ବଡ଼ ବାବୁଙ୍କ କାରନାମା, ଧରୁ ଧରୁ ସିଧା ଭିତରକୁ || Chief Civil Supplies Officer Caught Taking Bribe || OR

  Рет қаралды 255,320

Odisha Reporter

28 күн бұрын

ମତେ ଯେତେ ମାଠିବୁ ମାଠ୍....ମୁଁ ତ ସେଇ ଦରପୋଡ଼ା କାଠ୍.... ଉପମୁଖ୍ୟମନ୍ତ୍ରୀ କହିଲା ପରେ ବି, ବାବୁ ଲାଞ୍ଚ ନିଶାରେ ପୂରା ଚୁର୍ । ଗଳାବାଟର ନିଶା ଏମିତି ମୁଣ୍ଡକୁ ଚଢିଗଲା ଯେ, ଆଗପଛ ବି ମାନିଲେନି । ଆଉ ଏବେ ଅଖା ଧୋଉଛନ୍ତି, ଗୁଣ ଗାଉଛନ୍ତି...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaReporteronKZbin
Web: odishareporter.in
Facebook: OdishaReporter/
Twitter: OdishaReporter
Telegram: telegram.me/Odisha_Reporter_official
Instagram: odishareporter_official
#OdishaReporter #balangir #bribe #office #miller #rice #odisha #news #odishareporter

Пікірлер: 312
@shreenibashkuanr6598
@shreenibashkuanr6598 28 күн бұрын
ଯଦି ଜଣେ ଗରିବ ଦିନକୁ@୩୦୦/- ଟଙ୍କା ରେ ନିଜକୁ ସନ୍ତୁଷ୍ଟ କରି ପାରୁଛି,ଏମାନେ ଲକ୍ଷେ ଲକ୍ଷେ ଟଙ୍କା ପାଇଲେ ବି ତଥାପି ଏ ମାନଙ୍କ ପେଟ ପୁରୁନି,ଧିକ ତମ ମଣିଷ ପଣିଆ କୁ
@sagarkumarpal
@sagarkumarpal 4 күн бұрын
❤❤😔👍
@ashokbehera4968
@ashokbehera4968 28 күн бұрын
ଚାକିରୀ ରୁ ବହିଷ୍କାର କରାଯାଉ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବେ ରେଡ କରାଯାଉ ରେଡ ସମ୍ପତି କୁ ରାଜକୋଷ କୁ ପଠାଯାଉ jaisriram 🙏
@sagarkumarpal
@sagarkumarpal 4 күн бұрын
Thik 👍👍
@user-cw9gp5ty9f
@user-cw9gp5ty9f 28 күн бұрын
ତଡ଼ି ତଡ଼ି ସବୁ ଲାଞ୍ଚୁଆଙ୍କୁ ଧରି ଉଦାହରଣଯୋଗ୍ଯ,ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ନେବା ଅତ୍ଯନ୍ତ ଜରୁରୀ ହୋଇଗଲାଣି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@errkggift
@errkggift 25 күн бұрын
Odia loka maghiya
@abhayakumardas1798
@abhayakumardas1798 28 күн бұрын
ତା ଚାକିରି। କି। ଖାଆ। ସରକାରଙ୍କୁ। ଅନୁରୋଧ❤❤❤❤❤❤❤❤❤❤❤
@rabindramajhi4081
@rabindramajhi4081 28 күн бұрын
ନେତା ସ୍ବଚ୍ଛତା ରହିଲେ,,,ଅଫିସର ସିଧା ବାଟକୁ ଆସି ଯିବେ,,,
@jchoudhury274
@jchoudhury274 28 күн бұрын
ଧନ୍ୟବାଦ ପାତ୍ର ବାବୁ ତୁମ ଭଳି 50/ ଲାଞ୍ଚୁଆ କମି ଗଲେ ଓଡ଼ିଶା ବାସୀ ଙ୍କୁ ଟି କେ ଶାନ୍ତି ମିଳିବ
@sasanksekharaswain9208
@sasanksekharaswain9208 27 күн бұрын
ଯୋଗାଣ ବିଭାଗ ର ପିଅନ ବି କୋଟିପତି , ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହେଲେ ବହୁ ଧରା ପଡ଼ିବେ
@hrudanandakanhar262
@hrudanandakanhar262 28 күн бұрын
ଏପରି officer ମାନଙ୍କୁ ଚାକିରୀ ରୁ ବାହାର କରି ନୂଆ ନିଯୁକ୍ତି କରିଲେ officer ବାବୁ ମାନେ ସୁଧାରି ଯାନ୍ତି ଆଉ ଏପରି ହୁଅନ୍ତାନି
@gurucharanbarik7817
@gurucharanbarik7817 25 күн бұрын
100%👍👍👌👌
@manju450
@manju450 24 күн бұрын
Fashi
@Bubun-t2s
@Bubun-t2s 28 күн бұрын
ପୁରା ଭଲ ହେଇଚି। ଓଡ଼ିଶା ରେ extortion ବଢ଼ି ଗଲାନି yi ବିଷୟରେ ଭି ସରକାର step law ଅନୁସାରେ ନିଅନ୍ତୁ।
@ajitkumarpanda6388
@ajitkumarpanda6388 28 күн бұрын
ଏ ଭଳି ଲାଂଚୁଆ officer ଚାକିରୀ ରୁ ବିଦା ହେବେ ତ ହେବେ,,,,ଏ ମାନଙ୍କୁ non bail କରିବା ଦରକାର,,ତେବେ ଯାଇ ଲାଞ୍ଚ ନେଉଥିବା କର୍ମଚାରୀ କିଛି ଶିଖିବେ,,,,,
@sps7770
@sps7770 28 күн бұрын
Chaakiri jiba nahi. Kebala nilambana. Seta puni temporary.
@dilliptulsiyan6245
@dilliptulsiyan6245 25 күн бұрын
Mora Angul Odisha Forest department 6treep sige permit timber nyegly and 1ochaka Truck namaste 🙏
@AniruddhaSahoo-qd5zd
@AniruddhaSahoo-qd5zd 28 күн бұрын
ପ୍ରଥମେ ଚାକିରି ରୁ ବାହାର କର ପରେ ଜେଲ ।
@subashchandradas1638
@subashchandradas1638 28 күн бұрын
ସିଏ ଯେମିତି କହୁଥିଲା ରେଡ କରିବାକୁ ତାର ଘରକୁ ରେଡ୍ କରାଯାଉ। ମନ୍ତ୍ରୀ ଙ୍କୁ ଅନୁରୋଧ।
@gobindachandraswain3060
@gobindachandraswain3060 28 күн бұрын
ଧନ୍ୟବାଦ ପାତ୍ର।ଲୋଭ ସମ୍ବରଣ କରିପାରିଲାନି।
@subratkumarbarik7644
@subratkumarbarik7644 27 күн бұрын
ଲାଞ୍ଚୁଆ ଙ୍କୁ ସସ୍ପେଣ୍ଡ ନାଇଁ, ଡାଇରେକ୍ଟ ଚାକିରୀ ରୁ ବାହାର କର. ତା ସହ ଜେଲ ଜୋରିମାନା
@manju450
@manju450 24 күн бұрын
Right
@KedarJena-ki9el
@KedarJena-ki9el 28 күн бұрын
ଏମାନଙ୍କୁ heavy punshiment ଦରକାର
@BapujiMLT
@BapujiMLT 28 күн бұрын
ଏଥର ନାମ ସଙ୍କୀର୍ତ୍ତନ କରିବୁ
@tapannayak4187
@tapannayak4187 27 күн бұрын
ପାତ୍ର ବାପାଙ୍କୁ ପଚାର ଏତାଙ୍କ ପୁଅ ଟି, ସଳା ପାତ୍ର ପୁଅ ଝିଅ ବୋପା ଉପୁରି ପଇସାରେ ରଙ୍ଗିଲା ହେଉଥିବେ ଆଉ ସ୍ତ୍ରୀ ସାଢି ଛାଡି ଚୁଡିଦାର ଗଜରା ରେ ରଙ୍ଗିଲା ଘୋର ଲଜ୍ଜା,ଜୋଉ ମାନେ ଲାଞ୍ଚ ନେଉଛନ୍ତି ତାଙ୍କ ବାପା ଠିକ୍ ନାହିଁ
