No video

ବାଲି ମାଫିଆଙ୍କ ବସ୍ ବବି ! || Sand Loot || BJD || Jajpur

  Рет қаралды 220,768

Argus News

Argus News

Күн бұрын

#ବାଲି_ମାଫିଆଙ୍କ_ବସ୍_ବବି !
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଦିନ ଦ୍ବିପ୍ରହରରେ ଚୋରା ଚାଲାଣ ହେଉଛି ବାଲି ।
#ArgusNews #exclusive #SandLoot #BJD #pranabprakashdas #Corruption #HighCourt #Jajpur #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 390
@user-zm6wk2cd6r
@user-zm6wk2cd6r 4 ай бұрын
Argus jindabad
@gurucharansahoo9577
@gurucharansahoo9577 4 ай бұрын
ଧର ଶଳାଙ୍କୁ 😠😠 ସାଧାରଣ ଜନତା ର ଭୋଟ ନେଇ ଗୋଟେ ଧନ୍ଧା ଚଳାଇଛନ୍ତି 😭😭😠😠😠😠
@Ranjankumar-fz8xj
@Ranjankumar-fz8xj 4 ай бұрын
ଆଜ୍ଞା ବବି ଦାସ ଖାଲି ଯେ ବାଲି ମାଫିଆ ତାହା ନୁହେଁ ବବି ଦାସ ଏମିତି କି ବହୁତ୍ କିଛି ମାଫିଆ ର ଲିଡର୍ ତଥାପି ବି ଯାଜପୁର ବାସି ତାଙ୍କୁ ଆଖି ଥାଇ ଅନ୍ଧ ଭଳି ଭୋଟ୍ ଦେଇ ଜିତାଉ ଥିଲେ ଏହାର ଜବାବ୍ ଏଥର ସମ୍ଭଲପୁର୍ ବାସୀ ଉଚିତ୍ ଯବାବ ଦେବେ
@titupanigrahy4846
@titupanigrahy4846 4 ай бұрын
𝙎𝙤𝙞𝙗𝙖😂😂😂
@beherabehera3812
@beherabehera3812 4 ай бұрын
Micha katha municipal re 40% vote but in pachyat area 80% vote.. criminal babi
@goldenlife4098
@goldenlife4098 4 ай бұрын
Bjd hatao odisha Bancho 🙏
@chittaranjankanhar7991
@chittaranjankanhar7991 2 ай бұрын
ଆପଣଙ୍କର ସାହସିକ ତା ପାଇଁ ବହୁତ ବହୁତ ଧନ୍ୟବାଦorgus news sabubele ସତ୍ୟ କଥା ହିଁ ଜନତା ଙ୍କ ସାମ୍ନା କୁ ନେଇକି ଆସି ଥାଏ sir 🙏💚
@Sanidev6227
@Sanidev6227 4 ай бұрын
ଚୋର ଯଦି ବିଧାୟକ ହବ ତା ହେଲେ ଓଡିଶା ଶାସନ ମାନିବାକୁ ପଡିବ 🤣🤣🤣🤣🤣🤣
@Goutam306
@Goutam306 4 ай бұрын
ବବି arrest ହେବା ଦରକାର
@user-tw9le4mi8w
@user-tw9le4mi8w 4 ай бұрын
ଭୋଟ ପରେ ବବି ଗୋଟେ ଖାଲି ବ୍ୟାଗ୍ ଧରି ଯାଜପୁରରେ ବୁଲିବ
@santoshpradhan9732
@santoshpradhan9732 4 ай бұрын
Right
@MASTER_BABU.
@MASTER_BABU. 3 ай бұрын
No chance bhut achi paisa😂
@prahaladojha5628
@prahaladojha5628 4 ай бұрын
ବୁମ ଧରି ମୁଖ୍ୟମନ୍ତ୍ରୀ କୁ ପଚାର ତାଙ୍କୁ ସମ୍ବିଧାନ ବିଷୟରେ ଜଣାଅଛି କି ନାହିଁ କାନୂନ ଵେବସ୍ତା ଓଡ଼ିଶାରେ ଧୋସ୍ତ ହୋଇଗଲାଣି
@raghunathguruna
@raghunathguruna Ай бұрын
ବୁମ୍ ଧରୀ ତୁ କରେ ମାଗିଆ ସମ୍ବିଧାନ ବିଷୟରେ
@Goutam306
@Goutam306 4 ай бұрын
ଧନ୍ୟବାଦ୍ durgasis ବାବୁ ଧନ୍ୟବାଦ୍ ଅର୍ଗୁସ news
@pradipkandi5112
@pradipkandi5112 4 ай бұрын
Argus nees good news
@saratdas9022
@saratdas9022 4 ай бұрын
ବବି ଦାସ ଗୋଟିଏ ବଡ ମାଫିଆ
@CHANDBABU-jz1pf
@CHANDBABU-jz1pf 4 ай бұрын
ବଡ଼ ନୁହେଁ ବହୁତ ବହୁତ ବଡ
@prembiswojit9317
@prembiswojit9317 4 ай бұрын
ଭାଈ ତମେ ଯତେ ଯାହା କଲେ ବି କିଛି କରିପାରିବେନି କାହିଁକି ନା ଓଡ଼ିଶା ର ନାରୀ ମାନେ ୫୦୦ ଟଙ୍କା ରେ ମୁଣ୍ଡ ବଦଳେଇଦାବେ ଶେଷରେ ବବି ର ଜୟ କରିବେ😢😢😢
@pritilataswain1378
@pritilataswain1378 4 ай бұрын
Right
@beherabehera3812
@beherabehera3812 4 ай бұрын
Jajpur town municipality chairman courpt lady
@peacefulcommunity903
@peacefulcommunity903 3 ай бұрын
Tame 1000 dauna... phir v hariba😂
@prembiswojit9317
@prembiswojit9317 3 ай бұрын
@@peacefulcommunity903 athra dakh pura bjp asiba ⚡
@peacefulcommunity903
@peacefulcommunity903 3 ай бұрын
@@prembiswojit9317 Abe loka ebe v BJD au Naveen hauchanti, root level re loka kun tike jaeki pachare.. BJD ebe v bahut strong.. MP seat number padhiba BJP ra hele ODISHA re BJD hi loka kan preference achi..
@dhamirona8662
@dhamirona8662 4 ай бұрын
ବାଲିଚୋର ଖଣିଚୋର ବବି ଦାସ ଜେଲ୍ ଯିବା ଉଚିତ
@FastFoodFiesta
@FastFoodFiesta 4 ай бұрын
Jetiki paisa se khaichi se se bag dhari buliba
@Ashok-Odishaaa
@Ashok-Odishaaa 3 ай бұрын
Jibe jibe thare khali BJP govt. hau. Pura odisha ku khai galeni ei choro dolo.
@PrasantNayak-vm6xf
@PrasantNayak-vm6xf Ай бұрын
ସିଧା ସଳଖ ବବି ଦାଶକୁ ଶୁଟ କରି ଦିଅ ସେ କଣ ଲୋକଙ୍କୁ ମାରିବ
@niranjanpanda8574
@niranjanpanda8574 4 ай бұрын
ବାଲି, ଖଣି ଲୁଟ, ଚିଟ ଫଣ୍ଡ, ୫ ଟି ଲୁଟ CBI ତଦନ୍ତ କରାଯାଉ।
@user-jy2jg8zv2i
@user-jy2jg8zv2i 4 ай бұрын
ତଥାପି ଲୋକମାନେ ବୁଝୁନାହାନ୍ତି
@user-es3fn9dc5u
@user-es3fn9dc5u 2 ай бұрын
ସବୁ ସରିଗଲା,କ୍ରୀତଦାସ ଏଥର ଭିକାରି ହେଇକି ବୁଲିବ।
@pratapkumarjena1829
@pratapkumarjena1829 4 ай бұрын
ଆଜ୍ଞା ବବି ବାବୁ ଙ୍କ ପଛରେ ଲାଗିଲେ କିଛି ବି ତାହାର କରିପାରିବେନି ଆଜିର ଦିନରେ ଯାଜପୁର ଜିଲ୍ଲାର ମୂରବୀ ଏବେ ସିଏ ଆଉ ଟିକେ ସୁଯୋଗ ମିଳିଲେ ସାରା ଓଡ଼ିଶାର ହୋଇ ଯିବେ ବାବୁ ଆମର ଯେତିକି ଠୁଳ କରି ଯାଇଛନ୍ତି ତାଙ୍କ 40. ପୁରୁଷ ଖାଇଲେ ବି ସରିବନି ତାଙ୍କ ବାପା ଙ୍କ ପାଖରୁ ଠୁଳ ହୋଇ ହୋଇ ଆସିଛି ଆଉ ଆପଣ ମାନେ ଲାଗି କଣ କରିବେ କିଛି କରି ପାରିବେନି
@FATEGARHTOKA
@FATEGARHTOKA 4 ай бұрын
Aku Dharmendra Pradhan Saiji Karidaba 😂
@crickethighlights770
@crickethighlights770 4 ай бұрын
କାହାରି ଗର୍ବ ଭଗବାନ୍ ରଖିନି ବବିତ ସମ୍ମାନୀୟ ଲୋକ ଜନତା ସବୁ ଦେଖୁଛନ୍ତି ହିସାବ କରିଦେବ
@bikashsamal2857
@bikashsamal2857 4 ай бұрын
ଭାଇ ତମ କଥା ରୁ ଜଣା ପଡୁଛି ତମେ ନିହାତି ଜଣେ ଭର୍ଷ୍ଟ୍ୟଚାରି ତମକୁ ଖରପ ଲାଗିବା ଦରକାର ତମପରି ଲୋକ ଏଇ ଦେଶ କୁ ବିକିକାବୁ ସହଜଗ କରୁଛନ୍ତି
@satyajeetjena686
@satyajeetjena686 4 ай бұрын
Fake news
@ajayachanda3945
@ajayachanda3945 4 ай бұрын
Mu Agaru lokanu kahi6i kichi habani Rajkanika Chandbali ku 100/100 Gadi dina sara bike neigale bahut problem kahile ki6i habani
@PinkiNayak-jb8de
@PinkiNayak-jb8de Ай бұрын
ଜଦିବବି ଦାସଙ୍କୁ ର ନିଷ୍ପତ ନିଅନ୍ତୁ
@nakuldhal1007
@nakuldhal1007 4 ай бұрын
ହାଇକୋର୍ଟ ଙ୍କ ଆଦେଶ .. ହା ହା ହା
@sethyprasanta4491
@sethyprasanta4491 4 ай бұрын
Thank you vai.argus news.sabu news upre.jete news reporter achanti.tume sabuthu upre
@babula7924
@babula7924 2 ай бұрын
Thank you 🌹
@pramodkumarpradhan9223
@pramodkumarpradhan9223 2 ай бұрын
B.j.d power
@manojkumarlenka2288
@manojkumarlenka2288 2 ай бұрын
Many many thanks to Argus, the people's voice.
@manoranjansethi6623
@manoranjansethi6623 4 ай бұрын
Phir Ek Baar Modi Sarkar
@subratsutarromeo2007
@subratsutarromeo2007 3 ай бұрын
bala sarkara
@sachhidanandamallick6433
@sachhidanandamallick6433 4 ай бұрын
ତନ୍ତ୍ର ମନ୍ତ୍ର କରିକି ସେ ଜାଗା ରେ ଭୁତ ଆତ୍ମା ପ୍ରେତାତ୍ମା ଡାହାଣୀ ଇତ୍ୟାଦି ସେ ଜାଗା ରେ ଛାଡିଦେଲେ ଭଲ ହୁଅନ୍ତା ଦିନ ରାତି ଜଗିବା ପାଇଁ ତା ପରେ ଅସଲ ରଙ୍ଗ ସାମ୍ନା କୁ ଅସିଥାନ୍ତା ବାଲି ମାଫିଆ ମାନଙ୍କ ର।
@suryakantamahalik3462
@suryakantamahalik3462 4 ай бұрын
ପ୍ରଧାନେ ପଠେଇ ଛନ୍ତି argus କୁ ଯାଜପୁର କୁ.. କିଛି ହେବନି... ଯେମିତି argus ପଦ୍ମପୁର ରେ ରିପୋର୍ଟର କରିକରି ହାଲିଆ ହେଇଗଲା କିନ୍ତୁ bjd ବୋହୁତ ଭୋଟ ରେ ଜିତିଲା ସେମିତି bobby ଭାଇ ସମ୍ବଲପୁରରେ ବୋହୁତ ଭୋଟ ରେ ଜିତିବେ.... ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ଜୟ ଶ୍ରୀ ରାମ 🙏🙏🙏 ଜୟ ମା ସମଲେଶ୍ୱରୀ 🙏🙏🙏
@beherabehera3812
@beherabehera3812 4 ай бұрын
Bala na padmapur re bjd
@DjpabitraMallick
@DjpabitraMallick 3 ай бұрын
Mo vote BJP ku
@PradeepSahoo-sr9mf
@PradeepSahoo-sr9mf 4 ай бұрын
Boycot BJD otherwise Odisha will be destroyed in a couple of years
@NeyarKumar
@NeyarKumar 4 ай бұрын
High cort ନିର୍ଦେଶ ଟା ଟିକେ live ଦେଖେଇଲେ ଭଲ ହୁଅନ୍ତା
@biharitentdjmelodymachhaga1021
@biharitentdjmelodymachhaga1021 4 ай бұрын
Tomo gandi re bi argus news bala boom purei ba dar kar
@nirmalkumarparida4645
@nirmalkumarparida4645 3 ай бұрын
Argash News Dhanybada satyara sandhan.... jay jagannath
@user-hw4ib9vc5c
@user-hw4ib9vc5c 2 ай бұрын
Thanks To Argus News
@nibarandas9776
@nibarandas9776 3 ай бұрын
Thanks Argus news.
@mangarajmalik8500
@mangarajmalik8500 4 ай бұрын
କେନ୍ଦ୍ରାପଡ଼ା, ଆଳୀ ରେ ତ କିଛି କରିପାରି ଲନି, ସେଠୀ କଣ କରିବ
@ajayachanda3945
@ajayachanda3945 4 ай бұрын
Ki6i Habani bhai
@suryakantamahalik3462
@suryakantamahalik3462 4 ай бұрын
ଆମ ଦେଶ ର ସୁପ୍ରିମ କୋର୍ଟ ର ବିଚାରପତି ମାନେବି ଚିନ୍ତାରେ bjp ଶାସନ ପାଇଁ....
