ବେଲୁନ୍ ରେ ବସିଲି ଆଉ ଆକାଶରେ ଉଡିଲି || FIRST TIME HOT  AIR BALLOON RIDE IN EGYPT

  Рет қаралды 314,150

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 1 300
@SibaJena-j1w
@SibaJena-j1w 22 күн бұрын
ଯାହା ହୋଉ ଭାଇ ତମ ପାଇଁ ଆମେ ସାରା ବିଶ୍ୱ ମୋବାଇଲ ରେ ଦେଖି ପାରୁଛୁ ଜଗନ୍ନାଥ ମହାପ୍ରଭୁ ତମକୁ ଭଲ ରେ ରଖନ୍ତୁ🎉🎉🎉🎉❤❤❤❤❤❤🙏
@sagarmajhi6033
@sagarmajhi6033 22 күн бұрын
Very very interesting video so nice
@PurnaChandraHembram-r6w
@PurnaChandraHembram-r6w 22 күн бұрын
Point bhai❤❤
@SubhadraKanhor
@SubhadraKanhor 22 күн бұрын
👌🌹🌹
@Mp_Music49
@Mp_Music49 22 күн бұрын
ଲବ ଭାଇ ଭିଡିଓ ଟା ଲାଗିଲା ଝାକସ୍, a vali content kiey bi aninaha ti youtubers .. mind-blowing 😮😮😊😊
@MondharBhatra
@MondharBhatra 22 күн бұрын
କେବେ କିଏ🎉ଉମକଟରୁଦେଖୁଛ🎉ଲାଇଖ୍କକର ଶିଆର୍କର🎉ଆମହଡିଷାଲକଖିଏବିଏମିତିବିଡିଅକରିନାଁତି
@durjyakumarsabar5032
@durjyakumarsabar5032 22 күн бұрын
ଆମ ଓଡ଼ିଆ ପୁଅ ଅନ୍ୟ ଦେଶକୁ ଯାଇ ନିଜେ ଦେଖି କରି ଆମକୁ ଏତେ ସୁନ୍ଦର ଜାଗା ସବୁ ଦେଖାଇ ଥିବାରୁ ଧନ୍ୟବାଦ ଲଭ ଭାଇ । 😊😊😊😊😊 Thank u ☺️☺️☺️ 206 like
@banamalihansdah8463
@banamalihansdah8463 22 күн бұрын
AAre vai labo hansda heuchhanti khanti Santal puo
@prahaladmuduli1012
@prahaladmuduli1012 22 күн бұрын
Hnn re bhai santal puo hele kn hela odia puo tho..
@RanjeetBlogs_2007
@RanjeetBlogs_2007 22 күн бұрын
Mu v sundargarh Rourkela
@Odia.jhia_Puja9692
@Odia.jhia_Puja9692 22 күн бұрын
ବିନା ସ୍କିପ୍ ରେ ଦେଖୁଥିବା ପିଲା ଲାଇକ୍ କର👍👍
@nksodiatutorial2880
@nksodiatutorial2880 22 күн бұрын
ପୂଜା ତମର ଘର କେଉଁଠି
@rabimajhi9180
@rabimajhi9180 22 күн бұрын
ଅତି ସୁନ୍ଦର ଭାଈ ମତେ ଦେଖି ବହୁତ ଖୁସି ଲାଗିଲା ତୁମ ଜୀବନ ଧନ୍ୟ ଭାଈ 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@arabindahati6956
@arabindahati6956 22 күн бұрын
Odisha ra no.1 youtuber
@MonumanojmonumanojManoj
@MonumanojmonumanojManoj 22 күн бұрын
ମୁଁ ଲବ ଭାଇଙ୍କ bahut bada fan ବ୍ଲଗ super👌ତାଙ୍କ ବ୍ଲଗ୍ ଭଳି କେହି ବି ଏମିତି ବ୍ଲଗ୍ କରି ପାରିବେନି❤ଲଭୟୁ ଦିଲ ସେ ଲବ ଭାଇ❤❤🎉👍
@brasharana7916
@brasharana7916 9 күн бұрын
@@arabindahati6956 thanks
@brasharana7916
@brasharana7916 9 күн бұрын
@@MonumanojmonumanojManoj thanks
@Public-o4b
@Public-o4b 22 күн бұрын
Bhai Chhota ଭଉଣୀ ଟେ ମୁଁ ମୋତେ ଅଟେ sara ଭଲ ଭଲ ଭିଡିଓ dekhaucha ସେଥିପାଇଁ ଧନ୍ୟବାଦ୍ Thank u so much ❤️🙏
@srikantabarik6518
@srikantabarik6518 22 күн бұрын
Amir ladki 😂❤
@Public-o4b
@Public-o4b 22 күн бұрын
@srikantabarik6518 ତୁମ୍ kyaa ଭିକାରୀ ho 😆😆😆
@RashmiEdit429
@RashmiEdit429 21 күн бұрын
40 tanka re gupchup khaithanata😂😂😂
@Public-o4b
@Public-o4b 21 күн бұрын
@@RashmiEdit429 tame ତ dabani ପୁଣି ଏତେ କଥା କହୁଛ
@Public-o4b
@Public-o4b 21 күн бұрын
@@srikantabarik6518 ଭିକାରୀ 😞
@Naranmarndi46
@Naranmarndi46 22 күн бұрын
ଓଡ଼ିଶା ର 1 ନମ୍ବର Vlogger ମୁଁ Traveler Laba ଭାଇ ❤❤❤
@basantabehera
@basantabehera 22 күн бұрын
Right👍
@Official.pravat.01
@Official.pravat.01 22 күн бұрын
Right bro❤❤
@ramjeet8
@ramjeet8 22 күн бұрын
Right bro❤❤❤
@SurprisedDominoes-sl1xp
@SurprisedDominoes-sl1xp 22 күн бұрын
ସୁଦନ୍ଦରଗଡ୍ ଜିଲ୍ଲା ରୁ ❤ love from Sundargarh, Odisha😇😊
@neynamicky4191
@neynamicky4191 21 күн бұрын
Mu bi Sundargarh dis..
@nirmalbehera523
@nirmalbehera523 20 күн бұрын
Rourkela❤❤❤
@SurprisedDominoes-sl1xp
@SurprisedDominoes-sl1xp 20 күн бұрын
@nirmalbehera523 Vedvyas❤️
@ArohiArohi-k6c
@ArohiArohi-k6c 20 күн бұрын
Kalunga
@fmkarmavlogs
@fmkarmavlogs 20 күн бұрын
Lahunipada ❤️🙏
@manumurmu4511
@manumurmu4511 22 күн бұрын
ସତରେ ବହୁତ ଭଲ ଲାଗିଲା bellon travel , ଭଲରେ ଥାଅ ଭଗବାନ ଙ୍କ ଆଶୀର୍ବାଦ Thank you Laba Bhai
@KushadevLohar-o3e
@KushadevLohar-o3e 22 күн бұрын
ଆମେ ମୟୂରଭଞ୍ଜ ୟା ଟୋକା ଦିଲ୍ ସେ ମୟୂରଭଞ୍ଜ ।
@brothersvlog409
@brothersvlog409 22 күн бұрын
ଜୟ ମା ବିରଜା 🙏❤❤❤ଦିଲ ସେ ଲାଇକ Hou ଗୋଟେ❤
@SoumyaRanjan-n9c
@SoumyaRanjan-n9c 22 күн бұрын
Jay maa biraja❤❤❤
@Deepakkumar180-x7e
@Deepakkumar180-x7e 22 күн бұрын
Jay maa biraja❤
@dimple_boy_dev3295
@dimple_boy_dev3295 22 күн бұрын
Jay maa biraja 🙏
@LoveFamly-k4q
@LoveFamly-k4q 22 күн бұрын
Odisha ର ନାମ ରଖୁଛ ଭାଇ thank you ❤Love you ଲବ ଭାଇ
@samikshyanaik231
@samikshyanaik231 22 күн бұрын
୦ାକୁର nku ଡାକୁଛି ସବୁବେଳେ khushi ରେ ଥାଅ❤
@bhagirathagiri3157
@bhagirathagiri3157 22 күн бұрын
Jay jagannath
@sohiddancetourist8801
@sohiddancetourist8801 22 күн бұрын
ଲବ ଭାଇଙ୍କ ବର୍ଣ୍ଣନା ବହୁତ ସୁନ୍ଦର.....❤ Love you bro... ଜୟ ଜଗନ୍ନାଥ..
@itssangramvlogs952
@itssangramvlogs952 22 күн бұрын
ଧନ୍ୟବାଦ ♥️ ଲବ ଭାଇ ଆପଣ ଙ୍କ ପାଇଁ ଆମେ ଆଜି ଘରେ ବସି କେତେ କିଛି ଦେଖିପାରୁଛୁ. 🥰
@fun.education1680
@fun.education1680 22 күн бұрын
Aau
@MonumanojmonumanojManoj
@MonumanojmonumanojManoj 22 күн бұрын
Right Bhai👌👍❤
@nature-boy-amitkumar
@nature-boy-amitkumar 22 күн бұрын
ଭାଇ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଏହି ନୁଆ ନୁଆ ବିଷୟରେ ଜଣାଉ ଥିବାରୁ ❤❤❤ ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସବୁ ବେଳେ କୃପା କରନ୍ତୁ ଏବଂ ଆମକୁ କିଛି ନୁଆ କଥା ଜଣାଉଥାନ୍ତୁ ଧନ୍ୟବାଦ୍ ❤❤❤
@RanitaSahoo-v4y
@RanitaSahoo-v4y 22 күн бұрын
ଜୟ ଜଗନ୍ନାଥ ଭାଇ ବହୁତ ସୁନ୍ଦର ଲାଗୁଛି
@AbhimanyoSenapati
@AbhimanyoSenapati 22 күн бұрын
ବହୁତ୍‌ ବଢିଆ ଲବଭାଇ ତୁମେ ବେଲୁରେ ଉଡୁଥିବାରୁ very nice❤❤❤❤❤
@AlekhaKanhar-r9q
@AlekhaKanhar-r9q 22 күн бұрын
ଲବ ଭାଇ ଆପଣଙ୍କର ଯାତ୍ରା ମଙ୍ଗଳ ମୟ ହେଉ ଜୟ ଜଗନ୍ନାଥ 🙏👍
@manoj_bhai
@manoj_bhai 22 күн бұрын
ଏସବୁ ବେଲୁନ ମୁ ଖାତା କିମ୍ବ ଚିତ୍ର ରେ ଦେଖିଚି..ଆଜି ସତରେ ଦେଖୁଛି ବହୁତ ଖୁସି ଲାଗୁଛି..
@golakjambeka3090
@golakjambeka3090 22 күн бұрын
Wow Beautiful place #Laba Bhai ❤❤❤ ଏମିତି ସୁନ୍ଦର ସୁନ୍ଦର ଜାଗା ଦେଖୋଉଥିବାରୁ
@ratanlalpurty3569
@ratanlalpurty3569 22 күн бұрын
ଭାଇ ବହୁତ ଭଲ ଲାଗିଲା ପୁରା ମନ ଖୁସି ହୁଇଗଲା God Blesse You Brother ❤️🌹❤️🌹❤️
@chinusahu9937
@chinusahu9937 22 күн бұрын
Bahi tama sabu video re kichi na kichi explore karucha ❤❤❤❤ Best off luck 🙌🤘
@PrasannaBhatra-q9l
@PrasannaBhatra-q9l 22 күн бұрын
ଜୀବନ ରେ ଏମିତିକା ସୁନ୍ଦର ସପ୍ନ ରେ ବଞ୍ଚିବା ହିଁ ମଣିଷ ଜୀବନର ସବୁଠୁ ବଡ଼ ଉପହାର❤❤❤🎉🎉🎉🎉🎉🎉 ଆଇ ଲଭ୍ ୟୁ ଲବ ଭାଈ ❤❤❤❤❤🎉🎉🎉
@OdiainstgramTips
@OdiainstgramTips 22 күн бұрын
ଭାଇ ଆଜିକ ଭିଡିଓ pur most ହେଇଛି ❤❤❤😊
@sureshmajhi4280
@sureshmajhi4280 22 күн бұрын
ବହୁତ ଖୁସ୍ ଲାଗିଲା ଲଵ ଭାଇ,, ଆପଣଙ୍କ ଦ୍ବାରା ଦେଶ ବିଦେଶରେ ବୁଲି ଭିଡିଓ କରି ଦେଖାଇଥିବା ରୁ ବହୁତ ବହୁତ ଧନ୍ୟବାଦ🎉🎉🎉
@NAIK249
@NAIK249 22 күн бұрын
ବହୁତ୍ ସୁନ୍ଦର ଦୃଶ୍ୟ ଲବ ଭାଇ❤️
@LkLove-w3v
@LkLove-w3v 22 күн бұрын
Navrang pur jila ra ❤❤❤🎉🎉🎉dil se like karo❤❤❤
@ManikaGiriManika
@ManikaGiriManika 22 күн бұрын
