ବାହାଘରର15ବର୍ଷରେପ୍ରଭୁଡାକଶୁଣିଲେ,ମାଆଝିଅଏମିତିଜାଗାରେଖସିକିପଡ଼ିଲୁ,ବଞ୍ଚିବାସମ୍ଭଭନୁହେଁ,ଶୁଣନ୍ତୁ ତାପରେ

  Рет қаралды 2,406

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#bhaktankaanubhuti #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Пікірлер: 28
@SuvamsrikantaBehera
@SuvamsrikantaBehera 13 күн бұрын
ଆଜିର ଅନୁଭୂତି ବହୁତ୍ ସୁନ୍ଦର ଶୈଳୀରେ ସମାପ୍ତହେଲା ଶେଷଦେବ ସାରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଣାମ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ତୁମର ଜୟ ହେଉ ଘେନ ମହାପ୍ରଭୁ ପ୍ରଣାମ ଆମର ଜୟ ଜଗନ୍ନାଥ
@luckybarsa5192
@luckybarsa5192 13 күн бұрын
Jay jagannath 🙏😍🙏
@RinaSwain-dq6zw
@RinaSwain-dq6zw 13 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🌹🙏🌹🙏🌹🪔
@AjayaAchajya
@AjayaAchajya 13 күн бұрын
Jay jagannath
@prabhatsahoo8461
@prabhatsahoo8461 13 күн бұрын
Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹
@SasmitaMalu
@SasmitaMalu 4 күн бұрын
Jay Jay jagannath🙏🙏🙏🙏 maa laxmi narayani
@nabinbaisakha1454
@nabinbaisakha1454 13 күн бұрын
ଜୟ ଜଗନ୍ନାଥ,ଶୁଭ ସନ୍ଧ୍ୟା ସମୟରେ,ଅରୁଣ ସ୍ତମ୍ବ ସମ୍ମୁଖରେ ଭକ୍ତଙ୍କ ଅନୁଭୂତି ପ୍ରଦାନ ହେ ପ୍ରଭୁ ହେ ଭଗବାନ ହେ ନାରାୟନ ହେ କୃଷ୍ଣ, ହେ ଦିନ ବନ୍ଧୁ ହେ ଚିନ୍ତାମଣି ହେ ଦଇତାରୀ ହେ ଭାବରେ ଠାକୁର ଜଗତର ନାଥ ଭକ୍ତଙ୍କ ଦୁଃଖ ହରଣ କର ତୁମେ ସାରା ଜଗତକୁ ଭଲରେ ରଖନ୍ତୁ
@RanjankumarMaharana-ty1qf
@RanjankumarMaharana-ty1qf 13 күн бұрын
ଜୟ ଜଗନ୍ନାଥ ମହା ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@rudrakshthelittlestar
@rudrakshthelittlestar 13 күн бұрын
Jai Shre Jagannath🙏🙏🙏
@umakantabehera3073
@umakantabehera3073 13 күн бұрын
Jay Jagarnnath 🙏🙏🙏🙏 Jay mo mahaprabhu 🙏🙏🙏🙏 kotikoti pranama manima ❤❤❤❤
@TrinathBarik-u4j
@TrinathBarik-u4j 8 күн бұрын
Jay shree jagannath swami Nayan pathagami prabhu
@AmiyakumarDas-ji1pc
@AmiyakumarDas-ji1pc 13 күн бұрын
Bhal lagila anubhuti jai jagannath🙏🙏
@puspapalai8260
@puspapalai8260 12 күн бұрын
Jay jagannath Swami Nayan path gami bhaba tume 🙏🙏🙏🙏🙏
@SmrutiRekhaBeheraSmrutiRekhaBe
@SmrutiRekhaBeheraSmrutiRekhaBe 12 күн бұрын
He mahaprabhu tume rakhaya kara aji ebe train re basilu tume sangare Rahi pahnchei Diya mahaprabhu 🙏🏻🙏🏻🙏🏻🙏🏻🙏🏻🙏🏻
@lipsaranimallick2529