@JayShreeRam-wi5ig
@JayShreeRam-wi5ig 4 ай бұрын
Argus ଵାଲା ଛୋଡ଼ିବ
@sishirrout9026
@sishirrout9026 4 ай бұрын
Bjd ku bati jauchi
@kaliajana7857
@kaliajana7857 4 ай бұрын
B. J. D.. Bali.. 18000🙏congress❤8000
@kaliajana7857
@kaliajana7857 4 ай бұрын
B. J. P.. 20000
@rakeshrout2116
@rakeshrout2116 4 ай бұрын
Jajpur ra loke au ghara Kariba pain Bali nahi
@dipundas7924
@dipundas7924 3 ай бұрын
ନବୀନ ହଟାଅ ବିଜେପି ବଞ୍ଚାଓ 👍👍👍
@user-rh5zt3tz9u
@user-rh5zt3tz9u 4 ай бұрын
ଭଲ ହେଇଚି ବାଲି ନଈ ରେ ରହିଲେ କଣ ପଇସା ମିଳିବ ଜୋଉ କାମରେ ତ ଲାଗୁଚି ତମେ ଏମିତି ଗପି ଗପି ରହିବ
@bhaktimarga853
@bhaktimarga853 4 ай бұрын
ସବୁ ଜିନିଷ କୁ centrally ବ୍ଯବହାର କରୁଛନ୍ତି ଓ ମାଲାମାଲ ହେଉଛନ୍ତି ।
@vikramgujari9103
@vikramgujari9103 3 ай бұрын
Bjp❤
@themother482
@themother482 3 ай бұрын
Vot For BJD🙏
@ametravellers
@ametravellers 2 ай бұрын
କେବେ ଦବ maghia
@cricketkonark
@cricketkonark 4 ай бұрын
ସବୁଠି ଚାଲୁଛି ଅରଗାସ ଚୈନାଳ| ଖାଳି ଏଠି ନୁହେଁ ସାରା ଓଡିସା ରେ ଚାଲିଛି| ଯଉଠି ବିଜେପି ଅଛି ସେଠି ବେସି ବାଳି ଉଠୁଛି
@sarojmohapatra5563
@sarojmohapatra5563 4 ай бұрын
Yes good saying
@bs.motivation
@bs.motivation 4 ай бұрын
BJD jinda baad
@pagalsimanchal6487
@pagalsimanchal6487 4 ай бұрын
ଓଡ଼ିଆ କୁ ପୁରା ଲୁଟି ଦେଲେନି
@dolagobindasahu4917
@dolagobindasahu4917 3 ай бұрын
ଯେଉଁ ମାନେ ରାତିରେ ଚୋରି କରନ୍ତି, ସେମାନେ ଚୋର କିନ୍ତୁ ଯେଉଁମାନେ ଦିନରେ ଚୋରି କରନ୍ତି ସେମାନେ ଡକାୟତ।BJD କର୍ମୀ ମାନେ ଏଥିରୁ କେଉଁ ଶ୍ରେଣୀର ଆପଣ ମାନେ ଜାଣି ପାରିବେ। BJD ର ଅନ୍ୟ ନାମ BIJU JALIATI DAL . ଏହି ଦଳକୁ ପରିବର୍ତ୍ତନ କରନ୍ତୁ ନଚେତ୍ ଭବିଷ୍ୟତରେ ପ୍ରସ୍ତିବେ।
@rajendrasantara2968
@rajendrasantara2968 4 ай бұрын
Bhai badhiya reporting
@chamrusoren9919
@chamrusoren9919 4 ай бұрын
Argus news fans
@PanchudasOrrisa-ih6xu
@PanchudasOrrisa-ih6xu 3 ай бұрын
ବିଜେଡ଼ି ପ୍ରାର୍ଥୀ ଚୋର
@sarojkumarsahu183
@sarojkumarsahu183 4 ай бұрын
Very good
@user-xb2ct4vb8o
@user-xb2ct4vb8o 4 ай бұрын
Good Argus
@ganeshsahoo3674
@ganeshsahoo3674 4 ай бұрын
Bjd jindabad
@dipundas7924
@dipundas7924 3 ай бұрын
ଏକଦଳୀୟ ଶାସନ ଚାଲିଲେ ଏମିତି ଦୁର୍ନୀତି ଚାଲୁଥିବ
@Mr_suryapratap22
@Mr_suryapratap22 3 ай бұрын
BJP thik Party heithiba jadi future re emiti loka nku BJP re Jaga dabani.... 👍💸😊
@peacefulcommunity903
@peacefulcommunity903 3 ай бұрын
BJD Only BJD.... ❤❤❤
@kanjiaranjitkumar3824
@kanjiaranjitkumar3824 2 ай бұрын
Thanks 🙏🙏👍. Durgasis. Bhai. Bidhayaka. Police stationra. Bapa. Action. Karajaou
@anupamsamal9036
@anupamsamal9036 2 ай бұрын
Bjd chore No 1
@KrishnaRao-th3ee
@KrishnaRao-th3ee 2 ай бұрын
boby das ku fasi deba kotha
@nayaktechnical
@nayaktechnical 3 ай бұрын
Totally bjd hatao odisha banchao
@JemshRoy
@JemshRoy 3 ай бұрын
U r right sir
@akashkumarrout674
@akashkumarrout674 4 ай бұрын
Chora Bjd, Chora Naveen 😂😂😂😂
@debakantamohanta4016
@debakantamohanta4016 4 ай бұрын
Jail jibo BJP aasile
@tikinamalik5310
@tikinamalik5310 2 ай бұрын
ବବି ବାଲିଚେର
@suryakantamahalik3462
@suryakantamahalik3462 4 ай бұрын
Sbi... ସୁପ୍ରିମ କୋର୍ଟ କୁ ତଥ୍ୟ ଦେଲାନି କିଏ bjp କୁ ଟଙ୍କା ଦେଉଛି ବୋଲି... Bjp ସରକାର ବିଚାରପତି, ଓକିଲ, ଆମ ସମ୍ବିଧାନ, cbi, ed, ସମସ୍ତଙ୍କୁ ଡରେଇକି ବ୍ୟବହାର କରୁଛି....