Bahut sundar view
@sinigahembramsiniga8356
@sinigahembramsiniga8356 22 күн бұрын
ମୁଁ ବାଲେଶ୍ବର ନୀଳଗିରି ରୁ ❤ଲବ ଭାଇ ଆପଣଙ୍କ ଭିଡିଓ ବହୁତ ସୁନ୍ଦର ଏବଂ ଅତି ନିଆରା 👍👍👍
@Tapan-kumar
@Tapan-kumar 22 күн бұрын
@@sinigahembramsiniga8356 mu bi nilagiri ra bhai
@DasharathaMunda-h6e
@DasharathaMunda-h6e 22 күн бұрын
ସତରେ ଭାଇ ବହୁତ୍ ସୁନ୍ଦର ଦେଖାଯାଉଛି
@AchutaBhoi
@AchutaBhoi 21 күн бұрын
ଅତି ସୁନ୍ଦର୍ ନବ ଭାଇ beautiful Jay Sri Ram 🙏🙏🙏
@Angultoka5130
@Angultoka5130 22 күн бұрын
Laba bhai jindabad angul
@LaxmiDandasena-js7ts
@LaxmiDandasena-js7ts 12 күн бұрын
Very nice video God bless you Bhai👍❤️😍
@kumargunu4646
@kumargunu4646 22 күн бұрын
Jay Jagannath ❤
@RayamuniMunda
@RayamuniMunda 22 күн бұрын
Laba ଭାଇ ବହୁତ ସୁନ୍ଦର ହେଇଛି l And Thanks ଭାଇ l
@sushilchakisushil557
@sushilchakisushil557 22 күн бұрын
"Mu Traveller" is not only a vlogger it's an emotion of all Odisha 😊❤😊❤
@SandhyaraniBehera-f7s
@SandhyaraniBehera-f7s 22 күн бұрын
Wow 😳😲 bahut ସୁନ୍ଦର video ଥିଲା ❤
@dasarathimohapatra618
@dasarathimohapatra618 22 күн бұрын
ଜୟ ଜଗନ୍ନାଥ, ଭିଡିଓ ଟି ବହୁତ ସୁନ୍ଦର ହେଇଛି,ଵେଲୁନ ଉଡ଼ିବା ସମୟରେ ବହୁତ ସୁନ୍ଦର ଲାଗିଲା,
@Bhubaneswar-x2h
@Bhubaneswar-x2h 22 күн бұрын
ଲବ ଭାଇ ଜିନ୍ଦାବାଦ ତମ ପାଇ ଅନେକ ଦେଶ ନୂଆ ନୂଆ କିର୍ତିରାଜ ଇତିହାସ ଆଉ ସେ ଦେଶର ସଂକୣତୀ ବିଷୟରେ ଆମେ ଜାଣିପାରୁଛୁ...ଜଗନ୍ନାଥ ଙ୍କ କୣପାରୁ ତମେ ଭଲରେଥାନ୍ତୁ
@bandanasis7286
@bandanasis7286 22 күн бұрын
ajira video dekhiki face re automatic smile paleiasuchi.... badhia bhai enjoy this great moment . atmatrupti Hasa..😊
@antanasinku7610
@antanasinku7610 22 күн бұрын
Bahut sundar,jaha ki Laba Bhai nka dyara ame dekhi paruchu,Bahut Bahut dhanyabad Laba Bhai ❤❤❤🎉🎉
@dibyaranjan-h8w
@dibyaranjan-h8w 22 күн бұрын
ଆମେ ଘରେବସି, ଦେଖୁଛି,ଭାଇ ❤❤❤❤
@bcpointsameer3720
@bcpointsameer3720 21 күн бұрын
ଭାଇ ଆପଣଙ୍କ ଭିଡିଓ ଦେଖିଲେ ମନ ଖୁସି ହେଇଯାଉଛି ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଏତେ ସୁନ୍ଦର ଦୃଶ୍ୟ ସବୁ ଦେଖୋଉ ଥିବାରୁ
@kulamanipatra
@kulamanipatra 22 күн бұрын
ଭାଇ କିଏ ବାଲେଶ୍ଵର ଜିଲ୍ଲାର ରୁ ଦେଖୁଛନ୍ତି comment କରନ୍ତୁ Nice Sharing Bro 💯💐 ଭାଇ ମୁଁ ବାଲେଶ୍ଵର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞
@kumarlucky143
@kumarlucky143 22 күн бұрын
ଲବ ଭାଈ ତମ ଭ୍ଲଗ ବହୁତ୍ ଭଲ ଲାଗିଲା 🎉❤👍 thanks ଲବ ଭାଈ।।
@amarkumarsing2680
@amarkumarsing2680 22 күн бұрын
So beautiful (Laba Bhai ❤❤❤)
@pewds6164
@pewds6164 22 күн бұрын
The Great International vlogger of Odisha, Laba Hansda . Lord Hanuman always bless you. Very nice video
@Akshaybindhani23
@Akshaybindhani23 22 күн бұрын
ଲବ ଭାଇ 🎉 ସେଠିକାର ପ୍ରଧାନ ଖାଦ୍ୟ କ'ଣ ଟିକେ ଦେଖାଇବ ❤❤❤❤
@srimanthota8283
@srimanthota8283 22 күн бұрын
ଅତି ସୁନ୍ଦର ଦୃଶ୍ୟ
@laxmanofficialsmj5478
@laxmanofficialsmj5478 22 күн бұрын
ଲବ ଭାଇ ପାଇଁ ଗୋଟେ like ତୋ ନିହାତି ଦରକାର ଭାଇ
@gonddiles4989
@gonddiles4989 22 күн бұрын
ବହୁତ୍ ବଢିଆ ଲାଗୁଛି ଭିଡିଓ ❤ଲବ ଭାଇ ବହୁତ୍ ମଜା ଲାଗିଥିବ
@Mr.ClassicMallick227
@Mr.ClassicMallick227 22 күн бұрын
ଆଇ ଲଭ ଟୁ ଲବ ଭାଇ from ଗଜପତି ❤❤❤❤ ଆମେ ତ out of country ଯାଇପାରିବା ନାହିଁ ତେଣୁ ଲବ ଭାଇଙ୍କର video ଦେଖି enjoy କରିବା! ଯେତେ ଜଣ ଲବ ଭାଇର video ଦେଖୁଛ ସମସ୍ତେ like, share and subscribe କର❤❤❤ଆଇ ଲଭ so much ଲବ ଭାଇ God bless you all ways ✝️✝️✝️
@munumajhi3930
@munumajhi3930 21 күн бұрын
ବହୁତ ଭଲ ଜାଗା ଓ ବଡ ବେଲୁନ ଦେଖେଇ ଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ😊
@tapancyt2740
@tapancyt2740 22 күн бұрын
ଭାଇ ଆଜି କା ଭିଡିଓ ଅତି ସୁନ୍ଦର୍ ହେଇଛି ❤❤ଜୟ ଜଗନ୍ନାଥ 🙏🙏 ଭଗବାନ୍ ତୁମ ର ମଙ୍ଗଳ କରନ୍ତୁ ଖୁସି ରେ ରୁହ ଲଵ ଭାଇ 👍👍👍 ଧନ୍ୟବାଦ
@kishorkumarbeherakishor1405
@kishorkumarbeherakishor1405 16 күн бұрын
ଆମ ଓଡ଼ିଆ ପୁଅର ସାହାସିକତା ପାଇଁ ଆମ୍ଭେ ଗର୍ବିତ ❤️👌🏻🤝🏻
@biswajitnayak1314
@biswajitnayak1314 22 күн бұрын
Bhai ଜୟ ଜଗନ୍ନାଥ ବହୁତ୍ ଖୁସି ଲାଗିଲା ନୂଆ ନୂଆ ଦୁନିଆ ଦେଖାଉଥିବାରୁ ❤❤❤
@hrudanandasankhua5824
@hrudanandasankhua5824 22 күн бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@aadilifestyle7378
@aadilifestyle7378 22 күн бұрын
ଜୟ ଜଗନ୍ନାଥ love from କେନ୍ଦ୍ରାପଡ଼ା ❤️❤️❤️
@Stunt_boy_mangal
@Stunt_boy_mangal 22 күн бұрын
ଆମେ ଭି କେନ୍ଦ୍ରାପଡ଼ା ରୁ..
