ବାହାଘର ପାଇଁ ମିଛ କେସ | ପ୍ରଦୀପ -ପାଠକ ; ନବୀନ - ପାଣ୍ଡିଆନ | Pradip Panigrahi | Abhay Pathak |VK Pandian|

  Рет қаралды 11,530

News Room

News Room

Күн бұрын

Пікірлер: 33
@bipracharanjena2736
@bipracharanjena2736 15 күн бұрын
ନବୀନ ବାବୁ ସବୁ କଳଙ୍କିତ କାର୍ଯ୍ୟର ନାୟକ ଭଗବାନ ଦଣ୍ଡ ଦେଲେ
@kedarbiswal4575
@kedarbiswal4575 15 күн бұрын
ଆହୁରି ପାଇବେ। ଭଗବାନ ଅଛନ୍ତି।
@JaduPradhan-x3b
@JaduPradhan-x3b 15 күн бұрын
Seems incredible. This person is evading legitimate questions.
@ashutoshdas8
@ashutoshdas8 15 күн бұрын
Dictatorship chalithila
@PramodkuBasantara
@PramodkuBasantara 15 күн бұрын
ଭଗବାନ ଏ ଦୂରାଚାରୀ ସରକାର କୁ ଆଉ କ୍ଷମତାକୁ ନ ଆଣନ୍ତୁ। ଏହିପରି ବହୁତ ଲୋକଙ୍କ ବିରୋଧ ରେ ଆକ୍ରୋଶମୂଳକ ଭାବେ ମିଥ୍ୟା କେସ୍ ଦେଇ ହଇରାଣ କରୁଥିଲେ ଓ ଆୟବର୍ହିଭୂତ ସମ୍ପତ୍ତି କେସ୍ ଦରଜ କରୁଥିଲେ। ୩ୟ ମହଲାର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା କରାଯାଉଥିଲା।
@khirabdibehera2543
@khirabdibehera2543 15 күн бұрын
Good public with u n mr prodeep
@ranjanpani7615
@ranjanpani7615 15 күн бұрын
ମାନହାନି କେସ୍ ଲାଗିବା ଦରକାର ସେତେବେଳର ଅଧିକାରୀ ମାନଙ୍କ ବିରୁଦ୍ଧରେ ।
@kedarbiswal4575
@kedarbiswal4575 15 күн бұрын
ଆମ ରାଜ୍ୟ ସରକାର ମେଧାବୀ ଭାବି ୪ ଜଣ ଙ୍କୁ oas ଚାକିରି ଦେଇଥିଲେ। ରାଜ୍ୟରେ ଭାଗଚାଷ ଆଇନ ନଥିଲା ବେଳେ ଗୋଟିଏ ଚୋରି କେସର ମୁଦଲାକୁ ଖଲାସ କରିବା ପାଇଁ ତାକୁ ଭାଗଚାଷି ଆଦେଶ ଦେଇ ତାଠାରୁ ୩୫ ବର୍ଷର ଧାନ ଯାହାର ମୂଲ୍ୟ ୧୫ ଲକ୍ଷ ଖାଇ ଦେଇଛନ୍ତି। ପାପ କଣ ଏମାନେ ଜାଣନ୍ତିନି, ଭଗବାନ ଅଛନ୍ତି।
@lalatendusahu3953
@lalatendusahu3953 14 күн бұрын
ପୂର୍ବ ବିଜେଡ଼ି ସରକାର ପାଣ୍ଡୁ ହାତରେ କ୍ରୀଡନକ ଥିଲା ତାହା ପ୍ରଦୀପ ପାଣିଗ୍ରାହୀ ପାଠକ କେଶରୁ ଆମକୁ ବୁଝାପଡ଼ୁଛି। ଯାହା ଜଣାପଡୁଛି ଖୋଦ୍ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପାଣ୍ଡୁ ନିଜର କ୍ରୀତଦାସ ବନେଇ ରାଜ୍ୟ ଶାସନଙ୍କୁ ନିଜ ଆଙ୍ଗୁଠି ଅଗରେ ନଚେଇପାରୁଥିଲା😮😮
@bagalaagro8945
@bagalaagro8945 15 күн бұрын
ଏହି ଚରିତ୍ର ଆଉ କିଛି ନୁହେଁ ,କେବଳ କ୍ଷମତାର କମାଲ।
@kedarbiswal4575
@kedarbiswal4575 15 күн бұрын
ଯେଉଁ ମାନେ ଅତ୍ୟାଚାର କରୁଥିଲ ଟିକେ ଦେଖ।
@ranjanpani7615
@ranjanpani7615 15 күн бұрын
ଆପଣଙ୍କ ଲସ୍ ପାଇଁ ମଧ୍ୟ ଗୋଟିଏ କେସ୍ ଆପଣ କରନ୍ତୁ ।
@somanathrout7414
@somanathrout7414 15 күн бұрын
Let the contempt against the previous govt,odisha look at.
@nirakarrout1973
@nirakarrout1973 15 күн бұрын
ଅପରାଧୀ କେବେ କୁହେ କି ସେ ଅପରାଧ କରିଛି ବୋଲି ? ଯେତେ ଅପରାଧ କର ଏକ ରାଜନୈତିକ ଦଳ ରହିଛି ସେଥି ରେ ମିଶି ଯାଅ ସୁନା ପାଲଟିଯିବ
@AmrutaSamant
@AmrutaSamant 15 күн бұрын
Correct
@satyamsibammohanty1255
@satyamsibammohanty1255 15 күн бұрын
ଠିକ୍ , ବିରୋଧୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ବିରୋଧରେ ଯେଉଁ ଦୁର୍ନୀତି ଅଭିଯୋଗ କଲେ ଓ ଲୋକେ ତାଙ୍କୁ କ୍ଷମତାରୁ ହଟେଇଲେ ! ଏହି ଅଭିଯୋଗ ସତ ବୋଲି କେବେ ନବୀନ ଓ ପାଣ୍ଡିଆନ ସ୍ବୀକାର କରିବେ କି ?
@kirtirajsatapathy3521
@kirtirajsatapathy3521 14 күн бұрын
Sad
@Deppuctc
@Deppuctc 15 күн бұрын
Sabu Pandu Maya
@adv-sambit1849
@adv-sambit1849 15 күн бұрын
Very shameful act by the previous state govt.
@i_amhbb
@i_amhbb 15 күн бұрын
Washing machine ku gale sabu safa ae babu janaka satuaa nahi????😂😂😂😂 Tata press release fake tahele😂😂😂
@DilipKumar-ds5wd
@DilipKumar-ds5wd 15 күн бұрын
It is totaly fals case by the government because pandyan is anoyed to pradeep panigrahi
@golaktripathy2580
@golaktripathy2580 14 күн бұрын
Sabu pandian ra nata. Taku punishment deba darakara.
@gopabandhubehera453
@gopabandhubehera453 15 күн бұрын
ମନୋରଞ୍ଜନ ବାବୁ,ଖାଲି,ପ୍ରଦିପ ପାଣିଗ୍ରାହୀ କି,ଅଭୟ,ପାଠକ,ନୁହଁନ୍ତି ଭାରତ ବର୍ଷରେ ବହୁତୁ ନେତାଙ୍କ,ଘରେ,ବିଜେପି, CBI,ED,ମାଧ୍ଯମରେ ଗିରଫ,କରେ,ସେମାନେ ବିଜେପିରେ,ମିଳିଗଲେ ସେମାନେ,ନିର୍ଦୋଷ ହେଇ ଜାଆନ୍ତି ଇଏ ସେଭଳିଆ କେସ,ଡବଲ ଇଞ୍ଜିନ ସରକାର ଆସିଲା ପ୍ରଦିପ ପାଣିଗ୍ରାହୀ କୁ ନିର୍ଦୋଷ କରିଦେଲେଏଇଟା କିଛି ବଡ଼କଥା ନୁହଁ
@AmrutaSamant
@AmrutaSamant 15 күн бұрын
Exactly
@satyamsibammohanty1255
@satyamsibammohanty1255 15 күн бұрын
କ୍ଷମତାରେ ଥିବା ସରକାର ନିର୍ଦ୍ଧୋଷୀ କୁ ବି ଦୋଷୀ କରିପାରେ ! ଏକଥା ଭୁଲିଗଲେ !
@jayakrishnapanda5424
@jayakrishnapanda5424 14 күн бұрын
Nabin spoiled everything in odisha.. he is a great selfish villain who destroyed odisha
@soumyarajsahoo7382
@soumyarajsahoo7382 15 күн бұрын
Achyuta au bobby jou dhamkeithile se katha Kan hela
@Ashutosh_the_gamer
@Ashutosh_the_gamer 15 күн бұрын
Are nabina tu kukura pari maribu
@chandramohapatra9778
@chandramohapatra9778 15 күн бұрын
Pandiyan ta harmi ta
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
We Attempted The Impossible 😱
00:54
Topper Guild
Рет қаралды 56 МЛН