1383 4 күн бұрын
Good suggestion mam many Many thanks
@SMVlog-l8u
@SMVlog-l8u 4 күн бұрын
Great ଆପଣ ଠିକ କହିଛନ୍ତି 💐
@SMVlog-l8u
@SMVlog-l8u 4 күн бұрын
@someLife.2
@someLife.2 4 күн бұрын
ଠିକ୍ କହିଛନ୍ତି ma'm 🙏
@lkjena4407
@lkjena4407 5 күн бұрын
We support Babu bhai.. Sidha angulire ghiaa na baharile banka karibaku pade.. Kathare achhi madam.. Apana 2/ 3 yr haba khali gapucchanti .. kichhi karu nahanti
@subash_1990
@subash_1990 4 күн бұрын
Right Madam.
@mamimami8816
@mamimami8816 4 күн бұрын
Tq didi
Andro, ELMAN, TONI, MONA - Зари (Official Music Video)
2:50
RAAVA MUSIC
Рет қаралды 2 МЛН
Маусымашар-2023 / Гала-концерт / АТУ қоштасу
1:27:35
Jaidarman OFFICIAL / JCI
Рет қаралды 390 М.
Andro, ELMAN, TONI, MONA - Зари (Official Music Video)
2:50
RAAVA MUSIC
Рет қаралды 2 МЛН