@aadilifestyle7378
@aadilifestyle7378 22 күн бұрын
@Stunt_boy_mangal କେଉଁ ଜାଗା
@Abinash_rout
@Abinash_rout 21 күн бұрын
Kau block bhai
@hansdahhansdah8674
@hansdahhansdah8674 22 күн бұрын
I can't explain about this video and place.. Just looking like wow 😳😲😲🥰
@ommpatra9506
@ommpatra9506 22 күн бұрын
Laba bhai video's day by day🗿 Laba bhai then video's 🫤😒 Laba bhai now video's 💀😯😘
@subham1954
@subham1954 22 күн бұрын
ସବୁ ଠାରୁ ଭଲ ଭିଡିଓ ବହୁତ୍ ସୁନ୍ଦର ଭିଡିଓ ❤❤❤❤❤❤ ଲବ ଭାଇ ବହୁତ୍ ସୁନ୍ଦର ❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤
@mgkoraputia5161
@mgkoraputia5161 22 күн бұрын
ନୂଆ ନୂଆ ଜାଗା ଦେଖାଇବା ରୁ ଦୈନ୍ୟ ବାଦ୍ 🙏👌❤️❤️❤️🇮🇳
@purnachandrasen8716
@purnachandrasen8716 20 күн бұрын
Very nice place Laba babu.great job
@MBJSMARTGAMER
@MBJSMARTGAMER 22 күн бұрын
Lobo bhai ke liye 1 like 👍🏾👍🏾👍🏾
@Santaliboyz7777-j7i
@Santaliboyz7777-j7i 21 күн бұрын
Respect laba hansda ❤
@ArchitaSwain-ni9pi
@ArchitaSwain-ni9pi 22 күн бұрын
Jay jagannath
@chittarajansahoo7156
@chittarajansahoo7156 22 күн бұрын
Bhai tmr parisrama sara odisa loka bht enjoy karuchanti... Keep it up....
@srikantamallick7024
@srikantamallick7024 22 күн бұрын
ଭାଇ ମାନିବାକୁ ପଡ଼ିବ ଆପଣଙ୍କୁ କାରଣ ବିଦେଶ ମାଟିରେ ପହଞ୍ଚି ଅତ୍ୟନ୍ତ ସାହସର ସହିତ ଅନେକ କଠିନ ପରିସ୍ଥିତିରୁ ଆମକୁ ବହୁତ ସୁନ୍ଦର ସୁନ୍ଦର video ଦେଖାଇ ଥିବାରୁ। ଜୟ ଜଗନ୍ନାଥ।
@sambit_samal_123
@sambit_samal_123 22 күн бұрын
କିଏ କିଏ କଟକ ରୁ ଲବ ଭାଇଙ୍କ ଭିଡିଓ ଦେଖୁଛ ଗୋଟେ ଗୋଟେ like ହଉ ❤❤
@zenith_zephyr_47-n5p
@zenith_zephyr_47-n5p 21 күн бұрын
Its Cuttack' Salipur odia toka🎉
@gourangasahu-sy1jk
@gourangasahu-sy1jk 22 күн бұрын
Jay Jagannath Jay odisha Jay bharat super hero Bhai 💪😎😎💪
@G.B.Eatingchallenge7457
@G.B.Eatingchallenge7457 21 күн бұрын
ସତରେ ଭାଇ great ଯାହା ଆମେ ତମ ପାଇଁ ଏ ସବୁ ଦେଖି ପାରୁଚୁ
@udaymarndi3180
@udaymarndi3180 22 күн бұрын
Very nice laba bhai🌻🌻🌻🌻
@SantoshaKuamarsahoo-bd2xu
@SantoshaKuamarsahoo-bd2xu 22 күн бұрын