@damayantimahanta157
@damayantimahanta157 4 ай бұрын
Babi das jell jiba darkar
@purnasahoo2986
@purnasahoo2986 4 ай бұрын
Jay shree Ram BGP odiash
@user-ii2eg2dj3u
@user-ii2eg2dj3u 4 ай бұрын
Bjd,chor,dsabunrtamane
@hrudanandasahuofficial
@hrudanandasahuofficial 3 ай бұрын
ବବୀଦାସ ଦୁର୍ନୀତିକରିଟଙ୍କାଉପାର୍ଜନ କରିଛି ଯାହାଦେଲେ ଖାଇଦିଅ
@abhijitmohapatra809
@abhijitmohapatra809 3 ай бұрын
ଭାଇନା ଆମ ନୟାଗଡ଼ ଆଡେ ଟିକେ ଆସନ୍ତୁ😂😂 ଦିନ ରାତି ଟ୍ରକ୍ ଚାଲିଛି ଆଉ ଲୋକଙ୍କୁ ଚଢ଼େଇ ଦେଇ ଯାଉଛନ୍ତି😢😢😢😢😢
@biswanathpadhy8371
@biswanathpadhy8371 4 ай бұрын
ED CBI MUST COME TO ODISHA.
@santalichannelramdas4056
@santalichannelramdas4056 4 ай бұрын
CBI ENQUIRY KORAJOU
@user-iq4gt1lt3x
@user-iq4gt1lt3x 4 ай бұрын
Bobby Das close
@Berhampur432
@Berhampur432 3 ай бұрын
Bjd ଗୁଣ୍ଡାଗିରି ମୁଖମନ୍ତ୍ରୀ ସରକାର ହଟାଓ ଓଡିଶା ବଞ୍ଚାଓ 🎉 ଓଡ଼ିଆ ର ଦାଦନ ସରକାର ଙ୍କୁ vote ଦିଅନ୍ତୁ ନାହିଁ Bjd ସରକାର 2024 ରେ asiba ଓଡିଶା ଗୁଣ୍ଡାଗିରି ମୁଖମନ୍ତ୍ରୀ ହୋଇଯିବ
@sangramswain6460
@sangramswain6460 4 ай бұрын
Baby Bhai Jindabad naveen babu Jindabad
@kanhujena7990
@kanhujena7990 4 ай бұрын
Abaki bar petrol 200 para
@physicsestudy16
@physicsestudy16 4 ай бұрын
ବବି ବାବୁ ତ ନିଜେ ଜଣେ ମାଫିଆ। ତା ନାହେଇଥିଲେ ତାମିଲ ଶାସନ ଚାଲିଛି ଓଡ଼ିଶା ରେ ସେ ଚୁପ୍ ହେଇ କ୍ରୀତଦାସ ଭଳି ରହିବାକୁ ପସନ୍ଦ କରି ନଥାନ୍ତେ।
@pradyumnakanhar1380
@pradyumnakanhar1380 4 ай бұрын
BJD ହଟାଓ
@hrabhishakegaming9744
@hrabhishakegaming9744 2 ай бұрын
Babidas public ko bahut dhoka dia
@purusottamsethi3251
@purusottamsethi3251 4 ай бұрын
ତମେ କିଛି କରିପାରିବ ନାହିଁ ।ଇଲେକ୍ସନ ପରେ ତମ ଚେନାଲ ବନ୍ଦ ହୋଇଯିବ
@user-nw2rs3yo7x
@user-nw2rs3yo7x 4 ай бұрын
Tnx ❤
@SmrutiranjanPanigrahi-ud3zl
@SmrutiranjanPanigrahi-ud3zl 4 ай бұрын
Biggest dakayat news odisha
@vasundharaofficial
@vasundharaofficial 4 ай бұрын
Please just one time bjd hatao odisha ku kichi na kichi nuva hebo, bjd party only durniti kori kotti kotti khaiba pai bjd Sarakara please just one time bjd hatao odisha ku kichi na kichi nuva hebo