@srimayeemansingh6197
@srimayeemansingh6197 28 күн бұрын
ମା ଘିଆ କୁ ଚାକିରି ରୁ ବାହାର କରାଯାଊ
@krushnachandrabehera1039
@krushnachandrabehera1039 27 күн бұрын
ସାର୍ କିଶାନନଗର ତହସିଲଦାର ବହୁତ ଲାଞ୍ଚ ନେଉଛନ୍ତି ଆପଣ ଟିକିଏ ଧ୍ୟାନ ଦିଅନ୍ତୁ 🙏🙏
@Rkd6122
@Rkd6122 28 күн бұрын
ଲାଞ୍ଚ ନେବା ଏକ addiction ରେ ପରିଣତ ହେଇଯାଇଛି, ସେ କଣ କରିବେ 😮 ଏମାନଂକୁ service ରୁ ବିଦା ଓ jail 😮
@manju450
@manju450 24 күн бұрын
TRUE
@niharpalai3774
@niharpalai3774 28 күн бұрын
BJD ସରକାର ଥବା ସମୟରୁ ଅଭ୍ୟାସ ରହିଛି , ସେ ଶଳା କୁ ବହେ ଛେଚା ଦିଅ ଜେଲ୍ ରେ
@himansudash9149
@himansudash9149 27 күн бұрын
ଯୋଗାଣ ବିଭାଗ ସରକାର ଂକୁ ମାଲ୍ ଯୋଗାନ୍ତି। ସେଥିରେ mla , ମନ୍ତ୍ରୀ ଚଳନ୍ତି।
@padmanava1000
@padmanava1000 28 күн бұрын
ବିନାଶ କାଳେ ବିପରୀତ ବୁଦ୍ଧି
@tapannayak4187
@tapannayak4187 27 күн бұрын
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ବହୁତ ଭଲ କଥା କହିଛନ୍ତି ଓ ଭଲ କାମ କରୁଛନ୍ତି ପିସି ବନ୍ଦ କଲେ ଇତିହାସ ହେବ
@OpOp-uo7uc
@OpOp-uo7uc 28 күн бұрын
Very good 👌news
@nalinimohapatra4033
@nalinimohapatra4033 26 күн бұрын
ସିଧା ଏ ଲୋକକୁ ଚ଼ାକିରୀ ରୁ ବିଦା କର।ଓ ଜେଲ ରେ ପୁରାଅ ।ଏହିଭଳି ଲୋକ ଦେଶ ପାଇଁ ବିପଦ।ଜୟ ଜଗନ୍ନାଥ ।
@santoshnanda7811
@santoshnanda7811 28 күн бұрын
System transparent n time bound ହେଲେ PC ବନ୍ଦ ହେଇପାରିବ. ନ ହେଲେ ଏମିତି କହୁଥିବେ କିନ୍ତୁ PC ଚାଲିଥିବ.
@bhupeshkarmi513
@bhupeshkarmi513 27 күн бұрын
ଭଗବାନ ଅଛନ୍ତି ନ। ,,,,,ଠିକ୍ ହୋଇଛି ଏ ସଲ ପାତ୍ର କୁ। ।।
@basudevprusty9741
@basudevprusty9741 28 күн бұрын
Jai shreeram
@sasanksekharaswain9208
@sasanksekharaswain9208 27 күн бұрын
ରାମ ରାଜ୍ୟ ପ୍ରତିଷ୍ଠା ହେବ
@AswiniMoharana
@AswiniMoharana 28 күн бұрын
Very good step
@bhabanibhoina2404
@bhabanibhoina2404 28 күн бұрын
Excellent work done by U sir.keep continue.
@liveforever6998
@liveforever6998 26 күн бұрын
ସବୁ ଜିଲ୍ଲା ଅଧିକାରୀ ଅଫିସ ରେ ସିସିଟିଭି କାମେରା ଲାଗୁନି କାହିଁକି....
@pradeepkumarsinha803
@pradeepkumarsinha803 28 күн бұрын
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଦୁଃଖିତ। ଦୁଃଖିତ। ଦୁଃଖିତ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@sarbeswarpallai4051
@sarbeswarpallai4051 28 күн бұрын
Sir lancha nauthiba lokanku direct chakiri ru dismis karantu suspend nuhe RI office re prabala lancha nauchanti seitaku tike dekhantu
@mahimavastuseva
@mahimavastuseva 26 күн бұрын
ଆପଣ ଖୁବ୍ ଶୀଘ୍ର cm ହୁଅନ୍ତୁ
@LusiSwain-ry8nw
@LusiSwain-ry8nw 28 күн бұрын
Thanksupaministersir
@pramodpradhan8792
@pramodpradhan8792 28 күн бұрын
Jai ho odisha reporter ur working hard to root out corruption in our soil God bless you
@ramakantabehera2791
@ramakantabehera2791 28 күн бұрын
Very good effort.All public should follow this path.God will bless such public.
@rabimohanty112
@rabimohanty112 26 күн бұрын
ହାରାମିକୁ ଡ କାୟତ ପରି ସମସ୍ତ ସମ୍ପୟୀ ବାଜ୍ଞପ୍ତି କରି ଜେଲରେ ଠୁଙ୍କି ଦିଆ ଯାଉ.
@aganiswain4789
@aganiswain4789 26 күн бұрын
ଧନ୍ୟବାଦ sir 🙏
@amitakar948
@amitakar948 28 күн бұрын
ଲୋଭ ବୋହୁତ ଆମ ଅଫିସର ଙ୍କର
@Ttyilojg
@Ttyilojg 28 күн бұрын
ଆମ ଓଡ଼ିଶା ମୋହନ ଓଡ଼ିଶା 😊❤
@subashchandradas1638
@subashchandradas1638 28 күн бұрын
G pravakar patra, ପୁରା ଲାଞ୍ଚୂଆ ଅଧିକାରୀ, ତାକୁ ଚାକିରୀ ରୁ ଅବିଳମ୍ବେ ଛୁଟି ଦିଆଯାଉ, ନହେଲେ ଏପରିଆଫିସର୍ ରାଜ୍ୟ କୁ ଖାଇଦେବେ। ତା ଘରକୁ ବୁଲ୍ଡୋଜର ରେ ଭଙ୍ଗା ଯାଉ।
@abhayagachhayat9237
@abhayagachhayat9237 26 күн бұрын
ବହୁତ ଯୋଗ୍ୟ ବେକାରୀ ଅଛନ୍ତି ।ସେ ଚୋର କୁ ବହିସ୍କାର କରାଯାଉ।
@nibedanamusic7718
@nibedanamusic7718 27 күн бұрын
ଲାଂଚ ଦଉଥିବା ଲୋକ କୁ ମଧ୍ୟ ଧରା ଯାଉ
@swarupdas275
@swarupdas275 28 күн бұрын
badhiya hoichhi
@kumarkaliakhordha5950
@kumarkaliakhordha5950 28 күн бұрын
6mas rakhidia pura saigi heijib
@SidharthaMunda-t6k
@SidharthaMunda-t6k 25 күн бұрын
ଜେଲ୍‌ରେଫୁରାଇଘାଟିଦିଅ ସତବାରିବ❤❤❤
@mukeshbehera1355
@mukeshbehera1355 28 күн бұрын
ଲଜ୍ୟା
@raghumaninayak9593
@raghumaninayak9593 26 күн бұрын
🙏ଜୟ ଶ୍ରୀ ରାମ🙏🕉️🇮🇳🚩
@chittaranjansatapathy1589
@chittaranjansatapathy1589 28 күн бұрын
Se eka CSO. nuhanti, Odisha re jete CSO. achhanti kehibi baad jibeni. Dhanyavaad.
@arunkumarmishra9212
@arunkumarmishra9212 24 күн бұрын
ଏ ହେଉଛି ଛୋଟ ମୂଷା, ଆହୁରି ବଡ ବଡ ମୂଷା ଅଛନ୍ତି, ତାଙ୍କୁ ଧରାଯାଉ, ଓଡ଼ିଶାର ଲୋକଙ୍କ ସମ୍ପତ୍ତି, ଲୋକ ଖୁସି ହେବେ,
@kamallochannayak9660
@kamallochannayak9660 26 күн бұрын
Good Govt Go up
@bgr6730
@bgr6730 26 күн бұрын
ସରକାରୀ ଅିସରମାନେ ବିଜେଡ଼ି ଶାସନ ରେ କେତେ ଟଙ୍କା ଲାଞ୍ଚ ଖାଇ ଥିବେ ଚିନ୍ତା କରନ୍ତୁ।
@SidharthaMunda-t6k
@SidharthaMunda-t6k 25 күн бұрын
ଚାକିରିରୁବାରକର❤❤❤❤
@jogendrabhoi2503
@jogendrabhoi2503 28 күн бұрын
Very good action
@bikrampiroi4588
@bikrampiroi4588 28 күн бұрын
Jay jagannath chinhata karajai karyanusthan habadarkar jay sriram🎉🎉🎉
@user-wk3kk8lj1b
@user-wk3kk8lj1b 28 күн бұрын
ଶଳା ଲଜ୍ୟା ଲାଗୁନି
@mr.sanjayinformationdiscov3282
@mr.sanjayinformationdiscov3282 24 күн бұрын
ଏ ଜେଲ ରୁ ଆସିଲେ ବି ଲାଞ୍ଚ ନେବ ପୁରା ଚାକିରିରୁ ବିଦା ହେଉ😂😅😂😂😂
@user-kl9vp2gy4w
@user-kl9vp2gy4w 28 күн бұрын
Good 🎉
@sabitaprusty8035
@sabitaprusty8035 24 күн бұрын
ଗୋଟିଏ ଲାଞ୍ଚୁଆ, ଗୋଟିଏ ମିଛୁଆ, ଗୋଟିଏ ମାଡୁ ଆ ଆଉ ଜଣେ ତା ମନ ଯାହା ହେବ କାହାର ସତ୍ ଉପଦେଶ ନ ମାନି ଅପକର୍ମ କରି ଚାଲିଥିବ। କଥାରେ ଅଛି ମୋତେ ଯେତେ ମାଠିବୁ ମାଠେ, ମୁଁ ତ, ସେ ଇ ଦରପୋଡା କାଠେ । ଜୟ ଜଗନ୍ନାଥ। ନୂଆ ବଜାର, ନୂଆ ପଡା କଟକ।
@MinaketanMinaketan-kt8wy
@MinaketanMinaketan-kt8wy 28 күн бұрын
Patra babu mor power tiler chaliba j paisa sabu firima karan tumar bagil officers manku salary paisa kam hauchha sir
@JSamal-cw3tn
@JSamal-cw3tn 28 күн бұрын
Maximum punishment Diya jaye
@numerologistsannjoy5996
@numerologistsannjoy5996 3 күн бұрын
ଯଦି କୌଣସି ଲୋକ ଙ୍କ ସହିବା ଶକ୍ତି ପାର ହେଲା ପରେ ସେ ବାଧ୍ୟ ହୋଇ ଶେଷରେ ଏମିତି ଭିଜିଲାନ୍ସ ବିଭାଗ କୁ ଦେବାକୁ ବାଧ୍ୟ ହୋଇଥାନ୍ତି
@padmanavaseth9872
@padmanavaseth9872 27 күн бұрын
Puni join Kariba kichi dina pare.
@user-vb5tz8kb8f
@user-vb5tz8kb8f 24 күн бұрын
ଜୟା ଜଗନ୍ନାଥ 🕉🚩🇮🇳🙏
@manoranjsahoo9197
@manoranjsahoo9197 28 күн бұрын
Saab kuch japt hoga Uskey bad buldjor action
@anantanaik549
@anantanaik549 28 күн бұрын
Jail
@Sudhir2288
@Sudhir2288 23 күн бұрын
Thanks 👍 Sir
@prabhudattasahani6225
@prabhudattasahani6225 24 күн бұрын
Very Very nice Work
@chanchalchalan8467
@chanchalchalan8467 24 күн бұрын
Very good sir
@nibedanamusic7718
@nibedanamusic7718 27 күн бұрын
ଏ ଶଳା ଙ୍କ ମୁହଁରେ ହଗିଲେ ବି ଲାଜ ନାହିଁ
@kumudchandrabisoyee2105
@kumudchandrabisoyee2105 24 күн бұрын
U r right sir......
@PrinceCovidSinku
@PrinceCovidSinku 22 күн бұрын
ନମସ୍କାର ସାର୍
@ullashchandraparida2252
@ullashchandraparida2252 28 күн бұрын
Good news
@debadattadash580
@debadattadash580 24 күн бұрын
ଠିକ୍ ହୋଇଛି।
@SarojSwain-js2pv
@SarojSwain-js2pv 22 күн бұрын
Very nice
@rajeswarmahanta6953
@rajeswarmahanta6953 9 күн бұрын
ଯେଉଁ ମାନେ ଧରା ପଡ଼ୁଛନ୍ତି,ସେମାନଙ୍କୁ ମାଡ ହୁଏ କି ନାହିଁ।
@fagulakra520
@fagulakra520 24 күн бұрын
Jay jagannath jay odisha jay CM mohan❤🎉
@swarajkumarbej3768
@swarajkumarbej3768 23 күн бұрын
ଚାକିରିରୁ ବହିଷ୍କୃତ ନକଲା ପର୍ଯ୍ୟନ୍ତ ଏମିତି ଏ ଭିକାରୀଙ୍କର ଏମିତିଆ ଲୀଳା ଚାଲିଥିବ।
@legendchannal3179
@legendchannal3179 21 күн бұрын
Right
@sarojmandal503
@sarojmandal503 28 күн бұрын
Bahot bhala educational pila achnti amnku kn pai service re rakhichnti
@durgaprasadnayaknayak299
@durgaprasadnayaknayak299 23 күн бұрын
ଗଞ୍ଜାମ ର ବୋଧେ ପାତ୍ର ବାବୁ 👍
@kirtansahu8840
@kirtansahu8840 25 күн бұрын
Nice
@kalandinayak463
@kalandinayak463 28 күн бұрын
Nabin Babu nka amalare vikash namare Khali lutt.
@kanjiaranjitkumar3824
@kanjiaranjitkumar3824 28 күн бұрын
Thanks 🙏🙏👍. Bhai
@amitaacharya9342
@amitaacharya9342 25 күн бұрын
👍👍
@user-lt8ni6kr7u
@user-lt8ni6kr7u 28 күн бұрын
Very good 👍👍 news odisa
@YBS55
@YBS55 28 күн бұрын
❤❤❤😂😂eha tho small fish bhai😂😂prathyek block nuho pratyek village re achanti ❤❤big fish 🐠 ku kebe dharibe❤❤odisha Andhra exact border re crore crore crore rupees re jua ..illigal activity houchi Kia dhoruchanti ki....❤❤❤
@suvendukumardash1976
@suvendukumardash1976 28 күн бұрын
Thanks Vigilance
@pratapkumarkhelsing8154
@pratapkumarkhelsing8154 28 күн бұрын
Very good
@MirabaiNayak-bj5ff
@MirabaiNayak-bj5ff 24 күн бұрын
❤❤❤👍
@satyapriyaswain8110
@satyapriyaswain8110 28 күн бұрын
Very good dission
@kalyanisoubhaginidas7423
@kalyanisoubhaginidas7423 24 күн бұрын
Jay shree ram 🙏🙏👌
@KarunakarDhani-eo2sl
@KarunakarDhani-eo2sl 24 күн бұрын
ସସପେଣ୍ଢ ନୁହେଁ ବହିଷ୍କାର କରାଯିବା ଆବଶ୍ୟକ।
@user-xy1ib8qr1g
@user-xy1ib8qr1g 25 күн бұрын
ଏନ୍ତା ଅଫିସର୍ କେ ଜଲଦି ଡିସମିସ୍ କରନ୍ତୁ ସରକାର,
@sganeshbehera3886
@sganeshbehera3886 27 күн бұрын
Ye 25 Varsha experience ra Jeeva lala, kana Kariba sahajare chhadi heuni 😂😂😂
@skaifoundation8120
@skaifoundation8120 28 күн бұрын
My mother used to say the same " mate jete mathibu mathe, mu sei darapoda kath" thank you. ❤🙏
@sanjauakumar8999
@sanjauakumar8999 28 күн бұрын
ପରମ MG ଯାକ ଅଭଦ୍ର
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 53 МЛН
Inside Out 2: Who is the strongest? Joy vs Envy vs Anger #shorts #animation
00:22
Я не голоден
01:00
К-Media
Рет қаралды 9 МЛН
World’s Largest Jello Pool
01:00
Mark Rober
Рет қаралды 121 МЛН
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 53 МЛН