ଭାଇ ତମେ ବହୁତ ଭଲ 😊😊 ତମ ପାଇଁ ଆମେ ସବୁ ସହର ଦେଖିପରୁଚୁ 🥰🥰 love you Bhai ❤❤❤❤
@mr.aniltudu173
@mr.aniltudu173 22 күн бұрын
Bohut sunder bhai 😊
@bulumarndi3743
@bulumarndi3743 22 күн бұрын
Ete sara comment padhi mote bahut sara khusi lagila . Kahin kina ama laba bhai pain❤❤❤❤
@priyattmadas4982
@priyattmadas4982 22 күн бұрын
Jay Jagannath 🙏
@SatyabrataBarik-hm5ov
@SatyabrataBarik-hm5ov 22 күн бұрын
Bhai tame emiti interesting video kar ame tame sahita sabubele sathire achi,best of luck ❤❤❤❤bhai
@OdiaBhau1
@OdiaBhau1 22 күн бұрын
Dhanyavaad Bhai Emiti Unique Jinsa dekheiBa Pai Jay jagannath 🙏🏼
@bola_murmu
@bola_murmu 22 күн бұрын
So beautiful laba bhai❤❤
@God-army-z4j
@God-army-z4j 22 күн бұрын
ଭାଇ ଙ୍କୁ ଅଧିକ ରୁ ଅଧିକ ଭଲ ପାଇବା ଦିଅ। ଯେମିତି ଆଗକୁ ଆହୁରି ଭଲ video ବନେଇବେ❤❤
@Babuli26
@Babuli26 22 күн бұрын
Super ଭାଇ
@dejipatel2758
@dejipatel2758 22 күн бұрын
ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏
@BaishakheeSingh
@BaishakheeSingh 22 күн бұрын
Bhai apana video ku wait karithilu❤
@sumitrajhankar3624
@sumitrajhankar3624 18 күн бұрын
ତୁମ ପାଇଁ ଆମେ ବିଶ୍ୱ ବି ଦେଖିବୁ ଭାଇ ❤️❤️❤️😊😊ମୋବାଇଲ ମାଧ୍ୟ୍ୟ ମରେ ମୁ ଦେବଗଡ଼ ରୁ
@Debendrasahoo1992
@Debendrasahoo1992 22 күн бұрын
ଭାଈ ତମକୁ ମାନିବାକୁ ପଡ଼ିବ ତମ ଭଳିଆ ପୁଅ ଓଡ଼ିଶା ପାଇଁ ତମେ ଗର୍ବିତ ❤❤❤
@ODMSUBAL15
@ODMSUBAL15 22 күн бұрын
ଜୟ ଜଗନ୍ନାଥ ଭାଇ ❤❤ 2:39 Jai Jagarnnath 😮❤❤ 2:53
@PintuNaik-jk2ur
@PintuNaik-jk2ur 22 күн бұрын
ଲାଲ୍ ଫୁଲ୍ ନିଲା ଫୁଲ୍ ଲବଭାଇ Beautiful 😊... Well Done Brother keep it Up 👍
@world_culture417
@world_culture417 22 күн бұрын
କୋଉଠି ଶିଖିଲ ଭାଇ ବଢିଆ dialogue ❤
@world_culture417
@world_culture417 22 күн бұрын
Are you csk fan bro 💛
@Sipunkumar2816
@Sipunkumar2816 22 күн бұрын
ତୁମେ ପାଇଁ ଆମେ ସାରା ବିଶ୍ବ ବାସୀ ମୋବାଇଲ ରେ ଦେଖି ପାରୁଛୁ ଆମ ଓଡ଼ିଶା ବାସୀ ❤ ଜୟ ମା ହିଙ୍ଗୁଳା 🙏 ଜୟ ଜଗନ୍ନାଥ
@SaiSmitaNayak-d8j
@SaiSmitaNayak-d8j 22 күн бұрын
Jay Jagannath
@rohit0223
@rohit0223 21 күн бұрын
1st time seeing lots of baloon at a time...superb video
@durgaprasadpanda340
@durgaprasadpanda340 22 күн бұрын
ଭାଇ ତମ ପାଇଁ ମୁ ମୋ ଘରେ ବସି ମଧ୍ୟ ସାରା ବିଶ୍ବ ଦେଖି ପାରୁଚି ତମ କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ମହାବୀର ତମ କୁ ସବୁ ସଙ୍କଟ ରୁ ରକ୍ଷା କରନ୍ତୁ
@sureshkumarmallick2596
@sureshkumarmallick2596 22 күн бұрын
ସବୁଠୁ ବହୁତ ଭଲଲାଗିଲା 👌
@sumasuma86522
@sumasuma86522 22 күн бұрын
jay jaganath love from ganjam ❤❤❤❤
@burudisumajit14
@burudisumajit14 21 күн бұрын
ତମେ ଶିଖିବା ସଇତ ଆମମାନଙ୍କୁ ଶିକ୍ଷା ଦଉଥିବାରୁ ବଉତ୍ ବଉତ୍ thank you ଭାଇ ଜୟ ଜଗନ୍ନାଥ ❤❤❤
@nabarangpuriachannel
@nabarangpuriachannel 22 күн бұрын
Jai jagarnnath 🙏
@judhisthiranaik2503
@judhisthiranaik2503 22 күн бұрын
ବହୁତ ବହୁତ ସୁନ୍ଦର ଭିଡ଼ିଓ, ବହୁତ ମଜା ଲାଗିଲା 🙏ଜୟ ଜଗନ୍ନାଥ 🙏
@SaiSmitaNayak-d8j
@SaiSmitaNayak-d8j 22 күн бұрын
Dil se love you bro video apekhya re thili
@DebashisDhal-xw8lw
@DebashisDhal-xw8lw 22 күн бұрын
Hello bhauja 👋👋
@SaiSmitaNayak-d8j
@SaiSmitaNayak-d8j 22 күн бұрын
Are mu unmarried
@DebashisDhal-xw8lw
@DebashisDhal-xw8lw 22 күн бұрын
@@SaiSmitaNayak-d8j Sorry
@Naranmarndi46
@Naranmarndi46 22 күн бұрын
​@@SaiSmitaNayak-d8j😍😍😍
@DebashisDhal-xw8lw
@DebashisDhal-xw8lw 22 күн бұрын
@@Naranmarndi46 😍😍
@kailashsahu3105
@kailashsahu3105 21 күн бұрын
ଘରେ ଥାଇ ଆମେ ଦୁନିଆଁ ଦେଖି ପାରୁଛି କେବଳ ଲବ ଭାଇ ଙ୍କ ପାଇଁ thanks ଲବ ଭାଇ ❤❤❤
@ALOK4KSTATUS
@ALOK4KSTATUS 22 күн бұрын
ମୁଁ ଯଦି କହିବି ବିବାଦ ହୋଇଯିବ କିନ୍ତୁ ସତ ମୁଁ ୪-୫ ଦିନ ପ୍ରୁବ ରୁ ଏମିତି କିଛି ଭାବୁଥିଲି hot air balloon ବିଷୟ ରେ ଗୋଟେ Vlog ବନାଓ ଲବ ଭାଇ ❤❤❤ ଏଇଟା ସତ ରେ ମୁଁ ହୃଦୟ ରୁ କହୁଚି 😢
Thank you Santa
00:13
Nadir Show
Рет қаралды 41 МЛН
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 8 МЛН
Do you love Blackpink?🖤🩷
00:23
Karina
Рет қаралды 22 МЛН
I Love you Rassian Kuri Saw Ropor Anay//Santhali Vlog Video
1:54
jug bidal production
Рет қаралды 21 М.
Thank you Santa
00:13
Nadir Show
Рет қаралды 41 МЛН