@CHINMAYA4U
@CHINMAYA4U 4 ай бұрын
❤❤❤
@sumantakumarpradhan2319
@sumantakumarpradhan2319 4 ай бұрын
ବାଲି ଖାଇ ଖାଇ ଦିନେ ସରିବ...ୟା' ପରେ
@user-eh4to6ji2h
@user-eh4to6ji2h 2 ай бұрын
Jyl
@hamzask7354
@hamzask7354 4 ай бұрын
👍👍👍
@user-nc5kz6rs9n
@user-nc5kz6rs9n 3 ай бұрын
Bali mafia, khanni mafia contractor Rajya chalauchhanti.
@AkDash-jl1eb
@AkDash-jl1eb 3 ай бұрын
ଆଉ ମିଛୁଆ ଧରମା କଥା କୁହ କିଛି...
@ashokluha5675
@ashokluha5675 4 ай бұрын
Argus 🙏🙏🙏🙏🙏
@soubhagyamohanty2124
@soubhagyamohanty2124 4 ай бұрын
ସେ high Court order କେବଳ କାଠ ଯୋଡି ନଇ ପାଇଁ ନା ସବୁ ନଇ ପାଇଁ ଟିକେ clear କରନ୍ତୁ ଆମେ ଜାଣି ପାରୁନୁ.
@pratyushkumarrout9781
@pratyushkumarrout9781 3 ай бұрын
This man is presenting half the facts of the honble High Court, for which court can give a contempt, and the people interviewed are of opposite party.
@subashsahoo3527
@subashsahoo3527 4 ай бұрын
ସବୁ ସରକାର ହାତବାରିସିରେ ଚାଲିଛି
@JaygopalSahoo
@JaygopalSahoo 2 ай бұрын
Babi bhai great hoo
@OHRPC9078
@OHRPC9078 4 ай бұрын
Babi dasa tanka naiki regular job karauchi pila manankara
@sushilnanda6868
@sushilnanda6868 2 ай бұрын
Mafia manonku jail pothao.
@user-oc4sm2qn3g
@user-oc4sm2qn3g 3 ай бұрын
Bjd jetiki odisha bashinku thaki chalichhi tahara hisab neba SJD= Subhash janata party
@tapanplambar
@tapanplambar 4 ай бұрын
ଚୋର ବଦମାସ୍ ଚଳିବେ କିପରି ଜୟ କଳା
Conspiracy Against Mohan Within The Party!
25:22
Nirbhay
Рет қаралды 24 М.
ПОМОГЛА НАЗЫВАЕТСЯ😂
00:20
Chapitosiki
Рет қаралды 28 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 12 МЛН
WHO CAN RUN FASTER?
00:23
Zhong
Рет қаралды 42 МЛН
Get 10 Mega Boxes OR 60 Starr Drops!!
01:39
Brawl Stars
Рет қаралды 16 МЛН
ПОМОГЛА НАЗЫВАЕТСЯ😂
00:20
Chapitosiki
Рет қаралды 28 МЛН