@lipsaranimallick2529 12 күн бұрын
ଜୟ ଜଗନ୍ନାଥ 🙏
@menakajena5249
@menakajena5249 13 күн бұрын
ଜ ୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@madhaban1
@madhaban1 13 күн бұрын
Jai Shree Jagannath. 🙏🙏🙏🌹🌹🌹
@KuniLenka-xc8vn
@KuniLenka-xc8vn 13 күн бұрын
Jay shree jagannath ❤❤❤❤😢😢😢😢
@sipasipasahoo4567
@sipasipasahoo4567 13 күн бұрын
Jay jagannath🙏🙏
@jhunimahakhud4001
@jhunimahakhud4001 13 күн бұрын
Jay Jagannath manima guhari suna mahaprabhu
@dipakmuduli8288
@dipakmuduli8288 13 күн бұрын
Jay jagnnath 🙏
@nabasamal1233
@nabasamal1233 13 күн бұрын
Jay jaganntha swmi ⭕❗⭕
@manishasethi9284
@manishasethi9284 13 күн бұрын
Jay Shree Jagannath Swami Nayan patha gami bhaba tume 🌸🌺🌼🙏🙏🙏🌸🌺🌼🙏🙏🙏🌸🌺🌼🙏🙏🙏🌸🌺🌼🚩🚩🚩🌸🌺🌼
@prasannalenka2939
@prasannalenka2939 13 күн бұрын
Jay Shree Jagannath 🛕🌺🙏🛕🌺🙏🛕🌺🙏
@SmrutiRekhaBeheraSmrutiRekhaBe
@SmrutiRekhaBeheraSmrutiRekhaBe 12 күн бұрын
He mahaprabhu ato balaku bhulre 200 adhika deideli tabi kahiki emiti hela tume bujha mahaprabhu Jay shree jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@pranatipradhan1139
@pranatipradhan1139 13 күн бұрын
ମୁଁ ଯେବେ ଅନୁଭୁତି କହିଥିଲି ଫାଷ୍ଟ କ୍ୟାମେରା ଭାଇ ଆଗରେ କହିଲି ଭଲ ହେଲେ ପଣ୍ଡିତ ଜି ଙ୍କ ସାମ୍ନା ରେ ଅନୁଭୁତି କହିଲୁ🙏🏻 ସାର୍ ଟିକେ ଧ୍ୟାନ ଦେବେ ଯାହାର ଅନୁଭୁତି ଅଛି କ୍ୟାମେରା ପାଖକୁ ଡାକନ୍ତୁ ଭଲ ଲାଗିବ ଭାବୁଛି 🙏🏻 ଧନ୍ୟବାଦ୍ 🙏🏻💚🤍🧡🇮🇳🇮🇳
@pranatipradhan1139
@pranatipradhan1139 13 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ..🧡🤍💚🙏🏻🇮🇳🙏🏻🇮🇳🙏🏻🇮🇳🙏🏻🇮🇳🙏🏻🌹🌹🌹
@sasmitabiswal3011
@sasmitabiswal3011 13 күн бұрын
Jai jai shree jagannath koti koti pranam good night help everyone always please help me sleep well tonight please mahapravu help me 🌹🍒🍎🌾🪔🕉️👏👏🤲🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
It’s all not real
00:15
V.A. show / Магика
Рет қаралды 20 МЛН
Cat mode and a glass of water #family #humor #fun
00:22
Kotiki_Z
Рет қаралды 42 МЛН
ନିଃସଙ୍ଗ ଜୀବନରେ ମୁଁ ଏମିତି ଜଣେ ବାଟୋଇ
26:54
ଜୀବନ ଯାତ୍ରା (the journey of life)
Рет қаралды 83
ଆଜି କେଉଁ ଖୁସିରେ / Rupa Pin2 Khushi
17:08
Rupa,pin2,khushi express
Рет қаралды 296 М.
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН